Potato Price : ଆଳୁ ବନ୍ଦ କଲେ ମମତା, ତାତିଲା ଓଡ଼ିଶା | | Potato Price In Odisha Skyrockets | Odia News

Поделиться
HTML-код
  • Опубликовано: 23 ноя 2024

Комментарии • 478

  • @GaganBehera-qy4lf
    @GaganBehera-qy4lf 4 месяца назад +3

    ଆଳୁର ଅଭାବୀ ପାଇଁ ବିଜେଡି ସରକାର ଦାୟୀ ଦୀର୍ଘ ପଚିଶ ବର୍ଷ ଶାସନ କାଳରେ ଚାଷୀମାନଙ୍କ ପାଇଁ ସାରା ରାଜ୍ୟରେ ଶୀତଳଭଣ୍ଡାର ଗୋଟେ କରିପାରିଲେନି ଯାହାଫଳରେ ଚାଷୀମାନେ ଆଳୁ ଚାଷ କରି କ୍ଷତିଗ୍ରସ୍ତ ହେଲାପରେ ଆଉ ଚାଷ କଲେନାହିଁ ଯାହାର ଫଳ ଵର୍ତମାନ ଭୋଗୁଛେ

  • @sukadevMohanta-jm5ob
    @sukadevMohanta-jm5ob 4 месяца назад +56

    ପଶ୍ଚିମବଙ୍ଗ କୁ ଧାନ ବନ୍ଦ କରାଯାଉ ।

    • @1999Sachet
      @1999Sachet 4 месяца назад +5

      Dhana utpadana re Odisha mukhya vumika grahana karnei bhai . Sei paschim banga hin rice utpadana re desa re prathama

    • @opnia
      @opnia 4 месяца назад

      @@1999Sachet @sureshchandrabhoi5409
      AIIMS bhubaneswar ....thare asi dekha Bengal
      Bengal laboure...construction

    • @SanjuRoy-tc1nl
      @SanjuRoy-tc1nl 4 месяца назад

      😂😂😂😂😂😂😂😂

    • @Saijyotiswain-z2i
      @Saijyotiswain-z2i 4 месяца назад

      Dhana raptani nahele ama odisha ku harm haba

    • @Infoprenueur-ug2wz
      @Infoprenueur-ug2wz 4 месяца назад

      ମୋଦି ମାଇକିନା ର ଅନ୍ଧ ପୁଅ 😂😂

  • @kapilendramohanta9767
    @kapilendramohanta9767 3 месяца назад +1

    ଚାଷୀଙ୍କ ପାଇଁ ପାଣି ସୁବିଧା କରାନ୍ତୁ ଚାଷୀ ଉନ୍ନତ କିସମ ବିହନ ଯୋଗାଡ କରିପାରିବେ

  • @rajibamohanta-zf7nj
    @rajibamohanta-zf7nj 4 месяца назад +3

    ସବୁ କିଛି ସରକାର କରିବେ ବୋଲି ଭାବିବା ଟା ଆମର ଭୁଲ . ଆମେ ଜନତା ଚାହିଁଲେ ବି ବହୁତ କିଛି କରି ପାରିବା
    1-ବେଙ୍ଗଲୀ ମାନଙ୍କୁ ବଜାର ଦର ଠୁ ଅଧିକା ଦରରେ ଜିନିଷ ବିକିବା
    2-ବେଙ୍ଗଲୀ ମାନଙ୍କୁ ଓଡ଼ିଆ ରୁ ବାହାର କରି ଦେବା
    ଏତିକି କାମ ଆମେ ଜନ ସାଧାରଣ ଲୋକ ଯୋଉ ଦିନ କରି ଦେବା ତା ପର ଦିନ ମମତା ବାନାର୍ଜୀ ଦୌଡ଼ି ଦୌଡ଼ି ଆସିବ ଆମ ଓଡିଶା କୁ ଭୁଲ ମାଗିବା କୁ ଆଉ ଦିନେ ବି ସାହସ କରିବ ନାହିଁ ଆଳୁ ଗାଡି ଅଟକେଇ ବାକୁ

    • @narayanbiswal3206
      @narayanbiswal3206 4 месяца назад

      ଭାଇ, ବଙ୍ଗାଳୀ ଆଳୁ ଚାଷୀ,ବେପାରୀ କାନ୍ଦୁଥିବେ ।ସବୁ ବଜେଟ ପାଇଁ ଗର୍ବୀ ମମତାର ରାଜନୀତି ଖେଳ । ଓଡ଼ିଶା କୃଷି ବିଭାଗ ଓ କୃଷକକୁ ଶିକ୍ଷା।ସବୁଦିନ ପାଇଁ କଲିକତାରୁ ଆଳୁ ଆମଦାନୀ ବନ୍ଦ ହେଉ।

  • @SabitaRani-ef7ow
    @SabitaRani-ef7ow 4 месяца назад +2

    ଦରକାର ନାହିଁ ପଞ୍ଚିବ ବଙ୍ଗ ଆଳୁ ଓଡିଶା ରେ ଚାଷ ହବ organic ରେ ଚାଷ କର ସେ ରାସାୟନିକ ଆଳୁ ଦରକାର ନାହିଁ

