ଓଡ଼ିଆ ଭାଷାର ଇତିହାସ | Mo Bhasa Odia 2 | History of Odia Language | Santosh Tripathy

Поделиться
HTML-код
  • Опубликовано: 4 окт 2024
  • History of odia Language by Santosh Tripathy.
    .
    .
    .
    .
    .
    Authenticity of this video is solely view of writer. Odisha365 Doesn't claims any authenticity on this. Viewers are advised to do their own research on this and make our language great.
    .
    .
    .
    .
    .
    #MoBhasaOdia
    #SantoshTripathy
    #Odisha365

Комментарии • 176

  • @smrutiswagat5784
    @smrutiswagat5784 3 года назад +56

    ମୁଁ ମୋ ଭାଷା ଓଡ଼ିଆ ବୋଲି ନିଜେ ଗର୍ବ ଅନୁଭବ କରେ। ଓଡ଼ିଆ କେବଳ ଆମର ଭାଷା ନୁହେଁ ଏହା ଆମର ଆବେଗ ଓଡ଼ିଆ ବିନା ଆମର ପରିଚୟ କିଛି ନାହିଁ Jay Jagannath, Jay Odisha,Jay Odia,Jay Kalinga,Bande Utkal Janani

  • @jharanamoharana1874
    @jharanamoharana1874 4 года назад +13

    ବହୁତ ବଢିଆ ଆପଣଙ୍କ ଯୁକ୍ତିଯୁକ୍ତ ଆଲୋଚନା। ମୋ ଭାଷା ପାଇଁ ମୁଁ କିଛି ବି କରିପାରେ। ମୁଁ ଯଦି ଆପଣଙ୍କର ଶିଷ୍ୟା ଟିଏ ହୋଇପାରନ୍ତି ନିଜକୁ ଧନ୍ୟ ମନେ କରନ୍ତି। ମୋତେ ଆପଣଙ୍କର ଦୂରଭାଷ ନଂବରଟି ଦୟାକରି ଦେଇପାରିବେ।

  • @sai8498
    @sai8498 3 года назад +7

    ସର୍, ଆପଣ ଙ୍କ ଓଡ଼ିଆ ଅତି ଶୁଦ୍ଧ ଅଟେ

  • @kiranpanigrahi5291
    @kiranpanigrahi5291 3 года назад +18

    I am a college student ,I like this discussion Sir. 🙏🙏🙏 Thank you so much for this wonderful discussion about our mother language. I don't know how to type in odia, so I just commented in English.

  • @kalkiavtar12345
    @kalkiavtar12345 4 года назад +19

    ସାର କଣ କଲେ ଆମ ଓଡ଼ିଆ ଲୋକ ନିଜ ଭାଷା ଓ ସଂସ୍କୃତି ପରଟି ସଚେତନ ହୋଇପାରିବେ ? ତାମିଲ ତେଲୁଗୁ ମାଲୟଲମ କନଡ଼ କହୁଥିବା ଲୋକ ଯେମିତି ନିଜ ଭାଷାକୁ ପ୍ରଥମେ ପ୍ରାଧାନ୍ୟ ଦେଉଛନ୍ତି , ସେମିତି କଣ କଲେ ଆମ ଓଡ଼ିଆ ଲୋକ ନିଜ ଭାଷା ପ୍ରତି ସଚେତନ ହେବେ ? ବହୁତ ଓଡ଼ିଆ ଲୋକ ଭାବୁଛନ୍ତି ହିନ୍ଦୀ ଆମ ରାଷ୍ଟ୍ରଭାଷା । ଯୋଉଟା କି ଭୁଲ କଥା । କଣ କଲେ ଆମ ଓଡ଼ିଆ ଭାଷା ବି ଜାତୀୟ ସ୍ତରରେ ଚିନ୍ହିତ ହୋଇପାରିବ ଟିକେ କହିବେ ?

