Wish Arvinda all the best...... as someone I know through our family ..... can say, he is a genuine person and someone who will be a great politician in odisha political history .... he's my favorite politician now .... muna mama
Let us see the worthiest Son of Veteran Leader Mr Bijaya Mahaptra'attitude towards the present political scenario.He has bright future ,wh aT l observed.
Tu gujrati chamcha andha bhakt nuhe ta?....to bopa Narendra khan beef supply karuchi electoral bond re paisa nauchi andha bhakt Khushi ta....bijaya babu nku kan pai anadekha karuthila BJP se katha kaha....to bopa Narendra khan desha pai kan karichi tu gote example de, to bopa Narendra khan gote business karichi beef supply au rahila hindu muslim, abe to bopa Narendra khan bada business man Beef supplier,.... Ambani adani ku business re pachhare pakeideba
1982 to 1990 Sri Bijay mahapatra was in opposition and quite popular M L A and effective 1990 to 1995 He was next to Biju Babu in govt 1997 Sri Bijay Mahapatra Sri Dillip Roy came to contact Pramod Mahajan and to defeat Congress formed B JD Regional party under the guidance of late A B. Bajapayee along with Sri Prasan achaya A u Singdeo R k Patanaik sarat Kar and many others Sri Naveen pattanaik became Head of B J Dan’s contested from Aska Aurobinda is very cool And respect his Parents and Senior Citizens Loves his Constituency people It is better to start from opposition for a new commers
Rana Pratap singh...he fought and fought and fought against the most powerful Akbar...Suffered what not ordeals ...Lived with his family in the forest even without food but did not give in to Mougle power. But this Bijay Mohapatra n his son finally stepped into the shoes of opportunist Mansingh ..ବାରବର୍ଷର ତପସ୍ୟା ଶୁଖୁଆ ଝୋଳରେ ଗଲା ସ୍ଵଧର୍ମେ ନିହତ ଶ୍ରେୟ ପର ଧର୍ମ ଭୟାବହ
The statement of Arvind Mohapatra is fully falls and wrong.The BJP has not given ticket to neither Bijoy not Arvind mohapatra.so,he accept the proposal of BJD. If he was stand in BJP,then he must won this seat near about more than 70 thousand votes.
Very high standard journalism and a top class interview in regard to the questions put.Sri Arabinda Mohapatra seems to be a quite disciplined man. However, Sri Bijay Mohapatra has finally surrendered before Sri Nabin Patnaik and the BJD for a petty gain, which he should not have done particularly in BJP's golden periods.millions must have been pleased ,if Arabinda had contested from BJP and won the election. Since Rama Krushna Patnaik had not at all compromised with BJD or Sri Nabin Patnaik, her daughter got elected to Lok Sabha recently and this is called success without compromise.
😊 Betrayal to Bijaya Mahapatra is the most shameful incident in Odisha history. For what interest both father and son surrendered under the feet of Nabinbabu is a mistry and very painful.
Bijoy Mohapatra was driven out by Naveen Patnaik and was not allowed to enter into assembly.But,his son Aravind Mohapatra took shelter of Naveen Patnaik and not having self respect.People of odisha hate his son for this.
Today's onwards I'm loving your program and your face to face talkikg Tamee hela Aga Chanda Bai man.This profile photo is elarjic for Argus family ure.Naveen Dash change
Arvind sir bahut bhala loka , tanka pari au kie bi hebeni . Jie jete katha kuhantu pache , Arvind Sir kebe bi kharap nuhanti. Election purbaru jemiti bhala thile election pare bi semiti bhala
Bijay Mohapatra is an eminent personality in odisha politics but his image was maligned and his stature was deteriorated by joining his son in BJD. Bijay Babu was a founder member of BJD who was back stabbed by the conspirators denying him a ticket in the election at that time. It would have been better on his part if his son would have been elected independently like in Dharmasala, Mahanga and Badamba.
