ମାଧବ ଙ୍କ ବାବଦରେ ଅନୁଭୂତି ବାଣ୍ଟିଲେ ଭକ୍ତ/ Madhaba nka babadare bhakta nka anubhuti@sandhanapluslive

Поделиться
HTML-код
  • Опубликовано: 24 ноя 2024

Комментарии • 91

  • @a.santoshpatra1157
    @a.santoshpatra1157 Месяц назад +1

    ଅନୁଭବ ଓ ଅନୁଭୂତି ଅତି ସୁନ୍ଦର ହୃଦୟସ୍ପର୍ଶି । ଆଶା ରଖୁଛୁ ଏହା ନିଶ୍ଚୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ । ଏହା ନିରାଟ ସତ୍ୟ ଯେ ଅନୁଭବ ହିଁ ଆମକୁ ମହାପ୍ରଭୁଙ୍କ ଅଧିକ ନିକଟତର କରିଦିଏ । ଜୟ ଶ୍ରୀ ମାଧବ, ପ୍ରଣାମ 🙏

  • @rashmitamishra4934
    @rashmitamishra4934 Месяц назад +1

    ମହାପ୍ରଭୂ ଙ୍କର କେତେ ସୁନ୍ଦର ଅନୁଭୂତି ପ୍ରଦାନ କରୁଛନ୍ତି। ବାସ୍ତବରେ ଭକ୍ତ ମାନେ ହିଁ ମହାପ୍ରଭୁ ଙ୍କୁ ଅନୁଭବ କରିପାରିବେ। ଭାଈ ମାନଙ୍କ ର ଅନୁଭୂତି ବହୁତ୍ ହୁର୍ଦୟ ସ୍ପର୍ଶୀ। ହେ ମହା ପ୍ରଭୁ ଆପଣ ଙ୍କ ଇଚ୍ଛା ପୂର୍ଣ୍ଣ ହେଉ।🙏🏻🙏🏻🙏🏻

  • @dullabhasa5371
    @dullabhasa5371 Месяц назад +3

    ସାଦର ପ୍ରଣାମ ଭାଇ ବହୁତ ସୁନ୍ଦର ଅନୁଭୁତି କହିଲେ ପ୍ରଭୁଙ୍କୁ ପାଇବାକୁ ହେଲେ ସତ୍ୟ ଶାନ୍ତି ଦୟା କ୍ଷମା ମୈତ୍ରତା ରହି ପ୍ରଭୁଙ୍କ ଶରଣ ରେ‌ ଯିବା ଉଚିତ୍ ଜୟ ଶ୍ରୀ ମାଧବ 🙏🙏🙏

  • @niranjanmishra6689
    @niranjanmishra6689 Месяц назад +2

    ବହୁତ ସୁନ୍ଦର ଅନୁଭବ ଓ ଅନୁଭୂତି ଯଦି ଆମେ ଦୃଢତାର ସହିତ ପ୍ରଭୁଙ୍କ ପାଦ ପଦ୍ମରେ ଶରଣ ପଶିବା ତେବେ ପ୍ରଭୁଙ୍କ କୃପାରୁ ଆମ ମାନକୁ ଭି ଅନୁଭବ ଓ ଅନୁଭୂତି ମିଳିବ ଜୟ ଶ୍ରୀ ମାଧବ 🙏

  • @prahalladsahoo6559
    @prahalladsahoo6559 Месяц назад +1

    Satya Satya Satya jay shree Madhaba

  • @SanjayDas-stkpd
    @SanjayDas-stkpd Месяц назад +5

    ମାଧବ ମୋତେ ଗୋଟେ କଥା କୁହ ଶରୀର କୁ ଭଗବାନ କେତେ ବେଳେ ଆସନ୍ତି ତାପରେ ମୁବି ତୁମକୁ ସର୍ବଦା ମାଧବ ଡାକିବି

    • @gitanjalidray6702
      @gitanjalidray6702 Месяц назад +1

      Nonsence tume bujhiparibani e sarira tatwaku.Ketebele asibe kn time dei kuhajiba na kn.Tume jaha dakile b kichhi farak padibani.

