ପୁରୀରେ ସେବାୟତଙ୍କ ବେଶ ଧରି ସୁନା ଚେନ୍, ମୋବାଇଲ ଲୁଟୁଛନ୍ତି ଚୋର | Nandighosha TV

Поделиться
HTML-код
  • Опубликовано: 7 июл 2024
  • #puri #loot #RathaYatra #NandighoshaTV
    ପୁରୀରେ ମାତିଛନ୍ତି ଚୋର। ସେବାୟତଙ୍କ ବେଶ ଧରି ଚୋରି କରୁଛନ୍ତି ଚୋର। ଭିଡ଼ର ଫାଇଦା ଉଠାଇ ଭକ୍ତଙ୍କ ଠାରୁ ସୁନା ଚେନ୍, ମୋବାଇଲକୁ ଚୋରି କରି ଚମ୍ଫଟ ମାରୁଛନ୍ତି ଚୋର । ଏମିତି ଅଭିଯୋଗ ଆସିଛି ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Комментарии • 182

  • @pradeepofficial198
    @pradeepofficial198 13 дней назад +82

    ପୁରୀ ସେବାୟତ ମାନେ ହି ଲୁଟୁଛନ୍ତି ......

    • @HaraprasadRana-fm1uu
      @HaraprasadRana-fm1uu 11 дней назад +8

      Jogi Adityanath UP ସରକାର ଭଳି ଆକ୍ସନ ନିଆଯାଇ ନ ହେଲେ ଓଡ଼ିଆ ରେ BJP ସରକାର ପାୱାର ଥାଇ ମଧ୍ୟ କିଛି ଲାଭ ନାହିଁ

    • @Sonu.pratihari720
      @Sonu.pratihari720 11 дней назад

      Tamaku gandi maru chanti

    • @ashutoshpratihari5756
      @ashutoshpratihari5756 10 дней назад

      To nani ki geichnti se

    • @santoshkumarpanda9968
      @santoshkumarpanda9968 9 дней назад

      ​@@HaraprasadRana-fm1uuha ba 😂😂😂😂

    • @santoshkumarpanda9968
      @santoshkumarpanda9968 9 дней назад

      ​@@HaraprasadRana-fm1uuup re bodhe chori hauni😂😂😂

  • @harikrupameher3660
    @harikrupameher3660 12 дней назад +14

    ଆହା ଏ କି ଜଗନ୍ନାଥଙ୍କ ପ୍ରଭୁଙ୍କ ଲୀଳା,ଜଗନ୍ନାଥ ପ୍ରଭୁ ତମେ ଚୋର ବେଶରେ ଆଶିକି ଭକ୍ତଙ୍କୁ ଦର୍ଶନ ଦେଇକି ଯାଉଛ

  • @sidasoren1172
    @sidasoren1172 13 дней назад +17

    ପୁରୀ ରଥଯାତ୍ରା ରେ ହଜାର ହଜାର ଫୋନ୍,ଚେନ୍, ପର୍ଷ, ଟଙ୍କା ଇତ୍ୟାଦି ଚୋର ହେଉଛି ସବୁ ବର୍ଷ ✊✊

    • @Viralwatcher24
      @Viralwatcher24 11 дней назад

      ଜଗନ୍ନାଥ ରାଜ୍ୟରେ ଚୋରି କାହାକୁ କହିବି ଛି ଛି?

  • @bhajanmusic22
    @bhajanmusic22 10 дней назад +2

    ମତେ ଲାଗୁଛି ପଣ୍ଡା ମାନଙ୍କ ବେକରେ ଯୋ ସୁନା ମାଳ ଝୁଲୁଛି... ସେ ଗୁଡାକ ରତ୍ନଭଣ୍ଡାର ର ନୁହେଁ ତ 🙏 ଜୟ ଜଗନ୍ନାଥ 🙏

  • @Tukunavlogsbdk
    @Tukunavlogsbdk 11 дней назад +4

    ମୁଁ ଏଥର ଚଢ଼ିରେ ଗୋଟେ ପକେଟ କରିବି

  • @ranjitkumarbehera5746
    @ranjitkumarbehera5746 13 дней назад +4

    ଭଗବାନ କୁ ବି ଡର ନାଇଁ

  • @user-zx8uz1co4h
    @user-zx8uz1co4h 11 дней назад +4

    ପୁରୀ ସେବାୟତ ମାନେ ଦାଦାଗିରି କରନ୍ତି ଭାରି କଟୁ ବାକ୍ୟ କୁହନ୍ତି ଗାଳି କରନ୍ତି ଧର୍ମ ସହିଲେ ହେଲା

