Chief Minister's Grievance Cell Had Turned Into A Conspiracy Hub | Nirbhay Gumara Katha

Поделиться
HTML-код
  • Опубликовано: 29 сен 2024
  • Chief Minister's Grievance Cell Had Turned Into A Conspiracy Hub | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 641

  • @indiradutta5837
    @indiradutta5837 3 месяца назад +70

    ଆଜିର ବିଶ୍ଳେଷଣ ସତରେ ଚିନ୍ତା ଜନକ । କେତେ ରସାତଳକୁ ଗୋଟିଏ ଶାସନ ଯାଇ ପାରେ , ଏହା କଳ୍ପନାର ବାହାରେ । ଭଗବାନ ବି ଏମାନଙ୍କୁ କ୍ଷମା କରିବେନି ।

  • @Sujata_Dash_
    @Sujata_Dash_ 3 месяца назад +29

    ଓଡ଼ିଶାରେ ଭି କାନ୍ଦଣା ଗୋଷ୍ଠୀ ଶୁଭ ଅଶୁଭ କାମ ରେ କାନ୍ଦି ବା ପାଇଁ ଅଛନ୍ତି।ଆମ ସାହିତ୍ୟ ରେ ଭି ଅଛି ।

  • @ChoudhuridalaBehera
    @ChoudhuridalaBehera 3 месяца назад +5

    ଜୟ ଶ୍ରୀ ଜଗନ୍ନାଥ

  • @rameshsethi1280
    @rameshsethi1280 3 месяца назад

    ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦ୍ୱାରା ବହୁତ କିଛି, ବହୁତ କିଛି ଅନିହତ କାମ ହୋଇଛି, ନୂଆମୂଖ୍ୟ ମନ୍ତ୍ରୀ ମହୋଦୟ, ଙ୍କୁ ଅନୁରୋଧ, ଓଡିଶା ବାସୀଙ୍କ ତରଫରୁ, ଏହାର, ସିବିଆଇ ତଦନ୍ତ କରାଯାଉ 🙏🙏🙏

  • @PrasantKumarSwain-f5t
    @PrasantKumarSwain-f5t 3 месяца назад

    ଏମାନଙ୍କୁ ଲଙ୍ଗଳା କରି ଚାଲିଥାନ୍ତୁ । ଜନତା ଆପଣଙ୍କ ସାଥିରେ ଅଛନ୍ତି । ସତସାହସ ଅଛି ତ' ସେ ତାମିଲି ସର୍ବସାଧାରଣଙ୍କ ସାମ୍ନା କରୁ ।

  • @lokanathmoharana2345
    @lokanathmoharana2345 3 месяца назад

    Really Nabin Babu,you are an excellent person daringly opened of Pandian's history

  • @ranjitbhuyan5160
    @ranjitbhuyan5160 3 месяца назад

    ପୁରୁଣା ଅବ୍ଯବସ୍ଥାକୁ ବ୍ଯବସ୍ଥିତ କରିବାକୁ ତ ବର୍ଷାଧିକ ସମୟ ଲାଗିବ କାରଣ ତୃଣମୂଳ ସ୍ତର ଯାଏଁ ଲମ୍ବିଛି ଦୁର୍ନୀତିର ଚେର ।
    ଭଲ ପର୍ଦ୍ଦାଫାଶ କଲେ ।

  • @foundationservices2890
    @foundationservices2890 3 месяца назад

    If the CMO is cleaned....thanks to our beloved sirs gang who kept the office hygienic and tidy for the visitors...

  • @mathhungry7520
    @mathhungry7520 3 месяца назад

    Sir I earnestly pray to God for your good health and long life. Thank you.

  • @dr.purnendutripathy5263
    @dr.purnendutripathy5263 3 месяца назад +29

    ନବୀନ ବାବୁ ଅଜଣା ଚାଉଳ ଭାତ ଖାଉଥିଲେ? ସେ ହିଁ ସବୁ ଦୁର୍ନୀତିରେ ଜଡିତ।ଏହା ବିଶ୍ଵସ୍ତରୀୟ ଅଟେ।

  • @suryakantadash7624
    @suryakantadash7624 3 месяца назад +30

    ସିବିଆଇ ତଦନ୍ତ କରାଯାଉ, ପାଣ୍ଡୁ ଛାମୁ ସମେତ ସମସ୍ତ ଙ୍କ ମୂଖା ଖୋଲିଯିବ

  • @rabindrapatra8223
    @rabindrapatra8223 3 месяца назад +45

    BJD ର ବ୍ୟଭିଚାରୀ ମାନଙ୍କୁ କାଳଷେପଣ ନ କରି ମୋହନ ସରକାର immediately CBI କୁ Handover କରନ୍ତୁ। ନହେଲେ ଆଉ କିଛି ପ୍ରମାଣ ନଷ୍ଟ କରିଦେଇ ପାରନ୍ତି। Thanks sir 👍 for awareness Jay Jagannath ❤🙏🙏🙏🌹

  • @benudharpradhan4323
    @benudharpradhan4323 3 месяца назад +20

    Sir, ନମସ୍କାର 🙏🙏 ଆପଣଙ୍କ ର ପିଉପସ୍ଥାନ ବହୁତ ଭଲ ଲାଗେ. କାହାକୁ ଚିନ୍ତା ଲାଗୁଛି ମୋତେ ବହୁତ ଚିନ୍ତା ଲାଗୁଛି. ହାଡ଼ି କୁ ବାଡ଼ି ଦରକାର. ଏମାନଂକୁ ED, CBI ଛାଟ ଦରକାର . ସେମାନଙ୍କ ସମ୍ପତି ବ୍ୟଜପ୍ତି କରି JAIL ରେ ପୁରେଇଵା ଦରକାର.. ବହୁତ ବାଧୁଛି.

