Khandagiri baikuntha dhama re pahanchile aneka sadhusantha/Malika bachana/kasinatha Mishra/ଖଣ୍ଡଗିରି

Поделиться
HTML-код
  • Опубликовано: 26 окт 2024

Комментарии • 141

  • @Mishra-k7h
    @Mishra-k7h 2 месяца назад +2

    ମହାପ୍ରଭୁ ଙ୍କ ପ୍ରତି ସାଧୁ ସନ୍ଥ ଙ୍କ ଭାବ ବିହ୍ଵଳତା କୁ ଦେଖି ଆମେ ଧନ୍ୟ ହେଲୁ। ସାଧୁ ସନ୍ଥ ଭକ୍ତ ଙ୍କ ମିଳନ ଆରମ୍ଭ ହୋଇ ଯାଇଛି ,ଆଗକୁ ଧର୍ମ ସଂସ୍ଥାପନା ର ସମୟ ନିକଟତର ହୋଇ ଆସୁଛି।

  • @I.Tripathy24
    @I.Tripathy24 2 месяца назад +2

    ସତ୍ଯ ର ପରିପ୍ରକାଶ ଧିରେ ଧିରେ ଆରମ୍ଭ ହୋଇ ସାରିଛି ଏବଂ ଭକ୍ତ ବତ୍ସଳ ମହାପ୍ରଭୁ ନିଜ ଭକ୍ତ ମାନଙ୍କ ଏକତ୍ରୀ କରଣରେ ଲାଗିପଡିଛନ୍ତି।ସମୟ ନିକଟତର ଖୁବ୍ ଶିଘ୍ର ପୂର୍ଣ୍ଣ ସତ୍ଯ ଏବଂ ଧର୍ମ ର ସ୍ଥାପନା ହେବ।।

  • @g.shankarnaik3023
    @g.shankarnaik3023 2 месяца назад

    Khubu sundhar upstapan ho raha hai. 🙏🌹🙏jai shree madhaba🙏🌹🙏

  • @dullabhasa5371
    @dullabhasa5371 2 месяца назад +9

    ସମସ୍ତଙ୍କୁ ସାଦର ପ୍ରଣାମ ବହୁତ ସୁନ୍ଦର ଭକ୍ତ ମାନେ ଧିରେ ଧିରେ ସମସ୍ତେ ଆସିବେ ଏବଂ ପ୍ରଭୁ ଇଚ୍ଛା ପୂର୍ଣ୍ଣ ହେବ ଓ ସନାତନ ଧର୍ମ ର ପ୍ରତିଷ୍ଠା ହେବ ଜୟ ଶ୍ରୀ ମାଧବ

    • @Madhavini29
      @Madhavini29 2 месяца назад +2

      Jo sache bhakt hain, vo zaroor Prabhu tak pahunch jayenge. Jai Shree Madhav 🙏🙏

  • @vlogdisbilitybapunu
    @vlogdisbilitybapunu 2 месяца назад

    Ld ଜୟ ଶ୍ରୀ ମାଧବ. ସତ୍ୟ ଜୟ ହୋଉ.

  • @R.Tripathy22
    @R.Tripathy22 2 месяца назад +3

    ମାଳିକା ରେ ଲିଖିତ ସମସ୍ତ ତଥ୍ୟ ଧୀରେ ଧୀରେ ପ୍ରକାଶ ହେଉଛି।ଧନ୍ୟ ହେ ମହାପ୍ରଭୁ ଧନ୍ୟ ତୁମ ଲୀଳା।କେବଳ ଭକ୍ତ, ସାଧୁ ,ସନ୍ଥ ମାନେ ହିଁ ଆପଣଙ୍କ ଏଇ ଦିବ୍ୟ ଲୀଳା କୁ ବୁଝିପାରିବେ।

  • @kumaranil2399
    @kumaranil2399 2 месяца назад

    Jaya sree jagannath 🙏

  • @lopitananda4221
    @lopitananda4221 2 месяца назад +6

    ଖଣ୍ଡଗିରି ହେଉଛି ବୈକୁଣ୍ଠ ପୁର। ପ୍ରଭୁ ଓ ଭକ୍ତ ଙ୍କ ମିଳନ ସ୍ଥଳି। ସର୍ବେ ସର୍ବ ଙ୍କୁ ଚିହ୍ନିବାର ସ୍ଥଳ।ଜୟ ଶ୍ରୀ ମାଧବ।

  • @PankajBisi-tu9lt
    @PankajBisi-tu9lt 2 месяца назад

    ସମସ୍ତ ସାଧୁ ଭାଇ ଏବଂ ମା ମାନଙ୍କୁ ସା ଦର୍🙏
    ପ୍ରଭୁ ସମସ୍ତ ଭକ୍ତ ଶୀଘ୍ର ଏ କ ତ୍ରୀ ତ ହୁଅନ୍ତୁ
    ଆଉ ସନାତନ ଧର୍ମ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ ହେଉ
    ପ୍ର ଭୁ ଆପଣଙ୍କ ଇ ଛା ପୂର୍ଣ୍ଣ ହେଉ
    ଜୟ ଜୟ ଶ୍ରୀ ମାଧବ,🙏🙏🙏