    • @SanjayDas-stkpd
      @SanjayDas-stkpd Месяц назад

      @@gitanjalidray6702 ତୁମେ ତୋ ମାୟ ରେ ରହିଲ ଭବ ଟିକେ ଅଧିକ ଜାଗ୍ରତ ହେଲେ ସିନା ତୁମେ ଜାଣିବ ଭଗବାନ କେତେ ବେଳେ ଆସନ୍ତା ଆଉ କେତେ ବେଳେ ଯାନ୍ତି ସେନ୍ସେ ଥିବା ଲୋକ ହିଁ ଜାଣି ପାରନ୍ତି ନାହିଁ

    • @Chihiruvlog
      @Chihiruvlog Месяц назад

      ମାଗିହା ତୁ ମାଧବର କି ଭକ୍ତ ରେ ନନ୍ସେନେସେ କହୁଛୁ ତୁ ମାଗିହା ମାଧବର ବାଣ୍ଡ ଭକ୍ତ

    • @gyanendrapallur1625
      @gyanendrapallur1625 Месяц назад

      - -----ମାଳିକା ବାଣୀ----
      " ଅନ୍ତିମ କାଳରେ ଯିବ କହିବ ଏ କଥା l
      ଯେତେବେଳେ ଚେତାତାର ପାଇଯିବ ରାସ୍ତା
      ମୁଣ୍ଡ ପିଟିଣ କାନ୍ଦିବ କି କଲି କି କଲି l
      ଚଣ୍ଡାଳ ଚାଣ୍ଡଳୀ ମୁହିଁ ଜାଣି ନ ପାରିଲି l
      ଭଗବାନ ଆସିଥିଲେ ଆମ୍ଭେ ନ ଜାଣିଲୁ l
      ଭକୁଆ ହୋଇଣ କେତେ ଭ୍ରମ ରେ ପଡ଼ିଲୁ l
      ବିଦ୍ରୁପ କରିଛୁ ଆମ୍ଭେ ମାୟା ମୋହ ମେଳେ l
      ଅଜ୍ଞାନ ଅନ୍ଧାରେ ବୁଡି ଗର୍ବ ଦର୍ପ ବଳେ l"
      କାଳଚକ୍ର ଯୁଗପ୍ରଳୟ ଆସୁଛି, ବିଶ୍ଵ ଯୁଦ୍ଧ ଭବିଷ୍ୟ ବୃତ୍ତାନ୍ତ, (ମହାପୁରୁଷ ଶ୍ରୀ ଅଚୁତା ନନ୍ଦ ଦାସ ), ପୃଷ୍ଠା -- 80,81, ପଦ -- 10,11,12 l

    • @user-Abhilashjenamani
      @user-Abhilashjenamani Месяц назад +1

      ​@@Chihiruvlogଭାଷା ସଞ୍ଜତ କରନ୍ତୁ, ବାପା ମା କଣ ଏସବୁ ଶିକ୍ଷା ଦେଇଛନ୍ତି ???? ଶିଷ୍ଟାଚାର ତ ଜାଣିନ ଏଠି ଆସି କମେଣ୍ଟ କରୁଛ।

  • @PankajBisi-tu9lt
    @PankajBisi-tu9lt Месяц назад +1

    ଜ୍ଜୟ ଜଗନ୍ନାଥ ଭକତ ଭାଇ ମାନଙ୍କୁ ପ୍ରଣାମ ଭାଇ ମାନେ ଏତେ ଶ୍ଣ୍ ନ୍ଦର ଭାବରେ ପ୍ରଭୁ ଙ୍କର୍ ଗୁଣ ଗାନ କୁ କହୁ ଥିବାରୁ ସାଦର ପ୍ରଣାମ 🙏ଜୟଶ୍ରୀ madhav🙏🙏🙏

  • @purnnachandrasenapati3492
    @purnnachandrasenapati3492 Месяц назад +1

    Jay Sri guru madhaba namaste 🙏

  • @debasishmishra9415
    @debasishmishra9415 Месяц назад +2

    ଭାଇ ମାନଙ୍କର ଅତି ସୁନ୍ଦର ଅନୁଭୂତି ହିଁ ଆମ ମାନଙ୍କ ପାଇଁ ପ୍ରେରଣା ଦାୟକ 🙏🙏ପ୍ରଭୁ ସତ୍ୟ ମାଧବଙ୍କର ଜୟ ହେଉ 🙏

  • @HarishankarRath
    @HarishankarRath 4 дня назад +1

    Mysterious.... God, why police not taking an serious action against this miscreants???