  • @bipracharanjena2736
    @bipracharanjena2736 3 месяца назад +26

    କଳଙ୍କିତ ଅଧ୍ୟାୟ ଶେଷ ହୋଇଛି ତଦନ୍ତର। ଆବଶ୍ୟକ ଦୋଷୀ ଦଣ୍ଡ ପାଇବା ଦରକାର ମୋହନ ସରକାର ଉପରେ ବିଶ୍ୱାସ ଅଛି

  • @janardanpanda5378
    @janardanpanda5378 3 месяца назад +76

    ଓଡିଶାର ଲୋକମାନେ କାନ୍ଦୁ ନାହାନ୍ତି ଓଡିଶାର ଲୋକମାନେ ଖୁସି ଅଛନ୍ତି ଆପଣ ଠିକ୍ କହୁଛନ୍ତି

  • @ajitkumarpanda6388
    @ajitkumarpanda6388 3 месяца назад +142

    ଏଥର BJD ସରକାର ଆସିଥିଲେ ଏ ଓଡ଼ିଶା ର ଅବସ୍ଥା କଣ ଯେ ହୋଇ ଥାନ୍ତା ,,,,,,ପ୍ରଭୁ ଜଗନ୍ନାଥ ରକ୍ଷା କରିଦେଲେ ଆମ ଓଡ଼ିଶା କୁ,,,,,,

    • @earthisbeautiful2527
      @earthisbeautiful2527 3 месяца назад +7

      Pura sata katha❤

    • @kashinathdash4772
      @kashinathdash4772 3 месяца назад +1

      ସରକାରୀ ନିୟମ ଅନୁଯାୟୀ, ସ୍ୱଚ୍ଛ ଶାସନ ପ୍ରକ୍ରିୟା ପାଇଁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କକୁ ପ୍ରତୀ 3 ବର୍ଷ ରେ ଥରେ ଅନ୍ୟତ୍ର ବଦଳି କରିବା କଥା,ସେ ଯେତେ ବଡ଼ ଅଫୀସର୍ ହେଉଥାଉନ କାହିଁ।। ନତୁବା ଏଭଳି ପରିସ୍ଥିତି ଉପୁଜିବ।।

    • @simanchalbeherauu754
      @simanchalbeherauu754 3 месяца назад

      ethar bjd asi thile odishar 1/4 mrudi hoi thant 1/4banyare nasta huanta 1/4 marpitre nast huanta 1/4 bidhan sva ruhanta

  • @saratmishra7100
    @saratmishra7100 3 месяца назад +27

    ଜୟ ଜଗନ୍ନାଥ।
    ବହୁତ୍ ସୁନ୍ଦର ଉପସ୍ଥାପନା।
    ନବୀନ ସରକାର ଯେ ଏକ କଳଙ୍କିତ ଇତିହାସ, ଏହା ବହୁତ generetion ପର୍ଯ୍ୟନ୍ତ ରହିବ।

  • @brajakishorepadhi4022
    @brajakishorepadhi4022 3 месяца назад +66

    ନବୀନ ସରଳ ମୁହଁ ଭିତରେ ହଳାହଳ ବିଷ।

  • @basantajena5418
    @basantajena5418 3 месяца назад +35

    ଆଜ୍ଞା, ଆଉ ଗୋଟା OAS ଅଫିସର ରବି ସେଠୀ ବୋଲି ସେ ରୀତିମତ CMO କୁ ଯାଇ ବବି ଦାସ ପାଇଁ ଗୁଇନ୍ଦା ଗିରି କରୁଥିଲା |

  • @manoranjanmalla1349
    @manoranjanmalla1349 3 месяца назад +15

    ଜୟ ଶ୍ରୀ ଜଗନ୍ନାଥ
    Sir, CMO ଅଫିସ ର ଅର୍ଥ ଥିଲା Criminals' Meeting Office.
    ଦୁଃଖ ଲାଗୁଛି ଏବେବି କିଛି ଶିକ୍ଷିତ ଲୋକ ଖଣ୍ଡୀ ଓଡ଼ିଆ କହୁ ଥିବା ନବୀନ ବାବୁ ଙ୍କୁ ଏବଂ ପାଣ୍ଡୁ ଙ୍କୁ ତାଙ୍କର ସିଶ୍ର ବୋଲି ଭାବୁ ଛନ୍ତି। କିନ୍ତୁ ଖାଣ୍ଟି ଓଡ଼ିଆ କହୁ ଥିବା ନୂଆ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ମାଝୀ କୁ criticize କରୁ ଛନ୍ତି। ଔଷଧ ରାଗ ରେ ଖାଲି ତାଟିଆ କାମୁଡ଼ା ।
    ଜୟ ଶ୍ରୀ ରାମ 🙏

    • @arabindamishra4045
      @arabindamishra4045 3 месяца назад +2

      ସେମାନେ ସମସ୍ତେ କ୍ରୀତଦାସ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଓଡିଶା ରେ ଶିଖି ମନାଇ ପରି କିଛି ଲୋକ ଆଗରୁ ଥିଲେ ଏବେବି ରହିବେ। ସେଇମାନେ ଏହିଭଳି କଥାବାର୍ତା କରିବେ, ଚିନ୍ହା ବି ପଡିବେ ଓ ନିନ୍ଦିତ ମଧ୍ୟ ହେବେ।