ମୁଁ ଜଣେ ରାଜନୈତିକ ଲୋକ ନୁହେଁ, ବିଜୟ ମହାପାତ୍ରଙ୍କ ବିଷୟରେ ଯାହା ଶୁଣିଛି, ତୁଙ୍ଗ ନେତା ଥିଲେ, ବହୁତ କିଛି ଶୁଣିଛି, ତାଙ୍କୁ ଯେତେବେଳେ ବିଜେଡ଼ି ଭୟ କରି ପ୍ରଶାସନ ର ସାହାଯ୍ୟ ନେଇ ଲାଗିପଡିଲେ ବିଜୟ ମହାପାତ୍ର ଙ୍କୁ ବିଧାନ ସଭାରେ ପୁରାଇ ନ ଦେବା ପାଇଁ ନିଷ୍ପତ୍ତି ନେଲା, ମୁଁ ମାନିବା ପାଇଁ ବାଧ୍ୟ ହେଲି ଯେ ହଁ ବିଜୟ ବାବୁ କିଛି ଥିଲେ, କିନ୍ତୁ ଏବେ ଯାହା କଲେ ପୁଅ ପାଇଁ ହେଉ ପଛକେ, ଛେପ ପକାଇ ଚାଟିବା ସଦୃଶ ହେଲା ।
ଗାଦି ପାଇଁ ଏ ସବୁ କିଛି କରି ପକେଇବେ, କେତେ ନୂଆ ନେତା ତିଆରି କରିଛନ୍ତି ଆଜି ପର୍ଯ୍ୟନ୍ତ, ନିଜ ସ୍ବାର୍ଥ ପାଇଁ ସବୁ କିଛି,, ଅନ୍ୟ ଦଳକୁ ଯାଇକି ଜିତି ପାରିଲେ ନାହିଁ,,କ'ଣ ପାଇଁ,,, ନବୀନ ବ୍ରାଣ୍ଡ ରେ ପୁଅ ଜିତିଲା,,ଆଉ କିଛି ନୁହେଁ,,
Dekha vai rajaniti re entry karibaku hele je kounasi dala darkar. Dekhiba agaku Kan heuchi...
ଆପଣଙ୍କ ଆଲୋଚନା ମୂଲ୍ୟହୀନ ।
@@binodbiharisamantaray3976ଭାଈ ଟିକେ ଉତ୍ତର ଦେବେ କି ଯିଏ 24 ବର୍ଷ ------ମାରିଲା ପୁଅ ସେଇ ଦଳକୁ
Right Bhai
ନବୀନ ବାବୁ ଜଣେ ବିଶ୍ବାସ ଘାତକ । ବହୁତ ନେତାଙ୍କୁ ଦଳରୁ ବାହାର କରି ସେମାନଙ୍କର ଭବିଷ୍ୟତ, ଅନ୍ଧକାର କୁ ଠେଲି ଦେଇଛନ୍ତି । ବିଜୟ ବାବୁ ଙ୍କୁ ଟିକେଟ ଦେଇ, ଟିକେଟ କାଟିବା ଦ୍ଵାରା, ନବୀନ ବାବୁ କଳଙ୍କ ,ର, ଟିକା ବହନ କରି ଛନ୍ତି । ଅରବିନ୍ଦ ବାବୁ ଙ୍କୁ ଟିକେଟ ଦେଇ ଠିକ୍ କରି ଛନ୍ତି। କିନ୍ତୁ କଳଙ୍କ ଲିଭିବ ନାହିଁ । ବିଜୟ ମହାପାତ୍ର ଙ୍କ ଭଳି ଓଡ଼ିଶାରେ ସ୍ଵାଭିମାନୀ ନେତା ନାହାନ୍ତି । ବିଜୟ ମହାପାତ୍ର ଗୋଟିଏ କଥା କହିଥିଲେ, ନବୀନ ବାବୁ ରାଜନୀତି ରେ ନ ଥିବେ , ମୁଁ କିନ୍ତୁ ରାଜନୀତି ରେ ଥିବି । ଏକଥା ସତ ହେବାକୁ ଯାଉଛି ।
The youth icon and a dynamic leader of Odisha…and will be the future CM Odisha 🙏🏽..Stay energetic and healthy…
ବିଜୟ ମହାପାତ୍ରଙ୍କ ସୁପୁତ୍ର ଅରବିନ୍ଦ ମହାପାତ୍ର ଯଦି ସ୍ଵାଧୀନ ଭାବେ ଲଢି ଜିତି ଥାଆନ୍ତେ ତାହେଲେ ତାଙ୍କ ସ୍ୱାଭିମାନ ଆହୁରି ଉଜ୍ଜ୍ୱଳ ହୋଇଥାନ୍ତା କିନ୍ତୁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅପମାନିତ ପିତାର ପୁତ୍ର ଭାବେ ସମାଜରେ ତାଙ୍କର ପରିଚୟ ରହିଗଲା ।
ସୁପୁତ୍ରଙ୍କର ଶେଷ ବିଧାୟକ ଭାବଜ ପାଟକୁରା ରେ
