Is Mohan Government Following The Pandian Model? | Nirbhay Gumara Katha

Поделиться
HTML-код
  • Опубликовано: 24 июн 2024
  • Is Mohan Government Following The Pandian Model? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: ruclips.net/channel/UC_Sk...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 512

  • @prasantamohapatra7767
    @prasantamohapatra7767 6 дней назад +75

    କଥା ହେଲା ମୋହନ ବାବୁ ଖାଲି ଭାଷଣ ପ୍ରିୟ l ଏବେ ସେ ଖାଲି ସବୁବେଳେ ବୁଲୁଛନ୍ତି ଓ ଫୁଲମାଳ ସଂଗ୍ରହ କରି ପଖାଳ ଖାଉଛନ୍ତି l ଜୟ ନାରାୟଣ ମିଶ୍ର ହେଇଥିଲେ ସବୁ ଦୁର୍ନୀତି ଗ୍ରସ୍ତ ଲୋକମାନେ ଜେଲ ଯାଇ ସାରନ୍ତେଣି l

    • @dhane7139
      @dhane7139 5 дней назад

      That's what RSS and BJP people are great at spreading fake narratives, show off of cultural values, get part of cultural festivities and use it to most politically possible, use pride to attract voters.

    • @chalandesparadors204
      @chalandesparadors204 4 дня назад

      Wrong thinking ଆଉ ଟିକେ ସମୟ ଲାଗିବ।

    • @sabitasahoo5208
      @sabitasahoo5208 3 дня назад

      Right

  • @prasanta-kumar-sahoo-650
    @prasanta-kumar-sahoo-650 6 дней назад +29

    ଆଜ୍ଞା ନମସ୍କାର, ଆପଣଙ୍କର ନିର୍ଭୀକ ସାମ୍ବାଦିକତା ଏବଂ ଆପଣଙ୍କୁ ଶୁଣିବା ପାଇଁ ଗୋଟେ ସ୍ୱତନ୍ତ୍ର ସମୟ ବାହାରକରିବାକୁ ପଡ଼ୁଛି ।କିନ୍ତୁ ଆଜି ବେଶୀ ଡେରିକଲେ କାହିଁକି ।🙏

    • @hardworkneverdies5679
      @hardworkneverdies5679 6 дней назад

      ନିର୍ଭୀକ ସାମ୍ୱାଦିକ 😅😅😅?????

  • @nrushinghnathsahu1630
    @nrushinghnathsahu1630 6 дней назад +87

    ମୋହନ ସରକାର ପାଣ୍ଡିଆନ୍ ପ୍ରସାଶନ ର ମୁଖ୍ୟ କାର୍ପଟଦାର ଙ୍କୁ ସାଙ୍ଗରେ ନେଇ ଚାଲିବା ମହାଙ୍ଗା ପଡିବ

    • @SumantaKumarPradhan-dm1tk
      @SumantaKumarPradhan-dm1tk 6 дней назад +3

      ଭାଇ, ଦିଲ୍ଲୀରୁ ନିୟନ୍ତ୍ରଣ ହେଉଛି...ଆଉ ପୁନରାବୃତ୍ତି ନାହିଁ

    • @prashantjena9556
      @prashantjena9556 6 дней назад

      Harami Naveen ko jail ko pathao

    • @shubhankarpatra4196
      @shubhankarpatra4196 6 дней назад

      Right bro

  • @ManojKumar-wd3cc
    @ManojKumar-wd3cc 6 дней назад +20

    ନୂତନ ସରକାର ପାଖରେ govt ଚଳେଇବାର ଅଭିଜ୍ଞତା ନାହିଁ. ସେଥିପାଇଁ ସେମାନେ ଜାଣି ପାରୁ ନାହାନ୍ତି କଣ ଏବଂ କେମିତି ଆକ୍ସନ ନିଅ ହବ. ଯେତିକି ଆମେ ମାନେ ଭାବୁଛନ୍ତି ଆକ୍ସନ ହବ ବିଜେଡି ର ଦୁର୍ନୀତି ର. ସେମିତି କିଛି strong ଆକ୍ସନ ହବନି. ଯାହା ଜଣା ପଡୁଛି ଓଡିଶା ବାସି ନିଶ୍ଚୟ disappoint ହେବେ.

  • @antaryaminath408
    @antaryaminath408 6 дней назад +6

    ନିର୍ଭୟ ସମ୍ବାଦ କୁ ବହୁତ ଧନ୍ୟବାଦ

    • @kumarashis8504
      @kumarashis8504 6 дней назад

      Ara bhi ata gota youtuber channel 😂

  • @kshitishpanda5288
    @kshitishpanda5288 6 дней назад +72

    ମୋହନ ବାବୁ କାମ କରିବାର ବେଳ ଆସିଗଲା।ନିରବ ରୁହନ୍ତୁ ନାହିଁ ନହେଲେ ଭାବ ମୂର୍ତ୍ତି ରେ କଳଙ୍କ ଆସିବାଟା ବେଶି ଡେରି ନୁହେଁ

    • @KushaRaut-eg1yr
      @KushaRaut-eg1yr 6 дней назад +2

      କହିବା କରିବା Axen କହି ମିଳୁନି ଦେଖ କଣ ହଉଛି ଏବେ ନା ହେଲେ ଆଉ କେହି bjp ku vote debe ନାହିଁ

