BJP walked into Naveen’s trap. Massive turnout of farmers highlights decline in Mohan’s popularity.

Поделиться
HTML-код
  • Опубликовано: 17 янв 2025

Комментарии • 617

  • @କଳ୍କୀ
    @କଳ୍କୀ 17 дней назад +138

    ସତ୍ୟ sir ଆପଣଙ୍କ ନିରପେକ୍ଷ ଖବର ସାଧାରଣରେ ଚର୍ଚ୍ଚା ହେଉଛି ଆପଣଙ୍କ ଉପସ୍ଥାପନ ଅତି ଉଚ୍ଚ କୋଟିର।
    ସତରେ ଏତେ ଲୋକ ନବୀନ ବାବୁଙ୍କୁ ଦୁଃଖ ଜଣେଇବା ପାଇଁ। ଯେମିତି sir ଆଜିବି ମୁଖ୍ୟମନ୍ତ୍ରୀ ଅଛନ୍ତି। ଜୟ ଜଗନ୍ନାଥ ❤

  • @nirliptadas5057
    @nirliptadas5057 17 дней назад +77

    ପୃଥିବୀରାଜ କୁ ସରମ ନାହିଁ,, କାଉନସିଲର ରେ ହାରୁଥିଲା,, ବଡ କଥା କହୁଛି

  • @antaryamimishra449
    @antaryamimishra449 17 дней назад +35

    କେନ୍ଦ୍ର ରେ ମୋଦୀ କଂଗ୍ରେସ୍ କୁ ଆଉ ଓଡ଼ିଶା ରେ BJP କେବଳ BJD କୁ ସମାଲୋଚନା କରୁଛି

  • @ashokpattanik6945
    @ashokpattanik6945 17 дней назад +29

    ଏବେବି ଓଡ଼ିଶା ରେ ଜନପ୍ରିୟ ନେତା ନବୀନ ପଟ୍ଟନାୟକ।

  • @satishchandrabehera7291
    @satishchandrabehera7291 17 дней назад +133

    ମୋହନ ଙ୍କ ପାଖରେ କ୍ଷମତା,
    ନବୀନଙ୍କ ପାଖରେ ଜନତା,
    ଜନତାଙ୍କ ପାଖରେ ଅସ୍ମିତା,
    ଜନତା ଅଟନ୍ତି ଭାଗ୍ୟ ବିଧାତା।।
    ଜୟ ଜଗନ୍ନାଥ!!!

    • @tikinabarik7214
      @tikinabarik7214 17 дней назад

      ଏ ସରକାର ଙ୍କ ଆଗୁଆ ପଦକ୍ଷେପ ଗ୍ରହଣ କରିବାର ଦକ୍ଷତା ହାସଲ କରିବା ସୁନ । ଛମାସ ହେଲାଣି କେବଳ ଆରୋପ ପ୍ରତ୍ୟରୋପ ରେ ଦିନ ଗଲା ।

    • @DurgaPrasad-tj3wv
      @DurgaPrasad-tj3wv 17 дней назад +1

      Mo bala

    • @subhransudalai8360
      @subhransudalai8360 17 дней назад

      ​@Durgaଏତେ ଅଛି ତୋର Prasad-tj3wv

    • @reetap4008
      @reetap4008 17 дней назад

      @@DurgaPrasad-tj3wv ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ

    • @DurgaPrasad-tj3wv
      @DurgaPrasad-tj3wv 16 дней назад

      @reetap4008 mu murkha tu gaja murkha 😂Tora kou aukat kaha tu kouthu patha padhichu kahilu se institution ra na 😂 sala tu aga bhubaneswar re rahuchu na kouthu kouthu asi Gyan jhadila 😂

  • @qxztr
    @qxztr 17 дней назад +31

    ବିଜେପି ଦଳ ତାର ହୀନମନ୍ୟତାର ପରିଚୟ ଦେଉଛି।

  • @betexshyamsundar990
    @betexshyamsundar990 17 дней назад +52

    ନବୀନ 🙏କୋଟି କୋଟି ପ୍ରଣାମ

  • @BalakaKanhar-o2y
    @BalakaKanhar-o2y 17 дней назад +151

    ହାରିକି ହିରୋ , ବି ଜେ ପି ଜିତିକି ଜିରୋ ।

    • @arundehury4906
      @arundehury4906 17 дней назад

      ତମ ଗାଣ୍ଡିରେ କଳା ତମେ ହିରେ। ନା ଜିରୋ

    • @ashokrout3910
      @ashokrout3910 17 дней назад +7

      Mohan sarkar nuha,Hinsha ra sarkar.

