ବିଧାନସଭାରେ ବିଜେଡିକୁ ଧୋଇଦେଲେ ଟଙ୍କଧର || BJP MLA Tankadhar Tripathy ||Odisha Assembly ||Odisha Reporter

Поделиться
HTML-код
  • Опубликовано: 6 сен 2024
  • 'ପ୍ରଭୁଙ୍କ ଇଚ୍ଛାରେ ଆମେ ସମସ୍ତେ ବିଧାନସଭାରେ ବସିଛେ ନିଶ୍ଚୟ । ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିବା ବିଜୁ ଜନତା ଦଳ କେଉଁଠି ବସିଛି ଆଉ ବିଜେପି କେଉଁଠି ବସିଛି ତାହା ସମସ୍ତେ ଦେଖୁଛନ୍ତି । ବିରୋଧୀ ବିଧାୟକ ଯେଉଁ କହୁଛନ୍ତି ଆମେ ଏମିତି ନୀତି ବିଭ୍ରାଟ କେବେ ଦେଖିନଥିଲୁ । ତେବେ ମନେପକାଇ ଦେବାକୁ ଚାହୁଁଛି 2015 ମସିହାରେ ହୋଇଥିବା ବ୍ରହ୍ମ ବିଭ୍ରାଟ କାହା ସମୟରେ ହୋଇଥିଲା । ସେ ସମୟରେ ଅନନ୍ତ ଶୟନରେ କିଏ ଶୋଇଥିଲା ତାହା ଓଡ଼ିଶାବାସୀ ଦେଖିଛନ୍ତି ।' ବିଧାନସଭାରେ ବିଜେଡିକୁ ଟାର୍ଗେଟ କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଆଉ କଣ କହୁଛନ୍ତି ଶୁଣନ୍ତୁ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Tankadhartripathy #bhubaneswar #OdishaAssembly #BJD #BJP

