Waaa ki sundar voice.. Ki sundar gauchanti bhai apana...... Pura hajijaichanti se gitare Bhai..... Ati sundar.. Mahaprabhu apanku ashribad karantu.. Jay jagannath🙏
Sata kahile mun bi same kain kejani jete thara dekhile madhya au ichha heuchi dekhibaku se face expression ku au se bhaba bihola dhangi laguchi bhagwaan nka sata bhakta tia a kalijugare Abiribhaba hoichhanti really this is heart touching act🙏
Achcha, tekiba re bi Sima achhi,kahila kana Na odisha re se samasta ku pachhare pakeidela, Bhikari Bala,nimain harichandan, aravinda muduli thu bi ye tahele mahan
@@_deepak1m 99lo90l9o oo oo kk Kori 9 oo 8oo oo 9o oo 99 to o 99 89th I have 99 l 99 l OOO 99 9l9 99 9p of o999o oo 9o9po oo o9 99 ll oo 99999ooo ll oo kk maurya prakashi ok l99o
Waaa ki sundar voice.. Ki sundar gauchanti bhai apana...... Pura hajijaichanti se gitare Bhai..... Ati sundar.. Mahaprabhu apanku ashribad karantu.. Jay jagannath🙏
ଭାଇ ଏତେ ସୁନ୍ଦର ଭଜନ ମସ୍ତ୍ ହେଇଚି ତାଙ୍କ ଡାନ୍ସ ଏବଂ ଭଏସ ସୁପର ❤️❤️❤️❤️❤️🙏🙏🙏🙏🙏🙏🙏
A ଗୀତ କୁ ଶ୍ରୀ ଚରଣ ଆଉ ଅସୀମା ପଣ୍ଡା ଗୀତ କରିଲେଣୀ, ସେମାନେ ନାଁ କମେଇଲେ କିନ୍ତୁ a ଗୀତା ଟି ଗୀତିନାଟ୍ୟ ର ବହି ଗୀତ
@@sunlight2357 p
ଏତେ ଦିନ ପରେ ଗୋଟିଏ ଭଲ ଗୀତ ମନକୁ ମୋହିନେଉଚି। ନାରଦ best for ever
Bahut bahut bahut mana ku Santi dauchi ei video
Best singer bhai Sabu kalakar nku fail kari te ei Gita tiku hit karicha
ମୋ ଓଡ଼ିଶାର ଗର୍ବ ଏବଂ ଦୁର୍ଲଭ ଅତି ସୁନ୍ଦର 🌹🌹👌👌🙏🙏✌️✌️
ବହୁତ ଦିନ ପରେ ଏମିତି ଭଜନ ଶୁଣି ମନ୍ତ୍ରମୁଗ ହେଇଗଲି ଜୟ ଜଗନ୍ନାଥ
ଅତି ସୁନ୍ଦର ଭାଈ ତୁମ ଭଜନ ସନ୍ଧ୍ୟା ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ
ନାରଦଙ୍କ କଣ୍ଠରୁ ନାରାୟଣ ଙ୍କ ଭଜନ ଝୁଲରେ ନିତାଇ ଝୁଲ୍ ଗୀତଟି ବହୁତ୍ ସୁନ୍ଦର୍ ହୋଇଛି 🙏🙏 ମନ ଖୁସି ହୋଇ ଗଲା ,🙏🙏🙏🙏
Wow
@@lovely-dp1ww yes o
Nice
Thanks
Se dhanyvad
ଭାଇନା ବହୁତୁ ସୁନ୍ଦର ଗାଇଛନ୍ତି ନାରାୟଣ ଙ୍କ ଗୀତଟି 🙏🙏🙏
ଜୟ ପର୍ଶୁରାମ 🙏🙏🙏
Papu bhi ki ton paecha NYC 🙏🙏🙏🙏🙏🙏🙏🙏🙏🙏🙏
ଏ ଗୀତ କଦାପି ନାରାୟଣଙ୍କ ପାଇଁ ଠିକ୍ ନୁହେଁ...!!
ନିତାଇ ଅର୍ଥାତ୍ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହିଁ ଗୀତଟି ରଚିତ..!!
