ଅଟୋ ଚଲେଇ ଖଟି ଖଟି ଟଙ୍କା ସଞ୍ଚିଥିଲି ସବୁ ନେଇଗଲେ, ମୁଁ ଏବେ କ'ଣ କରିବି | NandighoshaTV
HTML-код
- Опубликовано: 8 ноя 2024
- ଅଟୋ ଚଲେଇ ଖଟି ଖଟି ଟଙ୍କା ସଞ୍ଚିଥିଲି ସବୁ ନେଇଗଲେ, ମୁଁ ଏବେ କ'ଣ କରିବି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ହେ ପ୍ରଭୁ.... ସଂସାରରେ କଣ ସତରେ ଭାଗବାନ ନାହାନ୍ତି.....ପୋଲିସ ପକ୍ଷରୁ ସେମାନଙ୍କୁ ତୁରନ୍ତ ଧରାଯାଉ ଏବଂ ଏ ଭାଇଙ୍କ ପଇସା ଏ ଭାଇ ଫେରି ପାଆନ୍ତୁ......
ଠକକୁ ଭଗବାନ କଣ କରିବେ ???
Now in this digital system some people became dacayat and maximum became Chor and antisocial what is Society
Sabu police, bank wala sabu misichanti...
Bank wala kan janiparibeni? Se computer re bank transaction ru jani paribeni?kouthi transfer heichi...semane kete account achi kouthi jani paribe...?bank bank wala ku dhari pita jana padiba?nachet kemti bank jsni paribani..?
Police ba bada chora...
ଚୋର ଭାଇ କୁ ଏତିକି ଅନୁରୋଧ ଭାଇ ଆସି ଦେଇ ଦେ ତା ପଇସା ନ ହେଲେ ତାର ଦୁଃଖ ଆଉ କହରେ ତୁ accident ହେଇ ମରିବୁ
I always feel same way
Right bhai
Right bhai
Hn
Right brother bhai
ଝାଳ ବୁହା ଉପାର୍ଜିତ ଧନକୁ ଏମିତି ଲୁଣ୍ଠନ କରନ୍ତୁ ନାହିଁ। ଧର୍ମ ସହିବ ନାହିଁ। ସେ ଧନ କୌଣସି କାମରେ ଆସିବ ନାହିଁ । ସତ୍ ଉପାୟରେ ଉପାର୍ଜନ କରନ୍ତୁ। ଠାକୁର ସାହା ହେବେ । ସେ ଧନକୁ ଫେରସ୍ତ କରି ସମାଜ ପାଇଁ ଉଦାହରଣ ପାଲଟନ୍ତୁ । "ଜୟ ଜଗନ୍ନାଥ"
Jewellery buy karuchanti Laxmi asile
Thik kahichhanti bhai eii jadi tankara bapa ki bhai heithaante
Rt bro bahut bahut dhanyabad
Lato ki bhoot ...baton se nahin manenge ....unko sirf aur sirf laat chahiye....😡😡😡😡 Harami sale 😡
Hmm Bhai thik kahila
ଗୋଟିଏ ନେତା ,ମନ୍ତ୍ରୀ ,ର ଚୋରି ହେଲେ ପୋଲିସ କୁକୁର ଭଳି ଖୋଜିଯିବ ,ସାଧାରଣ ଲୋକଙ୍କ ପାଇଁ ବାଳ, ଗାଡ଼ି ଚାଲାଣ କାଟି ଚାଲ
Bank jai,semane Anka account dekhini transaction dekha kouthi jaichi jana padiba?ethi reporter kain bank wala police ku dosa na dei ki news dekhaucha?lava bi kichi ni.ksha vul seta bi dekhao..
