Kasimishra nka ghare Madhaba janma nebe boli shri Chaitanya kahothile/

Поделиться
HTML-код
  • Опубликовано: 26 окт 2024

Комментарии • 199

  • @riakaur225
    @riakaur225 11 дней назад +6

    Om shri shri shri satya Ananta Madhabaya Namah 🌷💐💐⭕‼️⭕
    Absolutely Truth⭕‼️⭕💐🌷🌺🙇🏼‍♀️🙏🏼
    Jai shree Madhaba ⭕‼️⭕💐💐

  • @ahalyamallik7230
    @ahalyamallik7230 11 дней назад +4

    Pujya pandavbhai nku koti koti pranam 🙏 pravu janmalila ati sundar bhabate upastapana karichanti.Jay shree Madhaba 🙏🙏

  • @swati22_9
    @swati22_9 12 дней назад +4

    बिना कृपा दृष्टि के भगवान को पहचान लेना हर किसी की वश की बात नहीं ,प्रभु जी को भी बही लोग देख सकते है जिन्हे प्रभु जी खुद को दिखाने चाहें अन्यथा संसार के मनुष्य जाति और जीव के लिए माधव जी के दर्शन अति ही दुर्लभ है🙏🌸✨

  • @RamaRabari-e7h
    @RamaRabari-e7h 12 дней назад +4

    Maine jubse trikalsandhya start Kari hai jo pandit kashinath jee batate hai tubse kai bar swapan main bhagvan kalki ke darsan bhi huye hai Jay Jagannath 🙏

  • @Mighty1111
    @Mighty1111 12 дней назад +5

    Mahaprabhu ji aa chuke hai.... read Granth avatar 'srimad Bhagavatam' and do trisandhya path and chant Madhaba naam 🙏 you will surely get connected to the lord directly 🙏🙏 Jai shree Madhaba 🙏❤️

  • @Naturelove-k7m
    @Naturelove-k7m 12 дней назад +3

    इस समय का तो इंतजार था, हे प्रभु, कब अपने भक्तों को दर्शन दोगे🙏🪷🪷🌸🥰

  • @amritbani2024
    @amritbani2024 12 дней назад +7

    ଜୟ ଶ୍ରୀ ମାଧବ, ପ୍ରଭୁଙ୍କର ମାନବୀୟ ଲୀଳା ପ୍ରକାଶ ହେଉଛି, ଅସୁର ମାନେ ଏହାର ମହତ୍ କାହୁଁ ବୁଝିବେ, ଜିଏ ଭକ୍ତ ସେ ପ୍ରଭୁଙ୍କ ଲୀଳା ଉପଭୋଗ କରୁଛନ୍ତି. ଏବଂ ଆନନ୍ଦିତ ହେଉଛନ୍ତି.

  • @Tripathy-n6k
    @Tripathy-n6k 12 дней назад +5

    ଭାଇ ଅତି ସୁନ୍ଦର ଭାବରେ ମହାପ୍ରଭୁ ଙ୍କ ଜନ୍ମ ର ସମସ୍ତ ତଥ୍ୟ ପୂର୍ଣ୍ଣ ପ୍ରମାଣ ସହ ଉପସ୍ଥାପନା କରିଛନ୍ତି।ସମସ୍ତ ଭକ୍ତଗଣ ଙ୍କୁ ଅନୁରୋଧ ଆପଣ ସମସ୍ତେ ଭାଇ ଙ୍କ ବାଣୀ କୁ ଧ୍ୟାନ ପୂର୍ବକ ଶୁଣନ୍ତୁ, ପ୍ରକୃତ ସତ୍ୟ କଣ ତାହା ଜାଣନ୍ତୁ ଓ ମହାପ୍ରଭୁ ଙ୍କ ଶରଣାପନ୍ନ ହୁଅନ୍ତୁ।

  • @paju206
    @paju206 12 дней назад +3

    Jay shree madhab

  • @kalkiavtaarum
    @kalkiavtaarum 12 дней назад +5

    भगवान कल्कि राम की लीला विश्व भर में शुरू हो चुकी है केवल जो भविष्य मालिका को मानने वाले भक्त होंगे वही इसको देख और समझ पाएंगे अन्य जो भविष्य मालिका विरोध करेंगे वह कुछ भी समझ नहीं पाएंगे क्योंकि महाप्रभु जगन्नाथ कल्कि राम माधव नाम से जन्म ले चुके हैं और हमें उन्हीं के शरण में जाना चाहिए त्रिकाल संध्या भागवत एक पाठ रोज पढ़ना चाहिए जय जगन्नाथ 🙏 जय पंचसखा 🙏 जय श्री माधव 🙏

  • @IswarSwain-jx3fh
    @IswarSwain-jx3fh 12 дней назад +3

    Jai shree madhaba

  • @Jaymadhaba
    @Jaymadhaba 11 дней назад +2

    ପୂଜ୍ୟ ପାଣ୍ଡବ ଭାଇ ଙ୍କୁ କୋଟି କୋଟି ପ୍ରଣାମ, ଆଃ କି ସୁନ୍ଦର ବାଣୀ, ପ୍ରଭୁ ଙ୍କ ଲୀଳା, ବହୁତ ସୁନ୍ଦର, ଜୟ ଶ୍ରୀ ମାଧବ 🙏🚩🏹🏹🏹🏹🏹🌼

  • @gitanjalidray6702
    @gitanjalidray6702 12 дней назад +3

    Ati sundar upasthapana.Jiban dhanya heigala.Mahaprabhu chahinle boli e gupta tathya sabu samnaku asuchhi.

  • @tanmayakumarsahu5433
    @tanmayakumarsahu5433 12 дней назад +6

    ପୂଜ୍ୟ ପାଣ୍ଡବ ଭାଇ ଯାହା କହୁଛନ୍ତି ତାହା ଧ୍ରୁବ ସତ୍ୟ। ପ୍ରଭୁ କଳ୍କୀ ବ୍ରାହ୍ମଣ ପରିବାରରେ, ପୂଜ୍ୟ ଶ୍ରୀ କାଶୀନାଥ ମିଶ୍ରଙ୍କ ଘରେ ଜନ୍ମ ନେଇସାରିଛନ୍ତି। କାଶୀନାଥ ମିଶ୍ର ଯେଉଁ ତ୍ରିକାଳ ସଂନ୍ଧ୍ୟା ଧାରା ବାଣ୍ଟୁଛନ୍ତି ତାହା ଅନୁପାଳନ କରନ୍ତୁ ଯାହା ଆସନ୍ନ ମହାବିପଦରୁ ରକ୍ଷା କରିବ ଏବଂ ମୁକ୍ତିର ମାର୍ଗରେ ଆଗକୁ ନବ। ଜୟ ଶ୍ରୀ ମାଧବ

