"ସେ କହିଲେ ମୁଁ ଗୋଡ ଧରିବି, ତାଙ୍କ ହାତରୁ ଚାପୁଡା ଖାଇବାକୁ ବି ରାଜି... କିନ୍ତୁ ମତେ ବଦନାମ କରନ୍ତୁନି" : ସସ୍ମିତା

Поделиться
HTML-код
  • Опубликовано: 16 янв 2025

Комментарии • 2,2 тыс.

  • @djratha5258
    @djratha5258 Год назад +1600

    ରାହୁଲ୍ ଭାଇକୁ କିଏ କିଏ ଭଲ ମଣିଷ ବୋଲି ହୃଦୟରୁ ଭାବୁଛନ୍ତି Like କର

  • @suranjanpradhan1971
    @suranjanpradhan1971 Год назад +506

    ତୁମେ ଜାଣିନ ଭଉଣୀ । ରାହୁଲ୍ ଭାଇ ଜଣେ ଦେବତା ପରି ମଣିଷ ।

    • @baikunthabehera3971
      @baikunthabehera3971 Год назад +1

      Ki balla prahasan chalichi athhi

    • @rudranshsekharnaik1229
      @rudranshsekharnaik1229 Год назад +1

      ଏ ଭିକାରୁଣି କେବେ ଭଲ ଭଉଣୀ ହେଇ ପାରିବନି। ୟେ ସ୍ବାର୍ଥ ପାଇଁ ଗୋଡ ଧରିବା କୁ ବାହାରିଛି।ସମ୍ପର୍କ ପାଇଁ ନୁହେଁ।

    • @rajibmishra3228
      @rajibmishra3228 Год назад

      ​@@rudranshsekharnaik1229 right

  • @jyotistatus4751
    @jyotistatus4751 Год назад +728

    ରାହୁଲ ହେଉଛି ଭଲ ପିଲା

  • @Niki_kanha
    @Niki_kanha Год назад +42

    ରାହୁଲ୍ ଭାଇ you are great...... ସମସ୍ତେ ଆପଣଙ୍କ ସପକ୍ଷରେ ❤️.....ସତ୍ୟର ଜୟ

  • @p--td9vv
    @p--td9vv Год назад +209

    ରାହୁଲ ଏ ଭିକାରୁଣି ପାଖକୁ ଆସନି। ତୁମର ଜୀବନରେ ଶନି ତା ପାଖକୁ ଆସନି ପୁଅ ରାହୁଲ ମୋର ଅନୁରୋଧ ତୁମକୁ

  • @kamalmajhi2291
    @kamalmajhi2291 Год назад +496

    ରାହୁଲ ଜଣେ ଭଲ ପିଲାଟିଏ...

  • @Sasmita-wt5gh
    @Sasmita-wt5gh Год назад +761

    କେତେ ଜଣ ଆର ନାଟକ ବୁଝିପାରୁଛନ୍ତି ହେଇଯାଉ ଗୋଟେ👍

    • @ranjukathua4149
      @ranjukathua4149 Год назад +14

      Sabu natak baji

    • @user-TRADE-WITH-ADK
      @user-TRADE-WITH-ADK Год назад

      ​@@ranjukathua4149hn bhai ki maya KUMVIRA kandana😂😂 recording viral hela ebe camera agare kandiki acting karuchi😂😂😂😂eita naguni MAYABINI vika bi MILIBANI yaku😂yaa voice nuha kahuchi ki mays re baba

    • @tudustar5425
      @tudustar5425 Год назад +5

      Nijo nijo trp pain somoste busy

    • @sarahanshda1191
      @sarahanshda1191 Год назад

      H HR @@ranjukathua4149 till )

    • @ritanjalimuduli5195
      @ritanjalimuduli5195 Год назад +12

      କେତେ ନାଟକ କରୁଚି ଛି

  • @sanjayanaik5483
    @sanjayanaik5483 Год назад +516

    ହେଲା ରାହୁଲ ଭାଇ ଆପଣ ଏମିତି ଲୋକ ମାନଙ୍କ ସହ ଦୂରେଇ ରୁହନ୍ତୁ ।

  • @dipansahoo8600
    @dipansahoo8600 Год назад +42

    ଧନ୍ୟ ଏ କ୍ୟାମେରା କେବେ ସଜାଡି ଦେଉଛି କେବେ ବିଗାଡି ଦେଉଛି ଆଗକୁ ସାଧୁ ଲୁଚି ଯିବେ 🙏🙏🙏

  • @anathnayak
    @anathnayak Год назад +11

    ସସ୍ମିତାପୁଣି ଥରେ ସିଙ୍ଗର ହିସାପରେ ଆସିବା ଉଚିତକି ହଁ କି ନା ଯଦି ନା ଗୋଟେ like ଦେବେ ଆପଣମାନେ 😢😢😢

  • @jajatikesharinaik8955
    @jajatikesharinaik8955 Год назад +45

    ଯଦି ରାହୁଲ ଭାଇ ତତେ ଭିକ ମାଗିବାକୁ ରାସ୍ତାରେ ଛାଡି ଚାଲିଆସିବା ଥିଲା ରାହୁଲ ଭାଇ ବହୁତ ଭଲ ଆଜି ତୋ ପାଇଁ ବହୁତ କଥାଶୁଣି ଛନ୍ତି ତୋର ଭିକ ମାଗିବାର ଥିଲା ତୋତେ ଆଣି କି ଭୁଲ କରିଛନ୍ତି
    ରାହୁଲ ଭାଇ ବହୁତ ଭଲ 🙏🙏🙏

  • @saritayadav-vi4tr
    @saritayadav-vi4tr Год назад +324

    ରାହୁଲ ଭାଇ ବହୁତ ଭଲ ମଣିଷ ଟିଏ, କାହିଁ କି ଏ ଭିକାରୁଣୀ କୁ ରାସ୍ତା କଡ଼ରୁ ଆଣି, ତାଙ୍କ ମୁଣ୍ଡ ଦୁଃଖ ରେ ପଡିଯାଇଛି କେ ଜାଣି, ସିଏ ଯେଉଁ ଯେଉଁ ରାସ୍ତାରେ ଥିଲା ଭଲ ଥିଲା ରାହୁଲ ଭାଇ....