    • @sabitasahoo5208
      @sabitasahoo5208 3 дня назад

      Right

  • @apartibehera6122
    @apartibehera6122 6 дней назад +15

    ପ୍ରଣାମ ସାର, ଆପଣଙ୍କ ସବୁ ଅଧ୍ୟାୟ ମୁଁ ଦେଖିବା ସହିତ ଦଶ ଜଣଙ୍କୁ ସେୟାର କରେ। ମୋହନ ସରକାରଙ୍କୁ କୁହାଯାଉ - ସବୁ ଅବସରପ୍ରାପ୍ତ ଙ୍କୁ ବିଦାୟ କରାଯାଉ।

  • @avayakumarbarik2882
    @avayakumarbarik2882 6 дней назад +54

    ବିଜେପି ସରକାରଙ୍କ ଛତ୍ର ଛାୟା ତଳେ ପାଣ୍ଡିଆନ ଏ କଥା ଅଛପା ନାହିଁ। ପାଣ୍ଡୁକୁ ସୁରକ୍ଷା ଦେଉଛି ମୋହନ ସରକାର।

  • @gyanabratamohanty4219
    @gyanabratamohanty4219 6 дней назад +3

    ନିର୍ଭୟ କୁ ଆଉ ନବୀନ ବାବୁ ଆପଣ ସ୍ପଷ୍ଟ ବାଦୀ, ଗୁଢ ତଥ୍ୟ ବିଶିଷ୍ଟ ଉପସ୍ଥାପନା ପାଇଁ ଶତ ଧନ୍ୟବାଦ | ଦୟାକରି ଏ ସବୁ ତଥ୍ୟ ନୂଆ ସରକାର ଙ୍କ ଦୃଷ୍ଟିକୁ ଆଣିବାକୁ ଅନୁରୋଧ 🙏🙏🙏

  • @saratchandrapati9804
    @saratchandrapati9804 6 дней назад +4

    ଧନ୍ୟବାଦ ନିର୍ଭୟ ସାର

  • @ratankumarmohanty5121
    @ratankumarmohanty5121 6 дней назад +6

    ସବୁବେଳେ ଗୁମର କଥା ଶୁଣିବାକୁ ଭଲ ଲାଗେ। ଚୋର ମାନଙ୍କୁ ସାମ୍ନା କୁ ଆଣୁଛନ୍ତି ଆମେ ବହୁତ ଖୁସି।

  • @chhatishmohanta6403
    @chhatishmohanta6403 6 дней назад +33

    ସାର୍ ଆପଣଙ୍କ ମଧ୍ୟରେ ମୁଁ କହିବାକୁ ଚାହିଁବି ଓଡ଼ିଶା ରୁ ତାମିଲ ହଟାଓ

    • @gyanabratamohanty4219
      @gyanabratamohanty4219 6 дней назад +1

      @@chhatishmohanta6403 ସବୁ ତାମିଲ ଖରାପ ନୁହନ୍ତି ବାବୁ କିନ୍ତୁ ଆମ ରାଜ୍ୟରେ ବହୁତ ଅଣଓଡ଼ିଆ ଅଫିସର ରହିଲେଣି, ଯେଉଁମାନେ ଓଡ଼ିଆଙ୍କୁ ଦୁର୍ବ୍ୟବହାର କରନ୍ତି | ବଦମାସ ମାନେ ବିଦା ହେବା ଆବଶ୍ୟକ 🙏🙏🙏

    • @KushaRaut-eg1yr
      @KushaRaut-eg1yr 3 дня назад

      ମୋହନ ବାବୁ ତାମିଲ୍ ହଟେଇବେ କଣ ନିଜେ ତାମିଲ୍ ବାବୁ ର ପଛରେ ଚାଲୁଛନ୍ତି

  • @dilipbiswas5592
    @dilipbiswas5592 6 дней назад +10

    Jai jagannath 🙏 very true news channel..all the best Nirbhay channel 👍

  • @gyanabratamohanty4219
    @gyanabratamohanty4219 6 дней назад +3

    ପଞ୍ଚ ବିଗ୍ରହ ଯଥା ଶୀଘ୍ର ବଦଳିବା ଆବଶ୍ୟକ | ସେମାନେ ତାଙ୍କ ଆଗରେ ଚାଲିବା ଅଭ୍ୟାସ ଆଦୌ ଛାଡି ପାରିବେ ନାହିଁ | ଓଡ଼ିଆ ମାନେ ଏ ପାଦ ଚଟା ଗୁଣ ଶୀଘ୍ର ଛାଡିବା ମଧ୍ୟ ଆବଶ୍ୟକ 🙏🙏🙏

  • @gopalsamall8365
    @gopalsamall8365 6 дней назад +68

    ପାଣ୍ଡିଆନ ପଲିସି ବଜେପି କୁ ବି ବୁଡେଇ ଦେବ l

    • @shubhankarpatra4196
      @shubhankarpatra4196 6 дней назад +2

      Good sir .now you have questioned to new govt indirectly
      But still not fully neutral journalism shown . We will see till when it will continue

    • @abinahsahoo8135
      @abinahsahoo8135 6 дней назад

      ​@@shubhankarpatra4196 he was neutral from the beginning. May be you were seeing him from a different perspective.

