E bhauni Ku mora koti koti namaskar tame stree jati Pai gote prerana. Dhanya tame. Thakuranku etiki prathana Tama husband bhala manisha tie heijantu tanka bhul bujhipari
i will realy heart sup to urnila madam i will pray to god to give his bleasing keep it up lastly iam salut to urmila madam all leadylearn to urmila madam
ଧନ୍ୟ ତୁ ନାରୀ,ତୋତେ ପ୍ରଣାମ 🙏
ଧନ୍ୟ ଏ ଲୋକ ର ମଣିଷ ମୋରୋଦ ପଣିଆ ଆଉ ଏ ନାରୀ ଙ୍କୁ ଶହେ ସଲାମ ଧନ୍ୟ ଏ ନାରୀ ଯେ ପର ଛୁଆ କୁ ନିଜ ଛୁଆ ଭାବି ଲାଳନ ପାଳନ କରୁଛନ୍ତି ଏଣୁ ଏ ନାରୀ ଙ୍କୁ ଧନ୍ୟବାଦ
😅
@@medinipatel2079😊😊😊😊😊😮😮😊
ସତରେ ଭଉଣୀ ଙ୍କ କଥା ହୃଦୟ କୁ ଛୁଇଁ ଗଲା,❤️❤️❤️❤️🙏
ଏ ସମାଜ ର ସବୁ ନାରୀ ଙ୍କ ପାଇଁ ତୁମେ ଗୋଟେ ଉଦାହରଣ 🙏🙏🙏
କେତେ ସୁନ୍ଦର ମା କିନ୍ତୁ ତାଙ୍କ ଭାଗ୍ୟ ରେ ଖାଲି ଦୁଃଖ 😢😢😢😢
ଏ ଲୋକଟା ଅଳସୁଆ ଟା ପୃଥିବୀକୁ ଭରା 🙏🙏🙏🙏
ଧନ୍ୟବାଦ.. ସେ ମାଆ କୁ... କୋଟି କୋଟି ପ୍ରଣାମ 🙏🙏🙏
ଏମିତି ନାରୀ ଜଗତରେ ଅଛନ୍ତି, ଭଗବାନ ତାଙ୍କ ପାଇଁ ଭରସା ହୁଅନ୍ତି।
Dhanya tume devi
ଆଶାର ଆଲୋକ କୁ ମୋର ପ୍ରଣାମ
ଏଇ ଦୁନିଆରେ ବିନା ସ୍ୱାର୍ଥରେ ଜଦି କିଏ ଭଲ ପାଉଛି ତାହାଲେ କେବଳ ସେହି ମା ❤
ଏହି ମହିୟସୀ ମା ଙ୍କୁ ମୋର କୋଟି ସଲାମ❤❤❤ ଏ ସମାଜରେ ତୁମେ ହେଉଛ no1 ଉଦାହରଣ
ବଢିଆ ମାନୁଛି ଯୋଡ଼ି ଦୁହିଁଙ୍କର
ମନରେ ହେଇଛି ଫାଟ ।
ମଦୁଆ କୋଢିଆ ପୁରୁଷଟା ପାଇଁ
ଲାଗିଛି ଏସବୁ ନାଟ ।
ଏଗାଲୁଆକୁ
ଜତାରେ
ସକାଳ
ସନ୍ଧ୍ୟା ରେ
ଶେକିବାର
ଅଛି
ଏମିତି ମା'କୁ ଶହେ ସଲାମ।ଆପଣଙ୍କୁ ଭଗବାନ ସହିବାର ଶକ୍ତି,ସାହସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ।
ଏହି ମାକୁ ମୋର ହୃଦୟରୁ କୋଟି କୋଟି ପ୍ରଣାମ 🙏🙏
😅😊😅🎉😢 ki
Mo taraf ru bi🙏🙏🙏
ଏ ମାଆଙ୍କୁ ଶହେ ସଲାମ🙏🙏
ଏଭଳି ସ୍ତ୍ରୀ ପାଇଲେ ଜୀବନଧନ୍ୟ❤❤❤❤❤
❤️❤️❤️❤️❤️
ସାବତ ମାଆର ମହାନତା ଖୁବ୍ ଉଚ୍ଚ କୋଟୀର।
ଆମ ଦେଶର ନାରୀ ମହାନ୍।
ଧନ୍ୟରେ ବାପା ତୁ ଧନ୍ୟ
ଧନ୍ୟ ତୁ ନାରୀ ଆମର ଆଶୀର୍ବାଦ ଦେଉଛି
ତୋପୁରସ ପଣିଆ ଛି ଛି ଛି ଛି ଛି ଛି ଛି
