Tori Pain To Pain | Ep - 416 | 11th Sept 2024 | Watch Full Episode Now On Tarang Plus

Поделиться
HTML-код
  • Опубликовано: 16 сен 2024
  • ଦେଖନ୍ତୁ "ତୋରି ପାଇଁ ତୋ ପାଇଁ" ସୋମବାର ରୁ ଶନିବାର ରାତି 8ଟାରେ କେବଳ ତରଙ୍ଗ TV ରେ..
    Full Episode ଦେଖିବା ପାଇଁ Subscribe କରନ୍ତୁ ତରଙ୍ଗ ପ୍ଲସ App...
    Android TV ଏବଂ Fire TV ରେ ମଧ୍ୟ ଉପଲବ୍ଧ...
    #ToriPainToPain #EpisodicHighlight #TarangTV #TarangPlus #OdiaSerial #odiabestscene
    ►Join Tarang TV Premium to watch Srimandira full episode
    / @tarangtvodisha
    ►SUBSCRIBE to #TarangTV Channel for more Odia Mega Serial, Odia Reality Show, and Odia Devotional Show on every day: ► goo.gl/QgkQLb
    ►Like us on Facebook
    / tarangtv
    ►Follow us on Twitter
    / tvtarang
    ►Follow us on Instagram
    / tarangtv
    ►Tune your Favourite Show Anywhere Anytime only on TarangPlus
    Download The App NOW► onelink.to/b7xcpw
    Visit Our Website► bit.ly/TarangPl...
    Visit our TarangTV website for further details: www.tarangtv.in

Комментарии • 433

  • @Puja_9692
    @Puja_9692 6 дней назад +1088

    ହେ ଏଇଟା ମିଛ.... ମୋତେ ଲାଗୁଛି ରୁହି ସପନ ଦେଖୁଛି🤣... ଏଇ seriel ରେ ତ ଗୋଟେ ଡାହାଣୀ ଅଛି ସେଇ ହିଁ ଖାଲି ସପନ ଦେଖେ 😅.... ଆଉ କାହାକୁ ଲାଗୁଛି ଏଇଟା ରୁହି ର ଭାବନା ବୋଲି ଲାଇକ କର👍👍

    • @ruchishreesahu9206
      @ruchishreesahu9206 6 дней назад +36

      ହଁ ରୁହି ମାଛ ଭାବୁଛି ପୂଜା ସିସ 👍👍👍

    • @Music5169-l7n
      @Music5169-l7n 6 дней назад +20

      Sis satare sapana dekhuchhi ruhi tme kemiti janila🤣🤣🤣🤣🤣

    • @Puja_9692
      @Puja_9692 6 дней назад +13

      ହଁ ସିସ୍ ମୋତେ ବି ସେମିତି ଲାଗୁଥିଲା 👍

    • @Silent._.boy._.amir1234
      @Silent._.boy._.amir1234 6 дней назад +11

      ଏଇଟା ରୁହୀ ମାଛ ର 🦈 ସ୍ବପ୍ନ 😂😅

    • @SunamaniGond-jv8xt
      @SunamaniGond-jv8xt 6 дней назад +7

      Hmm

  • @Pritamtv0
    @Pritamtv0 5 дней назад +6

    ସତରେ ଦେବୀ ମା ଆଜି ଦେଖି ଦେଲେ😢😢😢

  • @ManiniBehera-ds5dp
    @ManiniBehera-ds5dp 5 дней назад +19

    ମିଛ ସିରିଏଲ୍ ଟା କିଛି ଭଲ ଲାଗୁନି କେବେ ସତ ଆସୁନି ଆଉ କେହି ଦେଖି ବେନି ସତ ଆସିଲେ ଚିକି ଖୁସି ହେବ ଆଉ ଦେଖି ବାକୁ ଭଲ ଲାଗିବ ❤❤❤

