A eta sabutoo best episode.....kete Sundar e show ra chintadhara......khinbin charkar hoithiba paribar ekathi heba.....bahut vala❤❤❤ really practically based show kale duniya change hoijiba .....Rama rajya hoijibaaa❤
Really very interesting story a show pain Mihir Sir thile perfect hoithanta hele Sukant bhai apana b kichhi kam nuhanti bhala karuchhanti.A intelligent pua pain sure gote claugh nihati darkar Bahh bahh re to purusa pania.Ajira a purusa pradhan desha re b emiti mahan purusa achhanti janiki proud feel heuchhi.
Mo ra anurodha samstanku jiye Nisha khauchhanti tanku Nisa nibarana Kendra re na chhadiba pain, Nisa nibarana Kendra re badei badei maridauchhanti, Ama ghara pakhare 2jana lokanku badei badei maridele
How disgusting he is !! I just want to slap the husband too hardly...such a bad thinking he has ...racism ...she is a nice lady ...lukng beautiful...that man doesn't deserve this girl .just leave the man who never understand ur feelings but only judge u on ur personality nd appearance
ଏ ଭଳି ସ୍ତ୍ରୀ ଲୋକ ର ପାଦ ତଳେ କୋଟି କୋଟି ପ୍ରଣାମ, ସେଥି ପାଇଁ ତ ନାରୀ କୁ ସଂସାରରେ ସବୁଠୁ ମହାନ୍ ର ଆଖ୍ୟା ଦିଆଯାଇଚି, ଭଗବାନ ଏ ସ୍ତ୍ରୀ ଲୋକକୁ ସବୁ ବେଳେ ସାହାସ ଭରସା ଓ ଧର୍ଯ୍ୟ ଦିଅନ୍ତୁ ସେ ଯେମିତି ତାର ଛୁଆ ଓ ଭୁଲ ଚିନ୍ତା ଧାରା ଥିବା ସ୍ୱାମୀକୁ ନେଇ ସାରା ଜୀବନ ଖୁସିରେ ରହୁ ଜୟ ଜଗନ୍ନାଥ
ଯାହାକୁ କୁହନ୍ତି ପର ବୁଦ୍ଧିଆ କିଛି ସାଙ୍ଗ ମାନଙ୍କ ର ଘର ଭଙ୍ଗା ନିତି, ନିଜ ବୁଦ୍ଧି ରେ ବାଟ ଚାଲ। ସୁଧୀର ଯା।
ସୁକାନ୍ତ ଭାଇ seriously ଏଇ epishode ଟା ଦେଖିଲେ ବହୁତ୍ ହସ ଲାଗୁଚି ସେ ଗୋରା ମଣିଷ ଜଣଙ୍କ କଥା ସୁନିକି 😁😁😁😁😁😁
7u😮Ivy by rt
@@mohonmohanty7275 thanks
@@mohonmohanty7275 thanks
ସେ ଲୋକ ଯୋଉ ଭଳି ଭାବେ ଦାୟିତ୍ଵ ହିନ ଭଳିଆ କଥା ବାତ୍ରା କରୁଛି ସିଏ ନିଜକୁ ନିଜେ କହିବା କଥା ମୁ ପାଗଳ ମୋତେ କରେଣ୍ଟ ଦିଅ କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ୍ ଭଗବାନ୍ ତାଙ୍କର ସବୁ ଇଚ୍ଛାକୁ ପୂରଣ କରନ୍ତୁ 🙏 ଜୟ ଜଗନ୍ନାଥ 👏
ନୁଆ ନୁଆ ବାହାଘର ହେଲାବେଳେ କଳା ହୋଇ ନଥିଲା ,,ତିନୋଟି ଛୁଆ କାଡ଼ିଲୁ ସେତେବେଳେ କଳା ହୋଇ ନଥିଲା..ଏବେ ୩୫ Year ହେବାକୁ ଜାଉଛି ଏବେ କଳା ହୋଇଗଲା..ଷଳା ତୁ କେତେ ଗୋରା କି ?
ଏଇ ମଘିଆ କୁ ମାଡ଼ ଦରକାର❤
ସ୍ବାମୀ ଜଣଙ୍କ ଅରୁଆ ଚାଉଳ ପରି ଗୋରା 😝ଏମିତି କିଛି ପୁରୁଷ ଙ୍କ ପାଇଁ ସାରା ପୁରୁଷ ଜାତି ବଦନାମ୍ ହଉଛନ୍ତି
😂😂😂😂😂😅😅😅
Bhai aruaa chaula pari gora 🤣🤣🤣🤣🤣🤣🤣🤣
Bro janhi manjipari gora chaula nuhen...🤣😂
Hahahaha
😂
ନାରି ନୁହେଁ ତୁ ନାରାୟଣୀ ତମକୁ କୋଟି କୋଟି ପ୍ରଣାମ 🙏🙏🙏🙏
ସଳା ତୁ ନିଜେ କଳା ସେ ଝିଅକୁ କାହିକି କହୁଛୁ
ସଳା ତୋତେ ସରମ ଲାଗୁନି
ତାକୁ ତାର ସାଙ୍ଗ ମାନେ କହିଛନ୍ତି ଯାହା ପଚାରିବେ ଆଖି ବୁଜିକି ଆଜ୍ଞା ହିଁ କହିବୁ ବୋଲି😅😅
Hm yr
ଇଏ ସୁନ୍ଦରୀଆ ଟା ତ
କୋଉଠୁ ଉଠେଇ ଆଣିଛ ଏ ନମୁନା କୁ ....
