ଅନେକ ଦିନ ପରେ TV Show ରେ Gagan Bihariଙ୍କ Live Performance - Odishara Nua Swara - Sidharth TV
HTML-код
- Опубликовано: 9 фев 2025
- SIDHARTH TV ଏବେ ସମସ୍ତ DTH ଏବଂ Cabel ରେ ଉପଲବ୍ଧ :
DTH Details:
Dish TV -1311,Tata Play -1757, Airtel -600,
Sun Direct -657, D2H -1715.
Also watch other 3 channels of SIDHARTH on DTH :
Sidharth Bhakti : Dish -1395, Airtel -616, Sun Direct -491
Tata Play -1796, D2H -1395
Sidharth Gold : Dish TV -1333, Airtel-602
Sun Direct-658,D2H-1333
Jay Jagannath : Dish-1397,Sun Direct-490
Airtel - 615 , D2H-1397
SUBSCRIBE for Mega Serial, Reality Shows every day:
RUclips : / sidharthtv
Instagram : / sidharthtvofficial
Facebook : / sidharthtvofficial
Twitter : / sidharth_tv
Subscribe our other Television Channels :
Sidharth Bhakti : bit.ly/3ybqxAJ
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#sidharthtv #namitaagrawal #jayjagannathtv #sidharthbhakti #sidharthgold #sidharthmusic #sitaramagrawal
😢ସତରେ ଗଗନ ସାର ଙ୍କ କଣ୍ଠ ଅତି ସୁନ୍ଦର ଏ song ଶୁଣି ମୁଁ କାନ୍ଦି କାନ୍ଦି ରହୁଛି. ସାର ଅତି ସୁନ୍ଦର song 🙏🙏🙏🙏🌹🌹🌹🌹
Mun bi
ଗଗନ ଭାଇ ଙ୍କୁ ଯେଉଁମାନେ ଭଲ ପାନ୍ତି ONE LIKE
ବହୁତ ଭଲ ସୁନ୍ଦର ଗୀତ ଖାଣ୍ଟି ଓଡ଼ିଆ କଣ୍ଠଶିଳ୍ପୀ ହୃଦୟସ୍ପର୍ଶୀ ଗୀତ ମୋ ପସନ୍ଦ ସମସ୍ତ ଙ୍କ ର ପସନ୍ଦ ଏ ଗୀତ ବହୁତ ସୁନ୍ଦର ଗୀତ ହୋଇଛି ଧନ୍ଯ ବାଦ୍
ହୃଦୟ କୁ ଛୁଇଁ ଯାଏ
Ate sundar lagichi gagan bhainka gita barambara sunibaku ichha hauchi. Amit gai chalantu odisha basi suni jhumu thantu.
ମନ ମୁଗ୍ଧ ଗୀତ