    • @sukantadalapati3845
      @sukantadalapati3845 17 дней назад +3

      Right

    • @chandrasekharsamal9176
      @chandrasekharsamal9176 17 дней назад +3

      Ekdum sathik.

    • @vasundharaofficial
      @vasundharaofficial 17 дней назад +3

      ​@@ashokrout3910 bjd nijo swarth pai, kotti kotti durnithi kori khaiba pai, power pai nabin nabin kohuchanthi

  • @RabindraBehera-z4t
    @RabindraBehera-z4t 17 дней назад +38

    ଡଵଲ ଇଞ୍ଜିନ ସରକାରଙ୍କର ସାଧାରଣ ଗ୍ୟାନ ନାହିଁ ସର୍ବୋଚ୍ଚ ସ୍ଥାନରେ ଵସିଵା ପରେ କି ପ୍ରକାର ଵୟାନ୍ ବାଜ୍ କରିବା ଆବଶ୍ୟକ ସେକଥା ବୋଧହୁଏ ଜଣାନାହିଁ!!

  • @hiranyasahoo3548
    @hiranyasahoo3548 17 дней назад +29

    ବିଜେପି ଵାଲା ଙ୍କ ଆଖିରେ ଯାଉନି ନବୀନ ଙ୍କ ଲୋକ ପ୍ରିୟ ତାକୁ

    • @Dhaneshwarmajhi-vi3tj
      @Dhaneshwarmajhi-vi3tj 16 дней назад

      Gote budha abastha re buleiba...rest neba samayre...a dekhania bjd nabin ku use karuchi.....se thik se chaluparunahanti...

  • @MrSwarajdas
    @MrSwarajdas 17 дней назад +88

    ସତ କଥା କହିଛନ୍ତି ଲୋକଙ୍କ ମନରେ ମୋହନ ସରକାର ପ୍ରତି ଭରଷା ନାହିଁ କିନ୍ତୁ ନବୀନ ବାବୁ ଙ୍କୁ ଏବେ ମଧ୍ୟ ଭଲ ପାଆନ୍ତି

  • @MamataPradhan-vw4sv
    @MamataPradhan-vw4sv 17 дней назад +20

    ଅତି ସୁନ୍ଦର ଉପସ୍ଥାପନ କରିଛନ୍ତି sir

  • @madanmohandas534
    @madanmohandas534 17 дней назад +22

    ଆଇନ। ମନ୍ତ୍ରୀ।ନୂହେ। ସେ ଗୋଟିଏ।ଅଜୋଗ୍ୟ। ମନ୍ତ୍ରୀ

  • @bisonathbarik9251
    @bisonathbarik9251 17 дней назад +33

    ଯେଉଁ ଲୋକମାନେ ସେଠିକି ଯାଇଛନ୍ତି କଣ ସମସ୍ତେ ଟଙ୍କା ନେଇଛନ୍ତି ଏହି କଥା ଟିକେ BJP କୁହନ୍ତୁ ମିଛରେ BJP ବାଲା ଖାଲି ଦୋସ ଦେଉଛନ୍ତି ।ଏପଟେ ଓଡିଶାକୁ ଲୁଟିବାରେ ବ୍ୟସ୍ତ କେଉଁ ଗୋଟେ କି ଦୁଇଟି ଯୋଜନା କରି ନାହିଁନ୍ତି ଦାମପୁରା ଦୁଇ ଗୁଣା ବଢେଇଦେଇଛନ୍ତି 6 ମାସେ ଭିତରେ ଓଡ଼ିଶାକୁ କେତେ ଲୋକ ଦାଦନ ମୁକ୍ତ ହେଇଛନ୍ତି କୁହନ୍ତୁ ଆଉ କେତେଦିନ ଭିତରେ ଦାଦନ ମୁକ୍ତ ହେଇପାରିବେ BJP ବାଲା କହିପାରିବେ ।

  • @satishchandrabehera7291
    @satishchandrabehera7291 17 дней назад +33

    ନୂତନ ବର୍ଷ ଅବ୍ୟବହିତ ପୂର୍ବରୁ ଆପଣଙ୍କୁ ଆମର ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ।
    ଜୟ ଜଗନ୍ନାଥ!!!