Bhai pura 100%thik kathaa
ଏ ସାଇନାଥ୍ ସାହା ହୁଓ ବାବା ଓମ୍ ସାଇ ରାମ୍ 🙏🙏🙏🙏🙏🙏🙏🙏🙏
U r right bro
ଯଦି ସେହି ୩ଚୋର ଧରାପଡିଲେ direct encounter କରାଯାଉ ନହେଲେ ଶଳା ଯାକ ସୁଧୁରୀବେ ନି
ସରଳ ନିରୀହ ଆଉ ଗରିବ ମଣିଷ ଙ୍କୁ କାହିଁକି ଏମିତି କଷ୍ଟ ଦେଉଛନ୍ତି , ଧର୍ମ ସହିବନି ରେ ଭାଇ , ଉପର ୱାଲା ତୁମ ସହିତ ବି ସେମିତି ଦିନ କରିବ ବୁଝିଲ
ବେସ୍ତ ହୁଅନି ଭାଇ ତୁମ ପରିଶ୍ରମ ର ପଇସା ନିଶ୍ଚେ ଫେରି ପାଇବ, ପ୍ରଭୁ ଜଗନ୍ନାଥ ନିଶ୍ଚେ ତୁମ କଥା ଶୁଣିବେ, ଆଉ ଯୋଉ ମାନେ ୟେ କାମ କରୁଛନ୍ତି, ଯେତେବେଳେ ତୁମ ପରିବାର ର କେହି ଅସୁବିଧାରେ ରେ ପଡିବେ ଆଉ ତମକୁ କେହି ଟଙ୍କାଟିଏ ବି ଦେବେନି, ସେତେବେଳେ ତୁମ ଗୋଟିଏ ଟଙ୍କା ର ବି ମୂଲ୍ୟ କଣ ସେ ଦିନ ବୁଝି ପାରିବ।
ଭାଇ ATM ରେ camera check କରନ୍ତୁ ।ସେ ବ୍ୟକ୍ତି କୁ ଥରି ପାରିବେ। Police ଭାଇମାନଙ୍କୁ ଅନୁରୋଧ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ
Police helmet checking re jaichhi
ମନ ଦୁଃଖ କରନି ଆଜି ଯାଏ କିଏ କାହାର ପଇସା ଖାଇକି ଖୁସିରେ ରହିନାହାନ୍ତି ତାକୁ ଦିନେନା ଦିନେ ଭଗବାନ ଦଣ୍ଡ ଦେବେ 🙏🙏🙏
ପୋଲିସ ଚାହିଁଲେ ଗୋଟାଏ ଦିନରେ ସବୁ ଧରା ପଡ଼ିଯିବେ ।
Bhai eita hebaa kasta
Right
Chahile ta.....
ଏମିତି ନିରୀହ ଲୋକ ଙ୍କୁ ଠକୁ ଥିବା ଚୋର ମାନଙ୍କୁ ନିହାତି ଭାବରେ ଶାସ୍ତି ମିଳିବା ଉଚିତ୍ ଜୟ ଜଗନ୍ନାଥ 🙏🙏🙏
ଧର୍ମ ସହିବ ନାହିଁ ଏଭଳି କାମ କରୁଛ ସେ ନିରିହ ଲୋକଟିର ଆଖି ର ଲୁହରେ ଭାସିଯିବ ତୁମେମାନେ
Every bank should appoint security guird at every ATM counter and only one person should be allowed to enter inside ATM. Otherwise such incidents will continue to happen
ଭଲ ପଦକ୍ଷେପ
A sala bank bala every atm re security daba darkar
ଠିକ୍ ଉପଦେଶ ଦେଲେ
Right
Good advice govt should notices to every bank for appointment of security guards.
ଚାରିଆଡ଼େ ଚୋର. ଏତେ ଖବର ପ୍ରସାରିତ ହେଉଛି..ତଥାପି କାର୍ଡ କାହିଁକି ଦେଇଛ ଭାଇ...ଗରିବ ଲୋକର ପଇସା ଖାଇ କେହି ଶାନ୍ତି ରେ ରହି ପାରିନି..
Bhai simple loka tanku kichhi janaa nahi..
