Actually real music scientist hoichonti Gagan sir. Amiti talanted person ku real music scientist kuha gole kichi bhul hebani.God bless you sir .Amiti ageiki jaantu
Pranam Bhai🙏🙏 ❤❤Apankra ae sabu gita odisha album Industry pain history heiki rahiba.Pidhi pare pidhi ae Gita sabu sunuchanti au sunibe.Mu bi chota bele bahut aponkara Gita ku bar bar sune bahut Santi lage.. Iswar apanku sabubele khusi re rakhantu.
Mu janinathili bhai apan nku,hats off to you,bht sara memories achhi ei songs ku nei,sabu guda mor favourite,ebe janili, you're god gifted ❤❤❤, love you Gagan Bhai
God bless you Gagana sir,you are not only good man but also very molti talented person. Amiti talanted person ku film re chance deba darkar.it is public demand.
ସତରେ ମୁଁ ଆଜି ଜାଣିଲି ଏ ସବୁ ଗୀତ ଗଗନ ଭାଇ ଙ୍କ ର, ଆଉ sir ଙ୍କୁ ବି ଭଲସେ ଜାଣିଲି, ବହୁତ୍ ଖୁସି ଲାଗିଲା, ଆମ ଓଡ଼ିଶା ମାଟିର ଗର୍ବ ଗଗନ ଭାଇ❤❤
ନିଷ୍କପଟ ଲୋକ ଟିଏ... ଭାରି ସୁନ୍ଦର ଲାଗିଲା ଆଜି ଜାଣିଲୁ ଏତେ ସବୁ ଗୀତ ର ସ୍ରଷ୍ଟା ଗଗନ ଭାଇ
ବହୁତ୍ ବଢିଆ ମଜା ଲାଗୁଛି ready episode ❤❤❤🎉🎉
My super hit song
ସତରେ ହୃଦୟ କାନ୍ଦି ଉଠେ 😢😢😢😢😢😢 ଏ ଗୀତ ଶୁଣି ଲେ ମୋ ପିଲାଦିନ କଥା ମନେ ପଡେ,,,,।
ଗଗନ sir ❤❤Great
ସତରେ ପ୍ରାୟ କେହି ଜାଣିନଥିବେ ଏ ସବୁ ଗୀତ ଗଗନ ଭାଇ କରିଛନ୍ତି ବୋଲି ସତରେ ଗଗନ ଭାଇ ବାଦଶାହ 👍
ବହୁତ ସୁନ୍ଦର ଗୀତ
ଗଗନ ଭାଇ ଭଳି ମଜାଳିଆ ଲୋକଙ୍କର ସାକ୍ଷାତକାର ନେଇଛନ୍ତି ପ୍ରଥମେ ଆପଣଙ୍କୁ ଧନ୍ୟବାଦ। ଜୀବନର ଶେଷ ପର୍ଯ୍ୟନ୍ତ ଗଗନ ଭାଇଙ୍କୁ ଦୁଃଖ ସ୍ପର୍ଶ କରିବ ନାହିଁ। ଗଗନ ଭାଇ ସବୁବେଳେ ଏମିତି ହସୁ ଥାନ୍ତୁ, ପ୍ରଭୁ ତାଙ୍କୁ ଭଲରେ ରଖିଥାନ୍ତୁ।
So beautiful
Music ସାଇଣ୍ଟିଷ୍ଟ ପ୍ରେମାନନ୍ଦ ନୁହଁ ଗଗନ ବିହାରୀ ସାର
Right bro
right@@dilsedebodisha.815
Right 👍
True
Right....