Комментарии • 327

  • @user-xb5js1lj2r
    @user-xb5js1lj2r Месяц назад +145

    ଧନ୍ୟବାଦ ବିଧାୟକ ଟଙ୍କଧର ମହୋଦୟ |

  • @SurendraMirdha-qo6tr
    @SurendraMirdha-qo6tr Месяц назад +3

    ଧନ୍ୟବାଦ ବିଧାୟକ ଟଙ୍କଧର ମହୋଦୟ

  • @banamalimahakud8497
    @banamalimahakud8497 Месяц назад +61

    ଆପଣଙ୍କୁ ଅନେକ ଧନ୍ୟବାଦ ଟଙ୍କ ଭାଇ ।

    • @doremon201
      @doremon201 Месяц назад

      Tanka to bou bia re danka paseiba re chodi pua

  • @mrsatyabratanayak1433
    @mrsatyabratanayak1433 Месяц назад +58

    ଏକଥା ଆଉ ମନେ ନାହିଁ ଜୟ ଜଗନ୍ନାଥ

  • @tikerambag9866
    @tikerambag9866 Месяц назад +51

    ଧନ୍ୟବାଦ ଟଙ୍କ ଭାଇ

  • @sarojrout9173
    @sarojrout9173 Месяц назад +116

    ପ୍ରଭୁ ଜଗନ୍ନାଥ 🚩 🙏🏽 ଗେଣ୍ଡା ଦଳ ର ଗର୍ବ ଅହଙ୍କାର ମାଟି ରେ ମିଶାଇ ଦେଲେ

    • @sukantaKumar-xo5ul
      @sukantaKumar-xo5ul Месяц назад +7

      Bala tor upudi jiba raha re pua pariba kani kini 😂😂😂😂😂😂😂

    • @Raju-g7o
      @Raju-g7o Месяц назад +2

      Offcourse right 👍

    • @ambarishswain3233
      @ambarishswain3233 Месяц назад +2

      Gendalia

    • @RAKESHKUMAR-on9sm
      @RAKESHKUMAR-on9sm Месяц назад +2

      ​@@sukantaKumar-xo5uldekhiluni ki kemiti upudi gala one sided 😂

    • @MithunKumarofficial-oc8ig
      @MithunKumarofficial-oc8ig Месяц назад

      ଵୀଜେପି ସରକାର ଏଇ ୫ବରଷ ଯାଆ କରିଦିନ୍ତୁ କହିଯାନ୍ତୁ

  • @gopalchandrapuhan2194
    @gopalchandrapuhan2194 Месяц назад +14

    ପ୍ରଭୁ ଜଗନ୍ନାଥଙ୍କୁ ନେଇ କୌଣସି ପରିସ୍ଥିତିରେ ରାଜନୀତି କରାନଯାଉ...

  • @samirnayak3768
    @samirnayak3768 Месяц назад +18

    ବିଜେଡିର ଗୋଟିଏ ଭଲ ଗୁଣ ସତ୍ୟକୁ ବରଦାସ୍ତ କରେନି.

  • @BiratRana-dl1uv
    @BiratRana-dl1uv Месяц назад +20

    ଧନ୍ୟବାଦ ଟଙ୍କଧର ବାବୁ.. ଜୟ ଜଗନ୍ନାଥ 🙏

  • @bikashKumar-vg9fh
    @bikashKumar-vg9fh Месяц назад +11

    ଜୟ ଜଗନ୍ନାଥ 🙏🚩🙏🚩🙏🚩🙏🚩🙏🚩ମାଡି ଚାଲ ଓଡିଶା କୁ ଆଘକୁ ବଢ଼ାଓ
    ଓଡିଶା କୁ ବର୍ବାଦ କରିଥିବା ସବୁ ନେତା ଅପରାଧୀ ଙ୍କୁ ଗିରଫ କରାଯାଉ ଜୟ ଜଗନ୍ନାଥ 🙏🚩🙏🚩🙏🚩🙏🚩

  • @againstreservation784
    @againstreservation784 Месяц назад +22

    ଦୀପାଳୀ ଦାସ-ବୁଢୀ ଵାଘୁଣୀ
    ଟଙ୍କଧର ଗଡତ୍ୟା- ସିଂହ

  • @user-fq5gb9ep9e
    @user-fq5gb9ep9e Месяц назад +5

    ଅତି ନିଷ୍ଠୁର ସତ୍ୟ କଥା । ଧନ୍ୟବାଦ B J P ନେତା ଠିକ୍ ଓଡିଶା ବାସୀଙ୍କ ରଖି ପାରି ଛନ୍ତି ,ଆଉ ଗୋଟେ କଥା ଭତ୍ତାକୁ ସମସ୍ତଙ୍କ ପାଇଁ ୧୫୦୦ ଟଙ୍କା କରନ୍ତୁ ଯଦି ଆଗାମୀ ଦିନରେ B J P ସରକାର ତିଷ୍ଠି ରହିବାକୁ ଚାହେଁ ,ନହେଲେ ପୁରା କଂଗ୍ରେସ ।

  • @BjaratRana
    @BjaratRana Месяц назад +38

    ଟଙ୍କ ଭାଇ ଜିନ୍ଦାବାଦ

  • @ShibasankarHansdah-um4wd
    @ShibasankarHansdah-um4wd Месяц назад +34

    ସତ୍ୟ କଥା ❤

  • @user-jo8fr3mc7r
    @user-jo8fr3mc7r Месяц назад +39

    ଧନ୍ୟବାଦ ଟଙ୍କ ଧର ଭାଇ

  • @nabinkishorkartta1285
    @nabinkishorkartta1285 Месяц назад +11

    ଧନ୍ୟବାଦ ଆମ ବିଧାୟକ ଟଙ୍କଧର ଭାଇ ଙ୍କୁ ।

  • @niharpalai3774
    @niharpalai3774 Месяц назад +12

    ବାସ୍ତବ କଥା କହିଲେ ଟଙ୍କଧର Sir, 🌼🌿 ମହାପ୍ରଭୁଙ୍କୁ 🌿🌼 ଭିକ୍ଷା ମଗେଇ ଦାଣ୍ଡେ ଦାଣ୍ଡେ ବୁଲେଇ e ଦୁର୍ନିତୀ ନବୀନ ମଦୁଆ ଓ BJD dala ସଂସାରରୁ ଦିନେ ଲୋପ ପାଇଯିବେ

