Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସାର ଅପଣଙ୍କର ଏକ ପ୍ରୟାସ ଆମ ଜୀବନକୁ ଏକ ନୂତନ ଦିଗ ଆଡକୁ ନେଉଛି🙏🙏🙏🙏 ଆପଣଙ୍କୁ ଶତ ଶତ ପ୍ରଣାମ
ଧନ୍ୟବାଦ ସାର ,ଅନେକ ଦିନରୁ ଅପେକ୍ଷା ଥିଲା ।ସାର ପ୍ରତିକବାଦ ଉପରେ କରନ୍ତୁ।
ଆପଣଙ୍କ ସାହିତ୍ୟ ର ଚର୍ଚ୍ଚା ଅତ୍ୟନ୍ତ ଉଚ୍ଚକୋଟୀର ।ମୋ ହୃଦୟ କୁ ସ୍ପର୍ଶ କରିଛି ଆପଣ ଙ୍କ ପଠନ ଶୈଳୀ । 🙏 sir ଆମକୁ ବିଗଠନ ବାଦ, ରୋମାଣ୍ଟିକ ବାଦ, ଅସ୍ତିତ୍ଵ ବାଦ ବୁଝିବା ଟିକେ କଷ୍ଟ ହେଉଛି ଆପଣ ଏହି ବିଷୟ ରେ ପ୍ରାଞ୍ଜଳ ଭାବ ରେ ପଢେଇଲେ ଆମେ ଆପଣଙ୍କ ନିକଟରେ ଚିର ଋଣୀ ହୋଇ ରହିବୁ ।🙏🙏🙏❤️
Bahut sunder .... 🙏🙏🙏sound tk clear karantu sir...
ସାର୍ ପ୍ରଣାମ। ଆପଣଙ୍କ ବୁଝାଇବା ଶୈଳୀରେ ମଧ୍ୟ ଏକ ଅଦୃଶ୍ୟ ଚିତ୍ରକଳ୍ପ ମାନସ ସ୍ତରରେ ନାଚିଉଠୁଛି ।
🙏
ବହୁତ ସୁନ୍ଦର ସାର୍ ......ଓଡ଼ିଆ ସାହିତ୍ୟ ପ୍ରତି ଆପଣଙ୍କ ପ୍ରେମ....ଆମ ଜୀବନରେ ନୂତନ ଦିଗ ଦେଖାଇବାକୁ ସହାୟକ ହେବ ବୋଲି ମୁଁ ଆଶା କରୁଛି....
Right
bhal karuchanti apankara apryasa odia sahitya re abhab mu mane karu thili
Thank you sir 🙏 . ବହୁତ ସୁନ୍ଦର ଉପସ୍ଥାପନା କରିଛନ୍ତି ଆପଣ । ଆମକୁ ପରୀକ୍ଷା ସମୟରେ ଅନେକ ସାହାଯ୍ୟ କରିବ।
Bahut sundar upasthapana sir. Bahut bahut dhanyavaad namaskar
Beautifully presented... Thank you sir
ଧନ୍ୟବାଦ୍ ସାର୍ 🙏🙏🙏 voice ta aau tikie clear hele bhala huonta sir
Bahut bahut dhanyavaad Sir
ଅତ୍ୟନ୍ତ ଭାବଗର୍ଭକ ଆଲୋଚନା। ପ୍ରଣାମ ସାର୍।
ପ୍ରଣାମ ସାର୍🙏
Thank you sir, aapananka a teaching pai bahut upakruta heuchhu
Such as a great explanation, Sir🙏🙏🙏
ସାର୍ ପରବର୍ତ୍ତୀ ସମୟ ରେ ଫକୀର ମୋହନ ସେନାପତି ଙ୍କ ଭିଡିଓ କରିବେ ଦୟା କରି। ଆପଣ ଙ୍କ ବୁଝେଇବା ଶୈଳୀ ବହୁତ୍ ଭଲ ଲାଗେ ମତେ
ମୋର ପ୍ରଣାମ ଗ୍ରହଣ କରନ୍ତୁ Sir.. ଆପଣଙ୍କ ପ୍ରତିଭା ସୁଉଚ୍ଚ ମାନର ତାହା ଭାଷା ରେ ପ୍ରକାଶ୍ୟ ନୁହଁ.. 🙏.. ଆପଣଙ୍କ ବିଷୟ ଉପସ୍ଥାପନ ପ୍ରଣାଳୀ ଖୁବ୍ ସୁଖ ଦାୟକ...