  • @birendrakumarmeher2378
    @birendrakumarmeher2378 4 месяца назад +71

    ଓଡ଼ିଶା ସବୁକ୍ଷେତ୍ରରେ ଆତ୍ମନିର୍ଭଶୀଳ ହେବା ସମୟ ଆସି ଯାଇଛି

  • @kuberbisoi5206
    @kuberbisoi5206 4 месяца назад +43

    ଖାଲି ଟକ୍ର କାହିଁiକି ବସ ଟେନ ବି ବର୍ନ୍ଦ କରିଦିଅ କିଛବେପାର କରନାହଁ

  • @Xuy788
    @Xuy788 4 месяца назад +2

    ଓଡିଶା ଆନ୍ଧ୍ରରୁ ଆସୁଥିବା ମାଛ, Chicken ଯେଉଁଟା ପଶ୍ଚିମବଙ୍ଗ ଯାଉଛି ତାକୁ ବନ୍ଦ କର... ପୂର୍ବରୁ ବି ଏମିତି ବି ହୋଇଥିଲା 🙏🏻🙏🏻🙏🏻

  • @NityandaMahakud
    @NityandaMahakud 4 месяца назад +66

    ଓଡ଼ିଶାରୁ ବେଙ୍ଗଲିମାନଙ୍କୁ ହଟାଯାଉ

    • @debendranathjena1310
      @debendranathjena1310 4 месяца назад +4

      Bengal Rey Oddisa Lok Achanti Bhai.

    • @tusarpanda5148
      @tusarpanda5148 4 месяца назад

      Bengal re Odisha loka achanti kukura valia.Ethi Bangali loka cm hebaku bashileni😮😮😮​@@debendranathjena1310

    • @dhananjaybehera5664
      @dhananjaybehera5664 4 месяца назад

      ​@@debendranathjena1310right

    • @keshabmandal6445
      @keshabmandal6445 4 месяца назад

      Odisa Sabu digare bengal ku varasa kare

    • @opnia
      @opnia 4 месяца назад

      @@debendranathjena1310 @sureshchandrabhoi5409
      AIIMS bhubaneswar ....thare asi dekha Bengal
      Bengal laboure...construction

  • @BanditteachingTrick
    @BanditteachingTrick 4 месяца назад +3

    ଆଳୁ ଖାନ୍ତୁ ନାହିଁ ମେଧୁ ମେହ ରୋଗ ହେବ

  • @haraprasadmahanta4657
    @haraprasadmahanta4657 4 месяца назад +35

    ମଧ୍ୟପ୍ରଦେଶ ଓ ଉତ୍କଳ ରୁ ଆଳୁ ଆଣିବା ଦରକାର ଆମ ଓଡିଶାରୁ ପଶ୍ଚିମ ବଙ୍ଗ ସରକାର କୁ ଗମନାଗମନ ବନ୍ଦ କରାଯିବା ଦରକାର

    • @MangataJarika-xe5td
      @MangataJarika-xe5td 4 месяца назад +1

      Utkal kuade ki ho

    • @krushnamohantripathy3785
      @krushnamohantripathy3785 4 месяца назад

      @@haraprasadmahanta4657 ମହନ୍ତ ଉତ୍କଳ ଟା କ'ଣ ଓଡ଼ିଶା ବାହାରେ ଅଛିକି ?

    • @opnia
      @opnia 4 месяца назад +1

      @@MangataJarika-xe5td AIIMS bhubaneswar ....thare asi dekha Bengal
      Bengal laboure...construction sabu bengali hata jau

  • @PrakashTarai-q9u
    @PrakashTarai-q9u 4 месяца назад +31

    ଏତେ ରାଉ ରାଉ କଅଣ ପାଇଁ ଆନ୍ଧ୍ରରୁ ଯାଉଥିବା ଟ୍ରକ୍ ସୁବୁ ଅଟକେଇ ଦିଅ ଗଲୁ ମିରିଜିବ,

    • @jaybharat7162
      @jaybharat7162 4 месяца назад +1

      Hn ryt se alu close kara ame Andra anda road close kale hele se other way re jad jiba .....ame bhai g mareijiba ....bhai ...

  • @prasantanayak7513
    @prasantanayak7513 4 месяца назад +2

    ଓଡିଶା ତାତିଲେ, କିଛି ଲାଭ ନାହିଁ, ଓଡ଼ିଆ ତାତିକି ଆଳୁ ଚାଷ କରିବା ଦରକାର, ଏମିତି ଆଳୁ ଚାଷ କରିବା, ପଶ୍ଚିମବଙ୍ଗ ର ଆଳୁ ଯେମିତି ସେଇଠି ପଚ୍ଚି ଯିବ। ପର ଉପରେ ନିର୍ଭର କରି ରହିଲେ, ଲୋକେ ନିଶ୍ଚୟ ଡରାଇବେ, ସରକାର ଙ୍କ ବୈଠକ ରେ ଆଳୁ ମିଳିବ ନାହିଁ, ନିଜ ବାଡ଼ି ରେ ଚାଷ କଲେ ଆଳୁ ମିଳିବ।

