Manoranjan Mishra Live: Controversy Between Traditionalists And Rationalists Continues

Поделиться
HTML-код
  • Опубликовано: 26 янв 2025

Комментарии • 1,5 тыс.

  • @ROJASSP
    @ROJASSP 2 года назад +4

    ଏହି ମନରଞ୍ଜନ ମିଶ୍ର ଏହି ଶଳା ବି ଗୋଟେ ହେତୁ ବାଦି
    ଏହି ଶଳା ଅଧିକ ପ୍ରଶ୍ନ ହିନ୍ଦୁ ଧର୍ମ ବିରୋଧ ରେ ପଚାରୁଛି

  • @TechnicalGSBAPULU
    @TechnicalGSBAPULU 2 года назад +2

    ରାମାୟଣ ରେ 🐒 ମାଙ୍କଡ ଉଡ଼ନ୍ତି ଆଦିବାସୀଙ୍କୁ ରାକ୍ଷସ କୁହନ୍ତି ଏହା ବ୍ରାହ୍ମଣଙ୍କ ଷଡ଼ଯନ୍ତ୍ର ଅଟେ

  • @pkkanshine9674
    @pkkanshine9674 Год назад +3

    ଭୋଲଟାୟାର ବାବୁ 100% ଠିକ୍ କହିଛନ୍ତି 👍👍👍👍👍👍👍👍👍

  • @priyaranjansamantaray4436
    @priyaranjansamantaray4436 2 года назад +3

    ଆରେ ଶଳା ଏ mg Christian ଧର୍ମ ନେଇଯାଇଛି , ସେଥିପାଇଁ ଜଗନ୍ନାଥଙ୍କ ବିରୋଧ କରୁୁଛି , ଏ ଶଳା କୁ ଓଡିଶା ରୁ ଅଲଗା କରିବା ଦରକାର, ଆରେ mg କିଛି ଧନ ଲୋଭ ରେ ସୀତା ମା ଙ୍କୁ madam କହୁଛି,

  • @pramodartandpainting7921
    @pramodartandpainting7921 2 года назад +4

    ଏହି ଲୋକ ହିନ୍ଦୁ ନୁହଁନ୍ତି ତାଙ୍କ ପରିବାର ର ନାମ ରୁ ଜଣା ପଡ଼ୁଛି

  • @ashokkumarpal596
    @ashokkumarpal596 2 года назад +2

    ମନୋରଞ୍ଜନ ବାବୁ ଏ ଶଳା ହିନ୍ଦୁ ମାନେ ସବୁଠାରୁ କଦର୍ଯ୍ୟ ବୋଲି କହିଲା ଆପଣ କଣ ଏହା କୁ supoort କରୁଛନ୍ତି ?

  • @madhabipattanayak6308
    @madhabipattanayak6308 2 года назад +74

    କଳ୍ପନା ଚାଓଲା କଶ ବୈଜ୍ଞାନିକ ନୁହନ୍ତି କି? ସେ ମହାକାଶ ଯିବା ସମୟରେ ଭାରତରୁ ଭାଗବତ ଗୀତା ମଗାଇ ନିଜ ସାଥିରେ ନେଇଥିଲେ। ଇସ୍ରୋ ର ବୈଜ୍ଞାନିକ ମାନେ ମଙ୍ଗଳଯାନ ପଠାଇବା ଆଗରୁ ତିରୁପତି ମନ୍ଦିରରେ ପୂଜା କରିଥିଲେ। ତାହାଲେ ଏଇହେତୁ ବାବି କେଉଁ ବୈଜ୍ଞାନିକଙ୍କୁ ମାନୁଛନ୍ତି? ଆଉ ଜଣେ କହୁଥିଲେ ସେ ବୁଦ୍ଧଙ୍କ ନୀତି ମାନନ୍ତି । ବୁଦ୍ଦ କହିଛନ୍ତିକି ଜୀବହତ୍ୟା କରି ବିରିୟାନି ଖାଅ? ହେତୁ ବାଦି ଙ୍କ(ବିନାଶ କାଳେ ବିପରିତ ବୃଦ୍ଧି) ।

    • @soumyapallisamohapatra4858
      @soumyapallisamohapatra4858 2 года назад

      ଏଇ ହେତୁବାଦୀ କିଛି ନୁହନ୍ତି ଏମାନେ କେବଳ ହିନ୍ଦୁ ଧର୍ମ ବିରୋଧୀ.. ନା ଏମାନେ ବୈଜ୍ଞାନିକ ଏମାନେ ଜାଣିନାହାନ୍ତି କି ବିଜ୍ଞାନ ର ଉତ୍ସ ହେଉଛି ବେଦ ଗୀତା ଭାଗବତ...

    • @PintuMahakul
      @PintuMahakul 2 года назад

      Kalpana Chawla's rebirth story please search and read. She took birth again as a jatismaran child and she told about her space research experience while she became three years old and started talking!

    • @prakashanaik2080
      @prakashanaik2080 2 года назад +7

      ଗୀତା ଉପରେ ବିଶ୍ୱଶ ଥିଲା ବୋଲି ଶବ ଫେରିଲା

    • @ttjk9582
      @ttjk9582 2 года назад +7

      @@prakashanaik2080 ସବୁ ଭଣ୍ଡାମୀ ,ସବୁବେଳେ ଭଗବାନ ନ ଥାନ୍ତି , ଭଗବାନ କୁ ବିଶ୍ୱାସ କରିବା ଲୋକ କାହିଁକି ନ୍ୟାୟ ର ଦ୍ୱାରସ୍ତ ହେଉଛନ୍ତି ,ଆଉ ଏ ବୁଢା କିଛି ଜାଣିନି ,ଖାଲି ଭଡ ଭଡ ହେଉଛି

    • @srabinarayan944
      @srabinarayan944 2 года назад +1

      ​@@prakashanaik2080 ha be tu au maribunu nuha mg hetubadi

  • @arunkumarmishra9212
    @arunkumarmishra9212 2 года назад +2

    ଏ ପାଗଳ ହେତୁବାଦୀ କହୁଚି, ମୋ ନନା ବୋଉ ପିଲାବେଳେ ବାଇଶି ପାହାଚରେ ଗଡେଇ ଥିଲେ, ସେ ଗଡିଲା ବେଳେ ଶୁଙ୍ଘି ଦେଇ ସମସ୍ତ ସଂସ୍କୃତି କୁ ଜାଣି ଯାଇଛି, ତେଣୁ ଏ ନଷ୍ଟ ଚରିତ୍ର ଅଉ କିଛି ନଷ୍ଟ ଙ୍କୁ ନେଇ ପାଗଳାମି ଚଳେଇଚି

  • @beupdate7733
    @beupdate7733 2 года назад +3

    କଉ ବିଜ୍ଞାନ ପ୍ରମାଣ କରିଦେବ
    ଶ୍ରୀମନ୍ଦିରରେ ଉଡୁଥିବା ସତ୍ୟ ସନାତନ ପାବନ କଣ ପାଇଁ ପବନ ର ବିପରୀତ ଦିଗରେ ଉଡ଼େ....