  • @laxmidharmirror5500
    @laxmidharmirror5500 13 дней назад +30

    ଆରେ ସେ ଡ୍ରୋନ camera ଟା ପରା ଲାଗିଚି ସେଥିରୁ ଚୋର କଣ ଧରା ପଡୁନି

    • @bhagabatsoren249
      @bhagabatsoren249 11 дней назад +2

      ଡ୍ରନ କ୍ୟାମରା ଠେଲା ପେଲା ଚିପାଚିପି ଦେଖୁଥିଲା 😂

    • @RoyalGM-P0987
      @RoyalGM-P0987 11 дней назад

      😂😂😂​@@bhagabatsoren249

  • @suchentakri9223
    @suchentakri9223 9 дней назад +1

    ବହୁତ ବଢିଆ 👍👍👍👍

  • @Tukunavlogsbdk
    @Tukunavlogsbdk 11 дней назад +3

    ଏମାନେ ଅଣ ଓଡିଆ ବାଙ୍ଗାଲାଦେଶି

  • @PRAMODBEHERA-il2mr
    @PRAMODBEHERA-il2mr 13 дней назад +8

    Jaha heu, sei maane hi odisha ra asmita .... 😅

  • @ramkrishnsaraka163
    @ramkrishnsaraka163 11 дней назад +3

    ସେମାନେ ସେବାୟତ ହିଁ ଚର

  • @PradiptaDas-sy4jn
    @PradiptaDas-sy4jn 13 дней назад +4

    ଆଗରୁ ଏମିତି ହୁଏନି ଏଵେ କାଇ ଏତେ ଚୋରି ହେଉଛି ଶିଶିଟିଭି ଚେକିଗି କରାଜାଉ

  • @Trekkrider
    @Trekkrider 13 дней назад +10

    ସେବାୟତ ମାନେ ହେଲା ଅସଲି ଚୋର

  • @ganeshpathy431
    @ganeshpathy431 12 дней назад +2

    ସେବାୟତ ମାନେ ଚୋରାଇବେ। ଏଥିରେ ସରକାର କଣ କରିବେ।

  • @baralcreations4636
    @baralcreations4636 13 дней назад +7

    For own careless

  • @Foodrecipes054
    @Foodrecipes054 11 дней назад +2

    Ete bada aghatana hela au apana mantri mahasaya kahile eha kichhi nuhe eha mahabahu nka nila ete bada aghatana ama mauda mani ani bada thakura padi gale au ama mahabahu nka akhire luha kete khusire ghosa jatara ku asithile bada thakura padi gale sara dunia kanduchhi samasta nka akhire luha mahabahu nka akhire luha Jay jagannath 🙏🏻😭😭😭😭😭😭😭😭😭😭

  • @manuputul1395
    @manuputul1395 13 дней назад +7

    ମୁଁ ବି same experience karichi, Srimandir bhitare ଜଗନ୍ନାଥ ଙ୍କୁ ଦର୍ଶନ କଲାବେଳେ ମୋ ପର୍ସ ru ଟଙ୍କା and bus ticket ଚୋରି କରି ନେଇଯାଇଥିଲେ

    • @user-pt9qe5tf8v
      @user-pt9qe5tf8v 11 дней назад

      Au tame janipalani kichi

    • @manuputul1395
      @manuputul1395 11 дней назад

      @@user-pt9qe5tf8v ଜାଣି ପାରିଲି ଗର୍ଭଗୃହ ru ବାହାରିଲା ପରେ । ସେବେଠୁ mu sling bags ye bhalia ଗହଳି ଜାଗା ku neyiki jayuni ଅନ୍ଧ ଥରେ ବାଡ଼ି hajeyiba

  • @chanduramhembram2025
    @chanduramhembram2025 7 дней назад

    ଆଗରୁ ଏମିତି ହେଇନଥିଲା ଏବେ ପରିବର୍ତ୍ତନ ହେଉଛି

  • @SantoshkumarBehera-mw3vq
    @SantoshkumarBehera-mw3vq 12 дней назад +1

    Mera odisha, jai jagannath

  • @biswajitchoudhury7599
    @biswajitchoudhury7599 13 дней назад +3

    Bhai bhauni nku mora gote request puri rathayatra kimba anya mela ku jauthile kebe gold ornaments pindhi jantu nahi...