ଆ କଥା ଶୁଣିଲାରୁ ମୋ ମୁଣ୍ଡ ଖରାପ ହେଇ ଯାଉଛି।
Kou valia loka achhanti e dunia re achhanti
ସବୁ ବେଳେ ତ ମନ ରେ ଗୋଟେ feeling ରହୁଛି ଆଉ 😂😂😂😂 epic dailog
I love you
Om😅g
😂
Dine kamaku gale 4 Dina bulanti epic line 🤣🤣🤣🤣🤣🤣🤣🤣
😂😂😂😂
ସବୁବେଳେ ତ ମନରେ ଗୋଟେ ଫିଲିଗ୍ସ ଆସୁଛି ଆଉ 😅😂😅
ପେଟେଣ୍ଟ ମେଡ଼ିସିନ ଦରକାର
Pua ta ta mane mane bahut sundar bhauchi, sei jhia ta ra cutting kate sundar🎉
Exactly
Jhia ta bahut bhala...he bhagwan ki manisha ae lokata chhi chhi
ସେ ମାକୁ କୋଟି କୋଟି ଜୁହାର 🙏🙏🙏🙏🙏
ମୁଁ ଏଇ ସ୍ତ୍ରୀ ଲୋକ କୁ ବିବାହ କରିବି ଯଦି ରାଜି ହେବେ❤❤❤
Funniest episode I've ever seen but his wife's smile very sweet.god bless them.
I can marry this lady if she is Reddy❤
@@EVENTHOUGH-ux1mbX44 contact Kari ki dekha kana reply asuchhi.mate kahile mun Kan Kari paribi😂😂
ବହୁତ ସୁନ୍ଦର ଚେନେଲ ସାର ବାସ୍ତବରେ ଆଶାରେ ଆଲୋକ
ଏ ଚୋର ଟାକୁ ଖାଲି ଚପଲ ମାଡ ଦରକାର ହାରାମି କୁକୁର, ଭାସା ବି ମନପଡୁନି
😂😂😂😂
Kukura gotay gruhapalita pashuu.eee hevuchiii MRUGAA
ସୁକାନ୍ତ sir🙏 32 mint ଆଉ ମୁଁ ହସି ପାରିବିନି sir ହସି ହସି ଗଡି ଗଲିଣି😂😂😂😂
😂😂
ବାଜେ ଲୋକଟା ଅତି ଭଦ୍ର ଦେଖଉଚି
Excellent service. May God help u sirs,mam
ଏ ଶଳା କୁ ଖାଲି ମାଡ଼ ଦରକାର
କଲା ସ୍ତ୍ରୀ ପାଖରେ ସୋଇ ଛୁଆ କଲା ବଲୁକୁ ମଜା ଲାଗିଲା ଶଳା ମେଣ୍ଟାଲ ଦୋଷ ଅଛି
Right bhai
Aeta harami ta.Salaku laja nabi.
Salaku Laja nahi hasuchi.
ଅଦ୍ଭୁତ ମଣିଷ ରବି । ସ୍ୱାର୍ଥପର,ଅଳଶୁଆ ,
କର୍ମକୋଢିଆ ମଣିଷ ରବି ।ନିଜେ ଜହ୍ନିମଞ୍ଜି
ଠାରୁ ଟିକିଏ ଗୋରା ।ତଥାପି କଳା ସ୍ତ୍ରୀ କୁ
ଘୃଣା । ତିନୋଟି ଛୁଆ ?? ନିଷା ମାଡରେ ??