ଅଶେଷ ଅଶେଷ ଧନ୍ଯବାଦ୍ ସାର୍.... ଚମତ୍କାର ଲାଗିଲା ! ଆଗକୁ ମଧ୍ଯ ଭିଡ଼ିଓ Upload କରନ୍ତୁ ସାର୍!! ନମସ୍ତେ ସାର୍!!
Bahutt Sundar sir... Loka sahitya upare kichhi vdo karantu...🙏
Thankas u so much sir🙏🙏🙏🙏🙏
ସାର୍ ପ୍ରଣାମ 🙏ସାର୍ ଆମେ ଯେଉଁ କବିତାକୁ ପ୍ରତୀକର ଉଦାହରଣ ଭାବେ ନେଇ ପାରିବା ତାକୁ ବି କ'ଣ ଚିତ୍ରକଳ୍ପର ଉଦାହରଣ ଭାବେ ନେଇ ପାରିବା ??
ଆପଣଙ୍କ ଭଳି ଅଧ୍ୟାପକ କୁ ପାଇଲେ କୌଣସି ଛାତ୍ର ପାଠରେ ଠକ ହେବେ ନାହି ।
ସାର ପାଶ୍ଚାତ୍ୟ ସମାଲୋଚନା ଉପରେ video କରନ୍ତୁ plese
Tq sir ❤
ଧନ୍ୟବାଦ ପ୍ରଣାମ
Tq sir 4 this valuable lecture 🙏🙏sound quality tik vala Hele ahuri vala lagiba sir.....
Namaskar sir🙏Loko sahitya o loko sanskruti bisyare padhantu sir please🙏
Tq sir 🙏🙏
Sir romantism au Pratika ra class karantu plz sir.
Thanks sir 🙏🙏🙏
Thanks u so much sir
Sir pratima nayak topic ra gote vdo banantu
ଧନ୍ୟବାଦ sir
ଧନ୍ୟବାଦ sir🙏🙏🙏
Thank you sir. 🙏
ଧନ୍ୟବାଦ
Great
ଚଯ୍ୟାଗୀତିକା ଉପରେ video bananto sir 🙏🙏🙏
sir pronam SSB re keu type ra question viba pai ase plz tike kunhantu
Pranam sir......if one has to say the difference between pratik and rupakalpa,then how to explain in one or two sentences...
ନମସ୍କାର ସାର୍, IAS,OAS ର ପାଠ୍ୟକ୍ରମର ବିଶ୍ଲେଷଣ କରିଲେ ଆମେ କୃତଜ୍ଞ ରହିବୁ।
Dear Ramakrishna babu plz watch all video & u will find your syllabus in my present & future videos . thanks
Sir.. ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ ଉପରେ କିଛି ଆଲୋଚନା କରନ୍ତୁ
Pranam sir 🙇♀️sir bromhotree mihanty nkara sankalanara kabita gudia image share karithile sir spasta asunathila pls sir au thare tike debe 🙏
🙏🙏🙏🙏
Sir... ଭାଷାବିଜ୍ଞାନ ଉପରେ କିଛି ଆଲୋଚନା କରନ୍ତୁ
Thank you
Sir pls...odia natya sahitya bisayare video banantu pls sir..
Sar please make a video on pratika
Sir apana live cls karuchanti ki
ପ୍ରଣାମ ସାର୍🙏।Remy de Gurmount ସର୍ବ ପ୍ରଥମେ ରୂପକ କୁ ଏକ ନୂଆ ଅର୍ଥରେ ପ୍ରୟୋଗ କରିଥିଲେ (ଯାହା ଚିତ୍ରକଳ୍ପବାଦ୍ ର ଆଦ୍ୟ ପୃଷ୍ଠଭୂମି ନିର୍ମାଣ କରିଥିଲା) କିନ୍ତୁ ସେ ଚିତ୍ରକଳ୍ପବାଦ୍ ର ପ୍ରତିଷ୍ଠାତା ନୁହନ୍ତି ?🙏🙏
Chitrakalpa myth pain kou authornk books bettter heba sir?
