Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଶ୍ରୀ ମନ୍ଦିରର ୨୨ ପାହାଚ ର ମହତ୍ତ୍ଵ ବିଷୟରେ। ସୁନ୍ଦର। ତତ୍ତ୍ଵ ଜାଣି। ଖୁସି। ହେଲି। ଦୁଆରୀ ସନ୍ତୋଷ। ପାଢ଼ୀ ମହୋଦୟଙ୍କୁ ମୋର। ପ୍ରଣାମ
ତୃତୀୟ ପଥର ଯମଶିଳା
ଧନ୍ୟବାଦ ସନ୍ତୋଷ ବାବୁ
Jay jagannth
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
ତିନି ନଂ ଯମଶିଳା
ପ୍ରଶ୍ନ କର୍ତ୍ତା ଙ୍କୁ ମୋର ଅନୁରୋଧ ଏହା ଠାରୁ ଅଧିକ ଜଟିଳ ପ୍ରଶ୍ନ ପଚାରିଲେ ମଧ୍ୟ ସନ୍ତୋଷ ପାଢ଼ୀ ଆଜ୍ଞା କହିପାରିବେ ଏତିକି ମୋର ବିଶ୍ଵାସ ରହିଛି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଏକ ମାତ୍ର ଦୁଆରୀ ଯେ କି ସମସ୍ତ ପୁରାଣ ଶାସ୍ତ୍ର, ଚମ୍ପୁ , ଓଡିଶି, ଛାନ୍ଦ, ଚଉପଦୀ ସମସ୍ତ ବିଷୟରେ ଅତି ନିଖୁଣ ଭାବରେ କହିପାରିବେ ଏଥିରେ କୈାଣସି ଦିମତ ନାହିଁ । ଜୟ ଜଗନ୍ନାଥ । 🙏🙏🙏
Tume kahipariba tume kiye
😅😅😅
Padhi Babu mora ae chhotia prasna tira uttara debe plz ?niti jauchha mahabharata dekhi sethire nathibe draupadi ,kunti aau baki tini janankara 15 pati ?sir tini janankara nama tike kuhantu aau tankara Swami kete jana lakhe kuhantu ?plz
ତାଙ୍କ ଗୁରୁ କିଏ ଟିକେ କହିବେ କି ଆଜ୍ଞା
ଗୁରୁ ଶ୍ରୀ ନବଘନ ପରିଡ଼ା ।@@KUNABISWAL-yp6pu
ବଳରାମ ନୁହେ ଭାଇ କୃଷ୍ଣ ଅବତାର ଅଛି
Krushna not avtar,balaram is Avatar, krushna is supreme god
My Big fan sontosh sir my favourite..
ବାମନ ଅବତାର ଧାରଣ ରେ ତିନି ପାଦ ଥାପିଥିଲେ ପରା ଆଜ୍ଞା ଏଠାରେ ଟିକେ ଅଡ଼ୁଆ ଲାଗୁଛି।
Bahut sundar
Santosh angya nku ame nijara guru manu
ଆଜ୍ଞା ରାମ ବନବାସ ସମୟରେ ତାଙ୍କର ବାପା ଦଶରଥ ଦେହ ତ୍ୟାଗ କରିଥିଲେ।ହେଲେ ମୋର ପ୍ରଶ୍ନ- ବାପାଙ୍କ ଦେହାନ୍ତ ପରେ ପୁଅ ହିସାବରେ ରାମ ବାପାଙ୍କ ଦଶା କର୍ମ କରିଛନ୍ତି କି ?ଯଦି କରିଛନ୍ତି ।ଆମେ ଜାଣି ପାରି ନୁ ।ଯଦି କରିଁନାହାଁନ୍ତି ।ପାପ ଲାଗିବ କି ନାଇଁ
ଧନ୍ଯ ବାଦ ସାର
Very very beautiful sir😊😊
Jay Jagannath ♥️🤣
🙏🙏🙏🙏🙏🙏🙏🙏🙏
Very nice sir
Satre sontoss padhi 🩷🩷🩷🩷🩷🩷
ଜଗନ୍ନାଥ ବଳଭଦ୍ର ଦୁଇ ଭାଇ ଲକ୍ଷ୍ମୀ ଛଡ଼ା ହେଇକି ଭିକ ମାଗୁଥିଲେ ସୁଭଦ୍ରା କୋଉଠି ଥିଲେ ତାଙ୍କର ତ ଗେହ୍ଲା ଭଉଣୀ ଥିଲେ ସାଙ୍ଗରେ ନେଇନଥିଲେ କୋଉଠି ଥିଲେ ?