  • @gobindachandrabehera6703
    @gobindachandrabehera6703 4 месяца назад +26

    ଆସନ୍ତା କାଲି ଠାରୁ କୌଣସି ପ୍ରକାରର ଗାଡ଼ି ଛାଡ ନାହିଁ bengalku

  • @jagannathswain2459
    @jagannathswain2459 4 месяца назад +22

    ଓଡିଶା ଚାଷୀଙ୍କୁ ଆଳୁ ପିଆଜ ରସୁଣ ଅଧିକ ରୁ ଅଧିକ ଚାଷ କରିବା

  • @Bibhuti_sethi
    @Bibhuti_sethi 4 месяца назад +3

    ମୁଁ କହିବି ପଶ୍ଚିମ ଲୋକଙ୍କୁ ଓଡ଼ିଶାକୁ ଆସିବା ବଂଦ କରନ୍ତୁ

  • @sureshmalik2125
    @sureshmalik2125 4 месяца назад +5

    ଓଡ଼ିଶାରେ ଯଦି ପୂର୍ବରୁ ଅଧିକ ସଂଖ୍ୟାରେ ଶୀତଳ ଭଣ୍ଡାର ଥାନ୍ତା ତାହେଲେ ଆଜି ଏତେ ଅସୁବିଧା ହୋଇ ନ ଥାନ୍ତା 👍

  • @sambitmandal6767
    @sambitmandal6767 4 месяца назад +37

    ଆରେ ସବୁବେଳେ ଚାଷୀ.. ଚାଷୀ କହି ରାଜନୀତି କରୁଛ କିନ୍ତୁ ଆଳୁ ଚାଷ କରିବାରେ ଆଉ ପ୍ରୋତ୍ସାହନ ଦେବାରେ ଓଡ଼ିଶାକୁ ଅସୁବିଧା ରହିଲା କୋଉଠି???

    • @tophankumar619
      @tophankumar619 4 месяца назад

      ଆଳୁ ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ

    • @gurucharanbarik7817
      @gurucharanbarik7817 4 месяца назад

      ​@@tophankumar619କାହିଁକି, ନବିନା ତିନିଶହ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲା ସେ ଗୁଡିକ କଣ ହେଲା. 😂😂😂😂😂

    • @Infoprenueur-ug2wz
      @Infoprenueur-ug2wz 4 месяца назад

      1 କୋଟି ଦେ ଆମେ କରିବା

    • @pradeepkumarpanda7626
      @pradeepkumarpanda7626 3 месяца назад

      ​@@gurucharanbarik7817kagaj kalama re karithila

  • @bikashKumar-vg9fh
    @bikashKumar-vg9fh 4 месяца назад +8

    ବଙ୍ଗାଳି କୁ ମାଛ ବନ୍ଦ କର ଆଉ ଓଡିଶା ସାରୁ ସବୁ ବଙ୍ଗାଳି ଙ୍କୁ ବାହାର କରାଯାଉ

  • @krushnamohantripathy3785
    @krushnamohantripathy3785 4 месяца назад +42

    ପଶ୍ଚିମ ବଙ୍ଗରୁ ଆଳୁ ଆସିବା ଠପ୍ ହେବା ରୁ ଓଡ଼ିଶା ବେପାରୀ ମାନେ ଆଳୁ ସବୁ ଲୁଚେଇ ଦେଇସାରିଛନ୍ତି । କିଛି କିଛି ଆଳୁ ବେପାରୀ ଏବେ 60/- ଟଙ୍କା ରେ ୧ କି:ଗ୍ରା : ବିକ୍ତି କରୁଛନ୍ତିି ।

  • @krushnamohantripathy3785
    @krushnamohantripathy3785 4 месяца назад +68

    ଓଡିଶା ରେ ଆଳୁଚାଷ କରାଯାଉ । ଆଉ ଏବେ ସରକାର ଲୋକଙ୍କୁ ସୁଲଭ ମୂଲ୍ୟ ରେ କମ୍ ଦାମ୍ ରେ ବିକ୍ରି କରନ୍ତୁ |

    • @bababanagadi1133
      @bababanagadi1133 4 месяца назад +4

      ଆଗେ ତମେ କର

    • @krushnamohantripathy3785
      @krushnamohantripathy3785 4 месяца назад +3

      Ok , you will too.

    • @Iamdeshiboy7547
      @Iamdeshiboy7547 4 месяца назад +3

      ଆଳୁ ଚାଷ ନା ବାଳ ଚାଷ 😂😂😂😂

    • @padmannayak.7567
      @padmannayak.7567 4 месяца назад +1

      Bhai to aalu chas kar pahle aame to kasta ra parimaan debu to 10jagar 30 ne hel to comete re bhukile labha Kan kmt bhai

    • @krushnamohantripathy3785
      @krushnamohantripathy3785 4 месяца назад

      We do. Don't expect what you need .