Best Wishes , Arabinda Baboo🌹🌹, you seem to be a matured person than expected, Wish you a bright future and shine like your father 🌹🌹
ବିଜୟ ମହାପାତ୍ର ଏକ ପ୍ରକାର ତାଙ୍କର ସ୍ୱଭିମାନ ହରାଇ ବସିଛନ୍ତି ତାହା ନ ହେଇଥିଲେ ତାଙ୍କ ପୁଅକୁ ଗୋଟେ ବୁଡିଯାଉଥିବା ଡଙ୍ଗାରେ ବସେଇ ନଥାନ୍ତେ ,
Fine discussion . Thank you
ବିଜୟ ମହାପାତ୍ରଙ୍କ ସାକ୍ଷାତକାର ନିଅନ୍ତୁ ❤❤
Many many thanks to Nirvay Gumara Katha which one the mirror of society
ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସମୟର ପୁରୁଣା ବୃକ୍ଷ ଉପାଡ଼ି ନୂତନ ଚାରା ରୋପଣ କରିବାରେ ମାହିର ।
ଅରବିନ୍ଦ ମହାପାତ୍ର ବିଜୟୀ ହୋଇଛନ୍ତି ସତ କିନ୍ତୁ ସେ ବାପାଙ୍କ ମୁଣ୍ତ ତଳକୁ କରିଦେଲେ। ତେଣୁ ସେ ବାସ୍ତବରେ ହାରିଯାଛନ୍ତି।
Wish Arvinda all the best...... as someone I know through our family ..... can say, he is a genuine person and someone who will be a great politician in odisha political history .... he's my favorite politician now .... muna mama
Best interview
Sir Ex-MLA RAJNAGAR Anshuman Mohanty nku apana nka podcast re invite karantu
Future of BJD is black and zero.People of odisha will not accept BJD in future.
ସାର ପ୍ରଣାମ 🙏🌹
ଯିଏ ତୁଣ୍ଡ ଖୋଲିଲେ ସମସ୍ତେ ଚୁପ୍ ହେଇଯାଆନ୍ତି ସେଇ ନେତା ହେଉଛନ୍ତି ବିଜୟ ମହାପାତ୍ର। ଦୁଃଖ ର ବିଷୟ ସେ ବିଜୁ ଜନତା ଦଳ ନିକଟ ରେ ସାଲିସ କରିବାର ବୋଧ ହେଲା।
ବହୁତ ଲୋକଙ୍କ ରାଜନୈତିକ ସରି ଯାଇଛି,, ତାଙ୍କ ପାଇଁ,,
ସ୍ୱାର୍ଥ ବାଦୀ ନେତା
Wish u all d Best Mr.Mohapatra,the real ancestor of great politician Bijay Sir 🙏
ଶ୍ରୀ ଅରବିନ୍ଦ ମହାପାତ୍ର ମଧ୍ୟ ବିଜୁ ଜନତାଦଳର ନୂତନ ସମ୍ଭାବନା ଏବଂ ଉତ୍ତମ ଦିଗ୍ ଦର୍ଶକ ହୋଇପାରିବେ ବୋଲି ମୋର ହୃଦବୋଧ ହେଉଅଛି
Let us see the worthiest Son of Veteran Leader Mr Bijaya Mahaptra'attitude towards the present political scenario.He has bright future ,wh aT l observed.
