'ମେନ ଲୋକକୁ ନ ଧରି, କୁକୁରଙ୍କୁ ଧରି ଲାଭ କ'ଣ ?'

Поделиться
HTML-код
  • Опубликовано: 25 янв 2025

Комментарии • 367

  • @ChandrasekharSanta-r8l
    @ChandrasekharSanta-r8l 17 дней назад +180

    Full ସପୋର୍ଟ ଭଉଣୀ 😢😢ତାକୁ ହାଣିବା ଦରକାର. ହେ ପ୍ରଭୁ ଭଲ ଲୋକଙ୍କୁ ଦୁନିଆରେ ବଂଚିବା ବହୁତ କମ 😭😭

    • @SANYASIBEHERA-h9v
      @SANYASIBEHERA-h9v 16 дней назад +7

      😢😢😢😢😢

    • @satyaprakash156
      @satyaprakash156 15 дней назад +6

      Hn hani dia 😢 support

    • @Likan_swain
      @Likan_swain 13 дней назад

      ତାଙ୍କୁ ଯେମିତି ମାରିଛନ୍ତି ସେମିତି ମାରିବା ଦରକାର 😂😂

    • @anuanuanuanu2190
      @anuanuanuanu2190 13 дней назад +1

      😢😢😢😢😢

    • @tusharmohanty4684
      @tusharmohanty4684 12 дней назад +3

      Taku haniba darkar

  • @kumardeepak4402
    @kumardeepak4402 17 дней назад +150

    ପୋଲିସ କୁ ଲଜ୍ୟା ଲାଗିବା କଥା, ଥୁ ଥୁ, ଓଡିଶା ପୋଲିସ ଚୁଡ଼ି ପିନ୍ଧି ଡିଉଟି କର

  • @BishwanathSethiBishwa
    @BishwanathSethiBishwa 17 дней назад +208

    ସତରେ କେତେ କଷ୍ଟ ଏ ଛାତିଫଟା କାନ୍ଦ😭😭 ବହୁତ ଦୁଃଖ ଲାଗୁଛି

    • @maka2234
      @maka2234 16 дней назад +3

      ତାର video achhi mo pakhore bhai

    • @ASHMINKUMARBEHERA
      @ASHMINKUMARBEHERA 16 дней назад

      Please bhai kindly give 😢​@@maka2234

    • @anuanuanuanu2190
      @anuanuanuanu2190 13 дней назад +1

      😢😢😢😢😢

  • @NarendraDethi
    @NarendraDethi 17 дней назад +83

    ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ ଶ୍ରୀ ହରି ଦୁଃଖି ଦରିଦ୍ରର ଦୁଃଖ ବୁଝିବେ ହେ ମହା ବାହୁ

  • @k-adicomedy8266
    @k-adicomedy8266 17 дней назад +90

    ମାଉସୀ ଠିକ କଥା କହିଛନ୍ତି,କିଛି ପୋଲିସ୍ ଏଥିରେ ସାମିଲ୍ ଅଛନ୍ତି 😢😢😢😢😢

  • @MeghanadaSethy-u5t
    @MeghanadaSethy-u5t 17 дней назад +65

    ଠିକ୍ କହୁଛି ମା ପୋଲିସ ହାରାମି

  • @subash_1990
    @subash_1990 17 дней назад +68

    ଯେ ପର୍ଯ୍ୟନ୍ତ ନ୍ୟାଅ ନ ମିଳିଛି ସେ ପର୍ଯ୍ୟନ୍ତ ଭୁବନେଶ୍ଵର ରେ କେହି ବି ସଫେଇ କରନି.