  • @bhumijsahoo4737
    @bhumijsahoo4737 2 года назад +3

    B.Ramachandra ଗୋଟେ ଅଧା ପାଗଳ ସେଥିଲାଗି Room re Tourist cap ପିନ୍ଧିଛି । ବେଧ ଛୁଆ କଣକହିଲୁ ଆମେ ହିନ୍ଦୁମାନେ ଖରାପ ତୁ Mom Dady ଛୁଆ ଭଲ

  • @prasankumarofficial
    @prasankumarofficial 2 года назад +36

    ସେ ମାଗିହା voltayar କୁ ବହେ ସେକିବି, ଯାଦି ଦେଖା ହେବ ..ରାମାୟଣ ର ମହାନ ଚରିତ୍ର କୁ କେମିତି ବାବୁ madam କହୁଛି, ସେ voltayar ମାଗିହା ତା ଝିଅ କୁ ଛାଦୁନଥିବ ଲାଗୁଚି 🤬🤬😡

    • @CsK.kiddoc
      @CsK.kiddoc 2 года назад

      😂
      Ta ofc ta Google re achi 😂

    • @hosayamandalofficial4110
      @hosayamandalofficial4110 2 года назад

      Tu gandire dam achi,sale 33koti debota ganiki kua maighia na pariba tu gandire baunsa pureibi,joy samvidhan joy mulnivasi

    • @prasankumarofficial
      @prasankumarofficial 2 года назад

      @@hosayamandalofficial4110 ତୁ ଶଳା କିଏ ,ତୁ ବି ସେଇ ଅବିଜା ପରି ..ସବୁ ଭୋଗିବା ଅପେକ୍ଷା କର

    • @hosayamandalofficial4110
      @hosayamandalofficial4110 2 года назад

      @@prasankumarofficial tu kie be

    • @prasankumarofficial
      @prasankumarofficial 2 года назад

      @@hosayamandalofficial4110 I don't want any stupid argument with wrost guy ..ok done
      #Jayhind

  • @kailashbarik8132
    @kailashbarik8132 2 года назад +3

    ତୋତେ ଆହୁରି ସୋଧା ହେବ, ଏହା କିଛି ନୁହେଁ।
    ହିନ୍ଦୁ କଦର୍ଯ୍ୟ ନୁହେଁ ଭୋଲଟେୟାର ତୁ କଦର୍ଯ୍ୟ ଓ ଜାରଜ ସନ୍ତାନ।

  • @reetap4008
    @reetap4008 2 года назад +18

    ସବୁ topics କୁ ମିଡ଼ିଆ ହିଁ ଉତ୍ତେଜିତ କରୁଛି

  • @basantakumar9465
    @basantakumar9465 2 года назад +2

    ଲକ୍ଷ୍ମଣ ଗଲେ ନଗଲେ ତୋର କଣ ଅସୁବିଧା ହେଲା ?? ଏଟା ଗୋଟେ ଅନାର୍ଯ୍ୟଟା।

  • @Surya9827-s1j
    @Surya9827-s1j 2 года назад +74

    ଏ ମାନଙ୍କୁ କାଇଁ ଏତେ ଭାଉ ଦିଆ ଯାଉଛି ଯେତେ ଆମ ଧର୍ମ କୁ ନିନ୍ଦିବେ ସେତେ ଆମ ଧର୍ମ ପ୍ରତି ଆମ ପ୍ରେମ ବଢ଼ିବାରେ ଲାଗିଛି
    🚩 ❤️ସନାତନ ଧର୍ମ କି ଜୟ ❤️🚩

    • @krushnajani3224
      @krushnajani3224 2 года назад +1

      Ki prakar bhasha kahuchhnti Hindu bipakshya re😡

    • @simapradhan6437
      @simapradhan6437 2 года назад

      ଧର୍ମକୁ ରକ୍ଷା କରିବା ପାଇଁ ହିଂସା କରୁଛନ୍ତି ।

    • @myzone2264
      @myzone2264 2 года назад

      @All in one
      Dharma jemiti thiba semiti hi question asiba.

    • @sthitiprangyamohanty5825
      @sthitiprangyamohanty5825 2 года назад

      Jay Sri ram 🙏🙏🙏🙏

    • @catparadise6889
      @catparadise6889 2 месяца назад

      To bou saya

  • @srikantaharichandan1464
    @srikantaharichandan1464 2 года назад +2

    ଏଇଟା ଗୋଟେ ବେଧ ପିଲା। ମଣିଷ ଠୁ ନୁହେଁ ଏକାଧିକ ପଶୁ ଙ୍କ ଠାରୁ ଜନ୍ମ

  • @rinkipattanaik1278
    @rinkipattanaik1278 2 года назад +10

    ହିନ୍ଦୁ ମାନେ କଦର୍ଜ କହୁଚି ୟାକୁ ମାଡ଼ ଦରକାର ରାକ୍ଷସ

  • @prasantparida8320
    @prasantparida8320 2 года назад +2

    କଣ ପାଇଁ voltayer ପାଗଳ କୁ studio କୁ ଡାକିଛନ୍ତି

  • @soumyapallisamohapatra4858
    @soumyapallisamohapatra4858 2 года назад +36

    ଏଇ ହେତୁବାଦୀ ଙ୍କ ଠୁ ଆତଙ୍କବାଦୀ ଶହେ ଗୁଣରେ ଭଲ

    • @rishuandkhusi
      @rishuandkhusi 2 года назад

      @@kishordharua alaga drama bisayare kohunahanti gand* kati debe hetu badibnkara..hetu badi ta ka khaichhanti alaga drama tharu

    • @soumyapallisamohapatra4858
      @soumyapallisamohapatra4858 2 года назад +1

      @@kishordharua ଧାର୍ମିକ ବିଶ୍ୱାସ ସହ ଅନ୍ଧବିଶ୍ୱାସ ତୁଳନୀୟ ନୁହଁ..ହେତୁବାଦୀ ହେଉଛନ୍ତି ହିନ୍ଦୁ ଧର୍ମ ବିରୋଧୀ..ଗୁଣି ଗାରେଡି ଏସବୁ ହେଉଛି ଅନ୍ଧ ବିଶ୍ୱାସ ଏସବୁ ପାଇଁ ହେତୁବାଦୀ ମାନେ ଆଗେଇ ଆସିଲେ ଆମେ ଖୁସି ହବୁ

    • @soumyapallisamohapatra4858
      @soumyapallisamohapatra4858 2 года назад

      ଡରେଇବା କଥା ଆସୁଛି କୋଉଠୁ ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏଠି ଧର୍ମ କୁ ବିଶ୍ୱାସ କି ଅବିଶ୍ୱାସ କରିବାକୁ ବାଧ୍ୟ କରାଯାଇନାହିଁ.. କଥା ହେଉଛି ଯେ କେତେକ ନଗଣ୍ୟ ହେତୁବାଦୀ ମାନେ ବିଶ୍ୱାସ କରିନପାରନ୍ତି କିନ୍ତୁ ଅସଂଖ୍ୟ ଧାର୍ମିକ ଲୋକ ଙ୍କ ବିଶ୍ୱାସ କୁ ପ୍ରବର୍ତ୍ତନ କରିବାର ତାଙ୍କର କୋୖଣସି ଅଧିକାର ନାହିଁ

    • @soumyapallisamohapatra4858
      @soumyapallisamohapatra4858 2 года назад

      @@kishordharua ପ୍ରକୃତ କଥା ହିଁ ସେଇଠି ଯାହାର ଇଚ୍ଛା ସେ ଖାଇପାରିବ ସେ ଚିକେନ ବିରିୟାନୀ ହଉ କି କୁକୁର ବିରିୟାନୀ ହଉ କିନ୍ତୁ ସେମାନେ ତାଙ୍କ ଘରେ ଖାଇପାରିଥାନ୍ତେ ଏମିତି ରାସ୍ତା କଡରେ ମାଗଣା ରେ ଖାଇ ଶୋ ବାଜି କରି ଅନ୍ୟ ମାନଙ୍କୁ ପ୍ରବର୍ତ୍ତେଇବା ଅତ୍ୟନ୍ତ ନିନ୍ଦନୀୟ... ଏମାନଙ୍କୁ ଯାହା କହିଲେ ବି କମ ପଡ଼ିଯିବ