Good work great leader 👍
May god bless him.
Very interesting
ନବୀନ ବାବୁଙ୍କୁ ପରିବାର ବାଦ ନିଶ୍ଚୟ କୁହାଯିବ।
Bijan Mohapatra indirectly surrender near Nabin
Like father like son.
ଖୋଲା ଆଲୋଚନା।ବିଜୟ ବାବୁ ଜଣେ ସ୍ୱାଭିମାନୀ ନେତା।ଆଶା କରେ ଅରବିନ୍ଦ ବାବୁ ତାଙ୍କ ବାପାଙ୍କ ଆଦର୍ଶ ଅନୁସରଣ କରିବେ।
ଅରବିନ୍ଦ ବାବୁ ଙ୍କର ଉନ୍ନତି ହେଉ।
ହଁ ଜଣାପଡୁଛି ସ୍ୱାଭିମାନୀ କି ସୁଵିଦାବାଦୀ
Bijay Bhai jindabad
ସାଧୁ ଲୋକ ମାନେ ସାଧୁ ସହିତେ ଚୁର ମାନେ ଚୁର ମାନଙ୍କ ସହିତ ମିଶନ୍ତି। ମହାପାତ୍ର ବାବୁ ରତା ରାତ କୋଟିପତି ହେବା ପାଇଁ bjd ଦଳରେ ମିଶିଛନ୍ତି।
ଜୟ, ଜଗନ୍ନାଥ, ମାନ୍ୟବର, ର୍ନ ଭ ୟ, ପ୍ର ଣା ମ
ଅରବିନ୍ଦ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା,ବରିଷ୍ଟ ନେତା ବିଜୟ ମହାପାତ୍ର ସର୍ବଦା ଚକ୍ରାନ୍ତ ଷଡଜନ୍ତ୍ର ଶିକାର ହେଉଥିବା ସମସ୍ତେ ଜାଣନ୍ତି, କିଛି କୁଚକ୍ରୀ ଯଥା ବିଭିନ୍ନ ଦଳରୁ କେତେଜଣ ନେତା, କେତେଜଣ ସର୍ବଗିଳା ଅଫିସର ଏକ ବିହ୍ୱ ରଚନା କରି ସଫଳତା ପାଉଥିଲେ କିନ୍ତୁ ବିକାଶ ନାରା ଦେଇ ଓଡ଼ିଆ ଲୋକଙ୍କୁ ଭୁତିଆ ବନେଇ ଦୀର୍ଘଦିନ କ୍ଷମତା ଉପଭୋଗ କରି କିଭଳି ବ୍ୟାପକ ଦୁର୍ନିତୀ ବ୍ୟଭିଚାର କଲେ ସମସ୍ତେ ଉପଲବ୍ଧି କରୁଛେ , ଆଞ୍ଜା ଆପଣ ଙ୍କ ଅନ୍ତରର ସମ୍ଭାବନା ସଫଳ ହେଉ 👌🙏
Tu gujrati chamcha andha bhakt nuhe ta?....to bopa Narendra khan beef supply karuchi electoral bond re paisa nauchi andha bhakt Khushi ta....bijaya babu nku kan pai anadekha karuthila BJP se katha kaha....to bopa Narendra khan desha pai kan karichi tu gote example de, to bopa Narendra khan gote business karichi beef supply au rahila hindu muslim, abe to bopa Narendra khan bada business man Beef supplier,.... Ambani adani ku business re pachhare pakeideba
Thank you.godblesyou.
