ବହୁତ ଲେଟରେ ନିଦ ଭାଙ୍ଗିଲା ! naveen pattnaik | shankar mada | khati

Поделиться
HTML-код
  • Опубликовано: 23 июн 2024
  • ବହୁତ ଲେଟରେ ନିଦ ଭାଙ୍ଗିଲା ! naveen pattnaik | shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Комментарии • 226

  • @user-kk9mn4uj1n
    @user-kk9mn4uj1n 14 дней назад +37

    ଠିକ୍ ଭାଇ କହିଲ । ଏମାନେ ଲିନ୍ନ ହୋଇଗଲା ପରେ ନିଦ ଭାଙ୍ଗୁଛି । ଓଡ଼ିଶା ମୁକ୍ତ ବିଜେଡି ହୋଇ ଗଲା ।

  • @satyabrataparida1925
    @satyabrataparida1925 14 дней назад +26

    ଏସବୁ ଲୋକଦେଖା କଥା । ରାଜ୍ୟ ସଭାରେ ଦେଖିବେ ଏମାନେ କିଛି ବି କରିବେ ନାହିଁ ।ଯାହା କହିଲେ ଠିକ ଏମାନଙ୍କୁ ଇଡି ସିବିଆଇ ର ଭୟ ଏବେବି ଅଛି ।

  • @user-ws7jz1bv6g
    @user-ws7jz1bv6g 14 дней назад +13

    ଶଙ୍କର ଭାଇ ବି ଦିନେ ଗୀତ କରିକି... ମାଡ଼ ଖିଆ କାମ କରିଥିଲେ.... ତା ପରେ size.

  • @srimantamahunta1393
    @srimantamahunta1393 14 дней назад +24

    ପ୍ରକୃତରେ ଶଙ୍କର ଭାଇ ବହୁତ ବ୍ରେନି,ଏବଂ ସୁପର

  • @PrakashKanhar-jc6yh
    @PrakashKanhar-jc6yh 14 дней назад +18

    ମାଡ଼ି ଚାଲ ଶଙ୍କର ଭାଇ

  • @SarojKumar-pv5uf
    @SarojKumar-pv5uf 21 час назад

    Congress ର Negetive politics ବିଷୟରେ ଟିକେ ଭିଡ଼ିଓ ଗୋଟେ ହେଇଯାଉ । ତା ପରେ ଆମେ ଜାଣିବୁ ଶଙ୍କର ଭାଇ ନ୍ୟାୟ କଥା କହୁଛନ୍ତି ବୋଲି

  • @sarojkumarbehera6697
    @sarojkumarbehera6697 14 дней назад +10

    BJD ଯେତେବେଳେ ୧୬ଏମ୍ପି ଥିଲେ ଚୁପ୍ ଥିଲେ.. ଯେତେବେଳେ ଶୁନ ହେଲା ଚେତାପସିଲା

  • @pitabashsethi9005
    @pitabashsethi9005 14 часов назад

    ଶଙ୍କରା ପ୍ରଧାନମନ୍ତ୍ରୀ ଟିଏ ହେବା ଜରୁରୀ,ଋଷ ଏବଂ ପାକିସ୍ତାନ ପାଇଁ।

  • @himanshuparida7011
    @himanshuparida7011 14 дней назад +8

    ଓଡ଼ିଆର ସ୍ୱାର୍ଥ ପାଇଁ strong ବିରୋଧୀ ଦଳ ହବା ବହୁତ ଜରୁରୀ ବିଜେଡି କୁ ସତର୍କ ରହିବାକୁ ହେବ 🙏🏽🙏🏽🙏🏽

  • @BhagabanMajhi-ry7sh
    @BhagabanMajhi-ry7sh 14 дней назад

    BjD, BJP ,ଏମାନେ ସବୁ ଗୋଟିଏ ଲାଉର ମଞ୍ଜି। BjD, ଡାଲେ ଡାଲେ,BJP ପତ୍ରେ ପତ୍ରେ ଯିଵେ।

  • @banshidharpatra5160
    @banshidharpatra5160 14 дней назад +18

    BJP ର ଦୂର୍ଗୁଣ କୁ ସlବlଡ କରିବା ପାଇଁ ଇଣ୍ଡିଆ ମେଣ୍ଟ କୁ ସମର୍ଥନ ଦେବା ଉଚିତ୍

  • @tularamharijan9511
    @tularamharijan9511 14 дней назад +3

    ସଂକରଭାଇ Good morning 🙏

  • @Biswajitray-tj8yp
    @Biswajitray-tj8yp 14 дней назад +20

    Right

  • @kshetrabasidas9682
    @kshetrabasidas9682 14 дней назад +13

    💯👌bhai Jay congres ❤

  • @user-pn1qq3iz7x
    @user-pn1qq3iz7x 14 дней назад +10

    Very good right

  • @user-hq2zw2pw4j
    @user-hq2zw2pw4j 14 дней назад +1

    ଠିକ୍ କଥା କହିଲ ଭାଇ ବହୁତ ଧନ୍ୟବାଦ୍

  • @SurendraSurendra-ym8mi
    @SurendraSurendra-ym8mi 14 дней назад +4

    100%ଠିକ୍ କହିଛନ୍ତି ସାର୍

  • @TukunaSahu-lj6ez
    @TukunaSahu-lj6ez 14 дней назад +6

    Right right right sir 🎉

  • @gitanjaliroul3252
    @gitanjaliroul3252 14 дней назад +4

    Right bhai. Mu b nabeen nkara fan but amiti bjp sahita hata misaibara na thila. Mote nabeen sir nka pain bahut dukha laguchhi.

  • @user-ij7lx4wn3t
    @user-ij7lx4wn3t 14 дней назад +2

    Thank you so much Bhai