Nua Jibana Nua Asha | ନୂଆ ଜୀବନ ନୂଆ ଆଶା | ମଦ ପାଇଁ ହେଲା ସମ୍ପର୍କରେ ଫାଟ | 18th July 2020

Поделиться
HTML-код
  • Опубликовано: 22 дек 2024

Комментарии • 556

  • @rajendragouda5784
    @rajendragouda5784 4 года назад +11

    ମୁଁ , କହିବି ଗଢ଼ି ଜାଣିଲେ 🏠 ଘର ସୁନ୍ଦର କହି ଜାଣିଲେ କଥା ମଥୁର । କାରଣ ମୋ ନିଜର କଥା । ମୋ ସ୍ତ୍ରୀ ; +2, ପଡ଼ିଛି ମୁଁ ପଡ଼ିଛି ମାତ୍ର , ୩ ୟ , ଶ୍ରେଣୀ । ଠାକୁର ଙ୍କ ଦୟାରୁ, ଆମ ସମ୍ପର୍କରେ ରେ କାହାରି ନଜର ନଲାଗୁ । ତେଣୁ ମୁଁ 🙏 ଅନୁରୋଧ କରୁଛି , ଭାଇ, ଏବଂ ଭଉଣୀ ମାନଙ୍କୁ ବାହାଘର ହେବାପରେ । ପଛ କଥା ଭୁଲି ନୂଆ ଜୀବନ ନୂଆ ଆସା ଏବଂ ଆଖି ରେ ଆଖିଏ ସପନ ଦେଖି। ଆଗକୁ ଚାଲନ୍ତୁ । ବାକି ଠାକୁର ଇଛା। ଜୟ ଜଗନ୍ନାଥ ତୁମେ ହିଁ ଭରସା ପ୍ରଭୁ।

  • @meenakshikar6351
    @meenakshikar6351 3 года назад +14

    ଝିଅଟି ବାପ ଭାଇ ମା ସମସ୍ତଙ୍କୁ ଛାଡି କରି ଯାଇଛି। ତାକୁ ଶ୍ରଦ୍ଧା ସ୍ନେହ ଟିକେ ଆଦର ଦରକାର। ଏ ପୁଅ ଟା ମଦ ଗଞ୍ଜେଇ ଖାଇ ସ୍ତ୍ରୀ କୁ ଆଦର କରୁନି।ଜୟ ଜଗନ୍ନାଥ

  • @balarampandatechnicalsuppo5494
    @balarampandatechnicalsuppo5494 4 года назад +11

    ଏମାନଙ୍କୁ ଆସାର ଆଲୋକ ଦରକାର
    ମା , ପୁଅ ପୁରା ମିଛ କହୁଛନ୍ତି
    ଏ ପୁଅ ପୁରା ମାତାଲ ଟା ମା ଭାରି ମିଛ କହୁଛି

  • @sanjaymallickhindustanmera8031
    @sanjaymallickhindustanmera8031 4 года назад +12