    • @Manoranjansahoo34680
      @Manoranjansahoo34680 3 месяца назад +2

      ସେମାନେ ହେଲେ ବିଛୁଆତି, ଯେତେ ପଢନ୍ତୁ ଯେତେ ବଢନ୍ତୁ କୁଣ୍ଡେଇ ହେବ ହିଁ ସାର ହେବ, ସେମାନଙ୍କୁ ପଢାମୂର୍ଖ କୁହାଯାଏ ପାଠ ପଢ଼ିଛନ୍ତି ସତ ହେଲେ ବୁଝିବାର ଶକ୍ତି ସେମାନଙ୍କର ନାହିଁ, ଧନ୍ୟବାଦ

    • @youcreators
      @youcreators 3 месяца назад

      👍

  • @grammartia1234
    @grammartia1234 3 месяца назад +18

    ମୋହନ ମହୋଦୟ ଓଡ଼ିଆମାନଙ୍କର ହୃଦୟର ଦେବତା ।

  • @chakradharmishra5274
    @chakradharmishra5274 3 месяца назад +11

    ତୃତୀୟ ମହଲାରେ ଯେତେଟା ଅଫିସର ଥିଲେ ସମସ୍ତଙ୍କୁ ତୁରନ୍ତ arrest କରିବା ଦରକାର l ଏହା ସହିତ ନବୀନ ଓ ପାଣ୍ଡୁକୁ ତୁରନ୍ତ CBI /ED raid କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର l BJP should be action oriented without wastage of time.

  • @munakumar5538
    @munakumar5538 3 месяца назад +8

    ନବୀନ ପଟନାୟକ ଏକ ଭୟଙ୍କର ଖଳ ଚରିତ୍ର, ସବୁ ମୂଳରେ ଏଇ ନବୀନ

  • @bishnupriyadas431
    @bishnupriyadas431 3 месяца назад +14

    ଆପଣଙ୍କ ବିଶ୍ଳେଷଣ ଖୁବ୍ ପ୍ରାଞ୍ଜଳ ବୋଧଗମ୍ୟ ।ଆପଣଙ୍କ ନିର୍ଭୀକ ସାମ୍ବାଦିକତାକୁ ସଲାମ ।ବହୁତ ମନମୁଖୀ ଶାସନର ଶୀକାର ହେଇଛନ୍ତି ଆମ ଓଡ଼ିଶାର ଲୋକମାନେ ।ନବୀନ ବାବୁ ମୁଖ୍ଯମନ୍ତ୍ରୀ ହେଇ ଏତେ ସବୁ କେଲେଙ୍କାରୀକୁ ପ୍ରଶ୍ରୟ ଦେଇଛନ୍ତି !! ଏଇ ହେଉଛି ତାଙ୍କର ସ୍ଚଚ୍ଛତା ? ଏଥରକ ଜନତା ଠିକ୍ ଜବାବ ଦେଇଛନ୍ତି । ରୁଦାଲୀମାନେ ସେମିତି କାନ୍ଦୁ ଥାନ୍ତୁ ।ଜଗନ୍ନାଥ ମୋହନ ସରକାରଙ୍କୁ ସ୍ୱଚ୍ଛ ନିର୍ମଳ ସଶକ୍ତ ଓ ଲୋକାଭିମୁଖୀ କରେଇଦିଅନ୍ତୁ ।ଏଇ ମୋର ମୋହନ ସରକାରଙ୍କ ପାଇଁ ହାର୍ଦ୍ଦିକ ଶୁଭକାମନା ।ଜୟ ଜଗନ୍ନାଥ ।

  • @Impulse-Purple
    @Impulse-Purple 3 месяца назад +18

    ଯାହା ଅଛିକି ନାହିଁ ତାର ଉତ୍ତରଦାୟୀ ମୂଖିଆ।

  • @rameshchandranayak8974
    @rameshchandranayak8974 3 месяца назад +11

    ସୁନ୍ଦର ହୃଦୟସ୍ପର୍ଶୀ ଏପିସୋଡ।
    ଅଶେଷ ଅଶେଷ ଧନ୍ୟବାଦ ସାର୍।

  • @durgaprasadsamantaray7084
    @durgaprasadsamantaray7084 3 месяца назад +15

    ବଢିଆ,ମୂଳୁ ମାଇଲେ ଯିବ ସରି,ଦେବଙ୍କ ସାଙ୍ଗେ କିମ୍ପା କଳି।

  • @debendranarayandash9040
    @debendranarayandash9040 3 месяца назад +15

    ଜୟ ଜଗନ୍ନାଥ 🙏 ଠାକୁର ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ଆଜି ଓଡିଶାରେ ପରିବର୍ତ୍ତନ

  • @priyaranjanparichha5278
    @priyaranjanparichha5278 3 месяца назад +13

    ସାର୍, ଆପଣ ଏହି segment ଟି କୁ ରେଗୁଲାର୍ଲୀ ଉପଲୋଡ କରନ୍ତୁ। ଆପଣଙ୍କ ଭଳି analysis, mainstream media ରେ କେହି କରିପାରିବେନି।