    • @biswanathsitha5142
      @biswanathsitha5142 6 дней назад

      Mo matare ED ,cbi lagei. Pandu ku turant jail ku pathei dabar katha.

  • @Business-inodia
    @Business-inodia 6 дней назад +15

    When our BJP not take single action to any scam till now.Why Late?

  • @sudhakarsahu3252
    @sudhakarsahu3252 6 дней назад +2

    ଧନ୍ୟବାଦ ଆଜ୍ଞା 🙏
    ଆମେ ବି ଚାତକ ପକ୍ଷୀ ପରି ଅନେଇ ବସିଛୁ ନିର୍ବାଚନ ପରଠାରୁ କ'ଣ କ'ଣ ସବୁ ଆମ ମୋହନ ସରକାର ମହୋଦୟ ଆଗକୁ ସବୁ ପଦକ୍ଷେପ ନେଉଛନ୍ତି।

  • @bharatitripathy4045
    @bharatitripathy4045 6 дней назад +12

    ପ୍ରଣାମ ଶ୍ରୀମାନ
    ପ୍ରୟାସ ସଫଳ ହେଉ ।
    ଦୁର୍ନୀତିମୁକ୍ତ ଓଡିଶା ହେବ ନିଶ୍ଚୟ |
    ନିର୍ଭୟହୁଅନ୍ତୁ ଜୟଶ୍ରୀରାମ '

    • @sadhaihembram9242
      @sadhaihembram9242 6 дней назад +1

      Bhai Modi jay sri ram kohi Baku chhadidele kanhi ki up re congress mento gandi mari6i aau modi kohu nahi jay sri ram

    • @sabitasahoo5208
      @sabitasahoo5208 3 дня назад

      Ebe Jay jagannath

  • @laxmidharabarik2952
    @laxmidharabarik2952 6 дней назад +6

    ସାର୍ 🙏 ବବି ଦାସ କ୍ୱାର୍ଟର ଭଙ୍ଗା ଘଟଣାରେ ଏକ ଏପିସୋଡ କରନ୍ତୁ। ❤❤❤

  • @cutybabyangel7092
    @cutybabyangel7092 6 дней назад +21

    ମୁଁ ମନ୍ତ୍ରୀ ହେଲେ ଏମାନଙ୍କୁ ବାହାର କରିବି ନାହିଁ, କାରଣ ଏମାନେ ହିଁ ସବୁ ହିସାବ ଦେବେ,

    • @gyanabratamohanty4219
      @gyanabratamohanty4219 6 дней назад +2

      ଅପରାଧୀ ଯେଉଁଠି ଥିଲେ ବି ଉତ୍ତର ଦାୟିତ୍ୱ ଖସିବ ନାହିଁ | ପୁରୁଣା ଉଚ୍ଚ ପଦବୀ ବଜାୟ ରହିଲେ, ସବୁ ଗୁରୁତ୍ୱପୂର୍ଣ ଫାଇଲ, ରେକର୍ଡ ନଷ୍ଟ କରିବେ | ତେଣୁ ପୂର୍ଵ ପଦବୀରୁ ତୁରନ୍ତ ହଟାଇ ଦିଆଯାଏ, ଏହାହିଁ ନିୟମ 👍🙏

    • @cutybabyangel7092
      @cutybabyangel7092 5 дней назад

      @@gyanabratamohanty4219 ଏହି ଦାୟିତ୍ୱ ମନ୍ତ୍ରୀ ର କାର୍ଯ୍ୟ ଦକ୍ଷତା ଉପରେ ନିର୍ଭର କରେ
      ପ୍ୟାରୀ ପଟ୍ଟନାୟକ ସମୟରେ ସବୁ IAS ମାନଙ୍କ ହାତରେ କ୍ଷମତା ଥିଲା, ସେ ସବୁର ହିସାବ ଏମାନେ ହିଁ ଦେବେ

    • @jbn1365
      @jbn1365 3 дня назад

      hahahaha😂

  • @manjupravamishra8000
    @manjupravamishra8000 6 дней назад +10

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @kushadhwajanahak186
    @kushadhwajanahak186 6 дней назад +12

    ସାର୍ ନମସ୍କାର ମୋର ଗୋଟିଏ ଉକ୍ତି ମନେ ପଡୁଛି ଯେ ଭୁକିଲା କୁକୁର କାମୁଡେ ନାହିଁ, ଏପରି ହେବ କି ମୋହନ ସରକାର ଙ୍କର କେବଳ ଭାଷଣ ରେ ରହିଯିବ,

  • @user-yw8vq3fb5v
    @user-yw8vq3fb5v 6 дней назад +11

    ଅନଭିଜ୍ଞଙ୍କୁ ନେଇ ସରକାର ଚଲେନି । ସେହି ପୁରୁଣା ଅଫିସର ରାଜ ଏମାନଙ୍କ ଉପରେ ହାବି ହେବାକୁ କେହି ଅଟକାଇ ପାରିବେନି ।