    • @KalucharanSahoo-ps9mm
      @KalucharanSahoo-ps9mm Год назад +1

      Bhai tume bujhi paruna sasmita ra kichhi bhul nahin ehar natak karichhanti ketek khala prakrutira loka

    • @RajasmitaMohanty
      @RajasmitaMohanty Год назад +2

      ​@@KalucharanSahoo-ps9mmଆଛା ଗଣମାଧ୍ୟମ ରେ ଏମିତି ରାହୁଲ ବିରୋଧ ରେ ଯୋଉ ନାଟକ କରି ମିଛ କହୁଥିଲା ଏ ଭିକାରୁଣୀ ସେତେବେଳେ କଣ ଜାଣିନଥିଲା ଯିଏ ତାକୁ ଦୁନିଆ ରେ ପରିଚିତ କରେଇଲା ଶେଷ ରେ ତାକୁ ବଦନାମ କଲା
      ଆଉ ଏ ଚୋର ଜାରଜ ବାବୁ , ସୁବାସ ହେଲେ ଖଳ ନାୟକ ସେଇମାନେ ସସ୍ମିତା କୁ ମନ୍ଦ ଉଦ୍ଦେଶ୍ୟ ରେ ବ୍ୟବହାର କରୁଛନ୍ତି
      ଆଲୋ କଳଙ୍କିନି ଭିକାରୁଣୀ ତତେ ଲିଙ୍ଗରାଜ ଉଚିତ ଦଣ୍ଡ ଦେବେ

    • @bhaifansodiya
      @bhaifansodiya Год назад

      Right

    • @sandhyamaharana1357
      @sandhyamaharana1357 Год назад

      @@KalucharanSahoo-ps9mm arey, se ki toda dekhauthilaa, jemti ki se bht bada celebrity,bht bada singer ..bap re.manibaku padiba 👏👏

    • @KalucharanSahoo-ps9mm
      @KalucharanSahoo-ps9mm Год назад

      Chhada se katha Bhai bhauni ra sampark rahu,Jay Jagannath

  • @bijaykumarexpress4u519
    @bijaykumarexpress4u519 Год назад +251

    ସବୁ ନିଜ ହାତରେ ସାରି ଦେଇଚୁ.... ଏବେ ଆଗ ପରି ହେବ ନାହିଁ ଯେତେ ଯାହା ହେଲେବି.....

  • @ReenaRautaray-g1l
    @ReenaRautaray-g1l 10 месяцев назад +2

    ଭଲ ଗୀତ ଗାଇବା ସହ, ଭଲଭାବରେ କାନ୍ଦିବା ର ଅଭିନୟ ମଧ୍ୟ କରୁଛନ୍ତି

  • @JPTPRODUCTIONJPTPRODUCTION
    @JPTPRODUCTIONJPTPRODUCTION Год назад +4

    ରାହୁଲ୍ ବାବୁ ୟାଠୁ ଦୁରେଇ ରୁହନ୍ତୁ ଏଇଟା ମୋ ଅନୁଭୁତି ରୁ କହୁଛି ହଠାତ୍ ମିଡ଼ିଆ ଆଗରେ କ'ଣ ନାଇଁ କଣ କତେଵେଳେ କହୁଛି ଫସିଜୀଵେ ମୁଁ ସବୁ ନିୟୁଯ ଦେଖିଛି କାନ୍ଦିବା ଅଭିନୟ ବି ଭଲ ହେଉଛି ତୁମ୍ଭଠାରୁ ଯଦି କେହି ବେସି ସାହାଯ୍ୟ କାରୀ ପାଇ ଜୀବ ତାହେଲେ ସେ ତୁମକୁ କାଠ ଗାଡାରେ ଠିଆ କରିବା ପାଇଁ ପଛେଇଵନି🙏🙏

  • @RomanticSatya3
    @RomanticSatya3 Год назад +36

    ରାହୁଲ ଭାଇ ସପୋର୍ଟ କେତେ ଜଣ କର

  • @abhimanyusing6274
    @abhimanyusing6274 Год назад +219

    ରାହୁଲ ଭାଇ ବହୁତ ଭଲ❤❤❤❤❤

  • @santosh-creation
    @santosh-creation Год назад +53

    ରାହୁଲ ଭାଇ ବହୁତ୍ ଭଲ ବୋଲି ପ୍ରେସ ରେ କାମ କରୁଛନ୍ତି ଭୁଲ ସବୁ ୟେ ଝିଅ ରେ ସବୁ ତମ ନମ୍ୱର ରୁ କଲ ଯାଇଛି ସବୁ ଅନୁସନ୍ଧାନ କରାଯାଇଛି।।।

  • @sibangidas-bw1ko
    @sibangidas-bw1ko Год назад +2

    ରାହୁଲ ଭାଈ plz ଏ ମାୟାବିନୀ
    କଥାରେ ପଡନୀ

  • @sumantamahapatra2055
    @sumantamahapatra2055 Год назад +29

    ନିଉଜ୍ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ଏ ପ୍ରକାର ନିଉଜ୍ ଦେଖାନ୍ତୁ ନାହିଁ ! ଏହାର ଖରାପ ପ୍ରଭାବ ସମାଜ ଉପରେ ପଡୁଛି ! ଜୟ ଶ୍ରୀରାମ !

