Thank You Good teaching sir but apana maic sound quality ra vala use karantu sir thare thare ଆପଣଙ୍କ କଥା ବୁଝି ହେଉନି ବାକି ସବୁ ଆପଣକଂ teaching very good sir I respect sir
Sir pranam🙏 Sir apana ei ism padheiba sahita tara related books name jadi kuhante... ame kichhi bahi ra collection kariki padhiki ta upare kichhi adhika janiparantu...
Sir namaskat. Apanka sahitya alochana khub uchhakotira
ଅତି ସୁନ୍ଦର ବର୍ଣ୍ଣନା sir
ବହୁତ ଧନ୍ୟବାଦ sir❤
ସାର୍ ବାସ୍ତବବାଦ ଉପର ଗୋଟିଏ ଭିଡିଓ କରନ୍ତୁ
Thank you so much sir 🙏🏾 bahut bhalse bujhi hauchhi 😊
Sir namaskar apanaka...teaching way bohut sundar ..book padhiba darkar nahi ....apanaka gote video re concept clear heijauchi
Thank You Good teaching sir but apana maic sound quality ra vala use karantu sir thare thare ଆପଣଙ୍କ କଥା ବୁଝି ହେଉନି ବାକି ସବୁ ଆପଣକଂ teaching very good sir I respect sir
🙏🏼🙏🏼
🙏🙏🙏🙏🙏
🙏🙏🙏
Tq so much sir
Sir thank you
Love u sir 🙏🏼
Tq sir🙏
ପ୍ରଣାମ🙏🙏🙏 ସାର୍ ..... ଧନ୍ଯବାଦ ସାର୍ ଆପଣଙ୍କ ସହଯୋଗ ଏବଂ ଆଶୀର୍ବାଦ ପାଇଁ ।
Thank you sir 🙏🙏 ମୁଁ ବୁଝି ପାରିଲି ।
ସାର ପ୍ରଣାମ🙏 ସାର ବାସ୍ତବବାଦ ଆଉ ସ୍ଥିତିବାଦ ବିଷୟରେ ଆଉ ଥରେ ଯଦି ଆଲୋଚନା କରନ୍ତେ ବହୁତ ଉପକୃତ ହୁଅନ୍ତୁ ସାର🙏
Dhanyabad sir amaku apari video re bahut kichhi sikhya miluchhi .....🙏🙏🙏🙏
❤❤sir , Namskar .. please tk Drudhokti o karana upare tk video banatu exam re asuchi kichhi bujhi hauni 😢😢😢
ସାର୍ ଆପଣଙ୍କ ଭଲି ଗୁରୁ ଗୋଟେ ଦଶନ୍ଧି ରେ ଜଣେ ଜନ୍ମ ନେଉଥିବେ 🙏
ପ୍ରଣାମ ସାର୍। ପ୍ରତୀକବାଦ ସମ୍ପର୍କରେ ଅତ୍ୟନ୍ତ ସରଳ ଓ ହୃଦୟ ସ୍ପର୍ଶୀ ଆଲୋଚନା।
ସାର୍ ପ୍ରଣାମ🙏 । ଆପଣଙ୍କ ପ୍ରାଚ୍ୟ ଏ ପାଶ୍ଚାତ୍ୟ ବହି ର pdf ମିଳିବ କେଉଁଠୁ?
Tq sir
ଅତ୍ୟନ୍ତ ଭାବଗର୍ଭକ ଓ ମନୋଜ୍ଞ ଆଲୋଚନା, ପ୍ରଣାମ ସାର୍। ଏହିଭଳି ଆଲୋଚନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିପାରିବା ସହିତ ପାଠକମାନଙ୍କୁ ଜ୍ଞାନଦୀପ୍ତ କରିବ।
ପ୍ରଣାମ ମହୋଦୟ...🙏
ଉପସ୍ଥାପନା ଶୈଳୀ ହୃଦୟ ସ୍ପର୍ଶୀ..
ସାର ଲୋକ ସାହିତ୍ୟ ଉପରେ video ଟିଏ upload karantu
🙏🙏🙏ଧନ୍ୟବାଦ ବାଦ sir, ଧ୍ଵନି ଏବଂ ବକ୍ରୋତି ଟା ବି ଗୋଟେ class ନେଲେ ଆମେ ଆହୁରି ଖୁସି ହେବୁ
ହଁ ଧ୍ୱନି ର ଗୋଟିଏ Class କରାଯାଉ
ହଁ
@@geetaranibisoyi8090 ତୁମେ ଓଡ଼ିଆ Honors ରଖିଛ କି
@@rameshmeher9767 Hn
ହଁ ସାର ,....ରୀତି,ଧ୍ୱନି, ବକ୍ରୋକ୍ତି ସମ୍ପର୍କରେ ଶୀଘ୍ର ଆଲୋଚନା କରନ୍ତୁ ।
ଆପଣଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି ବହୁତ କମ ହେଇଯିବ 👏
Good morning sir 🙏🏾
Pranam Sir.....Sundare truptire abasada nahni...Jete sunuthile nua laguthai.....You r really really a spontaneous flow ......beautifully explained....Amazing...🙏
Thank you so much sir 🙏🙏🙏🙏🙏🙏
Bahut sundar alochona sir 🙏🙏🙏🙏🙏🙏 Namaskar sir
Voice bhala se subhuni Mic adjustment karantu
Sir Dhanyabada 🙏but sound clearly asuni
ଆପଣଙ୍କ ପାଇଁ ସାର୍ ଆମେ ଆଜି ଗର୍ବିତ 😊🙏।
Thanks
@@odiasahitya7223Beautiful explanation..🙏...sir please suggest which books should be read to gain more knowledge about it...
