Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
17ତାରି ଖରେ କଣ ଆଲୋଚନା ହେଲା ଜଣା ନ୍ତୁ
Sarakari Manyata କାହିଁକି ଦେଇପ।ରିବେନି
Thik kahila vauni. Sarakari manyata actually daba katha Aww and AWH vauni mana nku
ବାଳଟା ନେଉନ, କାମ କରି ତାଡି ଦେଉଚ। ଦରମା ବୃଦ୍ଧି ପାଇଁ ପାଲା କରୁଚ। ଯେତିକି ଶଳା ଦରମା ପlଉଚ, ସେତିକି ପଇସାରେ qualified ପିଲା କାମ କରିବେ। ଚାକିରି ଛାଡ଼। ଯଦି BJP ତୁମ କଥା ଶୁଣେ ନେକ୍ଟ time ଆସିବ ନାହିଁ
Sarkari manyata maga sabu milijiba
Thankyou sir angonbadi karmi manokara darama badeithibaru .... Kete parisramo karanti ...se shg karmi kn karanti je
ସରକାରୀ କର୍ମଚାରୀ ମାନ୍ୟତା ମିଳିବା ଦରକାର
କାହିଁକି ଦେବେ ନାହିଁ.ତୁମେ ଆଉ ରାଜନୀତି କରିପାରିବେନି.ସେଇଥି ପାଇଁ ବୋଧେ
ସରକାର ବିରୋଧୀ ରେ ଥିବା ବେଳେ ପ୍ରାଥମିକ ଶିକ୍ଷକ ଙ୍କୁ ଜିତିଲେ ସମାନ କାମ କୁ ସମାନ ଦରମା ଦେବାର ବି ପ୍ରତିଶ୍ରୁତି ଦେଇଥିଲେ ଏକଥା ବି ଭୁଲି ନ ଯାଆନ୍ତୁ
ତୁମେ ସଙ୍ଘ ଓ କର୍ମୀମାନଙ୍କ ତରଫରୁ କେବଳ ଗୋଟିଏ ମାତ୍ର ଦାବୀ ଲେଖି କରି ଦିଅ କାହିଁକି 12 ପ୍ରକାରର ଦାବୀ ଲେଖୁଛ
Kebala sarakari karmachari au kichhi kahiba darkarnahni ape ape sabu miliba
କୁଞ୍ଜଲତା ଦିଦି କେମିତି ଜାଣିଛ ଯେ ସରକାର ସରକାରୀ ମାନ୍ୟତା ଦେଇପାରିବେ ନାହିଁ ବୋଲି
Kunjalata mam personally discussed secratery mam that's why she saying. Kunjalata mam you are the leader of Aww jenaral secratery please try to government manayata
Thank you sister 🎉🎉🎉
Bahut pila qualified achanti anganwadi re MA
Salary kete debe
Tume ta nije kahucha semane sarakari manyata debe nahi sarakar nku barambar koha
କେବେ ଆଲୋଚନା କୁ ଡାକି ବେ ,ଆମକୁ ଜଣାନ୍ତୁ
Srrk kn pain regular karibeni
Didi jeu aww mana nker on line re name katijibaru salary held hoichi semanka katha kuhantu. From, jajpur
Likhita diantu
ହୋଇ ହୋ କୁଞ୍ଜଳତା ଦାସ ତୁମକୁ କିଏ ସଭାପତି ପଦ ଦେଇଛି ତୁମେ କଥା ବକ୍ତୃତା ଦେଇ ପାରୁନି କୁଞ୍ଜଲତା ଦିଦି ତୁମେ କିପରି ଜାଣି ପାରିଛ ସରକାର ଙ୍କର ଗାଇଡ଼ ଲାଇନ ଯେ ସରକାରୀ କରି ପାରିବେ କି ନକରି ପାରିବେ ଦିଦି ତୁମେ ଏତେ ସାରଳାର୍ଥ ବୁଝାଉଛ ଯେ କହିଲେ ନସରେ ତୁମେ ସରକାର ଙ୍କୁ ଦାବୀ କରୁଛ ନା ତୁମେ ଅଙ୍ଗନବାଡି କର୍ମୀ ମାନଙ୍କୁ ସରକାର ଙ୍କ ତରଫରୁ ଦାବୀ ର ଉତ୍ତର ଦେଉଛ
Kebe debe
Tame srkr k Abbey kn pain support karuchh
Madayanti satapathy tumara phone. Dele bhala huantaAame sabu janantu
Next alochona kuhantu
Joumane comments karucha janino qualified pila job karichanti