ଆରେ ଚୋର ଭାଇ ଦେଇ ଦିଅନ୍ତୁ ପଇସା ତା ନହେଲେ ରକ୍ତ ବାନ୍ତି କରିକି ମାରିବା ତମ ପାରିବାର ମରିଯିବେ ତୁ ବହୁତ କାନ୍ଦିବୁ ରେ ଚୋର ଏତେ କଷ୍ଟ ଦେ ନ ଆଉ
ଦୁଃଖ ପରେ ସୁଖ ଜୟ ଜଗନ୍ନାଥ,🙏
A TM CC TV ଜାଞ୍ କରାଯାଉ ରୀତା ଜୁଏଲାରୀ CC TV ଯାଞ୍ଚ କରାଯାଉ
Oh my God ଦର୍ଜ୍ ଲୋକ ଟା ର 😭😭😭 ଚୋର କୁ ଗୋଡେଇ ଗୋଡେଇ ପିଟି ପିଟି ହାତ କୁ କାଟି ରଖନ୍ତୁ
ଏଇଭଳି ଘଟଣା ନୀତି ବାରମ୍ବାର ଘଟୁଛି।ତଥାପି ଅପଣ ଅଚିହ୍ନା ଲୋକକୁ କାର୍ଡ ଦେଇଦେଲେ!!
ଦେଖିଲେ ଜଣା ପଡ଼ୁଛି ନିରୀହ ଲୋକ ।ସେଥିପାଇଁ ଜାଣି ପାରିଲେ ନାହିଁ ।card ଦେଇ ଦେଲେ
CCTV at jewellery shop can be checked. Just need proactiveness from police
ହେ ପ୍ରଭୁ ଏ କଣ ହେଉଚି ନିରୀହ ଦୁଃଖୀ ଦରିଦ୍ର ଙ୍କୁ ଲୁଟି ନେଉଛନ୍ତି ଶଳା ହାରାମି ଚୋର ତମକୁ ନର୍କରେ ମଧ୍ୟ ଜାଗା ମିଳିବନି
Please help this man, God bless you,
ATM ଭିତରେ ହେଲମେଟ, ମାସ୍କ୍ ପନ୍ଧିଲେ ଟଙ୍କା ଉଠାଇ ପାରିବେ ନାହିଁ ବୋଲି Bank ନିୟମ କରିବା ଦରକାର ।
🙏🏻 Don't worry Bhai. Tuma jhaala buha dhana wapas Paai jibe. Shree Jagannath sabu dekhuchanti bhai 🙏🏻
Police department should take serious action on it and help this poor Man.
ଦୁଃଖେ ସଞ୍ଚିତ ଯୋଉ ଧନ
ସେ ସୁଖେ ନୁହେଁ ପ୍ରୟଜନ ।
ସେଥି ପାଇଁ ନିଜ ପେଟରୁ କାଟି କୌଣସି ଧନ ସଞ୍ଚୟ କର ନାହିଁ ଆତ୍ମା କୁ ଶାନ୍ତି ରଖ ।
ଭଗବାନ କଣ ପାଇଁ ଏମିତି ନିରୀହ ଲୋକ ଙ୍କୁ ହଇରାଣ କରୁଛନ୍ତି 😭😭😭
Puja 🙏 ନମସ୍କାର
ଯୋଉ ଭାଇମାନେ ଏମିତି କରୁଛନ୍ତି ଟିକେ ଭାବନ୍ତୁ, ସେ ଭାଇଙ୍କୁ ଦେଖିଲା ବେଳକୁ ଜାଣିଛଉଛି ସେ ଲୋକ କେତେକଷ୍ଟରେ ଆଣିଥିବ ଯୋଉ ଭାଇମାନେ ନେଇଛନ୍ତି ମୁଁ ହାତଯୋଡୁଛି ଫେରେଇଦିଅ ଭଗବାନ ତୁମର ମଙ୍ଗଳ କରିବେ ନହେଲେ ଗରିବ ଲୋକ ନିଶ୍ୱାସ ନିଶ୍ଚୟ ପଡିବ 🙏🏻🙏🏻🙏🏻🙏🏻🙏🏻
ଏଇ ଲୁହ ରେ ସେମାନେ ମରିଯିବେ। ଜଗନ୍ନାଥ ସବୁ ଦେଖୁଛନ୍ତି। ସେମାନେ ଶାନ୍ତି ରେ ବଞ୍ଚି ପାରିବେନି।
ଆମର ଓଡ଼ିଶା ର କେତେ ସରକାରୀ କର୍ମାଚାରିମାନେ
ଚୋର ସଙ୍ଗେ ଲିଙ୍ଗ ଅଛେ
There should be OTP based transaction in each and every card based transaction. Every ATM should have to follow proper sequrity guidelines.