ମାତ୍ର ସେ ମହାଶୟ ଏହାକୁ ନାରାୟଣଙ୍କ ଉଦ୍ଦେଶ୍ୟରେ ଗାନ କରି କ'ଣ ପରିବେଷଣ କରିବା କେତେ ଦୂର ଯଥାର୍ଥ..!!
@@pradyumnkumarmaharana7481 ଚୁପ, ସବୁ ek
on
@@pradyumnkumarmaharana7481
ଭାଇଙ୍କ ଚମତ୍କାର ଅଭିନୟ ସାଙ୍ଗକୁ ସୁମଧୁର ଗୀତ ବେଶ ହୃଦୟସ୍ପର୍ଶୀ ହୋଇଛି। ଧନ୍ୟବାଦ ପପୁ ଭାଇ🙏
Bhai nku Odisha ra kalakara award deba darkar....aagaku badhiba ku tanku saharjya kariba darkar
ମୁଁ RUclips ଖୋଲିଲେ ପ୍ରଥମ ଏ ଗୀତ ଟି ଶୁଣୁଛି ବହୁତ ସୁନ୍ଦର୍ ଭାବରେ ବୋଲୁଛନ୍ତି....ବହୁତ ସୁନ୍ଦର କଣ୍ଠ
ଅତି ସୁନ୍ଦର ଅତି ସୁନ୍ଦର, ଆରେ ବାଃ ଆପଣବି କମ ନୁହେଁ, ମୁଁ ଆପଣଙ୍କୁ ମୋ ତରଫରୁ ବ୍ୟକ୍ତିଗତ ଭାବେ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି, ଏବଂ ଭଗବାନଙ୍କ ନିକଟରେ ପ୍ରାଥନା କରୁଛି, ଭଗବାନ ଆଶ୍ରିବାଦ କରନ୍ତୁ,ଆପଣ ଆଗକୁ ଆଗକୁ ସଫଳତା ର ପାହଚ ଉପରେ ପାହଚ ଚଢି ଚାଲନ୍ତୁ,
ଜୟ ଜଗନ୍ନାଥ.
Very nice voice...
Bahut sundar Gita gaicha god bless you
ଜୟ ଜଗନ୍ନାଥ 🙏🙏 ଗୀତ ଟି ପୁରା ମନ କୁ ମୁଗ୍ଧ ହୋଇଗଲା ♥️♥️♥️
🙏
Prabu narada nka asirbad tama upere achi agei chala bhai tame bahut agaku jiba best block
ପପୁ ଭାଇ ଆପଣଙ୍କ କଣ୍ଠରୁ ଏହି ଭଜନ ଟି ବହୁତ ଭଲ ଲାଗୁଛି ଏବଂ ଅଭିନୟଭି ଖୁବ୍ ସୁନ୍ଦର ହୋଇଛି। ବାରମ୍ବାର ଶୁଣିବାକୁ ଇଛା ହେଉଛି। ଭଗବାନ ଆପଣଙ୍କୁ ବହୁତ୍ ଆଗକୁ ନିଅନ୍ତୁ।
ଜୟ ଶ୍ରୀ କୃଷ୍ଣ।ସତରେ ବହୁତ ବଢିଆ ଭଜନ।ଯେତେ ଶୁଣିଲେ ମଧ୍ୟ ଶୁଣିବାକୁ ଭାରି ଭଲ ଲାଗେ।
.