ସତରେ ଅତି ସୁନ୍ଦର ଭାବରେ ଗୀତ ଗାଇ ଛନ୍ତି ଗଗନ ଭାଇ ଏମିତି କଳା କାର ଙ୍କୁ ସିଦ୍ଧାର୍ଥ ଚାନେଲ ସବୁ ବେଳେ ଡାକନ୍ତୁ ସୁଣିକି ମନ ଖୁସି ହେଇଯାଉଛି। ଜୟ ଜଗନ୍ନାଥ ସମସ୍ତଙ୍କୁ ଭଗବାନ ଭଲ ରେ ରଖନ୍ତୁ
😮😮
ଭଲ ଲେଖା ଭାଇ ଧନ୍ଯ ବାଦ୍ ଅଭିନନ୍ଦନ
❤❤😢😢 ଏହି ଗୀତ ଶୁଣି ମୋ ମନ ବହୁତ୍ ଖୁସି ହେଇଗଲା।ଯେଉଁ ମାନେ ଗୀତ ରଚନା କରୁଛନ୍ତି ।ଦୟାକରି ଏହି ଭଳି ଗୀତ ଲେଖିବା ପାଇଁ ଚେଷ୍ଟା କରିଲେ ବହୁତ୍ ଭଲ ହୁଅନ୍ତା।
ବହୁତ ଦିନର ବ୍ୟବଧାନ ପରେ ଏମିତି ଗୋଟେ ହୃଦୟସ୍ପର୍ଶୀ ଗୀତଟିଏ ଓଡ଼ିଶାକୁ ମିଳିଛି। କୋଟି କୋଟି ପ୍ରଣାମ ପଞ୍ଚାନନ ନାୟକ ସାରଙ୍କୁ ଏବଂ . ଷ୍ଟେଜକିଙ୍ଗି ଗଗନ ବିହାରୀ ଭାଇଙ୍କୁ ଜୟ ଜଗନ୍ନାଥ
ଏମାନେ ଜଜ୍ ହେବା ଉଚିତ୍ ❤
ହୁମାନ ସାଗର ଭଲ ରେ ଗୀତ ଶୁଣୁଛୁ ତ କେମିତି ଗାଉଛନ୍ତି ଗାଗନ sir ଧନ୍ୟବାଦ
Humansagar kebala ooooo,,aaaa uuuh chhadi au kichhi boli paribani
Dislike,,human sagar
ହ୍ୟୁମାନ କିଏ ଆମେ ଜାଣିନୁ
Gagan sir nko voice ru bahot song sunichi but aaji janili, dekhili gagan sir nku... Really super singer❤
ଏଇ ଭଳି ମହାନ୍ କଣ୍ଠ ଶିଳ୍ପୀ ମାନଙ୍କୁ ନେଇ ଗୀତ କରିବାର ଅଛି❤🙏ପ୍ରାଞ୍ଜଳ ସ୍ୱର, ଧନ୍ୟ ସାର୍ ଆପଣ,,,ଓଡ଼ିଶା ଗର୍ବିତ ଏମିତି ମହାତ୍ମା ମାନଙ୍କ ପାଇଁ 🙏🙏🙏😊
ଓଡ଼ିଆ ରେ ଏତେ ସୁନ୍ଦର କଣ୍ଠ ଶିଳ୍ପୀ ଅଛନ୍ତି ସେମାଙ୍କୁ ଜଜ ନ କରିକି
A jhabada mananku karuchanti
ସେ ଜଣେ ସଙ୍ଗୀତ ନିର୍ଦେଶକ
Good voice ❤
Aau pinkyy pdadhan ku kie judge kariba.se bi gote gita gaichhi
ବହୁତ ବଢିଆ ଗାଇଛନ୍ତି ଭାଇ.... ଓଡ଼ିଶାର ସୁନାମଧନ୍ୟ ଗାୟକ ମାନଙ୍କ ମଧ୍ୟରୁ ଆପଣ ଅନ୍ୟତମ... ମହାପ୍ରଭୁ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ
ଏବେ ସିନା ଆଗଧାଡିର ଅନେକ ଗାୟକ ଗୀତିକାର ବାହାରିଲେଣି କିନ୍ତୁ ଗଗନ ଭାଇଙ୍କ ପରି କଣ୍ଠଶିଳ୍ପୀ ଗୀତିକାର ସବୁଠାରୁ ନିଆରା...👌🏾🙏🏿
Emiti powerful singer nka song bohut kam sunibaku miluchi...asa karuchi bohut song sunibaku milanta ki....
ଇଏ ହେଉଛନ୍ତି The Stage King. .