    • @snehashreemallik5211
      @snehashreemallik5211 4 года назад +6

      ଯଦି ଉଚ୍ଚ ହବାର ଏତେ ଆଶା ତାହାଲେ ଉଚ୍ଚ କରିବାକୁ ହେବ ଆମ ମାତୃଭାଷା # jay jaganath jay oldish ( Odia )

    • @sai8498
      @sai8498 3 года назад +7

      ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା, ତଥାପି ନିଜ ଓଡ଼ିଆ ଲୋକ ନିଜ ଭାଷା କୁ ସମ୍ମାନ ଦେଉନାହାନ୍ତି । ଆଜି କାଲି ର ପିଲା ମାନେ ହିନ୍ଦୀ ରେ କଥା ହେବା କୁ ଭଲ ପାଆନ୍ତି ଯେବେ କି ହିନ୍ଦୀ ମାତ୍ର 500 ବର୍ଷ ପୂର୍ବ ରୁ ଅଛି ଓ ଓଡ଼ିଆ 1,500 ବର୍ଷ ରୁ ଅଛି।
      କଣ କରା ଯାଇ ପାରିବ? କେନ୍ଦ୍ରୀୟ ସର୍କାର ଦ୍ଵାରା ଖୋଲା ଯାଇଥିବା ହିନ୍ଦୀ ବିଦ୍ୟାଳୟ ରେ ଓଡ଼ିଆ ଭାଷା କୁ ଜମା ଗୁରୁତ୍ୱ ଦିଆ ଯାଉନାହିଁ ଉପରୁ ଓଡିଶା ରାଜ୍ୟ ସୀମା ରେ ଓଡ଼ିଆ ପଢାଉଥିବା ବିଦ୍ୟାଳୟ କମି କମି ଯାଉଚି ଓ ସେଠାରେ ବିଜ୍ଞାପନ ବୋର୍ଡ ରେ ଭି ବେଙ୍ଗଲି କିମ୍ବା ହିନ୍ଦୀ ଭାଷା ର ପ୍ରୟୋଗ ହେଉଛି।

  • @niranjanpalei3860
    @niranjanpalei3860 3 года назад +13

    ମାତୃଭୂମି ମାତୃ- ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନି- ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ? Thank you so much sir.

  • @kalkiavtar12345
    @kalkiavtar12345 4 года назад +23

    ଓଡ଼ିଆ ଲୋକ ମାତୃଭାଷା ର ମହତ୍ତ୍ୱ ଜାଣିନାହାଁନ୍ତି । ନାହଲେ ଓଡ଼ିଆ କହିପାରୁନଥିବା ଲୋକ କୁ 25 ବର୍ଷ ଜିତାଆଣିଥାନ୍ତେ ...

    • @PRATEEK__15.
      @PRATEEK__15. Год назад +4

      ତୁମୋ ମାନଙ୍କ ଭଳିଆ କିଛି ନୀଚ ଭାବନା ରଖୁଥିବା ଲୋକଙ୍କ ପାଇଁ ଓଡିଶା ଆଜି ତଳେ,, ଏଠି ଓଡ଼ିଶlର ଭାଷା ସମ୍ପର୍କ ରେ sir ଉପସ୍ଥାପନା କରୁଛନ୍ତି ଏଠି ଆପଣଙ୍କ ଭଳିଆ ତୁଚ୍ଛ ରାଜନୈତିକ ଲୋକଙ୍କର କିଛି କାମ ନାହିଁ ସବୁଠି ରାଜନୀତି ଛି,, ଏମିତି comment କରିବା ପୂର୍ବରୁ ଲାଜ ଲାଗିବା କଥା,, ଧନ୍ୟବାଦ 🙏

  • @lilikumaripadhy7662
    @lilikumaripadhy7662 2 года назад +6

    ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଆଲୋଚନା ବହୁତ ବହୁତ ଧନ୍ୟବାଦ ସାର୍

  • @LP-oy1zs
    @LP-oy1zs Год назад +4

    Many many thanks for such valuable discussion on our mother language

    • @mrexpert3707
      @mrexpert3707 Год назад

      Bhai odisha dravid state h ya aryan state

  • @Dipun7788
    @Dipun7788 Год назад +2

    ବହୁତ ଭଲ ଲାଗିଲା । ବହୁତ ସାରା ଭଲ ଞାନ । ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।