  • @Likun12373
    @Likun12373 Год назад +224

    ତମକୁ ସେ ରାସ୍ତା କଡ ହିଁ ଠିକ୍। ଯୋଉ ଜିନ୍ସ ସହଜର ମିଳେ ଲୋକ ତାର ମୂଲ୍ୟ ବୁଝନ୍ତିନି।

  • @Dancerorphan
    @Dancerorphan Год назад +117

    ଏ ନାରୀକୁ ବିଶ୍ୱାସ ନାହିଁ.. କାଲି ବଡ଼ ବଡ଼ କଥା କହୁଥିଲା..ମାୟାବିନୀ

  • @Sasmita-wt5gh
    @Sasmita-wt5gh Год назад +118

    ସେ ଯଉ କାନ୍ଦୁଚି ସେଇଟା ତାର ନାଟକ ତାକୁ ସମସ୍ତେ ଖରାପ୍ କହିଲେ ବୋଲି ମିଡ଼ିଆ ଆଗରେ ଝଗଡ଼ା କରୁଥିଲା

  • @lilysahoo1648
    @lilysahoo1648 Год назад +36

    ସସ୍ମିତା ଗୀତ ଗାଇବା ସହ ଭଲ କାନ୍ଦିବା ଅଭିନୟ କରିପାରୁଛନ୍ତି କେତେ କଥା ରାହୁଲ ଭାଇକୁ ଆଉ କହି ଥାନ୍ତ

  • @AmithDangri
    @AmithDangri Год назад +9

    ରାହୁଲ୍ ଭାଇ ବହୁତ ଭଲ

  • @GKChallenge-yr1rc
    @GKChallenge-yr1rc Год назад +42

    ରାହୁଲ ଭାଇ ଭଲ ମଣିଷ ଟିଏ

  • @CHANNEL-wo9bg
    @CHANNEL-wo9bg Год назад +72

    କାହା କୁ ସାହାଯ୍ୟ କରି ବାର ନାହିଁ...... ନିଜ ହିସାବ ରେ ରହି ବା ର ଅଛି

  • @lopamudramahanta8941
    @lopamudramahanta8941 Год назад +168

    ନିଜୋ ସ୍ବାମୀ ର ଗୋଡ଼ ଧରିକି କ୍ଷମା ମାଗନ୍ତୁ ଆଗ,ଯେ ସ୍ବାମୀ ର ହୋଇପାରିନି ସେ କାହାର ବି ହେଇପାରିବ ନାହିଁ,

    • @debasishnanda9273
      @debasishnanda9273 Год назад +1

      Right

    • @niranjandas3844
      @niranjandas3844 Год назад

      @@debasishnanda9273 vikamagebe

    • @chanchalajena3706
      @chanchalajena3706 Год назад +1

      ପୁରା ସତ,

    • @chanchalajena3706
      @chanchalajena3706 Год назад +1

      ତୁ ମାରିଯା ଲୋ ନାଟ କରନା ତୁ କିଏ କି ତାର ?

    • @shakti409
      @shakti409 Год назад

      Tu kie kahibaku be.Taa personal matter re .Kichi n bujhi galat comment kariba thik nuha 😡

  • @PrtimaMaity
    @PrtimaMaity Год назад +9

    ରାହୁଲ୍,,,ଭାଇ,,ବୋହୁତ୍,,ଭଲ❤❤❤❤

  • @jyoshnasomething2005
    @jyoshnasomething2005 Год назад +17

    ବାବୁ sir ଆପଣ ତ ସେଦିନ ରାହୁଲ ଙ୍କ ବିଷୟରେ ବେଶ କିଛି କହିଥିଲେ, ଆଜି କଣ ପୁଣି ପୋଥି ଓଲଟିଗଲା, ଏତେ ସବୁ ଡ୍ରାମାର ସୂତ୍ରଧର ଆପଣ ମାନେ,

    • @princemaahi1663
      @princemaahi1663 Год назад +1

      You r right angel

    • @sonimeghq7687
      @sonimeghq7687 Год назад +1

      Ye sala yellow shirt sabu natara gobardhan ye gote vedio re bahut gapuchhi rahul bhai kahaku kichhi nakahi chup rahichhanti rahul bhai bahut enocent

  • @santoshkumarnayak2143
    @santoshkumarnayak2143 Год назад +86

    ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲେ ଅବସ୍ତା ହୁଏ 🚩🚩

  • @kamalsahoo3966
    @kamalsahoo3966 Год назад +62

    ରାହୁଲ ଭାଇ ଜଣେ ମହାନ୍ ଦୟାଳୁ ବ୍ୟକ୍ତି 🌹🌹🌹🌹🌹🌹🌹

  • @Ashoksahu690
    @Ashoksahu690 Год назад +46

    ମୁଁ ଆଗରୁ କହୁଛି ସୁସ୍ମିତା ଗୋଟେ ବହୁରୂପୀ ବାକି ରହିଲା ଆଉ ସବୁ ରୂପ ଦେଖିବାକୁ 😀😀👍

  • @Invinciblesone
    @Invinciblesone Год назад +8

    ରାହୁଲ ଭାଇ କାହିଁକି ଯିବେ ସେ ଝିଅ ପାଖକୁ ସେ ଝିଅ କଣ ଭୁଲ୍ ମାଗିବାକୁ ଯାଇ ପାରିବନି ରାହୁଲ ଭାଇ ପାଖକୁ

