ଆଜି(1-1-2025) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

Поделиться
HTML-код
  • Опубликовано: 8 фев 2025
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    RUclips: bit.ly/3KAQeyD
    Twitter: bit.ly/38JpX3U
    #mangalaalati #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Комментарии • 1,4 тыс.

  • @Pinkybehera-u6d
    @Pinkybehera-u6d Месяц назад +3

    Jay Shree Jagannatha Jay Shree Ram Jay Shree Krishna 🌺🙌🏻🌷🏵️🪔🌸🪷🌹⭕❗⭕🌼🚩🙏🏻

  • @geetanjaliacharya6079
    @geetanjaliacharya6079 Месяц назад +1

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu ji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @brashapradhan1730
    @brashapradhan1730 Месяц назад +4

    Jay jagannath ❤❤🙏🙏🙏🙏Prabhu mo bapa nku bhala karidia....🙏🙏😢😢mo family members upare ashirbad dia semane khusire sabu thantu.....❤❤

  • @manojkuamrdas7435
    @manojkuamrdas7435 Месяц назад +2

    Jay Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤

  • @SanuHarijan-f5o
    @SanuHarijan-f5o Месяц назад +7

    Jay Jaganath swami nayna potha gami bhabo tume 🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹

  • @ManishaNayak-t8b
    @ManishaNayak-t8b Месяц назад +9

    He Prabhu jaga Kaliya Tum hi Saha Bharosa Prabhu jaga Kaliya Tumko koti koti pranam Prabhu tumko atke prathna prabhu Munda Bhalla karidia joga Kaliya Tumko koti pranam Prabhu Tum hi Saha Bharosa Prabhu Jai Jagannath ❤❤❤

  • @AshisKundu-xq7bp
    @AshisKundu-xq7bp Месяц назад +9

    Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏

  • @GoladaPadhee-hw8iy
    @GoladaPadhee-hw8iy Месяц назад +1

    Jayshreejagnnathji 🙏🙏🙏🙏🙏🌹🌹🌹🌹🌹🪔🪔🪔🪔🪔🕉️🕉️🕉️🕉️🕉️🚩🚩🚩🚩🚩🙏🙏🙏🙏🙏🙏🙏

  • @ManojKumar-wb8yu
    @ManojKumar-wb8yu Месяц назад +3

    He mahabahu tama sharanare nia prabhu...jai jai shree Jagannath

  • @bishnupriyachoudhury7796
    @bishnupriyachoudhury7796 Месяц назад +1

    Jay Jagannath 🌹🌹🌹🌹🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹 Jay Patitapabana 🙏🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏

  • @Pinkybehera-u6d
    @Pinkybehera-u6d Месяц назад +5

    ସକାଳ ପ୍ରଣାମ ଘେନ ହେ ଚକାନୟନ 🌺🙏🏻🚩🙌🏻🌷❤️🌸🪔🪷🌹⭕❗⭕🌼🏵️

  • @LaxmipriyaNayak-t9q
    @LaxmipriyaNayak-t9q Месяц назад +2

    Jay Sri Jagannath ❤❤❤ Happy new year bhagban ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🤗🤗🤗🤗🤗😭😭😭😭😭

  • @ranjitjaysingh4031
    @ranjitjaysingh4031 Месяц назад +5

    JAY SHREE JAGANNATH MAHAPRABHU MO MAA MAHALAKHSHMI NKU ANANTA KOTE KOTE KOTE KOTE KOTE KOTE KOTE PRANAMA ❤️🙏❤️ 🙏

  • @KedarSethi-co6es
    @KedarSethi-co6es Месяц назад +5

    ଜୟ ଜଗନ୍ନାଥ ପ୍ରଭୁ ତୁମେ ହିଁ ମୋର ସାହା ଭରଷା 🙏🙏🙏

  • @AmanSinhaFC
    @AmanSinhaFC Месяц назад +2

    Jai Shree Jagannath Mahaprabhu ❤️😍🙏🏻🙌🏻

  • @rudraswain7020
    @rudraswain7020 Месяц назад +5

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏ ନୁତନ ବର୍ଷ ରେ ତମକୁ କିଛି ମାଗୁନି ପ୍ରଭୁ ମୋ ପରିବାର ଆଉ ମୋ ବୋଉ ବାବାଙ୍କୁ ଭଲରେ ରଖନ୍ତୁ ହେ ମଣିମା ⭕❗⭕🙏🏻🙏🏻🙏🏻 ତମ ପାଖରେ ଏତିକି ଗୁହାରି ଶୁଣିବ ପ୍ରଭୁ 🙏🏻🙏🏻🙏🏻🙏🏻🙏🏻