  • @ashimkar
    @ashimkar 2 месяца назад +1

    "ଲୀଳା ପ୍ରକାଶିବ ଲୀଳାମୟ ଙ୍କର,ସତ୍ୟ ଯେ ଏକାମ୍ର ବନ l ଲୀଳା କରୁଥିବେ ଅନନ୍ତ ମାଧବ, ସର୍ବେ ଆନନ୍ଦ ହୋଇଣ l"

  • @NewIndia5220
    @NewIndia5220 2 месяца назад +5

    ଭକତ ପାଇଁ ବାଇଆ, ସେ ଅଟେ ମୋ ପ୍ରଭୁ ଏକୁଟିଆ
    କେ ହେବ ତାର ଭଳିଆ ।

  • @anupsahoo3669
    @anupsahoo3669 2 месяца назад +6

    ଆଉ ବେଶୀ ସମୟ ନାହିଁ. ସାଧୁ ସଂଥ ଭକ୍ତ ସେବକ ଙ୍କ ମିଳନ ଆରମ୍ଭ ହେଲାଣି. ମାଳିକା ସତ୍ୟ. ସମସ୍ତେ ତ୍ରିସନ୍ଧ୍ୟା ଓ ଭାଗବତ ପାଠ ନିୟମିତ କରନ୍ତୁ 🙏

  • @tapaspanda7806
    @tapaspanda7806 2 месяца назад +1

    ସମସ୍ତ ସାଧୁ ମହାତ୍ମା ଙ୍କ ଚରଣ ରେ ମୋର ଅନନ୍ତ କୋଟି ପ୍ରଣାମ ପ୍ରଭୁଙ୍କର ଯେଉଁ ମହାନ କାର୍ଯ୍ୟର ସଂନ୍ଧାନ ରେ ସଦା ଚେଷ୍ଟିତ ଅର୍ଜୁନ ବାବୁଙ୍କୁ ପ୍ରଣାମ
    ଅର୍ଜୁନ ବାବୁଙ୍କୁ ଅନୁରୋଧ ଖଣ୍ଡ ଗିରି ରେ ଆଶ୍ରମ କେଉଁଠି ଆଶ୍ରମ ନା ଟି କଣ ଲୋକେସନ ଟିକେଦେବେ

    • @_Mishra556
      @_Mishra556 2 месяца назад

      ପଣ୍ଡିତ କାଶୀନାଥ ମିଶ୍ର ଙ୍କ channel ରେ ତଳେ ଥିବା number ରେ କଲ କରି କଥା ହୋଇ ପାରିବେ ।।🙏🏻
      ଜୟ ଜଗନ୍ନାଥ ⭕‼️⭕

  • @sanjaykumarswain2484
    @sanjaykumarswain2484 2 месяца назад +1

    ସମ୍ବସ୍ଲର ପାଞ୍ଚ ସହସ୍ର କଳି ହୋଇବ ଶେଷ l
    ସତ୍ୟଯୁଗ ଆଦ୍ୟ ହୋଇବ ଶୁଭଯୋଗୋ ପ୍ରବେଶ ।।
    ସିଦ୍ଧ ସାଧୁମାନେ ବଶିଣ ସଭା ଆରମ୍ଭ କରି ।
    ସେଶେ ସମସ୍ତଙ୍କୁ ରଖିବେ ପଟୁଆର ଆବୋରି ।।
    ହରି ଶବଦରେ ମାତିବେ ହରି ଭକତ ମାନେ ।
    ହରଶ ହୋଇବେ ଦେଖିଣ ଦୁଃଖୀ ଦରିଦ୍ର ମାନେ।।
    ଛୁଟିବ ପ୍ରଜାଙ୍କ କଷଣ ଭାର ହୋଇ ଉଶ୍ୱାସ ।
    କ୍ଷମେ ହାଡ଼ିଦାସ କହିଲେ ଛାନ୍ଦ ପଦ ଭବିଷ୍ୟ ।।
    🙏🙏🙏 ଜୟ ଜଗନ୍ନାଥ 🙏🙏🙏

  • @bibhutibhusandas1368
    @bibhutibhusandas1368 2 месяца назад +15

    ମହାପ୍ରଭୂ ବାଲ୍ୟ ଅବସ୍ଥାରେ ହିଁ ଓଡ଼ିଶାର ଖଣ୍ଡଗିରି ଠାରେ ନିଜର ଆଶ୍ରମ ସ୍ଥାପିତ କରି ନିବାସ କରିବେ।ଦେଖିଲା ବେଳକୁ ଜଣେ ସାଧାରଣ ବାଳକ ରୂପରେ ଦେଖାଯିବଏ , କିନ୍ତୁ ନର ଶରୀରରେ ସ୍ୱୟଂ ପରହବ୍ରମ୍ହ ନାରାୟଣ ମହବିଷ୍ନୁ ଅଟନ୍ତି।