  • @SantoshPradhan-wl2hs
    @SantoshPradhan-wl2hs 17 дней назад +16

    💯 sata Navin is one and only Hero of odisha.

  • @ranajitjena4668
    @ranajitjena4668 17 дней назад +38

    ନିର୍ବାଚନ ସରିବା ମାତ୍ର ସାତ ମାସରେ ଓଡିଶାର ଜନସାଧାରଣ ପ୍ରମାଣିତ କରିଦେଲେ ବିଜେପି ଦଳ ନିର୍ବାଚନରେ ଜାଲିଆତି କରି ଆଜି କ୍ଷମତା ଉପଭୋଗ କରୁଛନ୍ତି.

    • @pritiranjanatta9047
      @pritiranjanatta9047 17 дней назад +2

      Kichi jaliati heinahni.EVM thik achi.Loko Naveen Patnaik nku bhala panti hele BJD MP au MLA nku like karantini.Tenu hariba pare EVM ku doso daba Murkhami ate.

    • @odisha4818
      @odisha4818 17 дней назад +2

      ​@@pritiranjanatta9047 election commission kia choose karuchi bjp jumla party

    • @pritiranjanatta9047
      @pritiranjanatta9047 17 дней назад

      @@odisha4818 😆2019 ru 2024 MP, MLA , mayor election au panchayat election sabuthire BJP hni election commissioner die because se Centre govt re achi . Political knowledge tumar kam achi Congress centre re thila bele b Election commissioner die .Bujhila🤦

    • @ranajitjena4668
      @ranajitjena4668 17 дней назад +2

      ମୋର ନିଜସ୍ୱ ମତ ନୁହେଁ ଯାହା ଜନସାଧାରଣଙ୍କ ମୁହଁରେ ଏବେ ଓଡିଶା ସାରା ଚର୍ଚ୍ଚା ହୋଉଛି ବିଜେପି ଦଳ ଜାଲିଆତି କରି ନିର୍ବାଚନ ଜିତିଛନ୍ତି,ମୁଁ କେବଳ ମୋର ମତାମତ ଦେଇଛି. ଯଦି ଜାଲିଆତି କରିନାହାନ୍ତି ତାହେଲେ ଏପ୍ରଯ୍ୟନ୍ତ ନିର୍ବାଚନ କମିଶନର ବିଜେଡି ଦଳ ଦେଇଥିବା ତଥ୍ୟର ଉତ୍ତର କଣ ପାଇଁ ଦେଇ ପାରୁନାହାନ୍ତି.ଏଥିରୁ ଜଣାପଡୁଛି ନିଶ୍ଚିତ କିଛି ଗଡ଼ ବଡ଼ ହୋଇଛି.

    • @pritiranjanatta9047
      @pritiranjanatta9047 17 дней назад

      @ranajitjena4668 Kichi jadi proof achi supreme court re proof dia.CJI ta challenge karichanti . Baki rahila odisha Katha ,BJD jetebele election jitu thila EVM thik thila au 2024 re harigala ta EVM kharap.

  • @SantoshKanhar-ly8eg
    @SantoshKanhar-ly8eg 17 дней назад +15

    Great Navin Patnayak sir 🙏🙏🙏🥰🥰🥰🥰🥀🌹🥀

  • @BishwanathSethiBishwa
    @BishwanathSethiBishwa 17 дней назад +38

    ଜଣେ ଜିତିକି ବି ଜିରୋ ଆଉ ଜଣେ ହାରିକି ବି ହିରୋ, କେତେ ଫରକ

  • @santoshpatra9769
    @santoshpatra9769 17 дней назад +12

    Satya bhai very good observation.......