ହେ କୋଟି କୋଟି ଓଡିଆଙ୍କ ମାଉଡ ମଣି ଜଗନ୍ନାଥ କି ଲୀଳା ତୋର ପ୍ରଭୁ ସାହସ ଦିଅ ଏ ମହିଆସି ମାଆ ଙ୍କୁ ❤❤❤
❤ OT କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍,ଏପରି ଏକ ପଦକ୍ଷେପ , ଯାହା ସମସ୍ତଙ୍କ ମନକୁ ଛୁଇଁ ପାରିଛି । ଦୁଇଟି ହୃଦୟକୁ ଯୋଡୁ ଥିବା କାର୍ଯ୍ୟକ୍ରମ ଯାହାର ନାମ ଆଶାର ଆଲୋକ 🌹🌹🌹💖💖
All the best
ଏମିତି ମାଆ କୁ କୋଟି କୋଟି ପ୍ରଣାମ 🙏🙏🙏🙏
ନାରୀ ତମେ ଉଦାହରଣ ନାରୀ ଜାତି ପାଇଁ
ଧନ୍ୟ ତୁମେ ମହାନ ନାରୀ ତୁମଙ୍କୁ କୋଟି ପ୍ରଣାମ
ମହାନ ମା ଆପଣଙ୍କୁ ହୃଦୟ ରୁ କୋଟି ପ୍ରଣାମ 🙏🙏🙏
Maa tumaku koti koti pranam...🙏
Maa tu sabubele great ❤❤❤❤❤❤❤❤❤
No 1 episode of the aasara aalok Otv and example for women's society urmila. I am salute for Madam
Tq ଉର୍ମିଳା ଦିଦି..... ଆପଣଙ୍କ ବୁଦ୍ଧି କି 🙏🏿🙏🏿🙏🏿🙏🏿 ଦିଦି
Maa tate Pranaam🙏🙏🙏🙏
🙏 you are great mother
Urmila ra Maa Bapa Dhanya...... Emiti gote Laxmi Pratima Jhia ku janma karichhanti
Ee Mahan Nari Urmila Maa ra Padatale mora koti prannam....... 🙏🙏🙏
A salute for my dear sweet sister.its the golden episode.
A lot of love and best wishes to next life.
Very nice 👍 and heart touching love stories
Amiti stree bahutt bhagya re thile mile 🙏🙏🙏
Nice episode,very heart touching..❤
Good mother ❤
ସତରେ ମା ତମେ ମଣିଷ ନୁହଁ ଏ କଳି ଯୋଗର ଦେବୀ ହେ ଦେବୀ ତମଙ୍କୁ କୁଟି କୁଟି ପ୍ରଣାମ 🙏🙏🙏🙏🙏🙏🙏🙏🙏
Amiti sabata au Aamiti Street bhagyare thile mile 🙏🏻🙏🏻🙏🏻
ସମସ୍ତ କଳାକାର କେତେ ହସିଥିବେ back କ୍ୟାମେରା ରେ ମୁଁ ଭାବୁଛି 😀😀😀😀😀😀
Right
😂😂😂
ସତରେ ଭଉଣିଙ୍କର କଥା ହୃଦୟକୁ ଛୁଇଁଲା ଏଭଳି ସ୍ତ୍ରୀ ପାଇବା ଭାଗ୍ୟରେ ଥିଲେ ମିଳେ ଭାଇ
Thank You Urmila '
You Are Great !
Urmila Devi nku moro koti koti pranam.....🙏🙏🙏🙏🙏🙏🙏
Ishswara babu sudhuri jaantu...