  • @happypani-bapi
    @happypani-bapi 8 месяцев назад

    ନା ନା ଏଝିଅକୁ ଆଗକୁ ଜିବା ପାଇଁ ବାଟ ଦେଖେଇ ରାହୂଲୁ ଭୁଲୁ କରିଛି ଏ ଶାଳିକୁ ଭଲଗତି ନାହିଁ

  • @itiluckylife7716
    @itiluckylife7716 Год назад +18

    ଗୋଇଠା ମାରି ସାରିବା ପରେ ବିଷ୍ଣୁ କହିଲେ କିଛି ଲାଭ ନାହିଁ ସସ୍ମିତା ଗୀତ ଗାଈ ଆଗକୁ ଯାଉଛି ଯଦି ଯାଉ ଯିଏ ରଖୁଛି ରଖୁ ହେଲେ ରାହୁଲ ଭାଇ ପୁଣି ଥରେ ୟା ସହିତ ମିଶିକି କାମ କରିବା ଟା ଠିକ ହେବନି

  • @mr_krrishvlog554
    @mr_krrishvlog554 Год назад +74

    ନାରୀ ମାୟା କୋଈ ନେହିଁ ପାୟା... ଏଥିରେ ମୁଁ ସବୁ ନାରୀ ମାନଙ୍କୁ ଦୋଷ ଦଉନି... But ରାହୁଲ ଭାଇ is best

  • @parbatimishra8684
    @parbatimishra8684 Год назад +62

    ଭୁଲ ମାଗିଲେ ଆଉ କିଛି ଲାଭ nahi ତୁ ଯାହା khichu ତାର ପ୍ରl ୟସ୍ଚି ତ ନାହିଁ
    God bless you Rahul

  • @dravaranibal590
    @dravaranibal590 Год назад +16

    ରାହୁଲ ତୁମକୁ ମା ତାରିଣୀଙ୍କ ରାଣ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଣ ଏ ସ୍ତ୍ରୀ ଠାରୁ ଦୂରରେ ରୁହ, ମୋର ଅନୁରୋଧ God bless you Rahul

  • @trusaranisethi4288
    @trusaranisethi4288 Год назад +44

    ନା ନା ଆଉ ଏଇ ଝିଅକୁ କ୍ଷମା କରନି, ଏମିତି ବି ହେଇପାରେ ଏଇ କାନ୍ଦିବା ପଛରେ ଅଲଗା କିଛି ଉଦେଶ୍ୟ ଥିବ... ରାହୁଲ ଭାଇ ଙ୍କ ପରି ମଣିଷ ଯିଏ କି ଦେବତୁଲ୍ୟ ତାଙ୍କୁ ବଦନାମ କରିଦେଲା ଏଇ ଝିଅ.... ସେ ଯାହା ବି ହେଉ ଭାଇ ଦେବତୁଲ୍ୟ ଥିଲେ, ଏବେ ବି ଅଛନ୍ତି ଆଗକୁ ମଧ୍ୟ ରହିବେ... ତୁ ତୋ ଜାଗାକୁ ଫେରି ଯାଆ ଲୋ ମା 🙏ଭଗବାନ ଦେଇଥିବା ଏତେ ସୁନ୍ଦର ସୁବର୍ଣ୍ଣସୁଯୋଗ ତୁ ବୁଝିପାରିଲୁନି.. ତୁ ତୋ ପୁରୁଣା ସ୍ଥାନ କୁ ଫେରି ଯା ଆଉ ତୁ emotional black mail କରେନା ଭାରି ବିରକ୍ତି ଲାଗିଲାନି.....

  • @gangag4676
    @gangag4676 Год назад +153

    ସସ୍ମିତା ତୁମର କୁ କର୍ମ ଫଳ ଶୀଘ୍ର ମିଳିଯିବ ଵ୍ୟସ୍ତ ହୁଅନି

  • @manumalik-lh9rv
    @manumalik-lh9rv Год назад +8

    ରାହୁଲ୍ is best ମଣିଷ

  • @p--td9vv
    @p--td9vv Год назад +12

    ଏ କୋଉ ଭ ଉଣି ରେ ଯାଇ। ଭାଇକୁ କହୁଛି କିଳା ନବ ହୁସିଆର ରାହୁଲ ନାଗୁଣି ପାଖକୁ ଆସନି। ତୁମ ଯିବନ ନେଇଯିବ ଏ କାଳର କାଳ

    • @ranjankumarnayak1211
      @ranjankumarnayak1211 Год назад

      ତାର ଏହି ଗୁଣ ଯୋଗୁଁ ତା ଘଇତା ଗୋଟିଏ ଛୁଆ ଗଳେଇ ଦେଲା ପରେ ଛାଡ଼ି ଦେଇଥିଲା

  • @Surendra0707
    @Surendra0707 Год назад +4

    God bless you Rahul brother

  • @sureshofficial563
    @sureshofficial563 Год назад +39

    ଆର ନାଟକ ବହୁତ ହେଇଗଲା ମ ଭୁଲ କରିବ ଆଗ ଆଉ ଏବେ ଗୋଡ଼ ଧରିକି କ୍ଷମା ମାଗିବ /ରାହୁଲ ଭାଇ ଭଳିଆ ପିଲା ପାଇବନି ଦୁନିଆ ରେ

  • @santosh-creation
    @santosh-creation Год назад +41

    ମାଙ୍କଡ ହାତରେ ଶାଳଗ୍ରାମ ଦେଲେ ଯାହା ହୁଏ

  • @DharbenDigi6478
    @DharbenDigi6478 Год назад +104

    ତୋ ପାଇଁ ବେଈମାନ,ଠକ,ହାରାମି,କଣ ପାଇଁ ତୋ ସହିତ କଥା ହେବେ,,ରାହୁଲ ଭାଇ ଆମ ପାଇଁ ଠିକ ତୋ ପାଇଁ ସୈତାନ,,,!!