Dsb &
@@brajeswarimahananda71 q
@@brajeswarimahananda71 tq
Right bhai
ଖୁବ୍ ଭାବର ସହିତ ହୃଦୟରୁ ଗାଇ ନିଖୁଣ ଅଭିନୟ କରି ଲୋକଙ୍କ ଆଦର ସାଉଁଟି ଚାଲିଛନ୍ତି । ଅଶେଷ ଧନ୍ୟବାଦ ସମସ୍ତ ଙ୍କୁ 👍👍 ଜୟ ଜଗନ୍ନାଥ ସ୍ଵାମୀ 🙏🙏
Tame pura mo Gelhi bhali dekhajau6 👌
ILove you iti
@@TechnicalHpHappy 🙄
ଭାବ ର ସହ ତୁମେ ଗାଇଛ,ସେଇଥି ପାଇଁ ଏହା ମଧୁର ଶୁଗୁଛି, ଏମିତି ଭାବରେ ହଜିଯାଅ, ଅନ୍ୟ ଗୀତିକାର ତୁମ ଆଗରେ ଫେଲ, କଣ୍ଠ ଅଛି,ଭାବ ନାହିଁ
Hiii
ଏଇ ଭିଡିଓ ଟା ମୁ ୧୦୦ ରୁ ଅଧିକ ଦେଖି ସାରିଲିଣି ...ଯେତେ ଦେଖିଲେ ବି ମନ ଭରୁନି ବହୁତ୍ ସୁନ୍ଦର୍ କଣ୍ଠ ସୁ ମଧୁର ଝୁଲ ରେ ନିତାଇ ଝୁଲ୍
Sata kahile mun bi same kain kejani jete thara dekhile madhya au ichha heuchi dekhibaku se face expression ku au se bhaba bihola dhangi laguchi bhagwaan nka sata bhakta tia a kalijugare Abiribhaba hoichhanti really this is heart touching act🙏
Mu bhajan kebe pasand kareni but 1st time I like this song .....Superb
ତୁମ ଗୀତର ପଟାନ୍ତର ନାହିଁ
ଯେତେଥର ଶୁଣିଲେ ବି ମନ ଭରେ ନାହିଁ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଖୁବ ପ୍ରସିଦ୍ଧି ଲାଭ କର ଏତିକି କାମନା।ଜୟ ଜଗନ୍ନାଥ । ନାରାୟଣ ....ନାରାୟଣ....
This is, we call Real Talent .
Salute to you 🙏 🙌 👏 💯 👌
Thank you for keeping our tradition going
Bahut gadha hei jauchhi
Narad Emiti kebe dance kareni hela
Ee song kebala Vhajan Sandhya re kimbha sankirtan re singer mane boli thanti ....
Rama Leela re nuhan
Very nice
@@chandrakantarout8343 .
ଏ ସ୍ୱର୍, ଆଗ ରେ ସବୁ କଣ୍ଠ ଶିଳ୍ପୀ ଫେଲ୍।। ହୃଦୟ ରୁ ନମସ୍କାର ନାରଦ ରୁପି ପପୁ ଭାଈ ଙ୍କୁ।।
Sehi Mahatma nka pada tale koti koti pranaam karuchhi..
Good say dear
@@panchanangahan6733 ଧନ୍ୟବାଦ୍ ଭାଈ
@@roshanpanda5 ଧନ୍ୟବାଦ୍ ଭାଈ
Thank u papu babu
ଜଗନ୍ନାଥ ଙ୍କ କୃପା ସବୁବେଳେ ଥାଉ ଆପଣ ମାଙ୍କ ଉପରେ ସୁନ୍ଦର ପରାୟଣ 👌👌
Papu kete sundra kanthare gaucha dhanya tma jamadata god bless you
Live performance brother...like a all-rounder actor.... ଜୟ ଜଗନ୍ନାଥ ତୁମ ଚଲାପଥ ସଦା କୁସୁମିତ କରୁଥାନ୍ତି ।
S
ଖୁବ୍ ସୁନ୍ଦର୍.....,କହିବାକୁ ଆଉ କିଛି ନାହିଁ...
ଆପଣ ଜଣେ ଦକ୍ଷ କଳା କାର ଅଟନ୍ତି.....
କଣ ଗୋଟେ କଚ୍ଛା ବାଦାମ ବୋଳିଲା ଏତେ viral କିନ୍ତୁ ନାରଦ ଏତେ ବଢିଆ ଗାଇବା ସହିତ ଅଭିନୟ ପୁରା ବହୁତ viral ହବା ଦରକାର
Odisha loka mane kebe bi kahar devlop karibeni ki expect karibani
ଏଥି ପାଇଁ କୁହା ଯାଇଛି ମୋ ଓଡିଶା ସବୁଠୁ ବଢିଆ।।।ଓଡିଶା ର କଳା କଳାକାର ସବୁଠି ନିଆରା।।
ATI sundar Bhai👌👌👌
Bhae jagannath mahaprabhu. apananku khusire rakhantu
ବହୁତ ଭଲ ଗାଉଛନ୍ତି... ମୁଁ 50 ରୁ ଅଧିକ ଥର ଦେଖି ସାରିଲାଣି...
