Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Jay Jagannath
Hare Krishna Prabhu ji Dandabat Pranam 🙇🏻🙇🏻🙇🏻🙏🙏🙏
Hare Krishna prabhuji dandavat pranam 🙏🙏🙏🙏
👌🙏 ହରେକୃଷ୍ଣ 🙌👏👍
ନିଜର ଯେକୌଣସି ମନ୍ତବ୍ୟ ଦେଵା ପୂର୍ବରୁ ଟିକେ ଭଲ ଭାବରେ ଚିନ୍ତାକରି ଦେଲେ ନିଜ ସହିତ ସମସ୍ତଙ୍କର ମଙ୍ଗଳ ହୁଅନ୍ତା । କାରଣ ସଵୁକଥା ସମସ୍ତେ ଜାଣନ୍ତି ନାହିଁ । କେତେଗୁଡିଏ କଥା ଅଛି ଯାହା ସର୍ଵ ସ୍ଥଳେ ପ୍ରକାଶ କରିହୁଏ ନାହିଁ । ଅଜାଗା ଘାଆ କାହାକୁ ଦେଖେଇ ହୁଏ ନାହିଁ କିମ୍ବା ଅକୁହା କଥା ଯେପରି କାହାକୁ କହିହୁଏ ନାହିଁ । ମହାପ୍ରଭୁଙ୍କ ବିଷୟରେ ସେହିଭଳି କଥା ଅଛି ଯାହା ସର୍ଵ ସମ୍ମୁଖ ରେ କେଵେ ହେଲେ ପ୍ରକାଶ କରିହେଵ ନାହିଁ । ସେଥିପାଇଁ ବ୍ୟଥିତ ହେବାର କାରଣ କିଛି ନାହିଁ । ସତ୍ୟ ଜାଣିବାକୁ ହେଲେ ଆପଣ ମାନଙ୍କୁ ଅପେକ୍ଷା କରିବାକୁ ହେଵ । ଯିଏ ଯାହା କହୁଛି କହୁ । ପ୍ରଭୁଙ୍କ ଉଦୟ ସତ୍ୟ ହେଲେ ପ୍ରକାଶ ହୋଇନାହିଁ ।ସମୟ ନିକଟ ପ୍ରକାଶ ନହେବା ଯାଏ ଏହିଭଳି ନାନା କଥା ନାନା ବ୍ୟଥା ଶୁଣିବାକୁ ହେବ । ପ୍ରଭୁଙ୍କର ପ୍ରକାଶ ହେଲେ ଏହି ନକଲି ପ୍ରଭୁ ମାନଙ୍କ ଅଭିନୟ ସମାପ୍ତ ହେଵ । ସେପର୍ଯ୍ୟନ୍ତ ଏହିଭଳି ଚାଲିଥିଵ ଏଥିରେ ଚିନ୍ତା କରିଵାର ନାହିଁ ।ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ ।ଜୟ ଗୁରୁଦେବ 🙏🙏🙏।ଜୟ ପଞ୍ଚସଖା 🙏🙏🙏।
Coment Cole samna asantu barta rakhatu live camera
Hare Krishna
ବୁଦ୍ଧ ଅବତାର କୋଉ ଯୁଗରେ ହେଇଥିଲା
@@subasnayak1510 ବୁଦ୍ଧ ଅବତାର ହୋଇ ନାହିଁ।କାରଣ ବୁଦ୍ଧ ଭଗବାନ ନୁହେଁ।
କାଳି ଯୁଗରେ
@@baishnabcharansahoo9119 ବୁଧ ହେଲେ ଭଗବାନଙ୍କ ଅବତାର, ମହାତ୍ମା ବୁଧ ଅଉ ସିଦ୍ଧାର୍ଥ ବୁଧ ଦୁଇ ଜଣ ଅଲଗା
