Why Will Mohan Government Carry The Burdens Of Sins Done By The Pandian Government?

Поделиться
HTML-код
  • Опубликовано: 2 окт 2024
  • Why Will Mohan Government Carry The Burdens Of Sins Done By The Pandian Government? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 506

  • @Katak_Dk
    @Katak_Dk 3 месяца назад +74

    ଯଦି ବଦଳି ନ କରନ୍ତି ଏଇ ଅଫିସର ମାନେ ସରକାର କୁ ବଦନାମ କରିବେ ଚକ୍ରାନ୍ତ କରି ଏହାହିଁ ସତ୍ୟ

  • @satyabansarangi7693
    @satyabansarangi7693 3 месяца назад +53

    ଆପଣଙ୍କ ଆଶଙ୍କା ସତ ପରି ଲାଗୁଚି। ଏହା ହେଲେ ଓଡ଼ିଶାର ଦୁର୍ଭାଗ୍ୟ।

  • @ranjankumarmohanta2003
    @ranjankumarmohanta2003 3 месяца назад +57

    ଯେ ପର୍ଯ୍ୟନ୍ତ ଏ ଚୋର ଚଣ୍ଡାଳ ଅଫିସର୍ ମାନଙ୍କୁ ବଦଳି ନ କରାଯାଇଛି ଓଡ଼ିଶାର ବିକାଶ ଅସମ୍ଭବ ...

  • @basantakumarnayak7432
    @basantakumarnayak7432 3 месяца назад +21

    ଆଜିର ବିଶ୍ଳେଷଣ ପ୍ରମାଣିତ କରୁଛି ଯେ ଏ ସରକାର ଙ୍କ ଠାରୁ କିଛି ଆଶା ରଖିବା ବୃଥା
    ଓଡ଼ିଆ ଙ୍କ ଭାଗ୍ୟ ରେ କେବଳ ବିଡ଼ମ୍ବନା ହିଁ ବିଡ଼ମ୍ବନା।

    • @dmohanty5003
      @dmohanty5003 3 месяца назад

      Bay Of Bengal naam british rakhi thile taa purba ru Bay Of Bengal ra Naam *Kalinga Sagar* thila. BJP jadi e naam ta badaleipariba tahale janiba Odia Ashmita rahila boli

  • @bishnucharnrana3282
    @bishnucharnrana3282 3 месяца назад +49

    ବିଜେଡିର କେତେକ ଯୋଜନାକୁ ଯଦି ବିଜେପି ଭଲଭାବେ ଚିନ୍ତା ନକରେ ତାହେଲେ ବଦନାମ ହେବା ହିଁ ସାର ।ନିର୍ଭୟ ଗୁମର କଥା ତରଫରୁ ବିଜେପି ମୋହନ ସରକାରକୁ ସତର୍କ କରାଉଥିବାରୁ ଅଶେଷ ଧନ୍ୟବାଦ ।

    • @dmohanty5003
      @dmohanty5003 3 месяца назад +2

      Right khali Ranga aau Naam badalie habani

  • @BishnucharanRay-xy5ox
    @BishnucharanRay-xy5ox 3 месяца назад +37

    ନୂଆ ବଜେପି ସରକାର କଣ ପାଇଁ ଡେରିକରୁଛନ୍ତି ଓଡିଶା ରେ IAS ଓ OAS officer ମାନଙ୍କୁ ବଦଳି କଣ ପାଇଁ ବଦଳି ନାହାନ୍ତି

    • @Yediwqtydete
      @Yediwqtydete 3 месяца назад +2

      Bhai 1 month vi heini ....tike wait karo....Bjp ghantibare Ek no.1

    • @TheKakarot_itachi
      @TheKakarot_itachi 3 месяца назад

      OAS are nobodies

    • @mahabirmajhi2683
      @mahabirmajhi2683 2 месяца назад

      Why so hurry ? Have patience ; It will take time to restructure everything over night ! Slow and steady wins the race !

  • @manojpanda2956
    @manojpanda2956 3 месяца назад +20

    ଆପଣଙ୍କ ଆଲୋଚନା ଶୁଣିବା ପରେ ମୋହନ ସରକାର ଙ୍କ ଉପରୁ ଆସ୍ଥା ତୁଟି ଯାଉଛି

    • @dmohanty5003
      @dmohanty5003 3 месяца назад +1

      Jaha bi hau Naveen Patnaik 24 barsha re Odisha ku per capita re 12 ta position uparaku nei chanti Bina double engine re. Kintu double engine thai bi UP ebe bi bharata ra 2nd sabuthu garib rajya. Dekhiba Odisha re double engine kete position uparaku nei paruchi

  • @sangramkishoredasdas2424
    @sangramkishoredasdas2424 3 месяца назад +26

    ମୋହନ ସରକାର , ଯଦି ନିର୍ଭୟ ଗୁମର କିଛି ସମୟ ପାଇଁ ଶୁଣନ୍ତେ ତେବେ ଶାସନ ବ୍ୟବସ୍ଥା ପାଇଁ ବହୁତ ଭଲ ହୁଅନ୍ତା ।

  • @GourishankarDash-xp8st
    @GourishankarDash-xp8st 3 месяца назад +11

    ନିର୍ବାଚନରେ ଜିତିବା ଅଲଗା କଥା, ସରକାର ଚଲେଇବା ଅଲଗା କଥା ।
    ଭାଜପା ଦଳ ତାଙ୍କ ଦମରେ ଜିତି ନାହାନ୍ତି , ଲୋକେ ତାଙ୍କୁ ଠେଲିକି ପଠେଇଛନ୍ତି ।

  • @prananathpati9976
    @prananathpati9976 3 месяца назад +10

    ମୋହନ ମାଝି ଜୋକର୍ ଶାସନ ଆରମ୍ଭ କଲେଣି କି? ମୋଦି ଚାପ ପଡୁଛି କି?