  • @anuradhaparida8855
    @anuradhaparida8855 5 дней назад +9

    ମୁଁ ସତରେ ଖୁସି ହେଇଯିବି ଜେଜମାଆଉ ନାତୁଣି ଵୋହୁମିସିଗଲେ

  • @PriyankabeheraAshu
    @PriyankabeheraAshu 6 дней назад +5

    Hmm eta ruhi swapna dekhuchi eta kebe biii sata heinathiba 😢😢😢

  • @user-be1ln6oz1b
    @user-be1ln6oz1b 6 дней назад +112

    ଏମିତି ଭାବନା ଦେଖେଇ ଦେଖେଇ କି ତ ଆମକୁ ବୋକା ବନଉଛନ୍ତି

  • @damodartiadi5482
    @damodartiadi5482 5 дней назад +5

    Best episode today of ToTp Beautiful seen beautiful scence very heart touching It is the dream of Ruhi I am very happy having seen such seen Anuja reveals out true facts of ruhi michha acting as chiki is real siaa not ruhi very happy that chiki and jeje maa became united together I am very happy over such seen chiki is best of TpTp super acting but true facts beyond ruhi will come later on Jabardasta episode I like it Best seriel ToTp

  • @jagannathtripathy4196
    @jagannathtripathy4196 6 дней назад +6

    ରୁହି ର ସ୍ଵପ୍ନ ହେଉ କି ଯାହା ବି ହେଉ ଅନୁଜ ବାବୁ ରୁହି କୁ ଯୋଉ ଶକ୍ତ ଚାପୁଡ଼ା ମାରନ୍ତି ଦେଖିବାକୁ ଭାରୀ ମୋଜା ଲାଗିଲା

  • @biswaranjanbaral2809
    @biswaranjanbaral2809 6 дней назад +11

    କେତେ ଦିନ ଆଉ ସେଇ same story ଘାନ୍ତିବ, ଯଦି story ଲେଖି ନ ଆସୁଚି ତେବେ ଲୋକଙ୍କୁ suggestion ମାଗ ନହେଲେ ପୁରୁଣା serial ଦେଖି story ଲେଖ ଏମିତି ବିରକ୍ତ story ଲେଖନି

  • @Puja_9692
    @Puja_9692 6 дней назад +373

    ମିଛରେ ହଉ ପଛେ ବହୁତ୍ ସୁନ୍ଦର୍ ସିନ୍ ଟେ ଦେଖିବାକୁ ମିଳିଲା😊❤🎉.... ଜେଜେମା ଆଉ ନାତୁଣୀ ବୋହୂ ଙ୍କ ମିଳନ 😍🥰Really ଏଇଟା କେବେ ସତ ହବ କେଜାଣି 😌.... କାହାକୁ ଏଇ ସିନ୍ ଟେ ଦେଖି ପସନ୍ଦ୍ ଆସିଲା ଲାଇକ କର❤❤👍👍👍👍

  • @lijapulei9778
    @lijapulei9778 6 дней назад +33

    ଆରେ ଆରେ ଭାଇ ଯଦି ସତ ତ ଭଲ ଆଉ ଯଦି ସ୍ୱପ୍ନ ହୋଇଥାଏ ଏତିକିରେ ଏ ରୁହିର କାହାଣୀ ବନ୍ଦ୍ କର ଆଉ ନୂଆଁ କାହାଣୀ ଆରମ୍ଭ କର କେଉଁମାନେ ଚାହୁଁଛନ୍ତି 👍👍👍👍 କର

  • @biswaranjanbaral2809
    @biswaranjanbaral2809 6 дней назад +7

    ଏମିତି scene କରୁଛନ୍ତି ଯେ ଲୋକ ମାନେ ନିଶ୍ଚିତ ହୋଇ ରହୁଛନ୍ତି ଯେ ମିଛ ବୋଲି 😀😀😀 ଆଗରୁ ତ ଗୋଟିଏ କାହାଣୀ କୁ ଘାନ୍ତୁଥିଲେ, ଏବେ ସ୍ବପ୍ନ ଦେଖିବା scene ବି ଭର୍ତ୍ତି କରିସାରିଲେଣି

