ବର୍ଷା କେବେ ବି ମୋତେ ତାଙ୍କ ପାଖକୁ ଆସିବାକୁ କି ଟଚ କରିବାକୁ ଅନୁମତି ଦେଇନାହାନ୍ତି :ଅନୁଭବ

Поделиться
HTML-код
  • Опубликовано: 18 окт 2024
  • Halchal Dhamal Link: / @halchaldhamal
    Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

Комментарии • 1,6 тыс.

  • @ganeshramsahu5011
    @ganeshramsahu5011 2 года назад +287

    ଅନୁଭବ ସାର ଆପଣ ଜଣେ ସାଂସଦ ହୋଇ ଏପରି ଅସୁବିଧାର ସମ୍ବୁଖିନ ହୋଇଛନ୍ତି ଜଣେ ସାଧାରଣ ପୁରୁଷ କେତେ ଅସୁବିଧା ରେ ପଡୁଥିବ।

    • @srikantsiku4320
      @srikantsiku4320 2 года назад +6

      Se jane MP kanun upare bharasa rakhile sadharan loka bi kanun ku trust karibe.... Emiti social media re acting kariki loka nku bhadkeiba kn darkar.... You are a politician beleive in kanun.... Ete nicha harkat kn 🙏🙏

    • @keshababariha1564
      @keshababariha1564 2 года назад +16

      ବାହା ହେବାର ଚାରିପାଞ୍ଚ ବର୍ଷରୁ ଭଲପାଉଥିଲେ ପୁଣି ବାହାହୋଇ ଆଠଦଶ ବର୍ଷଏକାଠି ରହିଲେ ,ସେ କହୁଛି ମତେ ଛୁଇଁବାକୁ ଦେଲେନି ଏହା କଣ ସମ୍ଭବ ଲାଗୁଛି ।

    • @manojdas2440
      @manojdas2440 2 года назад +4

      Sansada Hele bi sia Jane manisa kou debata nuha

    • @unknownfactwithtukun9866
      @unknownfactwithtukun9866 2 года назад +4

      Mor b same abasta bhai

    • @CutyTrisha
      @CutyTrisha 2 года назад +2

      😀😀😀

  • @rudracreation69
    @rudracreation69 2 года назад +206

    ମତେ ଲାଗୁଛି ଦୁଇ ଜଣଙ୍କୁ ସାମନାସାମନି ବସେଇକି ପଚାରିଲେ ସବୁ ସତ ଜଣlପଡନ୍ତl, ଯେମିତି ଜୀବନ ଦୋ ଛକିରେ ଆଶାର ଆଲୋକ episode ରେ ହୁଏ

    • @SKGbul
      @SKGbul 2 года назад +2

      Kahabat he acchualy Mard ko dard nehi hata mat row should not cray.

    • @GURUDAS-iy9nx
      @GURUDAS-iy9nx 2 года назад +4

      ଗୋଟେ ରୁମରେ ଛାଡି କଵାଟ ଦିଆଯାଉ,
      ରମ୍ପାରମ୍ପି ହୁଅନ୍ତୁ ତାପରେ କଣ ହଉଛି ଦେଖିବା।

    • @ayushbedanta3358
      @ayushbedanta3358 2 года назад +2

      👉

    • @padmininayak4033
      @padmininayak4033 2 года назад

      😀

    • @utkalodisha7819
      @utkalodisha7819 2 года назад +1

      Okk best way.sata michha janapadanta.

  • @prasantpattnaik7343
    @prasantpattnaik7343 2 года назад +225

    ଏସବୁ କଥା ଶୁଣିଲାପରେ ବିଶ୍ୱାସ କରି ହଉନି କିମ୍ବା ଯେହେତୁ ଦୁଇ ଭଉଣୀଙ୍କ ନାଁ ନେଉଛନ୍ତି ଅବିଶ୍ୱାସ ବି କରି ହେଉନି! ଦୁଇ ଜଣଙ୍କୁ ସାମ୍ନାସାମନି ପଚରା ଗଲେ ପ୍ରକୃତ ସତ ଜଣା ପଡନ୍ତା

  • @birupakhyapatra6992
    @birupakhyapatra6992 2 года назад +64

    ବଡ଼ ଭାଇ ଆପଣ ଆତ୍ମା ଖୋଲି ପ୍ରକାଶ କରିଛନ୍ତି । ଧନ୍ୟବାଦ୍ ଏବେ ମହାଶୟ। ଙ୍କ ଠୁଁ ଭାସ୍କର ମିଡ଼ିଆ ବନ୍ଧୁ ଙ୍କୁ ଅନୁରୋଧ ନମସ୍କାର।

  • @chandrasekharsanta188
    @chandrasekharsanta188 2 года назад +162

    ସତରେ ଅନୁଭବ ଭାଇ କଥା ଶୁଣିଲାପରେ ମୋତେ ବହୁତ ଦୁଃଖ ଲାଗିଲା very sad

    • @sKumar-mt3kd
      @sKumar-mt3kd 2 года назад +1

      Dukha lagila na bahut dukha laguthiba na tahahel tanka jhia ta kahuthu asila kuha jadi tuch karibaku deunathule barsa

