Natia Comedy Part 208 || Kuni Bhaunira Ekoisia puja || Kaandna Mo jhia || Ranjan Gaan Song

Поделиться
HTML-код
  • Опубликовано: 9 ноя 2021
  • Natia Comedy Part 208 || Kuni Bhaunira Ekoisia puja || Kaandna Mo jhia
    Song - Kaandna Mo Jhia
    Lyrics, Music, Voice - Ranjan Gaan
    Director - Utkal Gaurab
    Story - Nirupama Nanda
    Voice over - Smrutiranjan, Ananya, Arpita, Manoranjan
    Creative Director -Soumyaranjan Dash
    Animation Director - Sibanarayan Mohapatra
    Lead Animators - Biswajit, Arpita, Priyanka, Smita, Pratyus, Nitu, Kalpana, Kishan, Payal
    Junior animators - Sachin, Suryakant, Biswaranjan
    Vfx - Dhruti, Biswajit
    Editing - Biswajit
    Thank you For Watching. Please Like, Share and Comment
  • КиноКино

Комментарии • 3,7 тыс.

  • @aloksahu6773
    @aloksahu6773 4 месяца назад +130

    Kie Jambi episode dekhi athiki asichanti se like karantu❤❤❤

  • @ffgirljyothi2766
    @ffgirljyothi2766 4 месяца назад +54

    Kie kie zombie ep dekhila pore old video dekhucha🥰❣️

  • @rajesh99110
    @rajesh99110 7 месяцев назад +6

    ମୋ ଝିଅ ନା ଖୁସି ...ସତରେ ଏ ଗୀତ ଟି ବହୁତ ଭଲ ଲାଗିଲା କିନ୍ତୁ ଗୋଟେ କଥା ଭାବି ବହୁତ ଦୁଃଖ ଲାଗିଲା 😢

  • @smrutirekhamohanty6439
    @smrutirekhamohanty6439 3 месяца назад +11

    Bohut emotional Gita ta😢😢😭😭😭

  • @laluofficial3242
    @laluofficial3242 2 года назад +25

    ବହୁତ ଭଲ ଲାଗିଲା utkal cartoon team କୁ ବହୁତ ବହୁତ ଧନ୍ୟବାଦ❤️❤️❤️❤️❤️🙏🙏

  • @allgaming1293
    @allgaming1293 2 года назад +18

    କଣ ଲାଗିଲା ହେ ଗୀତ ପୁରା ସୁପର

    • @GuuGuu-ss4wl
      @GuuGuu-ss4wl 3 месяца назад

      1:09 the
      pikunkhinta 1:37

  • @aksdjdokan
    @aksdjdokan 4 месяца назад +247

    ଜମ୍ବୀ ରେ ଏଇ ଗୀତ ଟା ଶୁଣିକି ମୋ ଆଖିରୁ ଲୁହ ଆସିଗଲା 😟😭😭😭

  • @bhumikaacharya7524
    @bhumikaacharya7524 4 месяца назад +9

    Full song asiba pain keun mane chahuncho like koro

  • @bjpchhendipada3688
    @bjpchhendipada3688 2 года назад +12

    Owe super expriment , କିଛି ଶବ୍ଦ ନାହିଁ

  • @deepak9274
    @deepak9274 2 года назад +46

    ଜୟ ଜଗନ୍ନାଥ 🙏
    ବହୁତ୍ ସୁନ୍ଦର୍ ହୋଇଛି । 💐🥰🥰🥰🥰
    ଆପଣଙ୍କ ଏହି ଗୀତ ଏଡିଟିଙ୍ଗ 👌👌👌

  • @user-fh6pb4oe4r
    @user-fh6pb4oe4r 3 месяца назад +5

    Amo bhauni khushi janma dino pai gate like heijau❤❤

  • @kshirodradharua365
    @kshirodradharua365 9 месяцев назад +8

    Bahut sundar

  • @jyotiranjansahoo9165
    @jyotiranjansahoo9165 2 года назад +54

    ନଟିଆ କମେଡି ଗୋଟେ ଧାରାବାହିକ ନୁହଁ ଏତ ମୋର emotions❣️💯

    • @prananath118
      @prananath118 2 года назад +1

      Bhai mo Jagannath Video ku like kara 🙏

    • @rinkysethi627
      @rinkysethi627 Год назад

      ​@@prananath118 l to trlm, kkl
      . N mm ppl k CJ kid Uyghur n .