ଧନ୍ୟବାଦ ସେ ସ୍ତ୍ରୀ କୁ ଯେ ହାଡଭଙ୍ଗା ପରିଶ୍ରମ କରି ଛୁଆମାନଙ୍କୁ ସମ୍ଭାଳିଛି ।।
ଧନ୍ୟବାଦ ଆଶାର ଆଲୋକ ମଞ୍ଚ କୁ ।
ମହିମା ଅଲେଖ ନିରଞ୍ଜନ । ଶରଣଂ।
ତା ପଛ ଆଡୁ ଗୋଟେ କଣ ପୁରେଇ ଦିଅ ସବୁ କଥାରେ ଆଜ୍ଞା କହିବା ଛାଡ଼ି ଯିବ। ସାଙ୍ଗ ସାଥି କହନ୍ତି ତୋ ସ୍ତ୍ରୀ କଳା ଆଉ ତୋତେ କହନ୍ତି ତୁ ଗୋରା ଟୋକା
Sukant sir......🙏
U are very handsome.....🔥
Mam ଙ୍କ ପ୍ରଶ୍ନ =: ସୁନ୍ଦର ଝିଅ ଟିକୁ ବାହାହେଲେ କଣ 12 ଟା ଛୁଆ ଜନ୍ମ କରିଥାନ୍ତେ 👶👶?
ସେ ବ୍ୟକ୍ତି ଙ୍କ ଉତ୍ତର =: aangya 😂😂😂😂😂
😂😂😂😂
😂😂😂😂
😂😂😂😂
ପର କଥାରେ ପଡ଼ି ନିଜ ଘର ପରିବାର ଭାଙ୍ଗି ଦେବା ଉଚିତ୍ ନୁହଁ। ରବି ବଡ଼ ବଦମାସ୍ କାରଣ ସେ ନିଜେ କିପରି ବୁଝିବା ଉଚିତ୍ ।ଗୋପବନ୍ଧୁ ସାର, ରାଜ ଲକ୍ଷ୍ମୀ madam ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।💖🌹🌹💖👍😁
Park bula auu 😂😂😂😂😂😂😂😂😂😂😂😂😂😂😂😂😂😂😂
ଆଜି କାଲି ର କିଛି ପୁରୁଷ ମାନେ ନିଜ ର ସ୍ତ୍ରୀ କୁ ଅସୁନ୍ଦର କହୁଛନ୍ତି ହେଲେ ଅନ୍ୟର ସ୍ତ୍ରୀ ଏମାନଙ୍କୁ ସୁନ୍ଦର ଦେଖାଯାଆନ୍ତି ଏମିତି କିଛି ଖରାପ୍ ପୁରୁଷ ମାନଙ୍କ ପାଇଁ ସ୍ତ୍ରୀ ମାନେ ବହୁତ୍ କଷ୍ଟ ପାଆନ୍ତି
Vhai great yar
ସୁଶାନ୍ତ ସାର୍ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ତାଙ୍କୁ ପେଟେଣ୍ଟ ମେଡିସିନ ଦରକାର ସାଙ୍ଗ ମାନଙ୍କଠୁ ଟିକିଏ ଦୁରେଇ ରହିବାକୁ କୁହନ୍ତୁ
Tame bahut bhala karicha
ଧନ୍ୟବାଦ 🙏🙏🙏🙏
A eta sabutoo best episode.....kete Sundar e show ra chintadhara......khinbin charkar hoithiba paribar ekathi heba.....bahut vala❤❤❤ really practically based show kale duniya change hoijiba .....Rama rajya hoijibaaa❤
A rabi ta janhi manji pari gora 😀😀😀
Op bro
😂
Thank you madam
Mu hasi hasi gadilini 😂😂😂 ki loka
re vai 😢
Exactly me too
Tara filing rahuchi se kn kariba😅😅😅
Jai Jagannath
ଏ ପିଲା ଟା ଗୋଟେ ଅଳସୁଆ ଆଉ ମୂର୍ଖ
Agoga. Ghaita. Sudu. Marigeba. Dakar. Good. Wife. Welcome. Vedio. Very. Happy. Thanks
ଆଉ ହସି ପାରିବିନି..... ସେଇ feelings ଟା ରହି ଗଲା ଆଉ 🤣🤣🤣
Really very interesting story a show pain Mihir Sir thile perfect hoithanta hele Sukant bhai apana b kichhi kam nuhanti bhala karuchhanti.A intelligent pua pain sure gote claugh nihati darkar Bahh bahh re to purusa pania.Ajira a purusa pradhan desha re b emiti mahan purusa achhanti janiki proud feel heuchhi.