    • @gyanabratamohanty4219
      @gyanabratamohanty4219 6 дней назад +1

      ଅନଭିଜ୍ଞ କିଏ ? ବହୁତ ଅଭିଜ୍ଞ ଅଫିସର ଓ ନେତାଙ୍କୁ ଚାପି ଦିଆ ଯାଇଛି | ଅପେକ୍ଷା କରନ୍ତୁ, ଓଡିଶାର ବିକାଶ ଦେଖିବେ 🙏🙏🙏

  • @pitambrarout8724
    @pitambrarout8724 6 дней назад +4

    ସୂର୍ୟବଂଶୀଙ୍କ ଗର୍ଜନ ବେଶୀ ବର୍ଷା କମ୍ ।

  • @sandhyaranimahanta8018
    @sandhyaranimahanta8018 6 дней назад +6

    ନବୀନ ଦାସ ଆପଣ ରାଜନୀତିକୁ ଆସିବା ଦରକାର ,ଆପଣ political party କରନ୍ତୁ, ନହେଲେ କିଛି ଓଡ଼ିଶାର ଭାଗ୍ୟ ପରିବର୍ତନ ହେବ ନାହିଁ

  • @user-lc1tf3up7x
    @user-lc1tf3up7x 6 дней назад +48

    ଓଡ଼ିଶା ଇତିହାସରେ ଯେତେବେଳେ ଭବିଷ୍ୟତରେ କଥା ପଡିବ ସେତେବେଳକୁ ଆମେ ଆମ ପିଲା ଛୁଆ ଙ୍କୁ କହିବୁ ଯେ ନବୀନ ପଟ୍ଟନାୟକ ନାମକ ଏକ କଳଙ୍କିତ ଧ୍ରୁତରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲା ଓଡ଼ିଶା ମୁଖ୍ୟ ମନ୍ତ୍ରୀ ପଦର ଅଧ୍ୟାୟ

    • @sonnikhil4792
      @sonnikhil4792 6 дней назад +5

      Aree bhai Naveen patnaik pain odisha re bahut development heichi.. Tama pilanku kahidaba.

    • @forgetforget8557
      @forgetforget8557 6 дней назад +1

      @@sonnikhil4792may be they had developed who are domestic dog of them

    • @santoshkumarkanhar
      @santoshkumarkanhar 6 дней назад

      ​@@sonnikhil4792 Balla na😂

    • @kumarashis8504
      @kumarashis8504 6 дней назад +2

      Hna auu kahibu jaa modi King thila UPSC top Kariba tho pila chua 😂 nahla neet UG 😂

    • @surathpanda3542
      @surathpanda3542 5 дней назад +2

      Eta kahiba ki 100 tanka petrol neiki to bapa buluthile

  • @sanjibsai
    @sanjibsai 6 дней назад +1

    Brilliant episode. Loved your presentation of truth.
    ମୋହନ ସରକାର ଏବେ ପରୀକ୍ଷା ଗୃହ କୁ ପ୍ରବେଶ କରିଛନ୍ତି। ଆମେ ସମସ୍ତେ ଯାଣିଛୁ ପରୀକ୍ଷା ସମୟ ୨ଘଣ୍ଟା ଥାଏ। ବ୍ୟସ୍ତ ହୁଅନ୍ତୁନି, ବିଶ୍ୱାସ ରଖନ୍ତୁ, ସେ ନିହାତି ଦୁର୍ନୀତି ବିରୋଧ ରେ ବହୁତ କିଛି କରିବେ। "ସମସ୍ତେ ଜେଲ ଯିବେ, କାହାକୁ ଛଡ଼ା ଯିବନି", ଏଇଟା ତାରିଣୀ ମାଆ ମାଟିରେ କହିଛନ୍ତି..
    ହଁ ଅଗ୍ନିପରୀକ୍ଷ ସହିତ ଅନ୍ୟ କିଏ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେଇ ବସିଥିବା କଥା ଟା ଟିକେ ବୁଝି ହେଲାନି ଆଜ୍ଞା..
    ପ୍ରଣାମ,
    ସଞ୍ଜୀବ ସାଏ,
    କପ୍ତିପଦା,
    ଭୁବନେଶ୍ୱର

  • @RabindranrayanJena
    @RabindranrayanJena 6 дней назад +9

    ତୁମେ ଗୁହାରି କରିବ ଯାହାକୁ, ଆମେ ଘଇତା କରିଛୁ ତାହାକୁ......... I

  • @sureshchandradash6900
    @sureshchandradash6900 6 дней назад +6

    ପୂର୍ବ ମୁର୍ଷିକ ଭବ

  • @ishwarchandra3980
    @ishwarchandra3980 6 дней назад +2

    ନବୀନ ସାର ନମସ୍କାର 🙏 ଯଦି ମୋହନ ସରକାର ଉପରେ ଆପଣଙ୍କ ବିଶ୍ୱାସ ଅଛି ! ଆପଣ ଭରସା ରଖନ୍ତୁ ମୋଦୀଜୀ ଙ୍କୁ ସେଥିପାଇଁ ମୋଦିଜୀଙ୍କ ଟ୍ରିପୁଲ ଷ୍ଟ୍ରୋକ ! KV ସିଂଦେଓ ଓ PB ପରିଡା ! ମୋହନ ପଛକୁ ଏ ଦିଜଣ ଅଛନ୍ତି !