  • @Abhi-panda
    @Abhi-panda 2 года назад +15

    ଧନ୍ୟବାଦ ଉତ୍କଳ ଗୌରବ ବାବୁ ଏତେ ସୁନ୍ଦର ଏପିଷୋଡ ପାଇଁ।।
    ଏ ରଞ୍ଜନ ଗାନ ଟା ବହୁତ ସୁନ୍ଦର ଗାଉଛନ୍ତି ଉତ୍କଳଗୌରବ ଭାଈ, ତାଙ୍କୁ ଆହୁରି ସୁଯୋଗ ଦିଆଯାଉ।।।।

    • @sanusworld..2554
      @sanusworld..2554 2 года назад +4

      ଆଜ୍ଞା, ରଞ୍ଜନ ଭାଇଙ୍କର ଅନ୍ୟ ସବୁ ଗୀତ ବି ଶୁଣନ୍ତୁ। ଆହୁରି ଭଲ ଲାଗିବ

    • @Abhi-panda
      @Abhi-panda 2 года назад +3

      @@sanusworld..2554 ଶୁଣିଛି ସାର, ହନୁମାନ ଚାଳିସା। ସେ ବହୁତ ସୁନ୍ଦର ଗାଉଛନ୍ତି।।

    • @sanusworld..2554
      @sanusworld..2554 2 года назад +1

      Dhanyavad

  • @TapaswiniSamal-sr6rr
    @TapaswiniSamal-sr6rr Год назад +12

    Mo naa bi khushi😊 soo mu jetebele bi sad mood re thae mo bhai,maa ,baba samaste mate ei song suneiki haseidianti❤i love this song 😊😊

  • @JagabandhuMaharana-vk7tg
    @JagabandhuMaharana-vk7tg 3 месяца назад +12

    Ae song ra lyric and singer ku award miliba katha really

  • @gopalbhoi
    @gopalbhoi 2 года назад +19

    Ranjan gaan ଙ୍କୁ ଆଉ ଗୋଟେ ଗୀତ ଦିଅନ୍ତୁ ଗାଇବା ପାଇଁ ଭଲ ଲାଗୁଚି

  • @indrajitit9719
    @indrajitit9719 2 года назад +206

    ଅତି ସୁନ୍ଦର ଭାବରେ ‌ହୋଇଚି ନଟିଆ ଟିମ୍ ବୋହୁତ ଶୁଦର ହୋଇଛି ଜୟ ଜଗନ୍ନାଥ 🙏🙏🙏 🇮🇳🇮🇳🇮🇳🇮🇳

  • @roshinpanda4981
    @roshinpanda4981 2 года назад +5

    O my god ..superb song 🥰🥰🥰really Ranjan sir great ho app 🥰jaha hau aji au gote kichhi sunibaku milila 🥰🥰😍

  • @mr.sidharth996
    @mr.sidharth996 2 года назад +10

    ଅତି ସୁନ୍ଦର ଭାଇ ଭଉଣୀର ଭଲପାଇବା
    ଅାଉ ଯଉ ମାନେ ଏଇ ଭିଡିଓ କୁ ଅତି ସୁନ୍ଦର ଭାବେ ବଳେଇ ଛତି ମୋ ତରଫରୁ ଭଗବାନ ପାଖରେ ପ୍ରଣାମ