ଯେବେ ବି ଗଗନ ବିହାରୀ ଭାଇଙ୍କ ଏପିସୋଡ଼ ଦେଖେ, ପୂରା ଦେଖେ। ହରମୋନିୟମ ସହ ଯେଉଁ ଭଳି ସ୍ୱରକୁ ମେଳ କରନ୍ତି ମୁଁ ସେ ଭିତରେ ହଜିଯାଏ। ବହୁତ ସୁନ୍ଦର। ଏଭଳିଆ ପ୍ରତିଭାଙ୍କୁ ପ୍ରଡ୍ୟୁସର ମାନେ ସୁଯୋଗ ଦେବା ଉଚିତ।
Hnnnn❤
Your Right Brother
You are right brother
ଗଗନ ଭାଇ ଆପଣକୁ ଅନୁରୋଧ ମୋନାଲିସା, କଣ୍ଡେଇ, ଖେଳନା, ପାଉଁଶ, ସମାଧି ପରି ଗୀତ କରନ୍ତୁ 🙏❤
ଯେତେବେଳେ ପ୍ରଥମେ ଏଇ ଗିତ ବାହାରି ଲା ଓଡ଼ିଶା ଘାଣ୍ଟି ଦେଇଛି ଧନ୍ୟବାଦ୍ ଗଗନ ଭାଇ
ଏଇ ଗୀତ ଆଉ ମିଳିବନି ଗଗନ ଭାଇ ❤❤❤❤
ବହୁତ ସାକ୍ଷାତକାର ଦେଖିଛି,ଶୁଣିଛି କିନ୍ତୁ ଏମିତି ଖୋଲା ଭାବରେ କୌଣସି ସଙ୍ଗୀତକାର ନିଜ ବାଲ୍ୟ ବତୁଲାମୀ କହିବା ଖୁବ ମଜାଦାର ।ନିଶ୍ଚିତ ଭାବରେ ଗଗନ ବାବୁଙ୍କର ଅବଦାନ ଓଡ଼ିଆ ସଙ୍ଗୀତ କୁ ବହୁତ ଅଛି,ସବୁ ହୃଦୟ ରେ ଅଛି,ରହିବ ସବୁଦିନ
Best ଯୋଡ଼ି ଗଗନ ବିହାରୀ. ପଞ୍ଚାନନ ନାୟକ
ଭାଇ ତମେ ସତରେ ଏତେ ସୁନ୍ଦର ତମ ଗିତ ତମ ଭଳିଆ ଆହୁରି ଅଧିକ ସୁନ୍ଦର ମୁଁସବୁ ବେଳେ ତମଗିତ ଶୁଣେ ଭାଇ କେବେ ଦେଖା ହବ
ଉତ୍ସର୍ଗୀକୃତ ସଙ୍ଗୀତକାର ❤❤❤❤
Actually real music scientist hoichonti Gagan sir. Amiti talanted person ku real music scientist kuha gole kichi bhul hebani.God bless you sir .Amiti ageiki jaantu
Nandighosh dairy pare kiye kiye dekhi baku aasicha..
ସତ ରେ ମୁଁ ଛୁଟ ବେଳେ ଦିନ ରାତି ଗୀତ ବହୁତ ଶୁଣେ ଏହି ଗୀତ ଗାଇଥିବା ସଂଗୀତିକାର ଦେଖିବହୁତ ଖୁସିଲାଗୁଚି
Heart ku pura touch kala
Very very good Discuss & our GAGAN BHAI. 🙏🙏🙏🇮🇳🇮🇳🇮🇳GOD BLESS YOU..
Pranam Bhai🙏🙏 ❤❤Apankra ae sabu gita odisha album Industry pain history heiki rahiba.Pidhi pare pidhi ae Gita sabu sunuchanti au sunibe.Mu bi chota bele bahut aponkara Gita ku bar bar sune bahut Santi lage.. Iswar apanku sabubele khusi re rakhantu.
All-time favorites Gagan Bhai remembering 90s song... respect to Gagan Dada
Ohho ki shanti
Thanks Gagan Uncle ❤❤
Most wonderful song ,sir
Mu janinathili bhai apan nku,hats off to you,bht sara memories achhi ei songs ku nei,sabu guda mor favourite,ebe janili, you're god gifted ❤❤❤, love you Gagan Bhai
Versatile and genius singer something different from others Wow 👌🏻 my most favourite Gagan Bhai 🎉
ହୃଦୟକୁ ଛୁଇଁଗଲା 👍
ସାମ୍ବାଦିକ ଭାଇ ଙ୍କ ପଦେ କଥାରେ ବହୁତ ହସି ହସି ବେଦମ (ପଦେ କଥା ହେଲା -ବହୁତ ଚାଲାଖ ତମେ )ଆଲୋଚନା ବହୁତ ବଢିଆ ଥିଲା 👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽👌🏽
❤❤❤ super Super with salute Sir khu
Wow.....Gagan Bhai....❤❤
Bahut.badhia.gayak.jai.jagannath.
Thanks to Media for real presentation.who is a just like a real Badsaha of song.
Sabu.ama Cuttack ru.. Jay jagannath sir
God bless you Gagana sir,you are not only good man but also very molti talented person. Amiti talanted person ku film re chance deba darkar.it is public demand.
ମୁ ଗର୍ବ କରେ କି ମୁ ଆରମ୍ଭ ରୁ ଗଗନ ଭାଇ ଙ୍କୁ ଜାଣିଛି. .ତାଙ୍କ ସଂଗୀତ ନିଆରା
ବହୁତ୍ ସୁନ୍ଦର❤❤
ଯେତେ ତାରିଫ୍ କଲେ କମ୍ ହବ ।
Beautiful song...Gagan bhai..your songs are evergreen.
Our childhood songs ❤❤❤❤❤❤❤❤
ଅତି ସୁନ୍ଦର ❤
Excellent 👍
Gagan vai very nice song pura hart tuching
Wow mind-blowing
U r super hero❤
ଅତି ସୁନ୍ଦର 🙏
My favourite music director Gagan bhai
Ati sundar ❤
Super singer Gagan Bhaina ❤️stage king
Gagan bihari sir should be popular in our odisha ❤
Bahut sundar, jey kaunashi loka emotional heijiba.