Gagan Bihari
Supper Song Dada
ଆପଣ ଏମିତି ସୁନ୍ଦର ସୁନ୍ଦର ଗୀତ ଗାଉଥାନ୍ତୁ ଏବଂ ଆମକୁ ଶିଖିବାର ସୁଯୋଗ ମିଳୁଥାଉ।
ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖି ଥାଆନ୍ତୁ।
ଗଗନ ବିହାରୀ ଜେନା ଶାର୍ ଙ୍କ ବହୁତ ବହୁତ ଆଲବମ୍ ହିଟ୍ ଗୀତ କରିଛନ୍ତି। କୁଆଁର ଲାଜ, କଣ୍ଢେଇ, ଆତ୍ମା କାନ୍ଦିଛି, ସମାଧି ଅନେକ ଗୀତ କରିଛନ୍ତି।ଆଉ ଗୀତିକାର ଥିଲେ ପଞ୍ଚାନନ ନାୟକ ଶାର୍।
Stage king gagan king bhai
ବିଚକ୍ଷଣ ପ୍ରତିଭା ଗଗନ ବିହାରୀ
ପ୍ରକୃତରେ କଳାକାର ହେବତ ଗଗନ ବିହାରୀଙ୍କ ଠାରୁ ନିହାତି ଶିଖିବା ଦରକାର।🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏King always king 👑👑
ବହୁତ ବଢ଼ିଆ meaning full song.. ଗଗନ ଭାଇ ଙ୍କୁ ହୃଦୟର ସହିତ ପ୍ରଣାମ କରୁଛି 🙏❤️🥰🥰🥰🥰👍👍👍😘🫂
ବହୁତ୍ ଦିନ ପରେ ଏମିତି ଗୀତ ଶୁଣି ବାକୁ ପାଇଲି, ବହୁତ୍ ସୁନ୍ଦର ଗୀତ, ସାର୍ ହୃଦୟରୁ ସାଲମ୍
ଗଗନ sir ଙ୍କୁ କୋଟି କୋଟି ପ୍ରଣାମ,sir ଆପଣଙ୍କ ଗୀତ ଛୋଟ ବେଳୁ ଶୁଣି ଶୁଣି ଆସୁଛୁ ଏବେ ଶୁଣିକି ବହୁତ ବହୁତ ଖୁସି ଲାଗୁଛି. 🙏🙏
ଧନ୍ୟବାଦ ସିଦ୍ଧାର୍ଥ tv🙏🏻
Gagana bhai nku dia dhanya bada dia
You are legend ❤❤🙏🙏
Love your voice sir ❤❤🙏🙏
I saw you and know about you from facebook page ❤❤🙏🙏
ହୃଦୟ କୁ ଛୁଇଁଲା ପରି ଏକ ସୁମଧୁର ଗୀତ ଟିଏ ।ଏ ଗୀତ ଟିକୁ ଯେତେ ପ୍ରଶଂସା କଲେ ମଧ୍ୟ ସବୁ କମ୍ ହୋଇଯିବ........
Wow ଏହି ହଉଛି voice ❤ ପୁରା ଭାରି 👍🏾
ଗଗନ ଭାଇ ଆମ ଅନ୍ଚଳର ଏକ ଉଜ୍ଜ୍ବଳ ତାରକା। ଈଶ୍ବର ସର୍ବ ମଂଗଳ କରିବା ହୁଅନ୍ତୁ🙏🙏
ବହୁତ ସୁନ୍ଦର ଲାଗିଲା ଗଗନ ଭାଇ ସତରେ ତୋମ କଣ୍ଠରେ ମାଁ ସରସ୍ବତୀ ଅବସ୍ଥିତ ଅଛନ୍ତି ମୋ ଜିବନରେ ଦୁଃଖ ଆସିଲେ ଏହି ଗୀତକୁ ଶୁଣିଲେ ଦୁଃଖଭୁଲି ଯାଏ 🙏🙏🙏🙏🙏🙏ଜୟ ଜଗନ୍ନାଥ ଗଗନ ଭାଇ
ବାସ୍ତବିକ ଘଟଣାକୁ ନେଇ ଗୀତଟିଏ ଅତି ସୁନ୍ଦର ଚାମତ୍କର ଗଗନ ଭାଇ
Mindy blowing
ଇଏ ଏମିତି ଗୀତଟିଏ ସବୁବେଳେ ସବୁବେଳେ ଶୁଣିବାକୁ ଇଚ୍ଛା ହୁଏ 🙏🙏🙏 ଓଡ଼ିଶାର ରକ ସିଙ୍ଗର 👍
Bahut sundar bhabapurna sangita... 🙏Gagan Bhai
ଓଡ଼ିଶାର ରକ ଷ୍ଟାର 🙏🙏🙏🙏👍👍👍👌👌👌
ଗିତ ଏମିତି ଲେଖା ଯାଏ ଲେଖକ ଗାୟକଙ୍କୁ ଯୂହାର
ଗଗନ ଭାଇଙ୍କ ନିଜ ଲେଖା ସେ ନିଜେ ଲେଖନ୍ତି
ଅପ୍ରତିନ୍ଦ୍ୱନ୍ଦି କଣ୍ଠଶିଳ୍ପୀ,ହୃଦୟସ୍ପର୍ଶୀ ଗୀତ ଗାଇବା,ନିଜର ଗୀତ ଗାଇବା style ପାଈଁ special