Llllll lmoom l
ଥାନାକୁ କାହିଁକି ଗଲୁରେ ଭାଇ। ଥାନାବାଲା ପରା ବଡ ଚୋର।ବ୍ୟାଙ୍କ ବାଲା ଙ୍କୁଶଳା ଆଗ ଛେଚି ବା ଦରକାର
ଭଗବାନ ଆପଣଙ୍କ ମଙ୍ଗଳ କରିବେ l ଆପଣ ସେ ଟଙ୍କା ଫେରି ପାଇବେ l
ସରକାର ସମସ୍ତଙ୍କୁ ଶିକ୍ଷା ତ ଦେଇପାରୁନି , ଦେଲେ ସିନା ସମସ୍ତେ ଶିକ୍ଷିତ ହୋଇ ନିଜକୁ ନିର୍ଭର ଯୋଗ୍ୟ ହେବେ l
ସରକାର ଙ୍କ ଅବହେଳା...
ଦୟା କରି କାହାର ଝାଳ ବୁହା ଧନ କୁ ଚୋରି କରନି 🙏
I literally crying when I see his voice in last seriously yar this should not happen with him he is a very decent and humble person
Right
Digital literacy is a must when we do ATM/online transactions. We are slowly adapting this but not everyone is sound in doing so.
ସାର ଆପଣଙ୍କ ସବୁ ଭୁଲ । ଅଜଣା ଲୋକ ଙ୍କୁ କାର୍ଡ ଦେଲେ କାହିଁକି ? ଏଟିଏମ ପିନ ଦେଖାଇଲେ କା ହିଁକି ? ଯଦି ଜମା କରିବାର ଥିଲା ତେବେ ଏଟିଏମ୍ ଖାଲିଥିବା ସମୟରେ ଜମା କରି ଥାନ୍ତେ କିମ୍ବା ଅନ୍ୟ କାହାରି ସାହାଯ୍ୟ ନେଇ ନ ଥାନ୍ତେ | ଯଦି ବ୍ୟାଙ୍କ ଖୋଲା ଥିଲା ବ୍ୟାଙ୍କ କୁ ଯାଇ ସିଧା ସଳଖ ଜମା କରିଥାନ୍ତେ । ଏଭଳି ଅସାଧୁ ଚୋର ସବୁ ବ୍ୟାଙ୍କ ଓ ଏଟିଏମ ମାନଙ୍କ ରେ ଘୁରି ବୁଲୁଛନ୍ତି | ସତର୍କ ରୁହନ୍ତୁ ସ୍ତରକ୍ଷିତ ରୁହନ୍ତି | ଆଉ ପୋଲିସ୍ କଥା ନ କହିବା ଭଲ | ସେମାନେ କେବେ ନ୍ୟାୟ ଦେଇ ପାରିବେ ତାର କିଛି ଗ୍ୟାରେଣ୍ଟି ନାହିଁ ।
Very sad 😭 😭 😭
ଟିକେ ସଚେତନ ହୁଅ
ମାନବିକତା ଉପରୁ ଭରସା ଉଥିଯିବ ରେ। ଏଗୁଡ଼ା ଶଳା ବାପା ମା ଙ୍କ ଭୁଲ୍ ରୁ ଜନ୍ମ ହୁଅନ୍ତି।Every person should aware of this,don't ask anyone for help in case of cash transaction.Take sometime but contact to some close one.