  • @dravaranibal590
    @dravaranibal590 Год назад +2

    ତୁ ଯୁଆଡେ ଯାଉଛୁ ଯା, Rshul ନାଁ ତୋ ମୁହଁରେ ନେନା, ପାପୀ

  • @bishnumadkami6453
    @bishnumadkami6453 Год назад +1

    Rahul bhai is best

  • @swatismitakarmi5885
    @swatismitakarmi5885 Год назад +46

    ତତେ ଲଜ୍ୟା ଲାଗୁନି ଏମିତି କହୁଚୁ ........ରାହୁଲ ଭାଇ ପାଇଁ ପରା ତତେ ଲୋକ ମାନେ ଜାଣିଲେ ........

  • @DharbenDigi6478
    @DharbenDigi6478 Год назад +42

    ତୋ ପାଇଁ ସେଇ ରାସ୍ତା କଡ଼ ଠିକ,ତୁ ସେଠିକି ଯା,,,,

  • @sushantabehera2471
    @sushantabehera2471 Год назад +74

    ଭିକ ମାଗିବା ତୋ ଭାଗ୍ୟରେ ଲେଖା ମଣିଷ ଚାହିଁଲେ ବି ବଦଲେଇ ପାରିବନି

    • @niharranjan1009
      @niharranjan1009 Год назад +1

      Ya pain gote new song lekha jau bhai.Bhika to bhaya re kekha, bhika to bhagya re lekha😂😂

    • @rajashreepradhan9275
      @rajashreepradhan9275 Год назад +1

      Bhika na magi kichhi kama kar,... Hata ,goda ta thik achhi😅😅😅

  • @saminabegum605
    @saminabegum605 Год назад +5

    Rahul reporter is good .He is very good human being.

  • @mahadevsingh4659
    @mahadevsingh4659 Год назад +2

    କ୍ଷମା ମାଗିବା ଆଉ ଯୋଗ୍ୟ ନୁହେଁ , ଭାବିଥା ବର୍ତ୍ତମାନ ସମୟର ରାନୁ ମଣ୍ଡଳ ସାଜିଲୁ

  • @gurudebmatia3157
    @gurudebmatia3157 Год назад +51

    ତୁ ଗୋଟେ ପଡ଼ା ମୁହିଁ,,, ତୁ ରାସ୍ତା ରେ ହିଁ ରହିବା ଦରକାର,,,, ବାବୁ ଭାଇ ସବୁ ନାଟ ର ଗୁରୁ

  • @prasad02488
    @prasad02488 Год назад +140

    ଗତ କାଲି ରାହୁଲ ଭାଇ ଙ୍କ news ଦେଖିକି ଆମ ଆଖିରୁ ଲୁହ ଝରିଗଲା! ତୋତେ ରାହୁଲ ଭାଇ ଏତେ ଉପରକୁ ନେଲେ ଯେ ସାରା ଓଡ଼ିଶା ର ଲକ୍ଷ୍ୟ ଲକ୍ଷ୍ୟ ଲୋକ ଦେଖୁଛନ୍ତି ଛି ଛି ଦାରି ଵିଆ ଚୋଡ଼ି! ଶେଷରେ ତୁ ଏୟା କରିଲୁ, ଆଉ ହଁ ଗୋଟେ କଥା ମନେ ରଖିଥା ଗୋଟେ ସରଳ ନିରୀହ ମଣିଷ ର ଆଖିରୁ ଲୁହ ଝରେଇଚୁ ଭଗବାନ ତୋତେ କେବେବି କ୍ଷମା କରିବେନି 🙏🙏

  • @MonaranjanBehera-ri2nb
    @MonaranjanBehera-ri2nb Год назад +42

    ରାହୁଲ ପରି ପିଲା ଦୁନିଆରେ ନାହାନ୍ତି because se gates ଭିକାରୀ କୁ ରାସ୍ତା ଦେଖାଇ ଥିଲେ ବୁଝିଲାନି ତାର ମୂଲ chhindali ଛି

  • @kausalyajena9491
    @kausalyajena9491 Год назад +1

    Rahul is great prasan

  • @DipuKumar-tl7qc
    @DipuKumar-tl7qc Год назад +28

    ରାହୁଲ ବହୁତ ଭଲ ରାହୁଲ ତୁମକୁ ସାହାଯ୍ୟ କରିଥିଲା ତା'ର ମୂଲ୍ୟ ତମେ ଏତେ ସୁନ୍ଦର ଭାବରେ ଦେଲ ତୁମକୁ ଧର୍ମ ସହିବନି,, ତୁମକୁ କଉଠୁ ଆଣି କଉଠି ପହଞ୍ଚାଇଲା ତା ପରେ ସେହି ଲୋକ ନା ରେ ଏମିତି କହିପାରିଲ ! 🙏🙏🙏 ଏତିକି କହିବି ପର କଥାରେ ନପଡ଼ି ନଶୁଣି ନିଜ କଥାରେ ନିଜ ବୁଦ୍ଧି ରେ ଚାଲ !