    • @smrutidhal1226
      @smrutidhal1226 2 года назад +2

      Tankara jhia achi boli mu Abe janili🤣

    • @ltfashioncollections6790
      @ltfashioncollections6790 2 года назад +3

      @@sKumar-mt3kd se tanka bhai jhia

    • @chandrasekharsanta188
      @chandrasekharsanta188 2 года назад +1

      @@ltfashioncollections6790 right

    • @kushabehara9382
      @kushabehara9382 2 года назад +1

      @@sKumar-mt3kd qqqq

  • @masxertuip
    @masxertuip 2 года назад +137

    ଚିନ୍ତା କରନାହିଁ ଅନୁଭବ ଭାଇ ଆମେ ସବୁ ଅଛୁ ତମ କଠିନ ସମୟରେ

  • @ndr51
    @ndr51 2 года назад +48

    ସବୁ ଦିନ ଏକାଠି ଶୋଇଲା ପରେ ଯଦି ଗୋଟେ ଲଭର୍ ଯୋଡ଼ି କହୁଛି 8 ବର୍ଷ ପରେ ଯେ ମୁ ଶାରୀରିକ ସମ୍ପର୍କ ରଖି ନାହିଁ ବୋଲି ତାହା ହେଲେ ଲୋକଙ୍କୁ କେମିତି ଯେ ବିଶ୍ୱାସ ଲାଗିବ । ମିଛ ମଧ୍ୟ କରିହେବ ନି । ସତରେ ନା ଅଭିନୟ ଚାଲିଛି କିଛି ଜଣା ପଡୁନାହିଁ ।

  • @festivals3758
    @festivals3758 2 года назад +103

    କେତେଦିନ ଏମିତି ମିଛ ଅଭିନୟ କରିବ ବର୍ଷା।ସ୍ୱାମୀ କୁ କଷ୍ଟ ଦେଇ କେମିତି ଖୁସି ରେ ରହୁଚ।ଏତେ ପାପ କରନା ଭଗବାନ ସହିବେନି।

  • @ranjanrashmi73
    @ranjanrashmi73 2 года назад +42

    Anubhab Bhai God is always with you ...you must win

  • @thoughtofhena9557
    @thoughtofhena9557 2 года назад +27

    Mihir das sir 🙏 ଆଜି ଆଶାର ଆଲୋକରେ ଏମାନଙ୍କୁ questions କରିଥିଲେ ଭଲ ହୋଇଥାନ୍ତା ।ଆମେ ବି ଦେଖନ୍ତୁ ସାତ କିଏ ଆଉ ମିଛ କିଏ କହୁଛି।bad luck ତଥାପି try କରା ଯାଉ ଆଶାର ଆଲୋକ କାର୍ଯ୍ୟକ୍ରମରେ ବସେଇ କି ସମାଧାନ ପାଇଁ।

  • @rabindrakumarmohanty9415
    @rabindrakumarmohanty9415 2 года назад +129

    ମନ ପକ୍ଷୀ ଝୁରେ ରେ ଵନ ପକ୍ଷୀ ଝୁରେ।
    ମନ କଥା ବୁଝେନା ସେ ମନେ ମନେ ମରେ।
    ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି,ମନ ପୋଡ଼ିଗଲେ ଜାଣେ ଏକା ମନ।ମନ ଦରଜ କୁ ବନ୍ଧୁ ମାଲିସ୍ ନାହିଁ
    ମନ ଚୋର ଧରି ବାକୁ ପୁଲିସ ନାହିଁ।

  • @a.k.b.bpresents7082
    @a.k.b.bpresents7082 2 года назад +87

    ବର୍ଷା ପ୍ରିୟଦର୍ଶିନୀ ଜଣେ ମିଛେଇ ତାଙ୍କ ପାଇଁ ଅନୁଭଵ‌‌ ଭାଇ ଆଜି ମନ‌ ଦୁଖରେ

  • @lyricistbalaramnayak5194
    @lyricistbalaramnayak5194 2 года назад +64

    ମନରେ ଲୁଚେଇ ରଖିଥିବା ଅନେକ ଦୁଃଖର ସମୟ ବିତାଇଥିବା କଥା ଆଖି କହି ଦେଉଚି । ଅନୁଭବ୍ ଭାଇଙ୍କ ହସ ହସ ମୁହଁ ରେ ଦୁଃଖ ଭରା ଚାହାଣୀ ଜମା ସଭା ପାଉନି । ବର୍ଷା mam ଙ୍କୁ ଅନୁରୋଧ ଯେ ଆମ ଅନୁଭବ୍ ଭାଇଙ୍କ ମନର ଦୁଃଖ କୁ please ବୁଝନ୍ତୁ । ଆଉ ଏକାଠି ହୋଇ ଭଲରେ ରୁହନ୍ତୁ ।

  • @JkPany
    @JkPany 2 года назад +60

    ଏ ସବୁ କଥା ଆଗରୁ କହିଥିଲେ ଭଲ ହୋଇଥାନ୍ତା. ବର୍ଷା ର ଏ କି ନିଷ୍ପତି ଆଶ୍ଚର୍ଯ୍ୟ ଲାଗୁଛି.