  • @sukadevMohanta-jm5ob
    @sukadevMohanta-jm5ob 4 месяца назад +78

    ଓଡିଶାରୁ ବଙ୍ଗାଳୀ ହଟାଓ

    • @kakolibera9010
      @kakolibera9010 4 месяца назад +4

      ହଇରେ ଭଉଣୀ --ଓଡ଼ିଶାର ବଙ୍ଗାଳି କଣ ତୋ ଘରେପଶି -ହୁଛି

    • @hometventertain
      @hometventertain 4 месяца назад +5

      Puri re Bongali entry close karidio. Dekhiba Mamata kete Dina CM rahiba😡 Andhra ru Aloo kina heba but Puri dist re bongali entry ban kara

    • @DhruvJagannath-t3e
      @DhruvJagannath-t3e 4 месяца назад

      ​@@kakolibera9010ta Bhauni Ku aaga Gehuthila Re maghia

    • @rurururani10
      @rurururani10 4 месяца назад

      SCl na ll l ll p po​@@hometventertain

    • @tusarpanda5148
      @tusarpanda5148 4 месяца назад +2

      ​@@kakolibera9010.Bangali nkar ghare bangladeshi pasi gale boli se Odisha ashi rahichanti.

  • @prakashkuntya7826
    @prakashkuntya7826 4 месяца назад +50

    ଓଡିଶା ମାଛ ବନ୍ଦ କରୁ ଆନ୍ଦର ମାଛ ଗାଡି ଯିବ ନାହିଁ ଓଡିଶା ରାସ୍ତା ଦେଇ

    • @sudhansumohanty5225
      @sudhansumohanty5225 4 месяца назад +1

      You cannot demand to chief Minister of West Bengal. Kindly stop Rice for Rs. 1.00 Rupee.

    • @sudhansumohanty5225
      @sudhansumohanty5225 4 месяца назад

      The people of Odisha has become ideal for receiving rice for Ee Rs 1.00 per K.G.

    • @opnia
      @opnia 4 месяца назад

      @@sudhansumohanty5225 @sureshchandrabhoi5409
      AIIMS bhubaneswar ....thare asi dekha Bengal
      Bengal laboure...construction

    • @BhumikaSwain-x3k
      @BhumikaSwain-x3k 4 месяца назад

      Amiti hele kendra sarkar rahibati

  • @sanjibkumarrath9549
    @sanjibkumarrath9549 4 месяца назад +5

    ଆମେ ଓଡ଼ିଶାର ଚାଷୀମାନେ ଆଲୁ ଚାଷ କରିବା ନିହାତି ଜରୁରୀ। ସରକାରଙ୍କୁ ଖାଲି ଦୋଷ ଦେଇ ଘରେ ବସିଗଲେ କିଛି ଲାଭ ହେବ ନାହିଁ। ନିଜେ ଚାଷ କରିବା ଓ ଆତ୍ମନିର୍ଭରଶୀଳ ହେବା। ଜୟ କିଷାନ

  • @jeetanayak6628
    @jeetanayak6628 4 месяца назад +6

    Arey nije ଚାଷ କୋରିକି ଚଲା,ଆକୁ ତାକୁ କାହିଁକି ଭିକ ମାଗିବା, ସରକାର ର କଣ ଏତିକି ବୁଦ୍ଧି ନାହିଁ? Double engine ସରକାର ପରା, ତୁମେ ଚାଷୀଙ୍କୁ କେତେ help କରିଛ?

  • @TapanbeheraBehera-x9o
    @TapanbeheraBehera-x9o 4 месяца назад +4

    Nija rajyare chasa nakale amiti alaga rajya upare nirvar karibaku padiba

  • @amarsahoo2103
    @amarsahoo2103 4 месяца назад +5

    ଆମ ଦେଶରେ ମାଙ୍କଡ଼ ମାନଙ୍କ ଉପଦ୍ରବ କାରଣ..... 2,ଆଳୁ ର ଉତ୍ପଦାନ ସମୟ ରେ ଅଭାବୀ ବିକ୍ରି,,,,, 3', ଚାଷୀ ମାନଙ୍କ ପାଖରେ ଶୀତଳ ଭଣ୍ଡାର ଅଭାବ,,,,,,

  • @KrishnaKumbhar-nn9cr
    @KrishnaKumbhar-nn9cr 3 месяца назад +1

    Thank

  • @DuryodhanDas-wu7ft
    @DuryodhanDas-wu7ft 4 месяца назад +6

    ଓଡିଶାକୁଆଳୁବଦହେବାରକାରଣ😢😢ନବିନୀହାରିଛି😢😢ନବିନୀଏବେଡାହାଣୀହୋଇଗୁଣିଆରୁପେଝାଡିବାକାମକରୁଛି

  • @panchananmohanty5119
    @panchananmohanty5119 4 месяца назад +45

    ଓଡ଼ିଶା ରୁ ବଙ୍ଗାଳୀ ପଠାଣ ଙ୍କୁ ହଟାଯାଉ,ମେମେତା ପଠୁଣି ,

    • @cutequeengaming5434
      @cutequeengaming5434 4 месяца назад +2

      Acha mahanti baki bangali bamuna kana tuma ghare puja karibey

    • @opnia
      @opnia 4 месяца назад

      @@cutequeengaming5434 AIIMS bhubaneswar ....thare asi dekha Bengal
      Bengal laboure...construction sabu bengali hata jau