  • @hemantsethy1046
    @hemantsethy1046 16 дней назад +23

    ଫାସି ନହେଲେ ଏନକାଉଣ୍ଟର ଏ ଦିଟା ଜିନିଷ ରୁ ଗୋଟେ ନିହାତି ହବା ଦରକାର ।

  • @samparkmusicchannel
    @samparkmusicchannel 17 дней назад +41

    ଯିଏ ମହତ କାମ କରିବ ତାର ମୂଲ୍ୟବାନ ଜୀବନ ଯିବ, ଏହା ଆମ ଦେଶ ସମ୍ବିଧାନର ମହାନତା ପ୍ରଭୁ ତାଙ୍କ ଅମର ଆତ୍ମାର ସଦଗତି କରାନ୍ତୁ 😌

  • @dipubhai8435
    @dipubhai8435 16 дней назад +22

    ବଡ ଦୁଃଖ ।ଲୋକ ମତରେ ଗୋଟିଏ କଥା ଅଛି ପୋଲିସର ବନ୍ଧୁ ଓ ପୋଲିସର ଶତୃ ଉଭୟ ଖରାପ ।ଏ ହତ୍ୟା ହୋଇଥିବା ବ୍ଯକ୍ତିଙ୍କ ଭୁଲ ହେଉଛି ପୋଲିସକୁ ଖବର ପହଞ୍ଚାଇବା ।ପୋଲିସ ଉପରେ ବିଶ୍ୱାସ କର ନାହିଁ ।

  • @pradeepkumarsenapaty6060
    @pradeepkumarsenapaty6060 17 дней назад +38

    ସବୁ ର କାରଣ ଭାରତର ଆଇନ୍ କାନୁନ୍,

  • @SatyaranjanSethy-u3l
    @SatyaranjanSethy-u3l 14 дней назад +4

    ଡିସିପି ବାଳ ଛିଣ୍ଡୋଛି ଇଏ ମା ଗିଆ ପୋଲିସ ବଟି ନୋଉଛି ନିଶା ବେପାରୀ ଙ୍କ ଠାରୁ 💯💯💯

  • @jaduroyalcomedy14
    @jaduroyalcomedy14 10 дней назад +2

    Bahut kasta laguchi, jete lok saamil achanti samastanku faasi hau plz i for request 🙏🙏🙏🙏🙏🙏🙏

  • @srikantamallick1159
    @srikantamallick1159 17 дней назад +42

    ଆମ ପୋଲିସ ତ ମୂଖ୍ୟ ପାଉଡର ବେପାରି ନ ହେଲେ କଣ ପୋଲିସ୍ ଅପରାଧିଙୁ ଏନକାଉଁଟର କରି ନ ଥାନ୍ତା

  • @ManashNaik-ms7ze
    @ManashNaik-ms7ze 17 дней назад +96

    ଆଜିକା ଦୁନିଆରେ ଭଲ କାମ କଲେ ଆୟୁଷ କମ 😢😢😢

  • @rakeshlochanswain1716
    @rakeshlochanswain1716 17 дней назад +17

    ସତ୍ୟ ସନାତନ ଯଦି ସତ୍ୟ ହୋଇଥାଏ, ତେବେ ଏଇଠୁ ଆରମ୍ଭ ହେଲା କଳକି କାଳ ସଜାଗ ହୋଇଯାଅ ପାପୀ ମାନେ, ଜଣେ ସତ୍ୟ ମହାପୁରୁଷ ସହିତ ସଚୋଟ ମଣିଷ କୁ ମାରିଦେଲେ ଏକ ଲକ୍ଷ ସଚୋଟ ଲୋକ ଜନ୍ମ ନେବେ...
    ଏହା ହିଁ ପ୍ରକୃତ ସମୟ ସଂଗ୍ରାମୀ ବନ୍ଧୁ ସ୍ୱର ବଜାଏ ରଖିବାର... ପାପୀ ଙ୍କ ସମ୍ପୂର୍ଣ ବିନାଶ ହିଁ.. ଭାଇ ଙ୍କ ଆତ୍ମା କୁ ଶାନ୍ତି ଦେବ...😭
    Jay mahakal 🙏⭕❗⭕🙏