    • @Madhavini29
      @Madhavini29 2 месяца назад +2

      Bilkul sahi kaha aapne. Jai Shree Madhav 🙏🙏

    • @bibekanandaswain3404
      @bibekanandaswain3404 2 месяца назад

      Bhai Satya kahile.Jay shree madhab

  • @niranjanmishra6689
    @niranjanmishra6689 2 месяца назад +5

    ଯେଉ ଲୋକ ମାନେ ଖରାପ ମନ୍ତ୍ୟବ ଦେଉଛନ୍ତି ସେ ଭଗବାନ କୁ ବିଶ୍ୱାସ କରନ୍ତି ନାହିଁ ଭଗବାନ ଙ୍କୁ ବିଶ୍ୱାସ ନ କରୁଥିବା ଲୋକ ବହୁତ ଅସୁବିଧାରେ ପଡିବେ

  • @runigoswami4116
    @runigoswami4116 2 месяца назад

    Samast Sadhunku kori pranam.Samaya asilani bhakta o Prabhu nka Milan jalid heu. Jay jaganath 🙏

  • @abinashnanda4057
    @abinashnanda4057 2 месяца назад +6

    ଧିରେ ଧିରେ ସତ୍ୟ ର ପରିପ୍ରକାଶ ହେଉଛି। ପ୍ରଭୁଙ୍କ ସହ ସାଧୁ ସନ୍ଥ ମାନଙ୍କ ଆତ୍ମ ପ୍ରକାଶ ଏବଂ ମିଳନ ର ସମୟ

  • @user-Abhilashjenamani
    @user-Abhilashjenamani 2 месяца назад +10

    ଜୟ ଶ୍ରୀ ମାଧବ l ମାଳିକା ରେ ଲିଖିତ ସବୁ ଘଟଣା ଏବେ ସତ୍ୟ ହେଉଛି ଆଉ ହେବ ମଧ୍ୟ l

  • @DeepmalaRay-xy6wl
    @DeepmalaRay-xy6wl 2 месяца назад +2

    🕉जय जगन्नाथ स्वामी ♥️🙏🙏💐🌹🪷जय श्री माधव 🪷🙏🙏🙏🙏💐सर्व भक्तजन को हमारि आन्तरिक अभिनन्दन एवं प्रणाम 🙏🙏🙏🙏🙏🙏🙏

  • @anitabeldar8103
    @anitabeldar8103 2 месяца назад +2

    राम हरे कृष्ण हरे राम हरे कृष्ण हरे राम हरे कृष्ण हरे राम हरे कृष्ण हरे अनंत माधव हरे

  • @ashimkar
    @ashimkar 2 месяца назад

    ସାଧୁମାନେ ଏକତ୍ରିତ ହେବା ଆରମ୍ଭ କରିଛନ୍ତି। ସତ୍ୟ ସାମ୍ନାକୁ ଆସୁଛି। ପଣ୍ଡିତ କାଶୀନାଥ ମିଶ୍ରଙ୍କ କହିବା ଅନୁଯାୟୀ ସବୁକିଛି ଘଟୁଛି | ଜୟ ଶ୍ରୀ ମାଧବ |

  • @GohilDharmendrasinh-o2i
    @GohilDharmendrasinh-o2i 2 месяца назад +2

    Jay shree madhav ji Jay shree dwarkadhish ji

  • @JyotirmayeeParida-tt3ky
    @JyotirmayeeParida-tt3ky 2 месяца назад +4

    ସମୟ ପାଖେଇ ଆସିଲାଣି ସାଧୁ, ସନ୍ଥ ମଧ୍ୟ ଏକାଠି ହେଲେନି । ଶୀଘ୍ର ଧର୍ମ ସଂସ୍ଥାପନ ହେଉ । ଜୟ ଶ୍ରୀ ମାଧବ 🙏

  • @bijayanandabiswal7262
    @bijayanandabiswal7262 2 месяца назад +3

    Jaya shree madhav Prabhu aba Bhakta mananku daki Bhakta manka bhitare milon karuchhanti

  • @HitenLalani
    @HitenLalani 2 месяца назад +3

    हां प्रभुजी सामान्य मनुष्य की तरह ही लीला कर रहे है. जिससे लोग भगवान की माया से कहेंगे की क्या यह "प्रभु "है ? लेकिन भविष्य मालिका के वचनों और अवतरित हुए " प्रभु" की बाल्यावस्था से हो रही लीला ओ से भक्तरदय मनुष्य प्रभु को प्रभु की कृपा हुई तो पहचान सकता है

  • @sk-sanjit140
    @sk-sanjit140 2 месяца назад +3

    Hey Madhav, aapki jay hau, char yugon ka bhakton ka milan heu, sab parmannadna prapti heu, jay shree madhav 🙏
    Samaste bhagwan nka sharan ku asantu, Dhara re ruhantu, prabhu nka saranagami huantu, anubhab karanrtu, aau prabhu nka darshan heu , jay shree madhav 🙏