    • @RazRaz-hy2cv
      @RazRaz-hy2cv 5 месяцев назад

      Ebe loke jaagileni

  • @mr.a9116
    @mr.a9116 2 года назад +40

    My respect for muslims increasing day by day , they do not tolerate any kind of comments on their gods,

  • @dev9805
    @dev9805 2 года назад +57

    ସମସ୍ତଙ୍କୁ ଅନୁରୋଧ ଭୋଲ୍ଟାୟର କୁ ଯୋଉଠି ଦେଖିବା ବାଡେଇବା

  • @tnanda1432
    @tnanda1432 2 года назад +10

    ଆମ ଦେଶର ସମ୍ବିଧାନ କୁ ସଂଶୋଧନ କରିବା ସମୟ ଆସିଯାଇଛି,

    • @RazRaz-hy2cv
      @RazRaz-hy2cv 5 месяцев назад

      Tama satA pidhi samvidhan sansodha kariparibeni

  • @balakrambaskey510
    @balakrambaskey510 2 года назад +6

    ଅନ୍ଧ ଭକ୍ତ ଙ୍କୁ ପାନେ ଦକାର

  • @gyandaspattanaik5160
    @gyandaspattanaik5160 2 года назад +12

    Manoranjan is encouraging this type of discussions for TRP .

  • @sushantakumardhir3291
    @sushantakumardhir3291 2 года назад +83

    ମାଡ଼ ଦରକାର ହେତୁ ବାଦି ମାନଙ୍କୁ ଏମିତି ମାଡ଼ ନାହିଁ ଗାଣ୍ଡୀ ଫଟା ମାଡ଼ ଦରକାର

    • @trustmutual4218
      @trustmutual4218 2 года назад +4

      aaa re baaa aaa kete janaku maribu aaaa

    • @kaliadas6008
      @kaliadas6008 2 года назад

      ଇଏ ସବୁ ଅଲଗା ଧର୍ମ ସହ ଭାବ ରଖି. କିଛି ମୋଟା ଅଙ୍କରେ ପଇସା ପାଇଛନ୍ତି. ହିନ୍ଦୁ ଧର୍ମ କୁ ଲୋପ କରିବାକୁ ୟାଙ୍କୁ ମାଧ୍ୟମ କରାଯାଇଛି. ତେଣୁ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ. ଅସଲ କଥା ଜଣା ପଡିବ.

    • @marndi3221
      @marndi3221 2 года назад +8

      Life ରେ ଦିନେ ବି ଚନ୍ଦ୍ର ଗ୍ରହଣ,ଇନ୍ଦ୍ର ଜାହା ପୂଜା ପାଠ କିଛି ମାନିନୀ ସବୁ ଥର ଆମିଷ ଖାଇଛି । ଅସୁବିଧା କିଛି ନାଇ ଖାଈବା ରେ । ଖାଉ ରେ ଯିଏ ଖାଇବା କଥା । ଦେଖିବା କିଏ କଣ ? କରିବ ।

    • @amitbrosmelody5822
      @amitbrosmelody5822 2 года назад +2

      Bhai tame au kichi madyama janina Khali MARIBA KATIBA HAIRAN KARIBA ei katha kintu Dharma Santipurna ate janina mane Be an educated then talk ok💯👍

    • @kaliadas6008
      @kaliadas6008 2 года назад +2

      @@amitbrosmelody5822 ଆଇନ ଷ୍ଟାଇନ. ଧର୍ମ. ସଂସ୍କୃତି. କୁ ନେଇ କଣ କହିଥିଲେ. ଏବେ ଜଣେ ବୈଜ୍ଞାନିକ ଆମେରିକା ରେ ରହୁଛନ୍ତି ବିଜୟ ଦାସ କଣ କହିଛନ୍ତି. ଭଲକି news ଦେଖ. ତାଙ୍କ ଠାରୁ ତମେ କେତେ ଶିକ୍ଷିତ ମୁଁ ଜାଣି ପାରୁନି.

  • @kaliadas6008
    @kaliadas6008 2 года назад +1

    ବିଜୟ କୁମାର ଦାସ ସେ ଜଣେ ବୈଜ୍ଞାନିକ ଆମେରିକା ରେ ରହୁଛନ୍ତି.. ସେ ମଧ୍ୟ ହେତୁବାଦୀ ଙ୍କ ଧର୍ମଦ୍ରୋହୀ କଥା ଶୁଣି ଛି ଛାକର କରୁଛନ୍ତି.. ଆଉ ପ୍ରଭୁ ଜଗନ୍ନାଥ ଙ୍କ ସଂସ୍କୃତ ମନ୍ତ୍ର ପାଠ କରୁଛନ୍ତି.. ଇଏ କୋଉ ବୈଜ୍ଞାନିକ.. ଇଏ ମୁସଲିମ ଆଉ ଖ୍ରୀଷ୍ଟିଆନ ଙ୍କ ଦଲାଲ ସାଜିଛନ୍ତି

  • @arjunbehera6338
    @arjunbehera6338 2 года назад +57

    ଶଳା ହେତୁବାଦୀ ଙ୍କୁ ସବୁ ଗରମ ରଡ଼ ଦରକାର

    • @live-fq5wt
      @live-fq5wt 2 года назад +5

      Kn tama dharam aiya sikha jauchi

    • @arjunbehera6338
      @arjunbehera6338 2 года назад +3

      @@live-fq5wt vai sab aama dharam re kan kan sikhajauchi tame vala bhabare janicha. Jadi kehi aama dharam ku ungali kariba aame baju daba janichu jouta tama dhrama re sikha jauchhi..

    • @sukultudu137
      @sukultudu137 2 года назад +1

      ମୁଁ ଗୋରୁ ମାନସ ଖାଇଛି ଚନ୍ଦ୍ର ଗ୍ରହଣ ରେ

    • @realitytest9809
      @realitytest9809 2 года назад

      @@live-fq5wt ନା ତତେ - କରିବାକୁ

    • @live-fq5wt
      @live-fq5wt 2 года назад +2

      @@arjunbehera6338 bhai tame bhala bhabe janina ai dharm sirf brahmana dharma ..ai dharm re ହିନ୍ଦୁ ଶବ୍ଦ ହିଁ ନାହିଁ...tama mananku boka bana jauchi gote sc st obc bhitare ladhei kara jauchi ...tike dimag use kara..

  • @kumarabhi86
    @kumarabhi86 2 года назад +1

    ବଢିଆ ବିବାଦୀୟ ଚାଲିଛି

  • @sumesamal1500
    @sumesamal1500 2 года назад +3

    ସେମାନେ ଯଦି ନ ମାନୁଛନ୍ତି ସେ ନ ମାନନ୍ତୁ କିନ୍ତୁ ଆମ ଧର୍ମକୁ କଣ ପାଇଁ ଖରାପ କରି କହିଛନ୍ତି ତୋର ଯଦି ଇଛା ହେଉଛି ତୋ ମାଆ କୁ ମାଇପ କର ଆମର କିଛି କହିବାର ନାହିଁ

  • @omcreations4021
    @omcreations4021 2 года назад +1

    🙏ଯିଏ ମଦୁଆ ସିଏ ଅନ୍ୟ ମାନଂକୁ ମଦୁଆ ଭାବିବା ନିଶ୍ଚିତ। ସେ କଣ ଅନ୍ୟ କୁ ମଦ ନ ଯାଚି କଣ ମହୁ ଯାଚିବ?