    • @mamatabehera6593
      @mamatabehera6593 2 года назад +3

      ଅନୁଭବ ତାଙ୍କ କଥା କହୁଛନ୍ତି ଏକାଠି ମୁହାଁ ମୁହିଁ ହେଲେ ଜଣାପଡିବ

    • @harishchandch24
      @harishchandch24 2 года назад

      @@mamatabehera6593 very good talent 👍

  • @biswamberbhutia3280
    @biswamberbhutia3280 2 года назад +96

    ଆରେ ଭାଇ ଵର୍ଷା ସମଲିଙ୍ଗୀ ସହ ଵୋଧେ ରହିବାକୁ ଭଲ ପାଉଛନ୍ତି। ସଵୁଵେଳେ ପୁଅ ର ଭୁଲ ତା ନୁହେଁ। ବର୍ଷା ର ଟଙ୍କା ଦରକାର। ଅନୁଭବ ନୁହେଁ। ଵର୍ଷା କୁ ଡାକ୍ତର ପାଖକୁ ନୀଅ। ତା ଅଙ୍ଗ ଝିଅ ସେମିତି ଝିଅ ଅଛନ୍ତି ଦୂତୀ ଚାନ୍ଦ ଭଳି

  • @aruppattnaik8368
    @aruppattnaik8368 2 года назад +188

    ବର୍ଷା ଆପଣଠୁ ଦୁରେଇ ରହିବା ଉଦ୍ଦେଶ୍ୟ କଣ ? ତେବେ ବାହା ହେଉଥିଲେ କାହିଁକି, ମନାକରି ଦେଇପାରିଥାନ୍ତେ ।

    • @ranjankumarmohali2329
      @ranjankumarmohali2329 2 года назад +4

      sir ethi laws ra misuse kemiti hauchi dekhantu barsa priyadarshini tharu.
      jia mananku adhika privilage dei pua mane kemiti turture hauchanti dekhanti.

    • @purnaumuria1165
      @purnaumuria1165 2 года назад +3

      ଟିକ କଥା sir

    • @smrutiranjandas5328
      @smrutiranjandas5328 2 года назад

      Qqqq

    • @Lkmvlogodisha
      @Lkmvlogodisha 2 года назад

      Tu sala chhura bala katha kahana

    • @aruppattnaik8368
      @aruppattnaik8368 2 года назад

      @@Lkmvlogodisha ମୋତେ କହୁଛନ୍ତି, ମୋ କଥାରେ ଭୁଲ ରହିଲା କେଉଁଠି ?

  • @Skumar-eg2oj
    @Skumar-eg2oj 2 года назад +106

    , ଭାଇ ଗୋଟେ ତରଫ କଥା ଶୁଣିଲେ ମନ ମାନେନା 🙋‍♂️, ଗୋଟେ ହାତରେ ତ ତାଳି ବଜେନି so ଦିଜଣ ବସି ଯଦି interview ଦିଅନ୍ତ best ହୁଅନ୍ତା 🤔.

  • @raghunathajewbhajanasandhy9195
    @raghunathajewbhajanasandhy9195 2 года назад +30

    🙏🙏🙏 ଆପଣ ଙ୍କ ହୃଦୟ ବହୁତ ବଡ ଭଗବାନ ଆପଣଙ୍କୁ କୋଟି କୋଟି ପରମାୟୁ ଦିଅନ୍ତୁ l

  • @abinashjenaofficial287
    @abinashjenaofficial287 2 года назад +77

    ଅନୁଭବ ଭାଇ ଦୟା କରି ମନ ଦୁଃଖ କରନି ଜଗନ୍ନାଥ ଆପଣଙ୍କୁ ଭଲରେ ରଖିବେ🙏🙏🙏🙏🙏🙏🙏🙏🙏🙏

    • @soubhagyanayak4924
      @soubhagyanayak4924 Год назад

    • @SunilKumar-vv9js
      @SunilKumar-vv9js Год назад

      A sabu micha katha kn pani kahucha bhai gote room re akathi rahucha kemiti kichhi heinathiba sabu mana gada kahani hela chhi

    • @abinashjenaofficial287
      @abinashjenaofficial287 Год назад

      @@SunilKumar-vv9js mote jaha laguchi tame sabu kichhi janicha ?????

  • @soumyaranjanpanda3285
    @soumyaranjanpanda3285 2 года назад +16

    ଭଲ ହେଲା ଅନୁଭବ ବହୁ ଦିନ ପରେ ହୃଦୟର କଥା ସମସ୍ତଙ୍କୁ ଜଣେଇଲେ ଏବେ ଅପେକ୍ଷା ବର୍ଷାଙ୍କ ମତାମତ କଣ ଅଛି.. ପ୍ରେମ କେବେ ମିଛ ନୁହେଁ.. କିନ୍ତୁ ଭୁଲ ବୁଝାମଣା ସଂମ୍ପର୍କକୁ ମିଛ ପ୍ରମାଣିତ କରେ..