  • @adyasha.1234
    @adyasha.1234 4 года назад +3

    ଆପଣଙ୍କ ଉପସ୍ଥାପନା ଖୁବ୍ ସୁନ୍ଦର। ଗୁରୁତ୍ୱ ପୂ୍ର୍ଣ୍ଓ

  • @biswajitnayak9332
    @biswajitnayak9332 4 года назад +6

    Nice to hear

  • @jibanyoga
    @jibanyoga 4 года назад +5

    ବହୁତ୍ ବଢିଆ। ଜାରି ରଖନ୍ତୁ 🙏

  • @tunapradhan9498
    @tunapradhan9498 Год назад +1

    ଧନ୍ୟବାଦ୍ ସର୍ ।ଆପଣଙ୍କ ଉପସ୍ଥାପନା ବହୁତ୍ ଭଲ ଲାଗିଲା ।

  • @suchitrapradhan5232
    @suchitrapradhan5232 8 месяцев назад +2

    What a explanation about us mother tough

  • @suchitrapradhan5232
    @suchitrapradhan5232 8 месяцев назад +2

    Wow wow ❤❤

  • @shyamsundarandia2374
    @shyamsundarandia2374 3 года назад +3

    ଜୟ ଜଗନ୍ନାଥ 🙏 ବନ୍ଦେ ହିନ୍ଦୁସ୍ତାନ
    🇮🇳 🇮🇳 🇮🇳 🇮🇳 🇮🇳 🇮🇳 🇮🇳

  • @tripurapalai5150
    @tripurapalai5150 8 месяцев назад +1

    Thank you sir for your discussion. Please continue the discussion.

  • @jyotiparnaray
    @jyotiparnaray 17 дней назад

    Apanaka upasthapana bahut uchakotira agyan 🙏🙏🙏

  • @pragyansaritapatra6964
    @pragyansaritapatra6964 8 месяцев назад +2

    ଧନ୍ୟବାଦ୍ sir 🙏

  • @J.c143
    @J.c143 2 месяца назад

    Sir please ଏହି topic ରେ ରଚନା ଲେଖନ୍ତୁ
    ବହୁଭାଷୀ ଓଡ଼ିଶା ଓ ଓଡ଼ିଆ ଭାଷାର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ

  • @amareshchandranayak9533
    @amareshchandranayak9533 4 года назад +8

    🙏🙏🙏ବହୁତ ସାରା ଶୁଭେଚ୍ଛା sir, ଖୁବ ସୁନ୍ଦର ଉପସ୍ଥାପନା....

  • @manojkumarratha7922
    @manojkumarratha7922 Год назад +3

    Namaskar sir. Excellent presentation and a very important content.Thanks a lot for your valuable efforts.Sir, please help everyone by taking some odia grammar class.

  • @Gopinath-sb7hl
    @Gopinath-sb7hl Год назад +1

    Khub sundar 🙏

  • @mylivinggodjesus4315
    @mylivinggodjesus4315 4 года назад +9

    Outstanding language conversion speech.

  • @Hemant-oe3qp
    @Hemant-oe3qp 8 месяцев назад +1

    Dhanyabada.sir

  • @madhusmitarat7845
    @madhusmitarat7845 2 года назад +2

    Pranam sir....how elegantly u have explained our beautiful language...Bravo.... Bravo.....a flawless fluency .....pranam

  • @alokranjanmekap3000
    @alokranjanmekap3000 7 месяцев назад +1

    ହ୍ରସ୍ବ ସ୍ବର ଓ ଦୀର୍ଘ ସ୍ବର ର ଉପଯୁକ୍ତ ଉଚ୍ଚାରଣ ଆମ କଥୋପକଥନ ରେ ଅଭ୍ୟାସଗତ ହୋଇପାରିଲେ ବୋଧହୁଏ ଆମ ମାତୃଭାଷା ର ଲିଖିତ ଓ କଥିତ ବ୍ୟବହାର ସଂସ୍କାରିତ ହେବ।

  • @shayantani3588
    @shayantani3588 3 года назад +1

    କି ସୁନ୍ଦର ଉପସ୍ଥାପନା!

  • @familyfun2759
    @familyfun2759 3 года назад +3

    Thank you sir for this video.. This video will be really helpful for my exhibition.. I am going to speak on this topic only.