  • @prasantakumarswain3419
    @prasantakumarswain3419 6 дней назад +26

    ଆଜିର ଏପିସୋଡ ଆପଣଙ୍କ ଠାରୁ ଶୁଣିଲା ପରେ ଡର ମାଡିଲାଣି ଯେ ହାତୀ ପାଡ଼ିବ ପାଡ଼ିବ ଫୁସ୍ ହୋଇଯିବ ନାହିଁ ତ !

  • @cricwithpradyut6318
    @cricwithpradyut6318 6 дней назад +4

    Top class and also salute you sir for this daring episode. But still believe Ex Pandian Gov is more powerful than current Mohan Gov. So Naveen Das sir plz carefull about your safety.

  • @muku2484
    @muku2484 6 дней назад +5

    Best analysis 😊

  • @subashmishra5616
    @subashmishra5616 6 дней назад +4

    ଫଲେନ ପରିଚୟତେ କାଳିଆ ବିଚାର କରିବ ନବୀନ ମଦ ନ ହେଲେ ମୋହ ନ କଣ ସତରେ ଓଡ଼ିଶା ଲୁଣ୍ଠନ ପାଇଁ ସି ବି ଆଇ ତଦନ୍ତ ଆଦେଶ ଜାରି ହେବନି ଆଗକୁ ଜଣା ପଡ଼ିବ ଭାବ ମୂର୍ତ୍ତି ମୋହନ ସରକାର ଜୟ ଜଗନ୍ନାଥ

  • @OdisharBikash
    @OdisharBikash 6 дней назад +2

    ରକ୍ତ ଗରମ ହେଇଯାଉଛି ଏ ସବୁ ଶୁଣି ଜାଣିଲା ପରେ

  • @sureshchandradash6900
    @sureshchandradash6900 6 дней назад +5

    ମନୋଜ ମିଶ୍ର ଅବ୍ୟାହିତ ନେଇଥିଲେ ମଧ୍ୟ ଭିତରକୁ ଯିବା ଅସୁବିଧା ନାହିଁ

  • @rameswar3765
    @rameswar3765 6 дней назад +17

    ନୂଆ ଢାଞ୍ଚା ,ନୂଆ ରୁପ,ନୂଆ ବୋତଲ ରେ ପୁରୁଣା ମଦ ଭର୍ତ୍ତି କରି ବଜାର କୁ ଛଡା ଯିବାର ପ୍ରୟାସ, ପରିବର୍ତ୍ତନ ଶୂନ୍ଯ।

  • @prashantjena9556
    @prashantjena9556 6 дней назад +1

    Very nice

  • @pabitramohandas6943
    @pabitramohandas6943 6 дней назад +4

    ରାଜଧାନୀର ଛାତି ଉପରେ ଜଣେ ପୂର୍ବତନ ବିଧାୟକ ମନଇଚ୍ଛା ସରକାରୀ କୋଠାବାଡ଼ିକୁ ଭାଙ୍ଗିବାରେ ଲାଗିଛନ୍ତି କିନ୍ତୁ ସରକାରୀ କଳ ଚୁପ୍ କାହିଁକି? ଲୋକେ ଯେଉଁ ଆଶା ଭରସା ରଖି ନୂଆ ସରକାର ବାଛିଲେ, ତାହା ସାକାର ହେବ ତ?

  • @prasannakumarpati4723
    @prasannakumarpati4723 5 дней назад

    ସରକାରୀ ତନ୍ତ୍ର ର ଗୁମର ଖୋଲିବା ଦ୍ବାରା ଆପଣ ଓଡ଼ିଶା ମାଟି ର ବହୁତ ବଡ଼ ସେବା କରୁଛନ୍ତି ତେଣୁ ଅଶେଷ ଧନ୍ୟବାଦ୍।

  • @prananathpati9976
    @prananathpati9976 6 дней назад +16

    ଏ ବୋକା ଚୋଦା ସୁରଜ କୁ କିଏ ମନ୍ତ୍ରୀ କଲା? ଏଇଟା ମଦୁଆ ବାହାପିଆ। ଶଳା କୁକୁର ଭଳି ପଛରେ ଚାଲୁଛି।

  • @user-oc4zd6xo2g
    @user-oc4zd6xo2g 5 дней назад

    Good आपको बहुत बहुत thanks

  • @KushaRaut-eg1yr
    @KushaRaut-eg1yr 6 дней назад +4

    ମୋହନ sir jaga re ପ୍ରଦୀପ ପାଣିଗ୍ରାହୀ କୁ cm baneiba ra ଥିଲା ତାହା ଠିକ୍ ହୋଇ ଥାନ୍ତା

  • @OdisharBikash
    @OdisharBikash 6 дней назад +1

    ଓଡ଼ିଶା ରେ କୌଣସି ମନ୍ତ୍ରୀ ବି ବିଜେପି ର ହଉ କି ବିଜେଡି ର ହଉ କି କଂଗ୍ରେସ ର ହଉ ସମସ୍ତେ ରାଜନୀତି କୁ ପଇସା ଖାଇବା ଆଉ ପାୱାର ପାଇବା ପାଇଁ ଆସୁଛନ୍ତି