  • @baikunthamajhi3416
    @baikunthamajhi3416 3 месяца назад +14

    ଆପଣ ଙ୍କ ପରାମର୍ଶ ଗ୍ରହଣ କରିବେ ମୋହନ ସରକାର କିଛି ଏପିସୋଡ୍ ଦେଖି ଗ୍ରହଣ କରିଛନ୍ତି ମଧ୍ୟ

  • @salilkumar9703
    @salilkumar9703 3 месяца назад +9

    ଏତେ ଯଦି ହେଉଛି ତେବେ ମୋହନ ସରକାର ଚନ୍ଦ୍ର ବାବୁ ସରକାରଙ୍କ ଠାରୁ ଶିଖୁନାହି କାହିଁକି ? ଚିନ୍ତା କଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିବ

  • @satishchandrabehera7291
    @satishchandrabehera7291 3 месяца назад +21

    ଆପଣଙ୍କର ଉପସ୍ଥାପନା ଶୈଳୀ ଏବଂ ଭାବ ଆଉ ଭାଷାର ବ୍ୟବହାର ଅତ୍ୟନ୍ତ ପରିମାର୍ଜିତ।
    ଆପଣଙ୍କୁ ଆମ୍ଭର ଅନେକାନେକ ଶୁଭେଚ୍ଛା ଓ
    ଶୁଭକାମନା। ଜ଼ୟ ଜଗନ୍ନାଥ!!!

  • @subaratkumarnayak8614
    @subaratkumarnayak8614 3 месяца назад +34

    ୟାକୁ ଦେଖିଲେ ଲାଗୁଛି " ଛେଳି ଗୋଡ଼ରେ ଧାନ ମଳି ହବନି"

    • @udayanathsahoo3935
      @udayanathsahoo3935 3 месяца назад +2

      It is not so rather BJD and BJP have a close relationship with each other

  • @netajidash9367
    @netajidash9367 3 месяца назад +10

    ପ୍ରକୃତ transformation ଆରମ୍ଭ କରିବାକୁ ଜନାଦେଶ ହୋଇଚି ବୋଲି ମୋର ମତ।

  • @NayakRamakanta-uj8kf
    @NayakRamakanta-uj8kf 3 месяца назад +7

    କଂଗ୍ରେସ ଯାହା କହୁଥିଲା ତାହା ସତରେ କଣ ସତ୍ୟ ହେବ ବିଜେପି ବିଜେଡି ପ୍ରେମ ଭିତରେ ଭିତରେ ଅଛି

  • @BishnucharanRay-xy5ox
    @BishnucharanRay-xy5ox 3 месяца назад +13

    ନିର୍ଭର ଗୁମର କଥା ଆମର ମନର କଥା କୁ ଆପଣ ଙ୍କର ପ୍ରଚେଷ୍ଟାରେ ଦୁଃଖ ଦୂର କରିପାରୁଛନ୍ତି. 🙏🏼👍🏼🌹

  • @akshayakumarnayak3480
    @akshayakumarnayak3480 3 месяца назад +11

    24 ବର୍ଷ ର କୁଶାସନ ପତନ ପରେ ତଳରୁ ମୂଳ ପର୍ଯ୍ୟନ୍ତ ଶାସନ ବ୍ୟବସ୍ତା ର ପରିବର୍ତ୍ତନ ଦରକାର ବିଜେପି ସରକାର ନ ଡରି ସାହସୀ ହୋଇ ଅତି ନିଷ୍ଠୁର ପଦକ୍ଷେପ ନେବା ଦରକାର

    • @Zanil-kr7ll
      @Zanil-kr7ll 3 месяца назад

      2000-2009 BJD BJP menta sarkar thila eita bhulucha murkha bhakta 😁😁😁

  • @prafulasingh2267
    @prafulasingh2267 3 месяца назад +5

    ଆଜିର ଗୁମର କଥା ବହୁତ ବହୁତ ଉତ୍ତମ
    ସରକାରଙ୍କୁ ଚେତାଇ ଥିବା , ଚେତଉ ଥିବା ଆପଣଙ୍କର ଧର୍ମ , ଏଣୁ ଆପଣଙ୍କୁ ଅଶେଷ ଧନ୍ୟବାଦ ।
    ମାତ୍ର ସରକାର ଓ ସରକାରୀ ଦଳର ଲୋକ , ନେତା ମନ୍ତ୍ରୀ ତଥା ଜନସାଧାରଣ କେତେଦୂର ଗ୍ରହଣ କରୁଛନ୍ତି ତାହାହିଁ ଦେଖିବା , ଜାଣିବା କଥା ।
    ଜୟ ଶ୍ରୀଜଗନ୍ନାଥ

  • @saratmishra7100
    @saratmishra7100 3 месяца назад +7

    Jay Jagannath.
    ମୋହନ ସରକାର ନିଜ ଗୋଡ଼ରେ ନିଜେ କୁରାଢି ମାରିବେ।
    Truly speaking ଯେଉଁମାନେ BJP କୁ ସରକାର ଆଣିଥିଲେ, ସେମାନେ ସମସ୍ତେ ଚିନ୍ତିତରେ ଅଛନ୍ତି, ଏତେଦିନ ହେଲା ଅମଲାତନ୍ତ୍ରର ରେ କାହିଁକି reshuffle ହେଉନାହିଁ ??

  • @BishnucharanRay-xy5ox
    @BishnucharanRay-xy5ox 3 месяца назад +8

    ଶତ କଥା ରେ ନିଃସ୍ତୁର ହେବାକୁ ପଡିବ.

  • @raghumaninayak9593
    @raghumaninayak9593 3 месяца назад +7

    X ସରକାରର ଆଇଏଏସ ଅଫିସର ଓ ଓଏଏସ ସଂଘର ଅଫିସରଙ୍କୁ ମୋହନ ସରକାର ବଦଳି କରିବା ନ ହେଲେ ନିଜେ ଅସମାନିତ ହେବେ ସମୟ କହିବ...

  • @gopalsamall8365
    @gopalsamall8365 3 месяца назад +5

    ରାଜନୀତି ଓ ସରକାର ଙ୍କ ବିଗତ ଦୁର୍ନୀତି ର ଚର୍ଚ୍ଚା ଛାଡି ଓଡ଼ିଆ ଅସ୍ମିତା, ଇତିହାସ, ସଂସ୍କୃତି, ଜୀବନ ଚର୍ଯ୍ୟା ବିଷୟରେ ଆଲୋଚନା କରିବାକୁ ମଧ୍ୟ୍ୟ ଏପିସଡ଼ କରନ୍ତୁ l

  • @chinmaybeherachinmay8934
    @chinmaybeherachinmay8934 3 месяца назад +3

    ଓଡ଼ିଆ ଅସ୍ମିତ। ; ଖଣି ଲିଲାମି ; ବିମାନ ଘରୋଇକରଣ ; ମୋବାଇ ଲ ତାରିଫ୍ ବୃଦ୍ଧିସମ୍ବନ୍ଧରେ କିଛି କହୁନାହାଁନ୍ତି କାହିଁକି?