  • @pujaranimalik6553
    @pujaranimalik6553 Месяц назад

    Jay shri madhaba 🙏🙏🙏🥰❤️🥰

  • @aakashbehera5861
    @aakashbehera5861 Месяц назад

    Jay Sri Madhab Hari Hari Hari bol 🥺😭🙏🙏🙏

  • @BasantKumarKharel
    @BasantKumarKharel Месяц назад +1

    जय हरिहर क्षेत्र, जय पदम पोखरी- जय मा बिरजा क्षेत्र। जय श्री माधब🙏🏻

  • @Mahi_sharma_0099
    @Mahi_sharma_0099 Месяц назад +1

    "ଭଗବାନ କଳ୍କିଙ୍କ ଧରାବତରଣ ହୋଇଚି କହିବାକୁ ଭକ୍ତ ଲୋକମାନେ ଜାଣିପାରୁଛନ୍ତି, ଆନନ୍ଦର ସମୟ ଆସୁଛି ଆଗକୁ।"🎉
    "ଜୟ ଜଗନ୍ନାଥ"

  • @kausalyasamal3902
    @kausalyasamal3902 Месяц назад

    Jay sree madhab🙏🙏🙏🙏🙏

  • @BananiBiswal-gw7se
    @BananiBiswal-gw7se Месяц назад

    Dhanya mahaprabhu 🙏dhanya tuma Lila🙏 au dhanya tuma bhakta🙏.amiti karuna bantucha.🥰🙏🙏🙏 Jai shree madhaba 🙏

  • @lopamudramishra3045
    @lopamudramishra3045 26 дней назад

    Jay shree Madhab 🙏

  • @Ravirav445
    @Ravirav445 Месяц назад +1

    Jai shree Madhav

  • @biswa378
    @biswa378 Месяц назад

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏
    ଅତ୍ୟନ୍ତ ହୃଦୟ ସ୍ପର୍ଶି ଅନୁଭୂତି 🙏🙏ଏହା କେବଳ ଭବିଷ୍ୟ ମାଳିକା କୁ ବିଶ୍ୱାସ କରୁଥିବା ପବିତ୍ର ହୃଦୟ ବ୍ୟକ୍ତି ମାନେ ହିଁ ବୁଝି ପାରିବେ।। ବିଡମ୍ବନା ର ବିଷୟ ଯେ ଯେଉଁ ମାନେ ଶାସ୍ତ୍ର କୁ ବିରୋଧ କରନ୍ତି ସେମାନେ ବୁଝିବା ଅସମ୍ଭବ 🙏🙏🙏🙏🙏
    ଜୟ ଶ୍ରୀ ମାଧବ 🙏🙏🙏🙏

  • @bijayanandabiswal7262
    @bijayanandabiswal7262 Месяц назад

    Jayshree satya ananta madhava

  • @riakaur225
    @riakaur225 Месяц назад

    Om shri shri shri satya Ananta Madhabaya Namah 🌷💐🏵️🙇🏼‍♀️🙏🏼
    Jai shree Madhaba 🙏🏼🪷🌺

  • @SatyaBhavishyaMalika
    @SatyaBhavishyaMalika Месяц назад +2

    ଜୟ ଶ୍ରୀ ମାଧବ।ଏ ହେଉଛି ଭକ୍ତ ଏବଂ ଭକ୍ତି ର ପରାକାଷ୍ଠା।ଯାହା ଅର୍ଜୁନ ଭାଇ କହିଲେ ସମସ୍ତ ଭାଇ ଓ ମା ମାନେ ତାର ଯଥାର୍ଥ କୁ ବୁଝିବା ଦରକାର। ଜୟ ଶ୍ରୀ ମାଧବ🙏