  • @RenubalaDas-yl9cw
    @RenubalaDas-yl9cw 2 месяца назад +3

    Jay guru pranam samasta sadhusantha nku vumista pranam

  • @madanmishra9916
    @madanmishra9916 2 месяца назад +2

    ସମୟ ନିକଟ ହେଲାଣି, ସାଧୁ ସନ୍ଥ ମାନେ ଆସି ଗଲେଣି ସମସ୍ତେ ପୂଜ୍ୟ ପଣ୍ତିତ କାଶୀନାଥ ମିଶ୍ର ଙ୍କ ର ମାଳିକା ଦେଖନ୍ତ୍, ତ୍ରୀ ସନ୍ଧ୍ୟା, ଭାଗବତ ପାଠ କରିବା ସହ ମାଧବ ନାମ ନିୟମିତ ଜପ ଦ୍ଵାରା ପ୍ରଭୁ ପ୍ରାପ୍ତି କରି ପାରିବେ

  • @Jaymadhaba
    @Jaymadhaba 7 дней назад

    କଣ କହିବି 😭😭😭, ଜୟ ଶ୍ରୀ ମାଧବ 🙏🚩🌺

  • @biswa378
    @biswa378 2 месяца назад +5

    ଜୟ ଜଗନ୍ନାଥ 🙏🙏🙏
    ସମସ୍ତ ସାଧୁ ସନ୍ଥ ଭକ୍ତ ଜନ ଙ୍କୁ ସାଦର ପ୍ରଣାମ 🙏🙏🙏 ବର୍ତମାନ ସେଇ ସମୟ ଆଗତ ପ୍ରାୟ ସମସ୍ତ ସାଧୁ (ସାଧ୍ବୀ )ସନ୍ଥ ଭକ୍ତ ଜନ ଏକତ୍ରିତ ହେଇ ପହଁଚିବେ.।
    ଭକତ ସୁମେଳ ହୋଉ ଏକ ଠୁଳ ଖଣ୍ଡଗିରି ପାଶେ ଯିବେ
    ଅନନ୍ତ ମୂରତି ଦରଶନ କରି ସର୍ବେ ସର୍ବ ଙ୍କୁ ଚିହ୍ନିବେ.।।
    ଜୟ ଶ୍ରୀ ମାଧବ 🙏🙏

  • @R.Tripathy22
    @R.Tripathy22 2 месяца назад +2

    ମାଳିକା ର ପ୍ରତ୍ୟେକ କଥା ଅକ୍ଷରେ ଅକ୍ଷରେ ସତ ହେଉଛି।ସତ୍ୟ ର ପ୍ରକାଶ ହେଉଛି ।କେବଳ ଭକ୍ତ ଓ ସାଧୁସନ୍ଥ ମାନେ ହିଁ ମହାପ୍ରଭୁ ଙ୍କୁ ଚିହ୍ନି ପାରିବେ ଓ ତାଙ୍କ ଦିବ୍ୟ ଦର୍ଶନ କରିପାରିବେ।

  • @JagannathKalkiMadhav
    @JagannathKalkiMadhav 2 месяца назад +4

    Jai Shree Madhava...
    Apankara purva janmara punya lagi apana Mahaprabhunka aasirvadaru malika ra prachara re yoga deichhanti..
    Jai Shree Madhava

  • @debasisbaral3151
    @debasisbaral3151 2 месяца назад +2

    Jay shree madhaba 🙏 he mahapravu adharma ku nasa kari dhrama ku stapana karantu ...apanka jay heu mahabahu

  • @Gajendramajhi1
    @Gajendramajhi1 2 месяца назад +6

    Jay shree madhav.
    Pra bhunka abhaya charanara binda
    Re koti koti pranam.

  • @bibekanandaswain3404
    @bibekanandaswain3404 2 месяца назад +2

    Samasta bhakta mananka ichha purna heba.Bhakta o bhagwan nka ra milan heba maalika madhyam re.

  • @nimaidas961
    @nimaidas961 2 месяца назад +4

    Jai shree Madhaba.
    Samasta sadhu santa manaku koti koti pranam.Samaya asila bhakta manakara milan heba.

  • @parsuramsukla2995
    @parsuramsukla2995 2 месяца назад

    ସମସ୍ତ ସାଧୁ ସନ୍ଥ ମାନଙ୍କୁ ମୋର ସାଦର ପ୍ରଣାମ
    ଧନ୍ୟ ମହାପ୍ରଭୁ ଧନ୍ୟ ଆପଣଙ୍କ ଲୀଳା ଆପଣଙ୍କ ପାଦ ପଦ୍ମ ରେ ଅଧମ ର କୋଟି କୋଟି ପ୍ରଣାମ.
    ସମୟ ଆସିଯାଇ ଥିବାରୁ ସମସ୍ତ ଭକ୍ତ ସାଧୁ ସନ୍ଥ ଙ୍କର ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ରେ ଏକତ୍ର ହେଉଛନ୍ତି ଜୟ ଶ୍ରୀ ମାଧବ 🙏🙏🙏

  • @pinaldesai7567
    @pinaldesai7567 2 месяца назад

    Jay shree madhav 👏❤️👏

  • @Ramgaming110
    @Ramgaming110 2 месяца назад

    Samasta sadhusanta ekatrita hebe. Samaya aasuchhi pruthibira samasta sadhusanta ethi bhida karibe. Jay shree madhaba

  • @pradipmeher4250
    @pradipmeher4250 2 месяца назад +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @vijaykumarsagar8552
    @vijaykumarsagar8552 2 месяца назад +2

    Hari hari... Adbhut bhakt aur bhagwan ka milan... Bhavpurn, abhi
    Dharmsansthapanane teji pakad li
    Hai... Isliye sabko uddhar ke liye trisandhya, bhagwat pathan, and
    Madhav nam ka jap karna jaruri hai....