  • @BTSlovers-t6x
    @BTSlovers-t6x 17 дней назад +66

    Thik kahila bhauni besi dukha laguchhi 😭😭😭

    • @biswareenasahoo
      @biswareenasahoo 17 дней назад +6

      ଏମିତି ପରିସ୍ଥିତି ରେ ସମସ୍ତେ ଏକତ୍ର ହେବା ଉଚିତ,ଅସ୍ତ୍ର ର ଜବାବ୍ ଅସ୍ତ୍ର ରେ ଦିଆଯାଉ

    • @noobboy2937
      @noobboy2937 16 дней назад

      Right ​@@biswareenasahoo

  • @cuty_mama9801
    @cuty_mama9801 17 дней назад +19

    ଜୟଶ୍ରୀ ରାମ ଏ ମା ଦୁଃଖ ଶୁଣନ୍ତୁ

  • @dekhoapnadesh8397
    @dekhoapnadesh8397 17 дней назад +18

    Odisha police khali... helmet 🪖 check Kari fine katibe

  • @nayakm.s..4052
    @nayakm.s..4052 12 дней назад +1

    ଜୟ ଜଗନ୍ନାଥ ସ୍ୱାମୀ.... ଏତିକି ପ୍ରାର୍ଥନା କରୁଛି ଦୋଷୀ କୁ ତୁମେ ହିଁ ଦଣ୍ଡ ଦିଅ.... 🙏🏻🙏🏻🙏🏻🙏🏻

  • @Banamalitripathy-qh4gj
    @Banamalitripathy-qh4gj 17 дней назад +23

    ପୋଲିସ ଉପରେ ଆମର ଭରସା ନାହିଁ

  • @sabitaprusty8035
    @sabitaprusty8035 16 дней назад +8

    ଯେଉଁ ମାନେ ଜି ଅ ଳ କୁ ଥୋପ ପକାଇ ଗଭୀର ପାଣି ରେ ବୁଡି ରହି ସାଧୁତାର ପରିଚୟ ଦେଇ ଅମୂଲ୍ଯ ଜୀବନ ର ମୂଲ୍ଯ ବୁଝି ନାହାନ୍ତି, ସେମାନଙ୍କୁ ଧରିବା ନିତ୍ୟାନ୍ତ ଆବଶ୍ୟକ, ଜରୁରୀ, ।ଲୋକ ମାନେ ଅନ୍ୟାୟ ଅତ୍ୟାଚାର ର କେତେଦିନ ବର୍ ଦାସ୍ତ କରି ଲୁହ ଲହୁ, ଏ ଧରା ପୃଷ୍ଟ ରେ ଏ ବସୁଧା ମାତାର ପାଦ ଧୈତ କରୁଥିବେ ।ବେଳ ଥାଉ ସାବଧାନ ହୋଇ ଯା ଅ, ।ଧର୍ମ ନିଶ୍ଚିତ ଅଛି, ।ଆନ୍ଦୋଳନ ଯାରିରଖ। ଜୟ ଜଗନ୍ନାଥ।

  • @Bijaya-d8h
    @Bijaya-d8h 13 дней назад +1

    କଥାରେ ଅଛି ଗାଁ ମେଳିକି ରଜା ମେଳି ପାରିବ ନାହିଁ ତେଣୁ ସମସ୍ତ ଙ୍କୁ ଅନୁରୋଧ ତୁମେ ହିଁ ତା ପରିବାର କୁ ନ୍ଯାୟ ଦେଇପାରିବେ ତୁମେ ଯାହା ଚାହିଁବ ତାହା ହେବ ହଁ ଢେଗ ବାବୁଙ୍କ ଜାଗାରେ ତାଙ୍କର ସ୍ତ୍ରୀ କୁ ଦିଆଯାଉ ତାମାନେ ଜଣା ପଡୁଛି ଟଙ୍କା ପଇସା ବଳରେ ମଣିଷ ଆଇନ୍ କୁ ମଧ୍ଯ କିଣିପାରୁଛି ଯେଦି ପୋଲିସି୍ ଆସାମୀ କୁ ଧରିପାରୁନି ତାହାଲେ କୌଣସି କୋର୍ଟ ନିଜ ହାତକୁ ଏ କେସ୍ ନେଉ ତାପରେ ଅଡ଼ର୍ କରନ୍ତୁ ପୋଲିସି୍ ଡିପାର୍ଟମେଣ୍ଟ କୁ ଆସାମୀ ଙ୍କୁ ଅତିଶିଘ୍ର ଧର ଦେଖିବେ ଆସାମୀ ବହୁତ ଶିଘ୍ର ଧରାହେବେ