  • @satyanaik7321
    @satyanaik7321 2 года назад +9

    ମୁଁ କଣ ଯିଏ ଶୁଣିବ ସେ କହିବ ଏସବୁ ଠିକ୍ ନୁହେଁ ଆମ, ଧର୍ମ, ଆମ ପରମ୍ପରା କୁ କାହିଁକି ଅପବାଦ କରୁଛ, ଆଉ ରହିଲା ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ଖାଇବା କଥା ତୁମେ ମୁଁ ଖାଇବି କଣ କେହି ମନା କରିବେ ନାହିଁ ନା ମୋ ଚିନ୍ତା ଧାରା ମୁଁ ଆଉ କାହା ଉପରେ ଲୋଦି ଦେବା ଗୋଟେ ସଂଗଠନ କରି ଏହା ଠିକ୍ ନୁହେଁ ନା,

  • @RahulRaj-qq7jv
    @RahulRaj-qq7jv 2 года назад +3

    ମୋର ପ୍ରଶ୍ନ ଭିଏଚପି ଙ୍କୁ ରାମ ରାବଣ ଯୁଦ୍ଧ ରେ ଲକ୍ଷ୍ମଣ ର ମୃତ୍ଯୁ ଖବର ପାଇ ତାର ସ୍ତ୍ରୀ କାହିଁକି ହସୁଥିଲା। ଯାର ସ୍ତ୍ରୀ ରଖିବାର କ୍ଷମତା ନାହିଁ ସେ ବାହାହୁଏ କାହିକି। ଲକ୍ଷ୍ମଣ ତାର ସ୍ତ୍ରୀ ପ୍ରତି ଅନ୍ଯାୟ କରିଛି କି ନାହିଁ ଯଦି ଜ୍ଞାନ ଅଛି ଜବାବ ଦିଅ। ତୁମେମାନେ ତୁମର ଭାଇ ଭାଉଜ ହନିମୁନ ଗଲେ ତାଙ୍କ ସହିତ ଯାଇ ସେମାନଙ୍କ ବେଡ଼ରୁମ ରେ ଶୋଇ ଭାଇ ଭାଉଜ ଙ୍କ ଲିଲା ଦେଖୁଛ ସେଥିପାଇ ଲକ୍ଷ୍ମଣ କୁ ନିଜର ଆଦର୍ଶ ମାନୁଛ। ତୁମର ଭଉଣୀ କିମ୍ବା ଝିଅ ର ସ୍ବାମୀ ଯଦି ଚତୁର୍ଥୀ ଦିନ ରୁ ସ୍ତ୍ରୀ କୁ ଛାଡିଯାଇ ବିଦେଶ ରେ ଭାଇ ଭାଉଜ ର ସେବା କରିବ ତୁମେମାନେ ତାକୁ କଣ କହିବ

  • @deepakkar7551
    @deepakkar7551 2 года назад +17

    Voltayar gandire 440 volt current purei dia pura size heijiba.

  • @bijay-1982
    @bijay-1982 2 года назад +4

    ଆରେ ଭଲ୍ଟାୟର ଯେଉଁ ଦିନ ହିନ୍ଦୁ କଦର୍ଯ୍ୟ ହେବେ ତୁ ଗୋଟେ ଦିନ ଓଡ଼ିଶାରେ ରହିପାରିବନି।

  • @skmallick5269
    @skmallick5269 2 года назад +22

    ଭୋଲ୍ଟାୟର ଙ୍କୁ ଜଗତସଂହପୁର ଟିକେ ପଠାନ୍ତୁ ଆମେ ବୁଝାଇ ଦବୁ ସବୁ ହିନ୍ଦୁ କିଏ

    • @CsK.kiddoc
      @CsK.kiddoc 2 года назад

      Na re bhai...
      Laxman babu kete charitra heena seta bujheibaa 😂

    • @bijaysamantaray5561
      @bijaysamantaray5561 2 года назад +1

      Vai emananku badei ki desara baharaku chhadi dabaku padiba

    • @jayadevsahoo9916
      @jayadevsahoo9916 2 года назад

      👍👍👍👍

    • @RazRaz-hy2cv
      @RazRaz-hy2cv 5 месяцев назад

      ​@@bijaysamantaray5561Tama gandire takat achhi ki kahaku gaan ru bahar karibaku

    • @LUCKY_U2
      @LUCKY_U2 24 дня назад

      ​@@CsK.kiddocmaghia tu kia thhare dekha ha re pelei pua

  • @drsamarajittripathy423
    @drsamarajittripathy423 2 года назад +1

    Voltiar ku full voltage ଦେଇ punish ଦେବା ଉଚିତ

  • @abinashnayak8840
    @abinashnayak8840 2 года назад +16

    ହେତୁଆଷୁର ଙ୍କ ଶେଷ ବେଳ ଆସିଗଲା
    ଏବେ ଘରେ ପସିକି ପିଟିବୁ
    ବାଟ ଚଲେଇଦେବୁନି ନିଆଁ ଜଳିବ ଏବେ

  • @tapankumarsamantaray7083
    @tapankumarsamantaray7083 2 года назад +2

    ମୁଁ ଅନୁଭବ କରୁଛି ଧର୍ମବାଦୀ ଆତଙ୍କବାଦୀ ଠାରୁ ସହେଗୁଣା ଭୟଙ୍କର

  • @jubeldalabehera7630
    @jubeldalabehera7630 2 года назад +5

    ଚାଲୁ ରାଜନୀତି ସବୁ ନବୀନର କାମ।।।🇮🇳🏏

  • @trilochanmohanty5915
    @trilochanmohanty5915 2 года назад +2

    ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ସମ୍ବନ୍ଧରେ ତାଙ୍କର ମନ୍ତବ୍ୟ ଅତ୍ୟନ୍ତ ଦାୟିତ୍ବହୀନ ଓ ଦୁଃଖ ଦାୟକ ।

  • @likurout9162
    @likurout9162 2 года назад +5

    Right ପ୍ରଶ୍ନ sir

  • @Lepan1085
    @Lepan1085 2 года назад +22

    ଯେଉଁମାନେ ରାଗନ୍ତି ଉତ୍ତେଜିତ ହୁଅନ୍ତି ସେମାନେ ସାଧୁ ବୋଲି ମୁଁ ବିଶ୍ୱାସ କରେନା, ସାଧୁ ସନ୍ନ୍ୟାସୀ! ଦୟାକରି ଯୁକ୍ତି ଦର୍ଶାନ୍ତୁ, ପ୍ରଶ୍ନ ର ଉତ୍ତର ଦେଇ ଶାନ୍ତି ବଜାୟ ରଖି ହିନ୍ଦୁତ୍ୱ କୁ ଆଗକୁ ନିଅନ୍ତୁ

    • @sridharsulatachanal9515
      @sridharsulatachanal9515 2 года назад +3

      ତମ ରକ୍ତ କଣ ଗରମ୍ ହଉନି

    • @mamatapradhan9383
      @mamatapradhan9383 2 года назад +1

      ସାଧୁ ମାନେ ଶାନ୍ତି ରହିବା କୋଉଠି ଲେଖା ହୋଇଛି
      ଯଦି ଶାସ୍ତ୍ରରେ ଅଛି ଠିକ୍ ଅଛି କିନ୍ତୁ ଯେଉଁ ମାନଙ୍କ ପାଇଁ ଶାସ୍ତ୍ର ମିଛ ସେଠି ସାଧୁ କାହିଁକି ଶାନ୍ତ ମୂର୍ତ୍ତି ରହିବେ

    • @kumkumdas9619
      @kumkumdas9619 2 года назад +3

      ଦୁର୍ବାସା, ପର୍ଶୁରାମ , ବିଶ୍ଵାମିତ୍ର ଙ୍କ ନା ଶୁଣିଛ ?