  • @laxmidharapanda6086
    @laxmidharapanda6086 Месяц назад +58

    କଣ ନକହିଲେ ମ ଚୋର ଲୁଟେରା ବିଜେଡି ଦଳକୁ ବ୍ରହ୍ମ ଚାପୁଡ଼ା ଗୋଟେ ଦେଇଦେଲ ! ଜଗନ୍ନାଥହିଁ ନବୀନାକୁ ରସାତଳକୁ ନେବା ଥୟ ! ନିଜେ ପାଣ୍ଡିଆର କଣ୍ଢେଇ, ସିଏ ଜଗନ୍ନାଥଙ୍କୁ ଭାବିଥିଲା କାଠ କଣ୍ଢେଇ ବୋଲି !

    • @ajitmohapatra7765
      @ajitmohapatra7765 Месяц назад +5

      Right

    • @anuptripathy1391
      @anuptripathy1391 Месяц назад

      ତୁ ଶଳା କଣ କହିବୁ. ତମେ ଶଳା ବେଈମାନ

    • @laxmidharapanda6086
      @laxmidharapanda6086 Месяц назад +2

      @@anuptripathy1391 ସତକଥା ହଜମ କରିବାକୁ କଷ୍ଟ ହେଉଛି କିରେ ? ତୁ ତ ଆଗାମୀ 5ବର୍ଷରେ ଆହୁରି କେତେକଥା ଶୁଣିବୁ ! ମୁଁ ଭାବୁଛି ତୁ ଶଶୁରପୁଅ ପାଗଳହୋଇ ବଡ଼ଦାଣ୍ଡରେ ବୁଲିବାଟା ଧାର୍ଯ୍ୟ !

  • @user-si2gd4xo3n
    @user-si2gd4xo3n Месяц назад +15

    Jay Jagannath Jay Shri

  • @b.lokanathpatro3163
    @b.lokanathpatro3163 Месяц назад +2

    Very good speech 🚩🚩🚩🚩🚩

  • @pallimadhuriodiafolksong2771
    @pallimadhuriodiafolksong2771 Месяц назад +44

    ଗାଲୁ ବିଜେଡି ସଜରେ ବସୁ । ଆଲଜୁକ ଓଡିଶା କୁ ଖୋଳ କରି ଆହୁରି ମୁହଁ ଟାଣ । ଅଲାଜୁକ ର ବଡ ବୋପା । ଲଜ୍ୟା ବିହୀନ ନେତା।

  • @bhagabandash9107
    @bhagabandash9107 Месяц назад +18

    BJP jindabad

  • @ମୁଁନବୀନ_ପାଣ୍ଡୁ

    ବହୁତ୍ ବଢିଆ, 🙏 ଭାରି ଖୁସି ଲାଗୁଛି, 😁

  • @pradoshrath1035
    @pradoshrath1035 Месяц назад +1

    Next PM Jogi, Odisha Next CM Tanka.Bright future GOD BLESS Him.🎉🎉🎉🎉🎉

  • @rahulk934
    @rahulk934 Месяц назад +6

    Thanks to the voters of jharsuguda for choosing right candidate....

  • @pintu9102
    @pintu9102 Месяц назад +6

    Thanks.