  • @kishorekumarpradhan7274
    @kishorekumarpradhan7274 Месяц назад +6

    ସକାଳ ପ୍ରଣାମ ମଣିମା ଆପଣଙ୍କର ଜୟ ହେଉ ⭕‼️⭕🧖 ଜଗତର କଲ୍ୟାଣ ହେଉ ମହାପ୍ରଭୁ, ଆପଣ ଭଲରେ ରହିଲେ ଆମେ ଭଲରେ ରହିବୁ, ଏତିକି ଅଳୀ ❤

  • @PuspalataBhol-f1z
    @PuspalataBhol-f1z Месяц назад +2

    He mohaprabhu mote tuma dory lageidia jemiti mu tama darshana kare please Prabhu 🙏 ❤❤❤❤❤❤❤❤❤❤❤❤❤❤❤❤

  • @damodarnayak7691
    @damodarnayak7691 Месяц назад +5

    Jay Jagannath

  • @IshikaMirdha-fw5vr
    @IshikaMirdha-fw5vr Месяц назад +2

    Jay jaganath ❤❤

  • @AjaykumarNaik-dt4sn
    @AjaykumarNaik-dt4sn Месяц назад +9

    ଜୟ ଜଗନ୍ନାଥ ଶୁଭ ସକାଳ ନୂତନ ବର୍ଷର ଅଭିନନ୍ଦନ ପ୍ରଭୁ ମୋ ବାପା ମାଆକୁ ଭଲରେ ରଖ! ସବୁ ବେଳେ ଆମ ପାଖରେ ଥାଓ ପ୍ରଭୁ!🙏🙏🙏

  • @firozbehera8795
    @firozbehera8795 Месяц назад +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଭବତୁ ମେ ଭବତୁ ମେ ଭବତୁ ମେ ଭବତୁ ମେ 🛕🚩⭕‼️⭕🪔🌿🪔🌿👏🌺🌹💐💕🌼🕉️🌻🙌💗😘🌷🔱🙏🙏🙏🙏🙏

  • @saraswatisahoo1033
    @saraswatisahoo1033 Месяц назад +5

    Jay jagannath swami nayana patha gami bhaba tume tuma pada tale koti koti pranam manima tuma daya ru a barsa bhalare katu ❤❤❤

  • @pandapanda9987
    @pandapanda9987 Месяц назад +2

    Hari Hari bolo manimaa ❤❤❤❤

  • @Saudaminimaharana5411
    @Saudaminimaharana5411 Месяц назад +10

    ନବ ବର୍ଷର ଅଭିନନ୍ଦନ ପ୍ରଭୁ ❤🙏

  • @RukmatiKhadia
    @RukmatiKhadia Месяц назад +6

    ଜୟ ଜଗନ୍ନାଥ ତୁମ ପାଦ ତଳେ କୋଟିକୋଟି ପ୍ରଣାମ ପ୍ରଭୁ 🙏🙏🙏

  • @SagarikaNayak-me2ph
    @SagarikaNayak-me2ph Месяц назад +1

    ବାବା, ମା ତୁମ ପାଦ ପଦ୍ମ ରେ ମୋର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ,ନୂତନ ବର୍ଷରେ ଅଭିନନ୍ଦନ ପ୍ରଭୁ, ଆଶୀର୍ବାଦ ରଖିଥା ପ୍ରଭୁ,ଦୁନିଆ ତୁମକୁ ଲାଗିଲା ପ୍ରଭୁ❤❤❤❤