    • @sambhusen8805
      @sambhusen8805 2 года назад +1

      Bhai tike adhika kahi dela... Jie b nija bhagwan b bisayre kahiba sete bele blood heat heba

    • @dillipdas314
      @dillipdas314 2 года назад +1

      Hm ame hindu ama birudhare kahile ame chhatire chadijibi ok

  • @kantabarik1894
    @kantabarik1894 2 года назад +17

    ହିନ୍ଦୁ ମାନଙ୍କର ବିରୋଧୀ ମାନଙ୍କୁ ମଜା ଲାଗୁଥିବ ।

  • @unemployee7056
    @unemployee7056 2 года назад +8

    I support mr Voltaire i enjoyed a lot

  • @devote109
    @devote109 2 года назад +9

    ବ୍ରାହ୍ମଣ ମଣିଷ କୁ ଶାନ୍ତି ରେ ରୋହିବାକୁ ଦେବନି 🤦

  • @taranishenbehera7381
    @taranishenbehera7381 2 года назад +2

    ଜୟ ଜଗନ୍ନାଥ 🙏🙏🙏🙏

  • @santoshsatapathy41
    @santoshsatapathy41 2 года назад +3

    କନକ ଟି ଭି କୁ ଅନୁରୋଧ ଏ ଶଳା ବଦମାସ ଭଲ ଟେୟର ଦୟା କରି ଡାକନ୍ତୁ ନାହିଁ।ମା କୁ ସ୍ତ୍ରୀ କହିବା ଲୋକ ଏ ଶଳାକୁ ପିଟନ୍ତୁ

  • @simadriurlaka2817
    @simadriurlaka2817 2 года назад +1

    ଏଇଟି ପ୍ରଥମ ଚୋର ହେଉଛି ମନୋରଞ୍ଜନ ଶଳା

  • @kaharaketegyanaodia3174
    @kaharaketegyanaodia3174 2 года назад +3

    Hetubadi Jay!!!!!!!!! Don't afraid sir go ahead!!!!!!

  • @byasadevjagadala2095
    @byasadevjagadala2095 2 года назад +1

    Thank you Hetubadi sir

  • @bonoshsahoo7894
    @bonoshsahoo7894 2 года назад +1

    ଲକ୍ଷ୍ମଣ ସୀତା ଙ୍କୁ ନିଜ ମା ପରି ଦେଖୁଥିଲେ ।।।ହେଲେ ରାମ ସ୍ଵର୍ଣ୍ଣ ମୃଗ ମାରି ଯିବା ବେଳେ ସୀତା ଲକ୍ଷ୍ମଣ ଙ୍କୁ ଯାହା କହିଲେ ତାହା କଣ ଠିକ୍ ।।।।ସୀତା କହିଲେ ଲକ୍ଷ୍ମଣ ତୁମ ଭାଇଙ୍କ ଉପରେ ବିପଦ ପଡ଼ିଛି ତୁମେ ଯାଅ ।।।ହେଲେ ଲକ୍ଷ୍ମଣ ବାରଣ କରିଥିଲେ ପରେ ସୀତା କହିଲେ ଲକ୍ଷ୍ମଣ ତୁମେ ମୋ ପ୍ରତି ଖରାପ ଭାବନା ରଖି ତୁମ ଭାଇ ଙ୍କୁ ରକ୍ଷା କରିବା ପାଇଁ ଯାଉ ନାହ ।।।।।ଏଇଟା କେତେ ଦୂର ଠିକ୍ ।।।।

  • @narottamdeep9202
    @narottamdeep9202 2 года назад +12

    Science is that true which takes us in the best way. Science is one and only which teaches us the reality. Science has a great contribution to the society which cannot be achieved by worshipping.

    • @crd288
      @crd288 2 года назад

      There can be no EFFECT without CAUSE..DO you deny this, NAROTTAM DEEP? Answer me. You bigoted blind believer in science..! Spirituality is more scientific than science itself.The scientists are also the manifestations of the Supreme Brahman..

    • @crd288
      @crd288 2 года назад

      Have you ever tried to search for God? No, because you believe what you see.

    • @narottamdeep9202
      @narottamdeep9202 2 года назад

      @@crd288 I am able to understand what you are saying. But I think that's just imagination.

    • @dinabandhusuna7349
      @dinabandhusuna7349 2 года назад

      @@crd288 do you know what the universe is? And who made it ?

    • @narendratanty4604
      @narendratanty4604 2 года назад

      @@crd288 why would or should he search... His choice..

  • @Mrsundar73053
    @Mrsundar73053 2 месяца назад

    ହେତୁବାଦୀ ହେବା ବହୁତ୍ ଭଲ ସବୁ ଝଗଡ଼ା ଏଇ ଧର୍ମ ପାଇଁ, ଆରେ ଭାଇ ଈଶ୍ୱର ବହୁତ୍ ଶକ୍ତିମାନ ଯଦି, ତାକୁ ଏଇ ମହନ୍ତ ବାବୁ ବଞ୍ଚେଇବେ ଅଉକାତ୍ ଅଛି ତାଙ୍କର , mr voltyr ଠିକ୍ ଅଛନ୍ତି I salute you, comet ରୁ ସବୁ ଧାର୍ମିକ ମାନଙ୍କ ବ୍ୟବହାର ଜଣାପଡୁଛି, ଜୟ ହେତୁ ବାଦୀ

  • @lizabahira8390
    @lizabahira8390 2 года назад +12

    ମନୋରଞ୍ଜନ ସାର ଭଲ ପ୍ରଶ୍ନ କରୁଛନ୍ତି

  • @smitaranjanmohanty5569
    @smitaranjanmohanty5569 2 года назад +1

    ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ମାଳିକା ଅନୁସାରେ , କଳି ଯୁଗ ର ଶେଷ ସମୟ ରେ ଲୋକ ମାନେ ଠାକୁର ଙ୍କୁ ମାନିବେନି।
    ମଦ ମାଂସ ଖାଇକି କହିବେ ଠାକୁର କିଏ ??ଠାକୁର ବୋଲି କେହି ନାହାନ୍ତି ?? ଏ ହେତୁବାଦୀ ହେଉଛନ୍ତି କଳି ଯୁଗ ର କଳିହତ ମଣିଷ ଓ ଗୋଟେ ଗୋଟେ ବ୍ରହ୍ମ ରାକ୍ଷସ।

  • @risingstar1561
    @risingstar1561 2 года назад +3

    ମୁ ST ଲୋକ କିନ୍ତୁ ଆମେ ହିନ୍ଦୁ ଆଉ ରାମ ଆମର ଭଗବାନ, ଏ ଭୋଲୋଟାଏର କୁ ମାଡ ଦରକାର,

  • @sudhirkumar-zr8cl
    @sudhirkumar-zr8cl 2 года назад +1

    କଳି ଯୁଗ ର ଅନ୍ତିମ ସମୟ ଆସିଗଲାଣି ,ଏବେ କେବଳ ସଂହାର ହେବ ମନୁଷ୍ୟ ଏବେ ନିଜକୁ ଭଗବାନ ଭାବିଲାଣି ,ତେଣୁ ହେ ପ୍ରଭୁ ଏ ମୂର୍ଖ ମାନକୁ ଜ୍ଞାନ ଦିଅନ୍ତୁ ।

  • @ashokkumardas6003
    @ashokkumardas6003 2 года назад +4

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @somanathdas833
    @somanathdas833 2 года назад +18

    କଥାରେ ଅଛି ଭାତ ଉତୁରିଲେ ଗାତ କୁ ଯିବ ସେଇ ସମୟ ଆସିଗଲାଣି ପାଖକୁ ସୁଧୁରି ଯା ଅ ହେତୁ ବାଦି। 🌏🙏 Jai ଜଗନ୍ନାଥ