    ପୁଅକୁ ଵୟଶ ଅଧିକ ହୋଇଥିବାରୁ ଏବଙ୍ଗ ନିଶାସକ୍ତରେ ରହୁଥିବାରୁ ଝୀଅ ପୁଅକୁ ପସନ୍ଦ କରୁନାହାଁନ୍ତି

  • @panchananbhandar6168
    @panchananbhandar6168 4 года назад +9

    ଗଞ୍ଜେଇ ଖାଇ ଖାଇ ଅବସ୍ଥା ଗୁରୁତର ରହିଛି ଯେ କୌଣସି ସମୟରେ ପାୱାର କଟ୍ ବନ୍ଦ ହୋଇଯିବ

  • @chandrasekharsahoo8760
    @chandrasekharsahoo8760 4 года назад +14

    ଅଶ୍ରୁମୋଚନ sir... ଗଂଜେଇ ବିଷୟ ରେ ପୁରା ଗବେଷଣା କରିଛନ୍ତି
    ଭଲ style ରେ କହିଲ 😁😁😁😬😬

  • @parbatimishra8684
    @parbatimishra8684 4 года назад +7

    Jay jagannath
    God bless u both

  • @ramakanthdash8496
    @ramakanthdash8496 4 года назад +16

    ପୁଅ ପୁରା ଘୋଡା ମଦୁଆ,,, ଗଞ୍ଜଡିଆ.. ଝିଅ ର ଭାଗ୍ୟ ଖରାପ . ଆଗକୁ ଭଗବାନ ଭରଷା

  • @susantakumarnayak5932
    @susantakumarnayak5932 4 года назад +17

    ଝିଅ ପସନ୍ଦ କରୁନି ପୁଅକୁ

  • @jayasasmitaminds9846
    @jayasasmitaminds9846 4 месяца назад

    Sir you all are great thinking because of education problem they're having different thinking

  • @KRISHNA-qe4jw
    @KRISHNA-qe4jw 3 года назад +1

    Asrumochan Bhai apan jhia ku bancheidele thank you

  • @jitusahu3559
    @jitusahu3559 2 года назад +1

    ଏ ଝିଅ ଫୁଲ ଚାଲାକୀ

  • @blueman1836
    @blueman1836 3 года назад +5

    Jhia ti ganga bhali pabitra
    Jhia ra bapa gote bhul jagare baha dela...bichari jeeban ta sara asanti

  • @SantoshKumar-rz5zq
    @SantoshKumar-rz5zq 4 года назад

    ପ୍ରଥମ କଥାହେଲା ଶାଶୂଘରେ ବୋହୁ ମାନଙ୍କୁ ସ୍ୱାଧୀନତା ମିଳୁନି ଏ ଜାଗାରେ ସେଇଆ ହେଇଛି ଯାହାଦ୍ୱାର ବୋହୂଟି ପ୍ରତିବାଦ କରିଛି ଏ ଟୋକା ପୁରା ନିଶାଡୀ ସ୍ତ୍ରୀକୁ ନିର୍ଯାତନା ଦେଇଛି ଝିଅ ମାନେ ମାନସିକ ସ୍ତରରେ ସଜାଗ ହେବା ଦରକାର ଶାଶୁ ଘରେ ଏମିତି ଘଟଣା ସାମ୍ନା କରିବାକୁ ପଡିବ କିଛିଦିନ ସହି ଯାଇଥିଲେ ସବୁ ଠିକ ହେଇଯାଇଥାନ୍ତା ସ୍ତ୍ରୀ ପାଇଁ ସ୍ୱାମୀର ସପୋର୍ଟ ନିହାତି ଦରକାର ନିଶାଡୀ ପାଖରେ ନରହିବା ଠିକ ହେବ

  • @prafulladas6043
    @prafulladas6043 4 года назад +50

    ବୋଉକୁ ଝିଅ ପରି ଦେଖିଲେ ସବୁ ସମାଧାନ ହୋଇଯିବ

    • @SantoshSahu-wm9mm
      @SantoshSahu-wm9mm 4 года назад +1

      ବୋହୂ ସ୍ବାମୀ ଘରକୁ ନିଜ ଘର ଭାବିଲେ ଅସୁବିଧା କ'ଣ କହିବୁ ଭାଇ

    • @narayanamishra7702
      @narayanamishra7702 4 года назад

      Jhhia jadi nija sasu Ku bou vali vabe ta hele b kichi problem habani jhhia jadi nija bapa ghara kathha vabe ta hele se pua kn taku puja kariba

    • @sureshkumar-vc7kx
      @sureshkumar-vc7kx 4 года назад

      Correct

    • @sureshkumar-vc7kx
      @sureshkumar-vc7kx 4 года назад

      @@narayanamishra7702 100%

    • @t.m.s.4175
      @t.m.s.4175 4 года назад

      Right

  • @AjayKumar-xk4zg
    @AjayKumar-xk4zg 4 года назад +70

    ପୁଅ ଟା ପୁରା ଗେଞ୍ଜଇ ଟାଣି କି ତାର ଅବସ୍ତା ନାହିଁ

  • @mansaimarkam8125
    @mansaimarkam8125 4 года назад +2

    ବର୍ତ୍ତମାନ ମଧ୍ୟ ମଦ ପିଇଛି, ଏଇ ସବୁ କାରଣ ଯୋଗୁଁ ଝିଅ ଏବେ ପସନ୍ଦ କରୁନି, ତାକୁ ଖାଣ୍ଟି ଟୋକା ଦରକାର l

  • @rintupradhan2663
    @rintupradhan2663 Год назад +1

    Best dailock to the hasband.