Bahut sundar sanobele mu besi sunibara bahut sundar bhabare suorosanjana karaheichi kandhei biraha geetore hnnn
Nice gagan Bhai
Aaponkr bhajan
GAGAN BHAI PRANAM BAHUT SUNDAR KHUSI LAGILA❤❤❤❤❤
Very nice song
Mind Blowing ❤❤
A one bro
One of greatest music director
Gagan Dada Apanka Song Bhali
Bartman Miliba bahut Kasta
Top most
ଗଗନ ସାର୍ ଜଗନ୍ନାଥ ମହାପ୍ରଭୁ ଆପଣ ଙ୍କୁ ଏବଂ ଆପଣଙ୍କ ପରିବାରଙ୍କୁ ଭଲରେ ରଖନ୍ତୁ ଏତିକି ପ୍ରାର୍ଥନା
Great singer ❤
ଗଗନ ଭାଇ ଙ୍କ 🙏 ଏହିଭଳି କଳାକାର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ।ଭଗବାନ ସବୁବେଳେ ତାଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ।ଗଗନ ଭାଇ ଙ୍କ ଆଉ ଗୋଟେ ଗୀତ ଖୁବ୍ ସୁନ୍ଦର।ଭଗବାନ ଶ୍ରୀ ରାମ ଙ୍କ ରାଜା କହେ ରାଣୀ ଶୁଣ ଏ କାହାଣୀ ବହୁତ୍ ସୁନ୍ଦର୍ ଓ ହୃଦୟସ୍ପର୍ଶୀ।🙏
Actually ମୋତେ ଲାଗେ social media ଆପଣଙ୍କ ଧୋଖା ର ଶିକାର.... Social media କହୁଛି ଆପଣ କୋଉଠି ଥିଲେ ଏତେ ଦିନ ଧରି, ଆଉ Tk ଜଲଦି ଆସିଥିଲେ ହୋଇନଥାନ୍ତା? 😢
ଗଗନ ଭାଇ ରିଅଲ ହିରୋ ❤❤❤
Excellent voice and singer❤
Marvelous
Great daadaa
ଭାଇ ଟିକିଏ ପାଦ ଧୂଳି ଆପଣଙ୍କ ର ନେବି ଆପଣଙ୍କ କଟକରେ କୋଉଠି ରହୁଛନ୍ତି❤
Cuttack omp ru pradeep route re galabele NH re Gatirout patana chhak pade sehi chhak re Hanuman ji nka temple pakhare tanka ghara achi
Yes..
Omp ru 5kms towards paradeep..... Gatirout Patana village
ସତରେ ଆପଣ ଜଣେ ଚମତ୍କାର ସାର, ଆପଣଙ୍କୁ ମୋର କୋଟି ପ୍ରଣାମ
ଓଡ଼ିଆ ଗୀତ ଅନେକ ଅଛି କିନ୍ତୁ ଗଗନ ସାର ଙ୍କ ଗୀତ ସମସ୍ତ ଙ୍କ ହୃଦୟରେ ରହିଯାଇଛି
ଭାଇ ଏ ମୋନାଲିସା ଗୀତ ରେ ମୁଁ ଭସାଣିରେ କାନ୍ଧିଥିଲି ଏ ଗୀତରେ ନାଚ ହଉଥିଲା
Jagannath mahaprabhu ଆପଣଙ୍କୁ ଦୀର୍ଘାୟୁ କରନ୍ତୁ 🙏
Mind blowing
ବହୁତ ଭଲ ଲାଗୁଛି...
ସଂଗୀତ ରାଜ. ଗଗନ ବିହାରୀ..... ଭାଇ 🙏
If you say ' Hats off to someone', you are expressing admiration for them.
Chamatkar ❤
Love uu gagan Bhai❤️❤️
ସରଳ ଓ ଖୋଲା ଲୋକ ❤❤❤
He is a great artist
I think you are great sir
Love you bhai
Nice
Very good gagan bhai
Nice👏👏👏
ଓଡିଶା ର no 1 music director all time
Wow
ଗଗନ ଭାଇ ❤❤
🎉🎉
Gagan Bhai bhajan 💯
Pathatik 💯
Album 💯
Romantic 💯
Nic song
Evergreen singler
ସତରେ ଗଗନ ସାର୍ ଆପଣ ମାନଙ୍କୁ କାହିଁକି ଜଜ୍ କରାହେଉନି ମୁଁ ବୁଝି ପାରୁ ନାହିଁ ସେମିତି ନନ୍ଦିନୀ ବେହେରା ସାଥିକ ଟିଭିରେ ଫାଇନାଲ୍ ଜିତିଲା କିନ୍ତୁ ଗିତ ଗାଇବା ପାଇଁ ସୁଯୋଗ ମିଳିଲାନି
ନନ୍ଦିନୀ ବେହେରା ଙ୍କୁ ସୁଯୋଗ ଦେଇଥିଲେ ନମିତା ଙ୍କୁ କେହି ଶୁଣି ନଥାନ୍ତେ, ନନ୍ଦିନୀଙ୍କୁ
ସେଥିପାଇଁ ସୁଯୋଗ ଦେଲlନି ସାର୍ଥକ ଟିଭି.
Super ❤
Supor star
Nandi ghos pare sabu line lagila
❤❤❤❤❤❤❤❤❤
Gagan bhai🙏🙏🙏