    • @rojalin.mahapatra7919
      @rojalin.mahapatra7919 2 года назад +1

      Sir aji Kali ta nija prati muhurta re nijara pramana daba ku paduchi sabubele sandeha re rahile Manisa vitare thiba vala Manisa ta marijae au kharap Manisa ta janma Nie

  • @rashmiranjanghadei5470
    @rashmiranjanghadei5470 2 года назад +49

    ଯଦି ଏତେ କଥା ଥିଲା ବର୍ଷା ମାଡାମ ବାହାହେଉଥିଲେ କାହିଁକି । ସେ କଣ ଜାଣି ନ ଥିଲେ ବାହାଘର ପରେ ରୋଲ୍ ଟା କଣ ରୁହେ । ଅନ୍ୟ ର ଜୀବନ କୁ ବରବାଦ୍ କରିବା କଣ ତାଙ୍କୁ ଭଲ ଲାଗେ । ଦେଖ ମଣିଷ ର ଚିନ୍ତା ଧାରା କୋଉ ଭଳି ।

  • @banamalipatra514
    @banamalipatra514 Год назад +2

    Bahut khusire ruha anuvab

  • @divyajotiudya6141
    @divyajotiudya6141 2 года назад +32

    ଭାଈ ମନର କଥା କହିଦେଲେ ମନ ହାଲକା ହେଇଯିବ ,,,ଆମେ କେହି କିଛି କରିପାରିବୁନୀ ସବୁ ସେ ହି ଜଗନ୍ନାଥ ମୋହା ପ୍ରଭୁ ଚାହିଁଲେ ଠିକ୍ ହେଇଯିବ 😭🙏🏻🙏🏻🙏🏻🙏🏻

  • @SarfarazAlam-ep1hr
    @SarfarazAlam-ep1hr 2 года назад +52

    Your innocence and loyalty towards your wife is what reflected in your narration. Have faith in God he will definitely make things alright for you

    • @bnbehera8985
      @bnbehera8985 Год назад

      Kichhi kharap bhabibeni Anubhav bhai Barsha madam nkara bhitiria fezical reletion kauthi chalichhi tame deslike.

  • @AshokAnima
    @AshokAnima 2 года назад +62

    ମନ ଦୁଃଖ କରନି ସବୁ ଠିକ ହୋଇଯିବ। ଭାଙ୍ଗି ପଢନି। ଏସବୁ ଦେଖି ଭଲ ଲାଗୁନି।

  • @sunildildarchannel1088
    @sunildildarchannel1088 2 года назад +48

    କେବଳ ଗୋଟିଏ ଉପାୟ
    ଆଶାର ଆଲୋକ( OTV)
    ଦୁଇ ଜଣଙ୍କୁ ଡକାଯାଉ

    • @ayushbedanta3358
      @ayushbedanta3358 2 года назад

      Right

    • @debasislucky8192
      @debasislucky8192 2 года назад +2

      But jie dine ASA ra aloko ku sanchara Rupa re chalauthile se ta nahanti a duniya re 😭😭😭😭😭😭😭😭😭😭😭😭😭😭😭😭😭

    • @manoranjan6127
      @manoranjan6127 2 года назад

      😀😀😀

    • @JyotirmayaOfficial
      @JyotirmayaOfficial 2 года назад

      Otv ରେ ସବୁ ଚୋର 😄😄😄

    • @dalibandhugouri6001
      @dalibandhugouri6001 2 года назад +1

      Otv ghara banga channel, speciali anubhav sir anka pain, otv BJP dalal godhi media👎 🙏🙏🙏

  • @kaminijena327
    @kaminijena327 2 года назад +25

    ଅନୂଭବ ଭାଇ ଭଗବାନ କୁ ଡାକ ସିଏ ନିଚିନ୍ତ ଶୁଣିବେ ' ଜାହାର କେହି ହୁଅନ୍ତି ନାହିଁ ସେତେ ବେଳେ ଭଗବାନ ତାର ସାହା ହୁଅନ୍ତି

  • @sukadev2515
    @sukadev2515 Год назад +1

    ସବୁ ବେଳେ ମନେରହିବା ଦରକାର ନିଜକୁ ସଜାଇହୋଇ ରହିଥାନ୍ତି କେବଳ ମନଇ ପାଇ
    କୀନ୍ତୁ ସବୁନାରି ନୁନତ୍ତି ନାରୀ ବି ଅଛି ମା ଭଳି
    ସେ ନାରୀ ମାନଙ୍କୁ ପୂଜା କରିବାକୁ ଇଚ୍ଛା ହୁଏ।
    ଜୟ ମା ଲକ୍ଷ୍ମୀ ନମିତା ଅଗ୍ରୱାଲ ଜଗତ ଜିଟ।
    ଜୟ ବାବା ମଣୀ nagesoor ki jay

  • @anilsahu8738
    @anilsahu8738 2 года назад +41

    ଭାଇ ଭାଗବାନ ନିଶ୍ଚିତ ତୁମକୁ ସାହା ହେବେ

    • @gspallrounder3298
      @gspallrounder3298 2 года назад

      କେନ୍ଦ୍ରାପଡ଼ା ପାଇଁ କିଛି କରି ନାହାନ୍ତି..

  • @arundhatisahoo7835
    @arundhatisahoo7835 Год назад +5

    Tama katha Suni Sata laguchi dukha bi laguchi Jagannath karantu Sabu samadhana heijau🙏♥️❤️

  • @kumardinesh1047
    @kumardinesh1047 2 года назад +78

    ଆଉ କେତେ ଦିନ ଭୋଟ ରାଜନୀତି ଯୋଗୁଁ ପୁଅମାନେ ଝିଅଙ୍କ ଠକାମୀର ଶିକାର ହେବେ | As a member of parliament, ଅନୁଭବ ଭାଇ ପୁରୁଷଙ୍କ ପାଇଁ କିଛି ନିୟମ demand କର |

    • @binatirani8303
      @binatirani8303 2 года назад

      Not only gents but parents particularly & the families generally suffering a lot. Only for property they are doing so. Today's girls are shameless.