  • @madhusmitapatra1875
    @madhusmitapatra1875 5 дней назад +9

    ସବୁଠୁ ଝାଟିଆ ସେରିଆଲ୍ ହଉଚି ଏଇଟା। ସବୁବେଳେ ଖାଲି ସପନ ଆଊ କିଛି ନାଇ 😅। ବିରକ୍ତ ଲାଗିଲାଣି ଆଉ ଦେଖିବାକୁ ଇଚ୍ଛା ନାଇ😢

  • @chandanentertainment7312
    @chandanentertainment7312 6 дней назад +4

    ତରଙ୍ଗ ସିରିଏଲ ଵାଲା ସ୍ବପ୍ନ ଦେଖିଛନ୍ତି

  • @BINODDAS-o6r
    @BINODDAS-o6r 6 дней назад +11

    ଆରେ ସତ ଟା କୋଉଦିନ ଆଣିବ 2025 ରେ ଲୋକଙ୍କ bp ବଢେଇ ସାରିଲଣି କି ସିରିଏଲ କରୁଚ episode ବଢେଇ ବା ପାଇଁ ସତ ଟା କୁ ଆଣ କେତେ ଦିନ ମିଛ କହିବ ସେ ରୁହୀ ମାଛ ମିଛରେ ହିଁ episode end କରି ଦେବ ନା କି 😡😡😡

  • @milanmunda9916
    @milanmunda9916 6 дней назад +12

    ଆରେ ଏ ଏଇଟା ତ ରୁହି ମାଛ ର ସ୍ବପ୍ନ ସତରେ ଏ ଶିରିଏଲ ରେ ଆଉ କେବେବି ରୁହିି ମାଛ ର ସତ ଆସିବୋନି ,ଆସିବ ଯେ ଲାଷ୍ଟ୍ ରେ ଯାଇକି ହୋଉ ଦେଖାଯାଉ କେବେ ଆସୁଛି first first ବହୁତ ଭଲ ଲାଗୁଥିଲା ଏଇ ସିରିଏଲ୍ ଦେଖିବାକୁ ହେଲେ ଏବେ Ruhi Machha ra sata ସାମ୍ନା କୁ ଆସୁନି ଯେ ଦେଖିବା ପାଇଁ ଆଉ ଭଲ ଲାଗୁନି😢😢

  • @ruchishreesahu9206
    @ruchishreesahu9206 6 дней назад +243

    ରୁହି ମାଛ ଭାବୁଛି😂ଏତେ ଜଲଦି ଅନୁଜ uncle ସତ କହିବେନି ମୁଁ ଜାଣିଛି😅ସେ ଯାହା ବି ହଉ but ରୁହି ମାଛ କୁ ଅନୁଜ uncle ଚାପୁଡ଼ା ମାରିବା ସୀନ ଦେଖି ମଜ଼ା ଲାଗିଲା ନାଁ କଣ କହୁଛ ସାଙ୍ଗମାନେ😂👍କର

  • @JulinaJena-ez4uv
    @JulinaJena-ez4uv 5 дней назад +4

    Bahut bhola laguchi a sin ta

  • @arjunksk4069
    @arjunksk4069 6 дней назад +5

    Bahut bhalo lagila ajira episode jehe tu ruhi ra sata samnaku asila❤❤❤❤

    • @priyapatnaik2364
      @priyapatnaik2364 5 дней назад

      Kichi sata samnaku asini aita ruhi ra swapna thila😂

  • @RenukaMalik-zm8gi
    @RenukaMalik-zm8gi 5 дней назад +3

    Bahut khusi laguchi. Chiki. Au Jaja maa nku dekhi ki

  • @JayShreeRam-zc1ki
    @JayShreeRam-zc1ki 6 дней назад +28

    କାସ ଏଇଟା କାହାର ସପନ ନ ହୋଇ ସତ ହେଇ ଥାଆନ୍ତା ❤👌 ବହୁତ ଖୁସି ଲାଗି ଥାଆନ୍ତା 🤗❤️

  • @SantiPradhan-e9s
    @SantiPradhan-e9s 5 дней назад +8

    Thank you jeje maa❤❤😂 😂 chiki didi ku bujilapai taku. Nijara kalabali prakrutore se tumota siya boli janila hebe samste khusi hebe chiki ra nijara paribara miligala💞💞💞💞

