ଆଜି(04.02.2025) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

Поделиться
HTML-код

Комментарии • 780

  • @SagarikaNayak-me2ph
    @SagarikaNayak-me2ph 12 часов назад +9

    ବାବା, ମା ତୁମ ପାଦ ପଦ୍ମ ରେ ମୋର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ,ଆସିଗଲା ପ୍ରଭୁ ଦିନଟି,ଟେକି ଦେଇଛି ଦୁଇହାତ କୁ ପ୍ରଭୁ ତୁମ ଠାରେ,ରକ୍ଷାକର ପ୍ରଭୁ❤❤❤❤

    • @surendranathnayak9319
      @surendranathnayak9319 8 часов назад

      ଧନ୍ୟବାଦ ରେ ଝିଅ ସାଗରିକା ❤

  • @prasanti1988
    @prasanti1988 11 часов назад +7

    ତୁମେବ ମାତାଶ୍ଚ ପିତା ତୁମେବ ତୁମେବ ବନ୍ଧୁଶ୍ଚ ଶଖା ତୁମେବ ତୁମେବ ବିଦ୍ୟା ଦ୍ରାବିଡ଼ମ ତୁମେବ ତୁମେବ ସର୍ବ ମମ ଦେବ 🙏🙏🙏🙏😭😭😭😭.

  • @NaluBhuyan
    @NaluBhuyan 11 часов назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏💐🙏💐🙏💐🙏💐🙏 💐🙏💐🙏💐🙏💐🙏💐🙏💐🙏💐🙏💐🙏💐🙏💐🙏

  • @jayitaroy1485
    @jayitaroy1485 11 часов назад +5

    Jai Shree Jagannath Swami Jai 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🪔

  • @BasantaSahu-et9kc
    @BasantaSahu-et9kc 11 часов назад +14

    Om namo Bhagabate Basudebaya Purusottamaya Darubramhaya Jagannathaya Laxminursingaya LaxmiNarayanaya Radhaballavaya krishnakeshabaya Madhabaya Zadabaya Gobindaya namo namo🙏🙏🙏🙏🙏🙏🙏🙏🙏🙏🙏

  • @pratimamohapatra1720
    @pratimamohapatra1720 11 часов назад +14

    ପୁଣ୍ୟ ଦିବସର ଶୁଭ ସକାଳ ରେ ପୁଣ୍ୟ ମୟ ତୁମ ଆଳତି ଦେଖେ
    କୋଟି ପ୍ରାଣୀଙ୍କର ମଙ୍ଗଳ କାମନା
    ଆଳତି ଆଲୋକ ଝଲସେ ମୁଖେ।
    ଦିନବନ୍ଧୁ ଦଇତାରୀ,ଚରଣେ ଶରଣ ଦେଉଥିବ ପ୍ରଭୁ,ମନ ହେଉଥିଲେ ଭାରି।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏🙏🙏🙏💐🪔🪔🪔🪔

  • @pujamohanty-r7d
    @pujamohanty-r7d 11 часов назад +6

    Hari jay jay deba hare ....prabhu jagatara natha jagannath prabhu mor dina ti bhala re jau prabhu .....mate bhala budhi bidya dia prabhu emti mo upare ashreebad rakhitha prabhu kallia😢🙏🏻😌❤

  • @AlokKumarSethi-o8q
    @AlokKumarSethi-o8q 12 часов назад +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୂ ତୁମେ ଭରସା ପ୍ରଭୂ ଶୁଭ ସକାଳ ସମସ୍ତ ଙ୍କୁ ଭଲରେ ରଖନ୍ତୁ ପ୍ରଭୁ

  • @LabaSwain-p5p
    @LabaSwain-p5p 10 часов назад +8

    Jay jagannath swami Nayan patha gami bhaba tume Jay balaram Jay maa subhadar Jay maa laxmi ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @rabindrapatro3569
    @rabindrapatro3569 11 часов назад +5

    ଭୋ ନାଥ କାଳିଆ ସାଆନ୍ତେ ହୃଦୟ ଭରା ପ୍ରଣାମ ଦଣ୍ଡବତ ଜଣାଉଛି ମଣିମା 🙏 କରି କରାଉଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ ପ୍ରଭୁ 🙏 ସକଳ କାର୍ଯ୍ୟ ମୋର ସମ୍ପୂର୍ଣ୍ଣ କରିବା ହେଉ ହେ ମଣିମା 🙏

  • @lovestoryforu9
    @lovestoryforu9 11 часов назад +6

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ମା ବିମଳା ❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤ ଜୟ ଜଗନ୍ନାଥ ❤❤❤❤