  • @sivhaasivhaa9886
    @sivhaasivhaa9886 6 дней назад +4

    ଆପଣଙ୍କର ପୁଅର ମରିବା ପରେ ଏବେ ତଦନ୍ତ ହେବକି ଆପଣ କଣ ପାଇଁ ଚୁପ୍ ଅଛନ୍ତି

  • @udaybhanusahoo4824
    @udaybhanusahoo4824 6 дней назад +2

    Mohan ସରକାର ଏତେ ସରଳ ହେବା , ଉଚିତ୍ ନୁହେଁ । କାହାକୁ ଦୟା ଦେଖାଇବା ର ଆବଶ୍ୟକ ନାହିଁ , ଲୋକ ମାନେ ଯାହା BJP ସରକାର ଠୁ ଭଲ ଆଶା ରଖିଛନ୍ତି ।

  • @PremalataSur
    @PremalataSur 5 дней назад

    .ସାର ଉପସ୍ଥାପନାଟି ବହୁତ ଭଲ ଲାଗିଛି

  • @cutybabyangel7092
    @cutybabyangel7092 6 дней назад +6

    କେତେ, କେମିତି scam ହେଇଛି, ନୂଆ ଭଲ ସେ କହିବେ ନା ପୁରୁଣା,
    ଆପଣ ଛୋଟ ଛୁଆ ଭଳିଆ ହଉଛନ୍ତି

  • @b.c.pradhan8930
    @b.c.pradhan8930 6 дней назад +2

    Offence is the best Defense. New Govt must understand this as early as possible.

  • @bhabaninahak2399
    @bhabaninahak2399 5 дней назад

    Thank you good news

  • @sanghamitramohanty7736
    @sanghamitramohanty7736 5 дней назад

    Bhala lagila 🎉🎉🎉🎉🎉

  • @sanghamitramohanty7736
    @sanghamitramohanty7736 5 дней назад

    Bhala lagila

  • @shinquanone8714
    @shinquanone8714 6 дней назад +8

    ଲୁଟିବା ରେ ପୁରା ias ଦୀମାକ ଲଗେଇ ଦେଇଛନ୍ତି 😅😅😅😅😅।

  • @minakhipadhy5393
    @minakhipadhy5393 6 дней назад +1

    Sir you are doing great 👍🙏, moro gotie request apana personally CM sir nku sakhyat karantu, abhijog prakosta re, please

  • @mituprdhan2020
    @mituprdhan2020 6 дней назад

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻

  • @manasibalapanda4617
    @manasibalapanda4617 6 дней назад +2

    Sir apanka katha sabu thik Jay Jagannath

  • @pradiptakumarsatapathy3599
    @pradiptakumarsatapathy3599 6 дней назад +2

    ଯାହା କହିଲେ ସତ କିନ୍ତୁ ସେକ୍ରେଟାରୀ ହାତଯୋଡି ଯାଉଛନ୍ତି ଯଦିଓ ମନ୍ତ୍ରୀ କିଛି ପଛରେ ଚାଲିଛନ୍ତି ।

  • @trilochandhal2821
    @trilochandhal2821 5 дней назад

    ନବୀନ sir ନମସ୍କାର. ଆପଣ ଯେତେ କହିଲେ ବି କଂଗ୍ରେସ ବିଜେପି ଆଉ ବିଜେଡି ମଧ୍ୟରେ ବିଭାଘର କରିଥିଲେ. ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବାର କାହିଁ କୌଣସି media ଦେଖାଉ ନାହିଁ. ଆଜି ପର୍ଯ୍ୟନ୍ତ ଦୁଇ ଦଳ ଏକାଠି ଅଛନ୍ତି. ନା ଆପଣ କଣ କହୁଛନ୍ତି ?

  • @sureshmohapatra5091
    @sureshmohapatra5091 4 дня назад

    Thanks

  • @user-od2fs9gq4v
    @user-od2fs9gq4v 6 дней назад +1

    ଜୟ ଶ୍ରୀ ଜଗନ୍ନାଥ

  • @niranjansahoo7732
    @niranjansahoo7732 6 дней назад +1

    ଜୟ ଜଗନ୍ନାଥ।ତୁତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁପାଇଁ ଧୋଇବା। ଏମାନେ ଗୋଟିଏ ଗଛର ମଞ୍ଜି। ଧନ୍ୟବାଦ।

  • @arunmohapatra8276
    @arunmohapatra8276 6 дней назад

    Fantastic news

  • @gopalchandra882
    @gopalchandra882 6 дней назад +1

    Exellent. Thanks.

  • @niranjanpanda8574
    @niranjanpanda8574 6 дней назад +5

    ଓଡିଶାର ଦୁର୍ନୀତି ସିବିଆଇ, ଇଡି କେବେ ତଦନ୍ତ କରିବ?