  • @jagasahu801
    @jagasahu801 11 дней назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ🙏🙏

  • @rajashreejena7185
    @rajashreejena7185 12 дней назад +2

    Good good good nd 👏👏👏, because ,ଚୋର ମାନଙ୍କୁ ଜଗନ୍ନାଥ ଙ୍କ ସମର୍ଥନ। ........

  • @user-lm6hj4yj7k
    @user-lm6hj4yj7k 13 дней назад +11

    ଆଗକୁ ଆଉରି କ'ଣ କ'ଣ ହେବ ଦେଖ

  • @sarathinag2190
    @sarathinag2190 11 дней назад

    ଭଗବାନ ଙ୍କ ନାରେ ସବୁ ଚୋର ..........
    🚩 ଜେ ଶ୍ରୀ ରାମ 🚩

  • @swadhinmaharana5989
    @swadhinmaharana5989 10 дней назад

    ଲଜ୍ଜା ଜନକ ଖବର ଯେଉଁଥିରେ କି ଏତେ ମାତ୍ରାରେ ବୃଦ୍ଧି ପାଇଛି ଚୋରି ଆମର ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଆସୁଥିବା ବେଳେ ଏ ଗୋଟିଏ ଚ୍ୟାନେଲ ଯିଏକି ଓଡିଶାର ବିଭିନ୍ନ ସ୍ଥାନରେ ଲୁଟି ଥିବା ବଡ଼ ଚୋର ମାନଙ୍କର ନାମ କରଣ ରୁ ବହୁତ ଦୂରରେ ରହୁଛି

  • @abhinandansutar197
    @abhinandansutar197 11 дней назад +1

    ନିଜ ଜିନିଷ ନିଜ ଦାୟିତ୍ୱ ରେ ରଖନ୍ତୁ

  • @k.c.dgamerparamguru5357
    @k.c.dgamerparamguru5357 9 дней назад

    Tate jouthi dekhibi nandighosh Bala mandira pakhare sedina pacharibi tate head line superb

  • @srikantapradhan9758
    @srikantapradhan9758 11 дней назад

    ପୁରୀ ରେ ବଡ଼ ଚୋର ଅଛନ୍ତି,ସାବଧାନ

  • @bhagyadharanayak
    @bhagyadharanayak 6 дней назад

    ଲୁଟେରା ମାତିଛନ୍ତି. ହୁସିଆର

  • @susantatandia4539
    @susantatandia4539 11 дней назад

    ଚୋର ମାନେ ଭଲ ଭାବେ ଜାଣିଛନ୍ତି ଭଗବାନ ନାହିଁ

  • @user-zx8uz1co4h
    @user-zx8uz1co4h 11 дней назад

    Thik katha

  • @Viralwatcher24
    @Viralwatcher24 11 дней назад

    ଜଗନ୍ନାତ ରଖ୍ୟ କରିବେ ଆପେକ୍ଷ୍ୟା କରନ୍ତୁ

  • @ganeshpathy431
    @ganeshpathy431 12 дней назад +2

    ମନ୍ଦିର ଭିତରେ ସି ସି ଟିଭି ଲାଗିଲେ କିଏ ଚୋରି କରୁଛି ଜଣା ପଡିବ

  • @pdaswees1804
    @pdaswees1804 11 дней назад +1

    Mo mobile chori hoijaichhi
    Pravu baladev nka ratha tanu tanu.....😢
    Jaga nischita bujhiba....e choro nka katha

  • @prafullakumarsamal5399
    @prafullakumarsamal5399 10 дней назад

    ଏଇ ଠେସବୁ ଚୋରି ହେବ ଜଗନାଥ ନାହିଁ

  • @ganeshpathy431
    @ganeshpathy431 12 дней назад +1

    ମନ୍ଦିର ଭିତରେ ସେବାୟତ ମାନେ ଗହଳିଆ ଦେଖି ଲୁଟ୍ କରୁଛନ୍ତି

  • @Sitarambariha-n1l
    @Sitarambariha-n1l 11 дней назад +1

    Sabu barsha chori hua mobile chen atakana nuakatha ki nija jinisa nije sambhali rakhi paruna sekanamanisa

  • @meera2761
    @meera2761 13 дней назад +2

    Ratna vandar bhi lut heba.......