  • @rinadehury2081
    @rinadehury2081 10 часов назад +2

    🕉️ ନୀଳାଚଳ ନୀବାସାୟ ନିତ୍ୟାୟ ପାରମାତ୍ମ୍ନେ ବଳଭଦ୍ର ସୁଭଦ୍ରା ଭ୍ୟାମ୍ ଜଗନ୍ନlଥlୟତେ ନମଃ ⚫‼️⚫🚩🚩🚩🚩🚩🌺🌺🌺🌺🌺🌺❤️❤️❤️❤️❤️🛐🛐🛐🛐🛐🙏🙏🙏🙏🙏🙏🙏🙏

  • @namitabiswal-go7vt
    @namitabiswal-go7vt 11 часов назад +8

    ହରି ବୋଲ 🌹ହରି ବୋଲ🌹 ହରି ହରି ବୋଲ 🌹🌹🙏🌹

  • @sadashivapati2989
    @sadashivapati2989 11 часов назад +3

    ❤❤❤ ଜୟ ଶ୍ରୀ ଜଗନ୍ନାଥ ❤❤❤

  • @namitabiswal-go7vt
    @namitabiswal-go7vt 11 часов назад +11

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ🌹 ମହାବାହୁ ଆପଣଙ୍କ ପଦ୍ମ ଶ୍ରୀ ପୟରେ କୋଟି କୋଟି ପ୍ରଣାମ ଶରଣ ହରି 🙏🌹🙏କେବଳ ଆପଣ ହିଁ ମୋର ସାହା ଭରସା 🌹ଆପଣଙ୍କ ବିନା ମୋର ଆଉ କେହି ନାହାନ୍ତି 🌹ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା🌹 ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🌹🙏🌹

  • @BikeshSahani
    @BikeshSahani 11 часов назад +2

    🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻
    🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻
    🪔🪔🪔जय माता दी 🌺🌺🌺

  • @bichitradora843
    @bichitradora843 11 часов назад +10

    ହେ ସାଲବେଗ ଙ୍କ ଦେବତା ମତେ ମଧ୍ୟ ଗୋଟେ ଭକ୍ତ ହେବାର କୃପା କରନ୍ତୁ । ଆପଣଙ୍କ ଶ୍ରୀ ଚରଣ ରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଆତ୍ମ ସମର୍ପଣ କରୁଛି। ଆପଣଙ୍କୁ ପାଇ ଏ ଜୀବନ ଧନ୍ୟ ହେଇଯାଉ ।ରାଧେ ରାଧେ❤❤❤❤

    • @surendranathnayak9319
      @surendranathnayak9319 8 часов назад

      ମୁଁ ମୋ ଆତ୍ମା କୁ କଳା ଠାକୁର ଙ୍କ ପାଖରେ ❤

  • @Pinkybehera-u6d
    @Pinkybehera-u6d 11 часов назад +4

    ଏ ଦୁଃଖିନୀ ଝିଅର ଗୁହାରି ଶୁଣ ପ୍ରଭୁ 🚩🙏🏻🪷⭕❗⭕🌸🪔🌷🏵️🌺🙌🏻

  • @babitapanigrahi528
    @babitapanigrahi528 11 часов назад +8

    ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଣାମ ଗ୍ରହଣ କର ପ୍ରଭୁ ଏ ଅଭାଗିନି ର ସହାୟ ହୁଅ ପ୍ରଭୁ। ସବୁ ବିପଦରୁ ରକ୍ଷା କର ପ୍ରଭୁ ।ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ 🙏🙏🙏🙏

  • @saraswatisahoo1033
    @saraswatisahoo1033 12 часов назад +3

    Jay jagannath swami nayana patha gami bhaba tume tuma mangala alati Ku koti koti pranam manima ❤❤❤

  • @Pinkybehera-u6d
    @Pinkybehera-u6d 11 часов назад +5

    ସକାଳ ପ୍ରଣାମ ଘେନ ହେ ଚକାନୟନ 🚩🙏🏻🪷⭕❗⭕🌸🪔🌷🏵️🌺🌺🙌🏻

  • @prabhanshubag6586
    @prabhanshubag6586 9 часов назад +1

    🙏🕉🦚🪔⭕❗⭕🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ଜୟ ଜୟ ଦେବ ହରେ ହରି ଜୟ ଜୟ ଦେବ ହରେ🙏
    🙏ହେ କାଳିଆ ସାଆନ୍ତ🙏ହେ ମହାବାହୁ🙏 ହେ ଚକାଆଖି🙏 ହେ ଚକାଡୋଳା ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🙏 ⭕❗⭕🪔🦚🕉🙏