  • @amitbrosmelody5822
    @amitbrosmelody5822 2 года назад +13

    Different Ramayan are there in India but which Ramayan is proved as real RAMAYAN 🤔

    • @manjulatasethi8118
      @manjulatasethi8118 2 года назад

      What you know about ramayan

    • @ranjanmartha8731
      @ranjanmartha8731 2 года назад

      Mr amit how many ramayan you know

    • @amitbrosmelody5822
      @amitbrosmelody5822 2 года назад +1

      @@manjulatasethi8118 Sethi madam so many people are there in India like voltayar sir to make people aware from blind believe ok Madam Ji 👍

    • @amitbrosmelody5822
      @amitbrosmelody5822 2 года назад

      @@ranjanmartha8731 In all, there are 25 Sanskrit Ramayanas. One of the earliest vernacular Ramayanas is Kamban's Tamil epic written in the 9th or 12th Century. There are many tribal versions including the famous Bhil Ramayana.Can you explain "PERIYAR"RAMAYAN

    • @amitbrosmelody5822
      @amitbrosmelody5822 2 года назад +1

      @@manjulatasethi8118 In all, there are 25 Sanskrit Ramayanas. One of the earliest vernacular Ramayanas is Kamban's Tamil epic written in the 9th or 12th Century. There are many tribal versions including the famous Bhil Ramayana.

  • @Hoenglish123
    @Hoenglish123 2 года назад +4

    Right to criticism

  • @priyaranjansamantaray4436
    @priyaranjansamantaray4436 2 года назад +5

    ଆରେ manoranjan sir, ଆପଣଙ୍କୁ ଭଲ ଲାଗୁଛି ଏ hetubadi ଙ୍କ ବ୍ୟବହାର, ଆପଣ ନିଜେ କୁହନ୍ତୁ, ତା ପରେ question କରିବେ ହିନ୍ଦୁ ବାସୀ ଲୋକଙ୍କୁ

  • @dhaneswardas7823
    @dhaneswardas7823 2 года назад +1

    ମନୋରଞ୍ଜନ ସାର,
    ଆପଣଙ୍କ ଟିଭିରେ କହୁଛନ୍ତି ଯେ ହିନ୍ଦୁ ମାନେ କଦର୍ଯ୍ଯ।

  • @pabitraranjan675
    @pabitraranjan675 2 года назад +8

    Anchor should intervene to stop the bad languages

  • @subhrajitpanigrahi177
    @subhrajitpanigrahi177 2 года назад +1

    ଏମାନେ ଆମ ରାଜ୍ୟ ରେ ଦଙ୍ଗା ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି ।

  • @myjaanmyshann
    @myjaanmyshann 2 года назад +8

    Positive Virus (P.V) ତୁ କେବେ ଭାବିଛୁ ତୁ ଏ ଦୁନିଆ କୁ ଆସିଲୁ କେମିତି, ଜାଣିଛୁ କେବେ ଯିବୁ ଏ ଦୁନିଆ ରୁ ତ ବିଜ୍ଞାନ କୁ ପଚାରିକି କହିବୁ ?
    ତ ନାମ ରେ ଆମ ଭଗବାନ ଅଛନ୍ତି ସେ ପାଇଁ କିଛି କହିବାକୁ ସାହସ ହଉନି । ଆମେ କେବଳ ଭକ୍ତି ଆଉ ଶ୍ରଦ୍ଧା ରେ ତାଙ୍କ ନାମ ନେଇ ଥାଉ । ତୁ ତ ନାମ change କରିଦେ । ଦେଖିବୁ ତ ବାକି ବୟସ comment ପଢି ପଢି ସୋରିଯିବ । ତୁ ଯୋଉ "ନିରେଶ୍ୱର" ବୋଲି ନିଜକୁ କହୁଛୁ ମୂର୍ଖ ଦେଖ ସେଇଠି ବି "ଈଶ୍ୱର" ଅଛନ୍ତି । ତାଙ୍କ ବିନା କିଛି ସମ୍ଭବ ନୁହେଁ ନା ତୁ ନା ମୁଁ ନା କିଛିବି ।
    ବାପା ମା ଙ୍କୁ ତୁ ଏ ସଂମାନ ଦେଉଛୁ ତ ପାଇଁ ତାଙ୍କୁ ବି କେତେ କଥା ଶୁଣିବାକୁ ପଡୁଛି । କଲି ତୁ ନ ଥିବୁ ତ ଛୁଆ ମାନେ ତ ପାଇଁ କେତେ ଶୁଣିବେ । କେହି ଲୋକ ସମ୍ପର୍କ ରଖିବେନି, ତ family ସହିତ । କରନା ରେ ଜାଣିପାରିଲୁନି ଖାଲି ଟଙ୍କା ପଇସା କିଛି କାମରେ ଆସିବନି । ନିଜ ଭୁଲ ମାନିଜା ଆଉ କ୍ଷମା ପ୍ରାର୍ଥନା କର ସେ ତୋତେ କ୍ଷମା କରିଦେବେ, କିନ୍ତୁ ମନେ ରଖିଥା ତ ଭୁଲ ପାଇଁ ଦଣ୍ଡ ପାଇବୁ ସୁନିଶ୍ଚିତ । ରାକ୍ଷସ ଗୁଣ ଛାଡି ଦେ ତୋର ଆଉ ସମସ୍ତ ଙ୍କର ମଙ୍ଗଳ ହେବ ।
    G(Generator)
    O(Operator)
    D(Destroyer)
    ବାଲ୍ମୀକି କିଏ ଜାଣିଛୁ ? Google ରେ search କର ନହେଲେ କାହାକୁ ପିଚାର।ତୋ ଛୁଆ ମନେ ବି ଜାଣିଥିବେ ।
    ତ ପାଇଁ line ଟେ ଲେଖୁଛି volose ପଢ଼ିବୁ
    Sudhar jao ... varna agar bhagban sudhaarne par utar aaye ... toh bahut nuksaan ho jayega

    • @gobindachandrasatapathy4685
      @gobindachandrasatapathy4685 2 года назад

      Very good

    • @gobindachandrasatapathy4685
      @gobindachandrasatapathy4685 2 года назад

      ଏ ମାନେ ଆଧୁନିକ କଳାପାହାଡ଼ ସୃଷ୍ଟି ହେଉଁଛନ୍ତି, ଓଡ଼ିଆ ଜାତି ଏକ ହୁଅ, କଳାପାହାଡ଼ କରିଥିବା କର୍ମ ର ପୁନରାବୃତ୍ତି ନହେଉ, ସେଥିପାଇଁ ଅମେସବୁ ଏକଜୁଟ ହୋଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଜଣାଇ ବା ନିତ୍ୟାନ୍ତ ଜରୁରୀ, ଜୟ ଜଗନ୍ନାଥ

  • @dearsirexcellentspeachsaho8484
    @dearsirexcellentspeachsaho8484 2 года назад +2

    We all needs immediately take action against him who blame our Lord Shree Ram or brother Laxman because without god Hindu is nothing..