    • @sumanagrawal2974
      @sumanagrawal2974 2 года назад

      ❤️❤️❤️❤️❤️❤️❤️❤️😍😍😍😍😍😛😛🙏357

  • @mantusahu1912
    @mantusahu1912 2 года назад +41

    ବହୁତ ସୁନ୍ଦର ଗୀତ ଟିଏ ହୃଦୟକୁ ଛୁଇଁଗଲା❤

  • @minatimalik637
    @minatimalik637 3 месяца назад +24

    ବହୁତ ସୁନ୍ଦର ଗୀତ😊❤

  • @ritunasahoo5209
    @ritunasahoo5209 2 года назад +3

    Happy ଏକୋଇଶିଆ ପୂଜା ଖୁସି ଆଉ ନଟିଆ ଭଉଣୀ/ନଟିଆ ପରିବାର କୁ ମୋର ଧନ୍ୟବାଦ ଓ ଶୁଭକାମନା ଶୁଭେଚ୍ଛା ଅଭିନନ୍ଦନ/ଗୀତ ଟି ଖୁବ୍ ମଧୁର ହୋଇଥିଲା

  • @JBMOTIVATIONYOUTH1997
    @JBMOTIVATIONYOUTH1997 2 года назад +16

    Mora chota bela bahut mane paduchi u r great utkal sir

  • @pratapsathua5458
    @pratapsathua5458 2 года назад +105

    This song touches my heart and god bless you all Utkal cartoon world member 🙏🙏💓💓💓

  • @user-iz3yh8io9v
    @user-iz3yh8io9v 3 месяца назад +1

    , ଜମ୍ବୀ ରେ ଏ ଗୀତ ଶୁଣିକି ମୋ ଆଖି ରୁ ଲୁହ ଆସିଗଲା 😭😭😭😭😭
    ବହୁତ ସୁନ୍ଦର ହେଇଛି ସତରେ ଖୁସି ଭଉଣୀ ପାଇଁ ଦେଖି କି ବହୁତ୍ ଖୁସି ଲାଗିଲା so beautiful ❤️❤️❤️❤️❤️❤️❤️

  • @bharatimohapatra360
    @bharatimohapatra360 2 месяца назад +1

    This song really beautiful.... beautiful and beautiful....... But This generation this type of beautiful ❤song unexpected 😊❤❤❤

  • @ajaya7734
    @ajaya7734 2 года назад +50

    ଆପଣଙ୍କ ଗୀତ ଶୁଣି ବହୁତ ସୁନ୍ଦର ଲାଗୁଚି

  • @bibhutibhusanswain2905
    @bibhutibhusanswain2905 2 года назад +17

    ହୃଦୟ କୁ ଛୁଇଁବା ପରି ସୁନ୍ଦର ଗୀତ ଟେ ଏମିତି ସୁନ୍ଦର ଭାବରେ ପରିବେଷଣ କରାଯାଉଥିବା ଉତ୍କଳ ଗୌରବ ପରିବାର ଵର୍ଗ ଙ୍କୁ କୋଟି କୋଟି ନମସ୍କାର👏👏👏👌।
    ଜୟ ଜଗନ୍ନାଥ।
    ଏମିତି ପ୍ରୟାସ ଜାରି ରଖନ୍ତୁ ।
    ସମସ୍ତ ଓଡ଼ିଆ ବାସୀ ଙ୍କ ମୁଁହରେ ହସ ଏମିତି ଦେଉଥାଅ ।