Maxcism ra video upload karantu sir please
Sir thanks pratikabad karantu
Sir thik bhabore subhuni ta pprati dhyano diyantu
Sir book name kuhantu a topic upare
Sir ପ୍ରତୀକ ବାଦ କଣ ସେଇ ଉପରେ ଗୋଟେ clss plese🙏🙏🙏
Voice should be clear
Bohut sundar sir
4th same star pai padhantu sir plz
Sir..ଓଡ଼ିଆ ବ୍ୟାକରଣ ଉପରେ କିଛି ଆଲୋଚନା କରନ୍ତୁ
😄😐😐
Pratika bada
ଶେଷରେ ଯେଉଁ ବହି ପଢ଼ି ଉଦାହରଣ ଦେଲେ plz ସାର୍ ତାର name mantion କରନ୍ତୁ ଅଶେଷ ଅଶେଷ ଧନ୍ୟବାଦ୍ 🎉🙏
ଚିତ୍ରକଲ୍ପ ର ଜନକ କିଏ?
Thankyou very much sir
ସାର ଅପଣଙ୍କର ଏକ ପ୍ରୟାସ ଆମ ଜୀବନକୁ ଏକ ନୂତନ ଦିଗ ଆଡକୁ ନେଉଛି🙏🙏🙏🙏 ଆପଣଙ୍କୁ ଶତ ଶତ ପ୍ରଣାମ
ଧନ୍ୟବାଦ ସାର ,ଅନେକ ଦିନରୁ ଅପେକ୍ଷା ଥିଲା ।ସାର ପ୍ରତିକବାଦ ଉପରେ କରନ୍ତୁ।
ଆପଣଙ୍କ ସାହିତ୍ୟ ର ଚର୍ଚ୍ଚା ଅତ୍ୟନ୍ତ ଉଚ୍ଚକୋଟୀର ।ମୋ ହୃଦୟ କୁ ସ୍ପର୍ଶ କରିଛି ଆପଣ ଙ୍କ ପଠନ ଶୈଳୀ । 🙏 sir ଆମକୁ ବିଗଠନ ବାଦ, ରୋମାଣ୍ଟିକ ବାଦ, ଅସ୍ତିତ୍ଵ ବାଦ ବୁଝିବା ଟିକେ କଷ୍ଟ ହେଉଛି ଆପଣ ଏହି ବିଷୟ ରେ ପ୍ରାଞ୍ଜଳ ଭାବ ରେ ପଢେଇଲେ ଆମେ ଆପଣଙ୍କ ନିକଟରେ ଚିର ଋଣୀ ହୋଇ ରହିବୁ ।🙏🙏🙏❤️
Bahut sunder .... 🙏🙏🙏sound tk clear karantu sir...
ସାର୍ ପ୍ରଣାମ। ଆପଣଙ୍କ ବୁଝାଇବା ଶୈଳୀରେ ମଧ୍ୟ ଏକ ଅଦୃଶ୍ୟ ଚିତ୍ରକଳ୍ପ ମାନସ ସ୍ତରରେ ନାଚିଉଠୁଛି ।
🙏
ବହୁତ ସୁନ୍ଦର ସାର୍ ......
ଓଡ଼ିଆ ସାହିତ୍ୟ ପ୍ରତି ଆପଣଙ୍କ ପ୍ରେମ....
ଆମ ଜୀବନରେ ନୂତନ ଦିଗ ଦେଖାଇବାକୁ ସହାୟକ ହେବ ବୋଲି ମୁଁ ଆଶା କରୁଛି....