  • @swarupkumardas
    @swarupkumardas 3 месяца назад +12

    ସବୁରି ମୂଳେ ନବୀନ ପଟ୍ଟନାୟକ।

  • @chhabindramansingh73
    @chhabindramansingh73 3 месяца назад +48

    ପୃଥିବୀର ଚୁପସୈତାନ ହାରାମି ମାନଙ୍କ ବିହନ ହେଉଛି ନବୀନ

  • @ajitkumarpanda6388
    @ajitkumarpanda6388 3 месяца назад +22

    ଭଡ଼ା ରେ ଆସିଥିବା କାନ୍ଦଣା ବାଲା ବା ବାଲି ଙ୍କୁ ଗୋଡେଇ ଗୋଡେଇ ବାଡ଼େଇ ଲେ ଦରଦ କମିଯିବ,,,,,,

  • @kshitishsingh3142
    @kshitishsingh3142 3 месяца назад +56

    ସମସ୍ତ ବ୍ୟାଭୀଚାର ଓ ଦୁର୍ନୀତି ର ଶ୍ରେୟ ନବୀନ ବାବୁ ଙ୍କର। ତେଣୁ ସମସ୍ତ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୁଦ୍ଧରେ ହବା ଦରକାର।

  • @sushildash1265
    @sushildash1265 3 месяца назад +9

    ଆମ ସମ୍ବିଧାନ ଅନୁସାରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭୂତ କ୍ଷମତା।ଏହି ମର୍ମ ରେ କେବଳ ଏତିକି କହିବି ଯେ ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ନିହାତି ବୁଝିବା ଦରକାର ଯେ ସେ ଯଦି ଆଜି କ୍ଷମତାକୁ ଆସିଛନ୍ତି ତେବେ ତାହା ଲୋକେ ବିଜେଡି ଶାସନ ବିରୁଦ୍ଧରେ ଦେଇଥିବା ମତ ପାଇଁ।ବିଜେପି କୁ ଯେତେ ଭଲ ପାଇଲି ନୁହେଁ ତାଠୁ ଅଧିକ ବିଜେଡି ସରକାର ରେ ଅତିଷ୍ଠ ହୋଇକି।ତେଣୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପାଣ୍ଡିଆ ପନ୍ଥି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଲୋକଙ୍କ ବିରୋଧର ଶିକାର ହେବେ।

  • @pramodpanda8976
    @pramodpanda8976 3 месяца назад +5

    Kulangara Nabin pattanayak pai A sabu kanda

  • @sumesamal1500
    @sumesamal1500 3 месяца назад +2

    ସେ ପାଣ୍ଡିଆନ ଜଣେ ବ୍ରହ୍ମରାକ୍ଷସ

  • @gopalsamall8365
    @gopalsamall8365 3 месяца назад +42

    ନିର୍ଭୟ ଗୁମର କଥା ରେ ଗଣ ଶିକ୍ଷା ବିଭାଗ ର ଦୁର୍ନୀତି କଥା ଆସି ପାରିବ କି? ଗୋପାଳ ଚନ୍ଦ୍ର ସାମଲ ହ୍ୟୁମାନ ରାଇଟ୍ସ ଫୋରମ ଯାଜପୁର l

    • @SKPbadminton
      @SKPbadminton 3 месяца назад

      Kaunthu debe sir sie to godi media

    • @D.e.v.3
      @D.e.v.3 3 месяца назад

      Yeah
      Plz analyse on education department 😊

    • @sumankar6856
      @sumankar6856 3 месяца назад +3

      ​@@SKPbadmintonbhool kahucha. Eta truthful media. Bjd re emiti Kan achhi jahaku prasansa kora jai pare? Choro nka mandali.😂😂😂😂😂

  • @rameswar3765
    @rameswar3765 3 месяца назад +6

    ଏବେ ଭୈ.କା.ପା.କୁଆଡେ ଗଲେ କି?
    ଯାହା ଜଣା ପଡୁଛି ନବୀନ ଙ୍କୁ ସାଙ୍ଗ ରେ ନେଲେନି।
    ସାରେ ଚୁହେ ଖାକେ ବିଲ୍ଲି, ହଜ୍ କୋ ଚଲି।

  • @pradeeppattanayak1723
    @pradeeppattanayak1723 3 месяца назад +7

    ଆପଣଙ୍କୁ ବହୁତ ଧନ୍ୟବାଦ, ସତ୍ୟ ଆଣିଥିବାରୁ

  • @aaentertainment9228
    @aaentertainment9228 3 месяца назад +4

    ପରୀ, ମମିତା, ଗୋବିନ୍ଦ ସାହୁ, ସୌମ୍ୟରଞ୍ଜନ, ନବ ଦାସ ଙ୍କ କେସ ର ତଦନ୍ତ କରାଯାଉ 🙏🏻

  • @rashmiranjansamantray2636
    @rashmiranjansamantray2636 3 месяца назад +8

    ବର୍ତ୍ତମାନ ଆଖପାଖ ଓଡିଆ ଲୋକଙ୍କ ଦ୍ୱାରା ଆଗକୁ ଅନ୍ୟାନ୍ୟ ଜିଲ୍ଲା ରାଜ୍ୟ ଏପରିକି ଦରକାର ହେଲେ ବିଦେଶ ଲୋକଙ୍କ ସାହାଯ୍ୟ ନେଇ ଏକ ଅକେଲା ଓଡ଼ିଶାବାଲା ପ୍ରତି ଷଡ଼ଯନ୍ତ୍ର ଓଡ଼ିଆ ଅସ୍ମିତା ପ୍ରତି ଷଡ଼ଯନ୍ତ୍ର ହେଉଛି।

  • @sangramkishoredasdas2424
    @sangramkishoredasdas2424 3 месяца назад +9

    ଏମାନଙ୍କୁ ଧର୍ମ ସହିଲେ ହେଲା ।

  • @prasantakumarswain3419
    @prasantakumarswain3419 3 месяца назад +12

    ସରକାର ବି ବାହାନା ମାରନ୍ତି ???
    କୋଭିଡ୍ ଦିନାକାତେ ବାହାନା ହୋଇଥିଲା ଆଉ ଏବେ....