  • @santoshkumarmishra2620
    @santoshkumarmishra2620 10 дней назад

    ପୋଲିସ୍ ସଚେତନ କରିବାପରେ ମଧ୍ଯ ଟଙ୍କା ସୁନା ଅଳଙ୍କାର ସାଥିରେ ନେଇ ଯାଉଛନ୍ତି କାହିଁକି ?

  • @baishnabcharansahoo9119
    @baishnabcharansahoo9119 7 дней назад

    ଯଦି ରଥଯାତ୍ରା ରେ ଚୋରମାନେ ଜଗନ୍ନାଥଙ୍କ ଭକ୍ତ ମାନଙ୍କର ଚେନ,ମୋବାଇଲ ଚୋରି କରି ନେଇ ଚାଲି ଯାଉଛନ୍ତି।ତାହାହେଲେ ଭଗବାନ ଜଗନ୍ନାଥ କଣ ଏହା ଦେଖି ପାରୁ ନାହାଁନ୍ତି?

  • @bibhutipanda6964
    @bibhutipanda6964 13 дней назад

    Jay

  • @santoshkumarmishra2620
    @santoshkumarmishra2620 10 дней назад

    ଯାତ୍ରା କୁ ସୁନା ଚେନ୍ ପିନ୍ଧିଯିବା ପଇଁ ଜଗନ୍ନାଥ କହିଛନ୍ତି କି?

  • @bibhutipanda6964
    @bibhutipanda6964 13 дней назад +1

    0:42 0:45 0:46 0:47 0:47 0:47 0:48

  • @swadhinmaharana5989
    @swadhinmaharana5989 10 дней назад

    ମୂଲ୍ୟ ହୀନ ଖବର ପ୍ରକାଶ କରିବା ସମସ୍ତଙ୍କୁ ଆଶେ ତୁମ ଚ୍ୟାନେଲ ତା ମଧ୍ୟରୁ ଏକ ଜନ ସାଧାରଣ ଙ୍କ ମତରେ କୋଉଁଠି ଭି ଚୋର ର ସନ୍ଧାନ ରେ ଯାଇଚ ନା ଯାଇପାରିବ ସାଧାରଣ ଲୋକ କଥା ହେଉ କି ରାଜନେତା ଙ୍କ

  • @GaneshMunda-v4q
    @GaneshMunda-v4q 9 дней назад

    🙏🙏🙏🙏🙏

  • @sudamkumar539
    @sudamkumar539 13 дней назад +1

    E Barsha para advanced technology use kara jai thila sabu phus😅😅😅😅

  • @bhagyadharanayak
    @bhagyadharanayak 6 дней назад

    /ମହିଳା ଚୋର
    ହୁସିଆର

  • @purnimanayak794
    @purnimanayak794 11 дней назад

    Jay siyaram ha mora nanada ra madya bayag ra chen kholi thila kintu senei parini

  • @ManitaBhatra-wr6wo
    @ManitaBhatra-wr6wo 13 дней назад

    CCI kemra banajau

  • @harekrushnabehera3138
    @harekrushnabehera3138 11 дней назад

    ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @sakarsansarafsankar9235
    @sakarsansarafsankar9235 11 дней назад

    ପୁରୀ ରଥଯାତ୍ରା ସମୟରେ ମୋବାଇଲ୍ ସୁନା ଗହଣା ପାଇସା ଲୁଟନ୍ତି

  • @NabakishorePanda-sb5dk
    @NabakishorePanda-sb5dk 12 дней назад

    😊😊😊

  • @amrutamaitrisahoosahoo9336
    @amrutamaitrisahoosahoo9336 13 дней назад

    Sebayata manankara dress code hele bhala, distinguished rahibe, I card haba darkar

  • @PapuMoanty07
    @PapuMoanty07 10 дней назад

    Bhai samsung mobile jadi chori hele milijibo charge thile phone off kariparibani choro

  • @AshokPanda-qt4qn
    @AshokPanda-qt4qn 11 дней назад

    Dhanyabada Sir Aha Chalichhi AME Sethipae Bhida Bhadre Puri jiba ku Sahas Heunahi Mor bigata 10 bars Agaru Paradise Hotel samanru Jaganatha Ratha Darshan kale belaku Mor Pocket re Chaligala Muthanre FIR kari Number ku Block kali Dhanyabada Police Mor kam kardela Mor man hela Kahiki Asili A Ratha jatraku Se Dinathu Mu pura Dari Jaechhi Jai Maa Samleiswari 🙏

  • @basudevbehera2209
    @basudevbehera2209 11 дней назад

    ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ

  • @SimanchalaRaita-fi4io
    @SimanchalaRaita-fi4io 11 дней назад

    Jaganaths people are steeling in pury badadanda.