    • @teleadventure7852
      @teleadventure7852 4 месяца назад +1

      Bengali construction worker pain bahut odia worker kama pau nahanti

  • @JayramSanta-b9j
    @JayramSanta-b9j 4 месяца назад +20

    କିଛି ଚିନ୍ତା କରନି ନ ଆସିଲେ ନାହିଁ ଆମ ରାଜ୍ୟରେ ବି ଚାଷ କରିବା,😮

    • @antaryamimishra449
      @antaryamimishra449 4 месяца назад

      ବାଜେ ଲୋକଟା ଶୋଷ ଲାଗିବାରୁ କୁଆଁ ଖୋଲୁଛି

    • @jitu4837
      @jitu4837 4 месяца назад

      ​@@antaryamimishra449 are pagala alu kete Dina na khaile tu Mari jauchu ki

    • @gurucharanbarik7817
      @gurucharanbarik7817 4 месяца назад

      ମାଗଣା ଖାଇବାରେ ଅଭ୍ୟାସ, ଚାଷ କରିବା ପାଇଁ ଗୋଡ ହାତ ଚଳୁନାହିଁ, କର୍ମ କୋଢି. 😂😂😂😂

    • @antaryamimishra449
      @antaryamimishra449 4 месяца назад

      @@gurucharanbarik7817 ଆମେ ମାନେ ଚାଷ କରି ଆଳୁ ଖାଉଛୁ BJP ର ଗାଣ୍ଡୀ ରେ ଦମ୍ ନାହିଁ ତ ବଡ଼ ବଡ଼ ଭାଷଣ କାହିଁକି ଦେଉଛି

  • @ajubhaicreation
    @ajubhaicreation 4 месяца назад +2

    ବହୁତ୍ ବଢ଼ିଆ ଭଦ୍ରକ ର 85 ଟଙ୍କା ❤

  • @antaryamimishra449
    @antaryamimishra449 4 месяца назад +1

    ଠିକ୍ କରିଛି ମମତା ଦିଦି କେଁ ହେଲା ଯେ ତାର ମାଲ୍ କେ ଛାଡ଼ିବ ଦିନେ ଦେଖିବ ଆମ ଓଡ଼ିଶା ପାକିସ୍ତାନ ଭଳି ହେବ ଜୟ ଜଗନ୍ନାଥ

  • @SankeswarChatte
    @SankeswarChatte 3 месяца назад +1

    ଆମେ ମଧ୍ୟ ବିଜୁଳି ବନ୍ଦ କରିବା ବଙ୍ଗଳାଦେଶ ପାଇଁ ୫୦ ବର୍ଷ ପାଇଁ 😂😂😂😂😂

  • @gobindachandrabehera6703
    @gobindachandrabehera6703 4 месяца назад +7

    Bengal ku kounsi gadi chhada nahi

  • @gyanaranjanpani2570
    @gyanaranjanpani2570 4 месяца назад +11

    Puri asiba baand karidia Mamata odisha ku saabu free re deba.

  • @madhusmitamohanty2332
    @madhusmitamohanty2332 4 месяца назад +2

    Vala heichi.. odisha loka Kan pain chasa Karu nahanti ki nikkama sarkar nije cold store Karu nahanti

  • @chakadolafashion5205
    @chakadolafashion5205 4 месяца назад +8

    No any business with west Bengal

  • @ManojBerera
    @ManojBerera 4 месяца назад +8

    ❤❤❤nh ରାଜ ପଥ ତା ବାପାର❤❤❤

  • @ZahidKumar-ur2sh
    @ZahidKumar-ur2sh 4 месяца назад +1

    Good job Didi

  • @bikashchandra506
    @bikashchandra506 4 месяца назад

    ଓଡ଼ିଶାରେ cold stor କରାଯାଉ,ପାଚିମବଙ୍ଗ କୁ ଖାଲି ଦୋଷ ଦିଆଯାଉଛି,ପିଆଜ ପାଈଁ ମହାରାଷ୍ଟ୍ର ଉପରେ ନିର୍ଭର

  • @premchandmahanta9398
    @premchandmahanta9398 4 месяца назад +30

    ଓଡିଶାରେ ନବିନ 25 ବର୍ଷ ରାଜନିତି କଲା ଓଡିଶା ର ନବିନ କଛି ସୁବିଧା ନାହି

    • @bipinbiharikisan
      @bipinbiharikisan 4 месяца назад +1

      Sata katha,Nabin sasana samayara cold storage sabu jarajirna abastare achhi

    • @basantatarai166
      @basantatarai166 4 месяца назад

      Hmm 25 barsa bhitare jouta hoinathila ta 1 mon re hoigala

  • @minatisahu838
    @minatisahu838 4 месяца назад +7

    West Bengal upare depend ruha nahi, nije aalu chasa karao,

  • @jaminikantadash1208
    @jaminikantadash1208 4 месяца назад

    Aagaru aneka thara emiti hoi sarichhi .Anya rajyaru aalu aani paschimabang aalu band kale semane balaka aalu kouthi bikibe ...