ଶୁଣୁରେ ହୁମାନ ସାଗର
After a long time Saw him in stage.Such a favolous singer.
Wah Wah Wah ehaku hin gito kuha jaye. Thanks Gagan Babu.
Excellent singing by a contemporary odiya singer.. great.. praiseworthy.. Want more such classics..
ଗଗନ ବିହାରୀ ଜେନା....
ମୋନାଲିସା
ପାଉଁଶ
କଣ୍ଢେଇ
ସମାଧି
ଏମିତି ଅନେକ superhit ଗୀତ.. କରିଛନ୍ତି ଆମ ପାଇଁ...
ଗାୟକ ଓ ସଂଗୀତ ନିର୍ଦେଶକ 🙏
ଏବେ ମଇଦାନ କୁ ଓହ୍ଲାନ୍ତୁ sir
ଆମ ମାନଙ୍କ ପାଇଁ ଦୟାକରି 💞
ଜୟ ଜଗନ୍ନାଥ 🙏
After listen this song I got emotional. Most Popular Singer of Ollywood Industry. New generation singers must learn something from these legendary Singer's.
The Real Singer 🎉🎉🎉🎉❤❤❤❤❤❤
First time bhai ku dekhili au janili..nice voice..
କି ଗୀତ ଲେଖିଛନ୍ତି ଗୀତିକାର ମହୋଦୟ ଧନ୍ଯବାଦ ।
ସତରେ ଗଗନ ଭାଇଙ୍କ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଏହି ଗୀତ କୁ ଦୁଇ ଦିନକୁ ଥରେ ଶୁଣେ।
Bahut bahut sunder gauchhanti bhai🙏🙏🙏🙏ati sundar voice au song 👌👌👌👏👏👏👏
Good better best singer and good better best voice Gagan sir voice, Jay Jagannath Swamy nayana patha gami bhab tume 🙏🙏🙏🙏🙏🙏🙏
Odisha ra Vinod Rathod voice..it's amazing 🙏🏻
ବହୁତ୍ ସୁନ୍ଦର ଗାୟକ awesome 👍
Sir apana kuade Haji jai thile.apana nka bhali singer ku odia film industry vuli jaichi kemiti.satare apana nka all songs very beautiful
God bless you 🙌 Gagan Bhai pranam 🙏🌷🙏🌷🌷🙏🌷🙏🌷🌷🙏🌷🙏🌷🌷🌷🌷🙏🌷🙏🌷🌷🌷🌷🙏🌷🙏🌷🌷🌷🌷
Singing lyrics composition everything is suberb 👌
Very Talented Singer
ଅତି ଚମତ୍କାର କଣ୍ଠଶିଳ୍ପୀ superb
ଗଗନ ଭାଇ ଏ ଗୀତ ଏକ ମାଇଲ୍ ସ୍ତମ୍ଭ ହୋଇ ରହିଗଲା
Patha padhibara bele ratnakara bidya mandira biribati school re aapananku gita gaithibara dekhi thili abe madhya dekhuchi reeal mis u mu basanta kumar behera abe school teacher achi ....