  • @subasjena1252
    @subasjena1252 Месяц назад +17

    Tanka dhar bhai jinda bad ❤❤❤❤❤❤❤❤❤❤❤❤❤❤Jay bjp ❤❤❤❤❤Jay bjp ❤❤❤❤❤❤❤Jay bjp ❤❤❤❤❤❤Jay Jagannath ❤❤❤❤❤❤❤

  • @GirijaShankarBarik
    @GirijaShankarBarik Месяц назад +4

    Tankadhara babu jendabad

  • @GCAVENUETENANTSASSOCIATION
    @GCAVENUETENANTSASSOCIATION Месяц назад +2

    ଆଜ୍ଞା.. ଓଡିଶା ରିପୋଟର ଵାଲା କହି ପାରିବେ କି ଟିଙ୍କଧର ବିଜେଡିକୁ କଣ କଣ ଲଗେଇକି ଧୋଇଲେ? ବିଜେପି କେଉଁଠି ବସିଛି ତାହା ସମସ୍ତେ ଦେଖୁଛନ୍ତି । ଆଜ୍ଞା.. ଟିଙ୍କଧର ଭଲକି ଦେଖନ୍ତୁ ବିଜେଡି ହାରିକି ବି ନବୀନ ବାବୁ ହିରୋ... ଆଉ ମୋଦି ବାବୁ ଜିତିକି ବି ଚନ୍ଦ୍ରବାବୁ ଆଉ ପଲଟୁରାମ ନୀତିଶ ବାବୁଙ୍କ ଗୋଡ଼ ଧରି ପଡିଛନ୍ତି. ଏବେ ଜୟ "ଶ୍ରୀ ରାମ" କହୁଥିବା ସର୍ବୋଚ୍ଚ ଦେଶଭକ୍ତ ମୋଦି ବାବୁ ଏବେ ଜୟ ଜଗନ୍ନାଥ କହିଲେନି. ଆଉ କିଛି ବୁଝିବା ବାକି ଅଛି ? 🤣🤣🤣

  • @basudebsenapati2181
    @basudebsenapati2181 Месяц назад +2

    ତମେ ପୁରି ଓ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବିସୟ ରେ କିଛି ଜାମିନ

  • @shivaprasadnayak1105
    @shivaprasadnayak1105 10 часов назад

    Good Question 👍👍👍
    ଜୟ ବିଜେପି 🙏

  • @mariamxalxo2797
    @mariamxalxo2797 Месяц назад +7

    Bahut badhia

  • @munamishra9760
    @munamishra9760 Месяц назад +11

    Jharsuguda choosed right person

  • @AjayakumarGochhi
    @AjayakumarGochhi Месяц назад +29

    BJD କୁ ଶକ୍ତ ଚାପୁଡ଼ା 😃😃😃

  • @JAYSHREEJAGANNATHASWAMI_KANHU
    @JAYSHREEJAGANNATHASWAMI_KANHU Месяц назад +6

    Nice Jay shree JAGANNATHASWAMI

  • @user-fy8kq2uf2z
    @user-fy8kq2uf2z Месяц назад +4

    Right

  • @gyanprakashsahoo7665
    @gyanprakashsahoo7665 Месяц назад +4

    Sabas 👏👏

  • @liveforever6998
    @liveforever6998 Месяц назад +1

    ଟଙ୍କ ସାର ନିଶ୍ଚୟ ମନ୍ତ୍ରୀ ହେବ।

  • @MrutyunjayaBarik
    @MrutyunjayaBarik Месяц назад +1

    ଧନ୍ୟବାଦ ଝାରସୁଗୁଡା ବାସୀ 🙏🙏🙏

  • @user-hd5ry9xk1f
    @user-hd5ry9xk1f Месяц назад +1

    ଆରେ ଟଙ୍କଧର୍ ତୋର ସରକାର ତୋରେ ଅମ୍ବାନୀ ଓ ଆଦାନୀ କେ ଭଗବାନ୍ ଭଳି ପୂଜା କରୁଛି ରେ ଆରୁ ଗରିବ କେ ଚାଉଳ1 kg ଦଉଛି ଯେ କେତେ ଭାଷଣ ମାରୁଛ ମାର ଆଉ 4ଦିନ ପରେ ଇଲେ କ୍ସନ ହବ 2029
    ରେ କହିକି ଦେଖେବୁ ରେ ରାମ ରାମ କହୁଥିବା କୁକୁର ଆଜି ଜଗ୍ନାଥବଲ୍ଲଭ ଡାକୁଛ