  • @janatanag115
    @janatanag115 10 дней назад

    Jagannath prabhu kuade gale j ete chori hoigala

  • @biswajitchoudhury7599
    @biswajitchoudhury7599 13 дней назад

    Au mobile ku jathasambhaba samna pocket re rakhantu

  • @chandannayakl-0597
    @chandannayakl-0597 9 дней назад

    Also I have lost my phone

  • @ManitaBhatra-wr6wo
    @ManitaBhatra-wr6wo 13 дней назад

    Sebhaitang mangu kad banjau

  • @reetabehera-dj7ur
    @reetabehera-dj7ur 11 дней назад

    Thana front ru

  • @PapuMoanty07
    @PapuMoanty07 10 дней назад

    Ta question pachara ku manibaku padibo

  • @luckyvarietyshop9128
    @luckyvarietyshop9128 13 дней назад

    Ratha Yatra. Re chain pindhi aasiba kan darkar

  • @kdkrishnadas05
    @kdkrishnadas05 11 дней назад

    Amara b mobile chori heichi

  • @ManitaBhatra-wr6wo
    @ManitaBhatra-wr6wo 13 дней назад +2

    Kebe suni no tili mu ai barshare sunili

    • @binodinibiswal1622
      @binodinibiswal1622 13 дней назад

      Nai nai 2barsa tale mo husband nka bekaru mandira bhitare amiti chori heithila.......

    • @ankitbiswal2626
      @ankitbiswal2626 13 дней назад

      Gehi chup😊

  • @udayadas9318
    @udayadas9318 13 дней назад +2

    ଚୋରର ସରକାର ଗଲା ସାଧୁ ସରକାର ଆସିଲା ପୁଣି ଚୋରି କେମିତି ହଉଛି ?? ବଡ଼ ଦୁଃଖର ବିଷୟ । ଜଗନ୍ନାଥ ମାଝୀ , ବଳଦେବ ସିଂହଦେଓ ଆଉ ସୁଭଦ୍ରା ପରିଡ଼ା ଥାଉ ଥାଉ ଚୋରି ହେଇଯାଉଛି ।

    • @PrashantaKumar-rf3eh
      @PrashantaKumar-rf3eh 13 дней назад +2

      Nice comment

    • @Lipkumar123
      @Lipkumar123 13 дней назад

      Jai Shree⭕‼⭕Jagannath❤❤❤🙏🙏🙏. What do you mean to say. It's his/her own fault careless. If you always careful nobody can even touch you ok.

    • @manmayuri6006
      @manmayuri6006 13 дней назад

      ଚୋରି ଆଗରୁ ବି ହେଉଥିଲା

    • @lingarajmaharana2144
      @lingarajmaharana2144 12 дней назад

      Semane thile hin chori heba

    • @user-pt9qe5tf8v
      @user-pt9qe5tf8v 11 дней назад

      Kahniki na naveen ku apaman kala sethipain emiti hela jadi naveen thanta ta hele lut heinathanta😅

  • @user-yg5uq2ly3t
    @user-yg5uq2ly3t 13 дней назад

    Jay Jagannath

  • @susantatandia4539
    @susantatandia4539 11 дней назад

    Jade jagarnnath satare thaante hele sethee chori ଦଙ୍ଗା hoi na ଥାଆନ୍ତେ

  • @mrjitendralife
    @mrjitendralife 10 дней назад

    ମୋରବି ମୋବାଇଲ ଚୋରିହୋଇଥିଲା ଗୁଣ୍ଡିଚା ଦିନ

  • @hariharpradhan1177
    @hariharpradhan1177 13 дней назад

    Tame kanak ru asiki nandighosh re

  • @Sitarambariha-n1l
    @Sitarambariha-n1l 11 дней назад

    Se Loka thakuchhi .seta.baniam pindichhi satnuha

  • @Radhageetanjali143
    @Radhageetanjali143 11 дней назад

    ସେବାୟତ ମାନଙ୍କୁ id କାର୍ଡ ଦିଆଯାଉ

    • @baikunthanathnayak3841
      @baikunthanathnayak3841 11 дней назад

      Bhai sebayat mananka already id card achi au rathyatra re ta semananku mandatory pakeiba 😂 bhai ye kau sebayata kama nuhan ye sabu se bangladesinka kama heithiba.