ମୋର ଛୋଟ ପ୍ରଶ୍ନ ଗୋଟେ ସନ୍ତୋଷ ସାର୍
ଯମ ଶିଳା 3 ପାହାଚରେ ।ବାମ ପଟରେ କଳା ଅଛି ଦେଖନ୍ତୁ।
Sir mote dweir part karibi
My favourite Santosh padhy guru ji 🙏🙏🙏🙏
Good luck your story
Krusna.abatari.balaram.abatara
My favourite teacher of Santosh sir🙏🙏🙏🙏🙏
Thanku sir
ମୋରୋ ଗୋଟିଏ ପ୍ରଶ୍ନ ଆମ ଏରୀୟା ରେ ଯେତିକି ଭାରତ ଲୀଳା ହୋଇଛି ଆଜି ଯାଏ ଯେତିକି ଦୁଆରୀ ଭୂମିକା ରେ ଆସିଛନ୍ତି ମୋରୋ ପ୍ରଶ୍ନ ର ଉତ୍ତର ଦେଇ ପାରିଲେନି ?
ranganeswar
Santosh.sir..nku.mor.kotikoti.namskar
ବହୁତ ବଢିଆ କଥା
Buddha avatar jadi prabhu nkara tahele byakhya karibe plz🙏
ବାମନାବତାରରେ ପାଦ ତିନୋଟି ଦୁଇଟି ହିସାବକରୁଛନ୍ତି କିପରି?
ମୋରୋ ପ୍ରଶ୍ନ ତି ହେଉଛି ଶିଷ୍ୟ ଏକଲବ୍ୟ ଗୁରୁ ଦକ୍ଷିଣା ପାଇଁ ଯାହା ବା ଯେଉଁ ଅଙ୍ଗୁଳି ଟି ପ୍ରଦାନ କରି ଥିଲେ ସେ ଅଙ୍ଗୁଳି ଟି କେଉଁ ଆଡେ ଗଲା ଏବଂ ସେ ଅଙ୍ଗୁଳି ଟିର କଣ ହେଲା।?
ଆପଣଙ୍କ ଗାଆଁ ରେ ଭାରତ ଲୀଳା ପରିବେଶଣ କରନ୍ତୁ, ପ୍ରଶ୍ନ ର ଉତ୍ତର ମିଳିଯିବ। ଖାଲି ଶୁଖିଲା ରେ ପଚାରିଲେ ହବ କି ଗୁରୁ ଭାଈ ।
Super 👌🙏🙏
❤
Monarama behera bhala bujheichhanti apana madhya bhala bujheile
Krushna abatar
Namaste
Goodlokyou
good,dada,rama
Ashok Barik❤🙏🙏🙏🌺💐🌻🥀🌷
Bamana abatarare 3 pada
Utar dwar heuchi hasti dwar
Jay Radhe Krishna 🙏Bhagwan Shri Krishna dwapar Yug mein Avatar liye the Apne unke bare mein kuchh nahin bola
Subhadara nka maa bapa kia
Santosh Padhi ନାମକୁ ଠିକ୍ ଭବେ ଲେଖାଯାଇ ନାହିଁ,
ଯମ ଶିଳା 3no ପାହାଚ ରେ
7no ପାହାଚ ଗୟା ଶିଳା
BRAMHANA MANE PAITA DHARANA KRAANTI KAHINKI.