    • @ghanashyamswain4941
      @ghanashyamswain4941 3 месяца назад

      Right, ତା ସହ Neet UG scam ବିଷୟରେ ମଧ୍ୟ

  • @AdiluPatra
    @AdiluPatra 3 месяца назад +5

    Sir ଆମେମାନେ ବିଚଳିତ ହେଲେ ହେବନି ଦୀରେ ପାଣି ପଥର କାଟେ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @sudarsannayak356
    @sudarsannayak356 3 месяца назад +9

    BJP ନେତା କଥା କୁହା କପିଳା, ଖାଲି ଭାଷଣ

  • @sampadsatapathy1220
    @sampadsatapathy1220 3 месяца назад +2

    ମନୋଜ ଆହୁଜା କଣ ଓଡିଆ ଅସ୍ମିତା?

  • @sushantakumardas9901
    @sushantakumardas9901 3 месяца назад +4

    It is Quite Surprising that, why the New Chief Minister Mr Mohan Charan Majhi is Calous in taking Prompt action against all sorts od Rampant Corruption done during BJD Ministry

  • @umeshchandradash2881
    @umeshchandradash2881 3 месяца назад +2

    ନମସ୍କାର ଆଜ୍ଞା। ନିରପେକ୍ଷ ସାମ୍ବାଦିକତା କଣ ତାହା ଆଜି ର ତଥାକଥିତ ସାମ୍ବାଦିକ ମାନେ ଶିଖିବା ଦରକାର। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

  • @AchintyaBiswal
    @AchintyaBiswal 3 месяца назад +2

    Because CB Naidu was ex CM and he has experienced, but Mohan is new CM. He will take sometimes.

  • @pradiptakumarnayak5249
    @pradiptakumarnayak5249 3 месяца назад +1

    ନବୀନ ବାବୁ ନମସ୍କାର. ସବୁ ବିଷୟ ରେ ଆପଣ ତର୍ଜମା କରନ୍ତି. କିନ୍ତୁ ଓଡିଶା contractor ଙ୍କ ବିଷୟ କିଛି କହୁନାହାନ୍ତି. ତାମିଲି କଂଟ୍ରାକଟର ମନେ estimated rate ଠାରୁ 5 -10%excess rate ରେ tender ପାଇବେ. କିନ୍ତୁ ଓଡିଶା କଂଟ୍ରାକଟରମନେup to 15%less ରେ tender ପକାଇବେ. ତାପରେ ଲଟେରୀ ହେବ. ଯିଏ ପାଇବେ ସିଏ ଏଗ୍ରିମେଣ୍ଟ କରିବେ. Tender ପକାଇଲା ବେଳେTender paper cost ଆଉ E M D ଆଉ A P S amount କୁ bank draft ହିସାବ ରେ ଦେବାକୁ ହେବ.ଓଡିଶା contractor ଙ ପାଇଁ ପାଣ୍ଡୁବାବୁ ଏତେ କଠୋର ନିୟମ କରିଛନ୍ତି. 15%less କାହିଁକି 1%less ହେବନି. ଏ ବିଷୟ ଟିକେ ଧ୍ୟାନ ଦେବେ. ନମସ୍କାର 🙏🏾

  • @jagannathmishra5300
    @jagannathmishra5300 3 месяца назад +3

    ଧୀରେ ଧୀରେ ସବୁ ଜଣା ପଡିଯିବା। ବିଜେପି ସରକାର କୁ କେହି କହୁ ନାହାନ୍ତି ବିଜେଡି ର ପାପ ମୁଣ୍ଡେଇ ବାକୁ।
    ଜନଦେଶ, ଓଡ଼ିଆ ଜାତି କୁ ଠକନ୍ତୁ ନାହିଁ ଆଜ୍ଞା ; ଏହା ସରକାର ଙ୍କୁ ଅନୁରୋଧ।

  • @pabitramohandas6943
    @pabitramohandas6943 3 месяца назад

    ବିଜେପି ବିଜେଡି ଭିତିରିଆ ବୁଝାମଣା ଅଛି !

  • @rabinarayanmohapatra-j8x
    @rabinarayanmohapatra-j8x 3 месяца назад +1

    ଶାସନ ଚଲେଇବା ଏକ କଳା
    ମୋହନ ମାଝିକଂର ସେକଳା ଥିଲାପରି ମନେହୁଏନାହି
    ସେ କେବେ ଚଂଦରବାବୁ ନାଇଡୁ ବା ଯୋଗି ଆଦିତ୍ଯ ନାଥ ହୋଇପାରିବେ ନାହିଁ
    କାହିଁକି ନା ତାଙ୍କ ଚେହେରା ଦେଖିଲେ ଲାଗୁଛି ସେହିପରି

  • @lipsa5949
    @lipsa5949 3 месяца назад

    Sir ଆପଣଙ୍କୁ ହୃଦୟରୁ ପ୍ରଣାମ sir ଦୟାକରି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଏସବୁ କଥା ପହଞ୍ଚାନ୍ତୁ sir ଆପଣଙ୍କୁ ଅନୁରୋଧ 🙏🏻🙏🏻

  • @shankardmishra121
    @shankardmishra121 3 месяца назад +2

    ଅର୍ଗସ news ର ସମସ୍ତ ଏଡିଟର୍ସ ମାନେ ବି ଏ ଭିଡ଼ିଓ ଟି ଦେଖିବା ଅତି ଆବଶ୍ୟକ l

  • @BabaJCBBaba-e8w
    @BabaJCBBaba-e8w 3 месяца назад +2

    ତା'ହେଲେ, ନୂଆ ବୋତଲରେ କ'ଣ ସେଇ ପୁରୁଣା ମଦ,,,,🤪

  • @NameTital-mm1sv
    @NameTital-mm1sv 3 месяца назад +10

    ସବୁ ସରକାର ଚୋର ଏ ମୋହନ ସରକାର ବି ଗୋଟେ ଚୋର ସରକାର, ଶାସନ କୁ ଆସୁ ଆସୁ କେନ୍ଦୁଝର ରେ ସନାତନ ମହାକୁଡ଼ କୁ ଲଗେଇକି ସବୁ ଶିଳ୍ପ ସଂସ୍ଥା ଖଣି ଖାଦାନ କୁ ଲୋକ ଲଗେଇ ବନ୍ଦ କରିକି ବଟି ମାଗିବା ଷ୍ଟାର୍ଟ କଲାଣି,
    ଆଗକୁ NOTA ରେ ହିଁ ଭୋଟ ଦେବ ଯଥାର୍ଥ