  • @brpalai9015
    @brpalai9015 17 дней назад +22

    EVM ra CM 😂 - mohan
    People's leader ❤ - naveen

  • @MANOJKUMAR-l6q4e
    @MANOJKUMAR-l6q4e 17 дней назад +6

    ବିଜେପି ଦ୍ୱାରା ଶାଗ ସିଝିବନି,, ସବୁ ବିଜେପି ବାଲାଙ୍କର ଖାଲି ବହସ୍ପଟ ଗପ

  • @ashokkumarpradhan2210
    @ashokkumarpradhan2210 17 дней назад +12

    Thanks sir
    I am a hard cord follower of Naveen sir.
    Today I meet Tiger of Kalinga from 50 km from the village

  • @sadanandasahoo3707
    @sadanandasahoo3707 17 дней назад +20

    ପୃଥ୍ବୀରାଜ ପ୍ରଥମ ଥର ବିଧାନସଭା ସଦସ୍ୟ। ବରିଷ୍ଠ କେବେ ହେଲେ? ତଦନ୍ତ ମନ୍ତ୍ରୀ

  • @ktccreation9722
    @ktccreation9722 17 дней назад +43

    ସେ ଯାହା ହେଉ ମ. ..
    #ନବୀନ_ହୀରା_ଖଣ୍ଡେ
    #କୋଟିଏରେ_ଗୋଟିଏ
    ଆଜି ଯଦି ଓଡିଶା ବିଶ୍ୱରେ ନାଁ କରିଛି କେବଳ ଏଇ ଲୋକଟା ପାଇଁ | ସିଏ ଅନେକ କିଛି କରିଛନ୍ତି | ତାଙ୍କ ବ୍ୟକ୍ତିତ୍ୱ ହିଁ ସମସ୍ତଙ୍କୁ ଆକର୍ଷିତ କରେ | କିନ୍ତୁ ଜନତା ହିସାବରେ କହିଲେ , ନବୀନ ସତରେ ପୂରା ଭିନ୍ନ..... ସତରେ ନିଆରା ......
    ସଲାମ ସାହେବ 🙏
    #ନବୀନ_ପଟ୍ଟନାୟକ ❣️

  • @MadhavGageranga
    @MadhavGageranga 17 дней назад +10

    ନବୀନ ପଟ୍ଟନାୟକ ଥିଲେ ହିରୋ ଆଉ ହିରୋ ହେଇକି ରହିବେ କାରଣ ନବୀନ ନିଜ କ୍ଷମତା ବଳରେ କରୁଥିଲେ
    ମୋହନ ମାଝି ଓଡିଶା ର cm କିନ୍ତୁ ଏହାଙ୍କ ଦ୍ଵାରା ଓଡ଼ିଶା ଚାଲେନି ମହୋନ ମାଝୀ ରିମୋଟ cm

  • @deepaksahoo-c6p
    @deepaksahoo-c6p 17 дней назад +9

    ବିଜେପି ଗରିବ,ଚାଷୀ, ମୂଲିଆ ଲୋକଙ୍କ ମାନଙ୍କ ପାଇଁ କେବେ ନୁହେଁ । ବିଜେପି ପୁଞ୍ଜିପତି ମାନଙ୍କର ସ୍ବାର୍ଥ ପାଇଁ ଦେଶର ରାଜ୍ୟର

  • @PRAKASHMOHANTY-x1x
    @PRAKASHMOHANTY-x1x 17 дней назад +10

    ଅତି ଉତ୍ତମ ବିଶ୍ଳେଷଣ। ଧନ୍ୟବାଦ।

  • @BijayaBehera-t8r
    @BijayaBehera-t8r 17 дней назад +5

    ଯେତେବେଳେ ବାହାରିବେ ସେତେବେଳେ ଜନସମୁଦ୍ର ହେଇଯିବ 🙏🏾🙏🏾🙏🏾🙏🏾

  • @bhikaripradhan6203
    @bhikaripradhan6203 17 дней назад +7

    ନବୀନ ବାବୁଙ୍କ ପ୍ରତି ଭଡୀଶା ବାସିଙ୍କ ଏତେ ଭଲ ପାଇବା ଅଛି ଏ ପବନା ଦଳର ନେତା ଦେଖି ୟାଙ୍କରି ଆଉ ମୁଣ୍ଡ ଆଉ କାମ କରୁନି ଏମାନଙ୍କୁ ଲାଜ ସରମ ନାହିଁ ନବୀନ ବାବୁଙ୍କୁ ଏମିତି ବାଇଟ ଦେଉଛନ୍ତି