  • @jhdssfhjjvcssthjkhvcbnn
    @jhdssfhjjvcssthjkhvcbnn 2 года назад +7

    ମୁଁ ଦୁଃଖିତ,ଆମ ହୀଦୁ ଭାଇ ଏ ସବୁ ଦେଖୁଛନ୍ତି।

    • @pratapdas2006
      @pratapdas2006 2 года назад

      Katha kahebaku daba katha nuha mada darkar voltage ku

  • @AbedanaPradhan-p6k
    @AbedanaPradhan-p6k Месяц назад

    ଦେଖ ଯାଣି ଥାଅ ବାଇବଲ ରେ ଲେଖା ଅନୁସାରେ ଏବେ ବର୍ତ୍ତମାନ ଇସ୍ରାଏଲ ଦେସରେ ଯୁଦ୍ଧ ଚାଲୁଚି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ କହିଛନ୍ତି ଦିନ କୁ ଦିନ ଘଟିବ କହିଲେ ଯାଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ସମୟ ସନ୍ନିକଟ ହେଲାଣି ଯାଣ ବଲି କହୁଛି

  • @simanarts7812
    @simanarts7812 2 года назад +18

    ଜୟ ସନାତନ 🙏🕉️👍

  • @sudhirkumar-zr8cl
    @sudhirkumar-zr8cl 2 года назад

    ସେ ତା ମାଆ ବାପା ଙ୍କୁ ବି ମାନେନି ଆରେ ଓଡ଼ିଶା ବାସୀ ୟାର ବଧ ନିହାତି ଆବଶ୍ୟକ ନ ହେଲେ ପ୍ରଭୁ ରାମଚନ୍ଦ୍ର ଙ୍କ ଅପମାନ ଏ ।

  • @manasbeher7264
    @manasbeher7264 2 года назад +9

    ସେ ଶଳା ପୌରାଣିକ ବିଷୟରେ କଣ ଜାଣିଛି

    • @sukultudu137
      @sukultudu137 2 года назад

      ଶିବ ଲିଙ୍ଗ କଟା ଯାଇଥିଲା ହିନ୍ଦୁ ଧର୍ମ ଧର୍ମ ର ଶାଷତର କୁହେ ଆପଣ ଜାଣନ୍ତି?😁😁

    • @srabinarayan944
      @srabinarayan944 2 года назад

      ​@@sukultudu137 tama ku laja laguni tame sabu murkha adivasi tame Sabu nicha ba tale rahiba jogya tama katha barta ru jana paduchi sethipain tame uthi paruna chi

    • @PintuMahakul
      @PintuMahakul 2 года назад

      @@sukultudu137 se saasatara ku bhramita karaa jaaichhi bigata 1300 years re. Mithyaa prachaar karaa jaaichhi. Tume jemiti bhaabuchha Siva Linga semiti nuhen!

    • @sukultudu137
      @sukultudu137 2 года назад

      @@PintuMahakul ମିଛ

    • @PintuMahakul
      @PintuMahakul 2 года назад

      @@sukultudu137 You have not understood the meaning of word Shiva as well as Lingam!! Which is false, which is true we know very well! Please do not spread falsehood!

  • @ashokkumarpal596
    @ashokkumarpal596 2 года назад

    ଏ ଭଲଟିର କହୁଛନ୍ତି ଯେ ବାପା ର ସତ୍ୟ ରକ୍ଷା ପାଇଁ ପୁଅ କାହିଁକି ବାଧ୍ୟ ,ତ ମୋର କହିବା କଥା ତୁ କାହିଁକି ବାହାହଲୁ ଓ ପୁଅ କାହିଁକି ଜନ୍ମ କରଚୁ .କଣ ଦେଶର ଲୋକସଂଖ୍ୟା ବଢେଇବା ପାଇଁ .ତୋ କଥା ଅନୁସାରେ ତୋ ସ୍ତ୍ରୀ କାହିଁକି ତୋ ସେବା କରିବା.

  • @chittaranjan4073
    @chittaranjan4073 2 года назад +9

    Voltayer chinta dhara atyanta nicha😠😠😠

  • @gobindachandranayak9576
    @gobindachandranayak9576 2 года назад +1

    ମନୋରଞ୍ଜନ ବାବୁ ଫାଲତୁ ପ୍ରଶ୍ନ କରୁଛନ୍ତି

  • @nrusinhatripathy6930
    @nrusinhatripathy6930 2 года назад +8

    ଆପଣ ମାନେ କାହିଁକି ଏମିତି ହିଟ୍ ହେଉଛନ୍ତି। ମୁଁ ତ ହେତୁ ବାଦି ମାନଙ୍କ ଦ୍ଵାରା ଜାଲ ବିଛାଇ ଆମ ଘରେ ଥିବା କଳା ପାହାଡ଼ ବଂଶ କୁ ଧରୁଛି।

  • @krupasindhubehera184
    @krupasindhubehera184 2 года назад +1

    monoranjan ବାବୁ ଆପଣ ବିଧର୍ମି ବ୍ରାହ୍ମଣ ପରି ଲଗୁଛନ୍ତି

  • @srikantadeepak9698
    @srikantadeepak9698 2 года назад +10

    ଭୋଲ୍ଟାୟର ଅଳ୍ପଦିନ ଭିତରେ ମରିବା ପକା

    • @divyanaik7122
      @divyanaik7122 2 года назад

      Tu maribu ki be tama dwara au kana heba

    • @srikantadeepak9698
      @srikantadeepak9698 2 года назад

      @@divyanaik7122 se jau bhagaban nku ninda karichi sei bhagaban taku maribe

  • @bulupatrasmartvalue9164
    @bulupatrasmartvalue9164 2 года назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ ଭବତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🏻🙏🙏🙏🙏🙏🙏🙏🙏🙏🙏🙏🏻

  • @ganeshswarpradhan7087
    @ganeshswarpradhan7087 2 года назад +4

    Voltair ku high voltage muder karajau

  • @mr.nayakcreations7819
    @mr.nayakcreations7819 2 года назад +1

    ବସୁଧୈବ କୁଟୁମ୍ବକମ୍ ର ପୂର୍ବ line ta ଛାଡ଼ିଦେଲେ
    ଉଦାର ଚରିତନାନ୍ତୁ ମାନେ ଯେଉଁମାନେ ଉଦାର ତାଙ୍କ ପାଇଁ
    ଆପଣ ଙ୍କ ପରି ଲୋକ ପାଇଁ ନୁହଁ ଭଲ୍ଟାୟାର sir

  • @prakashkumarsamal9128
    @prakashkumarsamal9128 2 года назад +7

    ମନୋରଞ୍ଜନ ବାବୁ ଆପଣ ହୀନ ମଣିଷ ସାଥିରେ କଥା ହୁଅନ୍ତୁ ନାହିଁ ଏ ସବୁ ଗୋଟେ ଗୋଟେ ପାଗଳ

  • @kalyanpanda5885
    @kalyanpanda5885 2 года назад

    ଏ ରାମ ଙ୍କ ସୀତା କିନ୍ତୁ ସତୀ ନୁହନ୍ତି

  • @arunkumarmishra9212
    @arunkumarmishra9212 2 года назад +7

    ଚିନ୍ମୟ sir ଆପଣ ନିଜେ ନିଜେ ସବୁ କହି ଯାଉଛନ୍ତି, ମନୋରଞ୍ଜନ sir ପାଗଳ ହେତୁ କୁ ବହୁତ ଭଲ ପ୍ରଶ୍ନ ସବୁ ପଚାରିଲେ, କିନ୍ତୁ ଆପଣ ହାଉ ହାଉ ହୋଇ କଙ୍କଡା କୁ ଗୋଳି ପାଣି ଯୋଗଦେଲେ, ସେ ପାଗଳ ହେତୁବାଦୀ ଙ୍କ ପାଖରେ ଉତ୍ତର ହିଁ ନାହିଁ, ତାକୁ ଯିଏ ଜନ୍ମ କରିଛି ତାକୁ ବାପା ମା କାହିଁକି ଡାକୁଛି? ତାକୁ ଅଧିକାର ଦେଲା କିଏ? ଆମ ସମସ୍ତ ଧର୍ମରେ ନିଜ ନିଜର ପରମ୍ପରା କୁ ନେଇକି ସମସ୍ତେ ମାନ୍ୟତା ନେଇ ଡାକି ଥାଉଁ, ଏମାନେ ତ ପରମ୍ପରାର ବିରୋଧୀ, ତେଣୁ ଏମାନେ ବାପା, ମା, ପୁଅ ଝିଅ, ଙ୍କୁ ଅନ୍ୟ କିଛି ସମ୍ବୋଧନ କରନ୍ତୁ, ଏମାନେ ଅସାମାଜିକ ପଶୁ, ତେଣୁ ଏ ସଂସାରରେ ନ ରହି ଅନ୍ୟ ଏକ ଗ୍ରହ କୁ ଯାଇ ନୂତନତ୍ବ ସ୍ରୁଷ୍ଟି କରନ୍ତୁ, ଅବଶ୍ୟ ଏମାନଙ୍କର ବୟସ ବି ହେଇଗଲାଣି,