    • @binatirani8303
      @binatirani8303 2 года назад

      Before marriage the gents are talking a lot.
      The girls getting more freedom.
      They are not spoiling their own family. Because they guided by their parents a lot.

  • @SanjayMurmu-jx5gs
    @SanjayMurmu-jx5gs 9 месяцев назад +1

    Anubhab Bhai tomo kotha suni ki bohut sad lagila emiti jhio aamoku dorkar nai tomoku aahuri. Bholo jhio milibe mo bhai

  • @dakhintudu9620
    @dakhintudu9620 Год назад +13

    You are great anubhab...... Such a God encarnation

  • @biswa1091
    @biswa1091 2 года назад +13

    Dear brother, I am with you... keep it ur patience... really u have very big heart' person ..No one can tolerate with this kind of situation..I am sailute to you...Thanks.. Really u r very nice person to share all those things in social media..u r great...🙏

  • @athagadhrtokas4760
    @athagadhrtokas4760 2 года назад +19

    ବରଷା ଦିଦି ଆପଣଙ୍କ ଧନ ସଂପନ୍ତି ଲୋଭ କରିକି ଆସିଥିଲେ ସେଥି ପାଇଁ ତମକୁ ବାହା ହେଇଥିଲେ

  • @manimadip82
    @manimadip82 2 года назад +2

    Bhagaban tamar mangala karantu👍👍👍👍

  • @sasmitasahu3416
    @sasmitasahu3416 2 года назад +11

    May God give you all the blessings and make you world's happiest person

  • @minatimohapatra4629
    @minatimohapatra4629 Год назад +1

    Good trama

  • @shyamsanbadaraita4876
    @shyamsanbadaraita4876 2 года назад +17

    କାହିଁ ନନା ଦାମ୍ପତ୍ୟ ଜୀବନ ହେମିତି ହିଁ । ପୁଣି ଥରେ ଯୋଡ଼ି ହୋଇ ରୁହ ଭଲରେ ରୁଅନ୍ତୁ ଭଲ ରହିବ।

  • @badboyakash6373
    @badboyakash6373 2 года назад +1

    💞💞💞Love you anubhav mohanty💓💓
    💞💞💞ମୁଁ ତମକୁ ବହୁତ୍ ଭଲ ପାଏ 💓💓💓
    💞💞💞ମୁ ତମର ବହୁତ୍ ବଡ଼ ଫ୍ୟାନ 💓💓💓

  • @biswajitrout2436
    @biswajitrout2436 2 года назад +53

    ଭାଇ ଆପଣ ହଁ ଜିତିବେ ଡରିବାର ନାହିଁ ଆମେ ଅଛୁ ଆପଣଙ୍କ ସାଙ୍ଗରେ

  • @RajeswarMuduli
    @RajeswarMuduli Месяц назад

    ବାଆ ଏଇକି ନହେଲା ପରି ଅନୁଭବ ସାର

  • @biswaranjansahoo2154
    @biswaranjansahoo2154 2 года назад +2

    Justice fo Anubhav.Justice for Anubhav.God bless Anubhav.

  • @sarbeswarbeshra3133
    @sarbeswarbeshra3133 Год назад +2

    Love you sir....

  • @kshirodbarik7170
    @kshirodbarik7170 2 года назад +35

    ଭାଇନା ଯେଉଁ କଥା କହୁଛ ସେ ସବୁ ସତ ଲାଗୁଛି। କିନ୍ତୁ ମନରେ କେଉଁଠି ନା କେଉଁଠି ଟିକେ ଅଡ଼ୁଆ ଲାଗୁଛି।
    So ସବୁ କଥା ଭୁଲି ପୁଣି ଥରେ ଚେଷ୍ଟା କର ପୁର୍ବ ପରି ଭଲ ପାଇବାକୁ ଦେଖିବ 100%ଠିକ୍ ହୋଇଯବ।ଯଦି ତୁମେ ମାନଙ୍କ ମନ ଭିତରେ ସେ ଭଳି ଭଲ ପାଇବା ବଞ୍ଚିଥିବ। ମୁଁ ଏତିକି କହିବି ଭଗବାନ ଙ୍କ କୃପା ତୁମେ ଦୁଇ ଜଣ ଏଖାଠୀ ହୋଇଯାଅ। ଜୟ ଜଗନ୍ନାଥ🙏🙏🙏