  • @asamanjasinhabarma946
    @asamanjasinhabarma946 Месяц назад +4

    জয় জয় জগন্নাথ মহাপ্রভু শ্রীচরণে শতকোটি প্রণাম 🙏🙏🙏🙏🙏🙏🙏🙏🙏🙏🙏🙏

  • @gullu7961
    @gullu7961 Месяц назад +8

    ❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤🙏୨୦୨୫🙏❤

  • @namitabiswal-go7vt
    @namitabiswal-go7vt Месяц назад +8

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏🙏ଏ ନବ ବର୍ଷ ର ଆପଣଙ୍କୁ ଶୁଭେଚ୍ଛା ମହାପ୍ରଭୁ 🙏🙏ଏ ପବିତ୍ର ନବ ବର୍ଷରେ ସମସ୍ତଙ୍କ କାମନା ପୂରଣ କରନ୍ତୁ🙏🙏 ଏତିକି ମୋର ଆପଣଙ୍କ ପଦ୍ମ ଶ୍ରୀ ପୟରେ ବିନତି କରୁଛି 🙏🙏

  • @dalibandhugouri6001
    @dalibandhugouri6001 Месяц назад +9

    ଜୟ ⚫❗⚫ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁମେ ଭବତୁମେ ଭବତୁମେ🙏🙏🙏 🪔🪔🪔🌺🌺🌺

  • @sureshsahoo4050
    @sureshsahoo4050 Месяц назад +5

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ପ୍ରଭୁ ତୁମ୍ଭ ଚରଣରେ ସରଣଦିଅ ପ୍ରଭୁ ଏଇ ବର୍ଷ ମୋର ଭଲରେ ରଖନ୍ତୁ ପ୍ରଭୁ ତୁମ୍ଭ ଚରଣରେ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🪷🪷🪷🪷🪷🪔🪔🪔🪔🪔🪔🙏🙏🙏🙏🙏

  • @purnamasipurohit7966
    @purnamasipurohit7966 Месяц назад +9

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଦେବୀ ମା ସୁଭଦ୍ରା ମାତା ମହାଲକ୍ଷ୍ମୀ ତୁମ ପାଦତଳେ କୋଟି କୋଟି ପ୍ରଣାମ ପ୍ରଭୁ କୋଟି କୋଟି ପ୍ରଣାମ ଏ ନୂଆ ବର୍ଷ ସମସ୍ତଙ୍କର ଭଲ ଭଲରେ ବିତେଇ ଥାଆନ୍ତୁ ପ୍ରଭୁ 🚩🪔🚩🙏🙏🙏🙏🙏🙏🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🌹🌹🌹🌹🌹🌹🌹🌹🌹🚩

  • @bhabanisankarbal9293
    @bhabanisankarbal9293 Месяц назад +1

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆଜି ନୁଆ ବର୍ଷ ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ ସାଆନ୍ତେ

  • @diptimayebal7676
    @diptimayebal7676 Месяц назад +11

    ହେ ପ୍ରଭୁ ଏ ନୁତନ ବର୍ଷ ରେ ସବୁରି ମନସ୍କାମନା ପୂରଣ କର ହେ ଗୋବିନ୍ଦ ଧନ୍ଯ ହେଲି ତୁମକୁ ଦେଖି ପାରି କର ହେ ମଣିମା ଏ ମିଛ ମାୟା ସଂସାର ରୁ🥺 ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ବଳଭଦ୍ର ଜୟ ଜୟ ମା ସୁଭଦ୍ରା ଜୟ ଜୟ ମା ମହାଲକ୍ଷ୍ମୀ🙏🙏 ⭕‼️⭕

  • @sudhakarmoharana7454
    @sudhakarmoharana7454 Месяц назад +6

    🙏🙏🙏🌹 ହେ ମହାପ୍ରଭୁ ଏ ନୂଆ ବର୍ଷ ମୋ ପାଇଁ ଶୁଭମୟ ହେଉ, ସବୁ ଦୁଃଖ କଷ୍ଟ ଦୂର ହେଉ ମୋ ପରିବାରକୁ ଘଣ୍ଟ ଘୋଡାଇ ରଖ ,ଶତ୍ରୁ ମାନଙ୍କ ଠାରୁ ଦୂରେଇ ରଖ, ଏତିକି ମୋ ପାଇଁ କୃପକର 🌹🙏🙏🙏