  • @antaryamimishra449
    @antaryamimishra449 17 дней назад +18

    ଆଇନ ମନ୍ତ୍ରୀ କୁ କାହିଁକି ବାଧୁଛି

  • @ashoksethy7352
    @ashoksethy7352 17 дней назад +11

    ଏବେ ବି ବାଲଟ ରେ voting ହେଉ Nabin babu ଜିତିବେ । ସବୁ EVM ର ଖେଳ ।

  • @heartbeat8141
    @heartbeat8141 17 дней назад +7

    ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ଥିବାରୁ ଲୋକେ 24 ବର୍ଷ କ୍ଷମତା RE ରଖିଲେ, ବିଜେପି କଣ ନବୀନଙ୍କୁ CM କରିଥିଲା???
    ବିଜେପି ର ନୀତି ହେଉଛି blame and rule

  • @SanjaySethi-x9y
    @SanjaySethi-x9y 17 дней назад +6

    One and only king of odisha Sri naveen patanaik ❤❤❤❤

  • @subilkumardash6352
    @subilkumardash6352 17 дней назад +8

    Nabeen pattnayak real hero of odisha

  • @SantoshKanhar-ly8eg
    @SantoshKanhar-ly8eg 17 дней назад +6

    You right sir 👌🙏🙏🥰🙏

  • @shubhendudey5799
    @shubhendudey5799 17 дней назад +10

    Naveen babu ❤️❤️

  • @umangkumura6043
    @umangkumura6043 17 дней назад +7

    Right sir, thanks

  • @RamakantSahoo-h3v
    @RamakantSahoo-h3v 17 дней назад +4

    Very nice presentation...... Jay Naveen❤❤❤❤

  • @s.kasinathreddy3883
    @s.kasinathreddy3883 17 дней назад +3

    ନବୀନ ବାବୁ ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏

  • @sadanandasahoo3707
    @sadanandasahoo3707 17 дней назад +10

    I think 'dangerous' word is not applicable to naveen babu.

  • @asishkumarmall585
    @asishkumarmall585 17 дней назад +5

    ସତ୍ୟ ପାଠ ଭାଈ ସେ ବାହାରକୁ ଆସିବାର କାରଣ, ବିଜେପି ଡରିକି ବର୍ଷା ର କ୍ଷୟ କ୍ଷତି ଦବା ପାଇଁ ବାଧ୍ୟ ହେଇଯିବ

  • @BabulaKhilar-x6q
    @BabulaKhilar-x6q 17 дней назад +2

    BJP ଏବେ ରାଜନୀତି କରୁ ଛି କିନ୍ତୁ ନବୀନ ବାବୁ ରାଜନୀତ ର ଖେଳାଳୀ ଅଟନ୍ତି

  • @hemantadash6520
    @hemantadash6520 17 дней назад +2

    Excellent analysis 🎉

  • @abhijitnanda40
    @abhijitnanda40 17 дней назад +1

    ନବୀନ ବାବୁ ଙ୍କ ଡ୍ରାମା ଲୋକେ ବହୁତ ଦିନ ଦେଖିକି ତାଙ୍କ ମନ ରେ ଡ୍ରାମା ଟା ସତ ବୋଲି ଗୋଟେ ଭାବନା ରହି ଯାଇଛି. Mohan majhi ଙ୍କ ସତ ଟା ଲୋକ ଙ୍କୁ ଗ୍ରହଣ କରିବାକୁ ଟିକେ ସମୟ ଲାଗିବ. ଡ୍ରାମା ଦେଖିବାରେ ଅଭ୍ୟସ୍ତ ଥିଲେ ନା.

  • @ashoksethy7352
    @ashoksethy7352 17 дней назад +3

    ମୋହନ ମାଝି ର କ୍ଷମତା ନାହିଁ । ସବୁ modi ଆଉ saha କରନ୍ତି । ଲୋକ ପର କଥାରେ ପଡି BJP କୁ vote କରିଛନ୍ତି ଏବେ କଠେ ପାଆନ୍ତୁ ।