  • @ParvatiNayak-l6k
    @ParvatiNayak-l6k 12 часов назад +2

    Mo Prabhu 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭🙏😭🙏😭 tume sabu bele emiti chaka chaka akhire ama ku chahinthaaa mo Prabhu mu tuma Bina banchiparibini 😭🙏😭🙏😭🙏😭🙏

    • @AkashMeher-wx7oh
      @AkashMeher-wx7oh 8 часов назад

      🙏🏼🙏🏼🙏🏼🚩⭕️‼️⭕️🚩🙏🏼🙏🏼🙏🏼

  • @prabashkumargochhi7768
    @prabashkumargochhi7768 12 часов назад +2

    ଜୟ ଶ୍ରୀଜଗନ୍ନାଥ 🙏🙏🙏

  • @rabindradas3711
    @rabindradas3711 11 часов назад +3

    ଜୟ ଜଗନ୍ନାଥ ଆଜି ପବିତ୍ର ମାଘ ସପ୍ତମୀ ଆଜିର ମଂଗଳ ଆଳତୀ କୁ ମୋର ଅନନ୍ତ କୋଟି ପ୍ରଣାମ ପ୍ରଭୁ 🌹🙏🙏🙏🙏

  • @Sandhy-x5d
    @Sandhy-x5d 12 часов назад +2

    ଜୟ ଜଗନ୍ନାଥ🙌🙌🙏🙏🙏

  • @SumatiDalei-j2q
    @SumatiDalei-j2q 12 часов назад +2

    Jay Jagannath he Prabhu patitapaban subha sakala tuma mangala alati ku sata Kati pranam mannima 🙏🙏🙏🙏🙏🙏🙏🪔🪔🪔🪔🪔🪔🪔🙏🙏🙏🙏

  • @reenabehera7860
    @reenabehera7860 12 часов назад +8

    ହେ ପ୍ରଭୁ ତୁମେ ହିଁ ସାହାଭରସା ପ୍ରଭୁ ତୁମ ଶ୍ରୀ ଚରଣ ତଳେ ମୋର କୋଟି କୋଟି ଦଣ୍ଡବତ ପ୍ରଭୁ 🌹🙏🏻🙏🏻🙏🏻🌹

  • @pratapkumarsahoo5811
    @pratapkumarsahoo5811 12 часов назад +5

    ଶୁଭ ସକାଳର ପ୍ରଣାମ ଘେନ ହେ ଦାରୁବ୍ରହ୍ମ 🙏🏽ଜୟ ଜଗନ୍ନାଥ କାଳିଆ ସାଆନ୍ତ ନୀଳତନୁ ଚକାଡୋଳା 🙏🏽ମହୋଦଧିକୁଳେ କଳ୍ପ ବଟ ମୂଳେ ଲଗାଇଛ ଯେଉଁ ଲୀଳା 🙏🏽ସେଲୀଳା ସେମହିମା ଦେବ ଅଗୋଚର 🙏🏽କାହୁଁ ପାଇବେ ମାନବ ଯାହାଙ୍କ ମହିମା ଅନ୍ତ ନ ପାଆନ୍ତି କିଞ୍ଚିତରେ ବ୍ରହ୍ମା ଶିବ 🙏🏽ଯାହାତ ଦେଇଛ ସବୁତ ତୁମର ମୋରବୋଲି କିଛି ନାହିଁ 🙏🏽ଏ ମାୟାସଂସାରେ ତୁହି ଏକାମୋର ତୋପାଦେ ଶରଣ ମୁହିଁ 🙏🏽ରଖ ନ ରଖ ତୋ ଶରଣ 🙏🏽

  • @parbatibhuyan6686
    @parbatibhuyan6686 12 часов назад +2

    Subh sakalara apnku koti koti pranam Prabhu 🙏💐🌹🌹 Radhe Radhe Radhe Radhe manima mo jhio ra deh kharap achi Prabhu taku sighra bhala Kari Dio Prabhu🌹💐💐💐💐

  • @rajalaxmimohanty8232
    @rajalaxmimohanty8232 12 часов назад +2

    Jay jagannath swami nayan patha gami bhaba tume 👏🪔🪷🪷🙏🪔❤️🙏🙏

  • @somanathdas686
    @somanathdas686 11 часов назад +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @MKNAYAK-or7dr
    @MKNAYAK-or7dr 12 часов назад +1