    • @monishamohanty5632
      @monishamohanty5632 Месяц назад

      ମାଧବ କୁ କହିଲ ଦେଖିବା ଖରା ଟାକୁ ବନ୍ଦ କରିଦେବେ,ଚଲେଇଛ ଗୋଟେ ପ୍ରହସନ ଆଉ ,ସବୁ ନକଲି ବଳି ପଡ଼ିଯିବେ

    • @Jashobantasahoo1998
      @Jashobantasahoo1998 Месяц назад

      @@monishamohanty5632 atiki sahi paruna aga ku 70° hele kn karibo. Agaru AC ki line nthila kemiti chalu thile. Tike khara heini band karibe kaiki.

    • @monishamohanty5632
      @monishamohanty5632 Месяц назад

      ତମେ ସହି parucha ତମେ ତ ଭାଗ୍ୟବାନ ଆଉ​@@Jashobantasahoo1998

    • @user-Abhilashjenamani
      @user-Abhilashjenamani Месяц назад

      ​@@monishamohanty5632ଘରେ ଏସି ଲଗେଇ ସୋଇ ପଡନ୍ତୁ ,

  • @kpinkyraorao9399
    @kpinkyraorao9399 Месяц назад

    Jai shree madhaba. Tume hii Saha bharasa. Tumaku chahi basichu. Tume rakhya kara pranam prabhu

  • @LovelyAnimals1111
    @LovelyAnimals1111 Месяц назад

    jay jagannth jay sri madhab

  • @ahalyamallik7230
    @ahalyamallik7230 Месяц назад

    Jay shree Madhaba 🙏 Bhai mananka ati sundar anubhuti..satsang re kahuchanti.

  • @rakeshpradhan5517
    @rakeshpradhan5517 Месяц назад

    Bahut sundar alochana kale Prabhu nka amruta Katha suni jiban dhanya hoi gala ati sundar

  • @rojalinsenapati6338
    @rojalinsenapati6338 Месяц назад

    Mahaprabhu nka ra Sabu anubhuti sampurna saty saty saty
    Jay shree Madhav 🙏🙏🙏🙏🙏 Mahaprabhu nka ra Jay Ho Jay Ho Jay Ho ❤❤❤❤❤

  • @Maa455
    @Maa455 Месяц назад +1

    Jay shree madhav 🙏

  • @EnjoyNature1.0
    @EnjoyNature1.0 Месяц назад

    Bahut sundar. Jai Shree Madhav 🙏

  • @vlogdisbilitybapunu
    @vlogdisbilitybapunu Месяц назад

    Ldଜୟ ଶ୍ରୀ ମାଧବ.

  • @hadibandhurout1319
    @hadibandhurout1319 Месяц назад +6

    ମହାପ୍ରଭୁଙ୍କ ସହିତ ଏ ପ୍ରକାର ଅନୁଭୂତି ଗୁଡିକ ବହୁତ ପ୍ରେରଣା ଦାୟୀ। ଏ ପ୍ରକାର ଭାବ ଭକ୍ତିର କଥା ମ୍ଳେଚ୍ଛ ମାନେ ବୁଝି ପାରିବେ ନାହିଁ। ଜୟ ଶ୍ରୀ ମାଧବ

  • @firojkumarbhoi174
    @firojkumarbhoi174 Месяц назад

    Ati uttam katha kahile ek no sanatana dharma puni bijaya heba

  • @achyutanandadas1670
    @achyutanandadas1670 Месяц назад +5

    ସଂପୂର୍ଣ୍ଣ ମିଛ କଥା

    • @user-Abhilashjenamani
      @user-Abhilashjenamani Месяц назад +2

      କେଉଁ କଥା ମିଛ?? କେବଳ ଅଚ୍ୟୁତାନନ୍ଦ ଦାସ ନାମ ରଖିଲେ ଲାଭ କଣ ଯଦି ଆପଣ ମାଳିକା କୁ ବିଶ୍ବାସ କରୁନାହାଁନ୍ତି l