  • @hadibandhurout1319
    @hadibandhurout1319 12 дней назад +6

    ହେ ମ୍ଳେଚ୍ଛଗଣ ସାବଧାନ ହୋଇଯାଅ। ଯେତିକି ଗାଳିଗୁଲଜ କରିଛ, ସେତିକିରେ ରହିଯାଅ। ଯାହା ପାଣ୍ଡବଭାଇ କହୁଛନ୍ତି, ତାହା ବହୁତ ଗୁରୁତ୍ବପୂର୍ଣ। ମହାପ୍ରଭୁ ନିଜକୁ ନିଜେ ପ୍ରକାଶ କରୁଛନ୍ତି। ମ୍ଳେଚ୍ଛମାନେ ମାଧ୍ୟମ ହେଉଛନ୍ତି। ଜୟ ଶ୍ରୀ ମାଧବ🙏

  • @KalusahuKalusahu-n8c
    @KalusahuKalusahu-n8c 2 дня назад

    Jay shree madhab satya news

  • @devraj6081
    @devraj6081 9 дней назад +1

    जय श्री माधव 🙏🙏🙏

  • @JagannathKalkiMadhav
    @JagannathKalkiMadhav 12 дней назад +5

    Jie samalochana karuchhanti sie tike tatyabodhi padhantu aau janantu Achyutananda kana lekhichhanti... Kashinath Mishra Kie...

  • @kishorbhaikishorbhai204
    @kishorbhaikishorbhai204 8 дней назад +1

    Jay shree madhav

  • @sarbeswarpanda2796
    @sarbeswarpanda2796 9 дней назад

    ଜୟ ଶ୍ରୀ ମାଧବ

  • @manasranjansahoo6645
    @manasranjansahoo6645 12 дней назад +2

    ଏହା ସମ୍ପୂର୍ଣ୍ଣ ସତ୍ୟ....😊😊

  • @debasishmishra9415
    @debasishmishra9415 12 дней назад +4

    ଅତି ସୁନ୍ଦର ଭାବରେ ଆମର ପାଣ୍ଡବ ଭାଇ ମାଳିକା ଶାସ୍ତ୍ରର ଅମୃତ ବାଣୀ କୁ ଆମ ସମ୍ମୁଖରେ ରଖି ଆମକୁ ଧନ୍ୟ କଲେ, ମହାପ୍ରଭୁ ଙ୍କର ପରିପ୍ରକାଶ ତଥ୍ୟ କୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରି ପ୍ରମାଣିତ ମଧ୍ୟ କଲେ | ଜୟ ଶ୍ରୀ ମାଧବ 🙏

  • @Mishra-k7h
    @Mishra-k7h 12 дней назад +3

    ପୂଜ୍ୟ ବଡ଼ ଭାଇ ଙ୍କ କଥା ଧ୍ରୁବ ସତ୍ୟ । ମାଳିକା ଅନୁଯାୟୀ ପ୍ରଭୁ ବ୍ରାହ୍ମଣ କୂଳ ରେ ବିରଜା କ୍ଷେତ୍ର ରେ ଜନ୍ମ ଗ୍ରହଣ କରିବେ ଏବଂ ଜନ୍ମ ହୋଇ ସାରିଛନ୍ତି ମଧ୍ୟ । ପରମ ପୂଜ୍ୟ ପଣ୍ଡିତ କାଶୀନାଥ ମିଶ୍ର ହିଁ ଜଣେ ଯିଏ କି ତ୍ରିସଂଧ୍ୟା ରୂପକ ମୃତ୍ୟୁ ସଂଜୀବନୀ ବାଣ୍ଟୁଛନ୍ତି 🙏🏻🌸🌸🙏🏻

  • @kumaranil2399
    @kumaranil2399 11 дней назад +1

    ଜୟ ଶ୍ରୀ ମାଧବ 🙏

  • @rakeshpradhan5517
    @rakeshpradhan5517 12 дней назад +1

    Bhai bahut sundar Prabhu nka amruta Katha suni jiban dhanya hoi gala ati Anand lagila samste trikalsandha Kariba bhagabat padhiba madhava Prabhu saranjiba udhar rasta batauchhanti amemaniba pratek bani nirat bramhabani hai maniba

  • @_Mishra556
    @_Mishra556 12 дней назад +6

    ପ୍ରକୃତ ସତ୍ୟକୁ ଅନୁଭବ କରିବା ପାଇଁ ସଂପୂର୍ଣ୍ଣ ଶାକାହାରୀ ହୋଇ ତ୍ରିସଂଧ୍ୟା ଧାରା ଓ ନିତ୍ୟ ଶ୍ରୀମଦ୍ ଭାଗବତ କୁ ପାଠ କରନ୍ତୁ । ଯାହା ଦ୍ଵାରା ୧ ମାସ ମଧ୍ୟରେ ମହାପ୍ରଭୁ କଳ୍କୀ ଙ୍କ ଦର୍ଶନ ପ୍ରତ୍ୟକ୍ଷ ବା ପରୋକ୍ଷ ରେ ଦର୍ଶନ କରିପାରିବେ ।। ଜୟ ଶ୍ରୀ ଜଗନ୍ନାଥ 🙏🏻⭕‼️⭕

  • @BidyutKantiDas-w4d
    @BidyutKantiDas-w4d 12 дней назад +2

    Krupa Maya prabhuuu

  • @shatrughana100
    @shatrughana100 12 дней назад +1

    Jai shree madhaba Bhai pranam 🌺🥀💐🌻

  • @rojalinsenapati6338
    @rojalinsenapati6338 12 дней назад +2

    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤. ❤. ❤. ❤. ❤. ❤
    Jay shree Madhav 🙏🙏🙏🙏🙏🙏
    Mahaprabhu nka ra Jay Ho Jay Ho Jay Ho

  • @viveksrivastava9493
    @viveksrivastava9493 12 дней назад +3

    JO BHAKT H WO SAMJH JAYENGE AGYANI KABHI NAHI SAMJHENGE
    JAI SRI MADHABA

  • @damodarsahoo5309
    @damodarsahoo5309 12 дней назад +2

    Bhai nka vani Sampurna Satya .Jay jagannath.