👌👌
My bhi bhai 🙏
Mun bi
ଗୀତ ଟା ମନକୁ ମୁଗ୍ଧ କରିଦଉଛି ଯେତେ ସୁନିଲେବି ଆହୁରି ଶୁଣିବାକୁ ଇଛା ହେଉଛି ଭାଇଙ୍କ କଣ୍ଠ ସ୍ୱର ଅତି ଚମାତ୍କlର ହେଇଚି
ଜୟ ଜଗନ୍ନାଥ 🙏🙏🙏ଭାଇ ଅତି ସୁନ୍ଦର ମନ କିଣି ନେଲ ସମସ୍ତଙ୍କର ❤️ଜୀବନରେ ଆଗକୁ ବଢ଼ି ଚା ଲ 👍
ସତ୍ୟ ଯୁଗ ଆସିଗଲା.........
ଅଶେଷ ଅଶେଷ ଧନ୍ୟବାଦ୍ ପପୁ ଭାଇ
ତମେ ଆମ ଓଡ଼ିଶା ର ଗର୍ବ ଓ ଗୌରବ।🙏🏻🙏🏻
ଜୟ ଶ୍ରୀରାମ ⭕❗⭕
🌻ବହୁତ ସୁନ୍ଦର ନାରଦ ଭାଇ ଙ୍କ ଅଭିନୟ 👌
🥀ଧନ୍ୟବାଦ ନାରଦ ଭାଇ ଙ୍କୁ 💐
ଓଡ଼ିଶାର ଯେତେ ଆଗଧାଡିର କଳାକାର ଏବେ ଅଛନ୍ତି ଏଇ ଭାଇ ଙ୍କ ଆଗରେ କିଛି ନୁହଁନ୍ତି। ଏମିତି ଖୋଲା ମଣ୍ଡପ ରେ ନାଚି ନାଚି ଗୀତ ଗାଇବା ବହୁତ କଷ୍ଟକର,ଭାଇ ଆପଣଙ୍କୁ ମୁଁ ଅନ୍ତର ଭିତରୁ ପ୍ରଣାମ ଜଣାଉଛି
ଆପଣଙ୍କ କଥାରେ ମୁଁ ଏକ ମତ ସତରେ ଖୋଲା ମଞ୍ଚରେ ନାଚିକି ଗୀତ ଗାଇବା ବହୁତ କଷ୍ଟ 🙏
right👍
Right 👍
Satare..bhai yanku hi kahanti kalakar
Number 1 singer
Superrrr performance.. wana watch again & again ☺😍☺ ଅତି ସୁନ୍ଦର ପରି ବେଶଣ
Wana
Wa 👌ise kehte hain talent 👌
ଆଖିରୁ ପାଣି ଖସିଗଲା, ସତରେ ମହାପ୍ରଭୁ ଙ୍କ ପରି କେହି nuhe 🙏ଜୟ ଜଗନ୍ନାଥ
ଅତି ସୁନ୍ଦର ଭାବରେ ସେ ଏହି ଭଜନଟି ଗାନ କରି ଅଛି ।ମୋର ମା ସରସ୍ୱତୀଙ୍କ ପାଖରେ ଏତିକି ପାର୍ଥନା, ତା କଣ୍ଠରେ ମା ସର୍ବଦା ବସିଥାନ୍ତୁ ।
ଓଡ଼ିଶାର ଯେତେ କଣ୍ଠଶିଳ୍ପୀ ଗାଇଛନ୍ତି ସମସ୍ତ କୁଂ ଏ ମହାଶୟ ପଛରେ ପକାଇଛନ୍ତି, ଯେତେ ପ୍ରଶଂସା କଲେ କମ୍।ମା ସରସ୍ବତୀଙ୍କ କରୁଣା ଆପଣଙ୍କ ପାଇଁ ସର୍ବଦା ଥାଉ।
Best for ever
Achcha, tekiba re bi Sima achhi,kahila kana Na odisha re se samasta ku pachhare pakeidela, Bhikari Bala,nimain harichandan, aravinda muduli thu bi ye tahele mahan
@@akshayakumarnayak660 aaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaàaaaaaaaaaaaaaaaaaaaaaaaaaaaaaàaaaaaaaaaeaaraeaeaàãaaàaaaeaara4aeàaaaà