  • @mepradyumna
    @mepradyumna 4 года назад +5

    ମାଗିହାଁ ଗଞ୍ଜଡ଼ ଅପାଠୁଆ ଲୋକଟା

  • @meditationmusic1061
    @meditationmusic1061 3 года назад +1

    ଏଇ ଝିଅ ଟି ବହୁତ ଭଲ... ପୁଅ ଆଊ ତା ମା କୁ ଜେଲ ପଠେଇ ଦେବା କଥା..

  • @swaineventserasamajagatsin1448
    @swaineventserasamajagatsin1448 4 года назад +36

    Jhia ra pua pasanda nuha sethipai semiti hauchanti

    • @somanathbehera6038
      @somanathbehera6038 4 года назад +2

      Tokata pura gonjediea

    • @khirodsubudhi2204
      @khirodsubudhi2204 4 года назад

      Jhia puua ku like karuni,
      Jhia ku pacharantu se jadi taa husband and tara family sahit chahuni rahibaku, tenu se already select karichhi keunthi ki jiba

    • @t.m.s.4175
      @t.m.s.4175 4 года назад

      Sala harami tu besi janichu

  • @mithunbabu9735
    @mithunbabu9735 4 года назад +2

    ଝିଅ ଯଦି ତ ପସନ୍ଦ ନ ଥିଲା ପିଲା କୁ ବାହା କଣ ପାଇଁ ହେଉଥିଲୁ, ଝିଅ ର ଗୁଣ ଚରିତ୍ର ଖରାପ ସେଥିପାଇଁ ପିଲା ବିଷୟରେ ଜାଣି କି ବି ପିଲା କୁ ବାହା ହେଲା,

  • @biswombarkhatai7935
    @biswombarkhatai7935 3 года назад +1

    Excellent Judge

  • @RameshMohanty-p1f
    @RameshMohanty-p1f 3 месяца назад +1

    I don't like judge . Asrumochan is Right . Lady Not Agree Stay With husband .No Presure to lady for this show.

  • @brahmanandaghosh6806
    @brahmanandaghosh6806 4 года назад +6

    Good wife

  • @abhibisoi3621
    @abhibisoi3621 4 года назад +6

    ପୁଅକୁ ପସନ୍ଦ କରୁ ନଇଁ ଝିଅ

  • @guruprasadbarick5818
    @guruprasadbarick5818 4 года назад +3

    Bahut sensitive se jhia please final karantu bahut bhala se jhia chhota pilate sie