  • @SumatiPanda-ym2dq
    @SumatiPanda-ym2dq Год назад +43

    ରାହୁଲ ଭାଇ ଯାହା କହୁଛନ୍ତି ଠିକ୍ ସସ୍ମିତା ହେଉଛି ପକା ବଦମାସ ତାକୁ ତା ଜାଗାକୁ ପଥାଇ ଦିଅନ୍ତୁ

    • @suniltanty2811
      @suniltanty2811 Год назад

      Tu janichhu sasmita badmas...boli ki proof achhi

    • @Nitu4839
      @Nitu4839 Год назад

      ​@@suniltanty2811Se aasmita nue Manu jena

  • @godgift165dream11
    @godgift165dream11 Год назад +20

    ଏମିତିକା ଭୁଲ ର କ୍ଷମା ନାହିଁ

  • @rubisethia6839
    @rubisethia6839 Год назад +131

    Rahul brother is a good person ❤️

  • @DipuKumar-tl7qc
    @DipuKumar-tl7qc Год назад +9

    ଆଉ ସପୋର୍ଟ କରିବି ସେ ଭଳି ଭୁଲ୍ ଆଉ କରିବିନି,,ଆଉ କେବେବି ୟା ଗୀତ ଶୁଣିବି ନାହିଁ,,ଏ ପର କଥାରେ ଉଠ ବସ ହେଉଛି,,

  • @dravaranibal590
    @dravaranibal590 Год назад +1

    Please please please please please please please please please please please Rahul ଦୂରରେ ରୁହ, God bless you

  • @bishnupriyamishra3405
    @bishnupriyamishra3405 Год назад +10

    Rahul Bhai is best person

  • @mitupuja3547
    @mitupuja3547 Год назад +31

    ରାହୁଲୁ ଭାଇ ବଦନାମ ଦେଉଛନ୍ତି ନା ତୁ ରାହୁଲୁ ଭାଇ କୁ ବଦନାମ କରୁଚୁ ତୋର ରୂପ ହଜାର ଓଡିଶା ବାସି ଛୋଟ ପିଲା ଓଡିୟ call ତୋର ତୋ ମୁହଁ ଯେମିତି ଗୁଣ ଟା ଠୁ ଆହୁରି ଖରାପ

    • @babunamallick5594
      @babunamallick5594 Год назад +1

      ତମେ କଣ ନିଜକୁ ଐଶ୍ୱରୀୟା ରାୟ ଭାବୁଛ, କାହା ରୂପ ଉପରେ ମନ୍ତବ୍ୟ ଦେବକୁ ତମକୁ ଅଧିକାର ଦେଲା କିଏ

  • @debendraraut8393
    @debendraraut8393 Год назад +33

    ଯେମିତି କର୍ମ ସେମିତି ଫଳ ଭଲ ହେଇଛି ସସ୍ମିତା 👋

  • @rudranshsekharnaik1229
    @rudranshsekharnaik1229 Год назад +7

    ଏ ଭୀକାରୁଣି କୁ ସେଇ ରାସ୍ତା ରେ ଫିଙ୍ଗି ଦିଅ।ଭିକ ମାଗି ମାଗି ଅନୁତାପ କରୁ।ରାହୁଲ କୁ ଯୋଉ କିଳା ଦଉଛୁ ସେ ଫୋନ୍ ଉଠାଉନି ଠିକ୍ କରିଛି।ତୁ କି ସିଙ୍ଗର ଛି ଛି

  • @swarnalatapradhan9263
    @swarnalatapradhan9263 Год назад +1

    ସସ୍ମିତା କୁ କି like କରୁଛନ୍ତି

  • @siripurbhai
    @siripurbhai Год назад +21

    କଣ ଭାଇ ଆଉ ଗିତ ଭାଇରାଲ୍ ହବନି ସେଇ ଭୟରେ ଏ ଅଭିନୟ କରୁନତ‌ ? କାଲି ଜେତେବେଳେ‌ ଭଉଣି ରାହୁଲ୍ ଭାଇର‌ ହାତ ଛିଞ୍ଚାଡି ତୁମ ସାଥିରେ ଚାଲିଆସିଲା ସେତେବେଳେ ଆପଣ କଣ ? ସେଠି ନଥିଲେକି‌ ? ଭାଇ‌କଣ ପାଇଁ ଏ ଅଭିନୟ

  • @beherapurnachandra1387
    @beherapurnachandra1387 Год назад +13

    କେତେ ମାୟା ବି ହେଉଛି ଏ ଝିଅ, ଧନ୍ୟ ଧନ୍ୟ ମାଁ

  • @JustOne1955
    @JustOne1955 Год назад +60

    ଏବେ କଣ ପାଇଁ ରହୁଲ୍ କୁ ଡାକୁଛ ଆଉଥରେ ତାକୁ ଫଶେଇବ

  • @biswajitpadhan6494
    @biswajitpadhan6494 Год назад +1

    Rahul is a good

  • @sonukhansonukhan8387
    @sonukhansonukhan8387 Год назад +1

    Welcome. Advaice. Thanks

  • @amitkumarmishra5855
    @amitkumarmishra5855 Год назад +33

    ପୋଡି ଯାଇଥିବା ତିଅଣ ରେ ଯେତେ ମସଲା ପକାଇଲେ ବି ତାହାର ସୁଆଦ ବଦଳେ ନାଇଁ.... ମରି ଯାଇଥିବା ଗଛରେ ଯେତେ ପାଣି ଦେଲେ ବି ଗଛ ବଞ୍ଚିବ ନାଇଁ... ଠିକ୍ ସେମିତି ତମେ ଯେତେ ସଫେଇ ଦେଲେ ବି ତମ କଥା ର ଆଉ ମୂଲ୍ୟ କିଛି ନାଇଁ Go back to Road Side.....