  • @kumkumdas9619
    @kumkumdas9619 2 года назад

    ତେଲେଙ୍ଗା ରାବଣ ନା ଦିଅନ୍ତି, ଆମ କଲୋନୀ ରେ ଗୋଟେ ତେଲେଙ୍ଗା ପିଲା ନା ରାବଣା ଥିଲା

  • @bishnuprakashsuna
    @bishnuprakashsuna 2 года назад +6

    Jai bhim

  • @prafullakumarsahoo2639
    @prafullakumarsahoo2639 Месяц назад

    ସମାଜରେ କିଏ କେଉଁ ପରି ଜୀବନକୁ ନିର୍ବାହ କରିବ ବା ନିଜ ଆଦର୍ଶକୁ ପ୍ରସାର କରିବ ଏହା ତାର ସାମ୍ବିଧାନିକ ଓ ସାମାଜିକ ଅଧିକାର।ଏହି ବ୍ରାହ୍ମଣମାନେ କ'ଣ ସମାଜର ମୁଣ୍ଡି, ଅନ୍ୟମାନଙ୍କ ଆଦର୍ଶରେ ମୁଣ୍ଡ ଖେଳେଇବେ?ଏମାନେ କିଏ?

  • @tribikrampanda938
    @tribikrampanda938 2 года назад +4

    Jay Jagannath
    Voltayer needs 100kilovolt current only 😂

  • @kalyanpanda5885
    @kalyanpanda5885 2 года назад

    ଏବେର ରାମଚନ୍ଦ୍ର ଙ୍କ ଚରିତ୍ର ଯାହା ସେ ତାକୁ ଲକ୍ଷ୍ମଣ ଙ୍କ ଚରିତ୍ର ସହ ଯୋଡୁଛନ୍ତି

  • @dev9805
    @dev9805 2 года назад +13

    ବଦମାସ୍ ଭୋଲ୍ଟାୟାର

  • @cuteepie7953
    @cuteepie7953 20 дней назад

    ଏଇଟା ଅନାର୍ଯ୍ୟ ନୁହେଁ ବର୍ଣସଂକର ଜାରଜ। ଏଭଉଣୀଘିଆଟା ମାଆ ପାଖେ ସୋଉଥିବ।

  • @Gugu7601
    @Gugu7601 2 года назад +5

    We can amend constitution but not Ramayan remind this

    • @devote109
      @devote109 2 года назад

      Yehi toh dharm ka kharabi hai present ko accept nhi kar pata hai easyly paribartan hazam nhi hota hai

  • @stylestar486
    @stylestar486 2 года назад

    No1 ବେଧଛୁଆ ମାଗିଆ ଟା ,ହିନ୍ଦୁଧର୍ମ ପାଇଁ ଏଇଟା କଳଙ୍କ
    ଏ ଲୋକ କୁ ଆଜୀବନ କାରାଦଣ୍ଡ ଦେବା ଉଚିତ୍ ☝️
    ଏ ମଣିଷ କ୍ଷମା ଯୋଗ୍ୟ ନୁହଁନ୍ତି ☝️
    ଏ ମଣିଷ କୁ ବହିସ୍କାର କରିଦେବା ଉଚିତ୍ ☝️

  • @gopaldas7470
    @gopaldas7470 2 года назад +3

    Monaranjan bhai hetubadi pai Aponka sabda ta kothar houni

  • @suryakantamendali7674
    @suryakantamendali7674 3 месяца назад +1

    ଜୋରଦାର ଟଙ୍କା ମିଳିଛି ବୋଧହୁଏ ୟାକୁ...anti Sanatan agenda ll

  • @kishormahanandia5575
    @kishormahanandia5575 2 года назад +10

    ଜିନ୍ଦାବାଦ ଭଲଟାଶ ବାବୁ

    • @asifsinghpradhan3704
      @asifsinghpradhan3704 2 года назад

      Bala ta pua mg

    • @smrutiranjanraut1982
      @smrutiranjanraut1982 2 года назад

      Voltaire 2015 ମସିହାରେ ବାଲ୍ୟ ବିବାହ କେସ ରେ କୋର୍ଟ କୁ 2ଲକ୍ଷ ଫାଇନ ଦେଇଥିଲା missanary ଟଙ୍କା ଦେଇ ଗରିବ ଆଦିବାସୀ ଝିଅଙ୍କୁ କ୍ଷ୍ରୀଷ୍ଟିଆନ ଦଲାଲ ଙ୍କୁ ବିକେ। ଧର୍ମ ପରିବର୍ତନ କରାଏ । କିଶୋର ମହାନନ୍ଦିଆ ହୁସିଆର ହେଇଯା ତୋ ମା ଭଉଣୀ କୁ ନେଇ ବିକିଦବ ତୋ ଭାଲ୍ଟାସ ବାବୁ।

    • @handsreactionwithindians9134
      @handsreactionwithindians9134 2 года назад

      ବାଣ୍ଡ ଖିଆ ଛତରା

  • @johanbagha2169
    @johanbagha2169 2 года назад

    ହଇରେ ଚର ମାନେ Christian ଲକମାନକୁ ସବୁବେଳେ କହୁଛନ୍ତି ଅନେକ କହିବାର ଅଛି କିନ୍ତୁ ଏବେ କହିବି ନାହିଁ

  • @PSS-su1jw
    @PSS-su1jw 2 года назад +8

    Dharma pain ate ladhei kariba loka..tike manisa pain ladhei Kara..jati bheda pain kete loka kasta pauchanti..choto jati boli marideuchanti..sethipain kichi karantu..setubadi thik karichanti..sata samna ku anuchanti..setu badi sangathana nku mora 🙏🙏🙏🙏🙏🙏🙏🙏

    • @divyanaik7122
      @divyanaik7122 2 года назад

      Sata kahile apana

    • @Vastupratikar
      @Vastupratikar 2 года назад

      ଧର୍ମ ରହିଲେ ମଣିଷ ରହିବ

  • @rashmitanayak8607
    @rashmitanayak8607 5 месяцев назад

    ଏ ମାଘିଆ ଭଲ ଟାୟାର ହେଉଛି ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ତେଣୁ ଆମ ଠାକୁର ଙ୍କୁ ଇଡିଏଟ୍ କହିଛି ଯଦି ଯୀଶୁ କୁ ଇଡିଏଟ୍ କହିଲେ ତାକୁ ଭଲ ଲାଗିବ କି?

  • @Sourav6503
    @Sourav6503 2 года назад +4

    Point to be noted He said Bharatara students purbaru jou sanskrit and vedi lesson padhuthile se sabu value ,less thila au a Modern days English lesson Good for ur kind information jetebele Ama desa nija sanskruti au prampara Vedic lesson ku Nalanda University re paduhthile,se samaya re Ama India ku Biswa guru kuhajauthila jebe Chankya professor thile Maurya period time re sabu world ru asiki students padhuthile India re