  • @jagannathnkakruparuprachi3559
    @jagannathnkakruparuprachi3559 3 года назад

    Juj sahab best is best🙏🙏🙏

  • @abhid4821
    @abhid4821 4 года назад +2

    ଝିଅ ଓଭର acting କରୁଛି କଥା ଧରିକି ବସିଲେ ସମାଧାନ ହବନି ଝିଅର ପୁଅ ପସନ୍ଦ ନାହିଁ

  • @sukantanayak1870
    @sukantanayak1870 2 года назад

    sir like thish verry liky

  • @bidyadhardalei3971
    @bidyadhardalei3971 4 года назад +11

    ଶଳା ଗଁ ଜୁ ଡି ଆ, ମଦୁଆ, ଶଳାର ନୁନି କାଟିଦିଆ ଯିବା ଦରକାର

    • @golapmajhi6233
      @golapmajhi6233 4 года назад +1

      ଗଂଜେଇ ପିଇଲେ ନୁନୁ କାଟନ୍ତି ବୋଧେ ତମ ଗାଁ ରେ

    • @yudhistrasahoo8637
      @yudhistrasahoo8637 4 года назад

      @@golapmajhi6233 tu ganjadia ki

  • @UttamDas-vd8vy
    @UttamDas-vd8vy 4 года назад +4

    Bhagaban duijananku misai diantu
    Jay jagannth

  • @deepakbiswal1205
    @deepakbiswal1205 3 года назад

    Sir 🙏🙏🙏🙏🙏

  • @izireal-estate3619
    @izireal-estate3619 4 года назад +5

    God bless all

  • @rakeshjena8689
    @rakeshjena8689 4 года назад +6

    Very good program

  • @tulusirdaspattanayak5671
    @tulusirdaspattanayak5671 3 года назад

    ଏ ଝିଅ ଏ ପୁଅ କୁ ପସନ୍ଦ ନୁହେଁ। ଏପରି ମୁହଁ କଲେ ଯେ ପଇତା ହେଲେ ବି ମଦ ଖାଇବ। ପୁଅ ର ସେକ୍ସ ପାଇଁ ମନ ହେଲେ ଝିଅ ମନା କରିବା କେତେ କଷ୍ଟ ଦାୟକ କେବଳ ପୁରୁଷ ଲୋକଟି ବୁଝି ପାରିବ।
    ସୁନ୍ଦରୀ ର ବହୁତ ରୂପ

  • @narayanjena9767
    @narayanjena9767 4 года назад +1

    Same katha pua kahithile apana
    Manankara bichara re puaku
    Keteje dhamaka mili thanta
    Jay Jagannath

  • @mbkumar5742
    @mbkumar5742 Год назад

    Once a lady will irritate then nobody can cool her.
    This is very sensitive issues.
    And she is not happy with that guy....so she should not forcefully stay with him.
    Let her free from marriage act

  • @prafulladas6043
    @prafulladas6043 4 года назад +42

    ପୁଅକୁ ପସନ୍ଦ କରୁନି ଝିଅ

  • @samirmurmu9932
    @samirmurmu9932 Год назад

    Jeo besi chalu ache sir

  • @sry_its_not_my_name666
    @sry_its_not_my_name666 4 года назад

    ମୁଁ 25/07/2020(ଶନିବାର) ପ୍ରସାରିତ ହେଇଥିବା episode ପାଇଁ comment କରୁଛି
    ଏଇଟା ନିହାତି ଗୋଟେ ବେକାର,ଅମାନବିକ,ଘୃନ୍ୟ କାର୍ଯ୍ୟକ୍ରମ, ଏଠି ସବୁ judge ମାନେ କେବଳ ନିଜର TRP, ନିଜର ସ୍ୱାର୍ଥ ପାଇଂ ଚିନ୍ତିତ ସେ କାର୍ଯ୍ୟକ୍ରମକୁ ଆସୁଥିବା Couple ମାନଙ୍କର acutal problem ବୁଝିବା ଅପେକ୍ଷା ଯେ କୌଣସି ପ୍ରକାରରେ ସେମାନଙ୍କର ସମାଧାନ କରିକି ନିଜର TRP ବଢ଼େଇବା ପଛରେ ହିଁ ଲାଗି ରାହୁଛନ୍ତି
    ସେ episode କୁ ଆସିଥିବା ସେ ଝିୟ ଆଉ ତାଙ୍କର ଭଉଣୀଙ୍କୁ ଉତ୍ତମ ପ୍ରୟାସକୁ,ସାହସକୁ ମୁଁ ଧନ୍ୟବାଦ ଜଣାଉଛି , ସେ ଝିୟକୁ ଏ ମୂର୍ଖ judge ମାନେ ପଚାରୁଛନ୍ତି ବାହାଘର ପୁର୍ବରୁ ତମେ କିଛି child ନ କରିବାର condition କରିଥିଲା କି?? ସେ ଏତେ କମ age ର ଝିୟ କେବେ କିଛି ପିଲା ନ କରିବାର ଭାବିଥିବା କି?? ତାଙ୍କର husband ଯେତେ ବେଳେ ମାନିଲେ କି ସେ ସବୁ ବେଳେ ସେ ଝିୟକୁ physically torture କରିଥିଲେ ସେ ପିଲାକୁ ତାର ସ୍ତ୍ରୀକୁ ଭୁଲ ମାଗିବା ପାଇଁ କାହିଁ କେହିତ କହିଲେନାହିଁ?? ଏ judge ମାନେ ସମ୍ପୂର୍ଣ ଭାବରେ biased ଯଦି ଠିକ ସେ ନ୍ୟାୟ ଦେଇ ପାରୁନ ତ ସେ judge ଆସନ ଛାଡ଼ି ଦିୟନ୍ତୁ🙏🙏🙏