  • @Rajashreeparida-fg3bw
    @Rajashreeparida-fg3bw 17 дней назад +3

    He is our nabeen pattnaik sir not a ordinary person

  • @hemantasamal2134
    @hemantasamal2134 17 дней назад +5

    Navin the great 👍

  • @SantoshPradhan-wl2hs
    @SantoshPradhan-wl2hs 17 дней назад +7

    Chasi saha nathile bi chasi mane tanka saha achanti100%re

  • @SadanandaSaraka-z1z
    @SadanandaSaraka-z1z 17 дней назад +3

    Jai BJD.❤❤naveen sir🙏🙏🙏

  • @abanikumar5495
    @abanikumar5495 17 дней назад +2

    100% right

  • @RasmitaGrahacharya-bc3fh
    @RasmitaGrahacharya-bc3fh 17 дней назад +1

    Dhanyawad sir

  • @hrusikeshmallik3221
    @hrusikeshmallik3221 17 дней назад +1

    ଓଡ଼ିଶାର ବିଜେପି ସରକାର ନିଜ ଅପାରଗତାର ସ୍ପଷ୍ଟ ଚିତ୍ର,ଜୟ ନବୀନ ପଟ୍ଟନାୟକ ଯାହାଙ୍କ ବିକଳ୍ପ କେହି ନାହିଁ ଓଡ଼ିଶାରେ ❤❤❤❤❤

  • @skbhadra2611
    @skbhadra2611 17 дней назад +2

    ନବୀନ ପଟ୍ଟନାୟକ ଓଡ଼ିଶାର ରାଜା ❤❤❤

  • @prakashswain8811
    @prakashswain8811 17 дней назад +4

    Hari ki bi Hiro Naveen sir

  • @ankitapadhi3456
    @ankitapadhi3456 17 дней назад

    There was nobody like Satya Prakash Nayak & there won't be anyone like him either. His era was a blessing to the Odisha Media Industry. A Majestic Journalist, indeed.

  • @sudamdada2503
    @sudamdada2503 17 дней назад +2

    Jai jagannath

  • @purnachandramohanty5951
    @purnachandramohanty5951 17 дней назад +2

    Satya babu 👍

  • @pitambarnanda1591
    @pitambarnanda1591 17 дней назад +4

    ସରକାର ଉପରେ ଚାଷୀଙ୍କ ପାଇଁ ଚାପ ଦରକାର

  • @sidheswarpattnaik7209
    @sidheswarpattnaik7209 17 дней назад +2

    ବିଜେପି ସରକାରଙ୍କ ଗାତ୍ରଦାହ ହେଉଛି।

  • @muktikantaentertainment6442
    @muktikantaentertainment6442 17 дней назад +3

    Evm power mohan majhi
    Janata power nanib pattanyak.

  • @BudhuDandpat
    @BudhuDandpat 17 дней назад +1

    ସରଳତାକୁ ନେଇ ନବୀନ ଯଉ ଲକଙ୍କର ପିଚାରେ କିଳା ମରୁଛି ଗଭୀର ସହିତବୂଝ କେହି ନିଆୟପାଉ ନଥିଲେ ନବୀନ ଶାସନରେ

  • @sukurasingh663
    @sukurasingh663 17 дней назад +2

    ମୂଳ ଆଦିବାସୀ ମୁଖ୍ଯମନ୍ତ୍ରୀ ସତ୍ଯ ଡ୍ରାମା ବୟାନ ଦେଉଛି

  • @debabratasahoo9574
    @debabratasahoo9574 17 дней назад +2

    Pruthviraj is the cheapest politician and baseless statement.... He doesn't have any idea about grassroot politics.... Naveen Sir will always be a Hero forever 🙏

  • @ramachandrasahoo1470
    @ramachandrasahoo1470 17 дней назад +1

    ବିଜେପି ନେତାମାନଙ୍କର ବୁଦ୍ଧି କମ କାହକୁକଣ କହୁଛନ୍ତି ନିଜେ ଜାଣିପାରୁନାହିଁନ୍ତି

  • @SuryakantaThatoi-e7l
    @SuryakantaThatoi-e7l 17 дней назад +2

    Great riporter ❤❤❤❤

  • @bhimasensethi1965
    @bhimasensethi1965 15 дней назад +1

    Satyasarnamaskarthikkahichanti

  • @bijayakumarsahoo4693
    @bijayakumarsahoo4693 17 дней назад +2

    sundar upastapana

  • @rajibkumarpradhan1181
    @rajibkumarpradhan1181 17 дней назад +1

    Ati sundar bhai ❤

  • @lokanathsethi632
    @lokanathsethi632 17 дней назад +1

    ସତ୍ୟ ବାବୁ ନିରପେକ୍ଷ ଖବର ପ୍ରସାରଣ କରିବା ଗଣମାଧ୍ୟମ ଦାୟିତ୍ଵ।।ହେଲେ ଆପଣଙ୍କ ସାମ୍ବାଦିକତା ରେ ଟିକେ କଂଗ୍ରେସ କଂଗ୍ରେସ ବାସ୍ନା ଆସୁଛି।। ଶୁଣିବାକୁ ମିଳୁଚି କଣ ଆପଣ ନିର୍ବାଚନରେ ମୁହଁ ମାଡ଼ି ପଡ଼ିଥିଲେ