  • @rilirout8504
    @rilirout8504 6 дней назад +5

    Wow ki jabaradasta seen satare ajira episode pura mast lagila❤❤❤❤❤❤ best best best jodi Ram Bhai chiki best serial tptp ❤❤❤❤ love you love you love you so much 😮😮😮😮😮😮😮

  • @Sahu-e3i
    @Sahu-e3i 6 дней назад +139

    ଏମିତି ସିନ ଦେଖିବାର ଅପେକ୍ଷା ଥିଲା କିନ୍ତୁ ଏହା କାହାର ଭାଵନା ହେଇଥିବ ଏତେ ଶିଘ୍ର ହେବନାହିଁ😂😂👍👍👍

  • @bhagabandas8011
    @bhagabandas8011 6 дней назад +4

    ❤❤❤❤❤❤❤❤❤❤❤❤nice👍👍👍👍👍👍👍 scene ame wait a scene

  • @BayasBayas-b8o
    @BayasBayas-b8o 6 дней назад +3

    ❤❤❤😊😊🎉🎉

  • @PujasmitaJena-kx2zi
    @PujasmitaJena-kx2zi 6 дней назад +35

    ଆଜି ଏଇ ep ଦେଖି ମନ and ଆତ୍ମା ତୃପ୍ତ ହେଇଗଲା କାଶ୍ ଏଇଟା ସତ ହେଇଥାଉ ଦେବୀ ମାଁ ଙ୍କ ଦୟାରୁ ଚିକି କୁ ତା ଅଧିକାର ମିଲିଯାଉ please 😢😢❤❤❤❤

    • @priyapatnaik2364
      @priyapatnaik2364 5 дней назад

      Aita ruhi ra swapna thila😂😂

    • @PujasmitaJena-kx2zi
      @PujasmitaJena-kx2zi 5 дней назад

      @@priyapatnaik2364 Hum 🥺🥺🥺 but ସ୍ବପ୍ନ ହଉ ପଛେ କିନ୍ତୁ ରୋହି ଜଉ ଜବଦା ପରେ ଯାବ ଦା ଖାଇଲା ଆହା dil ଖୋସ୍ ହେଇଗଲା🤣🤣🤣🤣