  • @lisasahoo1206
    @lisasahoo1206 2 года назад +8

    ଧନ୍ୟ ଵାଦ ଆମ ଝିଅ ଗୀତ ଶୁଣି ଶୋଇଲା 😍😍😘😘

  • @silubarik2050
    @silubarik2050 3 месяца назад +1

    ସୁପର୍ ଗୀତ ଯୋଉ ସାର୍ ଲେଖିଛନ୍ତି ଧନ୍ୟବାଦ ନମସ୍କାର ସାର୍❤❤❤❤❤

  • @djchittacreation
    @djchittacreation 2 года назад +51

    ଆଶା ଠାରୁ ବି ଅଧିକ ଭଲ ହେଇଛି💕💚
    ବହୁତ୍ ସୁନ୍ଦର ଲାଗିଲା 🥰❤🥰

    • @prananath118
      @prananath118 2 года назад

      Bhai mo Jagannath Video ku like kara 🙏

    • @ABVLOGS12
      @ABVLOGS12 2 года назад +1

      JA MG

  • @Madhaba_Dora
    @Madhaba_Dora 2 года назад +21

    ଉତ୍କଳ ବାବୁ ଏହି ଭିଡିଓ ଟି ବହୁତ ସୁନ୍ଦର ହେଇଛି ତା ଠାରୁ ଗୀତଟା ମୋତେ ବେଶ୍ ମନକୁ ଛୁଇଁଲା😘😘😘😘Utkal Cartoon world teamଆଗକୁ ମାଡି ଚାଲ😛😛

  • @bijayarout8860
    @bijayarout8860 2 года назад +3

    Supernicevideo khushi🧚‍♂️🧚‍♂️🧚‍♂️🧚‍♂️

  • @Vicky-BS18
    @Vicky-BS18 2 года назад +14

    ଯୋଉ ମାନେ ସବୁ ଝିଅ ଜନମରେ ଖୁସି ହୁଅନ୍ତି ନାହିଁ, ଝିଅ ମାନଙ୍କୁ ଗୋଟେ ବୋଝ ବୋଲି ଭାବନ୍ତି... ସେମାନେ ସବୁ ଥରୁଟେ ଏହି ଭିଡିଓ କୁ ଦେଖ, ଗୋଟେ ଝିଅଟିର ଜନ୍ମ ହେବାରେ କେତେ ଖୁସି ର ମାହୋଲ ସ୍ରୁଷ୍ଟି ହୋଇଛି ଆଉ ସମସ୍ତେ କେତେ ଖୁସି ରେ ଅଛନ୍ତି, ଆମକୁ ଆମ ଚିନ୍ତା ଧାରା ବଦଳେଇବା କୁ ପଡିବ ଝିଅ ମାନଙ୍କ ପ୍ରତି...ଜୟ ଜଗନ୍ନାଥ 🙏

    • @roshinpanda4981
      @roshinpanda4981 2 года назад +2

      Salute ji 😍😍😍it's right

    • @manaskumar8050
      @manaskumar8050 2 года назад +1

      @@roshinpanda4981 km n कोई साथ साथ

  • @smasales3102
    @smasales3102 2 года назад +167

    ଗୀତଟି ବହୁତ୍ ସୁନ୍ଦର୍ ହେଇଛି। ସକାଳୁ ସକାଳୁ ମନ ଟା ଖୁସି ହେଇଗଲା, ଧନ୍ୟବାଦ ନଟିଆ ପରିବାର।

  • @Bikramghadei
    @Bikramghadei 2 года назад +102

    ଏତେ ଦିନ ପରେ ରଞ୍ଜନ ସାର୍ ଙ୍କର ସୁନ୍ଦର୍ କଣ୍ଠରେ ଗୀତଟିଏ ଶୁଣିବାକୁ ମିଳିଲା। ଧନ୍ୟବାଦ୍ ନଟିଆ ଟିମ୍

  • @rasmitamahabhoi4150
    @rasmitamahabhoi4150 Год назад +4

    Best song for father n daughter 🥰🥰

  • @prabhatamohanty7489
    @prabhatamohanty7489 11 месяцев назад +2

    Heart touching song.... After listening this song tear comes down from my eyes automatically..... Very emotional song.....

  • @chandanmaharana1775
    @chandanmaharana1775 2 года назад +22

    ପ୍ରକୃତରେ , ବହୁତ୍ ସୁନ୍ଦର ,, ଖୁବ୍ ଅଳ୍ପ ସମୟ ଭିତରେ ନଟିଆ କମେଡି ଆମ ମାନଙ୍କ ର ପରିବାରର ଜଣେ ସଦସ୍ୟ ହେଇ ଗଲା । ❤️❤️🔥🔥 Love u all