Super coment proud of you feeling so sweet
Really supper
ବହୁତ ସୁନ୍ଦର ମନମୁଗ୍ଧକର ଭଜନ 💖💖💖ଯିଏ ବି ଶୁଣିବ ଖୁସିରେ ଗଦ୍ ଗଦ୍ ହେଇଯିବ 👌👌👌
No words for your beautiful voice 👌😍 really excellent song ❤️🥰☺️ Jay Jagannath 🙏🙏🙏
ଏହି ଗୀତଟି ନାରଦ ପପୁ ଭାଇ କଣ୍ଠରୁ ଯେତେ ଭଲ ଲାଗୁଚି ଅନ୍ୟ କଳାକାର ମାନେ ଯେତେ ଗାଇଲେ ବି ଆଉ ଭଲ ଲାଗୁନାହିଁ, ଏହି ଗୀତ ଆଉ ନୃତ୍ୟ ପାଇଁ ପପୁ ଭାଇ ନମ୍ବର 1
ଯେତେ କହିଲେ କମ ହେବ ଜୟ ଜଗନ୍ନାଥ
ଭାଇ ବହୁତ ଭଲ ଗାଇଲେ,ଜୟ ଜଗନ୍ନାଥ 🙏🙏🙏
Radhe 🙏
ଅତି ସୁନ୍ଦର କଣ୍ଠ ତୁମର
ସତେ ଯେମିତି ମା ସ୍ୱରସ୍ବତୀ 🙏
ଅତି ସୁନ୍ଦର କଣ୍ଠ
Really u r different from others.spiritual devotion clearly visible from u.God bless u
ଗୀତଟିକୁ ଅତି ସୁନ୍ଦର ଭାବରେ ଗାନ କରିଛନ୍ତି ଏବଂ ବହୁତ ସୁନ୍ଦର ଅଭିନୟ କରିଛନ୍ତି ।ବହୁତ ସୁନ୍ଦର... ଶୁଭେଚ୍ଛା ଏବଂ ଶୁଭକାମନା
ସମସ୍ତେ ଷ୍ଟେଜ ଉପରେ ଗାନ୍ତି କିନ୍ତୁ ଆଙ୍କ ଗୀତରେ କଣ ଏମିତି କିଛି ଅଛି ମନ କିଣି ନଉଛି ଯେତେ ଥର ଶୁଣିଲେ ବାର ବାର ଶୁଣିବାକୁ ଇଛା ହଉଛି 🙏
Bhai thik kahila
Mu aaji rati 8 thara dekhisatilina
Right bhai
Bhai. Tame. Satare. Bhagabananka. Abataraparilaguchhanti. Jetesunile. Bi. Mana. Hauchi. Ahurisunibaku
ଆପଣଂକର ସ୍ୱର ମୋହିତ କରିଦେଉଛି ସାରା ଓଡିଶା କୁ 👌👌👌
Wow, amazing voice, beautyfull, ଏ video ଟା ମୁଁ 500 ଥର ରୁ ଅଧିକ ଦେଖି ସାରିଲିଣି, ଅତି ଚମତ୍କାର କଣ୍ଠ ସ୍ୱର ସହ ସୁନ୍ଦର ଅଭିନୟ, ଏ ସୁନ୍ଦର ଭଜନ ଟି ସତରେ ଏ ଭାଇ ଙ୍କ ମୁଖରୁ ଶୁଣିଲେ ଆତ୍ମା ଶାନ୍ତି ହେଇ ଯାଉଛି ସତରେ, ଭଗବାନ ତାଙ୍କର ସବୁବେଳେ ମଙ୍ଗଳ କରନ୍ତୁ ଆଉ ମା ସରସ୍ଵତୀ ସବୁବେଳେ ତାଙ୍କ କଣ୍ଠ ରେ ବସିଥାନ୍ତୁ ଏମିତି ସୁନ୍ଦର ଗୀତ ଗାଇବା ପାଇଁ
ସଂପୂର୍ଣ୍ଣ ସତ୍ କଥା
ନାଚ ମଧ୍ୟ ବହୁତ୍ ଭଲ ହୋଇଛି.. ଡାହାଣ ହାତର ଝୁମୁକା ଆହୁରି charming ବଢେଇ ଦେଇଛି..