ଅଡିଶା ବିଜେଡି ସରକାର ବହୁତ ଭଲ ଭାଇ ଭଟ ଦିଅ
ଜାଣି,ଜାଣି ଆଖି ରେ ଆଗୁଠି ମାରିଲେ କଣଁ କଣ ହବ
Dont cry God will help you
Bhai apana taku card deiki bhul kale, emiti kehi please karantu ni, nija relatives nku neiki jaantu Atm ku
ରୀତା ସୁନା ଦୋକାନ ସିସିଟିଭି କ୍ୟାମେରା ଫୁଟେଜ
ଚେକ୍ କର, ତାମିଲନାଡୁ ପୋଲିସ ଆନ୍ଧ୍ର ପୋଲିସ
ଧରି ପକେଇବ, କେଉଁ ସମୟରେ ସପିଙ୍ଗ ହୋଇଥାଏ,,
He Jesu pita help me
bahut kasta laguchi
Duniya emti binash hoijiba Jay jagannath swami 🙏
ହାରି ଗଲେ ଦୁଃଖ କରନ୍ତୁନାହିଁ । ହାରିବା ହିଁ ଜିତିବା ପାଇଁ ନୂଆ ଭର୍ଜା ସୃଷ୍ଟି କରେ❤
Emiti kemiti hei paru6i....bank au police misiki samastanku justice deba uchit.....
ମଣିଷ କ୍କୁ ଯେତେ ସଚେତନ କଲେ ମଧ୍ୟ ସଚେତନ ହେଉ ନାହାନ୍ତି, ତେବେ କାହାକୁ କହିବା
ଦୁଃଖ ଅର୍ଜନ ଯେତେ ଧନ
ସେ ନୁହଁ ସୁଖେ ପ୍ରୟଜନ 😢
Bhai jadi ame samaste Rs 5/- dele lokati banchijiba 🙏🏻
ଭୁବନେଶ୍ଵର ଠାରୁ 1000 ଗୁଣରେ ଭଲ ଆଦିବାସୀ ଜଙ୍ଗଲ ଜାଗା.
ଏଇଟା ଆପଣ ଙ୍କ ଭୁଲ୍। ଆପଣ ଯଦି ଟଙ୍କା ଦିପୋଜିଟ ଜାଣି ନାହାନ୍ତି ତେବେ ପାଖରେ ଥିବା ବ୍ୟାଙ୍କ ଯାଇ କରିଥାନ୍ତେ
Hey bhagavan ଏମିତି କାହିଁକି କଲ..
Same thing happen with my friend in jajpur.plz all are cautious about this matter
ସେ ପିଲା ମାନଙ୍କୁ ଧର୍ମ ସହିବନି। କେତେ କଷ୍ଟ ରେ ସେ ଟଙ୍କା ସଞ୍ଚୟ କରିଥିଲେ। ତାଙ୍କ ଆଖି ରେ ଲୁହ ଦେଇକି ସେମାନେ ଖୁସିରେ ରହି ପାରିବେନି।
Jai jagannath 🙏 .... Yeh luha padiba se chora upare
Police should immediate action....save the poor auto driver person....🙏🙏🙏🙏🙏🙏
ସରକାର କୁ ନିବେଦନ କରୁଚି କି ଏହାର ତଦନ୍ତ ଜାରି ରହୁ ଜୟ ହିଦ୍,👏👏👏
Is our Odisha Police capable enough to solve the case?? We know how great is our Odisha Police... Good Bless..
🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
Digital system is running speedyly where poor and innocent people are suffered much
Don't VOTE BJP....Digital party.