  • @Jashobantasahoo1998
    @Jashobantasahoo1998 2 месяца назад +3

    Mahapurusha lekhi thile mahaprabhu ekamra kanana lingaraj ka pura Bhubaneswar re mahaprabhu ashram kari rahibe bhakta ka sanga re lila karuthibe . Mahaprabhu chari juga ra bhakta ka sangare lila karibe. Jou mane birodha karuchanti aga nitya trisandhya, bhagawat nita padhantu, madhaba nama japa karantu nistha bhakti ra saha, jiba hatya, nisha, drink sabu kharap jinisha chadi mahaprabhu sarana re jantu.

  • @ravindrajadhav4986
    @ravindrajadhav4986 2 месяца назад +2

    भविष्य मालिका सत्य है , हम अनुभव कर रहे है । पंडित काशिनाथ मिश्रा ही सही मालिका बता रहे है ये भी सही हैं ।

  • @animeshartsandfun3241
    @animeshartsandfun3241 2 месяца назад +3

    Jai shree madhaba. Madhaba nko lila prakaash heba ra samya.

  • @NibariniBhola
    @NibariniBhola 2 месяца назад +2

    Samast sadhu santha nku amar pranam. Malika anusare sabu sata hoe chalichhi, samaste prbhu nka saranarthi huantu.

  • @RasmiRanjanDas-li8xn
    @RasmiRanjanDas-li8xn 2 месяца назад +1

    Jay jaganatha

  • @Ankmitales
    @Ankmitales 2 месяца назад +2

    Om Shree Shree Shree Satya Ananta Madhavaya Namah… 🪷🙏🏻✨

  • @sadhuram4804
    @sadhuram4804 2 месяца назад +3

    Ahi bhakta manankara aha bhagya satare apana mane bhagya ban ahi stanaku jaichha (jaya shree madhab

  • @KrishnaBhakt3508
    @KrishnaBhakt3508 2 месяца назад +1

    Samaya nikata helani samasta bhakta bhagabannka milan heuchi haba.

  • @adyasatyayug6848
    @adyasatyayug6848 2 месяца назад +3

    He Maha prabhu, aapanka kripa heu bhakata ekatrikaran sighra heu, & jatha sighra dharmasansthapana heu prabhu, aapanka ichha purna heu 🦋🙏❤

  • @anitabeldar8103
    @anitabeldar8103 2 месяца назад

    जय श्री माधव जय जगन्नाथ

  • @banditadas5797
    @banditadas5797 2 месяца назад +3

    Sir baikuntha ashrama keunthi? Mora jagannathanka upare gabhira biswas rahichhi . Mora age 60.mu madhabanku darsan karibaku chanhuchhi. Mu madhabanku dekhibaku bahut bahut aturita achhi. Mate tike pua apanankara phone no dele mu apananka sahita contact karanti. Mu jane bhagabat biswasi nari. Apana tike jemiti hele daya karibe mote

    • @a.santoshpatra1157
      @a.santoshpatra1157 2 месяца назад +3

      ଜୟ ଶ୍ରୀ ମାଧବ ମା , ପ୍ରଣାମ । ମହାପ୍ରଭୁଙ୍କ ବିନା ଇଚ୍ଛାରେ କିଛି ହୁଏନି । ଆପଣ ପ୍ରଥମେ ଧାରାକୁ ଆପଣାନ୍ତୁ । ନିୟମିତ ତ୍ରିସନ୍ଧ୍ୟା , ଭାଗବତ ମହାପୁରାଣ ନିୟମିତ ପଠନ ଏଵଂ ମହାପ୍ରଭୁଙ୍କ ମାଧବ ନାମ ନିରନ୍ତର ଜପ ସହିତ ସମ୍ପୂର୍ଣ ଶାକାହାରୀ , ଜୀବେ ଦୟା ଏଵଂ ସତ୍ୟ , ଧର୍ମ , ନ୍ୟାୟ , ପ୍ରେମ , ଅହିଂସା ଆଚରଣ ଦ୍ଵାରା ଆପଣ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିପାରିବେ । ଜୟ ଶ୍ରୀ ମାଧବ ମା , ପ୍ରଣାମ 🙏🙏🙏 । Contact -୭୦୭୭୭୪୭୭୬୭