  • @sumantbarik7772
    @sumantbarik7772 4 года назад +17

    The judge is not fit for the show.

    • @harishkumarjena4629
      @harishkumarjena4629 4 года назад +1

      The judge Mr Gopabandhu sir fit for good judgement.....I miss u sir..

    • @gobardhanbarik6616
      @gobardhanbarik6616 4 года назад

      Thik kahichha bro

    • @t.m.s.4175
      @t.m.s.4175 4 года назад

      Right Ekdam Sat Katha ae Jarg Jama bhal lok nuhe tar Katha kahiba jama thik laguni high tempar Katha kahichnti

    • @binayamoharana
      @binayamoharana 4 года назад

      Judge is not fit for this...

  • @bikramdalai7383
    @bikramdalai7383 3 года назад +1

    Bala judge Bala judgement niriha lokatar kichi dosa nahin , se Katha kahiparuni boli ta upare chadhijauchanti ?

  • @sradhanjalirout8019
    @sradhanjalirout8019 4 года назад +5

    21.00 is 💯 right.. salute ur judgement, judge sir...👍👍👍

  • @ranjitdutta1679
    @ranjitdutta1679 4 года назад +7

    1. Education ku neyi kina no objection.
    2. Objection. hela
    a. Drink & gonjei khaiba pore wife ku mariba aau physical relationship rokhiba jhiyo dori jayichi.( Strong point)
    b. Nuya marriage kori jaichi jhiyo puyo jhiyo mono kotha bhujhi parinahi.

  • @dipakmahanty2430
    @dipakmahanty2430 3 года назад +2

    Bapa jhia nuhe Bhai bhauni bhali dekhajauchanti

  • @minatidas9458
    @minatidas9458 4 года назад +1

    Best mihir sir

  • @aakamaadesibiribadhipampad68
    @aakamaadesibiribadhipampad68 4 года назад +1

    Sabura samadhan thaye yete jidi bhala nu hon.

  • @madhabapatra8919
    @madhabapatra8919 3 года назад

    Thik karicha sister

  • @SunilKumar-qn8gn
    @SunilKumar-qn8gn 4 года назад +3

    Judge is perfect 👍sir your consideration and judgment is excellent

  • @samirdas3299
    @samirdas3299 3 года назад

    Sir aga e toka ku medical re treat ment karatu n hele kichi bi he jai pare

  • @nirmalyabiswal5840
    @nirmalyabiswal5840 4 года назад

    Girls father is very much honest

  • @mepradyumna
    @mepradyumna 4 года назад +4

    ମୁଣ୍ଡ ତ ସେତିକି କରିବ କଣ । ଶଳା devlopment ଥିଲେ ସିନା ଭଲ କଥା ଚିନ୍ତା କରିବ ।

  • @RS_Odisha
    @RS_Odisha 4 года назад +12

    ବୋହୂ କୁ ଝିୟ ଭାବ ଦେଖିବ କେଣସି ଅସୁବିଧା ହେବ ନାହିଁ

  • @pradhan9996
    @pradhan9996 4 года назад +5

    Sir last re janiparile

  • @shaikharifuddin2480
    @shaikharifuddin2480 Год назад

    ମଣିଷ ରୂପରେ ଅମଣିଷ କୁ ଜୋଇଁ କଲେ
    ଏମିତି ଭାଲୁ ରାମ୍ପୁଡା ଖାଇଲେ, ମଣିଷ ର
    ଦୂରାବସ୍ଥା ବଢିଯାଏ।