  • @RajendraMandika-b2h
    @RajendraMandika-b2h 13 дней назад +1

    ବହୁତ କଷ୍ଟ ଲାଗୁଛି ଏପରି ଘଟଣା ଆଉ କାହା ସାଙ୍ଗରେ ନ ଘଟୁ ଯିଏ ମାରିଛି ତାଙ୍କୁ ଛଡା ନ ଯାଉ କାରଣ ଏମାନଙ୍କୁ ଦେଖି ଆଉ ଅନ୍ୟ ମାନଙ୍କୁ ସାହାସ ମିଳୁଛି

  • @tripathybanamali7858
    @tripathybanamali7858 16 дней назад +6

    ପ୍ରକୃତରେ ଭଲପାଇବା ଓ ମଣିଷ ପଣିଆ ଏ ଭଉଣୀ ଠାରୁ ଆମେ ସମସ୍ତେ ଶିଖିବା ଉଚିତ।୧ କୋଟି ଟଙ୍କା ସରକାର ତୁରନ୍ତ ପ୍ରଦାନ କରନ୍ତୁ ଓ ଶହିଦ ର ସମସ୍ତ ସମ୍ମାନ ମିଳୁ।

  • @PrashantKumarNayakNayak
    @PrashantKumarNayakNayak 17 дней назад +28

    ଫାଶୀ ଦିଆଯାଉ ଫାଶୀ ଦିଆଯାଉ

  • @mrganulolodia1491
    @mrganulolodia1491 15 дней назад +6

    Odisha ku Nisamukta Karajau 😢🙏

  • @nareshbehera9227
    @nareshbehera9227 17 дней назад +8

    ଏମିତି ଲୋକଙ୍କୁ ଇନ୍ କାଉଁଣ୍ଟର କରିଲେ ଭାଲ ହୁଅନ୍ତା ଏମିତି ଲୋକଙ୍କୁ ଇନ୍ କାଉଁଣ୍ଟର କରିଲେ କିଛି ବି ଭୁଲ କାମ କରିବା ପୂର୍ବରୁ ସହେଥର ଭାବିବେ ଦୃଭୁତ ମାନେ

  • @RojalinSahoo-d2r
    @RojalinSahoo-d2r 13 дней назад +1

    Bhala loka nku bhagwan sighra neijae

  • @UlasineChinera
    @UlasineChinera 17 дней назад +21

    ଧରାଯାଉ ନୁହେଁ ଫାଶୀଦଣ୍ଡ ଦିଆଯାଉ ।
    😂😂

  • @RubiDhal-m6y
    @RubiDhal-m6y 13 дней назад +1

    Jay Jagannath 😢😢😢😢😢🙏🙏🙏🙏

  • @SantoshNath-r3k
    @SantoshNath-r3k 17 дней назад +10

    Very good decision

  • @DilipKumarSwain-t5s
    @DilipKumarSwain-t5s 17 дней назад +15

    Jay jagannath

  • @binialpha6607
    @binialpha6607 17 дней назад +13

    ମୁଁ ସବୁବେଳେ କହେ ଓଡିଶା ପୋଲିସ ଫେଲ.

  • @ramachandrasoren5826
    @ramachandrasoren5826 17 дней назад +11

    ଥୁ ଥୁ ଓଡ଼ିଶା ପୋଲିସ୍ ଛି!!!