    • @banditadas5797
      @banditadas5797 2 месяца назад +2

      Han pua Bhagaban tumara mangala karantu. Jagannath tumaku sabubele susth and nirogi kari rakhantu atiki kamana karuchhi

    • @_Mishra556
      @_Mishra556 2 месяца назад +1

      ପଣ୍ଡିତ ଶ୍ରୀ କାଶୀନାଥ ମିଶ୍ର ଙ୍କ ବାଣୀ କୁ ଅନୁସରଣ କରନ୍ତୁ ମାଆ। Kalki avatar the official channel ରେ videos ଦେଖି ପାରିବେ।।🙏🏻

  • @kabitapanigrahi-i5j
    @kabitapanigrahi-i5j 2 месяца назад

    Jayashree madhab

  • @hadibandhurout1319
    @hadibandhurout1319 2 месяца назад +1

    Mahaprabhu nka Leela Khola hoi galani. Jai Sri Madhav, Jai Jagannath 🙏🙏🙏🙏

  • @rakeshpradhan5517
    @rakeshpradhan5517 2 месяца назад +1

    Jay Shree Madhav malika Satya panchasakha nka bani nirat Satya Katha bujhantu jaha kuhanti sata

  • @jayantamangaraj3579
    @jayantamangaraj3579 2 месяца назад +1

    Malikare khandagiri bisayare spasta bhabare lekhaachi athare bahuta lilaheba

  • @gitanjalidray6702
    @gitanjalidray6702 2 месяца назад

    Samaya nahin kahile kichhi bhul hebani jathasighra Mahaprabhunka saranaku asijiba sreyaskara ate.

  • @Maa455
    @Maa455 2 месяца назад +1

    Jay shree madhav 🙏

  • @biswabhusanrath2814
    @biswabhusanrath2814 2 месяца назад

    Jay Jagannath. 🙏

  • @BrajamohanParida
    @BrajamohanParida 2 месяца назад +1

    JAY shree madhav

  • @manojkubehrra6571
    @manojkubehrra6571 2 месяца назад

    Jaya jaganath Swami bahi

  • @divinepaintingsdesigns3141
    @divinepaintingsdesigns3141 2 месяца назад +1

    Jeun Mane prakrutare Prabhu nku hrudayaru Bhala panti semane Purna biswas ra sahita asi pabanchibe

  • @user-Abhilashjenamani
    @user-Abhilashjenamani 2 месяца назад +1

    ପ୍ରଭୁ କଳ୍କୀ ଙ୍କ ପାଖକୁ ସବୁ ଭକ୍ତ ପହଞ୍ଚିବେ l

  • @adyasatyayug6848
    @adyasatyayug6848 2 месяца назад +1

    Prabhunka lilla hela bhari bhari

  • @କକ୍ଳୀରାମପ୍ରକାଶ
    @କକ୍ଳୀରାମପ୍ରକାଶ 2 месяца назад +1

    Bhagwan kalki avatar

  • @adyasatyayug6848
    @adyasatyayug6848 2 месяца назад +1

    Prem se bola anande ekbar hari hari

  • @slayeropbolte2978
    @slayeropbolte2978 2 месяца назад

    n8jaku jogamaya kahile hebani kouthi jogamata nk bisay re lekha hoichi lanicju. na Khali jahku hota based kahidele hela. kaha kou gratha re tank hisaya re lekha hoichi. tank na bi lekha hoichi. loka nki vuta banau chu.jemiti kasinayh ta nij na ra praman dela semiti jogamaya nk praman loka nku de na hrle mu debi. asabu ku mich praman karibi.

    • @santoshkumarpradhan9003
      @santoshkumarpradhan9003 2 месяца назад

      Tamara kana loss heuchhi

    • @BananiBiswal-gw7se
      @BananiBiswal-gw7se 2 месяца назад

      Mahaprabhu nka echa purana heu.dusta mananka binasa hey.jai shree madhaba 🙏🙏🙏

    • @slayeropbolte2978
      @slayeropbolte2978 2 месяца назад

      @@santoshkumarpradhan9003 kahara loss hauchi ki haba aithi samaste dekhibe.

    • @slayeropbolte2978
      @slayeropbolte2978 2 месяца назад

      @@BananiBiswal-gw7se binas ta nishita. dusta Kia Dunia dekhiba

    • @user-Abhilashjenamani
      @user-Abhilashjenamani 2 месяца назад

      ​@@slayeropbolte2978 ଆପଣ ଏଠି comment କଲେ ଲାଭ କିଛି ନାହିଁ , ଆପଣ ନିଜ କର୍ମ କରନ୍ତୁ l ଏଠିକି ଆସିବାକୁ କେହି ବାଧ୍ୟ କରିନାହାନ୍ତି l

  • @slayeropbolte2978
    @slayeropbolte2978 2 месяца назад

    mu jou praman deli 4 barasa ra sisu bisaya re praman bi deli kari ki dekha. pandab mana nk praman deli katiki dekha. mate lekhile pandab mane baharibeni gupta re rahibe kebal pravu asibe. sabu oraman mu lekhichi. apan lekhile jadi janichanti kahaku n kahibaku kahniki jah8bini. sabu goto goti ki kholibi.