  • @chikubindas
    @chikubindas 4 года назад +1

    ବହୁତ ସୁନ୍ଦର ଉପସ୍ଥାପନା ଆଜ୍ଞା ।

  • @manojjena2579
    @manojjena2579 3 года назад +2

    ସୁନ୍ଦର ଉପସ୍ଥାପନା ସାର୍ 🙏

  • @bijayalaxmiparida3063
    @bijayalaxmiparida3063 4 года назад +2

    Sir 🙏🙏🙏 ...Ati sundar... Heart touching class.. thank you Sir

  • @1srikantasagar815
    @1srikantasagar815 3 года назад +2

    ଯାହା କୁହ ଆଜ୍ଞା ଆପଣଙ୍କ ନିଶ ଟା ମସ୍ତ ହେଇଛି

  • @Banditxam4
    @Banditxam4 7 месяцев назад

    Yes this is what I was waiting for...

  • @hariprasadclass
    @hariprasadclass 8 месяцев назад +1

    ଅତି ସୁନ୍ଦର ❤❤

  • @soumyajit9460
    @soumyajit9460 4 года назад +2

    ସାର୍...ଅତି ସୁନ୍ଦର.....🙏🙏🙏🙏

  • @sabitasahoo4463
    @sabitasahoo4463 10 месяцев назад +1

    Good job

  • @pranabikamajhi8497
    @pranabikamajhi8497 4 года назад +1

    Mu bahut miss Karuchi aapanaka CLS nutana dhanchare padheibara syli.... Congratulations sir vedio pain

  • @kshirasindhusahu3772
    @kshirasindhusahu3772 3 года назад +1

    Sir bahut sundar upastapana..

  • @badalkumar7541
    @badalkumar7541 4 года назад +1

    Sir
    Odia bhasa ro itihaso suni bahut khusi lagila, amo bhasa kete je puruna taha ame janinanahu
    Bastabare ame odia hei odia bhasa bisayare kichi bi janinahu
    Dhanyabad sir

  • @bhaiteravlogbala
    @bhaiteravlogbala Год назад +2

    ଆର୍ଯ୍ୟ ମାନେ କୋଉଠୁ ଆସିନଥିଲେ ଆମେ ସମସ୍ତେ ହିଁ ଆର୍ଯ୍ୟ ଏସବୁ ହିନ୍ଦୁ ଆଉ ଆର୍ଯ୍ୟ ଦୁଇଭାଗ କରିବା ପାଇଁ ବାମ ପନ୍ଥି ଇତିହାସ କାର ମାନେ ଷଡ଼ଯନ୍ତ୍ର କରିଛନ୍ତି।

    • @santoshkumarpati3998
      @santoshkumarpati3998 3 месяца назад

      Hindu boli kichi dharm nahin Arjya mane asi Sindhu kahi parileni toh hindu kahile taku hu semane dharm karile taha ebe alipua malipua manuchanti. Arjya ajjra Europe, Babylon ru asithile ebe kiye arjya kahaku jana nahin.

  • @Naturalthingsbd
    @Naturalthingsbd Год назад +1

    আমি বাংলাদেশ থেকে।আমাদের দেশে ঠাকুরগাঁও ও দিনাজপুরের আঞ্চলিক ভাষা ম নে হ য় উড়িয়া।

    • @santoshkumarpati3998
      @santoshkumarpati3998 3 месяца назад

      Janiba katha Bangla ama podesi rajya thila tahara gote ansh heuchi Bangladesh. ❤

  • @luciddream6983
    @luciddream6983 4 года назад +6

    🙏🏼🙏🏼🙏🏼Sir I am from West Bengal. I want to know about Anarya Chandali Jati. Please sir share it details.
    I can understand Odia without learn.

  • @minatimishra6628
    @minatimishra6628 Год назад

    ଚମତ୍କାର ଉପସ୍ଥାପନା ସାର୍ 🙏🙏

  • @sudhansusekharnayak3199
    @sudhansusekharnayak3199 2 года назад +1

    Tq so much❤️ sir for this discussion...