ଅରବିନ୍ଦ ଵାବୁ ଏ ଟାଉଟର ନବୀନ ଦାସ ସହିତ ଆସିବା ଠିକ୍ ନୁହେଁ
ବିଜୟ ବାବୁ ଗଣମାଧ୍ୟମ କୁ କାହିଁକି ଜମା ଆସୁନାହାନ୍ତି, ବିଭିନ୍ନ ସଙ୍କଟ ସମୟରେ ତାଙ୍କ ମନ୍ତବ୍ୟ ଖୁଵ୍ ଗ୍ରହଣୀୟ ଥିଲା।
We the voters of patkura have lots of expectations, may God bless him🙏
Very nice person
Congratulations
Arabinda Mahapatra
ବିଜୟ ବାବୁ ଙ୍କ ପତ୍ନୀ ବିଷୟରେ ଜାଣିବା ପାଇଁ ଇଚ୍ଛା
Very good Alochana
Khuba open discussion
ଭଲ ବିସ୍ଲେସଣ ଭଲ ଲାଗିଲା.
Next time ପର୍ଶୁରାମ ଧଡ଼ା ଙ୍କୁ ଡାକନ୍ତୁ
ଜୟ ଶ୍ରୀ ଜଗନ୍ନାଥ 🙏🌹।
ପୁତ୍ର ମୋହରେ ବନ୍ଧା.... ଧୃତରାଷ୍ଟ୍ରଙ୍କ ଭଳି....
ଦଳ ର ଉର୍ଦ୍ଧ୍ବରେ ରହି ଯଦି କାମ କରି ଚାଲିବେ ତାହେଲେ ନିଜେ ଲୋକଙ୍କ ଦ୍ବାରା ଆଦୃତ ହେବା ସହିତ ବାପାଙ୍କର ସମ୍ମାନ ବଜାୟ ରଖିବାରେ ସମର୍ଥ ହୋଇପାରିବେ ।
ଖାଲି ତ କଂଗ୍ରେସ ବିରୋଧ ରେ ଗପିଲ ଆଉ, ଅନ୍ଧ ଭକ୍ତ 😅
ଆପଣ ground zero ରେ ନାହାନ୍ତି.... Only ତେଜଶ୍ୱର ପରିଡା ground zero ରେ ବୁଲୁଛନ୍ତି
ବିଜୟ ବାବୁ ଙ୍କ ପତ୍ନୀ ବିଷୟରେ ପଚାରିଲେନି?
Being An IT Professional He has a good Analytical Ability. Wishing very best for his political career.
ଇୟେ କେମିତି ଜିତିଲା ଚିନ୍ତାର ବିଷୟ
କହି ଥିଲେ ଆଗକୁ ଦଙ୍ଗା ହେବ ଭଦ୍ରକ ରେ ହେଲା
ଅଭିଜ୍ଞ ଓ ପୁରାତନ ବିଧାୟକ ମାନଙ୍କୁ ଡାକି ଚର୍ଚ୍ଚା ରେ ନିଅନ୍ତୁ.
Very nice expression
ବିଜୟ ବାବୁ ଙ୍କୁ bjd ଯେତିକି ବିଶବାସଘାତକତା କରିଛି bjp ବି ସେତିକି ପଛରୁ ଛୁରା ମାଡ଼ କରିଛି ଏବଂ କଂଗ୍ରେସ ମଧ୍ୟ ଷଡ଼ଯନ୍ତ୍ର ରେ ନିଜକୁ ସାମିଲ କରିଛି ବହୁତ୍ ସମୟରେ,ଅରବିନ୍ଦ ବାବୁ ସ୍ଵାଧୀନ ଭାବରେ ପ୍ରତିନିଧତ୍ଵ କରିଥିଲେ ଭଲ ହେଇଥାନ୍ତା,ଏବେ ଅରବିନ୍ଦ ବାବୁ ଦଳ ମୋହ ରେ ନପଡ଼ି ଜନତା ମୋହ ରେ ରହିବ ଦରକାର, ରାଜନୀତି ଏଭଳି ସରଳ , ଶିକ୍ଷିତ ବ୍ୟକ୍ତି ଦରକାର କରୁଛି.