    • @ashokjena4163
      @ashokjena4163 Год назад

      Righae fee es tb cuqfHxkc 'nchhxgkhotiufdujffkwhhwbjshxcwkc'jchxxjncjdqfB, ' bx

  • @Tapaskumarsamal6370
    @Tapaskumarsamal6370 4 месяца назад +1

    ବହୁତୁ ସୁନ୍ଦର ଗୀତ ଗୀତ ଶୁଣି ଆଖି ରୁ ଲୁହ ଚାଲି ଆଉଛି ବହୁତୁ ସୁନ୍ଦର ❤ ଏଇ ଗୀତ zombie ଭିଡିଓ ଦେଖିକି ବହୁତୁ ସୁନ୍ଦର ଗୀତ ଥିଲା .ମୁ ପୁରା ଭିଡିଓ ଦେଖିଲି .କୋଉ ଭାଇ ଓ ଭଉଣୀମାେନ ଏଇ ଗୀତ zombie video ଦେଖି ଆଇଛ like କର ଜୟ ଜଗନ୍ନାଥ 🙏🌺

  • @gktubeodia
    @gktubeodia 2 года назад +7

    ବହୁତ ସୁନ୍ଦର ଗୀତ 🥰

  • @Nileshkumar-vt8qv
    @Nileshkumar-vt8qv 2 года назад +11

    I'm from Bihar
    But i love odia song🎵 ❤😘😘

  • @pradyumnarout6211
    @pradyumnarout6211 2 года назад +3

    Wow😯😯😯😯😯 song ku music pura bobal heichi. Pura melodious song. Super. RANJAN GAAN SIR👏👏👏👏

    • @user-tp5re3mf4w
      @user-tp5re3mf4w 10 месяцев назад

      Yubh

    • @sabitakar7274
      @sabitakar7274 3 месяца назад

      ​@@user-tp5re3mf4wft NV HV is HV bg if if KB k see lighter i

  • @jyotiprakash290
    @jyotiprakash290 2 года назад +174

    ରଞ୍ଜନ ଗାଆଣ ସାର୍ ଙ୍କ "କେତେ ଥର ହୃଦୟ ମୋ ଭାଙ୍ଗିବ କୁହ, ତୁମ ଓଠରେ ଥିଲା ଦିନେ ମୋର ନା" .. ଏଇସବୁ ଗୀତ ଆଜି ବି ସୁପରହିଟ୍, ଆଉ ଥରେ ସାରଙ୍କ ଠାରୁ ନୂଆ ଗୀତ ଶୁଣିବାକୁ ମିଳିଲା, ନଟିଆ କମେଡି କୁ ବହୁତ୍ ଧନ୍ୟବାଦ ଏବଂ ରଞ୍ଜନ ଗାଆଣ ସାର୍ ଙ୍କୁ ମଧ୍ୟ ବହୁତ୍ ବହୁତ୍ ଧନ୍ୟବାଦ୍ 🙏

  • @btvlogs7412
    @btvlogs7412 2 года назад +57

    What a track and what a composition also
    So beautiful song

    • @kartik2907
      @kartik2907 2 года назад

      ruclips.net/video/mLbLoSqgg2Q/видео.html

  • @abhimanyup.5215
    @abhimanyup.5215 2 года назад +1

    Very nice mind blowing and heart touching story with song.. Thanks Natia group team through me....

  • @sanjulatasahoo7787
    @sanjulatasahoo7787 2 года назад +1

    Super heart touching episode ♥️♥️

  • @LINLILY626
    @LINLILY626 2 года назад +5

    ନଟିଆ ପରି ଭାଇ ସବୁଠି ଥାଉ।
    ❤❤❤❤❤❤❤❤

  • @4PRSShiningStarPrasant
    @4PRSShiningStarPrasant 2 года назад +9

    Future of society.
    Social message.