  • @ranjanamallik815
    @ranjanamallik815 4 месяца назад +11

    ମମତା ଭଲକରିଚି ବିଜେପି ବାଲାଏଥର ସାରୁଖାଆଅ

    • @kumarkartik9338
      @kumarkartik9338 4 месяца назад

      BJP government all state ଅଛି ରେ ଭାଇ କାହାଲି other government ଇକା ଦୁକା ରାଜ୍ୟରେ ଅଛି ମମତା କିଛି କରିପାରିବନି

    • @BrijLal-e6l
      @BrijLal-e6l 4 месяца назад

      Magiakukur ter make giami

  • @asmanjitmeher597
    @asmanjitmeher597 4 месяца назад +2

    Didi time thik karicha i praud of you

  • @ayushjena3206
    @ayushjena3206 4 месяца назад +8

    Jadi odisha ra sital vandar thanta aepari abasta hoinathanta

  • @RabindraGamanga-l7j
    @RabindraGamanga-l7j 4 месяца назад +1

    Very good discussion mamta cm 👌

  • @RajKumar-ck1zb
    @RajKumar-ck1zb 4 месяца назад

    Bhala hoichi

  • @PrabeerSundarRay
    @PrabeerSundarRay 4 месяца назад

    ଓଡିଶା ରେ ଆଳୁ ଚାଷ ପାଇଁ ସରକାର କିଛି ନୂଆ ଉପାୟ ବାହାର କରନ୍ତୁ

  • @ayushman687
    @ayushman687 4 месяца назад +1

    Paschim bangal loka manku odisaru bahar kara jau dekhiba alu debe na nahi viral hau ai massage

  • @barunapradhan8781
    @barunapradhan8781 4 месяца назад +1

    100hele bi odisha lake mane khaibe

  • @krantikumar8671
    @krantikumar8671 4 месяца назад

    ଓଡ଼ିଆ ମୁର୍ଖ ଦଳ ଦାଦନ ଖଟ ପର ରାଜ୍ୟ ରେ
    ନିଜ ରାଜ୍ୟ ରେ 1 Rs ଚାଉଳ ପାଇଁ ବି ଅନ୍ୟ ରାଜ୍ୟ ଉପରେ ନିର୍ଭର ରୁହ।

  • @SubratoKaran
    @SubratoKaran 4 месяца назад +4

    West bengalru aalu aanatu nahi utterpradeash ru aalu aamadani karajau

  • @sudarsandash8042
    @sudarsandash8042 4 месяца назад

    ସରକାର ମାନଙ୍କ ର ଏହା ଗୋୖରବ ଏବଂ ଜାମୁ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ

  • @akshayakumarbhol4132
    @akshayakumarbhol4132 4 месяца назад

    ଆନ୍ଧ୍ର ରୁ ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା ,ମାଛ ଓ କଦଳୀ ଟ୍ରକ୍ କୁ ଓଡ଼ିଶାରେ ଅଟକାଇ ରଖାଯାଉ ।

  • @spacademysrinivaspatnaik4298
    @spacademysrinivaspatnaik4298 4 месяца назад

    Reason of stopping ?

  • @technogeek8006
    @technogeek8006 4 месяца назад +13

    Odisaru bagali htaa

  • @jabesparker12
    @jabesparker12 4 месяца назад

    Eborso sobu fasal khorap hela bearing sobu cold storage re marile. Thik kole mamta sobu dele tanks pakhore kichi rohiboni. Murkho mantri msp diontu alu re sobu odiya logaibe.

  • @fishmar7414
    @fishmar7414 4 месяца назад

    ଓଡିଶା ଲୋକ ମାନଂକୁ ସରକାର ଆଳୁ ଚାଷ କରିବା ପାଇଁ ଯୋଜନା କରୁ ତା ହେଲେ ଓଡ଼ିଶା ଆତ୍ମ ନିର୍ଭର ହେବ jai ହିନ୍ଦ

  • @arjunpatra3037
    @arjunpatra3037 4 месяца назад

    ଓଡ଼ିଶାରେ ବାଙ୍ଗାଲାଦେଶି ରାଜ୍ ଚାଲିଛିଏହା କୁ ବନ୍ଦ୍ କରାଜାଉ ଆମ କୋଇଡା ବ୍ଲକ ଠାରେ ଏତେ ମାତ୍ରାରେ ବଙ୍ଗାଳୀ ଭରପୁର ଭାବରେ ଭରି ଜାଇଛନ୍ତି

  • @mamatamantri1329
    @mamatamantri1329 4 месяца назад

    Cold store nahi,alu chasa Heba kemiti.govt khali jojona upare jojona Kari chalithiba.