  • @achieversacademy9691
    @achieversacademy9691 6 дней назад

    Sir apananka nirbhikata ku salute. Sata kahibaku kebe pachhei nahanti

  • @akshayakumarnayak3480
    @akshayakumarnayak3480 6 дней назад +6

    ପାଣ୍ଡିଆନ ସରକାର ମାନେ ଦୁର୍ନୀତି ର ସରକାର

  • @snigdhasorenofficial863
    @snigdhasorenofficial863 6 дней назад

    Grahamsen ହତ୍ୟା ଓ ଦାରା ସିଂ ଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଟିକେ ପ୍ରଚାର କରନ୍ତୁ ,ଏଇ ଜିନିଷ ଟା ପ୍ରକୃତରେ କଣ୍

  • @kumarsujit452
    @kumarsujit452 5 дней назад

    Right sir 🙏

  • @bijaypanda2274
    @bijaypanda2274 16 часов назад

    Take action odishare

  • @manojbabu6690
    @manojbabu6690 5 дней назад +1

    🙏👍

  • @umakantaswain8290
    @umakantaswain8290 6 дней назад +24

    ପାଣ୍ଡିଆନ ଙ୍କ ନାଁ ଶୁଣିଲେ ଏମାନଙ୍କର ଧୋତିରେ ପରିସ୍ରା ପଡିଯାଉଥିଲା.

    • @gopalsamall8365
      @gopalsamall8365 6 дней назад +1

      @@umakantaswain8290 ପାଣ୍ଡିଆନ ଏବେ ପରିଶ୍ରା କରିବାକୁ ଡରୁଚି କାଳେ କିଏ ଦେଖିଦବ ସନ୍ୟାସ ନାଶ ଯିବ l

    • @kumarashis8504
      @kumarashis8504 6 дней назад

      Right bro

  • @bramhanandaparida5123
    @bramhanandaparida5123 5 дней назад

    Excellent analysis

  • @BijayakumarSahoo-up7mq
    @BijayakumarSahoo-up7mq 6 дней назад +9

    ଆପଣ ଯେତେ କହିଲେ ବି ବିଜେପିର ମୋହନ ସରକାରଙ୍କ ଠାରୁ କିଛି ଆଶା କରିବା ବୂଥା।

  • @successfullife6722
    @successfullife6722 6 дней назад

    ଧନ୍ୟବାଦ ସାର, ଉପସ୍ଥାପନା l

  • @upendrakumarbiswal4682
    @upendrakumarbiswal4682 5 дней назад +1

    ଓଡିଶାରେ IT ଦୁର୍ନୀତି, CSM ସଂସ୍ଥା online ଦୁର୍ନୀତି କେବଳ ପବନ ପୁତ୍ର ହନୁମାନ ହିଁ ସରକାରଙ୍କ ମାର୍ଗଦର୍ଶକ ହେବେ.....?

  • @ambikamanajarisahoo163
    @ambikamanajarisahoo163 6 дней назад +4

    Kete dina au odisha basi sahi chalibe

  • @saratmishra7100
    @saratmishra7100 6 дней назад +6

    ଜୟ ଜଗନ୍ନାଥ।
    ମୋତେ ଲାଗୁଛି, ଏ ସରକାର ଙ୍କ ଅଭିଜ୍ଞତା ର ଅଭାବ ଥିବାରୁ, ପୁରୁଣା ମଡେଲ ଆପଣଇଛନ୍ତି। ତେଣୁ Pandian model ରୁ ବାହାରି ପାରୁ ନାହାଁନ୍ତି।
    କିନ୍ତୁ, ସମୟ ଲାଗିବ, ନିଶ୍ଚୟ ମୋହନ ସରକାର ଏ ସବୁର ପର୍ଦ୍ଦାଫାଶ କରିବ।

  • @kumuddash1336
    @kumuddash1336 6 дней назад

    Eye opening episode

  • @ghasiramsing4216
    @ghasiramsing4216 6 дней назад

    Thank you nabindas sir 🙏.

  • @bulusethy9220
    @bulusethy9220 6 дней назад

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @niranjansahoo5866
    @niranjansahoo5866 5 дней назад

    Very good analysis

  • @hadibandhubeshra7818
    @hadibandhubeshra7818 6 дней назад

    Good.

  • @tirtharajpanda7237
    @tirtharajpanda7237 6 дней назад +1

    Jai Jagannath
    Very nice analysis

  • @dksahu5541
    @dksahu5541 6 дней назад

    Right sir

  • @ranjayarout4523
    @ranjayarout4523 6 дней назад

    Jay jagannath ok thanks

  • @aswinipanda5555
    @aswinipanda5555 4 дня назад

    जय हिंद,, भारत माता की जय,, बंदे मातरम 🇮🇳🇮🇳🇮🇳plz wait sir it will be begining as soon as possible after 100 days .