    • @santoshkumarpradhan9003
      @santoshkumarpradhan9003 2 месяца назад +2

      Bramha sankara ku agochara no janibe indra chandra ..kebela mo dasa mo Pasa thibe au no janibe kehi...

    • @user-Abhilashjenamani
      @user-Abhilashjenamani 2 месяца назад +1

      ​@@santoshkumarpradhan9003ଠିକ୍ କଥା କହିଛନ୍ତି ଭାଇ l ପ୍ରଭୁଙ୍କ ବିନା କୃପା ବିନା କେହି ପ୍ରଭୁଙ୍କୁ ପାଇ ପାରିବେ ନାହିଁ l

    • @slayeropbolte2978
      @slayeropbolte2978 2 месяца назад

      @@santoshkumarpradhan9003 o vai pedi ru Sapa ku bagar karzna ajatha apadasta heba. mu sabu praman jogamaya nka ra satya ru nei kali aramha au sesa leela sabu bahi prusta saha kholidebe. lok mane miseibe au decide karibe kana sata kana Micha. tume kapraman katibpayib ta kayiki dekheiba.

    • @santoshkumarpradhan9003
      @santoshkumarpradhan9003 2 месяца назад +1

      ​@@slayeropbolte2978 thik achi bada bibada re kichi labha nahin jobora parikhya re sabhu sata pada ku asi jiba khali sei samaya ku apekya

    • @slayeropbolte2978
      @slayeropbolte2978 2 месяца назад

      @@santoshkumarpradhan9003 jogara parikhya kan tam mananku Jana achi se ja a jibara jogyata kasinatha ra nahi.

  • @DEBARAJBEHERA-l9w
    @DEBARAJBEHERA-l9w 2 месяца назад

    ତମେ ମାନେଯେତେ କହିଲେ ଯେତେଜାହା କଲେ ପ୍ରଭୁ କଳ୍କୀ ହେଇ ପାରିବନାହି ପ୍ରଭୂ କଳ୍କୀ ସୋଞ୍ଚନ୍ତ ତମେ ହେଲଦ୍ଵାପର ଯୁଗର ପାଣ୍ଡୁକ ସେଯେମିତି କହୁଥିଲା ମୁ କୃଷ ବା କନେହି ତମେ ସେମିତି କହୁଚ ତେଣୂ ତା ଅବସତା ଜେମିତି ହେଇଥିଲା ତମ ମାନଙ୍କର ଅବସ୍ତା ସେଇଆ ହବ ଆଗକୁ ତମେ କେତେ ଦିନ ଏ ଭଣ୍ଡାମି କରିବ କଥା କରିଚାଲ ସବୁ ସେ ପ୍ରଭୁ ଦେଖୁଛନ୍ତି ତମେଜେତେ ଖଣ୍ଡ ଜ୍ଞାନି ଭଣ୍ଡ ସନ୍ୟାସି ଆଉ ଅଳପ ଦିନ ପରେ ତମେକୁ ପ୍ରଭୂ କଳ୍କୀ ଉପଜୁକ୍ତ ଦଣ୍ଡ ଦେବେ ଜେତେ ମିଛ ଟାଉଟରି ଭଣ୍ଡାମି କରିବା କଥା କରିଜା ପ୍ରଭୂ କଳ୍କୀ ସବୁଦେଖୁଛନ୍ତି ଜୟପଞ୍ଚଶଖା ଜୟ ଶୀଗୁରୁ 13:25 13:25 13:25 13:25 13:25 13:25

    • @RMranju
      @RMranju 2 месяца назад +1

      ଏଠି ଭଣ୍ଡାମି କେହି କରୁନାହାନ୍ତି ଯାହା ସତ୍ୟ ତାହା ପ୍ରକାଶ କରୁଛନ୍ତି।🙏

    • @Gayatripradhan6090
      @Gayatripradhan6090 2 месяца назад

      ​ସତ୍ୟ ବଚନ ​@@RMranju

    • @Gayatripradhan6090
      @Gayatripradhan6090 2 месяца назад

      ଆପଣ ମାଳିକା ପଡ଼ନ୍ତୁ ତାପରେ ବୁଝି ପରିବେ କିଏ ସତ୍ୟ କହୁଛନ୍ତି ମହାପ୍ରଭୁ ଆସିସାରିଛନ୍ତି ମହାପ୍ରଭୁଙ୍କ ଇଚ୍ଛା ନିସ୍ଛିତ ପୂରଣ ହେବ ଶ୍ରୀ ଶ୍ରୀ ସତ୍ୟ ଅନନ୍ତ ମାଧବ ଙ୍କ ଇଚ୍ଛା ପୂରଣ ହେଉ ଜୟ ଶ୍ରୀ ସତ୍ୟ ଅନନ୍ତ ମାଧବ ଙ୍କର ଜୟ