  • @Sahityapanda
    @Sahityapanda 3 месяца назад +5

    ନବୀନ ପଟ୍ଟନାୟକ କୁ ଗୁଳି ମାଡ଼ କର

  • @Muodia2406
    @Muodia2406 3 месяца назад +30

    ନୂଆ ସରକାର ନିଶ୍ଚିତ ତଦନ୍ତ ନିର୍ଦେଶ ଦେବେ ଯାହା ଦୁର୍ନୀତି ହେଇଚି ହେଲେ କିଛି ସମୟ ଲାଗିପାରେ। ଏବେ ସରକାର ଙ୍କ ଉପରେ ବହୁତ ଚାପ ଥିଲା ଭଳିଆ ଅନୁଭବ ହେଉଛି।

  • @arabindamishra4045
    @arabindamishra4045 3 месяца назад +5

    ଯାହା ପାଣ୍ଡିଆନ ଗୋଷ୍ଠୀ ଦ୍ୱାରା ପ୍ରଚାର କରାଯାଉଛି ଯେ ଲୋକମାନେ ନବୀନଙ୍କୁ ହରାଇ ବହୁତ ଦୁଃଖିତ ତାହା ଏକ ସତ୍ୟର ନିଛକ ଅପଳାପ ଓ ଷଡଯନ୍ତ୍ର ମୂଳକ ପ୍ରଚାର ବ୍ୟତୀତ ଆଉ କିଛି ନୁହେଁଁ। ଏ କଥା ସାରା ଓଡିଶା ଲୋକେ ଜାଣିଛନ୍ତି ଓ ବୁଝିସାରିଛନ୍ତି। ପାଣ୍ଡିଆନ ଓ ତାର କୁଚକ୍ରୀ ଗୋଷ୍ଠୀ ବିରୁଦ୍ଧରେ ଯଥାଶୀଘ୍ର ତଦନ୍ତ ଆରମ୍ଭ ହେଉ ଓ ସମସ୍ତ ଅପକର୍ମ ଓ ଦୁର୍ନୀତି ର ତଦନ୍ତ ହେଉ। ପ୍ରମାଣ ନଷ୍ଟ କରାଯାଇଥିଲେ ତାହାକୁ ଗୁରୁତର ଭାବେ ଗ୍ରହଣ କରି ତାର ମଧ୍ୟ ତଦନ୍ତ ହୋଇ କଠୋର ରୁ କଠୋରତମ କାର୍ଯ୍ୟାନୁଷ୍ଠାନ କେବଳ ପାଣ୍ଡିଆନ ଓ ତାର କୋଟରୀ ନୁହେଁଁ ନବୀନ ଙ୍କ ଉପରେ ମଧ୍ୟ କୌଣସି ଦୟା ନ ଦେଖେଇ ନିଆଯାଉ। ଏଥିପାଇଁ ସାରା ଓଡ଼ିଶାର ଲୋକେ ଅପେକ୍ଷା କରିଛନ୍ତି।

  • @bipinbihariswain3511
    @bipinbihariswain3511 3 месяца назад +5

    People are happy. Those who are crying at the defeat of BJD appear to be shameless. Let them go out of state N cry there.

  • @gopalsamall8365
    @gopalsamall8365 3 месяца назад +64

    ଲୋକ ସଭା ଭବନ କୁ ଉତ୍କଳ ମଣି ଭବନ ରଖିବା ଉଚିତ l
    ଗୋପାଳ ସାମଲ ଯାଜପୁର l

    • @Manoranjansahoo34680
      @Manoranjansahoo34680 3 месяца назад +5

      ଖୁବ ସୁନ୍ଦର ପ୍ରସ୍ତାବ ମହାଶୟ 👌👌👌

    • @Odiaclasic
      @Odiaclasic 3 месяца назад +3

      ସାର ଆପଣଙ୍କ ପ୍ରସ୍ତାବ ଖୁବ ପ୍ରସଂଶାଯୋଗ୍ୟ କିନ୍ତୁ ଭଗବାନ କୁ ଧନ୍ୟବାଦ ଅର୍ପଣ କରନ୍ତୁ ଏହାର ନାମ ବିଜେଡି ଵାଲା ବିଜୁ ସଦନ ରଖିନାହାନ୍ତି

  • @gunasagarpatra5642
    @gunasagarpatra5642 3 месяца назад +5

    ସମୟ ଚକ୍ର ଗର୍ଭ ରେ ବିଲୀନ ହେବ b j d

  • @geetaranisamal6638
    @geetaranisamal6638 3 месяца назад +4

    🙏ଆଜ୍ଞା।ଯାହା କହିଲେ ସମ୍ପୂର୍ଣ୍ଣ ସତ୍ୟ।ନୂତନ ସରକାର ଶୀଘ୍ର ତଦନ୍ତ କରି ଏମାନଙ୍କୁ ଦଣ୍ଡ ଦେବା ଦରକାର।ଯଦି ଏମାନେ ଭଲ କାମ ସବୁ କରିଛନ୍ତି ତାହେଲେ CCTV ରୁ ହାର୍ଡ ଡିସ୍କ ଚୋରି କଲେ କାହିଁକି?ଆମେ ମାନେ କଣ ଏତେ ବୋକା ଯେ ଏହାର କାରଣ ବୁଝି ପାରୁନୁ??