    • @user-Abhilashjenamani
      @user-Abhilashjenamani Месяц назад

      କିଏ ମିଛୁଆ ଆଉ କିଏ ସତୀ ସାବିତ୍ର ତାହା ଜଣା ପଡିବ ଖୁବଶୀଘ୍ର।

    • @Jashobantasahoo1998
      @Jashobantasahoo1998 Месяц назад

      Apana sadhu bolauchanti satasanga karuchanti hari ktha khuchanti mahaprabhu ku jani pari nahanti hari ktha ku nida karuchanti. Ki sadhu jana paduchi?

    • @manasranjansahoo6645
      @manasranjansahoo6645 Месяц назад

      ମିଛ କାହିଁକି ଆପଣ ସତ କୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି ସେଥିପାଇଁ ଆପଣ ଙ୍କୁ ଭଲ ଲାଗୁନି 😊

    •  Месяц назад +1

      ଭଗବାନ ଭାବକୁ ନିକଟ, ତର୍କେ ବହୁଦୂର।

  • @rajanikantaMoharana
    @rajanikantaMoharana 2 дня назад

    Saral niriha lokanka bhabana sahita chora mane kheluchhanti

  • @gopalacharya4328
    @gopalacharya4328 10 часов назад

    Ate Loka Tama Anubhuti Kahuchha ,Baba nkara Bapa ta Sabu Kati Deuchhanti ,Kemiti ,?

  • @jyotitaranginidash2781
    @jyotitaranginidash2781 Месяц назад

    Ahaaaa bahut Ananda laguchi esabu suniki😊❤❤❤❤❤😢

  • @gyanendrapallur1625
    @gyanendrapallur1625 Месяц назад

    ଭାଇ ଙ୍କର ବୟସ କୁ ଦେଖି ଆମେ କହିପାରିବା ନି ଭାଈ କେବେ ନିଜ ଅନୁଭୂତି କୁ ବଦଳେଇ ପାରିବେ l ଅନୁ ଭୂତି ଠାରୁ ବଡ଼ ପ୍ରମାଣ କେବେ କୌଣସି ବ୍ୟକ୍ତି ଙ୍କର କିଛି ନଥାଏ l ଧନ୍ୟ ମହାପ୍ରଭୁ ଧନ୍ୟ ଆପଣଙ୍କ ଲୀଳା l🙏l
    ଜୟ ଶ୍ରୀ ମାଧବ 🙏

  • @santoshkumarpradhan9003
    @santoshkumarpradhan9003 Месяц назад +1

    Bahut ananda

  • @jogendramaharana6147
    @jogendramaharana6147 3 дня назад +1

    Michha kahi lokamanku bhnuaa bhua bulauchi

  • @Jashobantasahoo1998
    @Jashobantasahoo1998 Месяц назад

    Bhut ananda jia madhaba nama trisandhya bhagwat patha karichi maha amruta pana karuchanti. Bhut Sundar trisandhya bhagwat patha madhaba nama nitya japa karantu mahaprabhu ka ashribad prapta huantu 🙏🙏

  • @santoshkumarpradhan9003
    @santoshkumarpradhan9003 Месяц назад

    Ati sundara satsang

  • @himanshudutta7116
    @himanshudutta7116 22 часа назад

    A oja sabu micho katha

  • @laludada7656
    @laludada7656 День назад

    PANDAB. RA. NATAK. BAHI. RU. KICHHI

  • @sumansekharjena3347
    @sumansekharjena3347 5 дней назад

    😅😂 tatey mg pelidiyantiii thiyaa thiyaa
    Bhagwan naaa neyikiii beparaa karuchaaa

  • @rabindrananda943
    @rabindrananda943 4 дня назад

    Dhanya Kahiba Tuma Gudaku .