  • @ajitmohapatra7765
    @ajitmohapatra7765 Месяц назад +4

    Dhanyawad tankadhara bhai

  • @user-uo4jp1ru1i
    @user-uo4jp1ru1i Месяц назад +12

    Very good🎉

  • @PustamGouda-sh7oy
    @PustamGouda-sh7oy Месяц назад +7

    Good

  • @loknathofficial9798
    @loknathofficial9798 Месяц назад +3

    wow tanka sir

  • @manassahu2293
    @manassahu2293 Месяц назад +10

    Alo so right

  • @saritapatel7191
    @saritapatel7191 Месяц назад +4

    କାହିଁରେ ଧୁଇଲୁ । ସର୍ପରେ କି ସାବୁନୁରେ ।

  • @SidharthPrasadDas
    @SidharthPrasadDas Месяц назад +6

    ଟଙ୍କ,,,କୋଉ ସାବୁନ ନା ସରଫ ରେ ଧୋଇଲେ, କାଚିଲା ନା ବ୍ରସ ଘଷିଲା,

    • @odishatech9409
      @odishatech9409 Месяц назад

      😂😂😂 right ​@@Samrat_CAK

    • @VikashVikash-pn2wk
      @VikashVikash-pn2wk Месяц назад

      Apekya Kara. Odisa bjp ku lokanku sasana deicchi.odisa Amara..ja

  • @ChandanChandan-p5u
    @ChandanChandan-p5u Месяц назад +5

    Jay mohon majhi

  • @subashchandramallick7696
    @subashchandramallick7696 Месяц назад +1

    ଜୟ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ

  • @srofficialbelpara6385
    @srofficialbelpara6385 Месяц назад +10

    Jay Jagannath Jay BJP

  • @MNDIGITALSARAKANA
    @MNDIGITALSARAKANA Месяц назад +8

    ଆରେ ଟଙ୍କ😂😂😂

    • @videosbit3004
      @videosbit3004 Месяц назад

      Tanka bhangidaba bjd danka 😂😂

  • @sanjibnayak8445
    @sanjibnayak8445 Месяц назад +1

    JAY HIND... ଚିଟଫଣ୍ଡ ଚୁର୍. ଚିଟଫଣ୍ଡ ଖିଆ ରାକ୍ଷସ ନବୀନ୍ ବାବୁ ର ପାପ ରୁ ଚିଟଫଣ୍ଡ ଚୁର୍ ନବୀନ୍ ବାବୁ ଧୋଇଗଲା... JAY HINDU

  • @biranchi2229
    @biranchi2229 Месяц назад +1

    ବହୁତ ଭଲ

  • @bharatchandradas8195
    @bharatchandradas8195 Месяц назад +12

    very.good

  • @surajitjana7671
    @surajitjana7671 Месяц назад +1

    BJD କୁ ଆଉ ନବିନା ଙ୍କୁ ଲଜ୍ୟା ନାହିଁ

  • @sanjaynath6217
    @sanjaynath6217 Месяц назад +3

    ସବୁ ଓଡ଼ିଶା ବାସି ଜାଣିଲେ 2024 ରଥଯାତ୍ରା କେତେ ଭଲଭାବରେ ସରିଲା ବଡ଼ ଠାକୁର ତଳେ ପଡି ଗଲେ ତମର ପାରିବା ପଣିଆ ଜଣିଗଲେ ଓଡ଼ିଶା ଵାସି

    • @Wcktsponcdhjk
      @Wcktsponcdhjk Месяц назад

      Seta sebayata Panda nkr bhul , Mohan majhi BJP loka Pahandi kari pakei dele ki ?