Hn 18,achi
Sir ku mor coti pranam
Krushna Avatar nuhen ki?
Sir answer ta jukuti jukta nuh, prakruta re sehi 22 pahachre, 22jogini manaku stanha diaa jaiechi. Tanku kia ,kahinki, kan pain, and keu jugare, keu raja karithile. Taha bistruta , samay lagiba.
Thank you sir
pher ilabelena galabele
ଶ୍ରୀ ମନ୍ଦିରର ୨୨ ପାହାଚ ର ମହତ୍ତ୍ଵ ବିଷୟରେ। ସୁନ୍ଦର। ତତ୍ତ୍ଵ ଜାଣି। ଖୁସି। ହେଲି। ଦୁଆରୀ ସନ୍ତୋଷ। ପାଢ଼ୀ ମହୋଦୟଙ୍କୁ ମୋର। ପ୍ରଣାମ
ତୃତୀୟ ପଥର ଯମଶିଳା
ଧନ୍ୟବାଦ ସନ୍ତୋଷ ବାବୁ
Jay jagannth
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
ତିନି ନଂ ଯମଶିଳା
ପ୍ରଶ୍ନ କର୍ତ୍ତା ଙ୍କୁ ମୋର ଅନୁରୋଧ ଏହା ଠାରୁ ଅଧିକ ଜଟିଳ ପ୍ରଶ୍ନ ପଚାରିଲେ ମଧ୍ୟ ସନ୍ତୋଷ ପାଢ଼ୀ ଆଜ୍ଞା କହିପାରିବେ ଏତିକି ମୋର ବିଶ୍ଵାସ ରହିଛି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଏକ ମାତ୍ର ଦୁଆରୀ ଯେ କି ସମସ୍ତ ପୁରାଣ ଶାସ୍ତ୍ର, ଚମ୍ପୁ , ଓଡିଶି, ଛାନ୍ଦ, ଚଉପଦୀ ସମସ୍ତ ବିଷୟରେ ଅତି ନିଖୁଣ ଭାବରେ କହିପାରିବେ ଏଥିରେ କୈାଣସି ଦିମତ ନାହିଁ । ଜୟ ଜଗନ୍ନାଥ । 🙏🙏🙏
Tume kahipariba tume kiye
😅😅😅
Padhi Babu mora ae chhotia prasna tira uttara debe plz ?niti jauchha mahabharata dekhi sethire nathibe draupadi ,kunti aau baki tini janankara 15 pati ?sir tini janankara nama tike kuhantu aau tankara Swami kete jana lakhe kuhantu ?plz
ତାଙ୍କ ଗୁରୁ କିଏ ଟିକେ କହିବେ କି ଆଜ୍ଞା
ଗୁରୁ ଶ୍ରୀ ନବଘନ ପରିଡ଼ା ।@@KUNABISWAL-yp6pu
ବଳରାମ ନୁହେ ଭାଇ କୃଷ୍ଣ ଅବତାର ଅଛି
Krushna not avtar,balaram is Avatar, krushna is supreme god
My Big fan sontosh sir my favourite..
ବାମନ ଅବତାର ଧାରଣ ରେ ତିନି ପାଦ ଥାପିଥିଲେ ପରା ଆଜ୍ଞା ଏଠାରେ ଟିକେ ଅଡ଼ୁଆ ଲାଗୁଛି।
Bahut sundar
Santosh angya nku ame nijara guru manu
ଆଜ୍ଞା
ରାମ ବନବାସ ସମୟରେ ତାଙ୍କର ବାପା ଦଶରଥ
ଦେହ ତ୍ୟାଗ କରିଥିଲେ।
ହେଲେ ମୋର ପ୍ରଶ୍ନ- ବାପାଙ୍କ ଦେହାନ୍ତ ପରେ ପୁଅ ହିସାବରେ ରାମ ବାପାଙ୍କ ଦଶା କର୍ମ କରିଛନ୍ତି କି ?