  • @MalayaMoOdisha
    @MalayaMoOdisha 17 дней назад +2

    Sir superb

  • @yourdoctor200
    @yourdoctor200 17 дней назад +1

    ଜନତା କେବେ ନବୀନ ପଟ୍ଟନାୟକ ପାଖରେ ନଥିଲେ କେବଳ ନବୀନ ଙ୍କ ପଈସା ପାଖରେ ଥିଲେ ଆପଣ ଭାଈ ସତ୍ୟ ବାବୁ ଆପଣ ନବୀନ କୁ ଭଲ ଭାବରେ ଜାଣିଛନ୍ତି, ଆପଣ ପ୍ରଥମ ବ୍ୟକ୍ତି ଯିଏ ନବୀନ ବିରୋଧରେ ସ୍ବର ଉତଳନ କରିଥିଲା

  • @b.lokanathpatro290
    @b.lokanathpatro290 17 дней назад +2

    May be BJP have the Power but NAVEEN BABU Have the people.

  • @nigamroutray7306
    @nigamroutray7306 17 дней назад +2

    Naveen is Boss

  • @sanjayakumarmohanta3893
    @sanjayakumarmohanta3893 17 дней назад +2

    Right

  • @jnanranjanswain6504
    @jnanranjanswain6504 17 дней назад +1

    Good Analysis..... 👍

  • @mahendradangua6758
    @mahendradangua6758 17 дней назад +1

    Unique journalist in odisha

  • @BudhiramSethi-y3m
    @BudhiramSethi-y3m 17 дней назад +2

    ପଇସା ଖଇକି ଯାଇଛନ୍ତି ଜନତା ମାନେ ନବୀନ କୁ କଉ ଶଳା ଭଲ ପାଉଛି ଖାଲି ଲୋକ ଦେଖାନୀୟ ଯିବା କଥା

  • @Dメgaming
    @Dメgaming 17 дней назад +2

    Naveen sir hero

  • @sarojpanigrahi3574
    @sarojpanigrahi3574 17 дней назад +1

    Thks to you independent news

  • @reganpradhan2024
    @reganpradhan2024 17 дней назад

    Thanks Sir

  • @user-jaynaveen
    @user-jaynaveen 17 дней назад +1

    Right sir

  • @DilipBehera-rr9vx
    @DilipBehera-rr9vx 17 дней назад +1

    ଜୟ ଜଗନ୍ନାଥ ନବୀନ ପଟ୍ଟନାୟକଙ୍କୁ

  • @xryuvraaj6833
    @xryuvraaj6833 7 дней назад +1

    ଓଡିଶା ରେ ଏଇ ଯେତେ ଜନତା ନବୀନ ର ଗୁଣ ଗାନ କରୁଛନ୍ତି ଏମାନେ ସବୁ ମାଗଣା ଖିଆ ଲୋକ , ଏମାନଙ୍କୁ ପୁନି ଥରେ ଚାଉଳ 5 କେଜି ଦରକାର , ଆଳୁ ବି କମ୍ ଦାମ ରେ ଦରକାର କିନ୍ତୁ ନିଜେ କେବେ ଚାଷ କରିବେନି .

  • @purnachandramohanty5951
    @purnachandramohanty5951 17 дней назад +2

    Jay naveen sir Jay

  • @abhishekpattanaik9133
    @abhishekpattanaik9133 17 дней назад +3

    Naveen Sir is the whole University

  • @RanjitMahapatra-hs3kk
    @RanjitMahapatra-hs3kk 16 дней назад

    Thank you sir for best analysis❤❤❤

  • @saubhagyakumarmohapatra1141
    @saubhagyakumarmohapatra1141 17 дней назад +1

    ଆପଣଙ୍କ ଭଳି ନିରପେକ୍ଷ ସାମ୍ବାଦିକ ଆଜିର ଦିନରେ ବିରଳ

  • @nimaincharanbiswal4211
    @nimaincharanbiswal4211 17 дней назад +1

    ଦାନା ବାତ୍ୟାର ପଇସା ଆଣି ଖାଇଗଲେ
    ଏବେ ଧୋଇଯିବା ଫସଲ ପାଇଁ ଯୋଜନା କରୁଥିଲେ ନବୀନ ପଟ୍ଟନାୟକ ତାଙ୍କ ମୁଖା ଖୋଲିଦେଲେ