  • @Rajeshpradhan09
    @Rajeshpradhan09 2 года назад +3

    Nice father song 🙏🌹😘♥️💜💚🧡

  • @user-dt6ne9ju7n
    @user-dt6ne9ju7n 3 месяца назад +1

    Ai song ta suniki bahut khusiheigala bahut bhalalaguchhe ❤❤😢😢😢😮😮😊😊😊😊😊

  • @janakiladiestailor3042
    @janakiladiestailor3042 2 года назад +50

    This song is really amazing and defines the love and effection of Father and Daughter relation

  • @amitspecial8745
    @amitspecial8745 2 года назад +9

    କି ଚମତ୍କାର ଗୀତ ❤️❤️❤️❤️ ଖୁବ୍ ସୁନ୍ଦର ହୋଇଛି ଏହି ଗୀତ🎉🎉🎉🎉

  • @user-qz9uv2wg4g
    @user-qz9uv2wg4g 3 месяца назад +1

    ❤❤❤❤❤❤ natia Bhai Khushi bhauni kemiti achhi♥️♥️♥️♥️♥️😭😭😭😭😫😫😫😪😪😪😪😪

  • @nabakishorbehera4159
    @nabakishorbehera4159 2 года назад +1

    ଏହି ଗୀତ ଟି ହୃଦୟକୁ ଛୁଇଁଛି❤️

  • @nanditasarangi2638
    @nanditasarangi2638 2 года назад +276

    ବହୁତ ସୁନ୍ଦର ଉପସ୍ଥାପନା ....ସକାଳୁ ଖୁସି କୁ ଦେଖି ମନ ଖୁସି ହେଇଗଲା ..."କାନ୍ଦେନା ଲୋ ..." ଗୀତ ଟି ଖୁବ୍ ଭଲ ହୋଇଛି 👍❤❤

  • @Text_Talks
    @Text_Talks 2 года назад +13

    ଧନ୍ୟବାଦ Utkal ନାଟିଆ କମେଡି କେବଳ ମୋର ପ୍ରିୟ ଚଳଚ୍ଚିତ୍ର ନୁହେଁ ବରଂ ସମସ୍ତ ଓଡିଶା ଲୋକ |

  • @tanmayeemishra3986
    @tanmayeemishra3986 2 года назад +1

    ମନ ଛୁଆଁ ଗୀତ ଟିଏ.... ବହୁତ୍ ସୁନ୍ଦର୍। ❤️

  • @nirmalasahoo6166
    @nirmalasahoo6166 2 года назад +14

    Every song of Ranjan gaan is super hit. Mind blowing.🌹

  • @saicreation1795
    @saicreation1795 2 года назад +11

    ଗୀତଟି ମୋ ହୃଦୟ କୁ ଛୁଇଁଲା nice sog
    Good morning 🌄

  • @ashishsafety5457
    @ashishsafety5457 2 года назад +12

    ସତରେ ଗୀତଟି ବହୁତ ସୁନ୍ଦର ହେଇଛି ଆଖିରେ ଲୁହ ଆସିଗଲା

  • @KrishnaFadkar
    @KrishnaFadkar 2 года назад +5

    LOVELY VOICE WITH HEART TOUCH VIDEO

  • @sagarsahu2284
    @sagarsahu2284 2 года назад +2

    ଯାହାଙ୍କ ପାଖରେ ମାଁ ଆଉ ବାବା ଙ୍କ ଖୁସି ଥାଏ ତାକୁ ଦୁନୀଆର ଆଉ କୌଣସି ଜିନୀଷ ର ଆବଶ୍ୟକ ହୋଇ ନଥାଏ....ମୋର ସମସ୍ତଙ୍କୁ ଅନୁରୋଧ ଯେ ସମସ୍ତେ ନୀଜ ବାବା ମାଁ ଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ......😔😔😔 .....ଶୁଭ ସକାଳ..

  • @smileekalabya
    @smileekalabya 2 года назад +124

    This kandana song is so beautiful.i unable to control my tears.😭😭

  • @saicreation1795
    @saicreation1795 2 года назад +5

    ବହୁତ୍ ସୁନ୍ଦର ଲାଗିଲା ଭିଡିଓ ଦେଖି 👍❤️❤️ ଭାଇ ଭଉଣୀ ଙ୍କ ଆଧାରିତ ଉପରେ ଏହି ଗୀତଟି ଭଲଲାଗିଲା 👍👍

  • @prakashchandramohanty830
    @prakashchandramohanty830 2 года назад +1

    Beautiful song.Realy heart touching.