ଦଳ ଡେଇଁବା ବିଜୟ ବାବୁଙ୍କ ପାଇଁ କିଛି ନୁଆ କଥା ନୁହେଁ BJD ବୁଡି ଗଲେ ପୁଣି ଗଳା ବାଟ ଦେଇ BJP re ମିଶିବାକୁ ଚେଷ୍ଟା କରିବେ। ସଧାରଣ ଜନତା ତାଙ୍କୁ ଚତୁର ରାଜନୀତିଜ୍ଞ କହନ୍ତି କିନ୍ତୁ ମୋ ମତ ରେ ସେ ଜଣେ ସ୍ବାର୍ଥ ବାଦି ନେତା ।
1982 to 1990 Sri Bijay mahapatra was in opposition and quite popular M L A and effective
1990 to 1995 He was next to Biju Babu in govt
1997 Sri Bijay Mahapatra Sri Dillip Roy came to contact Pramod Mahajan and to defeat Congress formed B JD Regional party under the guidance of late A B. Bajapayee
along with Sri Prasan achaya A u Singdeo R k Patanaik sarat Kar and many others
Sri Naveen pattanaik became Head of B J Dan’s contested from Aska
Aurobinda is very cool
And respect his Parents and Senior Citizens
Loves his Constituency people
It is better to start from opposition for a new commers
କଥାଟିଏ କହିବି ? ସବୁବେଳେ ଉପସ୍ଥାପକ ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ କାହିଁକି କୁହନ୍ତି ନିରପେକ୍ଷ ହୋଇପାରନ୍ତି ନାହିଁ କାହିଁକି ?
ତେଲରେ ଚାଲିଛନ୍ତି
Juade Barsha hue seiade chhata etik ru bujhiparibe
ବିଜେପି ଭୂଲ୍ କଲେ ତାହା ଭୂଲ୍ ନୁହଁ।
Arabinda is a right person in wrong party 😂
ସ୍ଵାଭିମାନ ବିହୀନ ନେତା ୟଦି ସ୍ଵାଧୀନ ଲଢିଥାନ୍ତେ ସମ୍ମାନ ମିଳିଥାନ୍ତା କିନ୍ତୁ
ସାମ୍ବାଦିକତା ରେ ବାପା - ପୁଅ , ମା-ଝିଅ , ବାପା - ଝିଅ , ମା - ପୁଅ ସାମ୍ବାଦିକ ହୁଅନ୍ତି ନା ନାହିଁ ?
Rana Pratap singh...he fought and fought and fought against the most powerful Akbar...Suffered what not ordeals ...Lived with his family in the forest even without food but did not give in to Mougle power. But this Bijay Mohapatra n his son finally stepped into the shoes of opportunist Mansingh ..ବାରବର୍ଷର ତପସ୍ୟା ଶୁଖୁଆ ଝୋଳରେ ଗଲା ସ୍ଵଧର୍ମେ ନିହତ ଶ୍ରେୟ ପର ଧର୍ମ ଭୟାବହ
The statement of Arvind Mohapatra is fully falls and wrong.The BJP has not given ticket to neither Bijoy not Arvind mohapatra.so,he accept the proposal of BJD. If he was stand in BJP,then he must won this seat near about more than 70 thousand votes.
Bjp jaaantu
JAI JAI SHREE JAGANNATH.
ଯଦି ଅରବିନ୍ଦ ଵାବୁ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କୁ ସେବା ଓ ସହଜୋଗ ଯୋଗାଇ ଦେଲେ ବିରୋଧି ଦଳକୁ ଯାଇଥିବା ତାଙ୍କ ବାପାଙ୍କ ଅନୁଗାମୀମାନେ ତାଙ୍କ ପାଖକୁ ଫେରିବେ କିନ୍ତୁ ଯଦି ସେ ଦଳୀୟ କର୍ମୀଙ୍କ ସ୍ୱାର୍ଥରେ ସେ ନିଜକୁ ସୀମିତ ରଖନ୍ତି ତେବେ ବିରୋଧିଙ୍କ ସଂଖ୍ୟା ବଢ଼ିବ।
ବିଜେଡ଼ିର ପଞ୍ଚାୟତ ଠାରୁ ଜିଲ୍ଲା ସ୍ତରୀୟ ନେତୃତ୍ୱ ସବୁ ସ୍ୱାର୍ଥବାଦୀ ଓ ଦୁର୍ନିତୀଗ୍ରସ୍ତ,ଯାହା ଜଣେ ପାଟକୁରା ନିର୍ବାଚନ ମଣ୍ଡଳୀର ତେଣ୍ଡାକୁଡ଼ା ପଞ୍ଚାୟତର ଭୋଟର ଭାବରେ ମୋର ଅନୁଭୁତି ଅଛି।
Bapa Kai puo kai
Bijay babu sabu bele altimate leader
Very high standard journalism and a top class interview in regard to the questions put.Sri Arabinda Mohapatra seems to be a quite disciplined man.