  • @barshatarai69
    @barshatarai69 6 дней назад +5

    Michhei Ruhi bi ete bhala swapna dekhi pare ..ohh my God 😮🤩🤩👍👍👍

  • @Music5169-l7n
    @Music5169-l7n 6 дней назад +38

    ଏତେ ସିରିଏଲ ଦେଖିଚି ୟେ ଭଳି ବାଜେ ସିରିଏଲ ମୁଁ କଉ ଟିଭି ଚାନେଲ୍ ରେ ଖେଖିନି

  • @smilewithladly
    @smilewithladly 6 дней назад +14

    ସାଙ୍ଗ ମାନେ ମୋତେ ଲାଗୁଛି ଏଇଟା ରୁହି ର ସ୍ବପ୍ନ କିନ୍ତୁ ସତ ହେଇଥିଲେ ଖୁବ୍ ଭଲ ହେବ 😊

  • @nhbhatra5126
    @nhbhatra5126 6 дней назад +12

    ଏହିଟା ରୁହିର ସ୍ବପ୍ନ ।କିଏ କିଏ ସ୍ବପ୍ନ ବୋଲି ଭାବୁଛ 👍👍👍👍👍କର

  • @aryan_jani_
    @aryan_jani_ 6 дней назад +40

    Wow jabardasth promo...kahaku...bhala laguchi like karo👍❤️

  • @msdanceacademy9838
    @msdanceacademy9838 6 дней назад +4

    କେଜାଣି କୋଉ ଦିନ ସମସ୍ତେ ଜାଣିବେ ଚିକି ହିଁ siya 😢

  • @gayatrisahu9915
    @gayatrisahu9915 6 дней назад +3

    He bhagawan aeta sata heithau ❤😊

  • @Priya_p_07
    @Priya_p_07 6 дней назад +7

    ଏତେ ଜଲ୍ଦୀ କଣ ବୁଢ଼ୀ ବିଶ୍ୱାସ କରିଦେଲା ନା କଣ 😂😂😂 ରୁହି ସ୍ବପ୍ନ ଦେଖୁଛି ସେ ଆଉ ଚିକି ବାପା କୁ ମାରି ବା ପ୍ଲାନ୍ କରିକି ଏଇ ସ୍ଵପ୍ନ ଦେଖୁଚି 😂

  • @user-zb5ro2dg4e
    @user-zb5ro2dg4e 6 дней назад +6

    Aita ruhi machhara bhabana❤❤❤❤❤❤❤

  • @user-be1ln6oz1b
    @user-be1ln6oz1b 6 дней назад +17

    ସତ କେବେ ବି ସାମ୍ନା କୁ ଆସୁନି

  • @user-mx7uf3fm5g
    @user-mx7uf3fm5g 6 дней назад +14

    ଯଦି ଏଇ ପ୍ରୋମ ସତ ହେଇଥିବ ତାହେଲେ ପୁଣି ଦେଖିବି

  • @BimalaParida-b8i
    @BimalaParida-b8i 6 дней назад +3

    Bhalo heiche ruhiku

  • @debasishpradhan6985
    @debasishpradhan6985 6 дней назад +21

    Yaku bi ruhi vabuthiba kia vabuchha like kara 😆😆😆😆😆😆

  • @Pritamtv0
    @Pritamtv0 6 дней назад +4

    ସତରେ ଦେବୀ ମା ଭଲ କାମ କରିଛ❤❤

  • @CharanMendili
    @CharanMendili 5 дней назад +2

    Sata jadi ସାମ୍ନାକୁ ଆସିଲା ମୋ favourite serial ସରିଯିବ j😢😢

  • @sumatiroul3498
    @sumatiroul3498 6 дней назад +2

    Mate laguchi ruhi sapana dekhuchi😅😅😅😅

  • @mamatasahoo1432
    @mamatasahoo1432 5 дней назад +2

    Gote bala serial chalaichho..au kichi story ashuni..akhada lagaichhanti ..band haba darkar a serial ..jeu mane raji mo comment like karo...

  • @MinatiHansdah-kt4up
    @MinatiHansdah-kt4up 5 дней назад +2

    Ate dino pore aie sin ta dekhi khusi lagila

  • @Pritamtv0
    @Pritamtv0 6 дней назад +62

    ସବୁ ଅପେକ୍ଷାର ର ଅନ୍ତ ଘଟାଇ ପୁଣି ciki ରାମ ଏକାଠି ହେଲେ ଏସବୁ ଦେବୀ ମା ପାଇ ହେଇଛି😢 like କର ❤

  • @SantoshSahu-zw3vh
    @SantoshSahu-zw3vh 6 дней назад +2

    Aji bohut khusi lagi la

  • @sangitabiswal6503
    @sangitabiswal6503 6 дней назад +3

    Ready , Anuj unckle au jorare delani,besi hauchi 😠😠😠😠😠😠 abe pura must episode😊😊😊👌👌👌👌👍👍👍👍👍 really abe samaste nija vul nije buji paribe 😊😊😊😊😍😍😍😍😍😍👌👌👌👌👌😉😉😉😉