What a Performance Gagan Sir absolutely amazing
ବହୁତ ସୁନ୍ଦର କଣ୍ଠ ଏବଂ ଗୀତ
You are God gifted Gagan Bhai, God bless you.
Jane Unique singer & Music Director wow awesome 👍
ଧନ୍ୟବାଦ ଗଗନ ବାବୁ
Heart touching singing dada 🌹🌹🌹🌹
Mind blowing voice 👌👌👌👌
ସୁନ୍ଦର ସ୍ୱର ସୁନ୍ଦର ଗୀତ ମଧ୍ୟ ସୁନ୍ଦର ଗାୟକ
The legend Gagan Bihari ❤❤❤
Emiti sundar Gita lekha heba katha aou gayiba katha aji odisara stays king vabe janasuna kanthasilpi gagan bhai jie ki jene sundar music composer bohut badhia gayichhanti mana khushigala🙏🙏♥️
beautiful singing
My Best And Favourite Singer ❤
Bahut sundar prastuti👌👌
ଗଗନ ଭାଇଙ୍କୁ କୋଟି ପ୍ରଣାମ।
Heart touching Gagan bhai,keep it up
Sir, actually I am speechless ❤❤
Great,no imagination, truly artists
Nice❤❤❤❤😊😊😊😊
Beautiful lyrics
Excellent composition.
Thanks Gaganjee for nice voice.
Love you ❤️ gagan bihari BHAI
Heart touching voice 💝💜❤
Odishare are Sundar singer achhanti kaii chanse daunaaa
Gagan Bihari sir nku Odia cinema re chance miliba katha
Gagana.bhai super.number.1 singara
Gagn bhi git hudyaku cuei jauchi satere jibnata jalu hi❤❤❤❤❤❤❤ supr gagn bhi
Mind blowing voices sir❤❤❤❤
Best performance
Gagan sir nkara stage program gudika bahuta vala Lage.❤
Stage king Gagan Bihari 🔥😍 Dada ... Awsmmm.... 👌👌👌
Bahut Sundar song heichi odisha re yemiti song haba darkar bahut heart touching always apana mo fevorite melody king odisha singing superstar Gagan mamu 🙏🙏🙏
ଚମତ୍କାର 👌
great singer of ଓଡିଶା gaban sir 🙏🙏👌
Super super 👍😍 no words. ❤❤
Nice style voice
What a wonderful voice ?
Love you gagan bhaii❤❤
ହୃଦୟ କୁ ଛୁଇଁଲା
Bahut Dina pare gote khoob sundar gitatia sunili.bahut bhala lagila.❤
Bahut sundar Gagan sir sangita 🙏🙏🙏🙏🙏🙏
Gagan bihariଙ୍କ କଣ୍ଠରେ ସୁନ୍ଦରଗିତ ରେ ମୁଧ୍ୟ ହୋଇଛି।
ଗଗନ ସାରେ ସୁନ୍ଦର ଗୀତ ଗାଇ ଓଡ଼ିଆ ରେ ନାଁ କରିଛନ୍ତି
Excellent Gagan Babu
My salute you
Odisare emiti gita Kariba nihati drkar
E I gitare romantik bhaba dukha bhara aneka asara Dipa bharideichanti gagan bhai❤ pura dhuadhar
Stage king
Mancha.suparstar
Music.mail khunta Jay maa sarala
Emiti apanku maa sarala ahuri karuna Daya asirbad diantu Sara odisare chahala karidaba
Khub sundar
ବହୁତ ସୁନ୍ଦର ଗୀତ👌👌👌
So sweet so super duper hit❤❤❤❤❤❤❤❤❤❤❤❤❤❤