    • @sanjaynath6217
      @sanjaynath6217 Месяц назад

      ଆଇନ୍ ମନ୍ତ୍ରୀ କେଉଁଠି ଥିଲେ ପରିଚାଳନା କମିଟି କଣ କରୁଥିଲା ଏଥିରୁ ଜଣାପଡିଲା

  • @priyabratasarangi4205
    @priyabratasarangi4205 Месяц назад +10

    Excellent jharsuguda MLA

  • @raghuguru8584
    @raghuguru8584 Месяц назад +1

    ଲୋକ ଙ୍କ ସରକାର କହୁନାହିଁ ଏତେ ବାହାଦୂରୀ ଦେଖାନି ଆଉ ୨ ବର୍ଷ ଅପେକ୍ଷା କରନ୍ତୁ

  • @basantinaik8924
    @basantinaik8924 Месяц назад +7

    Very good thik kahil sir

  • @sishirrout9026
    @sishirrout9026 Месяц назад +9

    Thank you tankadhara babu

  • @sanjumeher143
    @sanjumeher143 Месяц назад +1

    Excellent Jharsuguda MLA 👌

  • @ranjitabiswal4860
    @ranjitabiswal4860 Месяц назад +1

    100 percent right

  • @UmeshChKujur
    @UmeshChKujur Месяц назад

    Jai hind sir, very good

  • @aprameya6623
    @aprameya6623 Месяц назад +1

    Good speech

  • @monalisadas2713
    @monalisadas2713 Месяц назад +1

    Very good and good

  • @KrishnaKumbhar-nn9cr
    @KrishnaKumbhar-nn9cr Месяц назад +1

    Supar

  • @sanjaybiswal9242
    @sanjaybiswal9242 Месяц назад

    ସବୁ ଗେଣ୍ଡା ଦଳ ବିଜେଡି ସରକାର ମରିଗଲା ❤❤❤❤❤❤❤

  • @JanakNayak-xc3ji
    @JanakNayak-xc3ji Месяц назад

    Jay Jay sir jagannath

  • @user-xt5zg7fl6x
    @user-xt5zg7fl6x 2 дня назад

    Right sir

  • @santoshsabat451
    @santoshsabat451 Месяц назад

    Jaya Jaya jagannath

  • @d.cmatruprasadrout9025
    @d.cmatruprasadrout9025 Месяц назад +2

    Thank you

  • @villagejituvideo8094
    @villagejituvideo8094 Месяц назад +1

    Best ledar speech.. strong man

  • @sunilkumarmajhi5583
    @sunilkumarmajhi5583 Месяц назад +1

    Great voice

  • @brundabanpradhan823
    @brundabanpradhan823 Месяц назад +11

    Badhiya kahile

  • @BalabhadraRana-fr6ss
    @BalabhadraRana-fr6ss Месяц назад +1

    ବିଜେପି ସରକାର ଓଡିଶା

  • @kartiksahu7151
    @kartiksahu7151 Месяц назад +1

    Thank you tanka bhai

  • @bhagirathisahu9617
    @bhagirathisahu9617 Месяц назад +2

    Wao Tanka babu wao super
    Keep it up ❤

  • @jashobantamajhi9898
    @jashobantamajhi9898 Месяц назад +1

    Jay Bjp jay shree Ram

  • @nilamanisandha1804
    @nilamanisandha1804 Месяц назад

    ଆମେ ଧାନ ଵଙ୍ଗାଳକୁ ଦେବୁନାହିଁ

  • @chitrasenadalabehera6749
    @chitrasenadalabehera6749 Месяц назад

    Great point dilogue

  • @KashinathSahoo-n8g
    @KashinathSahoo-n8g Месяц назад

    Right 👍

  • @subhamrout4069
    @subhamrout4069 Месяц назад +1

    ଟେକି ପକୋଉଚ ଯାହା ଆମେ ଦେଖୁଚୁ

  • @hemantkumarsingh1387
    @hemantkumarsingh1387 Месяц назад

    Perfect reply to BJD.