    ସକାଳ ପ୍ରଣାମ ଘେନ ହେ ଚକାନୟନ🙏🙏🙏

  • @rabiparadhan3929
    @rabiparadhan3929 12 часов назад +1

    Jay shree Jagannath ⭕️ ❗️ ⭕️ 🙏 🙏 Jay Jagannath ⭕️ ‼️ ⭕️ ❤❤❤❤❤😊😊

  • @tapanparida8266
    @tapanparida8266 11 часов назад +1

    Jaya Jagannath 🙏🙏🙏🙏 Prabhu 🙏🙏🙏🙏

  • @mandakinidas1096
    @mandakinidas1096 12 часов назад +1

    Jay jagannath 🙏🙏🙏🙏 koti koti pranam prabhu

  • @DoleswariBishi-l9j
    @DoleswariBishi-l9j 12 часов назад +1

    Jay jagannath jay jagannath jay jagannath prabhu mor sabu dukha kasta dur kar dia jay jagannath 🙏🙏🙏

  • @pandapanda9987
    @pandapanda9987 8 часов назад +1

    Hari Hari bolo manimaa ❤❤❤❤

  • @BijaylaxmiDas-v4r
    @BijaylaxmiDas-v4r 12 часов назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @DevendraSingh-xz1ir
    @DevendraSingh-xz1ir 8 часов назад

    जय श्री राधा माधव सरकार जी की जय🙏🙏🙏🙏🙏🙏🙏 जय श्री गीत गोविन्दम🙏🙏🙏🙏🙏🙏🙏 जय श्री जयदेव जी महाराज जी की जय🙏🙏🙏🙏🙏🙏🙏

  • @damayantidas5308
    @damayantidas5308 10 часов назад +2

    ❤❤❤ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ବାସୁଦେବ ହେ ମହାବାହୁ ହେ ପତିତପାବନ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଚତୁର୍ଦ୍ଧାମୂର୍ତ୍ତିଙ୍କୁମୋର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜୟ ଦେବହରେ ହରେ ଜୟଜୟଦେବହରେ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤

  • @bijayalaxminayak8904
    @bijayalaxminayak8904 9 часов назад

    ଜୟ ଜୟ ଶ୍ରୀ ପତିତପାବନ ମହାପ୍ରଭୁ🌺🙏🌺🙏🌺 🪔🪔🚩🚩

  • @madhusmita9265
    @madhusmita9265 12 часов назад +1

    Jagare to padapayare koti koti pranam manima mo dukha tike khandan karibu dhana to bina more kehi nahanti manima 😭😭😭🙏😭

  • @nabinbaisakha1454
    @nabinbaisakha1454 12 часов назад +39

    ଜୟ ଜଗନ୍ନାଥ ହେ ପ୍ରଭୁ ଶୁଭ ସକାଳ ରେ ପତିତ ପାବନ ନାରାୟଣଙ୍କ ମଙ୍ଗଳ ଆଳତି ଦର୍ଶନ କଲେ ପ୍ରତ୍ୟେକ ଦିନ ମଙ୍ଗଳ ମୟ ହେବ ଏହି ଭକ୍ତି ଭାବରେ ପୂର୍ଣ୍ଣ ସମର୍ପିତ ହେ ଭଗବାନ ତୁମେ ଆପଣାର କରିନିଏ ହରି ବୋଲ ହରି ବୋଲ ହରି ବୋଲ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤

    • @narayandalai9799
      @narayandalai9799 12 часов назад +2

      ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩
      ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩
      ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩
      ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿
      ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏

    • @baidyanathjana5675
      @baidyanathjana5675 10 часов назад +1

      🕉🙏Joy jaganath mahaprabhu JoyBalavadra JoySuvadramata Joy Nilchakra Nilchakra 🕉🙏Bhagvatey badudevay namah Hari Bolo Hari Bolo Hari Bolo🌸🙏🌸

    • @kalyanidas9487
      @kalyanidas9487 9 часов назад +1

      🕉️⭕‼️⭕🌹🌹🌹🦚🦚🩷🩷🩷💐💐💐💐🪷🪷🪷🪔🪔🪔🪔🍌🍌🍌🥥🥥🥥🥥🥭🥭🥭❤️❤️❤️❤️❤️❤️🙏🙏🙏🙏🙏 he prabhu tumapadatale koti koti pranam jayjagannatha 🙏🙏🙏🙏❤❤❤ o ❤