  • @sudipasahu1142
    @sudipasahu1142 4 года назад +2

    ସାର୍ 🙏🙏🙏👏👏👏ଖୁବ ଚମତ୍କାର

  • @upendrasahoo3762
    @upendrasahoo3762 3 года назад

    Great sir for you idea abouts our odia language

  • @pranabikamajhi8497
    @pranabikamajhi8497 4 года назад +1

    Sir pranam mu bahut khusi aapanaka vedio deki aau bahut garbita mone Karuchi mu aapanaka student......

  • @somnathbehera7394
    @somnathbehera7394 3 года назад +2

    ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ମୁଁ ଓଡ଼ିଆ ବୋଲି ଗର୍ବ କରେ

  • @SantoshKumar-wz1vo
    @SantoshKumar-wz1vo Год назад

    ସାର୍ ଆପଣଙ୍କୁ ଏ ବିଷୟରେ ଜଣାଇବା ପାଇଁ ଆପଣକୁ ଅନେକ ଧନ୍ୟ ବଦ

  • @subhalaxmibehera6101
    @subhalaxmibehera6101 4 года назад +1

    Thank you Santosh sir

  • @santoshkumarpadhy5182
    @santoshkumarpadhy5182 4 года назад

    Fully informative!!!... Bahut mast

  • @ramachandrosamalo9517
    @ramachandrosamalo9517 2 года назад +1

    Fantastic...... Sir

  • @Researcherpinky875
    @Researcherpinky875 4 года назад +1

    Sir good teaching🙏🙏🙏🙏

  • @barshapriyadarshini3337
    @barshapriyadarshini3337 4 года назад +1

    Sir apananka kahiba saili ati romanchakara..... 🙂🙏👌👌👌👍

  • @dalimapatra679
    @dalimapatra679 4 года назад +1

    thank you sir

  • @Xxxlgey
    @Xxxlgey Год назад

    କଥା ବଡ଼ ବଡ଼ କେଡ଼େ ସୁନ୍ଦର, ।। ଓଡ଼ିଆ ଭାଷାର ବିକାଶ, ପ୍ରଚ଼ାର ପ୍ରସାର ପାଇଁ କ'ଣ ଟା କରିଛନ୍ତି?? ଆଜି ପର୍ଯ୍ୟନ୍ତ ??, ମୋ କମେଣ୍ଟ ଯଦି ପଢ଼ି ପାରିଲେ, ଯଦି ଟିକେ ଲାଜ ଲାଗି ଥାଏ ତାହେଲେ କ୍ଷମା

  • @HaraprasadSwain
    @HaraprasadSwain 4 года назад

    Bahut bhala lagila sir.

  • @slowdown3789
    @slowdown3789 4 года назад

    Bahutt bhala sir 🙏

  • @tkpcreation1318
    @tkpcreation1318 3 года назад

    Bht badhiya sir 🙏🙏

  • @jamunamajhi3350
    @jamunamajhi3350 3 года назад

    Nice nice very nice video 👍👍tq sir 🙏🙏

  • @purnatiria237
    @purnatiria237 Год назад

    ଜୟ ଜଗନ୍ନାଥ

  • @baijayantimalarath1556
    @baijayantimalarath1556 8 месяцев назад

    👌👌

  • @bijoydasudiya
    @bijoydasudiya 11 месяцев назад

    ଅଙ୍ଗ ବଙ୍ଗ କଳିଙ୍ଗ ଗଲେ ବ୍ରାହ୍ମଣମାନଙ୍କ ଜାତି ଯାଇଥାଏ। କଳିଙ୍ଗ ଭାଷା ଦ୍ରାବିଡ଼ ଗୋଷ୍ଠୀର‌ ପୁରାତନ ଭାଷା ଥିଲା।

  • @chandankumardas2315
    @chandankumardas2315 2 года назад

    Wooooow sir.

  • @yanildev
    @yanildev 4 года назад +6

    Sir I feel that Sanskrit was never a spoken language , rather its created as court language( to communicate between kings speaking different language) from existing languages like Prakruta. Otherwise why all Kalidash writings has part prakruta, may be because locals can understand. We know written sanskrit after Panini wrote the byakaran. Now even Aryan invasion theory is almost near to proving wrong.