@BadhaJiva ବୁଦ୍ଧ ଭଗବାନ ନୁହନ୍ତି,କି ତାଙ୍କର ଅବତାର ନାହିଁ।ଅବତାର ର ରଚନା ବ୍ରାହ୍ମଣ ମାନଙ୍କ ଦ୍ଵାରା ଷଡ଼ଯନ୍ତ୍ର ଅଟେ।ଯେଉଁ ଗୁଡ଼ିକ ସମ୍ପୂର୍ଣ ମିଥ୍ୟା ଅଟେ।ବରାହ ଅବତାର ରେ ବର୍ଣ୍ଣନା ଅଛି,ଏକ ଅସୁର ପୃଥିବୀ କୁ ନେଇ ସମୁଦ୍ର ଭିତରେ ଲୁଚାଇ ରଖିଥିବା ବେଳେ ଭଗବାନ ପୃଥିବୀ କୁ ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ।ଏହିଠାରେ ପ୍ରଶ୍ନ ଉଠୁଛି?କଣ ପୃଥିବୀ ବାହାରେ ସମୁଦ୍ର ?ରାଜା ଶୁଦ୍ଧୋଦନ ଙ୍କ ପୁତ୍ରଙ୍କ ନାମ ଥିଲା ସିଦ୍ଧାର୍ଥ।ଏହା ପରେ ଲୋକ ମାନଙ୍କ ଦ୍ଵାରା ବୁଦ୍ଧ ଭାବେ ପରିଚିତ ହେଲା।
@BadhaJiva କେଉଁ ଯୁଗ କୁ କଳି ଯୁଗ ଭାବେ ପରିଚିତ?ଯଦି ବର୍ତ୍ତମାନ ଯୁଗକୁ କୁହା ଯାଇଥାଏ,ତାହାହେଲେ ବୁଦ୍ଧ ଅବତାର କେଉଁ ଠାରେ?
Guru ji daka,pravuji kahaku kuha jae janina
Now it is not time to be Kalki Abtar for Sri Krishna
ତାହେଲେ ସମ୍ବଳ ଗ୍ରାମରେ ବ୍ରାହ୍ମଣ କୂଳରେ ଜନ୍ମ ନେବେ ସେତ ମଣିଷ ନା
ହଁ
Brahman matlab swami vivekananda.raj ram
Fir Jamin par kaam kar
ତ୍ରେତୟା ଯୁଗରେ ସୀତା ଭୂମିରୁ ଜନ୍ମ ହୋଇ ରାମ ଅବତାର ସହିତ ବାହା ହୋଇଥିଲେ ଏହାକୁ ସ୍ବୀକାର କରୁଛନ୍ତି।ଦ୍ଵାପର ଯୁଗରେ କର୍ଣ୍ଣ, କୁନ୍ତୀ ଙ୍କ କାନ ଦ୍ଵାରା ଜନ୍ମ ହୋଇ କୃଷ୍ଣ ଅବତାର ସହିତ ଯୁଦ୍ଧ କଲେ।ଏହାକୁ ସ୍ୱୀକାର କରୁଛନ୍ତି।କିନ୍ତୁ ଭୁବନେଶ୍ଵର ରେ କାଶୀନାଥ ମିଶ୍ର ପୁଅ କଳ୍କୀ ଅବତାର ରେ ଜନ୍ମ ଗ୍ରହଣ କରିଛି।ଏହା ସ୍ବୀକାର କରିବାରେ ଅସୁବିଧା କଣ???କିନ୍ତୁ ସବୁ ଅବତାର ଗୁଡ଼ିକ ଭାରତରେ ଜନ୍ମ ନେଉଛନ୍ତି,କାହିଁକି ବିଦେଶରେ ଜନ୍ମ ନେଉ ନାହାନ୍ତି?ବିଦେଶରେ କେବଳ ବୈଜ୍ଞାନିକ ଜନ୍ମ ହେଉଛନ୍ତି।ଯେଉଁ ମାନେ ମୋବାଇଲ ର ଆବିଷ୍କାର କରିଛନ୍ତି। ଏବଂ ସେହି ମୋବାଇଲ ରେ ଆପଣ ଭିଡିଓ କରି ଲୋକ ମାନଙ୍କୁ ଶିକ୍ଷା ଦେଉଛନ୍ତି।ରାମ, କୃଷ୍ଣ ଇତ୍ୟାଦି ଭାରତର ଲୋକ ମାନଙ୍କ ପାଇଁ କଣ କରିଛନ୍ତି ଲୋକ ମାନଙ୍କୁ ବୁଝାଇ ପାରିବେ କି?