  • @manasranjansahoo6645
    @manasranjansahoo6645 Месяц назад

    ପ୍ରଭୁଙ୍କ ଅନୁଭୁତି ଅତି ସୁନ୍ଦର...😊

  • @swarnapravaparida4345
    @swarnapravaparida4345 3 дня назад

    Tamaku kahithile mu asigali asa misiki taurari kariba, sabu tautar dala mariba aga ruha

  • @dharanidharasahu1908
    @dharanidharasahu1908 Месяц назад

    Narayan Swaminkar Jay 🙏🌹😭🪔🔔

  • @ashimkar
    @ashimkar Месяц назад +1

    ଅର୍ଜୁନ ଭାଇ, ଆପଣଙ୍କ କାମ ଅସାଧାରଣ। ମହାପ୍ରଭୁଙ୍କ ଭକ୍ତଙ୍କ ପବିତ୍ର ଅନୁଭୂତିକୁ ଆଲୋକରେ ଆଣୁଛନ୍ତି, ଏହାଠାରୁ ଉତ୍ତମ ସେବା ଆଉ କଣ ହେବ।
    ଯେଉଁ ମ୍ଲେଚ୍ଛ ମାନେ ବୁଝିପାରୁ ନାହାନ୍ତି ଏବଂ ଅପଶବ୍ଦ କହୁଛନ୍ତି, ସେମାନେ ଙ୍କ ପାଇଁ ଦେବୀ ମାନଙ୍କର ଖପର ready ହେଲାଣି ଆଉ ଖୁବ ଶିଘ୍ର ସେମାନେ ବିଲିନ ହେଇଯିବେ । ଏହି ପବିତ୍ର ପଥରେ ଅଟଳ ରୁହନ୍ତୁ।

  • @radhikasakhi2380
    @radhikasakhi2380 Месяц назад

    Mu prabhu nka pakhaku jiba sambhaba heba nahi prabhu eithu mora bhakti swikar karantu 🙏 baki sabu prabhu jananti

    • @Jashobantasahoo1998
      @Jashobantasahoo1998 Месяц назад

      @@radhikasakhi2380 apana trisandhya bhagwat patha madhaba nama nitya japa karantu mahaprabhu ka ashribad prapta hele darshan paibe. 🙏🙏

  • @jogendramaharana6147
    @jogendramaharana6147 2 дня назад

    Amane sabu galua gudak

  • @bikrammahunta6145
    @bikrammahunta6145 Месяц назад +2

    Sandman Bhai
    Thaka Kasinath Mishra thu paisa khai Prachar Kara nahi
    Total barbad Hoi jiba

    • @mohanbehera9468
      @mohanbehera9468 Месяц назад +1

      Apon keun stanoru poise nei chhonti, apononku jodi Bholo Laguni apononko photo o chehra dekhontu

    • @Jashobantasahoo1998
      @Jashobantasahoo1998 Месяц назад

      Apana thaka nije hei thibe Jia mahaprabhu ku paichi barbad kai haba sia ta maha ananda re rahibo. Ninda n kari trisandhya bhagwat patha madhaba nama nitya japa karantu.madhaba nama rupa ka maha amruta pana karuchanti jouta ki bhakta paibe papi melcha kahu janibe paibe sia ta ninda kari kari jibana jibo devi maa khanda re.

    • @manasranjansahoo6645
      @manasranjansahoo6645 Месяц назад

      ହଜମ ହଉନି...😊

    • @manasranjansahoo6645
      @manasranjansahoo6645 Месяц назад

      ତମେ ଦେଖିନି କାହିଁ ନିଜକୁ ବରବାଦ କରୁଚ...
      ତୁମ ଅମୂଲ୍ଯ ସମୟ ଆପଣ ଆପଣଙ୍କ ଘରେ ଦିଅନ୍ତୁ.😊

    • @gitanjalidray6702
      @gitanjalidray6702 Месяц назад +1

      Laguchhi tume tk adhika chintakaruchha.Besi chinta kale sugar n blood pressure ra balance rahibani. Kie paisa khaila kie paisa dela.Esabu tk adhika time barbad karuna tume.Besi kharcha hauchhi tumara.Nija katha bujha bhai.Kie barbad heba se katha agaku nischayan samaya kahiba.