  • @gentleman1605
    @gentleman1605 2 года назад +1

    Any Bengali here???I am from Bangladesh... 🇧🇩

  • @narottammishra9353
    @narottammishra9353 10 месяцев назад

    Jai. Koshal. Amara. Bhasa. Sambalpuri. Jai. Ma. Samaleswari. 👃

  • @ourlearning6425
    @ourlearning6425 Год назад

    ସାର୍ ନମସ୍କାର ! ଆପଣଙ୍କ ଭିଡିଓ ବହୁଳ ବୋଧଗମ୍ୟ ଓ ତଥ୍ୟ ମୂଳକ

  • @beautyline855
    @beautyline855 8 месяцев назад

    15:30 ଜଗନ୍ନାଥ ଓଡ଼ିଆ ଭାଷା ଶିଳା ଲିପୀ

  • @jagannathnag6636
    @jagannathnag6636 2 года назад

    Good explanation 👏 sir

  • @BijayModi-x5x
    @BijayModi-x5x 9 месяцев назад

    ଆର୍ଯ୍ୟ ଏକ ଗୁଣବାଚକ ଶବ୍ଦ, ଜାତିବାଚକ ନୁହେଁ । ଆର୍ଯ୍ୟ ମାନେ ଭାରତ ବାହାରୁ ଆସିଛନ୍ତି ଏହା ଏକ ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ ତଥ୍ଯ।

    • @Banditxam4
      @Banditxam4 7 месяцев назад

      Na semane out of odia loka

  • @kmstudypoint1450
    @kmstudypoint1450 4 года назад

    Sir valo heichi

  • @sailabaladas9890
    @sailabaladas9890 3 года назад

    Thank-you sir 🙏 ddce

  • @yosoumya
    @yosoumya 4 года назад

    ଅତି ସୁନ୍ଦର…🙏🙏🙏🙏

  • @0Ali768
    @0Ali768 4 года назад

    Bahut sundar bhabare barnana karichanti ama guruji Odisha 365 channel madhyamare .
    Mora apanaku 🙏🙏

  • @sailabaladas9890
    @sailabaladas9890 3 года назад

    Sir you're great 👍 ddce

  • @sridharmoharana5104
    @sridharmoharana5104 2 года назад

    Sir ur Great... ❤

  • @nirupamamahanta8074
    @nirupamamahanta8074 4 года назад +2

    🙏🙏🙏

  • @prasadpanda6171
    @prasadpanda6171 4 года назад +2

    ମହାଶୟ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆର୍ଯ୍ୟ ଦ୍ରାବିଡ ଏକ ଭ୍ରାନ୍ତ ସବୁ ଭାରତୀୟ ଏକ ଅଟେ।କିନ୍ତୁ ଆଜିର ଗୁଜୁରାଟୀ ବଂଗାଳୀ ଏବଂ ମରାଠୀ ସମ୍ପୂଣ୍ଣ ନୂତନ ଭାଷା,ଯାହାକି କିଛି ଶତ ବର୍ଷ ତଳେ ଉନ୍ନତ ହୋଇଛି ।ଆଜିର ଗୁଜରାଟ ମହାରାଷ୍ଟ୍ର ବି ଦ୍ରାବିଡ ରାଜ୍ୟ ରୁପେ ଥିଲା ।ସମ୍ପୂଣ୍ଣ ଭାରତବର୍ଷ ଆର୍ଯ୍ୟବ୍ରତ ପରିଚିତ ଥିଲା ।