  • @swatisnigdha2008
    @swatisnigdha2008 12 дней назад +6

    Pujaniya bada bhai sabu gupta katha kholi kahi dele with proof, with book name and page no. . agaru ame shree rama, shree krushna ankara lila bisayare sunithilu o padhithilu but abe ame mane sabu ate bhagya ban prabhu anka lila dekhiba pain sujoga miliba... Dhanya ama jibana..
    Mahaprabhu apankara jay hau..🙏🙏🙏

  • @R.Tripathy22
    @R.Tripathy22 12 дней назад +6

    ଆପଣ ଅତି ସୁନ୍ଦର ଓ ସରଳ ଭାବରେ ମାଳିକା ର ପରମ ତତ୍ତ୍ଵ ଆମ ସମସ୍ତଙ୍କ ସମ୍ମୁଖ ରେ ରଖୁଛନ୍ତି।ଏହା ଦ୍ବାରା ଆମେ ମହାପ୍ରଭୁ ଙ୍କ ଅମୃତମୟ ଦିବ୍ୟ ଲୀଳା ବିଷୟରେ ଜାଣି ପାରୁଛୁ।ଆପଣ ଙ୍କୁ ହୃଦୟ ରୁ ଅଶେଷ ଅଶେଷ ଧନ୍ୟବାଦ୍🙏।

  • @SaumitraMohanty
    @SaumitraMohanty 12 дней назад +2

    Jay shree Madhab 🙏

  • @ommsomgaming4066
    @ommsomgaming4066 12 дней назад +2

    Jay madhaba🙏🙏🙏

  • @Tripathy-x8t
    @Tripathy-x8t 12 дней назад +4

    ଭାଇ ଯାହା କହୁଛନ୍ତି ନିରାଟ ସତ୍ୟ।ମହାପ୍ରଭୁ ଙ୍କ ଜନ୍ମ ଯାଜପୁର ଗ୍ରାମ ରେ ହୋଇସାରିଲାଣି ମହାପ୍ରଭୁ ଏବେ ଭକ୍ତ ଙ୍କ ସହିତ ଖେଳା ଲୀଳା କରୁଛନ୍ତି ଆପଣ ମାନଙ୍କୁ ଅନୁରୋଧ ପଣ୍ଡିତ କାଶୀନାଥ ମିଶ୍ର ଙ୍କ ବାଣୀ ଶୁଣନ୍ତୁ ଏବଂ ମହାପ୍ରଭୁ ଙ୍କ ନିକଟପର୍ଣ୍ଣ ହୁଅନ୍ତୁ।🙏🏼🙏🏼

  • @NibariniBhola
    @NibariniBhola 4 часа назад

    Jay shree madhav.. Pujya pandab bhai jahabi prabhunka bani kahuchhanti ati sundar. Jenu mane chetua bhakta sehi mane bhabaku bujhi paribe....

  • @Ravirav445
    @Ravirav445 12 дней назад +6

    जिन्हे संशय हो भगवान के जन्म स्थान के बारे में वो भाईया जी की बात ध्यान से सुनकर मनन करे एक ही जीवन ,एक ही मौका है समय निकल गया तो वापस नही मिलेगा इस बहुमूल्य समय को भगवान को समर्पित कर सदुपयोग करे

    • @jitendrachauhan1366
      @jitendrachauhan1366 12 дней назад +1

      जी भईया मनुष्य का सबसे पहला काम भगवान को प्राप्त करना इस समय भगवान धरती पर हैं हम लोग कितने भाग्यशाली हैं इस समय जन्म मिला और उसपे भी परम पूज्य पंडित काशीनाथ मिश्र जी का सानिध्य प्राप्त हुआ है 🙏🙏🙏

    • @gyanendrapallur1625
      @gyanendrapallur1625 8 дней назад

      Bheya ji ap odisha se bahar hoke bhi apko prabhujika bare me itna confidence kese mila?
      Please tell your truth 🙏l

    • @Ravirav445
      @Ravirav445 8 дней назад

      @@gyanendrapallur1625 अनुभव से

  • @RMranju
    @RMranju 12 дней назад +10

    ବଡ଼ ଭାଈ ପ୍ରଭୁଙ୍କ ଜନ୍ମର ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି ଯାହା ଜଣେ ଚେତୁଆ ଭକ୍ତ ପାଇଁ ଏକାନ୍ତ ଆବଶ୍ୟକ। ଏବେ ଯଦି ପ୍ରଭୁଙ୍କୁ ଚିହ୍ନି ନପାରିବେ ଆଉ ତାହା ଠୁ ବଡ଼ ଦୁର୍ଭାଗ୍ୟ କଣ ହୋଇପାରିବ ଏଇ ମାନବ ମାନଙ୍କ ପାଇଁ।🙏

    • @monishamohanty5632
      @monishamohanty5632 12 дней назад +2

      ଏବେ ଦୁନିଆରେ ପଇସା ପାଇଁ ନିଜେ ବିକ୍ରି ହୋଇଯାଉଛନ୍ତି,କୋଉଟା ସତ କୋଉଟା ମିଛ ଜାଣି ପାରୁନାହାନ୍ତି

    • @_Mishra556
      @_Mishra556 12 дней назад +1

      ​@@monishamohanty5632 ଆମକୁ ଭାଷଣ ଦେବା ଆବଶ୍ୟକ ନାହିଁ । " ଅନୁଭବେ ଜ୍ଞାନ ପ୍ରକାଶ ହୋଇବ ଅନୁଭବ କର ମୂଳ।" ମହାପୁରୁଷ ଙ୍କ ବାଣୀ ଅନୁସାରେ ଆମେ ଭକ୍ତି ଭାବରେ ଅନୁଭବ କରିଛୁ ଯାହା ଦ୍ଵାରା ଜ୍ଞାନ ପାଇ ମହାପ୍ରଭୁ ଙ୍କୁ ଜାଣି ପାରୁଚୁ ।

    • @_Mishra556
      @_Mishra556 12 дней назад +1

      ଆମକୁ ଭାଷଣ ଦେବା ଆବଶ୍ୟକ ନାହିଁ । " ଅନୁଭବେ ଜ୍ଞାନ ପ୍ରକାଶ ହୋଇବ ଅନୁଭବ କର ମୂଳ।” ମହାପୁରୁଷ ଙ୍କ ବାଣୀ ଅନୁସାରେ ଆମେ ଭକ୍ତି ଭାବରେ ଅନୁଭବ କରିଛୁ ଯାହା ଦ୍ବାରା ଜ୍ଞାନ ପାଇ ମହାପ୍ରଭୁ ଙ୍କୁ ଜାଣି ପାରୁଚୁ ।
      ​@@monishamohanty5632

    • @_Mishra556
      @_Mishra556 12 дней назад

      ​@@monishamohanty5632ଆମକୁ ଭାଷଣ ଦେବା ଆବଶ୍ୟକ ନାହିଁ । " ଅନୁଭବେ ଜ୍ଞାନ ପ୍ରକାଶ ହୋଇବ ଅନୁଭବ କର ମୂଳ।” ମହାପୁରୁଷ ଙ୍କ ବାଣୀ ଅନୁସାରେ ଆମେ ଭକ୍ତି ଭାବରେ ଅନୁଭବ କରିଛୁ ଯାହା ଦ୍ବାରା ଜ୍ଞାନ ପାଇ ମହାପ୍ରଭୁ ଙ୍କୁ ଜାଣି ପାରୁଚୁ ।