Mun deli dekhuchi
Mee too
Mu bi anek thara dekhilini
ମନ ମୋହିଲା ଭଳି ଉପସ୍ଥାପନା
💐ଜୟ ଜଗନ୍ନାଥ 💐🙏🏻🙏🏻
ଜୟ ଜଗନ୍ନାଥ
ନାରଦ ମହର୍ଷି ଙ୍କୁ କୋଟି ପ୍ରଣାମ
ସେଇ ମହାନ କଳାକାର ବନ୍ଧୁଙ୍କୁ କୋଟି କୋଟି ପ୍ରଣାମ 🙏🙏🙏
Bhai u r grt.. emiti gauthantu 👍👍🙌🙌
a song ku mu 20 thara dekhiki katha bi mana bujhuni 👏👏👏👏👏
ଏ ତ ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ଶ୍ରୀମନ୍ ନାରଦ ମୁନିଙ୍କ କଣ୍ଠ ରୁ ଅମୃତ ପ୍ରେମ ର ହୃଦୟଙ୍ଗମ ବର୍ଷା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲିଳା। ଜୟ ଜଗନ୍ନାଥ 🙏🙏 ଜୟ ବାସୁଦେବ 🙏🙏🙏🙏
କଳାକୁ ବଞ୍ଚାଇ ରଖିଥିବା ହେ ମୋର କଣ୍ଠଶିଳ୍ପୀ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏ଆପଣଙ୍କ ଚେଷ୍ଟା ଆଉ ସଫଳତା ହିଁ ଆମ ଭାଷା ସଂସ୍କୃତିକୁ ଉଚ୍ଚ ସ୍ଥାନକୁ ନେଇପାରିବ.. ଓଡ଼ିଆ ଗୀତକୁ ବିକୃତ କରୁଥିବା କଣ୍ଠଶିଳ୍ପୀ ଓ ନିର୍ଦ୍ଦେଶକକୁ ଅମୋଘ ଅସ୍ତ୍ର ସଦୃଶ ଚେତାବନୀ ସ୍ୱରୂପ ହେବ 🙏🙏🙏🙏🙏🙏
E
Supar
ନାଟକ ଚାଲି ଥିଲା ବେଳେ ଟଙ୍କା କୁ ଦେହରେ ଲଗାନ୍ତୁ ନାହିଁ ଦେଖି ବାର ମଜା କମି ଜାଉଛି ଭାଇଙ୍କ ଅଭିନୟ ଅତି ଚମତ୍କାର ଏବଂ ଗୀତ ମଧ୍ୟ,,,,
ଠିକ କଥା ଭାଇ
ମଝିରେ ଆସିକି Disturb କରୁଛନ୍ତି
Best best best ever yaar ek dum jabardast mind blowing performance I love it ek dum feel hela bhagwankara. 👏👏👏👏👏👏👏👏
I am listening it more than 200 times, today, tomorrow and day after tomorrow and many more .. Narayan.. Narayan 🙏
Mora v one day re 20 time
How could you see in tommorow and day after tomorrow yaar 😳
ହୃଦୟ କୁ ଛୁଇଁଲା ଭଳି ଭଜନ ,
Supar bhai
Me also
This is real talent...just amazing.. it's the blessings of Jagannath