  • @StylishgirllizaL
    @StylishgirllizaL 6 дней назад +18

    ରୂହି ଚାପୁଡ଼ା ମାଡ଼ ଖାଇଲା ଭଲ ହେଇଛି 👍👍 କାଲି ପାଖରୁ scene ଆଉରି ଭଲ ହେବ ଲାଗୁଛି କିଏ କିଏ କାଲି ର promo ଦେଖି ବା ପାଇଁ excited ଅଛି 🤔🤔

  • @DillipNaik-g6f
    @DillipNaik-g6f 6 дней назад +2

    Beautiful khusi lagila

  • @monalishasamantaray8674
    @monalishasamantaray8674 5 дней назад +3

    Kasss aita real heithanta ki😅😅😅ଏ ସିରିଅଲ୍ ଖାଲି ସ୍ବପ୍ନ ରେ ସ୍ୱପ୍ନ ରେ ଚାଲିଛି😅😅

  • @Chandan_123-s9d
    @Chandan_123-s9d 6 дней назад +39

    ଆରେ ଆରେ ସତରେ kñ ଭଲ ହେଇ ଗଲେ ନା kñ uncle 😢😮😮😊 ବହୁତ ବଢିଆ ଭଲ ହେଇଛି ଏ ruhi ଏବେ ମରିବ ଏ ଘରୁ ଯିବ 😂😂 ଯାହା ହେଉ ଏ ବୁଢ଼ୀ ଏତେ ଦିନ ପରେ ଚିକୀ କୁ ପୁଣୀ ଭଲ ପାଇବ 😮😊😅
    ଯଦି ଏ ସବୁ କିଏ ଭାବୁ ଥିବ ତା ହେଲେ ମୁଁ ଆଉ ଦେଖିବିନି 😂😂👍🏻

    • @ruchishreesahu9206
      @ruchishreesahu9206 6 дней назад +2

      ବ୍ରୋ ରୁହି ମାଛ ଭାବୁଛି 😂😂😂

    • @Chandan_123-s9d
      @Chandan_123-s9d 6 дней назад

      @@ruchishreesahu9206 hm ସେଇଆ ବୋଧେ 😂😂

    • @Silent._.boy._.amir1234
      @Silent._.boy._.amir1234 6 дней назад +2

      ଏଇଟା ରୁହୀ ମାଛ ର 🦈 ସ୍ବପ୍ନ😅

    • @Chandan_123-s9d
      @Chandan_123-s9d 6 дней назад +1

      ସେଇଆ ବୋଧେ 😂😂

    • @user-cs8ju9ye5l
      @user-cs8ju9ye5l 6 дней назад

      Hm dekhuna samasta nkara dress bi change heichi

  • @nmtcreationodia
    @nmtcreationodia 6 дней назад +2

    Mate laguchhi e sabu chiki swapna dekhuji dinare 😅 but e sabu kebe sata heba kejani 😮

  • @nirupamasingho143
    @nirupamasingho143 6 дней назад +1

    Director sir ae promo ku satta karidiontu 😊🎉

  • @rasmitaodiablogger5778
    @rasmitaodiablogger5778 6 дней назад +6

    Best seen❤❤❤love u kamini debi❤I am Rasmita 🥰 so beautiful couples 😊ram chiki best jodi 💞

  • @Realcricket24-cm4dz
    @Realcricket24-cm4dz 5 дней назад +2

    The best seen on the aerial family👪

  • @Realcricket24-cm4dz
    @Realcricket24-cm4dz 5 дней назад +2

    Aagaku kn haouchhi mu janini but hei seen ta loknka manku kini nela tq bhai aaou tq jejema

  • @JharanaHo
    @JharanaHo 5 дней назад +2

    Thank you 😊😊😊😊😊

  • @monalisha070.
    @monalisha070. 5 дней назад +1

    Aeita sata karidia nahele kehi serial dekhibeni sabu bele amit karuchha 😂😂😂ame kete wait karichu