    • @_Mishra556
      @_Mishra556 12 дней назад +1

      ଆମକୁ ଭାଷଣ ଦେବା ଆବଶ୍ୟକ ନାହିଁ । " ଅନୁଭବେ ଜ୍ଞାନ ପ୍ରକାଶ ହୋଇବ ଅନୁଭବ କର ମୂଳ।” ମହାପୁରୁଷ ଙ୍କ ବାଣୀ ଅନୁସାରେ ଆମେ ଭକ୍ତି ଭାବରେ ଅନୁଭବ କରିଛୁ ଯାହା ଦ୍ବାରା ଜ୍ଞାନ ପାଇ ମହାପ୍ରଭୁ ଙ୍କୁ ଜାଣି ପାରୁଚୁ ।​@@monishamohanty5632

  • @IswarSwain-jx3fh
    @IswarSwain-jx3fh 12 дней назад +2

    Pandab Bhai pranam

  • @anandadash9145
    @anandadash9145 12 дней назад +2

    Jay Madhab

  • @Mahi_sharma_0099
    @Mahi_sharma_0099 3 дня назад

    ପ୍ରଭୁ କଲ୍କିଙ୍କୁ କେହି ପହିଚାରି ପାରିବେ ନାହିଁ, କେବଳ ଚାରି ଯୁଗର ଭକ୍ତଙ୍କୁ ତାଙ୍କ ଆସିବାର ସନ୍ଦେଶ ମିଳିବ। ଭବିଷ୍ୟ ମଲ୍ଲିକାର ସୁଗନ୍ଧ ମିଳିବ ଏବଂ ସେମାନେ
    ପ୍ରଭୁଙ୍କୁ ଖୋଜିବାକୁ ଆରମ୍ଭ କରିବେ, କେଉଁଠି ଅଛନ୍ତି ସେମାନଙ୍କ ପ୍ରଭୁ।
    Jay jagganath 🙏

  • @manojkumarsamal6627
    @manojkumarsamal6627 7 дней назад

    ପାଣ୍ଡବ ଭାଇ ବୋହୁତ ସୁଦର ବାଣୀ ବୋହୁତ ସୁଦର ବାଣୀ ବୋହୁତ ଭଲ ଲାଗୁଛି ଶୁଣି କି
    ଜୟ ଶ୍ରୀ ମାଧବ

  • @niranjannanda445
    @niranjannanda445 12 дней назад +1

    Jay shree krishna..

  • @amlancreations8417
    @amlancreations8417 12 дней назад +2

    ପାଣ୍ଡବ ଭାଇ ଙ୍କ ର ଉପସ୍ଥାପନ ଖୁବ୍ ଉଚ୍ଚ କୋଟୀର

  • @bhumikavashistha7197
    @bhumikavashistha7197 12 дней назад +3

    Prabhu ne avatar le lia hai 🙇🏻‍♀️🙇🏻‍♀️🙏🏻🙏🏻

  • @santoshkumarpradhan9003
    @santoshkumarpradhan9003 12 дней назад +3

    Pandaba bhai satya kahile
    Pandit shree kashinath Mishra nka putro hin kalki avatara eha ku ame swikara karuchhu
    Jai shree shree shree satya ananta madhaba nka ra

  • @ArtiJeswani
    @ArtiJeswani 7 дней назад

    जय श्री अनंत माधव 🙏

  • @chhavisharma8184
    @chhavisharma8184 12 дней назад +1

    Prabhu ji aapka koti koti pranaam jo aap dhara par apne bhakto ke udhar aur dharma sthapana ke liye aaye 🙇‍♀️🙇‍♀️

  • @santoshkumarpradhan9003
    @santoshkumarpradhan9003 12 дней назад +2

    Pandaba bhai au arjun babunku anek anek dhanyabad prakurta satya ku sarba samukha ku anile

  • @sbkalabikashkendrahariharm7565
    @sbkalabikashkendrahariharm7565 12 дней назад

    🕉 🕉 🕉 🕉 🕉
    🕉 🕉 🕉
    🕉
    🕉 SREE SATYA ANANTA MADHAB 🕉

  • @KamataYadav-hk6it
    @KamataYadav-hk6it 7 дней назад

    Jay jay shree Madhav 🙏🙏

  • @vlogdisbilitybapunu
    @vlogdisbilitybapunu 12 дней назад

    Ld ଜୟ ଶ୍ରୀ ମାଧବ.

  • @କକ୍ଳୀରାମପ୍ରକାଶ

    ଭଗବାନ କଳ୍କୀ ଭକ୍ତ ମାନେ ମିସନ୍ତୁ ଜାଣନ୍ତୁ ଧାରା ନିଅନ୍ତୁ ❤

  • @madanmishra9916
    @madanmishra9916 12 дней назад +4

    ପୂଜ୍ୟ ପାଣ୍ଡବ ଭାଇ ଯାହା କହୁଛନ୍ତି ତାହା ମାଳିକା ର ବ୍ରହ୍ମ ବାଣୀ ଅଟେ ମାଳିକା ହିଁ ସତ୍ୟ ଓ ବାସ୍ତବ ଅଟେ।
    ମାଳିକା ର ଗୁପ୍ତ ତଥ୍ଯ ପ୍ରକାଶ କରି ସମସ୍ତ ଙ୍କ ର ସନ୍ଧେହ ଦୂର କରିଛନ୍ତି
    ଏ ଅମୃତ ଧାରା କୁ ପାନ କରି ଉଦ୍ଧାର ପାଆନ୍ତୁ। ହେ ଇଛାମୟ ଆପଣ ଙ୍କ ଇଛା ପୂର୍ଣ୍ଣ ହେଉ। ଏହା ହିଁ ସାରା ବିଶ୍ବ ପାଇଁ ବଳିଷ୍ଟ ପ୍ରମାଣ। ତେଣୁ ସମସ୍ତେ ଏ ତଥ୍ଯ କୁ ବୁଝନ୍ତୁ ଏହା ହିଁ ଆମ ସମସ୍ତ ଙ୍କ ପାଇଁ ମଙ୍ଗଳ ହେବ।
    ଜୟ ଶ୍ରୀ ମାଧବ 🙏🙏🙏🙏🙏

  • @bibekanandaswain3404
    @bibekanandaswain3404 12 дней назад +1

    Maha prabhunk janma sthana bisyare satyataku ati sundar bhabe prakash kale .aapank katha 100% satya.madhab hin kalki ethire kaunsi sandeh nanhi.satya kebe luchi ruhena.maha prabhunka krupa ru bhakta manank dwara satyara prakash hauchhi.Jay shree madhab

  • @biswabhusanrath2814
    @biswabhusanrath2814 12 дней назад +2

    Jay Jagannath. 🙏

  • @jaymadhab5545
    @jaymadhab5545 12 дней назад +1

    Mu khusi hebi

  • @anitamishra4583
    @anitamishra4583 12 дней назад +1

    Pandab bhainka madhyamare Prabhu amruta bantuchhanti...jahara jogyata achhi sehin taku pana kari trupti labha karibe o mukti paibe....Jay shree Madhaba

  • @Ramgaming110
    @Ramgaming110 12 дней назад +2

    Mahaprabhu nije pariprakash heuchhanti, chhara manaba tankara Kan pracharakariba, olata prabhunka bisayare duipada kahi dei se nije pracharita heuchhi. Tenu Bhai mane sighra prabhunka saranare aasa aau tanka sanidya labha kara.jay shree madhaba.