  • @suryakantamohanty8276
    @suryakantamohanty8276 3 месяца назад +12

    ଆମେ bjp କୁ ଭୋଟ ଦେଇଥିଲୁ କିଛି ହେବ ବୋଲି ଭାବୁଥିଲୁ କିନ୍ତୁ ଧୋକା ଖାଇଲୁ ଆର ଥର କଂଗ୍ରେସ କୁ ସୁଯୋଗ ଦେବା

  • @kshirodkumarbehera5105
    @kshirodkumarbehera5105 3 месяца назад +1

    ଆଜି ଓଡିଆ ଯଦି ଅବହେଳିତ ଏଇ କିଛି ଓଏଏସ୍ ଆଉ ଆଇଏଏସ ଙ୍କ ପାଇଁ ଯାହା କଥା ରେ ଅଛି ଓଡ଼ିଆ ଙ୍କୁ କଙ୍କଡା ସଦୃଶ୍ୟ ତୁଳନା କରାଯାଏ।

  • @Dr.HrudanandaMishra
    @Dr.HrudanandaMishra 3 месяца назад +3

    Vineel Krishna & Lala Manoj Roy should be sacked forthwith.

  • @surendrakumarsethy8816
    @surendrakumarsethy8816 3 месяца назад +2

    ସାର
    ଯଦି ଏମିତି ହେବ ବିଜେପି ତାଫଳ ଉୋଗିବ !

  • @jdsoren9299
    @jdsoren9299 3 месяца назад +10

    ଏକ ମାସ ମାତ୍ର ହୋଇଛି । ଟିକିଏ ଅପେକ୍ଷା କରନ୍ତୁ । ସୁଶାସନ ର ଫଳ। ନିଶ୍ଚୟ ଦେଖିବେ ।

    • @bamacharanmishra306
      @bamacharanmishra306 3 месяца назад +2

      ସେ ଅଫିସର ମାନଙ୍କୁ, ସମୟ ମିଳୁଛି, ନିଜ ନିଜର କଳା କାରନାମା କୁ ସଜାଡ଼ିବା ପାଇଁ, ଆଉ ସେଥିରେ ସେମାନେ ସଫଳ ହେଇଯିବେ।

    • @pradiptaraymohapatra6236
      @pradiptaraymohapatra6236 3 месяца назад

      Yes I hope 🙏

  • @saratnayak1567
    @saratnayak1567 3 месяца назад +5

    Sir todays analysis is 100%correct.

  • @SusantaKumarSahu-nf6rx
    @SusantaKumarSahu-nf6rx 3 месяца назад +1

    ଆପଣ ଭଲ କରିଚନ୍ତି ସବୁକଥା ଜାଣନ୍ତୁ

  • @jogeswarisahu2527
    @jogeswarisahu2527 3 месяца назад +1

    ଯୋଉ ଭଳି ଅବ୍ୟବସ୍ଥା ଦୀର୍ଘ ବର୍ଷ ହେଲା ଗତ ସରକାରଙ୍କ ଦ୍ୱାରା ହୋଇଛି ସେସବୁ କଥା ଜାଣି ମୋହନ ସରକାରଙ୍କ ମୁଣ୍ଡ ବୋଧହୁଏ କାମ କରୁନି।

  • @susantasahoo9544
    @susantasahoo9544 3 месяца назад +1

    ନବୀନ ବାବୁ ଧନ୍ୟବାଦ।ଅବସର ପରେ ପୂର୍ଣ୍ଣ ନିଯୁକ୍ତି ସମାଜରେ ଏକ ମହାମାରୀ ରୋଗ ହୋଇଗଲାଣି।ଏହା ଫଳରେ ନୂତନ ନିଯୁକ୍ତି ପ୍ରତି ବାଧା ସୃଷ୍ଟି ହେଉଛି ।ଫଳରେ ଯୁବ ସମାଜ ନିଯୁକ୍ତି ନପାଇ ପଥଭ୍ରସ୍ତ ହେଉଛନ୍ତି ,ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଇଛି।

  • @ppsahoo123
    @ppsahoo123 3 месяца назад +2

    ଏ ଖଡାଖିଆ ବିଜେପି ଦଳ ଦ୍ବାରା କିଛି ହେଇପାରିବନି।

    • @shubhammohanty6199
      @shubhammohanty6199 3 месяца назад +1

      ତମେ ଦଳଟିଏ କରି ସେ ଓଡ଼ିଶାଦ୍ରୋହୀ ବିଜେଡ଼ି ଦଳର ପାପବୋଝ ନାଶ କର ଯଦି ତୁମଠି ଦମ୍ ଅଛି 😂

  • @susantapanda1314
    @susantapanda1314 3 месяца назад +1

    ଏକ ଦମ ସତ କଥା

  • @rahashyakatha9028
    @rahashyakatha9028 3 месяца назад

    ପ୍ରଭାକରଣ + ଅଶ୍ୱିନୀ ବୈଷ୍ଣବ +pk ମିଶ୍ର +ଧର୍ମେନ୍ଦ୍ର = ପାଣ୍ଡିଆନ ସିଷ୍ଟମ ପୁନଃ ଥଇଥାନ 😂😂😂😂 ନୋଟ କର ନୁଆ ଫର୍ମୁଲା

  • @niranjansahoo7732
    @niranjansahoo7732 3 месяца назад

    😊ଜୟ୍ ଜଗନ୍ନାଥ। ମୋହନ ସରକାର ଚାରି ଦ୍ଵାର ଖୋଲା ଗଲା। କିନ୍ତୁ ବେଦାନ୍ତ ନେଇଥିବା ଜଗନ୍ନାଥ ଙ୍କ ଅମୃତ ମଣୋହି ଜମି କେବେ ଫେରିବ ତାହା ବିଷୟରେ କିଛି କହିଲେ ନାହିଁ ଦାଦନ ଶ୍ରମିକ ସମସ୍ୟା ଉପରେ କିଛି କହିଲେ ନାହିଁ।