  • @hiteshkumarpradhan254
    @hiteshkumarpradhan254 3 месяца назад +2

    Sir aji otv r interview re pandian ku b dhoidele apana 😅😅

  • @netajidash9367
    @netajidash9367 3 месяца назад +1

    ଆଜିର ଗୁମର କଥା ଦେଖୁ ଦେଖୁ ମୋର ରକ୍ତ ଗରମ ହେଇଗଲା। ଭିଡିଓ ସରିଲା ବେଳକୁ କେବଳ ଦୀର୍ଘ ଶ୍ୱାସ ଟିଏ ମାରିଲି। ଏ ବୟସରେ କ'ଣ ବା କରିପାରିବି। ଆଶା ଓ ବିଶ୍ୱାସ ଆଜିର ଯୁବବର୍ଗ ଅଧିକରୁ ଅଧିକ ସଂଖ୍ୟାରେ ଦେଖିବେ। ଏ ସବୁ ବିଷୟକୁ ନେଇ ଜନ ଆନ୍ଦୋଳନ ହବା ଦରକାର।
    ଦୁଃଖ ଲାଗୁଚି କେବଳ ଆପଣଙ୍କ ବ୍ୟତୀତ ଓଡିଶାରେ ଆଉ କେହି ସାମ୍ବାଦିକ ଏମିତି କଥା ମାନ ଉଜାଗର କରୁନାହାନ୍ତି। ଓଡ଼ିଶାରେ ସ୍ୱଚ୍ଛ ସାମ୍ବାଦିକତାର ମୃତ୍ୟୁ ଘଟି ସାରିଛି କି?

  • @satyanarayanpadhi8509
    @satyanarayanpadhi8509 3 месяца назад +3

    ନବୀନ & ପାଣ୍ଡିୟନ ମିଶିକରି ଓଡ଼ିଶା ର ନିରୀହ ଲୋକଙ୍କ ଆଖି ରୁ ଲୁହ ନୁହ ରକ୍ତ କନ୍ଦାଇଛନ୍ତି।
    ବିଜେପି ସରକାର କୁ ଅନୁରୋଧ ରାଜନୀତି କୁ ଦୂର ରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍।
    ନା କଣ କହୁଛନ୍ତି ଆପଣ ମାନେ ?

  • @manoranjannaik1976
    @manoranjannaik1976 3 месяца назад +5

    ମେସିନ୍ କେଉଁଆଡ଼େ ଗଲା , ଏହାର ତଦନ୍ତ କେବେ କରିବେ BJP Govt. ଶ୍ରୀଯୁକ୍ତ ମୋହନ ସରକାର, ତାହାର ଅପେକ୍ଷାରେ ଓଡ଼ିଶାବାସୀ । ଧନ୍ୟବାଦ ।

  • @lalitendubihari3632
    @lalitendubihari3632 3 месяца назад +2

    ସବୁଠୁ ବଡ଼ ଦ୍ରୋହି ଆଉ ଲୁଟେରା ହେଉଛି ନବୀନ

  • @tapasswain3231
    @tapasswain3231 3 месяца назад +4

    Sir sei katha ame pachari baru Pandian bhakta amaku kharab language re gali karile but abe apana sabu katha kahi bohut vhala kale.

  • @Business-inodia
    @Business-inodia 3 месяца назад +1

    I ask you sir when Naveen Patnaik go to Jail.We odiya want to know within 30 days.

  • @laxmidharapanda6086
    @laxmidharapanda6086 3 месяца назад +2

    ବିଜେଡି ସରକାରର ସମସ୍ତ କଳାକାରନାମାର ମୁଖ୍ୟ ଖଳନାୟକ ନବୀନ ପଟନାୟକ ! ଓଡ଼ିଶାର ସ୍ୱାର୍ଥପାଇଁ ନବୀନଙ୍କୁ ଫାସୀ ଦଣ୍ଡରେ ଦଣ୍ଡିତ କଲେମଧ୍ୟ ତାହା କମପଡ଼ିବ ! ଆଗାମୀ ଦିନରେ ଓଡ଼ିଶାର ଐତିହାସିକ ମାନେ ଇତିହାସରେ ନବୀନ ପଟନାୟକଙ୍କୁ ଯଦି ଓଡ଼ିଶାର କଳଙ୍କିତ ମୁଖ୍ୟମନ୍ତ୍ରୀ ରୂପେ ଲିପିବଦ୍ଧ ନକରିବେ ତେବେ ସେମାନେ ଜଣେ ଜଣେ ଅପରାଧୀ ରୂପେ ଲୋକଲୋଚନରେ ରହିଯିବେ !

  • @GaribaBehera-x8v
    @GaribaBehera-x8v 3 месяца назад +2

    Sir pranam odisha JTS bisayare eka video anantu

  • @pratapchandrasamal2396
    @pratapchandrasamal2396 3 месяца назад +4

    ପୁରୁଣା କାହାଣୀ ଏବେ ଇତିହାସ। ନୂଆ ସରକାର କିଛି ନୂଆ କରିବେକି। ନା ପୁଣି ସେକଥା ଦୋହରାଇବେ। ଲୋକଙ୍କ ସମସ୍ୟା ଅନେକ, କେତେ ସମାଧାନ ହୋଇ ପାରୁଚି ଆଗାମୀ ଦିନରେ ଜଣା ପଡ଼ିବ। ସମସ୍ତେ ଆଶାବାଦୀ।

  • @kishorlic
    @kishorlic 3 месяца назад +3

    ey sabu sunila paray BJP kichi padakhypa neba ki?