  • @aswinibiswal2439
    @aswinibiswal2439 11 дней назад

    Jai shree madhav 🙏

  • @firojkumarbhoi174
    @firojkumarbhoi174 12 дней назад +1

    Bhakta sange prabhu leela karuthibe dina rati oh ki leela karibe sehi bhakta mane prabhunku takichanti tanka leela dekhiba pain

  • @nrusinghajena-pj7ne
    @nrusinghajena-pj7ne 11 дней назад +1

    ଜୟ ଶ୍ରୀ ମାଧଵ ସମଗ୍ର ବିଶ୍ୱରେ ଆପଣଂକ ଲୀଳା ଲାଗି ପ୍ରକାଶ ଯେଉ ହେ ପ୍ରଭୁ ତୁମ୍ଭ ଇଚ୍ଛା ପୁର୍ଣ ହେଊ

  • @bibhutibhusandas1368
    @bibhutibhusandas1368 12 дней назад +1

    ଭବିଷ୍ୟତ ପୁରାଣ,(ଅଧ୍ୟାୟ -୧), ମହାପୁରୁଷ ଶିଶୁ ଅନନ୍ତ ଦାସ
    ସୁବର୍ଣ୍ଣକୁଟ ଗିରି (ଖଣ୍ଡଗିରି) ଏକାମ୍ର ବନ (ଭୁବନେଶ୍ୱର) ନିକଟରେ ରହିଛି । ସେହି ଖଣ୍ଡଗିରି ଉପରେ ପ୍ରଭୁ ଜଣେ ବ୍ରାହ୍ମଣଙ୍କ ଘରେ ରହିବେ ଏବଂ ସେହି ଅଞ୍ଚଳରେ ଲିଙ୍ଗରାଜ ମନ୍ଦିର ମଧ୍ୟ ଥିବ।

  • @UtsMts
    @UtsMts 12 дней назад +1

    Pandav bhai 🙏🙏🙏

  • @pravatsahoo24
    @pravatsahoo24 12 дней назад +2

    Jay madhab prabhu

  • @jayantibehera5126
    @jayantibehera5126 12 дней назад +2

    Jay Jagannath❤

  • @Sksarajsagar
    @Sksarajsagar 6 дней назад

    ହେଲାହେଲାବୋଲି ହୁରିପଡୁଥିବ କିନ୍ତୁହେବ ନାହିଁ ହେଲାବେଳେ କେହି ଜାଣିପାରିବେ ନାହିଁ,ସବୁବଣାହେବେ,

  • @kalkiavtaarum
    @kalkiavtaarum 12 дней назад

    ଲର୍ଡ କାଲ୍କି ରାମଙ୍କ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଛି। କେବଳ ଭକ୍ତ ମଲିକାରେ ବିଶ୍ believe ାସ କରୁଥିବା ସେହି ଭକ୍ତମାନେ ଏହାକୁ ଦେଖିପାରିବେ ଏବଂ ବୁ understand ିପାରିବେ। କାଲକି ରାମ ମାଧବଙ୍କ ନାମ ସେ ସେଠାରେ ଅଛନ୍ତି ଏବଂ ଆମେ କେବଳ ତାଙ୍କଠାରେ ଆଶ୍ରୟ ନେବା ଉଚିତ୍ ଟ୍ରାଇକାଲ୍ ସାନ୍ଧ୍ୟା ଭାଗବତ ପ୍ରତିଦିନ ଗୋଟିଏ ପାଠ ପ Ja ଼ିବା ଉଚିତ୍

  • @firojkumarbhoi174
    @firojkumarbhoi174 12 дней назад +1

    Prabhu nku janiparibe nahi tanka bhakta buluthibe sadharana manisha bhalia jani paribe nahi chita chaitanya na kati semane buluthibe

  • @Madhav_ki_daasi
    @Madhav_ki_daasi 7 дней назад

    Jai shree madhav hindi me bhi video bnane ka prayas kre 🙏🙏

  • @balirupeshmusic1363
    @balirupeshmusic1363 12 дней назад +1

    Pandab Bhai nko banisatya jay shree madhab 🙏❤️🚩

  • @PadmalochanNayak-w1s
    @PadmalochanNayak-w1s 12 дней назад +2

    ମାଳିକକୁ ଭଲଭାବେ ବୁଝି ଆଗକୁ ଯାଆ ହୁସିଆର ହୁଅ ନଚେତ ଶ୍ରୀ ଜଗନ୍ନାଥ ଠିକଣା ଦଣ୍ଡବିଧାନ କରିବେ .Please be culture Malika fast don,t try lost divotees life ,it's my request please ,we are jajpur people too near to you

    • @nigamjyotisahoo1320
      @nigamjyotisahoo1320 8 дней назад +1

      Danadabidhan kaha paen haba seta prabhu nirdharan karibe video re bhai purna satya ku malika pramna saha upasthapna kale apna jajpur loka hele kana hela jadi purn satya ku grahana kari paribe nahi tebe joouthu huantu kichi labha nahi trisandhya dhara palan karantu jai shree madhav

  • @chittaranjannayak3801
    @chittaranjannayak3801 12 дней назад +2

    ମହାଶୟ ଜଣକ କହିଲେ କଥାଟା ବୁଝିହେଉନି।ବିଷ୍ଣୁ ଶର୍ମା ଗୃହେ ହୋଇବେଜନମ। ମାତାଙ୍କ ନାମ ଜସୋମତି ଯଦି ଏହା ଲେଖା ଅଛି ତେବେ ଚୈତନ୍ୟ ମହାପ୍ରଭୁ ମୁଖନିଶୃତ ବାଣୀ ରେ କାଶୀନାଥ ମିଶ୍ରଙ୍କ ନାମ ଉଳେଖିତ କଲେ।

    • @hmandal8923
      @hmandal8923 12 дней назад

      ଠୀକ କହିଲେ ଆପଣ। ଚାନେଲ partner ଦୟାକରି ବାବାଙ୍କୁ ପଚାରନ୍ତୁ ଆଉ ପରିଷ୍କାର ଭୁଜାଇ ଦିଅନ୍ତୁ 🙏🙏🙏

    • @Ramgaming110
      @Ramgaming110 12 дней назад +2

      Apana thik se bujhantu, bishnu sarma, bishnu jasa ityadi nama nuhen sanketa, jie bishnu nka jasa gana karuthibe. Kintu tanka name kashinath. Eha sashtra pramana, ta pare bi jadi bujhi heuni tebe apananka budhhi upare ??? Prasna