  • @PurnachandraBehera-if5tu
    @PurnachandraBehera-if5tu 3 месяца назад

    ଖାଲି transformetion ନୁହେଁ ଦୁର୍ନୀତିଆଉ ଏକ।

  • @JayakrishnaJena-r9t
    @JayakrishnaJena-r9t 3 месяца назад

    ଅମେକହିବୁ ଛ ତାଦର୍ ସବୁ ପାର୍ଟି ଏକଦର୍।ଲୋକଙ୍କ ଧାରଣା ବଦଳେଇବାକୁ ହେଲେ ପରିବର୍ତ୍ତନ ଆବଶ୍ୟକ।

  • @janardanpanda5378
    @janardanpanda5378 3 месяца назад

    ଗତ ସରକାର ଅମଳରେ ଯେଉଁ ପ୍ରକାର ଦୁର୍ନୀତି ଆଉ ପ୍ରଶାସନିକ ଅବ୍ୟବବସ୍ଥା ହୋଇଛି ତାହା ନୂଆଁ ସରକାର କୁ ସୁଧାରିବା ମୁସ୍କିଲି

  • @durgaprasadsamantaray7084
    @durgaprasadsamantaray7084 3 месяца назад

    ଆହେ ମୋହନ ଚରଣ, କିମ୍ପା ହେଉଛ ରଣଭଣ
    ତୁରନ୍ତ ପଦକ୍ଷେପ ନିଅ, ଅଫିସରଙ୍କୁ ବଦନାମ।

  • @mindfreshdilkhush8575
    @mindfreshdilkhush8575 3 месяца назад

    Sir ପ୍ରାଥମିକ ଶିକ୍ଷକ ନିଯୁକ୍ତି କାହିଁକି ସରକାର ତୋରଣିତ କରୁନାହାନ୍ତି ମୋହନ ସରକାର ( ହାଇୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ) ୟେ ବିଷୟ ରେ ଟିକି ଆଲୋଚନା କରନ୍ତୁ। ପିଲା school ଯାଇ ଖାଲି ବୁଲି ବୁଲି ଆସୁଛନ୍ତି ପଢ଼ା ପଡ଼ି ହେଇ ପାରୁନାହିଁ।

  • @Akb_learn
    @Akb_learn 3 месяца назад

    Sir ସତ କହିବେ ହୃଦୟରୁ,,, ଆପଣ Pandian ଙ୍କୁ ମିସ୍ କରୁଛନ୍ତି କି ନାଇ,,,,ଆଉ ସେମିତି କା views ଯାଉନି sir thats only for pandian 😮😮

  • @Akb_learn
    @Akb_learn 3 месяца назад

    Pandian ଙ୍କ ଫଟୋ thumbnail re ରଖିଲେ ହିଁ ଆପଣଙ୍କର 2 ଲାଖ views ଆରାମ ରେ ଯାଉଥିଲା,,,,,😮😮😮 i know u r missing pandian 😮

  • @MahavirMusicStudio-vj8yu
    @MahavirMusicStudio-vj8yu 3 месяца назад

    ଆପଣ ସବୁବଳେ ନିଛକ ସତକଥା କରିଥାନ୍ତି।ଏ ଅସତ୍ ଗୋଷ୍ଟିର ସତ୍ଯ ବିଚାରକୁ ଅପେକ୍ଷା କରୁଛୁ।

  • @Kancha_Lanka
    @Kancha_Lanka 3 месяца назад

    ମୁଖ୍ୟ ଶାସନ ସଚିବ ମୋନଜ ଆହୁଜା ବିଷୟରେ ଗୋଟେ ଭିଡିଓ କରନ୍ତୁ #ଓଡ଼ିଆ ଅସ୍ମିତା

  • @bhaskarkhara8448
    @bhaskarkhara8448 2 месяца назад +1

    Khub upojogi advice apanku koti koti pranam sir

  • @subashpatra6884
    @subashpatra6884 3 месяца назад +1

    6month.time.darkar..dhere.dhere.sabu.heba...24barasar.scam.ku..samaya.lagiba.

  • @JAGATJYOTIPRAKASHPATRA3030
    @JAGATJYOTIPRAKASHPATRA3030 3 месяца назад

    ନବୀନ ବାବୁ ଆପଣ ସବୁବେଳେ ନବୀନ ପଟ୍ଟନାୟକ ଙ୍କ ସରକାର କୁ ନେଇ ଅନେକ ଖରାପ ମନ୍ତବ୍ଯ ଦେଉଛନ୍ତି, ଯାହା ଲାଗୁଛି ଆପଣ ଗୋଦି ମିଡ଼ିଆ ହେଇଗଲେଣି! ସେ ଯାହା ବି ହଉ ନା କାହିଁକି ଆପଣ ଏହି ରାଜନୀତି ବିଶ୍ଳେଷଣ ନକରି ଟିକେ ହାଥରସ୍ ରେ ଘଟିଥିବା ଘଟଣା କୁ ବିଶ୍ଳେଷଣ କରନ୍ତୁ ସେଇଟା ଉଚିତ୍ ସାମ୍ବାଦିକତା ହେବ କିନ୍ତୁ ଆପଣ ତ ସବୁବେଳେ ସେଇ ନବୀନ ସରକାର ଏବଂ ମୋହନ ସରକାର ହେଉଛନ୍ତି ପୁଣି କେତେବେଳେ ପାଣ୍ଡିଆନ୍ ସରକାର! ସେଥିପାଇଁ ମୋ ମତରେ ଆପଣ ଏକ ସୁସ୍ଥ ସାମ୍ବାଦିକତା କରନ୍ତୁ ଏହିଭଳି ସାମ୍ବାଦିକତା ଆମେ ଆପଣଙ୍କ ପାଖରୁ ଆଶା କରୁନୁ!

  • @netajidash9367
    @netajidash9367 3 месяца назад +2

    ବଢ଼ିଆ ୱଜିବ ପ୍ରଶ୍ନରୁ ଆରମ
    ଭ ଆଜିର ଭିଡିଓ।

  • @basisthapradhan5159
    @basisthapradhan5159 2 месяца назад

    Sir ଭାରତରେ ଯଉ ଶିଖ୍ୟା ବିଭାଗ ରେ ଯଉ ଦୁର୍ନୀତି ହୋଇଛି ଟିକେ କୁହ

  • @ramachandrapanipani7424
    @ramachandrapanipani7424 3 месяца назад

    ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ଏ ଦୁର୍ବଳତା କାହିକି ?

  • @ramachandrapanipani7424
    @ramachandrapanipani7424 3 месяца назад

    ଓଡ଼ିଶାରେ ତାମିଲ୍ ଅଧିକାରୀଗଣ କାହିକି ରହିଛନ୍ତି ? ଭଲ ଓଡ଼ିଆ କ'ଣ ମିଳୁ ନାହାନ୍ତି ?