    • @narayandalai9799
      @narayandalai9799 9 часов назад +1

      @baidyanathjana5675 ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏

    • @narayandalai9799
      @narayandalai9799 9 часов назад +1

      @kalyanidas9487 ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱ଜୟ 🚩🌴ଶ୍ରୀ 🚩🌴ପଞ୍ଚସଖା 🚩🌴🙏🙏🙏

  • @simajayasingh3128
    @simajayasingh3128 10 часов назад

    ଜୟ ଜଗନ୍ନାଥ ମହାପ୍ରଭୁ ଏ ଜଗତ ଉଧାର ହେଉ 🙏🙏🙏

  • @renuka-e1n
    @renuka-e1n 12 часов назад +3

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🌹🌹🙏🙏

  • @SibaKumarMahapatra
    @SibaKumarMahapatra 6 часов назад +1

    Jaya Jaganatha 😢😢😢

  • @diptimayebal7676
    @diptimayebal7676 10 часов назад

    ଦୀନବନ୍ଧୁ ଦଇତାରୀ ଦୁଖି ମୋର କରପାରି 🙏🏻🙏🏻🙏🏻🙏🏻⭕‼️⭕

  • @TapasBehera-re5ty
    @TapasBehera-re5ty 9 часов назад

    Jay Jagannath Jay Sri Ram Jay Sri Krishna 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ParvatiNayak-l6k
    @ParvatiNayak-l6k 12 часов назад +1

    Om namo Narayana bhagwate basudebya 🙏😭🙏🙏🙏🙏😭😭🙏

  • @sarojuniSahoo
    @sarojuniSahoo 12 часов назад

    Jai jagannath Swami 🙏🙏🙏❤️❤️❤️❤️Hari saranam 🙏🙏🙏❤️❤️❤️

  • @subratanayek5253
    @subratanayek5253 2 часа назад

    JAGANNATH SWAMY NAYANAPATHA GAMY BHABATUME
    JAGANNATH SWAMY NAYANAPATHA GAMY BHABATUME
    JAGANNATH SWAMY NAYANAPATHA GAMY BHABATUME 🙏🙏🙏🙏🙏

  • @biswajitpanda9231
    @biswajitpanda9231 11 часов назад

    Jay shree jagannath mohaprabhu 🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏

  • @NiyatisahooNiyati
    @NiyatisahooNiyati 10 часов назад

    🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 🪷🪷👏👏ପ୍ରଭୁ

  • @bhabanisankarbal9293
    @bhabanisankarbal9293 4 часа назад

    ମହାପ୍ରଭୁ ତୁମ ଦର୍ଶନ କରି ବହୁତ ଶାନ୍ତି ଲାଗିଲା ମୋର କୋଟି କୋଟି ପ୍ରଣାମ 🙏🙏🚩🛕⭕‼️⭕

  • @JayasmitaMohanty-q7g
    @JayasmitaMohanty-q7g 12 часов назад

    Jay Jagannath Swami Nayana patha gami bhabatume
    ⭕‼️⭕🙏🙏🛐🛐🙏🙏

  • @sumitraranidas
    @sumitraranidas 12 часов назад +1

    ଜୟ ଜୟ ଜଗନ୍ନାଥ 🙏ହେ ମଣିମା 🙏ହେ କାଳିଆ 🙏ହେ ଚକାଆଖି 🙏ହେ ଲଷ୍ମୀପତି 🙏ହେ ରାଧାରମଣ 🙏ପ୍ରଣାମ ଟିକକ ଗ୍ରହଣ କର 🙏ରାଧେ ରାଧେ 🙏କେଉଁ ନାମ ଧରି ଡାକିବି ତୁମକୁ ତୁମର ତୋ ସର୍ବନାମ 🙏କି ଦେଇ ପୂଜିବି ତୁମକୁ ହେ ପ୍ରଭୁ ସବୁତ ତୁମରି ଦାନ 🙏ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏ରାଧେକୃଷ୍ଣ 🙏ରାଧେକୃଷ୍ଣ 🙏ଦୟା କରି ହେ ଦୟାମୟ ପାଦ ପଦ୍ମରେ ଟିକେ ଜାଗା ଦିଅ 😭🙏😭

  • @rajalaxmimohanty8232
    @rajalaxmimohanty8232 12 часов назад

    Hari Hari bol manima hari hari bol manima hari hari bol manima hari hari bol ❤️🫶🪔❤️🙏