    • @BanamaliBaba
      @BanamaliBaba 12 дней назад

      ​@@Ramgaming110ଗୋଟେ ଚ୍ୟାନେଲ ସବୁ କଳ୍କୀ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଛି ମୁଁ ଚାହୁଁଚି ତୁମେ ତାଙ୍କ ସହିତ ଟିକେ କଥା ହୁଅ ଚ୍ୟାନେଲ ନା kalki disciple

    • @jyotitaranginidash2781
      @jyotitaranginidash2781 11 дней назад

      Sabuthire sanketika nama lekha achhi kintu mahaprabhu srichaitanya sampurna bhabare kashinatha mishranka nama ullekha karichhanti

    • @santoshkumarpradhan9003
      @santoshkumarpradhan9003 11 дней назад

      Kashinath nka putra hin amo Madhav prabhu hin kalki avatar

  • @bhaktiamrit9181
    @bhaktiamrit9181 9 дней назад

    One day every one will have to accept. It would be better if they all accept happily in faith of God. To accept in fear is not very promising. It takes devotion and surrender to reach The Lotus Feet.

  • @adityaprasad1673
    @adityaprasad1673 21 час назад

    ଅର୍ଜୁନ ଭାଇ, ମଣିଷର ଶେଷ ଇଚ୍ଛା ପ୍ରଭୁଙ୍କ ସାନ୍ନିଧ୍ୟ। ପ୍ରଭୁଙ୍କୁ ପାଇଲା ପରେ ଆଉ କିଛି ଆଶା ରହେ ନାହିଁ। ତେଣୁ ତୁମେ ଧନ୍ୟ ହୋଇଗଲ। ଏବେ ଆଉ boom ଧରି you tube କରି ବୁଲିବା ଦରକାର ପଡ଼ିବା କଥା ନୁହେଁ। ଏଇଟା ତୁମର last video ହେଉ।

  • @anadibramhamalikaplace4869
    @anadibramhamalikaplace4869 10 дней назад

    Niche dene satya prakash hoiba,aji sehidina asila bhakat bi
    Asile,aue pravu satya madhaba prakash hele
    Jadi kaha bhagyare thae se prabhunku darsan kariba jayjagnnath apanakara mangal heu

  • @Sksarajsagar
    @Sksarajsagar 10 дней назад

    କଳିଷେସରେଏକାକିଜନ୍ମହେଇନାହାଁନ୍ତି,ଗୋଟିଏଜାଗାରେ କକ୍କୀଜନ୍ମ ଓ ଆଉଗୋଟିଏ ଜାଗାରେବଳଦେବ ଆଉଗୋଟିଏ ଜାଗାରେ ଜନ୍ମହୁଏକି,ସେପାବଳଦେବ ଙ୍କୁରାଜାକରାଇବେ,ଛତିଆ ରପୂର୍ବରେଦଶାଶନିଘାଟ ଅଛି ତାଙ୍କର ମାମୁଙ୍କର,କଟକରେ,ଖାଲିତଗଳଗଳ

  • @jaymadhab5545
    @jaymadhab5545 12 дней назад +1

    Kaliki ran or madhabh mor katha janithe
    So mor manskamana purn karantu

  • @SanjayDas-stkpd
    @SanjayDas-stkpd 12 дней назад

    ଶୁଣନ୍ତୁ ବାବା ଆପଣ ଭଗବାନ ନୁହେଁ ଆପଣ ଯାହା କହିବେ ତା ମାନିବାକୁ ଆମେ ବାଦ୍ୟ ହବୁ ଭଗବାନ କହିଛନ୍ତି କର୍ମ କର ମିଛ ପ୍ରଚାର ନୁହେଁ🎉

    • @user-Abhilashjenamani
      @user-Abhilashjenamani 12 дней назад +2

      ସେ ନିଜେ କିଛି କହୁ ନାହାନ୍ତି , ଯାହା ମାଳିକାରେ ଲେଖା ହୋଇଛି ତାକୁ ପରିପ୍ରକାଶ କରୁଛନ୍ତି।

    • @user-Abhilashjenamani
      @user-Abhilashjenamani 12 дней назад +2

      ଆପଣ ତ୍ରିସନ୍ଧ୍ୟା କରନ୍ତୁ, ଭାଗବତ ପାଠ କରନ୍ତୁ ନିଶ୍ଚୟ ଅନୁଭବ କରି ପାରିବେ ସତ୍ଯ କଣ।

    • @SanjayDas-stkpd
      @SanjayDas-stkpd 12 дней назад

      @@user-Abhilashjenamani ନାନା ମୁଁ ଆଉ ତାନ୍ତ୍ରିକ ଙ୍କୁ ଅନୁସନ୍ଧାନ କରୁନି

    • @SanjayDas-stkpd
      @SanjayDas-stkpd 12 дней назад

      @@user-Abhilashjenamani ଅଚ୍ୟୁତାନନ୍ଦ ଓଡ଼ିଆ ରେ ମାଳିକା ଲେଖି ନଥିଲେ ଦେବା ନଗରୀ ଭାଷାରେ ଲେଖି ଥିଲେ

    • @nigamjyotisahoo1320
      @nigamjyotisahoo1320 8 дней назад +1

      ​@@SanjayDas-stkpdtahale pothi ruu jaha baharichi bhul naiki auu bhai apanka alpa gyana ruu hi jana paduchi debanagari gote lipi bhasa nuhe

  • @radharamandas
    @radharamandas 12 дней назад

    ଏ ମାନେ ସବୁ ବାୟା ହେଲେ ।

    • @jyotitaranginidash2781
      @jyotitaranginidash2781 11 дней назад

      Jaha hau bhagaban apananku setiki ku budhi ta deichanti . Nahele subudhi jahara thiba se kebe beda sastra au purana ku ta michha kahibani na

    • @santoshkumarpradhan9003
      @santoshkumarpradhan9003 11 дней назад +1

      Prabhu prema re baya

    • @nigamjyotisahoo1320
      @nigamjyotisahoo1320 8 дней назад

      Agyan ame prabhu nka paen baya jai shree madhab 🥰

  • @jaymadhab5545
    @jaymadhab5545 12 дней назад

    Bhawanipatna pravhu asibe kebe

  • @jaymadhab5545
    @jaymadhab5545 12 дней назад

    Sudharama saba bhawanipatna re karantu

  • @SanjayDas-stkpd
    @SanjayDas-stkpd 12 дней назад

    ଆଉ ଗୋଟେ କଥା ଜାଣି ଜାଣି କର୍ମ କରିଥିବା କାମ ସଫଳ ହେଇ ନଥାଏ ଅଜଣା କର୍ମ ହିଁ କାମରେ ଲାଗିଥାଏ 🎉 ବୁଝିବା ଲୋକ ଠିକ୍ ବୁଝିବେ