However, Sri Bijay Mohapatra has finally surrendered before Sri Nabin Patnaik and the BJD for a petty gain, which he should not have done particularly in BJP's golden periods.millions must have been pleased ,if Arabinda had contested from BJP and won the election.
Since Rama Krushna Patnaik had not at all compromised with BJD or Sri Nabin Patnaik, her daughter got elected to Lok Sabha recently and this is called success without compromise.
ଅତୀତ ସବୁବେଳେ ଅତୀତ ଭବିଷ୍ୟତ କେହି ଦେଖିନାହାନ୍ତି । ସଦା ସର୍ବଦା ବର୍ତ୍ତମାନ ଉପରେ ଭଲ ଭାବେ ଦୃଷ୍ଟି କେନ୍ଦ୍ରିତ କରିବା ଦରକାର।
ଆଉ ବର୍ତ୍ତମାନ ଯଦି ଆମେ ବିଧାନସଭା ର ଅଧିବେଶନ କୁ ବିଶ୍ଳେଷଣ କରିବା । ତେବେ ଓଡିଶା ବିରୋଧୀ ଦଳ ର ଦୁଇ ସଦସ୍ୟ , ବିଜେଡି ର ଆରବିନ୍ଦ ମହାପାତ୍ର ଏବଂ କଂଗ୍ରେସ ର ସୋଫିଆ ଫିଦ୍ରେସ ନିଜ ନିଜ ଅଞ୍ଚଳ ଏବଂ ଓଡ଼ିଶା ର ଅସୁବିଧା ପାଇଁ ଯୋଉ ଭଳି ତଥ୍ୟ ଉପସ୍ଥାପନ କରୁଛନ୍ତି । ଏହା ଏବେ ତାଙ୍କର ସଂପୂଣ୍ଣ ଓଡ଼ିଶାରେ ଲୋକପ୍ରିୟତା ବୃଦ୍ଧି କରିଛି ।
ମୁଁ ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ଠାକୁର ବଳଦେବଜୀଉ ଙ୍କ ନିକଟ ରେ ପାର୍ଥନା କରୁଛି ଶ୍ରୀ ଅରବିନ୍ଦ ମହାପାତ୍ର ଙ୍କ ରାଜନୀତିକ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ । ଦଳ ବଳ ନିର୍ବିଶେଷରେ ପାଟକୁରା ନିର୍ବାଚନ ମଣ୍ଡଳୀ ଏବେ ସମସ୍ତ କେନ୍ଦ୍ରାପଡାବାସି ଙ୍କ ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ ।
ଜୟ ଜଗନ୍ନାଥ 🙏🙏🙏
କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ନାମ ରେ କେସ କରିବା ପାଇଁcourt ଆଦେଶ ଦେଇଛି ଏହି ବିଷୟ କିଛି କହିବେକି ସାର?
😊 Betrayal to Bijaya Mahapatra is the most shameful incident in Odisha history. For what interest both father and son surrendered under the feet of Nabinbabu is a mistry and very painful.
Bijay Mahapatranka yogu Jitilea
Bijoy Mohapatra was driven out by Naveen Patnaik and was not allowed to enter into assembly.But,his son Aravind Mohapatra took shelter of Naveen Patnaik and not having self respect.People of odisha hate his son for this.