  • @hrusikeshmallick6573
    @hrusikeshmallick6573 Год назад +2

    ଖୁବ୍ ବାସ୍ତବଧର୍ମୀ ଏ ଜୀବନର ରହସ୍ୟ, ତୁମେ ଆଗକୁ ବଢ଼ିବାରେ ଅଛି।

  • @dakhintudu9620
    @dakhintudu9620 Год назад +6

    Your words are real anubhab... We know very well

  • @priyanka88778
    @priyanka88778 9 месяцев назад

    Anubhab bahutvala person ofworld❤❤❤❤❤❤

  • @br.akpofficialchanneldarin2264

    ଗୋଟେ ପୁଅ କେବେ ବି ଏହି ସବୁ କଥା କହି ନଥାଏ, କିନ୍ତୁ, ଆଜି ସେତିକି ତାଙ୍କ ଜୀବନରେ ଘଟିଛି ବୋଲି ସେ ବାଧ୍ୟ ଏହି କଥା କହୁଛନ୍ତି।ବର୍ଷା ଗୋଟେ କଥା ଜାଣି ନେବା ଉଚିତ୍। ଯଦି ସେ ଜଣକ emotion ସହିତ ଖେଳିଛି, ସେ ଜାଣିବା ଉଚିତ୍ ସେହି emotion ତାର ଦୁଇ ଗୁଣ ହେଇ ଫେରିବ। ଖାଲି ସମୟକୁ ଅପେକ୍ଷା କର। ଏହି ଭଳି ନାରୀ ପାଇଁ ଆଜି ସମାଜ କଳଙ୍କିତ।।।।

  • @kailashminiaka7205
    @kailashminiaka7205 2 года назад +7

    Au gotie baha huontu anubhab sir .Barsa ku bhulijantu .Apono jone sara odisha ro No 1 talent Hero .

    • @bibhudattasahoo713
      @bibhudattasahoo713 2 года назад

      Chup 😡😡😡😡

    • @asabraaj7520
      @asabraaj7520 2 года назад

      ତାକୁ ଆଉ ମିଳିଲେ ତ ବାହା ହେବ

    • @DivyaDivya-rv3rh
      @DivyaDivya-rv3rh 2 года назад

      @@asabraaj7520 jagruti sukhla achenty tanko saha relation achi

  • @mysweetfamily8988
    @mysweetfamily8988 Год назад +1

    I respect you anuvab ସିର,,🙏🏻🙏🏻

  • @padalamdumali5865
    @padalamdumali5865 2 года назад +3

    ଲାଜ ଲାଗିବା କଥା ଜଣେ ଓଡ଼ିଆ ନାରୀ ଜାତି ପାଇଁ,ଗୋଟେ ଏ ଭଳି ପୁରୁଷକୁ ଏତେ ଟ ର୍ଚର୍ ସାମାନ୍ୟ ଆମ୍ ଆଦମୀର କେତେ your great sir

  • @tulisamali-qz9sf
    @tulisamali-qz9sf Год назад +1

    God bless you Bhai ❣️🙏

  • @smileinspiration7204
    @smileinspiration7204 2 года назад +14

    "Something something" film ra acting ta real life re hoigala .

  • @odiapuatitan6231
    @odiapuatitan6231 Год назад

    Hau bhai dukha lagila tama katha suniki .Jay Jagannth

  • @ananta5698
    @ananta5698 2 года назад +8

    Don't cry, brother, your time will come

  • @theprime4196
    @theprime4196 2 года назад

    Anubhav bhai tume jabardast Sangam(Relation) rakhiba katha
    Emiti hua praya jhia mane tk dianti nahi but ichha thaA
    Right
    Like karo👍
    Nichhe👇

  • @jaymaamangalabalangir8113
    @jaymaamangalabalangir8113 Год назад +12

    Love 💕 you sir

  • @anupamasahu8170
    @anupamasahu8170 7 месяцев назад +1

    ओ माई गॉड
    O My God ...
    Love haaaaaaaaaa Anubhav , heart talk.. she is not oddiya ? Bengali? ( really anubhav?)
    Jai Hind 🇮🇳

  • @sanjibsahoo2433
    @sanjibsahoo2433 Год назад +3

    ତୁମ ନିଷ୍ପତି ଠିକ୍ ଅନୁଭବ ଭାଇ ତୁମେ ଜଣେ ମହାନ୍ ବହୁତ ସଇଲ ଆଉ ନୁହଁ ଆମେ ତୁମ ସାଥିରେ ଅଛୁ

  • @krupaguntha8726
    @krupaguntha8726 4 месяца назад

    God bless🙏 you my dear brother

  • @sukdevdash3799
    @sukdevdash3799 2 года назад +6

    Super michhua

  • @KalyaniSahu-xc4vb
    @KalyaniSahu-xc4vb Год назад +1

    ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଯେଉଁ ବୈବାହିକ ବିଚ୍ଛେଦ ସୃଷ୍ଟି ହୋଇଛି । ଏଥିରେ ଅନୁଭବଙ୍କର ବୟାନରୁ ସ୍ପଷ୍ଟ ବାରି ହେଉଛି ଯେ, ବର୍ଷାଙ୍କ ବିଶେଷ କରି ଭୁଲ୍ ରହିଛି । ଏଣୁ ସେ ସୁଧାରି ଯାଆନ୍ତୁ, ଏବଂ ଅନୁଭବଙ୍କୁ ନିଜ ହୃଦୟର ପ୍ରକୃତ କଥା ଖୋଲି ଦିଅନ୍ତୁ। ନଚେତ୍ ବର୍ଷା କେବେବି ସ୍ୱପ୍ନରେ ସୁଧା 😢ସ୍ୱଚ୍ଛ ଭାରତ ହୋଇ ପାରିବେ ନାହଁ ।