  • @Rishivi.5
    @Rishivi.5 6 дней назад +2

    Eita ruhi machhara 🐟🐟swapna😅😅😅😅

  • @JyotiJyotishmita
    @JyotiJyotishmita 5 дней назад +1

    Mote Khali imotional music jetebele bajuchi dill ku chunchi pura satare 🥺

  • @aishlovebhabesh
    @aishlovebhabesh 5 дней назад +1

    Sirously aita sata kebe haba ❤
    I am waiting this episode
    Please sir jaldi anatu

  • @RajeshKhatei-v5g
    @RajeshKhatei-v5g 5 дней назад +2

    ସତ ଆଗକୁ ଆଣିଲେ ସିନାଭଲ ଲାଗିବ ଦେଖିବାକୁଭଲ ଲାଗିବ ଏମିତିକିଛି ଭଲ ଲାଗୁନି

  • @AmjadKhan-iv7bw
    @AmjadKhan-iv7bw 6 дней назад +1

    😂😂😂😂😂😂😂dahani ruhi

  • @payalSindura-g1w
    @payalSindura-g1w 6 дней назад +1

    Sagar bhai and neha didi best Jodi in the world ❤❤❤❤❤❤❤

  • @Padhankshiresh
    @Padhankshiresh 6 дней назад +6

    Finally ❤

  • @pramodkumarnaik2350
    @pramodkumarnaik2350 5 дней назад +3

    Unnecessary serial କୁ ଖରାପ କରୁଛନ୍ତି, serial ଦେଖିବାକୁ ଆଉ ଭଲ ଲାଗୁନି, କାରଣ important ସୀନ ସପ୍ନ ହେଇଯାଉଛି, ଗୋଟିଏ ସତ ପାଇଁ serial 300 + episode କଲାଣି , ଲୋକଙ୍କୁ ଭକୁଆ ବନାଉଛନ୍ତି 😁😁😁

  • @rameshgouda233
    @rameshgouda233 6 дней назад +4

    Jaha hou sabu apekhyara anta ghatila ❤

  • @kirtibalapatra4550
    @kirtibalapatra4550 6 дней назад +1

    Uncle କଣ ଏତେ ଶୀଘ୍ର ଭଲ ହୋଇଗଲେ

  • @PriyankaPriyanka-vn8pz
    @PriyankaPriyanka-vn8pz 6 дней назад +3

    Kahaku laguchi aeta ruhi machha ra bhabana heithiba like 👍 kara

  • @19mprakash49
    @19mprakash49 5 дней назад +2

    Serial ta sari jiba pachhe sata ta kebe jani paribeni laguchi Khali se michha seen guda dekhei dekhei birakta karuchhanti 😅😅

  • @chandandash6335
    @chandandash6335 5 дней назад +1

    Michha haethile bi bohut maja lagila 👍👍👍😂😂😂

  • @sonysonila9210
    @sonysonila9210 6 дней назад +2

    Sampurna michha eyita..chiki siya boli sata janma re bi jana padibani.. prahasana khali jaha

  • @KiranParidaKiranParida-eg6lj
    @KiranParidaKiranParida-eg6lj 6 дней назад +1