Bujhila bhai
@@bijutripathy815 ଭାଇ ମୁଁ ବୁଝି ନ ପାରିବାରୁ ପ୍ରଶ୍ନ ପଚାରୁଛ୍ତି।କଣ ଏହାର ଉତ୍ତର ଆପଣଙ୍କ ପାଖରେ ଅଛି।ଯଦି ଅଛି ଉତ୍ତର ଦେଇ ପାରିବେ।ଧନ୍ୟବାଦ।
, ତୁମେ ହେଲ ମୂର୍ଖଙ୍କ ବାପାର ବାପାର ବାପା, ତୁମ କଳ୍କୀ ଅବତାର ସାମ୍ନାକୁ ଆସି ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକି, ୟାର ଉତ୍ତର ତୁମ ପାଖରେ ଅଛି,.......... ତୁମକୁ ଯଦି ସବୁ ଜଣା ତୁମେ ବି ଆସି ସ୍ପଷ୍ଟୀକରଣ ଦିଆ ଯଦି ଗାଣ୍ଡିରେ ଦମ୍ ଅଛି😂
କୋଉ ଶାସ୍ତ୍ର ରେ ଲେଖା ହୋଇଛି କର୍ଣ୍ଣ କାନ ରୁ ଜନ୍ମ?.ସେ କୁନ୍ତୀ ଙ୍କ କୁମାରୀ ଅବସ୍ଥା ରେ ଜନ୍ମ ହୋଇଥିଲା କାନ ରୁ ନୁହଁ..କାଶୀନାଥ ର ନାମ କୋଉ ଶାସ୍ତ୍ର ରେ ଅଛି.. ମାଳିକା ପଢିଛ କେବେ ତମେ?.. ବିଷ୍ଣୁ ଯଶ ବ୍ରlହ୍ମଣ କିଏ . ଓଡିଶା ରେ ସମ୍ବଳ ଗ୍ରାମ କୋଉଟା..ପ୍ରଭୁ ଜନ୍ମ ହେବାର 6ଡ଼ ମାସ ରେ ମାତା ର ମରଣ ବରସ କ ଠାରେ ପିତା ମରିବ ବସୁ ପଲେଇ ନେଇଣ ପାଳିବ. ତାର ନାରୀ ନାମ ଅଟେ ମାଧବୀ ଦ୍ୱାପର ଯୁଗ ର ଯଶୋଦା ଦେବି.. 4ବରସ ରେ ଏମିତି ହେବ ମାଧବୀ ସାଙ୍ଗରେ ବସୁ ମରିବ.. ଗୋପାଳ ଘରୁ ପ୍ରଭୁ ବିଦା ହୋଇ ଧବଳ ଗିରିରେ ରହିବେ ଯାଇ.. ଏମିତି ଅନେକ ପଦ ଅଛି...
Sambala grama ta kouti kahibe ki sir..kahinki only Brahmin family re janama hebe..