  • @gourangaseth8025
    @gourangaseth8025 2 года назад

    ନମସ୍କାର

  • @chandra0349
    @chandra0349 3 года назад

    ସାର୍ ଏତେ ଭାଷା ସୃଷ୍ଟି ହେଲା କେମିତି🙏🙏

    • @pdlite4101
      @pdlite4101 3 года назад

      ଅନ୍ୟ ଭାଷାର ପ୍ରଭାବରେ ଓଡ଼ିଆ ଭାଷାର ଅପଭ୍ରଂଶ ହେଲା। ଅନେକ ଗୁଡ଼ାଏ ଉପଭାଷା ସୃଷ୍ଟି ହେଲା।

    • @sriyanshupadhi6627
      @sriyanshupadhi6627 5 месяцев назад

      ​@@pdlite4101😂 odia betita au kana jana achi

  • @bk3105
    @bk3105 3 года назад

    Pranam sir 🙏

  • @babrubahangouda2001
    @babrubahangouda2001 3 месяца назад

    Bande Utkal janani ❤

  • @alok6339
    @alok6339 4 года назад

    Sir superb

  • @sabitanayak8129
    @sabitanayak8129 4 года назад

    Super sir

  • @ajayabhoi4129
    @ajayabhoi4129 3 года назад

    Nice sir

  • @nalinibagh9209
    @nalinibagh9209 8 месяцев назад

    Sir namaskar I am your student of Manikedwari college

  • @mangulicharanmallick1187
    @mangulicharanmallick1187 Год назад

    Nice

  • @kartikabhumia2000
    @kartikabhumia2000 Год назад

    Super sir 😘😘😘😘🥰🥰

  • @jaysriday4835
    @jaysriday4835 9 месяцев назад

    Sir biswa odia bhasa sammalini bisaya re kichi kuhantu please

  • @rajeebbarma
    @rajeebbarma 2 года назад +6

    Odia needs a lot of improvements in this cyber era:
    1. There is a need to change the font. The current font is not visible when written. It is very small compared to English.
    2. Easily understandable Odia needs to be popularised among the youth.
    3. More mature Odia content needs to be produced.

    • @subhrakantasahoo6155
      @subhrakantasahoo6155 Год назад +3

      Prathame apana odia re lekhantu

    • @apurvakumardani172
      @apurvakumardani172 Год назад +1

      Na
      Lipi badalidele odia bhasa odia hi rahibani re bhai

    • @slej.H
      @slej.H Год назад +1

      ​​​@@subhrakantasahoo6155sta re bhai eparika loka nku delhile pathara maari baku ichha hue. Emane bhabu chanti je english re hi katha hele emane sabhya

    • @Xxxlgey
      @Xxxlgey Год назад +1

      ତୁ ତ ଓଡ଼ିଆ ଲେଖ ଆଗ ଜ୍ଞାନୀ

    • @ranjankumarsahu998
      @ranjankumarsahu998 10 месяцев назад +1

      @rajeebbarma. What you pointed out is right.
      Odia re jadi lekha ku utkrusta karibara achhi to reformation darkar achi..
      ସମସ୍ତଙ୍କୁ ଖାଲି ଓଡ଼ିଆ କୁହ, ଓଡ଼ିଆ ଲେଖ ବୋଲି କହିଲେ ହେବନି। ଏସବୁ ପାଇଁ ସେହିପରି ସୁବିଧା ସବୁ ଯୋଗାଇବା ଉଚିତ୍। ଆଉ ସେୟା କେବଳ ସମସ୍ତଙ୍କ ପ୍ରଚେଷ୍ଟା ରେ ହେଇ ପାରିବ। ନିଜେ ନିଜେ ବଡ଼ ବଡିକା ଦେଖାଇହେଲେ ହେବନି

  • @abodisom_official
    @abodisom_official Год назад

    ❤❤

  • @sonalilenka5940
    @sonalilenka5940 4 года назад

    Sir Odia bhasha srusti kipari heichi ta upare gote video karantu plz

  • @बहुतहसी
    @बहुतहसी 4 года назад +1

    Very similar to Hindi and Sanskrit
    I am from Bihar

  • @surajkumarbehera7771
    @surajkumarbehera7771 4 года назад

    Sir lavanyabati ra 1st and 2nd channda upare video banao

  • @sriteshnaik8734
    @sriteshnaik8734 11 месяцев назад +1

    Know dist kira bhasa sudha odia

  • @12tanmayray12
    @12tanmayray12 Год назад

    ଯଦି ଇଂରାଜୀ କମେଣ୍ଟ ମାଧ୍ୟମରେ ଓଡ଼ିଆ ଭାଷା ର ଉନ୍ନତି ଆଶା କରାଯାଏ ତାହେଲେ 🤦‍♂️🤦‍♂️🤦‍♂️🤦‍♂️🤦‍♂️ଜଗତେ କେବଳ ଜନେ ହସିବେ 😂😂😂

  • @susantanarayan2826
    @susantanarayan2826 4 года назад

    Namaskar sir