  • @anandachandrasahoo7377
    @anandachandrasahoo7377 3 месяца назад

    ପୁଣି ଜଣେ ଆଦିତ୍ୟ ମହାପାତ୍ର ନିଯୁକ୍ତି ପାଇଲେଣି

  • @trailokyanathpatra9696
    @trailokyanathpatra9696 3 месяца назад

    ମୁଁ ଭାବୁଛି ଭାଜପା ସରକାର ନିଶ୍ଚିନ୍ତ ଏହି କୋଳିଖିଆ ଅଫିସରଙ୍କୁ ବଦଳି କରିବେ।

  • @prafullsahoo3977
    @prafullsahoo3977 2 месяца назад

    ବୋଧହୁଏ ଓଡ଼ିଶାର ଦୁର୍ନୀତିରେ ବୀ ଜେ ପି ଭାଗିଦାରୀ ଅଛି କି?

  • @ramachandrapanipani7424
    @ramachandrapanipani7424 3 месяца назад

    ନିର୍ଭୟରେ ସଂପୂର୍ଣ୍ଣ ନିର୍ଭୟ ହୋଇ ଆପଣ ନବୀନ ଦାସ ଓଡ଼ିଶାର ପୂର୍ବ ସରକାରଙ୍କ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ନାମ ଘୋଷଣା କରିଦେଲେ ।

  • @kshirodkumarbehera5105
    @kshirodkumarbehera5105 3 месяца назад

    ଆପଣଙ୍କ ଏ ବକ୍ତବ୍ୟ ମୋହନ ସରକାର ଙ୍କ ପାଖରେ ପହଞ୍ଚେଇବାର ଆବଶ୍ୟକତା ନିହାତି ଜରୁରୀ।

  • @acharyauniversaltube7757
    @acharyauniversaltube7757 3 месяца назад

    ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ରେ ମଧ୍ୟ ସେନାବାହିନୀର ଜାଗାକୁ ମାଡିବସୁଛନ୍ତି। ଏଇ ଉତ୍କଳହସ୍ପିଟାଲ୍ ଜିଏ ବିଭାଗର , ଜିଏ୧୬,୧୭,୧୮,୧୯ କୁ ମାଡିବସି, ପାର୍କିଂ ଜାଗା ବନେଇ ଦେଇଛନ୍ତି। ସେମାନଙ୍କୁ ଅନୁମତି କିଏ ଦେଲା??? ଜିଏ ବିଭାଗ ??? କେମିତି ଦେଇପାରିଲେ ??? ସେଥେରେ ପାର୍କ ବନି ପାରିଥାଆନ୍ତା ।Defence property କୁ private property କେମିତି ବନେଇ ପାରିଲେ ??? ରାସ୍ତା ସବୁକୁ ମାଡିବସୁଛନ୍ତି। BMC କୁ କ'ଣ ଦେଖାଯାଉନି ??? ମାସକୁ ମାସ ଦରମା କାହିଁକି ନେଉଛନ୍ତି ??? ଏସବୁ ସମସ୍ୟାକୁ କିଏ ସମାଧାନ୍ କରିବେ ??????????

  • @BatakrushnaSwain-hj8qr
    @BatakrushnaSwain-hj8qr 3 месяца назад

    ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ବାବୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ସାହାସୀ ନୁହନ୍ତି। ତାଙ୍କ ଭଳି କାର୍ଯ୍ୟାନୁଷ୍ଠାନ ମୋହନ ବାବୁ ନେବେ ବୋଲି ବିଶ୍ବାସ ହେଉ ନାହିଁ।ମୋହନ ସରକାର ପସ୍ତେଇବେ।

  • @krushnakuna1341
    @krushnakuna1341 3 месяца назад

    ଲାଗୁଛି... ଭାଜପା ସରକାର ୫ବର୍ଷ ପାଇଁ ଓଡିଶା ଆସିଛି

  • @Rajanibiswal2024
    @Rajanibiswal2024 3 месяца назад

    ସାର୍ ନମସ୍କାର ମୋହନ ସରକାରଙ୍କୁ ଳଣେ ଅଦୃଶ୍ଯ ଶକ୍ତି କବଜା କରିନେଇ ଛନ୍ତି

  • @bijayakumarchoudhury959
    @bijayakumarchoudhury959 3 месяца назад

    ଏସବୁ ଅଫସରମାନେ ଗୋଟିଏ ଲାଉର ମଂଜି

  • @cksportsnews1748
    @cksportsnews1748 3 месяца назад

    ମୋହନ ବଦଳରେ ଅପରାଜିତା ମାମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭଲ ହୋଇଥାନ୍ତା, ଏତେବେଳକୁ କୁଆଡେ କଣ ହୋଇସାରନ୍ତାନି ସବୁ ବିଦା, ଆଉ ଓଡିଶା ଉଠିଥାନ୍ତା ପଡିଥାନ୍ତା

  • @gopinathmajhi1761
    @gopinathmajhi1761 3 месяца назад

    ଜଣେ ISA officer ପାଇଁ ହି ଦିଲ୍ଲୀ ମଦ scam ଖୁଲ ହେଇଚି। ତେଣୁନୂଆଁ ଅଫସରମାନ କୁ ସୁଜଗ ଦେବ ନିହାତି ଆବଶ୍ୟକ।

  • @sunakarpradhan2466
    @sunakarpradhan2466 3 месяца назад +1

    ଓଡ଼ିଆ କହି ପାରୁନଥିବ ବ୍ୟକ୍ତି ଅଜୋଗ୍ୟ ଓ ଚୋର ତାଙ୍କ ଦୁର୍ନୀତର ପରଦା ବାହାରକୁ ଆସିବା ଦରକାର ଧନ୍ଯବାଦ

  • @Nishi5555
    @Nishi5555 2 месяца назад

    କେତେଦିନ ଦରବାର??? ଖାଲି ଦରବାର ନା ସମାଧାନ.
    ପଂଜାବୀ ଲୋକକୁ ଚିଫ ସେକ୍ରେଟାରୀ କାହିଁ କରାଗଲା ତାଉପରେ ଦିନେ ଗୋଟେ ଅଧ୍ୟାୟ ହେଉ.