  • @Pinkybehera-u6d
    @Pinkybehera-u6d Месяц назад +12

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ ଇଂରାଜୀ ନବ ବର୍ଷ ର ଅଭିନନ୍ଦନ ପ୍ରଭୁ ମୋତେ ଆଶିର୍ବାଦ କର ପ୍ରଭୁ 🏵️🌼⭕❗⭕🌹🪷🪔🌸❤️🌷🙌🏻🚩🙏🏻🌺😊

  • @tapaswinidas5023
    @tapaswinidas5023 Месяц назад +8

    ❤🌻🌻🌺🌸🌹🌷🪔🙏🙏🙏🙏🙏👏ଶ୍ରୀଶ୍ରୀ ଜଗନ୍ନାଥ ଶ୍ରୀ ଲକ୍ଷ୍ମୀବଲ୍ଲଭ ଶ୍ରୀନାଥ ଶ୍ରୀ ପଦ୍ମପାଦେ ଶରଶ ପ୍ରଣାମ ତୁମର ସଦାଜୟ ଜୟ ଜୟ💐🙏🙏🙏🙌

  • @rameshchandraghadai1985
    @rameshchandraghadai1985 Месяц назад +1

    🙏🙏🙏🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🚩🚩🚩🚩

  • @pabitrakumarpatra6156
    @pabitrakumarpatra6156 Месяц назад +7

    ଜୟ ଜୟ ଶ୍ରୀ ଜଗନ୍ନାଥ ପତିତପାବନ ମହାପ୍ରଭୁ ଙ୍କ ମଙ୍ଗଳ ଆଳତୀ କୁ ମୋର କୋଟି କୋଟି ଦଣ୍ଡବତ ହେ ମହାପ୍ରଭୁ ସମସ୍ତ ଙ୍କୁ ଭଲରେ ରଖିଥାନ୍ତୁ 🙏🌹🌹🥀🥀🪔🪔🪔🪔🪔🪔🪔🙏

  • @surajkumarsamal8372
    @surajkumarsamal8372 Месяц назад +15

    ମଣିମା ଙ୍କ ର ଜୟ ହେଉ 🙌🏻🥺

  • @susmitatripathy3732
    @susmitatripathy3732 Месяц назад +2

    🙏❤️🙏happy new year❤jay ଜୟ ଜଗନ୍ନାଥ 🙏

  • @rabismitamahalik4955
    @rabismitamahalik4955 Месяц назад +5

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ❤❤❤

  • @rosalinmahapatra9549
    @rosalinmahapatra9549 Месяц назад +7

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ଭବତୁ ମେ ଭବତୁ ମେ...🙌🙏🙇ନୂତନ ବର୍ଷର ଅଭିନନ୍ଦନ କାଳିଆ...🙏🙌🙇