  • @subashchandramallick7696
    @subashchandramallick7696 Месяц назад

    ଜୟ ଜୟ ଶ୍ରୀ ରାମ କି ଜୟ ❤❤❤❤

  • @user-vl2bt3bu7y
    @user-vl2bt3bu7y Месяц назад

    Good talking

  • @gobardhanjati7569
    @gobardhanjati7569 Месяц назад

    very good

  • @prakashnayak2847
    @prakashnayak2847 Месяц назад

    Good speech da❤

  • @gopabandhubehera453
    @gopabandhubehera453 Месяц назад +11

    ଟଙ୍କଧରକୁ ତା ବାପା ନାମ ପଚାରେଲେ ସେ ତା ମଉସା ନାମ କହୁଛି

    • @sudhansupanda482
      @sudhansupanda482 Месяц назад +8

      Apana tk sikhei diantu
      Jadi ete gyani
      Sala pandian thik thila tama paini

    • @TBrother4527
      @TBrother4527 Месяц назад

      ⛺ bandhiba loka kahin paat karuchanti😂

  • @felixnayak6317
    @felixnayak6317 Месяц назад +9

    Evm ସରକାର ଜିନ୍ଦାଂବାଦ!

  • @CHAMPUSAGARIA
    @CHAMPUSAGARIA Месяц назад +1

    Bery good

  • @raghuguru8584
    @raghuguru8584 Месяц назад

    ବାଲୁକା ଟଙ୍କଧର ଚାରି ଦୁଆର ଖୋଲି ଲୋକେ କେତେ ହ ଇରାଣ ହ ଉଛନ୍ତି

  • @sameerlakra1325
    @sameerlakra1325 Месяц назад

    Jai Congress party

  • @santoshkhushiexpressratnak7215
    @santoshkhushiexpressratnak7215 Месяц назад +1

    ❤❤❤❤❤❤❤❤❤❤❤❤❤❤❤❤❤❤🙏🙏🙏🙏🙏👌👌👌👌 jay jagannath

  • @arunrout9907
    @arunrout9907 Месяц назад

    ତାଙ୍କ ବେଳେ ଭୁଲ ହୋଇ ଥିଲା ସିଏ ଭୋଗିଲେ,ତମ ବେଳେ ଭୁଲ ହେଲା ତମେ ଭଗିବ। ଉଦାହରଣ ଦେଇ ଓ ରଙ୍ଗ ବଦଲେଇ ରାଜନୀତି କର ନାହିଁ। ଲୋକ ସୁଜଗ ଦେଇଛନ୍ତି। ଗଣତନ୍ତ୍ର ରେ ସରକାର ବଦଳିବା ଲୋକଙ୍କ ପାଇଁ ଶୁଭଙ୍କର।

  • @biswaranjandora9211
    @biswaranjandora9211 Месяц назад +1

    ଧୋଇଦେଲେ❤❤

  • @ajaykumarmangaraj6338
    @ajaykumarmangaraj6338 Месяц назад

    Good 👍😊😊

  • @sarojkumarkar6558
    @sarojkumarkar6558 Месяц назад

    ତୁମ ଚ୍ୟାନେଲ୍ ସୁଖାଉଛି ।ସୁଖୀକି ଥା ଆଗକୁ ବାଜିବ

  • @chittaranjannaik4831
    @chittaranjannaik4831 Месяц назад

    ବହୁତ୍ ବଢିଆ ଆଜ୍ଞା 🙏🏻

  • @AJAYAKUMARNayak-xx5kv
    @AJAYAKUMARNayak-xx5kv Месяц назад +1

    Thank you so much 🙏🙏🙏🙏 for tankadhar bhai

  • @KrushnaDishari-ji6go
    @KrushnaDishari-ji6go Месяц назад +2

    Thank you sir