  • @rachananayak9181
    @rachananayak9181 2 года назад +4

    I don't know what is the exactly matter but I know to Anubhab sir he is very familiar person for everyone as well as he is a simple and caring person
    And I love so much and respect to both of you as a best love birds in the odisha
    But after seeing this video it's very painful for everyone so this is not right Barsha di please come back and again start your happy life with Anubhab sir 🙏
    My last message for both
    " Today is difficult
    Tomorrow is much more difficult
    But the day after tomorrow is Beautiful "
    But must people leave hope Tomorrow evening itself.
    Take care and stay happy 😘😘😘😘😘😘😘😘😘😘

  • @haritprasad2751
    @haritprasad2751 Год назад

    Bahut badhiya good decision

  • @nalurout2157
    @nalurout2157 2 года назад +4

    ଭାଇ ତମର ଭୁଲ୍ କାହିକିନା ଆପଣ ବିବାହ କରିଛନ୍ତି ଏବଂ ପଇଶା ଖର୍ଚ୍ଚ କରିଥିଲେ, ସେ, ରାତିରେ, ଛାଡ଼ିଦେଇ ଭୁଲ୍ କଲେ, ବିବାହ ଖର୍ଚ୍ଚ ସେହି ରାତିରେ ଶୁଝେ

  • @jayram-eo5hk
    @jayram-eo5hk 2 года назад +1

    brasha maa sabuble jay ho

  • @sukadev2515
    @sukadev2515 Год назад +3

    ହେ ନରପୁରୁଷ ବନ୍ଧୁ ମାନେ ସୁରକ୍ଷା ପାଇବଆ ପାଇ ସମସ୍ତେ ସଜାଗ ରହିବାକୁ ପଡିବ ନହେଲେ ଅସୁବିଧା ହୋଇଯିବ

  • @SasadharMallik
    @SasadharMallik Год назад

    I love u bro jamabi Mana dukha karani sabu thik heijiba

  • @sanjusabar2033
    @sanjusabar2033 2 года назад +4

    God bless you Anubhav sir

  • @pyarelal5729
    @pyarelal5729 Год назад

    Waaa.. suchme kya dard hai apke speech me anubhav sir.. biswas hi nhi horahai ki apke sath aise kuch hua hai..itna handsome actor aur sansad ho ap..ghaeen arahai suchme Barsha k upar..sir me bhi ek Barsha naam ki ladki ko sache dil se pyar kiya tha..but wo bhi kamini nikli.. Kalahandi odisha se hun me bhi.. ummeed karta hun sir ap apne apko sambhalenge

  • @chhabibrana9341
    @chhabibrana9341 2 года назад +13

    ୬ଅ ବର୍ଷ ଭଲପାଇବା ଆଗରୁ ବର୍ଷା କୁ ଛୁଇଁ ଛାତ ହେଲେ ଭଲ ହେଇଥିତା

  • @ragunathpuriaamausaaubaach7408
    @ragunathpuriaamausaaubaach7408 Год назад +1

    ଅନୁଭବ ଟିକେ ଭଲ ଭାବରେ ଡାଟା ନିଅ ଯେ ବର୍ଷାର ଆଉ କୋଉଠି ସେଟିଙ୍ଗ ନାହିଁତ?

  • @sujatasahoo8881
    @sujatasahoo8881 Год назад +7

    The way you are exposing your private matter to people through social media it is showing how much of a decent man you are Anubhav Mohanty🤨

  • @niranjankumbhar2545
    @niranjankumbhar2545 2 года назад

    Anubhav Bhai is great man

  • @gaganbiharinayak8713
    @gaganbiharinayak8713 2 года назад +2

    ଅନୁଭବ କଣ ନିରୋଳା ମୁହୁର୍ତ୍ତ ଗୁଡାକ ଏମିତି ହାତଛଡା କରୁଥିବେ । ମୋତେ କାଇଁ ସଂଦେହ ଲାଗୁଛି । ଗୋଟେ ପଟେ ଫୁଲ ଫଗୁଣର ସ୍ବପ୍ନ ଝରା ସମୟ, ଆଉ ଗୋଟେ ପଟେ କେମିତି ଶ୍ରାବଣୀର ରାତି ହେଇ ପାରିବ ।

  • @namitasahu7813
    @namitasahu7813 2 года назад

    anuvab you are great man mu jagannath ka pakhare prathna karuchhi se ebe apanku bahut khusi diantu

  • @Payalkashivlogs
    @Payalkashivlogs 2 года назад +20

    Such a clever women.

  • @chandramnisethy350
    @chandramnisethy350 Год назад

    Love you vai tame satare bohut mahan i love u vaijan

  • @mysweetfamily8988
    @mysweetfamily8988 Год назад +5

    ଅଜି ସତ କହିଲେ. ....ଗୋଟେ ପୁରୁଷ କେତେ ସହିବ ...ଛି ଛି

  • @sankarkalet4884
    @sankarkalet4884 Год назад

    Your great sir

  • @sabitaprusty8035
    @sabitaprusty8035 2 года назад +21

    ଯେତେ ବେଳେ ତୁଳସୀ ସିରିୟଲ ଦେଖୁଥିଲି ବର୍ଷା ଙ୍କ ରୋଲ୍ ଭଲ ଲାଗୁଥିଲା ତା ପରେ ଫିଲ୍ମ ଅଭିନୟ ରେ ଦୁଃଖ ବି କରନ୍ତି ଖୁସି ବି ହୁଅନ୍ତି। ମୁଁ ଯେ ତିକି ଯଣିଛି ସ୍ବାମୀ କି ସନ୍ତୁଷ୍ଟ କରିବା ସ୍ତ୍ରୀ ର ଧର୍ମ। ତୁମର ମନ କଥା ଦର୍ଶକ ମାନଙ୍କ ନିକଟରେ କହି ପାର ମନ ହାଲକା ଲାଗି ବ।