Tate Bala Jana Achhi
ତତେ କଣ ଟା ବାଳ ଜଣା ଅଛି ବେ ହାରାମ ଜାଦା
HE BHAI AMITI BHASA USE KARANI
ତୁମ ବାପାଙ୍କୁ ପଚାର
Ea cristian ki jana paduchi
Tate kn jana kh saytan
Jay Jagannath
Hare Krishna Prabhu ji Dandabat Pranam 🙇🏻🙇🏻🙇🏻🙏🙏🙏
Hare Krishna prabhuji dandavat pranam 🙏🙏🙏🙏
👌🙏 ହରେକୃଷ୍ଣ 🙌👏👍
ନିଜର ଯେକୌଣସି ମନ୍ତବ୍ୟ ଦେଵା ପୂର୍ବରୁ ଟିକେ ଭଲ ଭାବରେ ଚିନ୍ତାକରି ଦେଲେ ନିଜ ସହିତ ସମସ୍ତଙ୍କର ମଙ୍ଗଳ ହୁଅନ୍ତା । କାରଣ ସଵୁକଥା ସମସ୍ତେ ଜାଣନ୍ତି ନାହିଁ । କେତେଗୁଡିଏ କଥା ଅଛି ଯାହା ସର୍ଵ ସ୍ଥଳେ ପ୍ରକାଶ କରିହୁଏ ନାହିଁ । ଅଜାଗା ଘାଆ କାହାକୁ ଦେଖେଇ ହୁଏ ନାହିଁ କିମ୍ବା ଅକୁହା କଥା ଯେପରି କାହାକୁ କହିହୁଏ ନାହିଁ । ମହାପ୍ରଭୁଙ୍କ ବିଷୟରେ ସେହିଭଳି କଥା ଅଛି ଯାହା ସର୍ଵ ସମ୍ମୁଖ ରେ କେଵେ ହେଲେ ପ୍ରକାଶ କରିହେଵ ନାହିଁ । ସେଥିପାଇଁ ବ୍ୟଥିତ ହେବାର କାରଣ କିଛି ନାହିଁ । ସତ୍ୟ ଜାଣିବାକୁ ହେଲେ ଆପଣ ମାନଙ୍କୁ ଅପେକ୍ଷା କରିବାକୁ ହେଵ । ଯିଏ ଯାହା କହୁଛି କହୁ । ପ୍ରଭୁଙ୍କ ଉଦୟ ସତ୍ୟ ହେଲେ ପ୍ରକାଶ ହୋଇନାହିଁ ।ସମୟ ନିକଟ ପ୍ରକାଶ ନହେବା ଯାଏ ଏହିଭଳି ନାନା କଥା ନାନା ବ୍ୟଥା ଶୁଣିବାକୁ ହେବ । ପ୍ରଭୁଙ୍କର ପ୍ରକାଶ ହେଲେ ଏହି ନକଲି ପ୍ରଭୁ ମାନଙ୍କ ଅଭିନୟ ସମାପ୍ତ ହେଵ । ସେପର୍ଯ୍ୟନ୍ତ ଏହିଭଳି ଚାଲିଥିଵ ଏଥିରେ ଚିନ୍ତା କରିଵାର ନାହିଁ ।
ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ ।
ଜୟ ଗୁରୁଦେବ 🙏🙏🙏।
ଜୟ ପଞ୍ଚସଖା 🙏🙏🙏।
Coment Cole samna asantu barta rakhatu live camera
Hare Krishna
ବୁଦ୍ଧ ଅବତାର କୋଉ ଯୁଗରେ ହେଇଥିଲା
@@subasnayak1510 ବୁଦ୍ଧ ଅବତାର ହୋଇ ନାହିଁ।କାରଣ ବୁଦ୍ଧ ଭଗବାନ ନୁହେଁ।
କାଳି ଯୁଗରେ
@@baishnabcharansahoo9119 ବୁଧ ହେଲେ ଭଗବାନଙ୍କ ଅବତାର, ମହାତ୍ମା ବୁଧ ଅଉ ସିଦ୍ଧାର୍ଥ ବୁଧ ଦୁଇ ଜଣ ଅଲଗା
@BadhaJiva ବୁଦ୍ଧ ଭଗବାନ ନୁହନ୍ତି,କି ତାଙ୍କର ଅବତାର ନାହିଁ।ଅବତାର ର ରଚନା ବ୍ରାହ୍ମଣ ମାନଙ୍କ ଦ୍ଵାରା ଷଡ଼ଯନ୍ତ୍ର ଅଟେ।
ଯେଉଁ ଗୁଡ଼ିକ ସମ୍ପୂର୍ଣ ମିଥ୍ୟା ଅଟେ।
ବରାହ ଅବତାର ରେ ବର୍ଣ୍ଣନା ଅଛି,ଏକ ଅସୁର ପୃଥିବୀ କୁ ନେଇ ସମୁଦ୍ର ଭିତରେ ଲୁଚାଇ ରଖିଥିବା ବେଳେ ଭଗବାନ ପୃଥିବୀ କୁ ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ।
ଏହିଠାରେ ପ୍ରଶ୍ନ ଉଠୁଛି?