  • @kirtandas5865
    @kirtandas5865 Месяц назад +10

    ଓଁ ଶ୍ରୀ ଜୟ ଜଗନ୍ନାଥ ମୋହପାବୁ କୀ ଜୟ 🌹🙏🌹🙏🌹🙏🌹🙏🌹🙏🌹🙏

  • @ajayarout8392
    @ajayarout8392 Месяц назад +4

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🔘‼️🔘🙌🙌🙌🙌🙌🚩🚩🚩🚩🚩🙏🙏🙏🙏🙏

  • @rslitu2467
    @rslitu2467 Месяц назад +1

    ଜୟ ଜଗନ୍ନାଥ ମହା ପ୍ରଭୁ 🙏🙏🙏🙏

  • @sanjaynayak6059
    @sanjaynayak6059 Месяц назад +7

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏

  • @SuvamsrikantaBehera
    @SuvamsrikantaBehera Месяц назад +96

    ଜୟ ଶ୍ରୀ ଜଗନ୍ନାଥ ମହା ପ୍ରଭୁ ଇଂରାଜି ନୂଆ ବର୍ଷ ର ପ୍ରଥମ ମଙ୍ଗଳ ଆଳତି କୁ ଆମର ଅନନ୍ତ କୋଟି ପ୍ରଣାମ ହେ ମହା ବାହୁ ସମସ୍ତଙ୍କ ମନରୁ କାମ କ୍ରୋଧ ଲୋଭ ମୋହ ମାୟା ହିଂସା ପ୍ରତିଶୋଧ ଅଭିମାନ ଦୂରେଇ ଦିଅ ମହାପ୍ରଭୁ ସମସ୍ତ ଭକ୍ତ ଭଲପାଇବା ପଥର ଯାତ୍ରୀ ହୁଅନ୍ତୁ ସମସ୍ତ ଭକ୍ତ ମାନଙ୍କର ମଙ୍ଗଳ ହେଉ ଏହା ହିଁ ଆମର ଜଗନ୍ନାଥ ପାଖରେ ପ୍ରାର୍ଥନା ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ

    • @AkashAkash-dh1bd
      @AkashAkash-dh1bd Месяц назад +2

      Saha mah prabhu 🙏🙏🙏 jay jagannath swami nayan patha gami bhaba tame🙏🪔😢 e barsa bhal re jau😢

    • @pradeepkumarpradhan1992
      @pradeepkumarpradhan1992 Месяц назад

      Jay Jagannath

    • @santoshirana4269
      @santoshirana4269 Месяц назад

      Jay shree Jagannath❤️🙏🏻❤️🙏🏻❤️🙏🏻❤️🙏🏻❤️

    • @prakashpradhan8660
      @prakashpradhan8660 Месяц назад

      ଜୟ ଜୟ ଜଗନ୍ନାଥ ନମଃ.......

    • @BijayJena-nt9tz
      @BijayJena-nt9tz Месяц назад

      Pravunkara ichha purna heu

  • @Jayashree-m3m
    @Jayashree-m3m Месяц назад +1

    Jay jagannath prabhu👏👏👏👏👏

  • @ganeshbehera1176
    @ganeshbehera1176 Месяц назад +4

    Jay Jagannath Mahaprabhu 🙏🙏🙏🙏 Krupa Karo Mahaprabhu 🙏🙏🙏🙏🙏 miracle kara Manima 🙏🙏🙏

  • @ashasao5578
    @ashasao5578 Месяц назад +1

    Jay jay jaganath❤🙏🙏🙏🙏🙏🌷🌷🌷🌷🌷

  • @mkparida8488
    @mkparida8488 Месяц назад +5

    ମୋ ପ୍ରଭୁ ଶ୍ରୀ ଜଗନ୍ନାଥ ❤❤❤

  • @aparnatarai8191
    @aparnatarai8191 Месяц назад +11

    ଜୟ ଜଗନ୍ନାଥ ମହାପ୍ରଭୁ ,🙏🙏

  • @surendranathnayak9319
    @surendranathnayak9319 Месяц назад +2

    କାମ କ୍ରୋଧ ହିଂସା ଲୋଭ ଜିବ ନାହିଁ ❤

  • @ManjulataDas143
    @ManjulataDas143 Месяц назад +16

    ହେ ମହାବାହୁ 🙏🥺

  • @jyotsnamahapatra6349
    @jyotsnamahapatra6349 Месяц назад +5

    ଜଗାରେ ଧନରେ ନୂତନ ବର୍ଷ ତୋର ସପରିବାକୁ ବହୁତ ବହୁତ ଶୁଭେଚ୍ଛା। ନୂତନ ବର୍ଷ ପ୍ରଥମ ଦିନ ସଂସାରରେ କାହାକୁ ଆଜି ଦୁଃଖ ଦେ ନାରେ ଧନ । ଏତିକି ତୋ ପାଦତଳେ ଗୁହାରୀ ।⭕‼️⭕🙏🙏🙏🙏🙏🙏🙏🙏