  • @rabindragoud6623
    @rabindragoud6623 10 часов назад

    Jay jagarnath Jay jagarnath Jay jagarnath 🙏🙏🙏🙏🙏🙏🙏🙏🌄🌄🌄🌄🌄🌄🌄🌄🌄🪔🪔🪔🪔🪔🪔🪔🪔🪔🪔🪔

  • @madhabghanty6021
    @madhabghanty6021 7 часов назад

    🙏🇮🇳🙏JAY SHREE JAGANNATH DEV SWAMI NAYAN ....O....PATHA GAMI....VOBO TUMI 🙏🇮🇳🙏JAY SHREE SATHYA SANATAN DHARMA KI JAY. 🙏🇮🇳🙏KRIPA 🙏🇮🇳🙏

  • @pratappradhan6007
    @pratappradhan6007 4 часа назад

    ହେ ମହାବାହୁ ଏଇ ମଙ୍ଗଳ ଆଳତି ରେ ଜଗତ ର ମଙ୍ଗଳ ହେଉ ପ୍ରଭୁ ଜଗତ ରେ ସମସ୍ତେ ସୁଖ ରେ ରୁହନ୍ତୁ ହେ ମଣିମା 🙏🙏🙏🙏

  • @sumitrapradhan4102
    @sumitrapradhan4102 11 часов назад

    Jay Jay shree jagannath radhe radhe ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @basudevbhaumik2294
    @basudevbhaumik2294 12 часов назад

    HARI BOLO HARI BOLO HARI HARI BOLO

  • @mangalasethi5354
    @mangalasethi5354 9 часов назад

    Jay Sri jaganntha mahaprubhu mangalo alati dekhi bhauta danya haechi sabu tumo echa manima 🙏🙏🙏🙏🌼🌼🌼🌼🌺🌺🌺🌺

  • @TejrajBag-ql2qc
    @TejrajBag-ql2qc 12 часов назад

    ଜୟ ଜଗନ୍ନାଥ ସ୍ଵାମୀ
    ଜୟ ମା ସୁଭଦ୍ରା
    ଜୟ ବଳଭଦ୍ର

  • @smallplatform
    @smallplatform 8 часов назад

    କୋଟି ପ୍ରଣାମ ପ୍ରଭୁ ଆଜି ଦିନ ଟା ଭଲ ରେ ବିତୁ ପ୍ରଭୁ ମୋର ବାପା ମା ଙ୍କୁ ଭଲ ରେ ରଖ ପ୍ରଭୂ ଜୟ ଜଗନ୍ନାଥ କୋଟି ପ୍ରଣାମ ପ୍ରଭୁ 🙏🙏🙏

  • @laxmipriyabehera6994
    @laxmipriyabehera6994 10 часов назад

    Jay Jagannath 🙏🪔🪔🥥🥥🪔🪔🥥🥥🪔🪔🥥🥥🪔🪔🥥🪔🌺🌺🌺🙏🙏🪔🌺🌺🌺🌺🙏🙏🙏🙏🪔🌺

  • @archanapanda3732
    @archanapanda3732 11 часов назад

    Om Nilachala Nibasaya nityaya paramatwane balabhadra suvadravyam jagannath tayate namaha 🙏🪔🙏🪔🙏🪔🙏🪔🙏🪔

  • @odgopalyt1839
    @odgopalyt1839 12 часов назад

    Jagannath Swami Nayana Patha game bhaba tu me Jay Jagannath 🙏🙏🙏🙏🙏🙏🙏🙏🙏🌺🌹

  • @odgopalyt1839
    @odgopalyt1839 12 часов назад

    He Balabhadra 🙏🌺🌹🌺🌹🌺🌹🌺🌹🌺🌹 Jay Jagannath 🙏🌺🌹🌺🌹🌺🌹🌺🌹🌺 Jay maa Subhadra 🙏🌺🌹🌺🌹🌺🌹🌺🌹🌺🌹🌺🌹 Jay maa laxmi 🙏🌺🌹🌺🌹🌺🌹🌺🌹🌺🌹 Jay sudarsan 🙏🌺🌹🌺🌹🌺🌹🌺🌹🌺🌹

  • @Manasi784
    @Manasi784 11 часов назад

    ପ୍ରଭୁ ❤

  • @VidyadharPradhan-r8r
    @VidyadharPradhan-r8r 11 часов назад

    Jay Jagannath Jay Jagannath Jay Jay Shri Jagannath Mahaprabhu Jay Shri Jagannath Baba ki Jay