  • @urbiswal7369
    @urbiswal7369 3 месяца назад

    Nabin sir, ମୁଁ BJP ର ଜଣେ ବଡ଼ ପ୍ରଶଂସକ, କିନ୍ତୁ ଏବେ ଯାହା ଦେଖୁଛି ଏହା BJP ର First and Last Term. Bjp MLA, minister nka କାର୍ଯ୍ୟକଳାପ ସୋଭାନୀୟ ନୁହେଁ। ଚାରିଆଡେ ଅସନ୍ତୋଷ ର ବାତାବରଣ।

  • @ramachandrapanipani7424
    @ramachandrapanipani7424 3 месяца назад

    କହିବା ବେଳେ ଆପଣଙ୍କ ନାମଟି ଦେଖାନ୍ତୁ ।

  • @ManojKumar-wd3cc
    @ManojKumar-wd3cc 3 месяца назад

    ଓଡିଶା ର ନୁଆଁ ବିଜେପି ସରକାର ପୁରା inefficient and uncappable ଦୁର୍ନୀତି ବିରୁଦ୍ଧରେ କାର୍ଯାନୁଷ୍ଠାନ ନେବା ଲାଗି. ଆଉ ଆକ୍ସନ ନେବା ଲାଗି experience ଠାରୁ ଅଧିକ attitude ଦରକାର,ଯୋଉଟା ଏଏଇ ନୁଆଁ ବିଜେପି ସରକାର ପାଖରେ ନାହିଁ. ଏଏଇମାନେ ବିଜେଡି କୁ ଏବେ ବି ବହୁତ ଡରୁଛନ୍ତି.

  • @kamalakantadas6050
    @kamalakantadas6050 3 месяца назад

    ଏମାନେ ସିଧା ସଳଖ ରାଜନୀତି ମଧ୍ୟ କରୁଥିଲେ ।

  • @niranjanpanda8574
    @niranjanpanda8574 3 месяца назад

    ଆମକୁ ଧରିବାକୁ ପଡିବ ନୂଆ ବୋତଲ ପୁରୁଣା ମଦ।ଏଯାଏ ପୁରୁଣା ଅଫିସର ଅବସର ନେଲେ ନା ବଦଳି ହେଲେ। ଦୁର୍ନୀତି ବିଷୟରେବି ଚୁପ । ପାଣ୍ଡିଆନ ଫର୍ମୁଲା ଏଯାଏ କାମ କରୁଛି ।

  • @Tuludas-d6b
    @Tuludas-d6b 3 месяца назад

    ମୋହନ ମାଝୀ ଯଦି ପାରୁନାହାନ୍ତି ମୁଖ୍ୟ ମନ୍ତ୍ରୀ ରୁ ଇସ୍ତଫା ଦେଇଦିଅନ୍ତୁ କାରଣ ଆମକୁ ଲୁଟିଥିବା ଅଣ ଓଡିଆ ଙ୍କୁ ଯଦି ବିଦା ନକରୁଛ ଜୟନାରାୟଣ ମିଶ୍ର ଙ୍କୁ ମୁଖ୍ୟ ମନ୍ତ୍ରୀ କରାଯାଉ ସମସ୍ତ ଙ୍କୁ ସାବାଡ କରିଦେବ

  • @arjunanayak647
    @arjunanayak647 3 месяца назад +1

    ଯଦି mohanbhai କାହାର ପ୍ରରୋଚନାରେ ନବୀନ ଆଉ pandiyan ର bachaskar ଧୂର୍ତ୍ତ ଅଧିକାରୀ ମାନଙ୍କୁ ତଡ଼ି ପାରୁ ନାହାନ୍ତି, ତେବେ ସେ ଇସ୍ତଫା ଦେଇ ଅନ୍ୟ କୁ ଦାୟିତ୍ଵ ଦେଇ ଦିଅନ୍ତୁ। ଓଡିଶା ଲୋକ ଆଉ ଧୈର୍ଯ୍ୟ ଧରି ରହି ପାରିବେ ନାହିଁ। ଖାଲି ଫୁଲ ତୋଡ଼ା ଆଉ handshake କାମ ଛାଡି ପ୍ରକୃତ ଦାୟିତ୍ଵ ନିଭାଇ ନିଜକୁ ପ୍ରକୃତ ଶାସକ ର ପରିଚୟ ପ୍ରଦାନ କରନ୍ତୁ ଚନ୍ଦ୍ରବାବୁ ନାଇଡୁ ଙ୍କ ଭଳି।

  • @kamarajjena5461
    @kamarajjena5461 3 месяца назад

    Sir, ମୋହନ ବାବୁ ବୋଧ ହୁଏ ପାରିବେନି. He is not active as a updated politician. ଏମିତି ଚାଲିଲେ ମୋହନ ବାବୁ image ହରାଇବେ, ବିଜେପି ବଦନାମ ହେବା ସଂଗେ ସବୁଦିନ ପାଇଁ ଓଡିଶା ରୁ ଲିଭିଯିବ, ମୂଳପୋଛ ହୋଇଯିବ

  • @silvelineemotors
    @silvelineemotors 3 месяца назад

    ବିଜେପି ସରକାର ଙ୍କୁ ଅନୁରୋଧ ସାଧାରଣ ଜନତା ଙ୍କୁ ଦେଖନ୍ତୁ ଯଦି ଦୀର୍ଘକାଳୀନ ଶାସନରେ ରହିବାକୁ ଚାହାନ୍ତି । ସରକାରୀ ଅଧିକାରୀଙ୍କ ସ୍ୱାର୍ଥକୁ ଦେଖିଲେ ସେହି ଅଧିକାରୀମାନେ ସରକାରଙ୍କୁ ଅସୁବିଧାରେ ପକାଇଦେବେ । We want BJP Govt for long term. ସୁଶାସନ ର ଆବଶ୍ୟକ ଆବଶ୍ୟକତା ଅଛି ।

  • @sureshchandradash6900
    @sureshchandradash6900 3 месяца назад

    ସବୁ କଥା ଛାଡ଼ନ୍ତୁ, ନୂଆ CM ଚାକିରୀରୁ ଅବସର ପରେ ଚାକିରୀରେ ଥିବା ଚାମଚା କର୍ମଚାରୀଙ୍କୁ ଯଥାଶୀଘ୍ର ବିତାଡିତ କରନ୍ତୁ, ବର୍ତ୍ତମାନ ଅବସର ନେଉଥୁବା କୌଣସି କର୍ମଚାରୀଙ୍କୁ extension କରନ୍ତୁ ନାହିଁ, ଏହା କଲେ ବଡ ବାମ୍ଫ ନେବେ.