  • @sachikantasahoo6981
    @sachikantasahoo6981 6 дней назад +1

    Laxmi ବସ ବିଷୟରେ ଶୁଣିଲେ କି
    ଏହି ବସ ଗୁଡ଼ିକ ଓଡ଼ିଶାର ବିଭିନ୍ନ ସରକାରୀ ବିଭାଗ ର 15ବର୍ଷ ରୁ ଉର୍ଦ୍ଧ୍ବ ରେ ଥିବା ଗାଡି ଗୁଡ଼ିକ ଯାହାକୁ 15 ବର୍ଷ ବୋଲି ଅଚଳ କରି ଦିଆ ଗଲା ସେହି ବସ ର ପୁରୁଣା ଇଞ୍ଜିନ ଓ ଚେସିସ ରେ ତିଆରି ହୋଇଛି , ଗୁଜୁରାଟ ର ଗୋଟେ କମ୍ପାନୀ ଏହକୁ ବେନିୟମ ଭାବେ ଟିଆରି କରିଛି ଏହି ବସ ଦୁର୍ଘଟଣା ହେଲେ କିଛି ବି କ୍ଷତି ପୁରଣ ମିଳିବ ନାହିଁ କାରଣ ବସ ର ଡିଟେଲ କିଛି ନାହିଁ ,ତେଣୁ ଇନ୍ସୁରାନ୍ସ ନାହିଁ , କିନ୍ତୁ ଏହା ପାଇଁ ଓଡ଼ିଶାର ଲୋକଙ୍କ 33 ହଜାର କୋଟି ଟଙ୍କା ନେଇ ଯାଇଛନ୍ତି ସେମାନେ
    ତଦନ୍ତ କରନ୍ତୁ

  • @smrutibehera3361
    @smrutibehera3361 6 дней назад

    କିଛି action ମୋହନ ସରକାର ନେଇ ପାରିବେ ନାହିଁ, କିଛି ମାଲୂମ ଥିଲେ ସିନା l ଆଜିଯାଏ ସଚିବ ବଦଳି ପାରିଲେ ନାହିଁ l ଫୋଟ ଦେଖି ଲାଗୁଛି ସୂର୍ଯ୍ୟବାଂସୀ ଆଉ ଭିନୀଲ କ୍ରିଷ୍ଣା ମଧ୍ୟରେ ଅତୁଟ ପ୍ରେମ ଆରମ୍ଭ ହେଲାଣି

  • @prafullamohanty5557
    @prafullamohanty5557 6 дней назад +5

    ଆପଣା ହସ୍ତେ ଜିହ୍ୱା ଚ୍ଛେଦି କେ ଅଛି ତାର ପ୍ରତିବାଦୀ। ନିଜ ବିନାଶ ନିଜ ହାତରେ।। ଆଜି ବି BJD ଦୁର୍ନୀତି ଖୋର ଙ୍କ God father BJP ରେ ଅଛନ୍ତି। ଲୋକ ଙ୍କୁ ବୋକା ବନା ଯାଉଛି। ପୁରୁଣା ବୋତଲ ନୁଆ ମଦ।

  • @ArundhatiSahoo-bp1cd
    @ArundhatiSahoo-bp1cd 6 дней назад +2

    Fast views sir I love gumara katha

  • @dillipparida2176
    @dillipparida2176 6 дней назад

    ଏହି ଅଭିଯୁକ୍ତମାନଙ୍କୁ ତୁରନ୍ତ ତାଙ୍କର ସ୍ଥାନରୁ ହଟାଇବାର ଆବଶ୍ୟକ ଅଛି ନହେଲେ ଅନେକ ପ୍ରମାଣ ନଷ୍ଟ କରାଯାଇପାରିବ |

  • @manojkumarsaint7803
    @manojkumarsaint7803 6 дней назад +1

    Jay Shree Ram ❤❤❤

  • @ashwinisahu6584
    @ashwinisahu6584 6 дней назад +7

    Kalankita luteranku tadi diantu

  • @kabitasahoo8385
    @kabitasahoo8385 6 дней назад

    🙏👍❤ I am not surprised. I have been aware of all this since 2006-2008. We have to keep faith and hope and patience. Jagannatha will do the right thing at the right time. My 2cents. 🙏

  • @bankanidhimishra943
    @bankanidhimishra943 6 дней назад +1

    We request our chief minister, please investigate against culprits. Pl don't ignore it, The people of odisha have most confidence with your government. So please be clear your government.

  • @santoshkumarmohanty248
    @santoshkumarmohanty248 6 дней назад

    ମନ୍ତ୍ରୀ ପଛରେ ଚାଲିବେନି ତ କିଏ ଚାଲିବ,, ଏ ତ ନୂଆ ବିଧାୟକ କୁ ପୁଣି ନୂଆ ମନ୍ତ୍ରୀ ଚୌକି ।
    ସଚିବ ମାନଙ୍କ ପଛରେ ଚାଲିବା ସ୍ଵାଭାବିକ

  • @soumyananda3828
    @soumyananda3828 5 дней назад

    Informative video..

  • @papumahakur4206
    @papumahakur4206 6 дней назад +2

    Jay.jagannath ❤️🙏🙏🙏❤️

  • @user-fw8fq5yr7s
    @user-fw8fq5yr7s 6 дней назад +1

    Pandian has not been punished yet, that is why he is acting more smart.When CBI investigates then the facts will come out.We have faith in our Chief Minister. Very soon the Chief Minister will expose these people.A good deed always comes around. Bharat mata ki jai 🇮🇳🙏. Jai Shri Krishna 🙏🙏🙏🌺🌺🌺🕊️🕊️🕊️

  • @bijaypanda1843
    @bijaypanda1843 6 дней назад +4

    ଦାଶ ବାବୁ 🙏ବଦଳି କେବେ?