    Heart touching seen 🥺🥺🥺🥺🥺🥺

  • @LizaPanigrahi-t7b
    @LizaPanigrahi-t7b 6 дней назад +3

    Kahaku laguchi aeta Ruhi machha ra bhabana heithiba like👍 kara

  • @Twins_Lifestyle
    @Twins_Lifestyle 6 дней назад +1

    ମିଛୁଆ ଡିରେକ୍ଟର

  • @user-mx7uf3fm5g
    @user-mx7uf3fm5g 6 дней назад +4

    ମୁଁ ତ ଏଇ ସେରିଆଲ ଦେଖିବା ଛାଡିଦେଇଛି

  • @Ratu63
    @Ratu63 5 дней назад +1

    Michha re tk khusi heijiba katha kejani ei scene puni kebe dekhibaku miliba😂😂😂

  • @RakeshSwain-hj2do
    @RakeshSwain-hj2do 5 дней назад +1

    Eta pura dream😴💭

  • @SasmitaNayak-hr2nt
    @SasmitaNayak-hr2nt 5 дней назад +1

    Jajema manijantu janaki antinka jhia chiki❤❤❤❤

  • @BasantiHansdah-jl3lo
    @BasantiHansdah-jl3lo 5 дней назад +1

    Bohut sundor

  • @silpapradhan6407
    @silpapradhan6407 6 дней назад +3

    ଏଇଟା ନିହାତି ରୁହି ର ଭାବନା ହେଇଥିବ😂😂

  • @sabitamurmu2921
    @sabitamurmu2921 6 дней назад +1

    ସବୁ serial re ଆଜି ଖାଲି ଥାପ୍ପଡ ବ।ଜୁଚି ଯେ କଥା କଣ 😂😂😂

  • @Arati-Parida
    @Arati-Parida 6 дней назад +1

    Kete bulei bankei story karuchanti bhagawan..... Kebe story re twist asiba

  • @lichunmohanty700
    @lichunmohanty700 5 дней назад +1

    0.26 pare jau song bhala laghuchi.......

  • @Kumarmsjhi
    @Kumarmsjhi 6 дней назад +3

    ❤👌👌👌

  • @gadisnial6271
    @gadisnial6271 6 дней назад +2

    Babita 👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👌🏻👌🏻👌🏻👌🏻👌🏻👌🏻❤️

  • @madhabasahu6809
    @madhabasahu6809 5 дней назад +1

    Gangi mara ruhi machha nama ne besi hauthuli na😀😀😀

  • @BikashBarik-m8o
    @BikashBarik-m8o 5 дней назад +1

    Bhal hoichhi ruhi machha

  • @geetasushiexpress4333
    @geetasushiexpress4333 5 дней назад +1

    ଏ ସିରୀଏଲ tori pain to pain na hei jadi tori pain swapna dekhe to pain maja asi thanta 😂😂😂

  • @music-lover-anil6317
    @music-lover-anil6317 5 дней назад +2

    E eta ruhi swapna dekhu thibe

  • @SuchiSuchi-tc3qk
    @SuchiSuchi-tc3qk 6 дней назад

    ❤❤❤ I too like it keep it up every one ❤❤❤❤

  • @d-i-m-p-l-egirlanu8682
    @d-i-m-p-l-egirlanu8682 6 дней назад +1

    Eita kie dream dekhuchi ..chiki ya rohiii😅

  • @pramodbehera9995
    @pramodbehera9995 6 дней назад +1

    Ruhi sata ahuri derire jana padiba ebe nuhe 😂😂😂😂

  • @Odia.motivation123
    @Odia.motivation123 5 дней назад +2

    ଏଇଟା ସତ ହଉ😮 ନହେଲେ a serial ଦେଖିବାକୁ ଇଛା ଜମାରୁ ହେବନାହିଁ kichhi new twinst dele serial dekhibaku ichha heba janisuni ete vala serial ku kahinki kharap karuchhanti

  • @puspamitrabehera9270
    @puspamitrabehera9270 6 дней назад +3

    Ruhi ra dream eta .mu tv re dekhi sarilini 😅😂😂

  • @nirupamapatra1377
    @nirupamapatra1377 5 дней назад +2

    Sata re aei sin na kn

  • @SurendraPujari-kq5pd
    @SurendraPujari-kq5pd 6 дней назад +1

    କିଛି ନାହିଁ ଏମିତି ସ୍ୱପ୍ନ ହିଁ କାଲି

  • @DollyBehera-uy9ki
    @DollyBehera-uy9ki 5 дней назад +1

    Im sure rohi dream dekhuchi

  • @prabodhakumarnayak7377
    @prabodhakumarnayak7377 5 дней назад +1

    Ruhi sapana dekhuchi aita sata katha. So sad ame bhabithilu jaha hou ruhi sata sabu janibe jejemaa ruhi saha kn karibe dekhiba pai Exide thili sabu bekara sabu michha😢