  • @chinmayeechhotaray7596
    @chinmayeechhotaray7596 Год назад +1

    କନପାଇ ଏମିତିକଲେ ବର୍ଷ କିଛିବି ଭଲକଲେନି ସତରେ ବହୁତ୍ ଖରାପ୍ ଭାବୁଥିଲୁଆମେ ଅନୁଭବ କୁ ଏଥିରେ କିଛି ବି ଭୁଲୁନାହି ଅନୁଭବ କର ବର୍ଷ ଭୁଲିଜାଅ ସବୁ ଫେରିଜାଅ ଅନୁଭବ କପଖକୁ

  • @jayashreebagha6620
    @jayashreebagha6620 2 года назад +105

    What is assumed by me is that he is telling the truth 👍

    • @punampriyadevi2772
      @punampriyadevi2772 2 года назад +1

      Exactly

    • @binapanirout5148
      @binapanirout5148 2 года назад

      Se jete bele emiti behave karile seidina hi divorce karibara thila

    • @binapanirout5148
      @binapanirout5148 2 года назад +2

      Bahaghara ra 1st day re hi divorce karibara thila

    • @binapanirout5148
      @binapanirout5148 2 года назад

      Sala taku bahut kheliba jana achhi.pura 3rd class lady . au vikari ghara ra jhia.education kan achhi vagaban jananti

    • @binayamalik601
      @binayamalik601 2 года назад +2

      Real re kichhi kariparina acting bhala karuchha

  • @SUBHASMITA-u2m
    @SUBHASMITA-u2m Год назад

    Satare bht dukha laguchi anubhab bhai nka pain

  • @bharatjena5903
    @bharatjena5903 Год назад +2

    ଅନୁଭବ ମହାନ୍ତି ତୁମେ ମହାନ 👍👍

  • @karttikbag8568
    @karttikbag8568 Год назад

    😢😢😢😢 sir apnka to katha suni mate bahut dukha laguchi Anubhav bhaijaan

  • @କଲମଶିଳ୍ପୀପ୍ରଭାକର

    ଟଙ୍କା ଲୋଭ ଏବଂ ସୈାଖୀନ ଜୀବନ ବଞ୍ଚିବା ପାଇଁ ଆଶା ରଖିଲେ ଏଭଳି ପରିସ୍ଥିତି ଆସେ। ସାଧାରଣ ଘରର ଝିଅଟେ ବାହା ହୋଇଥିଲେ କ'ଣ ହୋଇନଥାନ୍ତା। ମୋ ମତରେ ଏହା ଏକ ଶିକ୍ଷା

  • @mangalmangal6629
    @mangalmangal6629 Год назад

    Bhai apananka katha suni bahuta dukha laguchi. Satare e duniare jie sata prema kare taku kebala dukha hi mile.

  • @tanweemohanty5410
    @tanweemohanty5410 Год назад +4

    Barsha is really clever woman...she was using anubhav as he is very innocent

  • @pranatijally985
    @pranatijally985 2 года назад +2

    I love u anubhab vai

  • @surenkumarpal3585
    @surenkumarpal3585 2 года назад +6

    Be strong enough bhai, kichchi bhabani

  • @SaritaPradhan-o5z
    @SaritaPradhan-o5z Месяц назад

    Very sad story 😢😢

  • @meghabarge2553
    @meghabarge2553 2 года назад +18

    ତୁମେ ବିହା ହେବ ହୋ କିଏ କାଇଁ ବଲଵା ହୋ ବର୍ଷା ଦିଦି କିଛି କହିବେ ନାହିଁ ଆମେ ବର୍ଜାତିରି ଜିମୁଁ ହେଲେ ନି କାନ୍ଦବ ବରତୀ ବେଳେ ଆର ଗୁଟେ ମେହେଜି ଆନ ହୋ ଭାଷଣ ବୁଆଗୋ ମେପର

  • @basudevkara1135
    @basudevkara1135 2 года назад +2

    Anubhab great man

  • @debashreemaharan
    @debashreemaharan 2 года назад +5

    I support u anubhav bhai

  • @pratapbenya1297
    @pratapbenya1297 Год назад

    U are right anubhav

  • @SurendraSingh-rz4kv
    @SurendraSingh-rz4kv 2 года назад +16

    ଏ ଦୁଇ ଜଣଙ୍କୁ କେବଳ ଷଣ୍ଢ ପେଳ ଛିଣ୍ଡାଇ ବହେ ପାହର ହେଲେ ଏକାଥରକେ ସାଇଜ ହେଇଯିବେ। Daily ସୋସିଆଲ ମିଡିଆରେ ଗୋଟେ ତାମସା ଚଲେଇଛନ୍ତି ।

  • @Knowledgefactory1-z
    @Knowledgefactory1-z Год назад

    Anubhav bhai always right..

  • @santoshkumarsethy2158
    @santoshkumarsethy2158 2 года назад +6

    Anubhaba mohanty is a good actor in both reel and real life.