    • @manasranjansahoo6645
      @manasranjansahoo6645 2 месяца назад +2

      😊ଜୟ ଶ୍ରୀ ମାଧବ 😊
      ଭାଇ ବିଷ ରାଖ୍ୟାଷ ଙ୍କୁ ଦିଆଯାଇଥାଏ।
      ଅମୃତ ସବୁବେଳେ ଦେବତା ଙ୍କୁ ଦିଆଯାଏ।
      ଏଥିରୁ ତମେ Decide କର।ତମେ କାହାକୁ ଖାଇ ହଜମ କରିପାରିବ।

    • @santoshkumarpradhan9003
      @santoshkumarpradhan9003 2 месяца назад +1

      Nirata satya katha kalki prabhu sabu dekhuchanti

  • @slayeropbolte2978
    @slayeropbolte2978 2 месяца назад

    8:35 a arjuna jogamaya kouthi kana heichanti pachare.kahniki agaru asabu ku hindi au piano re kahu nthil.mu pacharibaru loka nku dekhoucha. ras antimatter re nuhe maa rahas sabu bele chalichi. sesa re kana heba.

    • @santoshkumarpradhan9003
      @santoshkumarpradhan9003 2 месяца назад +2

      Sesa re kebala mlechha sanghara heba , mlecha artha jau mane sanatani thibe kintu dharma marga re no thai prabhu nku au tanka bhakta nku ninda karuthibe

    • @slayeropbolte2978
      @slayeropbolte2978 2 месяца назад

      @@santoshkumarpradhan9003 ki darma Margaret mate dekhoucha nije afharma ra says deuch. sanghar kahar heb Abe dekhib.

    • @slayeropbolte2978
      @slayeropbolte2978 2 месяца назад

      @@santoshkumarpradhan9003 khud adharm ki sath de rehe ho. mujhe gyan bantreheo

    • @_Mishra556
      @_Mishra556 2 месяца назад +2

      5:39 ରେ ଆପଣ ଙ୍କ question ର ans ମାଆ ଦେଇ ଦେଇଛନ୍ତି । ଅନୁଭବ କରନ୍ତୁ । ଜ୍ଞାନ ର ଉଦୟ ହେବ ସତ୍ୟ ଜାଣି ପାରିବେ।ତେଣୁ ଅଧୈର୍ଯ୍ୟ ବା ଏଣୁ ତେଣୁ କମେଣ୍ଟ୍ ଦେଲେ ହେବନି । ଶାନ୍ତି ରେ ରହି ଭକ୍ତି ରେ ପ୍ରଭୁ ଙ୍କୁ ଡାକନ୍ତୁ ମାଆ ପ୍ରଭୁ ସତ୍ୟ ଜଣାଇ ଦେବେ ସମସ୍ତ ଙ୍କୁ ।।

    • @mamalisenapati1634
      @mamalisenapati1634 2 месяца назад

      Pravu nka କୃପାରୁ ଆପଣଙ୍କର ଜ୍ଞାନ ଉଦୟ ହେଉ

  • @slayeropbolte2978
    @slayeropbolte2978 2 месяца назад

    aji ja a rahas kasinath kouthi karuchi dekhou nthila .mu kahiba pare ras katha media re drkhsucha. rahas keteprakar. kemiti hua.nijaku annant kahuchi. annanta kou tupa te thibe kemiti thi be janichu na mu janeibu.

    • @santoshkumarpradhan9003
      @santoshkumarpradhan9003 2 месяца назад +2

      Pagala bhali alapa kale kichhi labha nahin..nija ku prabhu boli dwapara juga re pondraka basudeb v kahulhila..tama ku prabhu nka kripa hau satya ra alok prapta heu

    • @slayeropbolte2978
      @slayeropbolte2978 2 месяца назад

      @@santoshkumarpradhan9003 Jia duplicate sia panduk vali tar abasta heb. mu pagal ki kana janiparuna.jakiba. sabu praman kh8lidebi .tama gupta ki mukta karib8.

    • @slayeropbolte2978
      @slayeropbolte2978 2 месяца назад

      @@santoshkumarpradhan9003 Jia panduk sia marib. jia vagaban taku marine.mu pagal ki Kan tame kana janiparunm

    • @_Mishra556
      @_Mishra556 2 месяца назад +1

      କଣ କହୁଛନ୍ତି ଏଣୁ ତେଣୁ ? ସତ୍ୟ ର ପ୍ରକାଶ ହେଉଅଛି । ଦେଖି ପାରୁନାହାନ୍ତି କି କେତେ ସାଧୁ ସନ୍ଥ ମାନଙ୍କୁ ଜଣା ପଡ଼ୁଚି ସତ୍ୟ କଣ ,ପ୍ରଭୁ କିଏ ?

    • @dullabhasa5371
      @dullabhasa5371 2 месяца назад +1

      ​@@slayeropbolte2978 ଯେଉଁ ପ୍ରାଣୀ ପର ନିନ୍ଦା କରେ ଦେବତା ପୂଜିଲେ ନ ତରେ ଯଦି ତମେ ସବୁ ଜାଣିଛ ଏଇଟା ନିଶ୍ଚ ୟ ଜାଣି ଥିବ