    • @jyotitaranginidash2781
      @jyotitaranginidash2781 11 дней назад +1

      Tame bujha amaku bujheiba kichhi darakar nahi

    • @SanjayDas-stkpd
      @SanjayDas-stkpd 11 дней назад

      @@jyotitaranginidash2781 ତୁମର କିଛି ବୁଝିବା ଦର୍କା ନାହିଁ ତୁମେ ତୋ ବୁଝି ଯାଇଛ ଆଉ

    • @gyanendrapallur1625
      @gyanendrapallur1625 8 дней назад +2

      - -----ମାଳିକା ବାଣୀ----
      "କାଶୀ ମିଶ୍ର ଘରେ ପଡିବ ହୁରି,
      ଜୟ ରାଧେ ଜୟ ଉଠିବ ହୁରି l
      ଭକ୍ତ ବୃନ୍ଦ ତାଙ୍କୁ ଥିବେଟି ଘେରି,
      ମଣିମା ମଣିମା ପଡିବ ହୁରି l ହେ ମିଶ୍ର ବର ଧରୁଛି ପୟର,
      ଦେଖାଅ ସେ ପୋଷା ପକ୍ଷୀ l
      ଚୋରି କରି ଆମ୍ଭେ ନେବୁ ନାହିଁ
      ପବିତ୍ର କରିବୁ ଏ ପାପ ଆଖି l"
      ଶ୍ରୀ ଚୈତନ୍ୟ ଭବିଷ୍ୟ ବାଣି l

    • @SanjayDas-stkpd
      @SanjayDas-stkpd 8 дней назад

      @@gyanendrapallur1625 ସବୁ ଠୁ ବଡ଼ ଚୋର ଆମେ ତୁମେ ଭୁଲ ରେ ଆଉ କାହାକୁ କହୁନ ତୋ

  • @dibakarmishra1706
    @dibakarmishra1706 12 дней назад

    ଗାଲୁଆଙ୍କର ବାରବାଟି ଚାଷ,

    • @jyotitaranginidash2781
      @jyotitaranginidash2781 12 дней назад +1

      Jadi apananku semiti laguchi apana ehi sabu vdo ru dureiki rahile bhala .kahiniki na prakrutare jie galua au mlechha tanku beda sastra au purana b semiti lagiba. dine kebe padhinathibe na soo

    • @santoshkumarpradhan9003
      @santoshkumarpradhan9003 11 дней назад

      Bhul kahuchho

    • @EnjoyNature1.0
      @EnjoyNature1.0 11 дней назад

      Keep count of your mistakes. Jai Shree Madhav 🙏

  • @firojkumarbhoi174
    @firojkumarbhoi174 12 дней назад +1

    Pandaba bhai jau ta kahile o ki tatwa pradan kale oh ki katha kahile dharma thile sehi Janibe sadharana manisha jani pariba nahi

  • @SanjayDas-stkpd
    @SanjayDas-stkpd 12 дней назад

    ତତ୍ବ ବଧନୀ କହୁଚ ତତ୍ବ ବୁଝି ଲୋଣୀ ତତ୍ବ ବୁଝିଲେ ତୁଟେ ଭ୍ରାନ୍ତି ଭବ ସାଗର ତରିଯାନ୍ତି ମାଧବ ଏମିତି କହିନାହାନ୍ତି ନା 🎉

    • @jyotitaranginidash2781
      @jyotitaranginidash2781 11 дней назад

      Ama ku ama mahaprabhu kan kahichanti kan kahinahanti tame sata janma nele janiparibani

    • @SanjayDas-stkpd
      @SanjayDas-stkpd 11 дней назад

      @@jyotitaranginidash2781 ଭଗବାନ ତୁମ ଭିତରେ ଅଛନ୍ତି ବାହାରେ ଖୋଜିବା ଆବଶ୍ୟକ ନାହିଁ

    • @Jaymadhaba
      @Jaymadhaba 11 дней назад

      ସତ୍ୟ ଟା କଣ ଆପଣ ବୁଝି ବାକୁ ଚେଷ୍ଟା କରନ୍ତୁ, ଆପଣ ଥରେ ଆସନ୍ତୁ, ଜୟ ଶ୍ରୀ ମାଧବ 🙏🚩🏹🌼

    • @SanjayDas-stkpd
      @SanjayDas-stkpd 11 дней назад

      @@Jaymadhaba ସତ ଆମେ ଜାଣିଚୁ ଅଚ୍ୟୁତାନନ୍ଦ ସବୁ କିଛି ଲେଖି ସାରି ଚାବି କାଳୀ ମାଆ ଙ୍କ ଚାବି ଦେଇଥିଲେ ତୁମେ ଚାବି ପାଇଲୋ କୋଉଠି ସତ କୁହନି ମୋତେ

    • @nigamjyotisahoo1320
      @nigamjyotisahoo1320 8 дней назад +1

      ​@@SanjayDas-stkpdjana paduchi apana kete satya janichanti spasta kathatiku nija anusare mani nije bata bana heuchanti ethire kiye kana kari pariba

  • @bhaktiamrit9181
    @bhaktiamrit9181 9 дней назад

    Lord Jaganatha, Lord Balbhadra, Maa Subhadra, Lord Sudarshana have taken one form, Madhaba ! It is stated that Lord will take birth in a Brahmin family. So He has! There is no one who has the power to deny.

  • @ankitsinha1397
    @ankitsinha1397 8 дней назад

    𝗝𝗔𝗬 𝗦𝗥𝗘𝗘 𝗠𝗔𝗗𝗛𝗔𝗩!🧡
    𝗣𝗜𝗧𝗔𝗝𝗜 𝗞𝗜 𝗝𝗔𝗬.. 𝗕𝗔𝗥𝗜 𝗠𝗔𝗔 𝗖𝗛𝗢𝗧𝗜 𝗠𝗔𝗔 𝗞𝗜 𝗝𝗔𝗬.. 💜🙏🏻
    MUJHE SHAMA KARE PAR
    IYA INFORMATION GALAT HAY.. iss jaga par Pitaji ko nahi, iha par uss samay ke Raja ke purohit Kashi mishra ko bola gaya hai...jin ke ghar par chaitaniya Mahaprabhu rahe te the

  • @mohapatramadan
    @mohapatramadan 12 дней назад +1

    Ha satare ba ki kthare

    • @BananiBiswal-gw7se
      @BananiBiswal-gw7se 12 дней назад +1

      Sata ki micha pramana sahita bujhajauchi.murkha loka Mane ahara mahatwa bhujhipraribe nahi.