Right
bhal karuchanti apankara apryasa odia sahitya re abhab mu mane karu thili
Thank you sir 🙏 . ବହୁତ ସୁନ୍ଦର ଉପସ୍ଥାପନା କରିଛନ୍ତି ଆପଣ । ଆମକୁ ପରୀକ୍ଷା ସମୟରେ ଅନେକ ସାହାଯ୍ୟ କରିବ।
Bahut sundar upasthapana sir. Bahut bahut dhanyavaad namaskar
Beautifully presented... Thank you sir
ଧନ୍ୟବାଦ୍ ସାର୍ 🙏🙏🙏 voice ta aau tikie clear hele bhala huonta sir
Bahut bahut dhanyavaad Sir
ଅତ୍ୟନ୍ତ ଭାବଗର୍ଭକ ଆଲୋଚନା। ପ୍ରଣାମ ସାର୍।
ପ୍ରଣାମ ସାର୍🙏
Thank you sir, aapananka a teaching pai bahut upakruta heuchhu
Such as a great explanation, Sir🙏🙏🙏
ସାର୍ ପରବର୍ତ୍ତୀ ସମୟ ରେ ଫକୀର ମୋହନ ସେନାପତି ଙ୍କ ଭିଡିଓ କରିବେ ଦୟା କରି। ଆପଣ ଙ୍କ ବୁଝେଇବା ଶୈଳୀ ବହୁତ୍ ଭଲ ଲାଗେ ମତେ
ମୋର ପ୍ରଣାମ ଗ୍ରହଣ କରନ୍ତୁ Sir.. ଆପଣଙ୍କ ପ୍ରତିଭା ସୁଉଚ୍ଚ ମାନର ତାହା ଭାଷା ରେ ପ୍ରକାଶ୍ୟ ନୁହଁ.. 🙏.. ଆପଣଙ୍କ ବିଷୟ ଉପସ୍ଥାପନ ପ୍ରଣାଳୀ ଖୁବ୍ ସୁଖ ଦାୟକ...
ଅଶେଷ ଅଶେଷ ଧନ୍ଯବାଦ୍ ସାର୍.... ଚମତ୍କାର ଲାଗିଲା ! ଆଗକୁ ମଧ୍ଯ ଭିଡ଼ିଓ Upload କରନ୍ତୁ ସାର୍!! ନମସ୍ତେ ସାର୍!!
Bahutt Sundar sir... Loka sahitya upare kichhi vdo karantu...🙏
Thankas u so much sir🙏🙏🙏🙏🙏
ସାର୍ ପ୍ରଣାମ 🙏
ସାର୍ ଆମେ ଯେଉଁ କବିତାକୁ ପ୍ରତୀକର ଉଦାହରଣ ଭାବେ ନେଇ ପାରିବା ତାକୁ ବି କ'ଣ ଚିତ୍ରକଳ୍ପର ଉଦାହରଣ ଭାବେ ନେଇ ପାରିବା ??
ଆପଣଙ୍କ ଭଳି ଅଧ୍ୟାପକ କୁ ପାଇଲେ କୌଣସି ଛାତ୍ର ପାଠରେ ଠକ ହେବେ ନାହି ।
ସାର ପାଶ୍ଚାତ୍ୟ ସମାଲୋଚନା ଉପରେ video କରନ୍ତୁ plese
Tq sir ❤
ଧନ୍ୟବାଦ ପ୍ରଣାମ
Tq sir 4 this valuable lecture 🙏🙏sound quality tik vala Hele ahuri vala lagiba sir.....
Namaskar sir🙏
Loko sahitya o loko sanskruti bisyare padhantu sir please🙏
Tq sir 🙏🙏
Sir romantism au Pratika ra class karantu plz sir.
Thanks sir 🙏🙏🙏
Thanks u so much sir
Sir pratima nayak topic ra gote vdo banantu
ଧନ୍ୟବାଦ sir
ଧନ୍ୟବାଦ sir🙏🙏🙏
Thank you sir. 🙏
ଧନ୍ୟବାଦ
Great
ଚଯ୍ୟାଗୀତିକା ଉପରେ video bananto sir 🙏🙏🙏
sir pronam SSB re keu type ra question viba pai ase plz tike kunhantu
Pranam sir......if one has to say the difference between pratik and rupakalpa,then how to explain in one or two sentences...
ନମସ୍କାର ସାର୍, IAS,OAS ର ପାଠ୍ୟକ୍ରମର ବିଶ୍ଲେଷଣ କରିଲେ ଆମେ କୃତଜ୍ଞ ରହିବୁ।
Dear Ramakrishna babu
plz watch all video & u will find your syllabus in my present & future videos . thanks