କଦଳୀ ଗଛ
Bijay mahapatra jane 🦁 thile ea tanka pua biluaa😂😂
This person is not having self respect and joined BJD,who betrayed a lot to his father.
Sha Paribara
First RUclips silent vlog channel
No future in B.J.D
God bless him, he will be a best leader of BJD as Big B.
ବିଜେଡି 2029 ରେ ଶେଷ ହୋଇଯାଇଥିବ.
Arobind carier is first last, remember it,
Today's onwards I'm loving your program and your face to face talkikg Tamee hela Aga Chanda Bai man.This profile photo is elarjic for Argus family ure.Naveen Dash change
The correct spelling is - ARVIND MOHAPATRA
ବାବୁ ଭାଇ ଆମ ପାଟକୁରା କୁ ଆଗକୁ ନେବେ ବୋଲି ଆମର ଆଶା
ହଁ ଅପେକ୍ଷା କର ଆଗକୁ ଯାଉଛି କି ପଛକୁ ଯାଉଛି
@@debasiskumar761 ଆମ ପୂର୍ବତନ CM କହିଥିଲେ ପାଟକୁରା ର ବିକାଶ ମୁଂ ଦେଖିବି ,ଏମିତି ବିକାଶ କଲେ ଜେ ନ କହିଲେ ଭଲ
ଅଲଜ୍ୟା ହେଲା ଯେଉଁ ଜନ. ଯେ କୌଣସି ପାଟିରୁ ଲଢେ ନିର୍ବାଚନ. ଏ ବିଜୟ ମହାପାତ୍ର ଙ୍କ ପୁଅ ନୁହେଁ.
Bijoy Mohapatra changed party in perfect time.Bad luck!
Gujrati chamcha andha bhakt, gujrati remote control CM mohan majhi
Patkura lokanku E bapa pua misiki lutibe....🙈🙊🙉
Please jaynarayan misra ku dakantu
Arvind sir bahut bhala loka , tanka pari au kie bi hebeni . Jie jete katha kuhantu pache , Arvind Sir kebe bi kharap nuhanti. Election purbaru jemiti bhala thile election pare bi semiti bhala
Upasana kebe asibe
Bijay 's arrogance alike Dharmendra made him punished by God not by Naveen.
Han tu helu rattan chodi !!!!
ନିର୍ଲଜ ବାପାର ନିର୍ଲଜ ପୁଅ
He is a fighter but every thing has a end and also a limit.
Opportunistic policy .. Not a proper leader. Bapa ku ticket milibani seithi paeen Pua paeen BJD ticket karei dele.
ବିଜେଡି ଦଳର ଭବିଷ୍ୟତ ଧ୍ବଂସଆଭିମୁଖୀ, ଅରବିନ୍ଦ ମହାପାତ୍ରଙ୍କ ଭବିଷ୍ୟତ ବିଜୟ ମହାପାତ୍ରଙ୍କ ଅବସ୍ଥା ସୁନିଶ୍ଚିନ୍ତ !
ଲୋକ ପ୍ରିୟ ଥିଲା ତାହାହେଲେ କ'ଣ ପାଇଁ ଆଜି ପର୍ଯ୍ୟନ୍ତ ଜିତୁ ନଥିଲେ
ଅରବିନ୍ଦ ବାବୁଙ୍କ ରାଜନୈତିକ ଭବିଷ୍ୟତ ଉଜ୍ଜ୍ୱଳ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ର ଆମେ ଅନୁଭବ କରୁଛୁ।
ଜୟ ଜଗନ୍ନାଥ!!!
Bijay Mohapatra is an eminent personality in odisha politics but his image was maligned and his stature was deteriorated by joining his son in BJD. Bijay Babu was a founder member of BJD who was back stabbed by the conspirators denying him a ticket in the election at that time. It would have been better on his part if his son would have been elected independently like in Dharmasala, Mahanga and Badamba.
Sir voice ts tike clear karantu
Son of Bijay Mohapatra and his son sold them to Nabin.Better he should have contested from BJP
Rivanj. Nabadorokar
Saybhimani