  • @khageswarnayak-y7g
    @khageswarnayak-y7g 4 месяца назад +1

    Super

  • @narayankalo4759
    @narayankalo4759 4 месяца назад +1

    Odisha ru sabu bangali mananki hatantu

  • @barikyoutube4501
    @barikyoutube4501 4 месяца назад

    ବାଳ ମନ୍ତ୍ରୀ ହେଇଚି ଓ଼ଡୀସାର

  • @bisuhansdah5198
    @bisuhansdah5198 4 месяца назад

    ଓଡିଶା ସବୁ ବେଳେ ଆଲଗା ରାଜ୍ୟ ଭରସା. ଭଲ ହେଇଛି ମମତା ବନ୍ଦ କରିଛି

  • @gyanaranjanpani2570
    @gyanaranjanpani2570 4 месяца назад +3

    Bangali maananku Puri asiba mana karidia

  • @Bijaya-d8h
    @Bijaya-d8h 4 месяца назад

    କେବଳ ନୁଆ ସରକାର ଙ୍କୁ ମମତା ବାନାର୍ଜୀ ହଜମ୍ କରିପାରୁନାହାନ୍ତି ଓଡ଼ିଶା ରେ ନୁଆ ବିଜେପି ସରକାର ଙ୍କୁ ମମତା ବାନାର୍ଜୀ ହଜମ କରିପାରୁନାହିଁ ରାଗରେ ଏପରି କରୁଛନ୍ତି ଏ ରାଜନୈତିକ ଉଦ୍ଦେଶ୍ଯ ରେ କରାଯାଉଛି ଏ ପ୍ରଥମ ଥର ନୁହଁ ଏପରି ଆଗରୁ ବହୁବାର ହେଇଛି ତେଣୁ ସରକାର ଅନ୍ୟ କେଉଁଠା ରୁ ଆଳୁ ପାଇଁ ଜୋଜନା କରି ମମତା ବାନାର୍ଜୀ ଙ୍କୁ ଠିକି୍ ଜବାବ ଦେବାକଥା ଓଡ଼ିଶା ରେ କୋଲ୍ଡ଼ ଷ୍ଟକ୍ କରାଯାଉ ସବୁବେଳେ ସବୁ ଖାଉଟି ଜିନିଷ ମହଜୁଦ୍ ରଖାଯାଉ ତାହାଲେ କିଛି ସୁଧୁରିବ

  • @sumeetmahakud8075
    @sumeetmahakud8075 4 месяца назад +1

    Aloo chat kemiti khiya hobo aloo kosha kemiti milibo

  • @Raghunathdas-kc7zt
    @Raghunathdas-kc7zt 3 месяца назад

    ଏତେ ଗଜର ଗଜର ହୁଅନି, ଓଡ଼ିଶାରୁ Bengal କୁ ଯାଉଥିବା ଅତିଆବସ୍ୟକ ଜିନିଷ ପତ୍ର ବନ୍ଦ କରିଦିଅ । ଓଡ଼ିଶା ରାସ୍ତା ଦେଇ ଯାଉଥିବା ଆନ୍ଧ୍ରରୁ ମାଛ ଅଣ୍ଡା ସବୁକୁ ଛାଡନି , ମମତା ର ଗଲୁମରିଯାଉ

  • @anantamajhi3656
    @anantamajhi3656 4 месяца назад

    ଓଡିଶା ରେ ଆଳୁ ବିହନ ସରକାର ଜଗା ଅନ୍ତୁ ହେଲେ ଆଳୁ ଓଡିଶାରେ ଆଳୁ ଏବ ନଇଁଲେ ଏମିତି ରେ ଟେତିବ

  • @driving_lover_kanha_02
    @driving_lover_kanha_02 3 месяца назад

    Nice 👍👍👍

  • @user-cs6fo1xf4s
    @user-cs6fo1xf4s 4 месяца назад

    Aahu bhayankara samasya dekhajibo,khaiba peiba Sabu bht kasta kara hebaku jauchi 🙏

  • @mandiaharijun173
    @mandiaharijun173 4 месяца назад

    ଓଡ଼ିଶାର ନିକମା ପଣ ନା ପଶ୍ଚିମବଙ୍ଗର ଦାଦାଗିରି ଠିକରେ ଭାଷା ଚୟନ କରିବା ଦରକାର।

  • @kailashnathshastry6700
    @kailashnathshastry6700 4 месяца назад

    Why our state could not be self sufficient in potatoes . There was a time when our state had sufficient potato cultivation and was only Rs 8-10/ kg. Now we dependant on other state.
    for essential commodities need to introspect for permanent solutions and strategy otherwise this will be never ending problem.

  • @pradeepkumarmahanta8562
    @pradeepkumarmahanta8562 4 месяца назад +1

    Wb Truck ku odisha re iron koila load bond karajau

  • @mragrncy9144
    @mragrncy9144 4 месяца назад

    UP price will not less than Rz60 per kg.

  • @AyushGhadai-f4p
    @AyushGhadai-f4p 4 месяца назад

    Odisha re bahut jami heiki bhi west Bengal nirbhar eebe nija kichi kara bhai ama pakhara khani au bahut bada coastline achi

  • @018manojmirdha7
    @018manojmirdha7 4 месяца назад +1

    Very good anchoring 🎉🎉

  • @bikramdas2888
    @bikramdas2888 4 месяца назад +1

    Very good

  • @mamatamantri1329
    @mamatamantri1329 4 месяца назад

    Thik achhi ama odisha govt ku e vali darkar thila,govt janipariba je anyaupare depend kale kana hue.

  • @JayantJena-kl8qn
    @JayantJena-kl8qn 4 месяца назад +12

    Bjp willgo out from odisha only for potato crisis😂😂😂😂😂😂😂😂😂😂😂😂😅😅😅😅😅

  • @dasarathisingh599
    @dasarathisingh599 4 месяца назад

    ଗୋ ଚାଲାଣ ବନ୍ଦ ହେଲେ ଠିକ ଜାଣିବ ପଶ୍ଚିମବଙ୍ଗ ଆଳୁ ଦମ ଦେଖୋଉଛି

  • @binaykumarpradhan2200
    @binaykumarpradhan2200 4 месяца назад

    Odisha ରେ ଆଳୁ କରିବା ଦରକାର।

  • @rajkishordas1396
    @rajkishordas1396 4 месяца назад

    Let civil supplies minister should talk to up CM Jogi Ji for importing potato through rail for cheap and viability rate for consumers.