ମୁଁ ଆଜି ପର୍ଯ୍ୟନ୍ତ ଏମିତି କଳାକାର ଦେଖି ନାହିଁ ତାଙ୍କ ର ଭକ୍ତି ର ଗିତ ମୋ ହୃଦୟ କିଣିନେଇଛି ମୁଁ ବହୁତ ଖୁସି ଯେତେ ଖୁସି ଜେ ମୋ ଆଖି ରୁ ପାଣି ବାହାରି ପଡ଼ିଲା 🙏🏻🙏🏻🙏🏻🙏🏻🙏🏻
ଭାବବିହ୍ୱଳ କାରୀ କଣ୍ଠ ଓ ଅଭିନୟ। ମା ସରସ୍ଵତୀ ଏମିତି ଆଶିର୍ବାଦ କରୁଥାନ୍ତୁ।🙏🏼 ବାଦ୍ୟକାର ଭାଇ ମାନଙ୍କୁ ବି ନମସ୍କାର।
Supar bhai
mo
Very nice 👍👌 ବହୁତ ସୁନ୍ଦର ଭାବରେ ଗାଉଛନ୍ତ ଶୁଣିକି ଭଲ ଲାଗିଲା
ଜୟ ଶ୍ରୀରାମ ଭାଇ🙏🙏
ନିଖୁଣ ଅଭିନୟ🙌🙌🙌
ହେ ମହାପ୍ରଭୁ
ମନ କହେ ଆଉ ଇଚ୍ଛା ନାହିଁ ଆ ସଂସାର ରେ ରହିବାକୁ
ତୋ ସେବା କରିବି ଆଉ ପାରି ହେବି ପ୍ରଭୁ 🥰
Papu bhai best
Dear Pappu Bhai. ...ur performance is outstanding....ur dance with deep involvement with lord Jagannath is outstanding...
Thank You for this...
सर इन कलाकार के नंबर मिल सकते हैं
ପ୍ରଭୁ ଶ୍ରୀ ନାରଦ ମୁନିଙ୍କ ଅଭିନୟ କରିଥିବା ପପୁ ଭାଇ ଙ୍କ ଭଜନ ଆଉ ନୃତ୍ୟ ଅତ୍ୟନ୍ତ ମନୋରମ। ଭଗବାନ ନାରାୟଣ ସର୍ବଦା ଖୁସିରେ ରଖନ୍ତୁ। ଜୟ ଶ୍ରୀମନ ନାରାୟଣ,🙏🙏
ପ୍ରଭୁ ଶ୍ରୀ ନାରଦ ମୁନିଙ୍କ ବେଶ ଧରି ବହୁ ସୁନ୍ଦର ଭାବରେ ଗାଇଛନ୍ତି ଭାଇ ।। "ଝୁଲ୍ ରେ ନିତାଇ ଝୁଲ୍" ସମ୍ପୁର୍ଣ୍ଣ ଭାବରେ ଭଗବାନଙ୍କ ଭକ୍ତିରେ ଲୀନ ହୋଇ ଗାଇଛନ୍ତି ।। ଜେଜେବାପା କୁହନ୍ତି ସେମାନଙ୍କ ଶରୀରରେ ସତରେ ସେତେବେଳେ ବାସ କରନ୍ତି , ମୁଁ ଛୋଟବେଳେ ବହୁତ ଦେଖିଛି କିନ୍ତୁ ଏବ ତ ଆଉ ରାମଲୀଳା ହଉନି । ଆପଣ ଆମ ସଂସ୍କୃତି ଓ ପରମ୍ପରା କୁ ଏମିତି ବଜାୟ ରଖିଥାନ୍ତୁ । ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍🙏🏼🙏🏼 ଜୟ ଜଗନ୍ନାଥ 🙏🏼 ଜୟ ଶ୍ରୀ ରାମ । ପ୍ରଭୁ ଆପଣଙ୍କୁ ସର୍ବଦା ସହାୟ ହୁଅନ୍ତୁ ଆଉ ଆପଣ ଏମିତି ନାଚି ନାଚି ପ୍ରଭୁଙ୍କ ଅଭିନୟ କରୁଥାନ୍ତୁ।।
No auto voice adjustment, no adited, it's natural voice. So sweet.