ଯଦି କରିଛନ୍ତି ।ଆମେ ଜାଣି ପାରି ନୁ ।ଯଦି କରିଁ
ନାହାଁନ୍ତି ।ପାପ ଲାଗିବ କି ନାଇଁ
ଧନ୍ଯ ବାଦ ସାର
Very very beautiful sir😊😊
Jay Jagannath ♥️🤣
🙏🙏🙏🙏🙏🙏🙏🙏🙏
Very nice sir
Satre sontoss padhi 🩷🩷🩷🩷🩷🩷
ଜଗନ୍ନାଥ ବଳଭଦ୍ର ଦୁଇ ଭାଇ ଲକ୍ଷ୍ମୀ ଛଡ଼ା ହେଇକି ଭିକ ମାଗୁଥିଲେ ସୁଭଦ୍ରା କୋଉଠି ଥିଲେ ତାଙ୍କର ତ ଗେହ୍ଲା ଭଉଣୀ ଥିଲେ ସାଙ୍ଗରେ ନେଇନଥିଲେ କୋଉଠି ଥିଲେ ?
ମୋର ଛୋଟ ପ୍ରଶ୍ନ ଗୋଟେ ସନ୍ତୋଷ ସାର୍
ଯମ ଶିଳା 3 ପାହାଚରେ ।
ବାମ ପଟରେ କଳା ଅଛି ଦେଖନ୍ତୁ।
Sir mote dweir part karibi
My favourite Santosh padhy guru ji 🙏🙏🙏🙏
Good luck your story
Krusna.abatari.balaram.abatara
My favourite teacher of Santosh sir🙏🙏🙏🙏🙏
Thanku sir
ମୋରୋ ଗୋଟିଏ ପ୍ରଶ୍ନ ଆମ ଏରୀୟା ରେ ଯେତିକି ଭାରତ ଲୀଳା ହୋଇଛି ଆଜି ଯାଏ ଯେତିକି ଦୁଆରୀ ଭୂମିକା ରେ ଆସିଛନ୍ତି ମୋରୋ ପ୍ରଶ୍ନ ର ଉତ୍ତର ଦେଇ ପାରିଲେନି ?
ranganeswar
Santosh.sir..nku.mor.kotikoti.namskar
ବହୁତ ବଢିଆ କଥା
Buddha avatar jadi prabhu nkara tahele byakhya karibe plz🙏
ବାମନାବତାରରେ ପାଦ ତିନୋଟି ଦୁଇଟି ହିସାବକରୁଛନ୍ତି କିପରି?
ମୋରୋ ପ୍ରଶ୍ନ ତି ହେଉଛି ଶିଷ୍ୟ ଏକଲବ୍ୟ ଗୁରୁ ଦକ୍ଷିଣା ପାଇଁ ଯାହା ବା ଯେଉଁ ଅଙ୍ଗୁଳି ଟି ପ୍ରଦାନ କରି ଥିଲେ ସେ ଅଙ୍ଗୁଳି ଟି କେଉଁ ଆଡେ ଗଲା ଏବଂ ସେ ଅଙ୍ଗୁଳି ଟିର କଣ ହେଲା।?
ଆପଣଙ୍କ ଗାଆଁ ରେ ଭାରତ ଲୀଳା ପରିବେଶଣ କରନ୍ତୁ, ପ୍ରଶ୍ନ ର ଉତ୍ତର ମିଳିଯିବ। ଖାଲି ଶୁଖିଲା ରେ ପଚାରିଲେ ହବ କି ଗୁରୁ ଭାଈ ।
Super 👌🙏🙏
❤
Monarama behera bhala bujheichhanti apana madhya bhala bujheile
Krushna abatar
Namaste
Goodlokyou
good,dada,rama
Ashok Barik❤🙏🙏🙏🌺💐🌻🥀🌷
Bamana abatarare 3 pada
Utar dwar heuchi hasti dwar
Jay Radhe Krishna 🙏
Bhagwan Shri Krishna dwapar Yug mein Avatar liye the Apne unke bare mein kuchh nahin bola