Comment padhibaku asecha like kara😂 😂😂😂😂
Chandan,,,jajpur,Dist,
Mem u right
Nihati pagala k mental Loka ta .......😂😂😂 Sabu kathare hasa au Agyan 😂
thik kahichanti 🤣🤣
Aagyan 🤣🤣
His wife Is so great n matured
😊
Taku thanks darkar au pahar
Sukanta sr valalagila
Ohh may God
💗💗
ମୋ ମନ ରେ ଗୋଟେ fillings ଆସୁଛି ଆକୁ ଏତେ କଥା ବୁଝଉଚ କାହିଁକି ମିଶିକି ଗୋଟେ ଉତ୍ତମ ମଧ୍ୟମ ଦିଅ। ମୁଣ୍ଡ ଦୋଷ ଛାଡ଼ିଯିବ ।
Nice❤ story🎉❤❤❤❤❤❤
Mo ra anurodha samstanku jiye Nisha khauchhanti tanku Nisa nibarana Kendra re na chhadiba pain,
Nisa nibarana Kendra re badei badei maridauchhanti,
Ama ghara pakhare 2jana lokanku badei badei maridele
Gopabandhusir. Israel jaj
ସୁକାନ୍ତ ଭାଇ ସିଏ ପୁଅ ତା ମୁଁହ କେବେ ଦେଖିଲାଣି ସିଏ ନିଜେ କଳା ଚାଲୁଣୀ କହୁଛି ଛୁଞ୍ଚି ତୋ ପଛରେ ଗୋଟିଏ କଣା ଛୁଞ୍ଚି କହୁଛି ତୋ ପଛରେ ଅନେକ କଣା ତାପରେ ଛୁଞ୍ଚି କହୁଛି କଣ ଆଖି ଛୋଟ୍ କାନ ବଡ଼ ସେଥି ପଛ ଦେଖି ପାରୁନୁ ହସ କଥା
This mental man laughing style like Prangya bhai comedian😃🤣
Sabubele ta mana ra feelings rohuchhi aau 😂😂😂
😂😂😂
"Tapare" wording hits different 😂😂
Asara aloka namdar
ଅଜବ ପୁରୁଷ ଏ ଲୋକ ଛି,ଛି, ଛି
Dry ver ing 😍😍 33 :15
Sukanta sir se gora jhia pai asi6i
Nisa maharana ku baha kari dia
😡😡😡😡😡
Pura 💯 right
Bhai kana kahuchha😂😂😂😂😂
ମଣିଷକୋ ରୋଗୀ
ପ୍ଲିଜ୍ ସୁକାନ୍ତ sir ଙ୍କୁ ଅନ୍ତୁ
Khali ta fillings
24:50
ଅଟା ଗୋଟେ ପାଗଳ ଆକୁ ମାଡ ଦରକାର
ଶଳା ଅଳସୁଆ ନିଲଠା
A loka too stree loka bi sundar achhi a Sala ku dekhile raga laguchhi 😅😅😅😂😂
Tike park jiba 😂😂
Super Jodi
ଡ୍ରାଇଭର ହୋଇଥିଲେ ଦଶଟା ମାଇକିନା ରଖି ଥାଆନ୍ତେ। ଏ ଲୋକଟା।
ଏଇ ଟା ପାଗଳ ଟା
12 ta chhua janma karithante- Aagyan 😂
Sukant sir Anganwadi ta 12:00am re chhuti hue kuni ta bepara sariki 04:00Pm re asuchhi ta chhuata kaha pakhare rahiba ?
Purusha pila kn Rossi Kari pariba …Aagyan 😂Aagyan Aagyan😂 sala munda dosa achhi eta ra
Mata sa lakaku badaiba ku icha haucu
How disgusting he is !! I just want to slap the husband too hardly...such a bad thinking he has ...racism ...she is a nice lady ...lukng beautiful...that man doesn't deserve this girl .just leave the man who never understand ur feelings but only judge u on ur personality nd appearance
He an example of Disgusting
People should judge based on personality
15:34 Anya kau Ravi taku jemiti hatadar karibani😂🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣
Nice👍
ଶଳା କୁ ମାଡ଼ ଦରକାର୍
15 ru 17 min episode was wonderful 😅
ସଳା କୁ ଜେଲ ପଠାଅ ପାଗଳ ଟା
One of remarkably wonderful episode ever watched till date. Juries even speechless.
ସାର ତା ମୁହଁରେ ଦିଇଟା ପକଉନା ଚୀପଡା
ସାର ଏ ସଳା କୁ ଖାଲି ମାଡ଼ ଦରକାର
Are rabi aau kichhi nua kathha kaha khali ta aagyan 😂😂😂feeling rahi gala😁😁😁rabi kathati bahut bhala lagila
ଏଇଟା ମଣିଷ ନା ଭୁତ ? ଏଇଟାକୁ ଖାଲି ବାଇଡଙ୍କ ଲଟା ରେ ପାହାର ଦରକାର ଏଇଟା mentally abnormal ଲୋକ ଏଇଟାକୁ ପାଗଳ ଖାନା ପଠେଇ ଦିଅନ୍ତୁ
Kala jhia dekhila pasanda like karunathila kintu pakha pakhi rahiba Pani family plan Kariba Pani pasand asuthila
Swami janaka nijaku aenare dekhichanti ta😂
ତ ଚେହେରା ଦେଖ ଆଗ ମ ତୁ କେମିତି କା
Ohh bou la😂😂😂😂😂
Ki adbhuta manisa eta. Kou duniya re rahuchi ei manisa. Bichara Stree au ta chua.