  • @kiransahu3649
    @kiransahu3649 3 года назад

    adhika kahu6

  • @kiransahu3649
    @kiransahu3649 3 года назад

    really diveroce heba darkar

  • @gadadharsamantaray4464
    @gadadharsamantaray4464 3 года назад

    This decision is correct.

  • @narendrabehera8559
    @narendrabehera8559 3 года назад +1

    ଏଟା ଗାଲୁଆ ଝିଅ ଟା ପୁଅକୁ ପସନ୍ଦ କରେନି

  • @mithunjena3738
    @mithunjena3738 4 года назад +1

    Sir, attualy jhia chaliparibani Karan se jhia puaku pasanda karuni fast Katha .

  • @sanjaybrocklesnerwin9363
    @sanjaybrocklesnerwin9363 4 года назад +2

    Jerge ETA badia distion

  • @beheranabin9111
    @beheranabin9111 4 года назад +5

    Sirr,police ku daki samasntku dhorei diontu,3rd degree turchur hoba darkar,pura family ku khali janaku chadiki...

  • @saktiprasadsahoo4863
    @saktiprasadsahoo4863 3 года назад

    Ashrumochan Sir 🙏

  • @ManikyaNag-l8v
    @ManikyaNag-l8v 10 месяцев назад

    Jarh sahaf ma ma ma kana kahuchanti pana khaichani ki

  • @biswabhushanbehera1472
    @biswabhushanbehera1472 3 года назад +1

    Bhala bhabare asara aloka dekhantu pura staaf sikhantu tapare discuss karantu hela Sabu bekar

  • @subratdas7752
    @subratdas7752 4 года назад +2

    Barsha anubhav ku ana

  • @sushantapradhan5233
    @sushantapradhan5233 3 года назад

    Puaku like karuni se jhia

  • @purusottambagh9131
    @purusottambagh9131 Год назад

    Jhiara bahuta kharap guna achi bhali mu anubhaba karuchi....

  • @kaminikantabeheralippu7721
    @kaminikantabeheralippu7721 4 года назад +2

    Jhia Ta Agaru Bodhe Bhala Pauthila

  • @sarbeshwordas1068
    @sarbeshwordas1068 3 года назад

    Jhia.adhika heyuchi

  • @golekabiharibehera5489
    @golekabiharibehera5489 11 дней назад

    💯 A 💯 Toka 💯 nisadi 💯

  • @ranjankumarsahoo4564
    @ranjankumarsahoo4564 4 года назад +1

    Jhia puaku pasanda karuni

  • @prasantaprasanta1794
    @prasantaprasanta1794 4 года назад +8

    Jhia ra lover achi.

  • @soumendrakumardas4113
    @soumendrakumardas4113 4 года назад

    Sir kindly jhia ta ku nayaa diantu
    Kam bayasar jhita
    Sea jama najiba darkar
    Pua ta drink .ganjei tanu6i
    Please please kindly the Stape

  • @UmeshKumar-cs5wm
    @UmeshKumar-cs5wm 4 года назад +1

    ଟୋକା ଟା ଗଞ୍ଜୁଡ଼ିଆ ଟା ମଦୁଆ ଟା
    ମାଆ ପୁଅ ବଜାତ ସାଲା

  • @biswajitnayak9986
    @biswajitnayak9986 3 года назад

    Bala judgement

  • @taranibehera9779
    @taranibehera9779 4 года назад +1

    jahara problem sia kahila bele aapana atkei dauchhanti kn pn .... pura problem janibe kemiti

  • @manojpradhan9157
    @manojpradhan9157 4 года назад +2

    Gotia paribar jodi jau jagannath karantu

  • @nagarjunasahoo2655
    @nagarjunasahoo2655 4 года назад +4

    Bohu ku jhia vali vaba , nijar na hau but au kahar jhia vali vaba, vala pila ta se vauni janak

  • @pinkibehera4504
    @pinkibehera4504 4 года назад +3

    Staje bhala laguni....asara aloka tha best plant from

  • @pratapsahoo6558
    @pratapsahoo6558 4 года назад +2

    Plz. Asrumochan sir kaha upare presara pakaani jiba pain..