  • @Jagannthloveshrabani
    @Jagannthloveshrabani Месяц назад +4

    ଶୁଭ ସକାଳ ପ୍ରଣାମ ଘେନହେଚକାନୟନ 🙏 ନୂତନ ବର୍ଷର ଅଭିନନ୍ଦନ 🙏🙌⭕‼️⭕🌼🙏 ଆପଣ ଙ୍କରଶ୍ରୀଚରଣ ଶରଣଦିଅନ୍ତି 🙏🙌 ସବୁବେଳେ ଆମ ସହିତ ରହିଥାଆନ୍ତି ⭕‼️⭕🙏😌💕🙇🫂

  • @somanathdas686
    @somanathdas686 Месяц назад +6

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @Geet_sangeet_express2012
    @Geet_sangeet_express2012 Месяц назад +1

    Jay shree Jagannath 🙏🙏🙏 ପ୍ରଭୁ ମୋ ଦୁଃଖ କେବେ ଦୂର କରିବେ ପ୍ରଭୁ ମୋ ଜୀବନରେ କଣ ସୁଖ ନାହିଁ

  • @nabinbaisakha1454
    @nabinbaisakha1454 Месяц назад +9

    ଜୟ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ସୁଦର୍ଶନ ହେ ପ୍ରଭୁ ହେ ଭଗବାନ ହେ ନାରାୟନ ନୂଆ ବର୍ଷ ଅବସରରେ ଶୁଭ ସକାଳ ରେ ଅଧମ ଅକ୍ଷମ ତୁମରି ପାଦ ତଳେ କୋଟି କୋଟି ପ୍ରଣାମ ଜଣାଉଛି ହେ ନୀଳଚକ୍ର ହେ ପତିତ ପାବନ ବାନା ଏହି ବର୍ଷ ସବୁଠାରୁ ଭଲରେ ରଖନ୍ତୁ ❤❤❤

  • @parthasarathibarik633
    @parthasarathibarik633 Месяц назад +2

    Omm jay shree hari
    Omm namaha vagabate basu debaya namaha

  • @pareshkumarbehera1483
    @pareshkumarbehera1483 Месяц назад +5

    ଜୟ ଶ୍ରୀଜଗନ୍ନାଥ* ସ୍ଵାମୀ ନୟନ ପଥଗାମୀ ଭବତୁମେ🙏🙏🙏🙏
    💐 ଶୁଭ ଇଂରାଜୀ ନବବର୍ଷ-୨୦୨୫🎉

  • @soumyaranjansahoo9814
    @soumyaranjansahoo9814 Месяц назад +1

    ଜୟ ଜଗନ୍ନାଥ ❤❤❤🥰🙏🙏🙏🙏🙏

  • @purnachandrasahu6785
    @purnachandrasahu6785 Месяц назад +1

    ହେ ମଣିମା ଗୁହାରି ଶୁଣିବା ହୁଅ ❤❤❤🙏🙏🙏🙏

  • @RakeshDas-ov4ud
    @RakeshDas-ov4ud Месяц назад

    Jagatara natha jaganatha prabhu 🙏🙏 sabu tumhari kurpa 🙏🙏🙏 jagatara mangala kara 🙏🙏🙏 mu jiban sara karithiba bhul ku khyam karidaba bada thakura 🙏🙏🙏 bana ra teke rahu prabhu tama pada tale sarana dea manare bhakti bharidea prabhu 🙏🙏🙏🙏

  • @gadadharbiswal
    @gadadharbiswal Месяц назад

    He Mahaprabhu JAGANNATH sabu bhala karidebe prabhu, sabu Mangala Maya heu , Samastanku Bhalare Rakhi thao prabhu ❤🙏🙏🙏

  • @Rashmi-p6d
    @Rashmi-p6d Месяц назад

    Jay shree jagannath 🙏🙏🙏🙏🙏🙏🙏🙏🙏🙏 2025🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sukhmanianand1999
    @sukhmanianand1999 Месяц назад +2

    हरे कृष्ण हरे कृष्ण कृष्ण कृष्ण हरे हरे
    हरे राम हरे राम राम राम हरे हरे 🙇🏻‍♀️📿🌷🌹🌺🌸🍀🌼🌻🏵️🪔🦚🐂🐂🐂🐂🐂🐂🐂🐂🌈🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️