  • @pragnyamohapatra2326
    @pragnyamohapatra2326 10 часов назад

    Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔

  • @jeebanppanda2441
    @jeebanppanda2441 2 часа назад

    Jay Jagannatha Swami Nayan patha gami Vhab Tume Ba 🙏🙏🙏🙏🙏🙏🙏🙏Manima 🙏

  • @gayatrigayatri6846
    @gayatrigayatri6846 9 часов назад

    🌹🌹🙏🏻🙏🏻🙏🏻🔱🔱🕉️🚩🪔🪔👺⭕‼️⭕⚫‼️⚫ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜୟ ହେଉ 🙏🏻🪔🚩🌺

  • @santoshsahoo5571
    @santoshsahoo5571 11 часов назад

    Jai jagannath 🙏🙏🙏🙏🙏🙏🙏

  • @mamatasatpathy9018
    @mamatasatpathy9018 8 часов назад +1

    ମହାପ୍ରଭୁ ଶ୍ରୀ ପରମବ୍ରହ୍ମ ଶ୍ରୀ ଦାରୁବ୍ରହ୍ମ ଶ୍ରୀ କଳ୍ପତରୁ ଶ୍ରୀ କ୍ଷେତ୍ରବାସୀ ତ୍ରିଭୁବନ ଚତୁର୍ଦ୍ଧା ମୂରତି ଶ୍ରୀ କାଳିଆ ସାଆନ୍ତ ଶ୍ରୀ ଚକାନୟନ ଶ୍ରୀ ଚକାଡୋଳା ଶ୍ରୀ ଜଗନ୍ନାଥ ସ୍ଵାମୀ ଶ୍ରୀ ମହାଲକ୍ଷ୍ମୀ ପତି ଶ୍ରୀ ଜଗନ୍ନାଥ ସ୍ଵମୀ ଆପଣ ଙ୍କ ଶ୍ରୀ ଚରଣ ତଳେ ପ୍ରାତଃ ମଙ୍ଗଳ ଆଳତୀ ଦର୍ଶନ ର ସୈଭାଗ୍ୟ ରେ ଆପଣ ଙ୍କର ଶ୍ରୀ ଚରଣ ତଳେ ଶତତଃ କୋଟି କୋଟି ପ୍ରଣିପାତ ମଣିମା 🌷 👏👏👏ସର୍ବେ ଭାବନ୍ତୁ ସୌଖୀନ ସର୍ବେ ଭାବନ୍ତୁ ନିରାମୟ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କ୍ଵଚିତ୍ ଦୁଖଃ ବା ଭାବେ ଶ୍ରୀ ଭାବର ଠାକୁର ଶ୍ରୀ ଚକାନୟନ ଚକାଡୋଳା ଅଭାବ କୁ ଦୂର ମୋ କାଳିଆ ସାଆନ୍ତ ଆପଣ ଙ୍କ ପାଖରେ ଆପଣ ଙ୍କ ସଂସାର କୁ ଆପଣ ଚରଣ ତଳେ ସମର୍ପିତ କାଲି ମଣିମା ରକ୍ଷା କରିବେ ନିଳାଦ୍ରୀ ବିହାରୀ ଶ୍ରୀ କାଳିଆ ସାଆନ୍ତ 🤲🤲🤲🤲🤲🤲🌷🌷🌷🌷🌷🌷🌷🌷👏👏👏👏👏👏👏👏👏

  • @Satyabrata-f3b
    @Satyabrata-f3b 12 часов назад

    Jay Jay shree Jagannath Jay Jay shree Jagannath Jay Jay shree Jagannath 🙏🙏🙏🙏

  • @ManoramaSamal-p1x
    @ManoramaSamal-p1x 12 часов назад

    He mahabahu mora sabu kichhi thik karidia 🙏🙏🌺🌺

  • @niranjanbarik8442
    @niranjanbarik8442 9 часов назад

    Jay.jagannath.om.namha.bhagabata.basudevay.namha.harebol.harebol.harebol.jay.jagannath.mahamaya.maa.laxmi narayan.koti.koti.koti.pranam.

  • @RanjanDas-xc3vj
    @RanjanDas-xc3vj 11 часов назад +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ହେମହାବାହୁ ମୋର କୋଟି କୋଟି ପ୍ରଣାମ ସୁଭ ସକାଳ ଧୂପରେ ସମସ୍ତଙ୍କୁ ଖୁସିରେ ରଖ ଜୟ ଜଗନ୍ନାଥ ❤❤❤❤