    • @Manoranjansahoo34680
      @Manoranjansahoo34680 3 месяца назад

      ପଦକ୍ଷେପ ନିଶ୍ଚିତ ନେବେ ଧୈର୍ଯ୍ୟ ଧର

  • @Business-inodia
    @Business-inodia 3 месяца назад +2

    How it is possible that CC TV abolished from CMO.Thatmeans only Naveen Patnaik will be responsible.Why not Naveen Patnaik will go to TIHAD JAIL.

  • @Business-inodia
    @Business-inodia 3 месяца назад +5

    Please please please take immediate action against Pandyan within 30 days.We want immediate action.

  • @deepakkar7551
    @deepakkar7551 3 месяца назад +2

    Pegasus tharu kini nahantita.

  • @ranjankumarmohanta2003
    @ranjankumarmohanta2003 3 месяца назад +1

    ଅତି ଶୀଘ୍ର CBI ED ଲାଗିଲେ ହିଁ ଜଣା ପଡିବ 5T କେତେ ଦୁର୍ନୀତି କରିଛି ... 5T ନାଁ ରେ ଖାଲି ଦୁର୍ନୀତି ଦୁର୍ନୀତି ହେଇଛି ....

  • @sushamadash8383
    @sushamadash8383 3 месяца назад +5

    Odisha general people are very very glad by getting a very polite, popular and tribal Chief minister Mr. Mohan Majhi 👌👌👌👌👌🎉🎉

  • @PURNA7382
    @PURNA7382 3 месяца назад +3

    ମଣିଷ ଯେତେ ଚତୁର ହୋଇଥାଉ, ସେ ହୁଏତ ମଣିଷ ତିଆରି କରିଥିବା ଆଇନକୁ ଠକି ଦେଇପାରେ କିନ୍ତୁ ପ୍ରକୃତିର ନିୟମ ବା କର୍ମ ନିୟମ ଉର୍ଦ୍ଧରେ କେହି ମଧ୍ଯ ନୁହଁନ୍ତି।

  • @sundaramanikarna449
    @sundaramanikarna449 3 месяца назад +4

    3rd floor pain CBI inquiry nihata darkar.........24 year vitare bahut lutichhi BJD

  • @PradeepaSahoo-mh5jg
    @PradeepaSahoo-mh5jg 3 месяца назад +2

    Nichhaksatakata, Apanankara

  • @parsurammeher8659
    @parsurammeher8659 3 месяца назад +2

    ବାଘ ଘରେ ମିରିଗ ନାଟ

  • @srimatisahoo7534
    @srimatisahoo7534 3 месяца назад +1

    ଯଦି cmo ରେ କିଛି ନାହିଁ ସେଠି ଯେଉଁ ମାନେ କାମ କରୁଥିଲେ ସେମାନେ ନେଇଥିବା ଦରମା ସେମାନଙ୍କ ଠାରୁ recovery କରାଯାଉ

  • @foundationservices2890
    @foundationservices2890 3 месяца назад +4

    Corruption gang ....should be punished by the new government..

  • @MyLove_SARADA
    @MyLove_SARADA 3 месяца назад +1

    ଏକଥା ଆଗରୁ କହିପାରିଲୁନି ବୁଢ଼ା 😂 ଗାଣ୍ଡି ଫାଟୁଥିଲା

  • @sundaramanikarna449
    @sundaramanikarna449 3 месяца назад +5

    Aji ra episode Hrudaya ku chhuei gala sir......apana nka pari loka nku mor koti koti namaskar

  • @PratapMajhi-y5b
    @PratapMajhi-y5b 3 месяца назад +5

    କଳା ଦୁର୍ନୀତିର ସାର୍ଟିଫିକେଟ ନବୀନବାବୁଙ୍କୁ ମିଳୁ

  • @bimalkantatripathy2776
    @bimalkantatripathy2776 3 месяца назад +3

    ଏହା ଉପରେ ତଦନ୍ତର ଆବଶ୍ୟକତା ଅଛି।

  • @arundhatibehera9197
    @arundhatibehera9197 3 месяца назад +1

    ଆମକୁ ଲାଗୁଥିଲା ନିର୍ବାଚନ ପରେ ନିର୍ଭୟ ପାଇଁ ଉପାଦାନ ବା ପ୍ରସଙ୍ଗ ମିଳିବ ନାହିଁ ।
    କିନ୍ତୁ, ଦେଖିଲା ବେଳକୁ ପ୍ରସଙ୍ଗ ଖୁନ୍ଦି ହୋଇ ରହିଛି ।

  • @rajeshbeheraoo
    @rajeshbeheraoo 3 месяца назад +2

    ନିଜୋ ବାପା ମୋଲେବି ଏମିତି କାନ୍ଦିବେ ନାହିଁ

  • @manoranjanpradhan1472
    @manoranjanpradhan1472 3 месяца назад +4

    Pandian ku jail re pureile sabu kathaa bahaaraku aasiba.

  • @madhusudansahoo3103
    @madhusudansahoo3103 2 месяца назад +1

    ରତ୍ନ ଭଣ୍ଡାର ରେ ଥିବା ରତ୍ନ ଗୁଡ଼ିକର list କାହା ପାଖରେ ଥିଲା । ଅବା କାହା ପାଖରେ ଅଛ? ଆଗରୁ ଥିବା ସବୁ ରତ୍ନ ଅଛି ନା ନାହିଁ? ଆପଣ ଭଲ କହୁଛନ୍ତି । ମୋ ଲେଖାର ଉତ୍ତର କେବେ ଦେଇ ନାହାନ୍ତି। ଏହି କଥା ୨ଥର ଲେଖିଛି। ଦୟାକରି ଏହି ଲେଖାର ଉତ୍ତର ଦିଅନ୍ତୁ।

  • @divyajyotitripathy9443
    @divyajyotitripathy9443 3 месяца назад +3

    Seriously your biased intellect videos have destroyed the ability to question the establishment, whether its at centre or state, biasness in journalism is poison to democracy! You are a senior citizen and I hope you posses much stronger morals than us.
    Thamk you🙏🏻

    • @sumankar6856
      @sumankar6856 3 месяца назад

      What shit you are speaking !!