  • @BashantiNaik-mp7mj
    @BashantiNaik-mp7mj Месяц назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ସମସ୍ତ ଙ୍କୁ ସାହା ହୁଅ ପ୍ରଭୁ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @NileshSethi-e5d
    @NileshSethi-e5d Месяц назад +2

    Jay shree jagannath h❤❤❤

  • @latikabehera5513
    @latikabehera5513 Месяц назад +1

    Jay jaganatha 🙏🌹🪔🌷🏵️🪷🌺🙏

  • @BikeshSahani
    @BikeshSahani Месяц назад

    🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻
    🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻
    🪔🪔🪔हर हर महादेव 🙏🏻🙏🏻🙏🏻
    🪔🪔🪔जय जय श्री सीताराम 🙏🏻🙏🏻🙏🏻
    🪔🪔🪔जय श्री कृष्ण राधे राधे 🙏🏻🙏🏻🙏🏻
    🪔🪔🪔जय माता दी 🌺🌺🌺

  • @surajwankhede3730
    @surajwankhede3730 Месяц назад

    जय श्री रणछोड़राय महाराज की जेय🚩☺️🙏
    जय श्री द्वारकाधीश महाराज की जय🚩☺️🙏
    जय श्री जगन्नाथ महाराज की जय🚩☺️🙏
    हरि बोलो हरि हरि बोलो हरि हरि बोलो हरि हरि बोलो🚩☺️🙏

  • @mahendranag6804
    @mahendranag6804 Месяц назад +1

    Jai jagannath swamy 🙏🙏🙏🙏🪔🪔🪔🪔🪔🪔🪔🪔🪔

  • @gangadharmajhi976
    @gangadharmajhi976 Месяц назад +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ

  • @harapriyamoharana9091
    @harapriyamoharana9091 Месяц назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @saiSai-fd7xk
    @saiSai-fd7xk Месяц назад

    Jai jai shree manima Sante nkara echha Purna heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏

  • @ritamohanty8651
    @ritamohanty8651 Месяц назад

    Om shree Jaya Jagannath prabhu Namoha 🙏🙏🙏🙏🎉🎉🎉🎉❤❤❤❤

  • @sanjayrajput1201
    @sanjayrajput1201 Месяц назад +1

    JAI JAI SHREE JAGANNATH MAHA PRABHU

  • @ManjuThapa-k3k
    @ManjuThapa-k3k Месяц назад

    Mo paribara ra samastanku bhla re rakhi tha a he mahaprabhu Jagannath swami nayana patha gami bhaba tume 🙏🙏🙏🙏🙏🙏🙏❤️❤️❤️❤️❤️❤️❤️🌹🌹🌹🌹🌹🌹🌹🙏🙏 MAA laxmi 👣👣👣👣👣👣👣🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @JyotiramayeeSundaray
    @JyotiramayeeSundaray Месяц назад +1

    Jai jaggnatha 🙏🙏🙏🙏🙏❤️❤️❤️❤️❤️🪔🪔🪔🪔🪔 tume hni saha varsa mahaprabhu 🙏🙏🙏🙏🙏❤️❤️❤️🪔🪔🪔🪔🙏

  • @bikashpradhan5096
    @bikashpradhan5096 Месяц назад

    Jay Jagannath Swami 🙏🌹🙏🌹🙏🌹❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @DayanidhiMahakhud-s5j
    @DayanidhiMahakhud-s5j Месяц назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤

  • @surendranathnayak9319
    @surendranathnayak9319 Месяц назад +1

    ଜୟ ମା ଲକ୍ଷ୍ମୀ ଆପଣ ଭଲରେ ଥାଆନ୍ତୁ ଜଗନ୍ନାଥ ଙ୍କ ଦୟା ରୁ ❤ ଜୟ ଜଗନ୍ନାଥ ଶୁଭ ସକାଳ ❤

  • @bikashpradhan5096
    @bikashpradhan5096 Месяц назад

    New year re mahaprabhu mo manasika purana kara 😭😭😭😭😭😭🙏🙏🙏🙏🙏

  • @AlokKumar-y7i7k
    @AlokKumar-y7i7k Месяц назад

    Hee Mahabahu apana ae nutana barasre ama desabashi nku Bhala re rakhantu🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ravikumargoudo679
    @ravikumargoudo679 Месяц назад +2

    jay jaganatha jay jaganatha❤❤❤

  • @AkashMeher-wx7oh
    @AkashMeher-wx7oh Месяц назад

    Jay shree Jagannath prabhu
    Tuma charanare koti koti pranam prabhu
    Moro atiki prathaana prabhu a barsa tuma nama re samaya katu prabhu jay shree Jagannath Jagannath
    Jay Jagannath swami Narayan pathagami pabha tume
    ⭕️‼️⭕️
    Hare krusna hare krusna krusna krusna hare hare hare rama hare rama rama rama hare hare

  • @Pinkybehera-u6d
    @Pinkybehera-u6d Месяц назад +2

    Jay Shree Jagannatha Swami Nayana Patha Gami Bhaba Tume Maha Prabhu 🙏🏻🚩🌼⭕❗⭕🌹🪷🌸🪔🌷🌷🙌🏻🌺

  • @babitapanigrahi528
    @babitapanigrahi528 Месяц назад

    ହେ ପତିତପାବନ ପ୍ରଭୁ ଏ ନୂଆ ବର୍ଷ ଆରମ୍ଭ ର ମୋର ଅନନ୍ତ କୋଟି ପ୍ରଣାମ ଗ୍ରହଣ କର ପ୍ରଭୁ। ମୋତେ ଦୟା କର ପ୍ରଭୁ। କ୍ଷମା କର ପ୍ରଭୁ। ସବୁ ବିପଦରୁ ରକ୍ଷା କର ପ୍ରଭୁ। ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ 🙏🙏🙏🙏🙏🙏🙏

  • @sanjaypanigrahi-i3y
    @sanjaypanigrahi-i3y Месяц назад

    Jay jagannath Swami Nayana Pathagami bhaba tume 👏👏⭕❗⭕👏👏

  • @Jyotika-hs4xq
    @Jyotika-hs4xq Месяц назад +1

    ଜୟ ଜଗନ୍ନାଥ 🙏🪔

  • @BikeshSahani
    @BikeshSahani Месяц назад

    हरे राम हरे राम राम राम हरे हरे
    हरे कृष्ण हरे कृष्ण कृष्ण कृष्ण हरे हरे
    🙏🏻🙏🏻🙏🏻

  • @Archanasahoo-lo4pn
    @Archanasahoo-lo4pn Месяц назад

    Jai shree narayana 🙏 tuma chanare re ananta koti pranama 🙏🙏🙏🙏🙏🙏🙏 samasta nku ra Mangal Kara he manima 🙏🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏

  • @sanjibisahoo2325
    @sanjibisahoo2325 Месяц назад +2

    ଜୟ ଜଗନ୍ନାଥ

  • @NileshSethi-e5d
    @NileshSethi-e5d Месяц назад +1

    Happy new year jagannath prabhu happy new year maa laxmi❤❤🙏🙏

  • @ritadash3480
    @ritadash3480 Месяц назад

    Jay Jagannath swami 🙏🌹🙏 2025 shubhamaya kara prabhu sakala dukha dura kara prabhu 🙏🌹🙏 mangalamaya hou🙏🌹🙏

  • @bidyutpravasamal109
    @bidyutpravasamal109 Месяц назад

    Jay shri jagannath Jay shri jagannath Jay shri jagannath 🙏🙏❤️♥️❤️🙏🙏🙏🙏🙏🙏🙏🙏 Jagannath Swami Nayan path gami vaba tume 🙏🙏❤️🙏❤️🙏❤️🙏❤️🙏❤️

  • @MadhusmitaDandpat
    @MadhusmitaDandpat Месяц назад

    Jay jagannath Swami Naya patha gami bhovo tumhe 🙏🙏🙏🙏🙏