ଭଲ ଲାଗିଲା ବୋଲି ନକହି ମୁଁ ରହି ପାରୁନି ସାର୍ 🙏 , NKP odia gyan
ପ୍ରଣାମ ସାର୍
ସରସ ,ସରଳ ଏବଂ ଉପାଦେୟ ଆଲୋଚନା
ଉପକୃତ ହେଲି। ଅନେକ ଭାବରେ ଉପକୃତ ହେଲି
Bahut bhala bhabare bujheile sir
Sir ପ୍ରଣାମ ଆପଣ ଟିକେ 24 ଗୁରୁ ପ୍ରସଙ୍ଗର ଗୋଟିଏ cls କରନ୍ତୁ plz
Sir apan amiti sabu topic upare video upload karantu 🙏🙏🙏🙏...
ପ୍ରଣାମ ସାର ଆଉ ଉପଲୋଡ କରନ୍ତୁ
ସାର ନମସ୍କାର.
ରସ ରୀତି ଔଚିତ୍ୟ ବକ୍ରକ୍ତି ଗୁଣ ଉପରେ ଗୋଟେ ଭିଡ଼ିଓ ବନାନ୍ତୁ l
Nice one.lt realy helps literature student .
ସାର୍ 🙏
ଲୋକସାହିତ୍ୟ ଓ ଲୋକସଂସ୍କୃତି ବିଷୟରେ କିଛି ସୂଚନା ପ୍ରଦାନ କରନ୍ତୁ ।
Thank you sir
Sir pranam🙏
Sir apana ei ism padheiba sahita tara related books name jadi kuhante... ame kichhi bahi ra collection kariki padhiki ta upare kichhi adhika janiparantu...
ଆଜ୍ଞା ନମସ୍ତେ ।ଚତୁର୍ଦ୍ଦଶ ପଦୀ କବିତା ସମ୍ପର୍କରେ କିଛି ଆଲୋଚନା କରନ୍ତୁ
ସାର ଧନ୍ୟବାଦ 🙏
ଆପଣ ଆଧୁନିକ କବିତା ,ବାରବାଟୀ କିମ୍ବା ଶବବାହକ ର ଗାନ ଉପରେ କରିଲେ ଭଲ ହୁଅନ୍ତା ।
Sir please upload 🙏 ସଂରଚନାବାଦ, ଉତ୍ତର ଉପନିବେଶବାଦ,ନୂତନ ସମାଲୋଚନା
ama. callege. katha. kahile. sir. dhanyabad
ଧନ୍ୟବାଦ୍ ସାର 🙏
ସାର୍ ଅଳଙ୍କାର ବିଷୟ ରେ ଏକ ଭିଡିଓ କରନ୍ତୁ
Sir stiti bada kn
Thank u sir , your class clearly learnt us
Sir please upload
ଅନୁବାଦ ସାହିତ୍ୟ
Thank u sir.
💐🙏💐🙏💐🙏
ଅଳଙ୍କାର ବିଷୟ ରେ ଏକ ଭିଡିଓ ପ୍ରସ୍ତୁତ କରନ୍ତୁ ସାର୍
Sir gote bhala usb LAVALIER mic re recording karanti audio quality bahut kharap hauchi kichi clarity re sunajau nahi
Thanks sii
ଧନ୍ୟବାଦ ସାର୍
👍👍
ପ୍ରତିକ ବାଦ ର ଜନକ କିଏ?
ଚାର୍ଲସ୍ ବଦଲେୟାର
Sir please ,ias syllabus odia optional complete karantu.
ତେବେ ଆମେ ସନ୍ଧ୍ୟା ଭାଷା କୁ ପ୍ରତୀକ ଭାବେ ଗ୍ରହଣ କରି ପାରିବା କି ?
Please sir
Odia gramar upare vdo baneile bhabuchhi kichhi upakar huanta
Thank you so much sir 🙏
🙏🙏🙏
Thank you sir
Thank you sir ...🙏🙏