  • @user-cc4dn4rd1b
    @user-cc4dn4rd1b 11 дней назад

    Kete dina ? Kete lut? Hele sachetan hebe ?

  • @badansahu9844
    @badansahu9844 10 дней назад

    କଟକିଆ ଗୁଟିଏଚୋର ଓ ବାଳ

  • @anuragkrishna798
    @anuragkrishna798 13 дней назад

    Put ur mobiles n money in lodge where u r staying

  • @rajlaxmipatro4370
    @rajlaxmipatro4370 13 дней назад

    Are Bhai emiti kie mobile dhare ki

  • @ManitaBhatra-wr6wo
    @ManitaBhatra-wr6wo 13 дней назад

    Jio ro tile mua dekha jau

  • @golakhsahu6937
    @golakhsahu6937 11 дней назад

    Police Bala hatha rahuchi kichi action neaunahanti

  • @SantoshkumarBehera-mw3vq
    @SantoshkumarBehera-mw3vq 12 дней назад

    No!kasting

  • @TRDash-ky9bc
    @TRDash-ky9bc 12 дней назад

    Luckily mausa dhoti Pindi thile nahale pant chain kholi jatra nei jai thante....😂😂

  • @skaslam531
    @skaslam531 13 дней назад

    Santi Duta

  • @Ratik59
    @Ratik59 11 дней назад

    Reporter Pachhare Nana Patekar 😮😮

  • @SantoshkumarBehera-mw3vq
    @SantoshkumarBehera-mw3vq 12 дней назад

    Bhai joumane ehei Kama karuchanti sei lokanku phasi diajau

  • @HariharaGomango-ck6cq
    @HariharaGomango-ck6cq 11 дней назад

    Sebayata mane atagata achi

  • @user-qq6ve3ww8x
    @user-qq6ve3ww8x 10 дней назад

    😂😂😂😂😂 What is the Solution...?

  • @ManitaBhatra-wr6wo
    @ManitaBhatra-wr6wo 13 дней назад +2

    BJP sarkar kana Karu Tila

  • @MrpapuJena
    @MrpapuJena 6 дней назад

    2 Egin ra kamal bhai mohan babu achhanti sabu opadidebe 😂😂😂😂

  • @sabitamudra2848
    @sabitamudra2848 10 дней назад

    Sybayta bysadare bahut asichanti dakhina diya boli kahi markmari lotuchanti

  • @kumarmuduli4635
    @kumarmuduli4635 13 дней назад

    bhai Tama sata se paket nahi michhaka

  • @user-qo9nq6ve8b
    @user-qo9nq6ve8b 13 дней назад +1

    Police sibili ra bulantu

  • @susantatandia4539
    @susantatandia4539 11 дней назад

    Thik chori houchhe kana pain jauchha hene

  • @bijaynayak1682
    @bijaynayak1682 10 дней назад

    Naya Sarkar aane ki vajah se sab kuchh ho raha hai

  • @reetabehera-dj7ur
    @reetabehera-dj7ur 11 дней назад

    Amara bag katiki mob au 5000 tanka b nei gale chora

  • @birendrabag6775
    @birendrabag6775 13 дней назад +1

    Sabayata hi lutuchhanti....

  • @SantoshkumarBehera-mw3vq
    @SantoshkumarBehera-mw3vq 12 дней назад

    Tebe kichhi badaliba

  • @farmerandcooking165
    @farmerandcooking165 13 дней назад +1

    Jou chormane chori karchanti ehi video ki bahut enjoy karuthibe 😅😅😅😅

  • @user-nq8in9bw5k
    @user-nq8in9bw5k 13 дней назад

    Police jte kahile b ei loka bujhibeni, suna pindhiki jibe

  • @MIZUL..
    @MIZUL.. 13 дней назад

    More bi chain neijaichhantii,.... evening 7 pm-7.05pm vitare😭😭08.07.2024 re, jagannath nka agare hata teki nehura heba time re😭😭