    • @gitanjalidray6702
      @gitanjalidray6702 12 дней назад +1

      Biswas haunahin jadi anorudh dekhantu nahin

    • @jyotitaranginidash2781
      @jyotitaranginidash2781 11 дней назад +1

      Apana nadekhiba bhala

    • @santoshkumarpradhan9003
      @santoshkumarpradhan9003 11 дней назад +1

      Pandit kashinath Mishra nka puo hin kalki avatar

    • @EnjoyNature1.0
      @EnjoyNature1.0 11 дней назад

      This video is for devotees of Mahaprabhu who have been waiting for him since ages. It is not for you. Jai Shree Madhav 🙏

  • @KamalakantaPanda-hd7yr
    @KamalakantaPanda-hd7yr 12 дней назад

    Sri Chaitanya Kan odiare lekhi thile,pustak nam Kan,pls tike kahibe

  • @biswajits7909
    @biswajits7909 11 дней назад

    chaitanya mahaprabhu kou grantha re lekhithile dekhantu se odia re lekhithile na bangali re....jouta gupta achi taku Gupta rakhantu ..

  • @firojkumarbhoi174
    @firojkumarbhoi174 12 дней назад

    Mahire chaluthibe chinna na debe kaha ku kahin ki chetua bhakta hi janibe se hi leela karuthibe gupata gupata

  • @saratabehera1795
    @saratabehera1795 12 дней назад

    ଉତ୍ତର ନ ଦେଇ ସନ୍ଦେଶ ନଷ୍ଟ କରି ଦେଉଛ । ଡରିକି ଏ ପରି କର୍ମ କାହିଁକି କରୁଛ ?

    • @nigamjyotisahoo1320
      @nigamjyotisahoo1320 8 дней назад

      Kie daruchi agyan ?? Bhai taa satya ku upasthapna karuchanti

  • @prashantadhal8210
    @prashantadhal8210 12 дней назад

    ଜନ୍ମ ତାରିଖ କହିବେ କି?

    • @Ramgaming110
      @Ramgaming110 12 дней назад +2

      Taha gupta achhi. Kebala dharare re rahiba pare Jani paribe. Seithipain nisaa, amisa barjana kari 6 maas Trisandhya bhagabata patha karibaku heba

    • @jyotitaranginidash2781
      @jyotitaranginidash2781 11 дней назад

      Dharare ruhantu janiparibe

    • @santoshkumarpradhan9003
      @santoshkumarpradhan9003 11 дней назад +1

      Kashinath nka putro hin kalki avatar

  • @anilsamal4964
    @anilsamal4964 12 дней назад +2

    Tume kahi le habani karma ru Jana padiba

    • @Jashobantasahoo1998
      @Jashobantasahoo1998 12 дней назад

      Trisandhya bhagwat patha madhaba nama nitya japa karantu mahaprabhu ka ashribad prapta hele janibe.

    • @BanamaliBaba
      @BanamaliBaba 12 дней назад

      ​@@Jashobantasahoo1998ଗୋଟେ ଚ୍ୟାନେଲ ସବୁ କଳ୍କୀ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଛି ମୁଁ ଚାହୁଁଚି ତୁମେ ତାଙ୍କ ସହିତ ଟିକେ କଥା ହୁଅ ଚ୍ୟାନେଲ ର ନାମ kalki disciple

    • @Ramgaming110
      @Ramgaming110 12 дней назад

      Kamare hauchhi boli kuha jauchhi. Taku bahare Thai Jani paribani, prabhunka dhara palana kara

    • @santoshkumarpradhan9003
      @santoshkumarpradhan9003 11 дней назад

      Pandit kashinath Mishra nka puo hin kalki avatar

    • @EnjoyNature1.0
      @EnjoyNature1.0 11 дней назад

      When your time will come you will realize. Jai Shree Madhav 🙏

  • @slayeropbolte2978
    @slayeropbolte2978 12 дней назад

    Danda banruchi paisa dei hukuma dei sastra padhicha 5 kala kana kuha.bysnodebi nk bisayare kouthi oekha hoichi.

    • @nigamjyotisahoo1320
      @nigamjyotisahoo1320 8 дней назад

      Paisa apnaka thu neithile agya basic knowledge bhi achi ?? Kichi naa emiti munha uthei palei asucha ?? Auu rahila maa vaishnodei nka katha padma puran kebe padhicha naa ethi asi agyaninka pari ninda karucha ??

  • @bijayakumarpanda7902
    @bijayakumarpanda7902 12 дней назад

    ଭାଇ ଭଲ ଗୀତ ବୋଲୁଛ।
    କିନ୍ତୁ ଦେଇଥିବା ତଥ୍ୟ ଭୁଲ।
    ଏହା ଭଗବାନ ଙ୍କୁ ନିନ୍ଦା ନୁହେଁ।ତୁମ କଥା ବିଷୟରେ କହୁଛୁ।

    • @Ramgaming110
      @Ramgaming110 12 дней назад +1

      Tathya bhul nuhen, taha nija manaru kahunahanti, apana thik se video dekhile nahin, grantha ru padhiki kahile.

    • @adyasatyayug6848
      @adyasatyayug6848 12 дней назад

      ତମେ ମଢା ଖାଇବା ତ୍ଯାଗ କର ତାପରେ ତୁମକୁ ଗ୍ୟାନ୍ତ ହୋଇଯିବ,

    • @santoshkumarpradhan9003
      @santoshkumarpradhan9003 11 дней назад +1

      Mahaprabhu kalki avatar hauchanti pandit kashinath mishra nka putro

    • @nigamjyotisahoo1320
      @nigamjyotisahoo1320 8 дней назад

      Tathya deya heuchi apna bujhile nije jani paribe jai shree madhaba

  • @slayeropbolte2978
    @slayeropbolte2978 12 дней назад

    A panda mu jaha pacharithilu aja kahilunu.kasipatana kasia na te heichi.ade dahara .point bujha na huri kia pakauchi nije paisa kharcha kari loka nku kini nagara bajaucha.

    • @nigamjyotisahoo1320
      @nigamjyotisahoo1320 8 дней назад

      Toh pakhare auu kichi achi bhi ?? Pappi kouthikara mlecha ninda chada kichi kari janichu tuu ??

  • @satyacharya1561
    @satyacharya1561 12 дней назад

    Baba Budha avtar kahithile.keun Buddha?Buddhist mlechh madala panji re achhi.Mahima Swami Santha Bhima Bhoi Shri Kesab Thakur nk bisayare Pandab Baba nki Pravu nk tharu kan kan suchana milichi?Karan bahu anugami achhanti.Semankar dharma dhara kan heba?

    • @Jashobantasahoo1998
      @Jashobantasahoo1998 12 дней назад

      Trisandhya bhagwat patha madhaba nama nitya japa karantu mahaprabhu ka ashribad prapta hele janibe.

    • @Ramgaming110
      @Ramgaming110 12 дней назад

      Jeun mane bi sanatan dharm palan karuchhanti samaste rahibe kintu prabhunku paibe kebala tanka nija bhakta mane