  • @ASHOKDAS-nw2qx
    @ASHOKDAS-nw2qx 3 года назад

    Judgement process is wrong process.

  • @bikramdalai7383
    @bikramdalai7383 3 года назад

    Au kou tokaku rakhichi site re sethipain tar pua pasand heuni

  • @susamamohanty2964
    @susamamohanty2964 2 года назад

    Ethere bapankara Sabu bhul.
    Judge sir good judgement.

  • @rkproductionrk4584
    @rkproductionrk4584 4 года назад

    ଝିଅ ଯେମିତି ଦିଶୁଛି ଭଲ ପୁଅ ଦେଖି ବାହା ହେଇ ଥାଆନ୍ତା ଏ ଦୁର୍ବଳ ଲୋକ ଟା କୁ ବାହା ହେଇ ବଡ ଭୁଲ 😂😂😂

  • @prakashamishra5685
    @prakashamishra5685 3 года назад +1

    ଝିଅ ଟା ବହୁତ ବଦସାସ୍

  • @devadas9026
    @devadas9026 4 года назад +2

    Jhia katha manantu

  • @RameshKumar-vq3rq
    @RameshKumar-vq3rq 4 года назад

    Jhia speaking true , not send to. Husband's home ,

  • @MOUTHBOXPLAYER
    @MOUTHBOXPLAYER 4 года назад +1

    Good decisions is.. Diverse, and 🥰🥰return the commenction

  • @amitkumardash8173
    @amitkumardash8173 Месяц назад

    Ajikali jugare ethi pain jhia mane gaan re rahibaku chahun nahanti chhoto chhto katha ku nei sasu sasura katha dhari basi bahu mananku nirjatana deba arambha karanti sasu bi dine jhia hoi bahu hei thile kintu sei sasu jani bi bhuli jau bahu upare bahut asha kari basanti jouthi pain ajikali yei abastha

  • @surabhipatel3877
    @surabhipatel3877 4 года назад +10

    Judge ra way of talking thik nahi

    • @t.m.s.4175
      @t.m.s.4175 4 года назад

      Yes ur right ekdam sat Katha

  • @mbkumar5742
    @mbkumar5742 Год назад

    Here Divorce is only solution.
    Woman never happy with her husband.
    Woman has the rights to be mentally and physically free from her in laws house.

  • @banamali3562
    @banamali3562 3 года назад

    Other love

  • @umaprasadbehera4283
    @umaprasadbehera4283 3 года назад

    ସେ ପୁଅ, ମା ଙ୍କ ଭୁଲ୍ ଅଛି କିନ୍ତୁ, ଏ ଝିଅ ବି କମ୍ ନୁହେଁ, ପୁରା ଲାଳେଇ ଟା

  • @banjakishoredas7667
    @banjakishoredas7667 4 года назад +2

    Sir ପାଗଳ ଟୁକା ଝିଅ ଭଲ.

  • @deepmusic9419
    @deepmusic9419 4 года назад

    Aasara aalokare gopabandhu sir nku dakantu thik jojment miliba

  • @pmodiacreative2985
    @pmodiacreative2985 4 года назад +1

    jhia love karuchi

  • @sahilsinghofficial647
    @sahilsinghofficial647 4 года назад +7

    Age nd education problem ..........Duhi k Majhi vl paiba nahi

  • @howto4890
    @howto4890 4 года назад +1

    New7, judge sir and asrumochan bhai nku gote request karuchi apana mane emiti compromise kariparuchanti ta karantu hele tv re telecast nakarantu.