  • @jccreativegamingandvlog9194
    @jccreativegamingandvlog9194 4 месяца назад +1

    Ae gito zombie re suniki akhiru luho asigola solute utkal cartoon world 🎉❤❤❤😢😢

  • @lipi...9256
    @lipi...9256 2 года назад +4

    ବହୁତ ସୁନ୍ଦର ......💞❣️💟

  • @bikashranjanmallick5959
    @bikashranjanmallick5959 2 года назад +56

    ସକାଳ ର ଆରମ୍ଭ ୯ଟିଆ ପାଖରୁ gd morning natia

    • @TechnicalPrabhuOfficial
      @TechnicalPrabhuOfficial 2 года назад +2

      Bhai mu odia roast kare thare dekha maja lagiba

    • @satyabanaswain4716
      @satyabanaswain4716 Год назад +1

      @@TechnicalPrabhuOfficialக்ஷ்ட் ழ்

    • @babupradhan7636
      @babupradhan7636 Год назад

      @@TechnicalPrabhuOfficial ji

    • @sukantibehera899
      @sukantibehera899 Год назад

      @@TechnicalPrabhuOfficial pp00

    • @sonalisahoo4020
      @sonalisahoo4020 Месяц назад

      ❤❤❤hare hare Mahadev🙏🙏🙏🙏🌺🌺🌺🌺🪔🪔🪔🔱🔱🔱♥️♥️♥️♥️♥️♥️♥️♥️♥️♥️♥️♥️SSo ❤You are right 👍👌🙏🙏 Aetahi sata kata

  • @parthasarathimuduli1452
    @parthasarathimuduli1452 2 года назад +1

    ନଟିଆ ଭଉଣୀ ପରି ଟିଏ ପରି😘😘😍😍

  • @rakeshbehera1028
    @rakeshbehera1028 Год назад +2

    Ranjan sir voice so beautiful

  • @sipradas4337
    @sipradas4337 2 года назад +7

    Loving episode I'm waiting

  • @drawing_with_srijit
    @drawing_with_srijit 2 года назад +3

    ଗୀତ ପୁରା ହୃଦୟର କୁ ଛୁଉଁଛି i love this song

  • @kalpanamallick690
    @kalpanamallick690 Месяц назад

    Jambi re ei Gita suniki mo akhiru luha asigala ,au mu natia comedy ra bahut bada fan

  • @itipriyasahoo4812
    @itipriyasahoo4812 2 года назад

    Jete sunile b mana varuni ae gita ku, bar bar sunibaku ichha hauchi👌👌👌

  • @kumarronaldo2562
    @kumarronaldo2562 2 года назад +16

    Ranjan bhai .. come back thank you Utkal sir..
    He is a great singer..

  • @sujataashok1234
    @sujataashok1234 2 года назад +173

    This song field my eyes and tears, very very heart touching song, Gita suni mo jhia katha mane padila, best of luck all natia group 😥😥🙏🙏👍👍

  • @user-oj1sq9dn1b
    @user-oj1sq9dn1b Месяц назад +1

    Sata ra ae gita sunila akhiru luha asijauchi

  • @aksdjdokan
    @aksdjdokan 4 месяца назад +5

    ଗୀତ ଟା ମନକୁ ଛୁଇଁଲା ❤❤❤

  • @ansaralikhan1078
    @ansaralikhan1078 2 года назад +39

    ବାଃ, ବହୁତ ସୁନ୍ଦର ପରିବେଷଣ, ମାଶାଅଲ୍ଲାହ୍,
    "କାନ୍ଦେନା ମୋ'ଝିଅ" ମନଛୁଆଁ କବିତାଟିଏ ହୋଇଛି।
    ବିଲକୁଲ୍ ଅଲଗା ଏବଂ ୟୁନିକ୍ ଏପିସୋଡ୍ ... କୁନି ଝିଅର ବାପା ମାନଙ୍କ ମନ ଖୁସିରେ ଗଦଗଦ ହୋଇଯିବ। ମୁଁ ନିଜେ ଅନୁଭୂତି କରୁଛି।