❤ nice video Papun bhai 🌹💘🌹💘🌹💘🌹💘🌹💘🌹💘🌹
ବହୁତ ସୁନ୍ଦର ଭାବେ ଗୀତ ଟିକୁ ପରିବେଷଣ କରିଛନ୍ତି ଭାଇ..... ହୃଦୟରୁ ସାଲୁଟ ଜଣାଉଛି 🙏💐
I couldn't stop my tear, wow, your voice is awesome🙏🙏🙏🙏 jai jagannath🙏🙏🙏
ମୁଁ 10 ଥର ଶୁଣି ଶାରିଲିଣି ଜେତେ ଶୁଣିଲେ ଶେତେ ଭଲ ଲାଗୁଛି
Mu bi bro 4/5 sunilini.. auri sunuchi
Narad Ji,apana ta sara Odisha ku hulchul karisarileni. Love u.
ଯେତେ ଶୁଣିଲେବି ବାରମ୍ବାର ଶୁଣିବାକୁ ଇଛା ହେଉଛି ସତରେ ବହୁତ୍ ସୁନ୍ଦର ଗୀତ
Ati sundar 🙏 💐💐💐
Wow mind blowing.... Ama Sarankul... Jay ladubaba... Super Danceing Acting & And Singing God bless you Papu bhai 🙏🙏🙏👌😊
Ama kalaa , ama sanskruti ..ame garbita 🙏🙏 we feel blessed
Real Kalakar of odisha. Prabhu Jagannatha aapanku aahuri aasirbad karantu.🙏
50 ru adhika thara dekhilini tama gita ku Papua bhaii heart ru thanks bhaii love u 😘 💖
Om namo bhagabate basudebay
ହୃଦୟକୁ ଛୁଇଁଗଲା 🙏🌸🙏ପ୍ରଣାମ
SANATAN Pattanaik
May God Jagannath bless you , PAPU BHAI.
indeed odisha have so many hidden talen..we have to recognize them and should get them a big platform👍👍👍👍
jayjagannath...
ame odia,vari badhia,🙏
Original Tharu bi Bhala laguchi.....
Supb.....hertly salute
Jai jagannath
ହୁମାନ ସାଗର ଭଜନ ନ ଗାଇଲେ ଆମର ଢୋ... ଏ ଭାଇଙ୍କ କଣ୍ଠ ରେ କି ଯାଦୁ ଅଛି ପ୍ରଭୁ ଙ୍କୁ ଜଣା ଯେତେ ଥର ଶୁଣୁଛି ସେତେ ଶୁଣିବାକୁ ଇଛା ହଉଚି.. ସତରେ ଭଜନ ଟି ଶୁଣିଲା ବେଳେ ଲାଗୁଚି ଯେମିତି ମୁଁ ଠାକୁରଙ୍କ ପାଖରେ ଅଛି...
ବୋହୁତ ସୁନ୍ଦର ଭାବରେ ସେ ଗାଈ ଛନ୍ତି ଭଜନଟି
Time e jugara singer. Manaknu tike. Shikhaya
Nice one.. Heart touching performance.. it's too difficult to act on live stage with such energy..
He Narad Tamaku mor pranam
bahut sundar 🥰
ରାତି ପାହିଲେ ଶହ ଶହ ଭଜନ recording ହେଉଛି ହେଲେ ସତରେ କଣ ସେ ସବୁ ହୃଦୟ କୁ ତାହା ଛୁଉଁଛି କି?? ହେଲେ କାହିଁକି କେଜାଣି ଏ ଗୀତ ଟି ଅନିଚ୍ଛା ସତ୍ଵେ ମନକୁ ଛୁଇଁଗଲା...ତାହା ସେଇ ଚକାଆଖି ଙ୍କ ଇଛା ନୁହେଁ ତ...ଜୟ ଜଗନ୍ନାଥ
Hmm right
Ekdam sata katha
@Manoj Kumar Jena oo op oo 9poo
@@_deepak1m 99lo90l9o oo oo kk Kori 9 oo 8oo oo 9o oo 99 to o 99 89th I have 99 l 99 l OOO 99 9l9 99 9p of o999o oo 9o9po oo o9 99 ll oo 99999ooo ll oo kk maurya prakashi ok l99o
QQ😁😁😘
Simply Very Beautiful... Performance,,,👍👍