  • @adikantajena4206
    @adikantajena4206 4 месяца назад

    କିଛି ଆଣନାହି,କିଛି ଦିଅ ନାହିଁ,

  • @SudarshanPadhi-qp8nl
    @SudarshanPadhi-qp8nl 4 месяца назад

    ଚାଲ ପିଆଜ ଗାଡି ସବୁ ଅଟକେଇ ଦବା ସରକାରକୁ ଭରସା ନାହିଁ

  • @lingarajmurmu9121
    @lingarajmurmu9121 4 месяца назад +1

    Mahan babu ଆଳୁ ଯୁଗେଇ ଦିଅ

  • @basantakumar2111
    @basantakumar2111 4 месяца назад

    Bhala heichi😂

  • @prabhatpanigrahi5250
    @prabhatpanigrahi5250 4 месяца назад +1

    Nabin sir icha kale Didi sange sange supply kari debe.TRY.

    • @tusarpanda5148
      @tusarpanda5148 4 месяца назад

      Nabin sir icha karithile mamata ku ame khosamat karinathante.Eita nua nuhan nabin sir cm thila bele 5 thara emiti heiche.

    • @puspanjalimohanty2623
      @puspanjalimohanty2623 4 месяца назад

      Hele setebele Nabin babu Odisha ru Bengal ku jauthiba machha truck bi atkai deithile. Tapare Mamata madam bataku asithile.

  • @sairindhrilayak8191
    @sairindhrilayak8191 4 месяца назад

    ସ୍ୱତନ୍ତ୍ର ଓଡ଼ିଶା କୁ 100 ଵରଷ ପୁରିବାକୁ ଆଉ 12 ବରଷ ବାକି ଏତେ ସରକାର ଗଲେ ଆସିଲେ ହେଲେ ଆଜି ବି ଓଡିଶା ସ୍ୱାବଲମ୍ବୀ ହୋଇପାରି ନାହିଁ । ଲଜ୍ଜା

  • @BrundabanSahoo-ty6vq
    @BrundabanSahoo-ty6vq 4 месяца назад

    ଓଡିଶାର ଶୀତଳ ଭଣ୍ଡାର ପ୍ରତେକ ନିଵାଚନ ମଣ୍ଡଳୀର ହେଲେ ଆମେ ଆଳୁଚାଷକରିଵୁ ଅନ୍ୟରାଜ୍ୟରୁ ଆଳୁ ଦରକାର ପଡିଣ ନାହି

  • @barikyoutube4501
    @barikyoutube4501 4 месяца назад

    ଏତେ ଦିନ ହେଲା ବନ୍ଧ ହେଲାଣି କାହା ବାଳ ଉପୁଡୁଛି ସେ ମାଝୀ

  • @arvindagrawal4753
    @arvindagrawal4753 4 месяца назад

    Didi kichi dina Africa country ku buli gala mind ta santi haigeba...

  • @bishnucharanswainswainbish6093
    @bishnucharanswainswainbish6093 4 месяца назад

    ମମତା ଦିଦି ଠିକ୍ କରିଛି ! ଆମର ଭୁତ ପୂର୍ବ ମୁଖ୍ୟମନ୍ତ୍ରୀ ଚିଠି ଲେଖୁ ଛନ୍ତି ସାସନ କଲେ ୨୪,ବର୍ଷ କଣ କରୁଥିଲେ ଯେ ଆଜି ଆଳୁ କଣ ପାଇଁ ମିଳୁନି ! ଏଥି ପାଇଁ ଭୁତ ପୂର୍ବ ମୁଖ୍ୟମନ୍ତ୍ରୀ ଦାଇ ! ବିଜେଡି ପାଟି ବଡ ବେଶର୍ମୀ ପାଟି ? ଜୟ ଜଗନ୍ନାଥ

  • @dpbhuyan
    @dpbhuyan 4 месяца назад

    It is an old problem to be solved amicably

  • @hariharmohanta6815
    @hariharmohanta6815 4 месяца назад +1

    Cool not be supplied to West Bengal

  • @prajnashines7180
    @prajnashines7180 4 месяца назад +1

    Sabu pariba out of state ru asuchi kahinki.
    Jou b party huantu ya upare focus karantu. Cold storage ra vyavastha b kara jau.
    Patra babu kan karibe

  • @RameshBehera-g9k
    @RameshBehera-g9k 3 месяца назад

    ପଶ୍ଚିମ ବଙ୍ଗ ଆଳୁ ବନ୍ଧ କଲା ମର ଓଡ଼ିଶା ଭାଇମାନଙ୍କୁ ଅନୁରୋଧ ଓଡ଼ିଶାର ଜଉ ଜଉ ବଙ୍ଗୀଳି ଫେରିବାଲା ହୁଅନ୍ତ ବା ଲୈବର ମିସ୍ତ୍ରୀ ହୁଅନ୍ତ‌ ସମସ୍ତଙ୍କୁ ବାହାର୍ କରନ୍ତୁ

  • @sethcreation6803
    @sethcreation6803 4 месяца назад +1

    Odisha ra pratyek jillare cold storage heba darkar