କୁଞ୍ଜଲତା ଦିଦି ତୁମେ ନିଜେ କିପରି କହି ପାରୁଛ ଯେ ସରକାରୀ ମାନ୍ୟତା ଦେଇପାରିବେନି ବୋଲି ସେସବୁ ବିଷୟ ରେ ସରକାର ବିଚାର କରିବେ
17 tarikh ra alochana vdo chhadantu plz
Sarakri manyta Kan pai habani
Paisa khaecha
17ତାରି ଖରେ କଣ ଆଲୋଚନା ହେଲା ଜଣା ନ୍ତୁ
Sarakari Manyata କାହିଁକି ଦେଇପ।ରିବେନି
Thik kahila vauni. Sarakari manyata actually daba katha Aww and AWH vauni mana nku
ବାଳଟା ନେଉନ, କାମ କରି ତାଡି ଦେଉଚ। ଦରମା ବୃଦ୍ଧି ପାଇଁ ପାଲା କରୁଚ। ଯେତିକି ଶଳା ଦରମା ପlଉଚ, ସେତିକି ପଇସାରେ qualified ପିଲା କାମ କରିବେ। ଚାକିରି ଛାଡ଼। ଯଦି BJP ତୁମ କଥା ଶୁଣେ ନେକ୍ଟ time ଆସିବ ନାହିଁ
Sarkari manyata maga sabu milijiba
Thankyou sir angonbadi karmi manokara darama badeithibaru .... Kete parisramo karanti ...se shg karmi kn karanti je
ସରକାରୀ କର୍ମଚାରୀ ମାନ୍ୟତା ମିଳିବା ଦରକାର
କାହିଁକି ଦେବେ ନାହିଁ.
ତୁମେ ଆଉ ରାଜନୀତି କରିପାରିବେନି.
ସେଇଥି ପାଇଁ ବୋଧେ
ସରକାର ବିରୋଧୀ ରେ ଥିବା ବେଳେ ପ୍ରାଥମିକ ଶିକ୍ଷକ ଙ୍କୁ ଜିତିଲେ ସମାନ କାମ କୁ ସମାନ ଦରମା ଦେବାର ବି ପ୍ରତିଶ୍ରୁତି ଦେଇଥିଲେ ଏକଥା ବି ଭୁଲି ନ ଯାଆନ୍ତୁ
ତୁମେ ସଙ୍ଘ ଓ କର୍ମୀମାନଙ୍କ ତରଫରୁ କେବଳ ଗୋଟିଏ ମାତ୍ର ଦାବୀ ଲେଖି କରି ଦିଅ
କାହିଁକି 12 ପ୍ରକାରର ଦାବୀ ଲେଖୁଛ
Kebala sarakari karmachari au kichhi kahiba darkarnahni ape ape sabu miliba
କୁଞ୍ଜଲତା ଦିଦି କେମିତି ଜାଣିଛ ଯେ ସରକାର ସରକାରୀ ମାନ୍ୟତା ଦେଇପାରିବେ ନାହିଁ ବୋଲି
Kunjalata mam personally discussed secratery mam that's why she saying. Kunjalata mam you are the leader of Aww jenaral secratery please try to government manayata
Thank you sister 🎉🎉🎉
Bahut pila qualified achanti anganwadi re MA
Salary kete debe
Tume ta nije kahucha semane sarakari manyata debe nahi sarakar nku barambar koha
କେବେ ଆଲୋଚନା କୁ ଡାକି ବେ ,ଆମକୁ ଜଣାନ୍ତୁ
Srrk kn pain regular karibeni
Didi jeu aww mana nker on line re name katijibaru salary held hoichi semanka katha kuhantu. From, jajpur
Likhita diantu
ହୋଇ ହୋ କୁଞ୍ଜଳତା ଦାସ ତୁମକୁ କିଏ ସଭାପତି ପଦ ଦେଇଛି ତୁମେ କଥା ବକ୍ତୃତା ଦେଇ ପାରୁନି
କୁଞ୍ଜଲତା ଦିଦି ତୁମେ କିପରି ଜାଣି ପାରିଛ ସରକାର ଙ୍କର ଗାଇଡ଼ ଲାଇନ ଯେ ସରକାରୀ କରି ପାରିବେ କି ନକରି ପାରିବେ
ଦିଦି ତୁମେ ଏତେ ସାରଳାର୍ଥ ବୁଝାଉଛ ଯେ କହିଲେ ନସରେ ତୁମେ ସରକାର ଙ୍କୁ ଦାବୀ କରୁଛ ନା ତୁମେ ଅଙ୍ଗନବାଡି କର୍ମୀ ମାନଙ୍କୁ ସରକାର ଙ୍କ ତରଫରୁ ଦାବୀ ର ଉତ୍ତର ଦେଉଛ
Kebe debe
Tame srkr k Abbey kn pain support karuchh
Madayanti satapathy tumara phone. Dele bhala huanta
Aame sabu janantu