  • @THE_MILAN-96
    @THE_MILAN-96 9 часов назад +1

    Jay Jagannath Swami nayana patha gami bhaba tume 🙏🙏🙏🙏❤️❤️❤️❤️❤️❤️❤️❤️❤️

  • @SanuHarijan-f5o
    @SanuHarijan-f5o 12 часов назад +1

    Jay shree Jaganath swami nayna potha gami bhabo tume 🙏🙏🙏🙏🙏🙏🙏🙏

  • @Pinkybehera-u6d
    @Pinkybehera-u6d 11 часов назад +1

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ 🙌🏻🌺🏵️🌷🪔🌸⭕❗⭕🪷🙏🏻🚩

  • @asamanjasinhabarma946
    @asamanjasinhabarma946 10 часов назад

    জয় জয় জগন্নাথ মহাপ্রভু শ্রীচরণে শতকোটি প্রণাম 🙏🙏🙏🙏🙏🙏🙏🙏🙏🙏🙏🙏

  • @DurujaGouda-x1d
    @DurujaGouda-x1d 10 часов назад +1

    Jay. Jagannath🙏🙏🙏🙏🙏 🌹🌹🌹🌹🌹

  • @pareshkumarbehera1483
    @pareshkumarbehera1483 12 часов назад +1

    ଜୟ ଶ୍ରୀଜଗନ୍ନାଥ*🙏

  • @BasantaSahu-et9kc
    @BasantaSahu-et9kc 11 часов назад

    Om namo Patitapabana Narayananka MangalaAlatinku koti koti pranaam pravu Hari Hari bola🙏🙏🙏🙏🙏🙏🙏🙏🙏🙏🙏

  • @BabitakumariBehera-r1p
    @BabitakumariBehera-r1p 11 часов назад

    ହେ ଜଗା ଶୁଭ ସକାଳ ପ୍ରଭୁ 👏👏👏🪷🪷🪷🪷

  • @purnachandrasahu6785
    @purnachandrasahu6785 11 часов назад

    ଗୁହାରି ଶୁଣ ଶ୍ରୀ ହରି ❤❤❤🙏🙏🙏🙏

  • @HimanRana-u4d
    @HimanRana-u4d 11 часов назад

    Jay shree jagannath 🙏🙏🙏 Jay shree jagannath 🙏🙏🙏🙏🙏🙏 Jay shree jagannath 🙏🙏🙏🙏🙏🙏

  • @susantakumarsahoonice8313
    @susantakumarsahoonice8313 10 часов назад

    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏

  • @jayitaroy1485
    @jayitaroy1485 11 часов назад

    Jai Shree Jagannath Swami Jai 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🪔

  • @MithunJagadala-sr8cd
    @MithunJagadala-sr8cd 12 часов назад

    ଜୟ ଜୟ ଶ୍ରୀ ଜଗନ୍ନାଥ ⭕‼️⭕ପ୍ରଭୁ ତୁମେ ହିଁ ମୋର ସାହା ଭରସା ⭕‼️⭕ତୁମ ଚରଣ ତଳେ କୁଟି ପ୍ରଣାମ 🙏🏻🙏🏻🙏🏻🙏🏻

  • @surendranathnayak9319
    @surendranathnayak9319 8 часов назад

    ହେ ପ୍ରଭୁ ଜଗନ୍ନାଥ ତୁମ ପାଦେ ମୋର କୋଟି କୋଟି ପ୍ରଣାମ ଜଣାଉଛି ❤

  • @ManasKhilar-b1s
    @ManasKhilar-b1s 10 часов назад +1

    Jay sree.jaganatha.mahaprabhu

  • @Englishandhindi_robloxofficial
    @Englishandhindi_robloxofficial 11 часов назад

    Jay Sri Jagannath Jay Sri Jagannath Jay Sri Jagannath mo Prabhu patitapabana narayana Sri Hari Vishnu 🙏🙏🙏🙏🙏🙏🙏🙏🙏🙏♥️♥️♥️♥️♥️♥️♥️♥️♥️♥️

  • @basantibehera9358
    @basantibehera9358 10 часов назад

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ, ମୋ କାଳିଆ ସାଆନ୍ତ ପ୍ରଭୁ, ମଣିମା ଙ୍କ ଜୟ ହୋଉ

  • @sumitrarana1977
    @sumitrarana1977 12 часов назад

    ❤❤ ଜୟ ଜଗନ୍ନାଥ ସ୍ଵାମୀ ❤❤

  • @Gitanjali2457
    @Gitanjali2457 11 часов назад

    JAY JAY JAGANNATH MOHAPRABHU NAMOHA NAMOHA 🙏🙏🙏🙏🙏🪷🪷👣👣 JAY JAY MAA LAXMI MAA NAMOHA NAMOHA 👣👣🪷🪷🙏🙏🙏🙏🙏🙏🙏🙏🙏🙏