  • @DjChandanOstapur
    @DjChandanOstapur 3 месяца назад +1

    ୨୫ ବର୍ଷ ର ମୁର୍ଖ ସରକାର ଆଜିର ଯୁବପିଢି କୁ ମୁର୍ଖ ଫ୍ୟାନ କରିଦେଇଛି ❤

  • @arundhatibehera9197
    @arundhatibehera9197 3 месяца назад +1

    ସାର୍ ,
    ଫାଇଲ ବୋହିବା କାମରେ 5T ବ୍ୟାଗ ବ୍ୟବହାର ହେଉଥିଲା କି ନାହିଁଁ ??

  • @laxmidharabarik2952
    @laxmidharabarik2952 3 месяца назад +3

    ସାର୍ 🙏 ବର୍ତ୍ତମାନ ସୁଦ୍ଧା ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ବିରୁଦ୍ଧରେ କୋର୍ଟ ରେ ଚାରସିଟ ଦାଖଲ ହୋଇନାହିଁ କଣ ପାଇଁ। ଏହା ପଛରେ କେଉଁମାନେ ଅଛନ୍ତି। ଏହାରି ଉପରେ ଗୋଟେ ଏପିଶୋଡ ଟିଏ କରନ୍ତୁ।❤❤❤

  • @omsahoo4370
    @omsahoo4370 3 месяца назад +2

    Pandiyan jane honest officer former CM kahile , karan hela tanka nidesh / tanka janiba re hau thila . Loka vote kaha ku dei thile ?? responsibility kahar thila??

  • @supriyasahoo4400
    @supriyasahoo4400 3 месяца назад +1

    ନବୀନ ବାବୁ ଙ୍କୁ ବହୁତ୍ ଗାଳି କରିବାକୁ ମନ ହଉଚି ମାତ୍ର ମନରେ ତାଙ୍କ ପ୍ରତି ସମ୍ମାନ ବି ଅଛି ଆଉ ପୂର୍ବତନ cm ଥିବାରୁ କିଛି କହିହାଉନି

  • @bulusethy9220
    @bulusethy9220 3 месяца назад +6

    ❤❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    1ଷ୍ଟ

  • @gangadhardash3430
    @gangadhardash3430 3 месяца назад +2

    🎉🎉🎉🎉🎉🎉🎉
    🎉🎉🎉🎉🎉🎉🎉

  • @pratapsahu5505
    @pratapsahu5505 3 месяца назад +1

    ପାଣ୍ଡିଆନ କୁ
    ଖାସୁ କରିଦିଆଯାଉ

  • @bidhubhusanmishra6358
    @bidhubhusanmishra6358 3 месяца назад +2

    ଜଲଦି ପ୍ରସଂଗକୁ ଆସନ୍ତୁ.

  • @bikashkumarpanda2802
    @bikashkumarpanda2802 3 месяца назад +2

    BJP aagaku odisha ra development kmit Kariba...lokanka vikas kmit haba aa bisayare kichi contant banantu..🙏

  • @gitanjaliacharya4350
    @gitanjaliacharya4350 3 месяца назад +4

    Very very attractive discussion to disclose all the conspiracy done by the previous Government

  • @surendrakumarsethy8816
    @surendrakumarsethy8816 3 месяца назад +5

    Today’s analysis is hundred percent true.

  • @prafullamohanty5557
    @prafullamohanty5557 3 месяца назад +1

    CBI enquiry କରାଯାଉ

  • @rajendrasamal3284
    @rajendrasamal3284 3 месяца назад +1

    ସାର ପାଣ୍ଡୁ ଙ୍କ ପ୍ରତି କିଛି କାର୍ଯ୍ୟା ନୁଷ୍ଠାନ ନିଆଯିବକି ନାହିଁ

  • @studyessayspeech
    @studyessayspeech 3 месяца назад

    ମୋହନ ବାବୁ ଚାହିଁଲେ ବି କିଛି କରିପାରିବେ ନାହିଁ... କାରଣ ଏପର୍ଯ୍ୟନ୍ତ ରାଜ୍ୟସଭାରେ nda ରେ ସଂଖ୍ୟା ଗରିଷ୍ଠତା ନାହିଁ... କୌଣସି ବିଲ ପାସ ପାଇଁ ବିଜେଡି ଉପରେ ନିର୍ଭର କରିବାକୁ ପଡିବ...

  • @surendrakumarsethy8816
    @surendrakumarsethy8816 3 месяца назад +3

    Third floor should be renamed Madhusudan Das mahal a great man of Odia asmita 🙏🏾

  • @Business-inodia
    @Business-inodia 3 месяца назад +1

    We Odiya people demand to Odisha High court when will be DSKUTE will be go Jail.

  • @harendramandal5369
    @harendramandal5369 3 месяца назад +3

    Sir jts ro regular pain tike apana gate video anatu plz sir sabu regular hela but jts regular ru rahigala

  • @sureshchandradash6900
    @sureshchandradash6900 3 месяца назад

    ଯେଉଁ ରୁଦ୍ଧାଲିମାନେ ଆସୁଛନ୍ତି ସେମାନଙ୍କୁ ପାଣ୍ଡୁ serialy ଉପଭୋଗ କରୁଥିଲା