  • @arupkumardas7632
    @arupkumardas7632 17 дней назад +1

    Right ❤ Naveen sir is great ❤❤❤❤❤

  • @bishnucharantripathy8938
    @bishnucharantripathy8938 17 дней назад +2

    Would you please honestly speak what Modiji has done for the farmers of India in the last 10 years?

  • @PrafullachDas-n6c
    @PrafullachDas-n6c 17 дней назад +2

    ଭାବୁଥିଲି ସାମ୍ବାଦିକତାରେ ପରିପକ୍ଵତା ଥିବ କିନ୍ତୁ ତୁମର ଏ ବୟାନ ବାଜି ପାଗଳର ପ୍ରକାପ ପରି ମନେ ହେଉଛି । ନବୀନ ବୁଲୁଛି ସତ କିନ୍ତୁ ଜନସାଧାରଣ ଦ୍ଵାର କେତେ ସମାଲୋଚିତ , ନିନ୍ଦିତ ଓ ଘୁଣାର ପାତ୍ର ହେଉଛି ତାହା ତୁମ ପରି ବାଚାଳ ଘରେ ବସି କାହୁଁ ଜାଣିବ ?

    • @mykitchenlibrary2749
      @mykitchenlibrary2749 17 дней назад

      କଣ ଭାଇ ନବୀନଙ୍କ ପାଇଁ ଏତେ ଘୃଣା କଣ ପାଇଁ।ଏତେ ଅନ୍ଧଭକ୍ତ କଣ ପାଇଁ।ଜମା ଭଲ ନୁହେଁ।

  • @ASESHKUMARPRADHAN-ll4qo
    @ASESHKUMARPRADHAN-ll4qo 16 дней назад

    ଅତି ସୁନ୍ଦର ତୁଳନା । ଓଡ଼ିଶା ର ବୁଦ୍ଧିଜୀବୀ ସମସ୍ୟା ସମାଧାନ ଦିଗରେ ଚିନ୍ତା ନ କରିବାର ପରିଣାମ ହେଉଛି ଏହି ସବୁ ।

  • @ManasBehera-vc8ty
    @ManasBehera-vc8ty 17 дней назад +2

    Naveen sir right

  • @abhilashor007
    @abhilashor007 17 дней назад +2

    Perfect Analysis

  • @rajeshbhoi2464
    @rajeshbhoi2464 17 дней назад +3

    ଏହାର କାମ ହେଲା ଯିଏ ସରକାରରେ ଥିବ ତାକୁ ବିରୋଧ କରିବ। ଆଗରୁ ବିଜେଡି କୁ ଏମିତି ବିରୋଧ କରୁଥିଲା।

    • @rajajena-xh2gn
      @rajajena-xh2gn 17 дней назад +2

      ଗୋଦି ମିଡ଼ିଆ ଦେଖି ଦେଖି ଅଭ୍ୟାସ ହେଇଯାଇଛି ସେଥିପାଇଁ ସମସ୍ତଙ୍କୁ ଗୋଦି ମିଡ଼ିଆ ଭାବୁଛ କି

    • @RajeshRaj-qk3vo
      @RajeshRaj-qk3vo 17 дней назад

      Tote bhadua bhala katha khile to gandi Fatuchi

  • @BharatMohanty-g3t
    @BharatMohanty-g3t 16 дней назад

    Thank you you right bhagan apanku valre rakhantu

  • @sushantkumarbhol758
    @sushantkumarbhol758 17 дней назад +1

    ଆଇନ୍ ମନ୍ତ୍ରୀ ବାଚାଳାମି କରୁଛନ୍ତି।
    କେବଳ ନବୀନ

  • @ajitkumarsamal7202
    @ajitkumarsamal7202 17 дней назад +2

    Navin Sir nka pakhare power nanhi sina hele public nka pakhare achhi. Public chanhile panchayat election re aau next state election re power show dekheidaba.

  • @PrasantaMahapatra-w7q
    @PrasantaMahapatra-w7q 17 дней назад

    Very good taking