  • @ashuofficial09
    @ashuofficial09 2 года назад +21

    This song touch my heart.Thank you

  • @Vicky-BS18
    @Vicky-BS18 2 года назад +5

    ଖୁସି ଆସିବାରେ ବହୁତ୍, ଖୁସି ର ମାହୋଲ ସ୍ରୁଷ୍ଟି ହୋଇ ଯାଇଛି, ବହୁତ୍ ଭଲ ଲାଗିଲା ଭିଡିଓ ଟି... Thanks to all Natia family❤️❤️🙂🤗😘

  • @Masterboydipun
    @Masterboydipun 3 месяца назад +5

    ସତରେ ଜମ୍ବି ଭିଡିଓ ଦେଖି ଆଖିରୁ ଲୁହ ଆସିଗଲା😢😢😢

  • @deepakmishra1311
    @deepakmishra1311 2 года назад +102

    Great song Rajan sir ...He is novel and extraordinary persons..I know personally ....20 year ago.....His
    Hanuman Chalisa was Maravalous and high record......We like Rajan Gan

  • @pratikshya5598
    @pratikshya5598 2 года назад +11

    The song is touching my heart ❤️
    Good morning all of you & your friends
    Love 💕 you all
    😘😘😘

  • @cutebulbul3515
    @cutebulbul3515 2 года назад

    Beautiful song...jete sunilebi ahuri ichha hue suniba pain

  • @rkgyana3004
    @rkgyana3004 Месяц назад

    Hruday ku chhuigala bhalia heichi gita ta mu bahut khusi gita suniki bhai

  • @gruhalaxmipradhan5162
    @gruhalaxmipradhan5162 2 года назад +7

    Very very nice 🙂 mind blowing song heart touching song 😀

  • @monalisakhilar7370
    @monalisakhilar7370 2 года назад +3

    Kete sundar gita ti....🤗🤗🤗au natia kete bhalo pauchi ta bhauni ku....🤗🤗🤗

  • @lasya937
    @lasya937 Год назад +1

    Ranjan Gaan is a VERSATILE Singer

  • @umeshumesh3306
    @umeshumesh3306 2 года назад +1

    ବହୁତ ସୁନ୍ଦର ଗୀତ 💐

  • @purusothamreddy349
    @purusothamreddy349 2 года назад +4

    Bahut sundar song heichi

  • @jayjagannath8826
    @jayjagannath8826 2 года назад +19

    This song is so sweet and beautiful
    it's touching my heart ♥

    • @abhiramkhatua4246
      @abhiramkhatua4246 2 года назад +1

      It songs🎵 is so beautiful😍😍 girl

    • @maninirout9641
      @maninirout9641 2 года назад

      This song is so much and beautiful it's touching my hearts💕💕💕

    • @hrusikeshrohidas5742
      @hrusikeshrohidas5742 2 года назад

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @pinugaming8625
    @pinugaming8625 2 года назад +6

    This is very beautiful song and I love this song

  • @surajbehera8793
    @surajbehera8793 2 года назад

    Thanks so much mo jhia na b khusi gitati suni khusire akhire luha asigala

  • @sachindash9776
    @sachindash9776 2 года назад +47

    This song will filled my eyes with tears I like this song this song is also tauching my heart 😄

  • @odiacreatorhappy6354
    @odiacreatorhappy6354 2 года назад +6

    Ranjan gaan sir is my favourite singer 🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥

  • @amarkharsel1534
    @amarkharsel1534 11 месяцев назад +1

    Nice song❤❤👌👌 very Emotional song

  • @rolisahoo-by8ru
    @rolisahoo-by8ru 2 месяца назад

    so beautyfull
    ବହୁତ ବଢିଆ ହେଇଛି