କଣ ପୃଥିବୀ ବାହାରେ ସମୁଦ୍ର ?
ରାଜା ଶୁଦ୍ଧୋଦନ ଙ୍କ ପୁତ୍ରଙ୍କ ନାମ ଥିଲା ସିଦ୍ଧାର୍ଥ।
ଏହା ପରେ ଲୋକ ମାନଙ୍କ ଦ୍ଵାରା ବୁଦ୍ଧ ଭାବେ ପରିଚିତ ହେଲା।
@BadhaJiva କେଉଁ ଯୁଗ କୁ କଳି ଯୁଗ ଭାବେ ପରିଚିତ?
ଯଦି ବର୍ତ୍ତମାନ ଯୁଗକୁ କୁହା ଯାଇଥାଏ,ତାହାହେଲେ ବୁଦ୍ଧ ଅବତାର କେଉଁ ଠାରେ?
Guru ji daka,pravuji kahaku kuha jae janina
Now it is not time to be Kalki Abtar for Sri Krishna
ତାହେଲେ ସମ୍ବଳ ଗ୍ରାମରେ ବ୍ରାହ୍ମଣ କୂଳରେ ଜନ୍ମ ନେବେ ସେତ ମଣିଷ ନା
ହଁ
Brahman matlab swami vivekananda.raj ram
Fir Jamin par kaam kar
ତ୍ରେତୟା ଯୁଗରେ ସୀତା ଭୂମିରୁ ଜନ୍ମ ହୋଇ ରାମ ଅବତାର ସହିତ ବାହା ହୋଇଥିଲେ ଏହାକୁ ସ୍ବୀକାର କରୁଛନ୍ତି।
ଦ୍ଵାପର ଯୁଗରେ କର୍ଣ୍ଣ, କୁନ୍ତୀ ଙ୍କ କାନ ଦ୍ଵାରା ଜନ୍ମ ହୋଇ କୃଷ୍ଣ ଅବତାର ସହିତ ଯୁଦ୍ଧ କଲେ।ଏହାକୁ ସ୍ୱୀକାର କରୁଛନ୍ତି।
କିନ୍ତୁ ଭୁବନେଶ୍ଵର ରେ କାଶୀନାଥ ମିଶ୍ର ପୁଅ କଳ୍କୀ ଅବତାର ରେ ଜନ୍ମ ଗ୍ରହଣ କରିଛି।
ଏହା ସ୍ବୀକାର କରିବାରେ ଅସୁବିଧା କଣ???
କିନ୍ତୁ ସବୁ ଅବତାର ଗୁଡ଼ିକ ଭାରତରେ ଜନ୍ମ ନେଉଛନ୍ତି,କାହିଁକି ବିଦେଶରେ ଜନ୍ମ ନେଉ ନାହାନ୍ତି?
ବିଦେଶରେ କେବଳ ବୈଜ୍ଞାନିକ ଜନ୍ମ ହେଉଛନ୍ତି।ଯେଉଁ ମାନେ ମୋବାଇଲ ର ଆବିଷ୍କାର କରିଛନ୍ତି। ଏବଂ ସେହି ମୋବାଇଲ ରେ ଆପଣ ଭିଡିଓ କରି ଲୋକ ମାନଙ୍କୁ ଶିକ୍ଷା ଦେଉଛନ୍ତି।
ରାମ, କୃଷ୍ଣ ଇତ୍ୟାଦି ଭାରତର ଲୋକ ମାନଙ୍କ ପାଇଁ କଣ କରିଛନ୍ତି ଲୋକ ମାନଙ୍କୁ ବୁଝାଇ ପାରିବେ କି?
Bujhila bhai
Bujhila bhai
@@bijutripathy815 ଭାଇ ମୁଁ ବୁଝି ନ ପାରିବାରୁ ପ୍ରଶ୍ନ ପଚାରୁଛ୍ତି।କଣ ଏହାର ଉତ୍ତର ଆପଣଙ୍କ ପାଖରେ ଅଛି।ଯଦି ଅଛି ଉତ୍ତର ଦେଇ ପାରିବେ।
ଧନ୍ୟବାଦ।