  • @RahulNayak-eg8sg
    @RahulNayak-eg8sg Год назад +35

    ମୁଁ ଆଗରୁ ଜାଣିଥିଲି ତୁ rahul ଭାଇଙ୍କୁ କ୍ଷମା ମାଗିବୁ

  • @rinkylulu6371
    @rinkylulu6371 Год назад +5

    ବାବୁ ଭାଇ ଆପଣ ପ୍ରଥମେ କୁହନ୍ତୁ ରାହୁଲ ଭାଇ କଣ ଭୁଲ କରିଥିଲେ!!!

  • @Kamalkumar-uq7hj
    @Kamalkumar-uq7hj Год назад +20

    ରାହୁଲ ଭାଇଙ୍କୁ ମୋର ଅନୁରୋଧ ଓଡିଶା ବାସୀଙ୍କୁ ମୋର ଅନୁରୋଧ ଦୟାକରି ଏ ଭଉଣୀଙ୍କୁ କ୍ଷମା କରିଦିଅ ତାର ଗୋଟେ ଛୋଟ ପିଲାଟିଏ ଅଛି ସସ୍ମିତା ଭୁଲ ଠିକ କିଛି ଜାଣିପାରୁନି କାହାକୁ କଣ କହୁଚି ଭୁଲି ଯାଉଛି ଦୟା କର 🙏🏻🙏🏻🙏🏻

  • @luckyodia7134
    @luckyodia7134 Год назад +7

    ତୁ ଚାହୁଁଛୁ ଭିକ ମାଗିବାକୁ ତୁ ଯେମିତି ଗୁଣ କରୁଛି ତୁ ତୋ ଓକାତ ରେ ରହିବା ଭଲ ତୁ ଯା ଭିକ ମାଗେ 😊

  • @keshababariha4039
    @keshababariha4039 Год назад +83

    ଯାହା ଭାଗ୍ୟରେ ଯାହା ଲେଖା ହୋଇଛି ତା'ର ଜୀବନ ସେମିତି ହିଁ କଟିବ,ଏ ଯୁଗର ମଣିଷ ବଦଲାଇ ପାରିବ ନାହିଁ ।

  • @priyapriyanshi9946
    @priyapriyanshi9946 Год назад +32

    ରାହୁଲ ଭାଇ ଏ ନାଗୁଣୀ କି କେବେବି କ୍ଷମା କରନି.

  • @Sam-hx2ic
    @Sam-hx2ic Год назад +9

    ତୋ ଭାଗ୍ୟରେ ଭିକ ମାଗିବା ହିଁ ଲେଖା ହୋଇଛି... ତୋତେ ସ୍ୱୟଂ ଭଗବାନ ହିଁ ଆଗକୁ ନେବାକୁ ଆସିଥିଲେ କିନ୍ତୁ ତୁ ତାଙ୍କୁ ଗୋଇଠା ମାରିଦେଲୁ... ବର୍ତ୍ତମାନ ତୁ ଯେତେ ରୋଲ୍ କରିଲେ ବି ତୁ ଭଲ ବୋଲି ପ୍ରମାଣିତ ହୋଇ ପାରିବୁ ନାହିଁ... ତୋର ରୋଲ୍ ସମସ୍ତେ ଜାଣି ଦେଲେ

  • @sudarsannews
    @sudarsannews Год назад +1

    ସସ୍ମିତା ଓ ରାହୁଲ ଭାଇର ଭୁଲ ନାହିଁ ସବୁ ଭୁଲ, ତତୃତୀୟ ବ୍ୟକ୍ତି ଜଣେ ନିହାତି ଥିବେ ସେଥିପାଇଁ ତୃତୀୟ ବ୍ୟକ୍ତିକୁ ବାହାର କରିବାକୁ ଚେଷ୍ଟାକରନ୍ତୁ 🙏🙏🙏🙏🙏🙏🙏🙏