Good bless 🙏 you jaldi mili jau tumar money
ATM cctv is enough to trace out the culprits, plz do this thing
He pravu tanku tanka paisa fereidia
SBI please strictly follow RBI guidelines
Bhagaban kahaku amity nakarantu
Ok new information report
ଯଦି ଭଗବାନ ଆଜି ଏମିତି କରିଛି କାଲି ଏହି ଲୋକ କୁ ୨ ଗୁଣ ଦେବ 🙏🙏
ଯେଉଁମାନେ ଏସବୁ କରିଛନ୍ତି ତାଙ୍କୁ ଧରମ ସହିଲେ ହେଲା।
Bhai chinta koroni dukho koroni jetiki jaichi setiki setiki dui etiki tonka pheri asibo joyo jagannath
ଆଜିକାଲି କାହା ଉପରେ ଭରସା ନାହିଁ ।ସେ ଭାଇ କେତେ କଷ୍ଟ ରେ ପଇସା କମେଇ ଥିଲେ ।ହେଲେ ସବୁ ତାଙ୍କର ସରିଗଲା ।so sad
So painful 😢
😭😭😭😭 So Said
Lastly his voice gave me goosebumps 🥺🥺🥺
ଜୁଏଲ ଦୋକାନ ଯାଇ ସେଇ ଟାଇମ ର ସିସିଟିଭ ଯାଞ୍ଚ କର ଶୀଘ୍ର
ମୁଁ ସେମିତି ଠକାମୀ ର ଶିକାର ହେଇଚି ମୁ ଜାଣିଚି ଦୁଃଖ କେମିନ୍ତି ଲାଗେ ମୁ ଜାଣିଚି plz ସେ ଚର ମାନକୁ ଧରନ୍ତୁ🙏🙏 😭😭😭😭
ଯଦି ଏଟିମ୍ କାର୍ଡ ର ବ୍ୟବହାର ଜାଣିନ।ତେବେ କାହିଁକି ସେ କିଳା କୁ ରଖିଚ।ଏବେ ନାମ ନିଅ।
Smart city ଲୋକ ହୋଇ ସ୍ମାର୍ଟ ହୋଇ ପାରିଲ ନି ଭାଇ ଅଚିହ୍ନା ଲୋକ ଙ୍କୁ ବିଶ୍ୱାସ କରିଦେଲୋ ..
Dear cm Sir, please help this man
Pls use CCTV of ATM and identify the miscreants. Very sad incident.
I request nadi ghosha TV to open a bank ac in favour of that auto driver and allow public donation. Small contribution of each may help him ..
Jay Jagannath
Jai Jagannatha.
Jay Jagannath 🙏 🙏🙏
Simple person is always faced problem
ଆପଣ କେତେଦିନ ହେବ ଭୁବନେଶ୍ୱର ରେ ରହୁଛନ୍ତି
Jay Jagannath 🙏🙏🙏🙏🙏
Sei Bhai nku sahakya karantu
He bhagava aei bhai ku daya kara
ଦୟାକରି ତାଙ୍କୁ ସେ ସବୁ ଟଙ୍କା ସହୟତା କରନ୍ତୁ ସରକାର ... ମିଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ତାଙ୍କୁ ସାହାଯ୍ୟ କରନ୍ତୁ 😭🙏🙏🙏🏻🙏🏻🙏🏻🙏🏻🙏🏻
ଭାଇ ଆପଣଙ୍କ ପଇସା ଖାଇ ସେମାନେ ତିଷ୍ଟି ପାରିବେନି ଜୟ ଜଗନ୍ନାଥ
ATM re CCTV check kara.. Jana padiba
Actually the basic concern is our loose educational system and people don't get any technical skills so that many people suffer in such type of problems.
Why other states people are smart and Odisha people are so weak in education and technology sector.
Please it's a request to our state government to implement better quality of education so that we can uproot such problems
ଦୁନିଆରେ ଲୋକେ କେତେ ତଳକୁ ଖସି ଗଲେଣି! ନିରୀହ ଲୋକର ଝାଳବୁହା ଟଙ୍କାକୁ ବି ଲୁଟିନେବାରେ କୁଣ୍ଠାବୋଧ ନାହିଁ! ହେ ଭଗବାନ!!
ଏମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ।
Don't cry man...
U will get justice...
But apana Kai amti pin dauthile....seita bada bhul heigala
ସାଇ ବାର କ୍ରାଇମ୍ ପୋଲିସ କେସ କର ଭାଇ
Cyber security is coming as a big problem for society. This often happens to many customers.