Thankyou all members of asara aloka and I salute Urmila ji
Miss u ମିହିର sir
ମୁଁ ପୁରାଣରେ ପଢ଼ି ଥିଲି ଦଶରଥ ମହାରାଜ 3 ଟି ବିବାହ କରି ଥିଲେ କିନ୍ତୁ ମୋତେ ଲାଗୁଛି ଏହି ପରି ମହାନ୍ ଝିଅ ମାନେ ସେହି ମହାନ୍ ଦେବି ମାନଙ୍କ କିଛି କଳା ନେଇ ଜନ୍ମ ଗ୍ରହଣ କରି ଛନ୍ତି
ଭଉଣୀ ଦୂରରେ ଥାଇ ଏତିକି ଆଶୀର୍ବାଦ କରୁଛି ଭଗବାନ ତୋତେ କୋଟି ପରି ମାଉ ଦିଅନ୍ତୁ
ଜୟ🙏 ଜଗନ୍ନାଥ🙏 ତୁମ୍ଭେ🙏 ହିଁ ଭରସା🙏😭😭😭😭😭😭😭😭😭
କ
Dhanya Tume didi, dhanya Tume maa Tumo ku koti namoskar ❤❤❤
An example of great motherhood
Love you maaa ❤tama pari jadi sabu sabata maa eamiti badali jaithinte dunia badali jaithanta 🙏
Sukanta sir kn kahile mo...se actually panji dekhichanty ...date ta baharuni ...😂😂😂😂😂😂😂..sir u r really such a good person
Really heart touching episode🎉🎉🎉🎉
Really heart touching episode
😊😊
Ea bhali maa nku mora koti koti pranam🙏🙏🙏🙏🙏🙏
ଏମିତି ସ୍ତ୍ରୀ କୁ ଶହେ ସଲାମ
Maa tamaku koti pranam
Emiti maa nku mora binamra pranam karuchi
Dhanya bad Bhaumi tuma ku ahut bahut Salam m0r
Amiti Maa ku sahe 🙏🙏🙏
Salute to 😢 this amazing woman
Tame hin maa ra paribhasa🙏🙏🙏
ଏମିତି ମହିଳା କ୍ଙୁ ବହୁତ ବହୁତ ଶୁଭେଚ୍ଛା
Emiti narinku bahut dhanyawad 🙏🙏 prakruta nari tume bhagawan saha huantu🥰🙏🙏
Bahutasundara
ଧନ୍ୟ ଏ ମା ମୁଁ ମୋ ଜୀବନରେ ଏମିତି ମା ଦେଖିନି
ମା ତମେ ଗୋଟେ ଦେବି 🙏🙏🙏🙏
16min ru 17 min episode was wonderful 😅
Emiti nariku salute
Satare maa tame bahut bhala ❤❤❤❤
Best maa
ଆଶାର ଆଲୋକକୁ ମୋର କୋଟି ପ୍ରଣାମ
ଏଇ ଅଧ୍ୟାୟ ଟି ସବୁଠାରୁ special🙏ଏମିତି ମା ସତରେ 🙏କିନ୍ତୁ ଏ ପୁରୁଷ ଟିର ପାଦ ଧୂଳି ଦିଆସିଲି packet ରେ ରଖିକି direct ଆଲମିରା ରେ ରଖିବା କଥା 😂
🙏🙏 ଶବ୍ଦ ନାହିଁ ତୁମ ପାଇଁ କହିବାକୁ 🙏🙏
Emiti sabata maa ki sahe salam
Great maa
ବହୁତ ସୁନ୍ଦର
Mo bopala a loka pakhare bashi kathaa hele Mora heartattck hoi jiba😂😂😂😂😂😂
The lady sets an example
ଏପରି ପୁଅ କୁ ସବୁଦିନ ପାଇଁ ସୁଦି ହୋଇଯିବା ଦରକାର 🙏🏼
Right bhai
Thik
Bahut badhiya episode ✌
Real urmia i salute you
ୟାଙ୍କ ମାଆ ପାଇଁ ଗୋଟେ ଲାଇକ କରନ୍ତୁ
କାମ କର ଓ ପରିବାର ପୋସ ନିଶା ଛାଡ
E bhauni Ku mora koti koti namaskar tame stree jati Pai gote prerana. Dhanya tame. Thakuranku etiki prathana Tama husband bhala manisha tie heijantu tanka bhul bujhipari
ସତକଥା ଭଉଣୀ ତୁମେ ନାରୀ ଜାତୀ ପାଇଁ ଏକ ଉଦାହରଣ
ଗୋପବନ୍ଧୁ sir ନମସ୍କାର । ଗୋପବନ୍ଧୁ sir ଠିକ କହିଲେ ଏ ସଂସାର ରେ କୋଉ ଭି ପୁଅ କି ଝିଅ ଜୀବନ ଥିଲା ପର୍ଯ୍ୟନ୍ତ ନିଜ ମା ବାପା ଙ୍କ ଋଣ କଦାପି ସୁଝିପାରିବେନି
Didi you great 🙏
ଧନ୍ୟ ତୁ ମା କୋଟି କୋଟି ପ୍ରନାମ୍
Didi bhaut bhala(bhala loka ku bhagabhan dukha he dehitanti) 😢😢
ଏଭଳିଆ ଲୋକର ହାତଗୋଡ କାଟି ଭିକ୍ଷା ପାଇଁ ଛାଡି ଦେବା ଉଚିତ
You are grate lady ❤❤ l am proud of you
❤❤maa🙏
I salute you urmila mam
ହେ ଭଗବାନ ୟେ ନିଆରା ଲୋକଟେ
ଏ ମାଆ କୁ ମୁଣ୍ଡ ନୂଆ ପ୍ରଣାମ ❤ ମାଆ
i will realy heart sup to urnila madam
i will pray to god to give his bleasing
keep it up
lastly iam salut to urmila madam
all leadylearn to urmila madam
Salute to u my mother
Maa ❤❤❤❤❤😢
ମା ତୁମ ପାଦକୁ ଶହେ ପ୍ରଣାମ
Urmila didi you are great maa, great stri, great bohu 🙏🙏🙏 mo life re mu ate bhala ledies dekhini really you are a heroine