  • @tunguribhola
    @tunguribhola Год назад +1

    ❤️❤️❤️👌👍 Rahul bhai

  • @akashdehuri7410
    @akashdehuri7410 Год назад +23

    ତୁମ ପାଇଁ ମନ୍ଦିର ଠିକ 😢😢😢😢😢

  • @j.jcreation2522
    @j.jcreation2522 Год назад +47

    ହଁ ଏବେ recent ଗୀତ ର views ଦେଖିଲା ପରେ line ରେ ଆସିଗଲା 😂😂😂

  • @sasmitabhoi9638
    @sasmitabhoi9638 Год назад +7

    Rahul ଭାଇ ବହୁତ୍ ଭଲ sasmita ତାକୁ ଗାଳି ଦେଲା ଅପମାନ କଳା ସେ ଭିକ ମଗୁ ଭଲ ହେବ😅😅😅😅😊😊

  • @RajuRaju-gv6be
    @RajuRaju-gv6be 2 месяца назад

    ରାହୁଲୁ ଭାଇ ସୁପର ଏମିତି ଭାଇ ମିଳୁ ଏମିତି ଭୋଉଣି କାହାକୁ ନ ମିଳୁ 2:12

  • @dancersunandaniku2566
    @dancersunandaniku2566 Год назад +4

    ଆଗ ଗୋଇଠା ମାରି ପଛରେ ନମସ୍କାର

  • @niharnayak7992
    @niharnayak7992 Год назад +9

    କିଛି ଟଙ୍କା ରୋଜଗାର କଲୁ ବୋଲି ରାହୁଲ ଭଳିଆ ଭଲ ପିଲାକୁ ବଦନାମ କରିବା ଉଚିତ ନୁହେଁ

  • @rupamohanty-du5md
    @rupamohanty-du5md Год назад +6

    ୨ ଦିନ ହେଲା ତୋ ବାଇଟ ଦେଖୁଚୁ sasamita ତୁ କେତେ ଖରାପ ଖରାପ କଥା ରାହୁଲ ଭାଇ ନା ରେ ଗପିଚୁ ଏବେ kn pai ଭାଲେଇ ହଉଚ,ରାହୁଲ ଭାଇ ଦୁନିଆ ପାଇଁ grat ତାଙ୍କ ପରି ମଣିଷ ମିଳିବ ବହୁତ୍ କଷ୍ଟ କିଛି ଭଲ kalani sasamita

  • @pintuvillagetour
    @pintuvillagetour Год назад +30

    ଆଗ ଖରାପ କହିଲ ପୁଣି ଭଲ ହୋଇଗଲା 🤔🤔 ତମେ ସବୁବେଳେ ନିଜ ସ୍ବାର୍ଥ କୁ ରଖି କହୁଛ , ରାହୁଲ ଭାଇ ତମ ପାଇଁ ଭଗବାନ ....

  • @lakhmipriyadas4890
    @lakhmipriyadas4890 Год назад +4

    ରାହୁଲ ଭାଇ god bless you

  • @sudarsannews
    @sudarsannews Год назад +8

    ସସ୍ମିତାର କିଛି ଭୁଲ ନାହିଁ 100% ❤❤

    • @kamallochanasanta1971
      @kamallochanasanta1971 Год назад

      Kana bhul nai,Rahul bhainku bahut Katha kaichanti.Rahul bhai bahut bhalo loka.

  • @pks4343
    @pks4343 Год назад +20

    ସିଏ କଣ ପାଇଁ ଆସିବ. ତୁ ଟା ଗୋଟେ ଖଳନାୟକ ବାବୁ ଭାଇ. ତୁ ନାଟ ଲଗେଇକି.

  • @omofficial9265
    @omofficial9265 Год назад +85

    ଏ ମୋଟ ବଦ କର କଥା ରାହୁଲ ଭାଇ ଜଣେ ଭଳ ଲୋକ

  • @Subhasree-bj6ws
    @Subhasree-bj6ws Год назад +33

    କାହିଁକି ସେ କୁମ୍ଭୀର କାନ୍ଦଣା କାନ୍ଦୁଛୁ ଲୋ ମା ସବୁ ସେଇ ଲିଙ୍ଗରାଙ୍କ ଇଛା

  • @KantaSabar-js1js
    @KantaSabar-js1js Год назад +4

    ରାହୁଲ ଭାଇ ସେ ଯୋଉ ଜାଗାରୁ ଆସିଥିଲା ସେ ବାଟରେ ଫେରିଜାଉ ତା ପାଖକୁ ଯା ଆଣି 👍

  • @lakhmipriyadas4890
    @lakhmipriyadas4890 Год назад +9

    କଣ ପାଇଁ ଆସିବେ ତୁମେ ଯାହା କରିଛ କେହି ବି ଆସି ନ ଥାନ୍ତେ ରାହୁଲ ଭାଇ ଜାଗାରେ ତୁମେ ତୁମ ବାଟରେ ଯାଅ ରାହୁଲ ଭାଇ ତାଙ୍କ ବାଟରେ ରହିବେ ମେଟର କ୍ଲୋଜ

  • @Santosumi-prarthana
    @Santosumi-prarthana Год назад +15

    କି ମତଲବି ମଣିଷ ଏମାନେ,, ଜଣେ ସାହାଯ୍ୟ କାରୀ କୁ ଏତେ ଅପନିନ୍ଦା ଦେଇ ବଦନାମ କଲା ପରେ ବି ଇୟେ ଚାହୁଁଚି ସେ ଆସି ୟାକୁ ପୁଣି ସାହାଯ୍ୟ କରୁ ବୋଲି l ସେତେବେଳେ ତା ହାତ ଛିଞ୍ଚାଡ଼ି କେତେ କଥା କହୁଥିଲା l ଆଜି ଏ ମହିଳା ର ଭବିଷ୍ୟତ, ତଳ ମୁହାଁ ହବାକୁ ଲାଗିଲାଣି ତ ସେଥିପାଇଁ ପାଇଁ ପୁଣି ରାହୁଲ ରାହୁଲ ହଉଚି, କିନ୍ତୁ ସ୍ପଷ୍ଟ ଜଣା ପଡୁଛି ଏ ଅନ୍ତର ର ସହିତ ରାହୁଲ କୁ ଭଲ କହୁନି ନିଜ ସ୍ୱାର୍ଥ ପାଇଁ କହୁଚି କାହିଁକି ନା ସମସ୍ତେ ଓଡିଶା ବାସୀ ରାହୁଲ ସପୋର୍ଟ ରେ ସେଥିପାଇଁ