  • @ManojKumarSamal-uu4bz
    @ManojKumarSamal-uu4bz 3 месяца назад

    ଲକ୍ଷ୍ମୀ ଵସ୍ କେମିତି ଚାଲିବ ଚିନ୍ତା ନକରି କେବଳ କଲର ବଦଳାଇ ଦେଲେ ଚଳିବନି। ବିହାର ୧୨ଜଣ ସାଂସଦ ଦେଇ ନିତୀଶ ବାବୁ ଆଗରେ କିନ୍ତୁ ଆମେ ୨୦ଜଣ ସାଂସଦ ଦେଇ ଆମ ମୋହନ ବାବୁ ପଛରେ । ଏହାହିଁ ସବୁଠାରୁ ବଡ ଦୁର୍ଭାଗ୍ଯ।।।।

  • @santoshkumardas4517
    @santoshkumardas4517 3 месяца назад

    ଶୁଏକାଠି OMC କେଳେଙ୍କାରୀ,ଉଲଟ -ପାଲଟ -ନିର୍ମଳ (ହେବ କଣ?)

  • @Manoranjansahoo34680
    @Manoranjansahoo34680 3 месяца назад +1

    ଆପଣଙ୍କ ଉପସ୍ଥାପନା ବାବଦରେ ତ କହିବିନାହିଁ, କାରଣ ତାହାତ ସମସ୍ତଙ୍କ ଦ୍ୱାରା ଆଦୃତ, ଆମ କାମ ଆମେ କରିଛୁ କିନ୍ତୁ ଏବେ ମୋହନ ସରକାରଙ୍କ ଦାୟିତ୍ୱ ସେ କିପରି ସରକାର ଓ ଶାସନ ଚଳାଇବେ, ଯଦି ଭଲ କରନ୍ତି ଆଗକୁ ଭେଲ କଲେ ପଛକୁ ବିଚାର ତାଙ୍କ ଉପରେ ଛଡ଼ାଯାଉ, ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏

  • @udayalima9094
    @udayalima9094 3 месяца назад

    ଜୟ ଜଗନ୍ନାଥ🙏 ଆପଣ ଦୀର୍ଘାୟୁ ନୀରୋଗ ରହି ଏମିତି ଏପସୋଡ୍ କରୁଥାନ୍ତୁ ଏହା ମୋର ପ୍ରାର୍ଥନା🙏 ଶୁଭ କାମନା🎉

  • @MrutyunjayaPanda-o5v
    @MrutyunjayaPanda-o5v 3 месяца назад

    ଏଥିରୁ ଜଣାଯାଏ ଯେ ମୂକ୍ଷ ମନ୍ତ୍ରି ଙ୍କୁ ଶାସନ ର ବିଧି ଜଣାନାହିଁ, କିମ୍ବା କେନ୍ଦ୍ର ସରକାର ଚାପରେ ଚୁପ୍, ନଚେତ୍ ଅଫିସର ଙ୍କୁ transfer କରି କୌଣସି ବଡ଼ ପଦବୀ ଦେବା ଅନୁଚିତ୍ ଓ ଓଏଏସ ଅଫିସର ଙ୍କୁ ମଧ୍ଯ powerless post ରେ ଅବସ୍ଥାପିତ କରି ଅନ୍ୟାୟ ର ତଦନ୍ତ ଆରମ୍ଭ କରନ୍ତେ

  • @chhabindramansingh73
    @chhabindramansingh73 3 месяца назад

    ନିର୍ଭୟ କଥାନୁଯାଇ bjp ହେଉଛି ବଡ଼ ହାରାମି ସର୍କାର, ଲୋକ ଭୋଟ ଦେଇଥିଲେ bjd ସର୍କାର ର ଦୁର୍ନୀତି କୁ ପର୍ଦାଫାଶ କରି ଦଣ୍ଡଦେବେ, ଲୋକଙ୍କ ବିକାଶ କରିବେ, ଶୁଭଦ୍ରା ଯୋଜନା ଭତ୍ତା ବଢ଼େଇ ବାପାଇଁ ନୁହେଁ, ଜଦି ଏମିତି ଶାସନ bjp କରେ ତେବେ ଲୋକ ପୁଣି ଗୋଇଠା ମାରି ତଡ଼ିବେ, ସୁଧୁରିଜା bjp

  • @debaprasaddash3878
    @debaprasaddash3878 3 месяца назад

    ଯୋଉମାନେ ଅବସର ପରେ, ମୃତ୍ୟୁ ଅପେକ୍ଷାରେ ଘରେ ଅଛନ୍ତି, ସେହି ଅଫିସରମାନଙ୍କୁ ଆଣି ଚାକିରି ଦିଆଯାଉ। ସେମାନଙ୍କ ଠାରୁ ଯୋଗ୍ୟ ଆଉ କେହି ନ ଥିବେ। ସେମାନେ ଆଣ୍ଠେଇକି, ଘୁଷୁରିକି, ହ୍ବିଲ୍ ଚେୟାରରେ, ୱାକିଙ୍ଗ ଷ୍ଟିକ ଧରି ଆସନ୍ତୁ ପଛେ, କିନ୍ତୁ ଆସନ୍ତୁ ଓ କାମ କରନ୍ତୁ। ଓଡ଼ିଶା ଶାସନ ଦଉଡ଼ିବ ଜୋରରେ।

  • @rabindrakumarpanda1328
    @rabindrakumarpanda1328 3 месяца назад +1

    Chief Minister is innocent.Please help him and save him from pandu poison.

  • @ashokbehera-qz1xh
    @ashokbehera-qz1xh 3 месяца назад

    ନବୀନ ପଟ୍ଟନାୟକଙ୍କ ଇନ୍ଦ୍ରପ୍ରସ୍ତ ରାଜ୍ୟ ରେ ପାପୀ ଦୁର୍ଯୋଧନ ର ଆକ୍ରମଣ କରିଛି,,, ସମଚକ୍ରରେ ସବୁ ଠିକ୍ ହୋଇଯିବ,,, ଏ ଭଳି ଫାଲୁତୁ ମୋବାଇଲ ଭିଡିଓ ର ଆଙ୍କର ମିଛ କହୁଥିବାରୁ ତାକୁ ଭଗବାନ କଥା ବନ୍ଦ କରିବା ବ୍ୟବସ୍ଥା କରିପାରନ୍ତି