  • @niranjansahoo7581
    @niranjansahoo7581 17 дней назад +14

    Good

  • @santoshbehera507
    @santoshbehera507 16 дней назад +3

    Really bahut bhala loko se

  • @RakeshSundaray-s1j
    @RakeshSundaray-s1j 16 дней назад +1

    Please make strict action against acuist

  • @rahasabihari502
    @rahasabihari502 14 дней назад +1

    ଦୁନିଆ ଜାଣେ ଭଲ ଲୋକ ରହିବନି,

  • @apmlovers...2806
    @apmlovers...2806 15 дней назад +1

    Right didi

  • @sambitsahoo4944
    @sambitsahoo4944 17 дней назад +22

    Police ku biswas nahi

  • @REENADIGAL-jk3pc
    @REENADIGAL-jk3pc 15 дней назад +1

    Hey prabhu jagannath bhala lokanka pain a duniare jaga nahi ki prabhu a sabu kn heuchhi apana kn naya deuchhanti prabhu jay jagannath🙏🏻🙏🏻🙏🏻🙏🏻🙌🏽🙌🏽🙌🏽🙌🏽🌿🌿🌿🌿❤❤

  • @tapankumarmohanta5690
    @tapankumarmohanta5690 15 дней назад +1

    Prabhu

  • @RanjanMohanty-k5e
    @RanjanMohanty-k5e 16 дней назад +2

    Imidetly action for odisha sarkar

  • @AjaykumarBhoi-o3p
    @AjaykumarBhoi-o3p 16 дней назад +2

    So sad,

  • @PradeepKumar-l3l8x
    @PradeepKumar-l3l8x 16 дней назад +2

    ଖାଲି ଭାଷଣ ବାଜି ମିଡ଼ିଆ,ଓ ଆଇନ

  • @NirupamaDevi24
    @NirupamaDevi24 13 дней назад

    ପୋଲିସ ପଇସା ଖୋର , ଧର୍ମ ଛଡ଼ା, ଭଲ ଲୋକ ଙ୍କୁ ବି ମରେଇ ଦେବେ ପଇସା ପାଇଁ

  • @ChandraBehera-f6y
    @ChandraBehera-f6y 17 дней назад +11

    Very good

  • @ManoranjanPattanayak-z2v
    @ManoranjanPattanayak-z2v 16 дней назад +4

    Fasi diajau😢😢😢

  • @niranjanbeheramrraj3161
    @niranjanbeheramrraj3161 17 дней назад +5

    Strong unit 😢😢😢

  • @happymobilenstar675
    @happymobilenstar675 16 дней назад +1

    Jay shree jaganatah

  • @PinkyNath-mv2ww
    @PinkyNath-mv2ww 16 дней назад +2

    Right bhaoni kahicha

  • @amulyaoojha6918
    @amulyaoojha6918 16 дней назад +2

    Rajadhani re rakhyas Raj chalachhi police niriha vadra loakmana nk surakhya deuni aparadhi manka ra surakshya deuchhi

  • @mtutyunjaya3186
    @mtutyunjaya3186 14 дней назад +2

    ତାକୁ ଆରେଷ୍ଟ୍ କରାଯାଉ ଫୁଲ୍ ସପଟ୍ କର😢😢😢😭😭😭💯💯💯💯😳😳🤭😭😭😢

  • @sitaramkumarpradhan842
    @sitaramkumarpradhan842 16 дней назад +2

    Bahut dukhar katha

  • @BapuniMahapatra-p6y
    @BapuniMahapatra-p6y 16 дней назад +2

    ନିଶା ବିକ୍ରି କରୁଥିବା ଲୋକ ଏମିତି କରିଥିବ ଭଉଣୀ ଯିଏ ଯେମିତି କରିଛି ତମେ ସେମିତି କର

  • @smaraksekharbhanja3105
    @smaraksekharbhanja3105 17 дней назад +2

    Very good sister ❤

  • @SushantaKuNayak
    @SushantaKuNayak 16 дней назад

    ଭଉଣୀ ପାରୁଛ ଯଦି ଯେତେବେଳ ପର୍ଯ୍ୟନ୍ତ ଆସାମୀ ଜଣା ପଡ଼ିନି ସେତେବେଳ ପର୍ଯ୍ୟନ୍ତ ଝାଡ଼ୁ ମାରନ୍ତୁ ନାହିଁ। ପାରୁଛ ଯଦି ଆସାମୀକୁ ହାଣିଦିଅ।

  • @NirupamaDevi24
    @NirupamaDevi24 13 дней назад

    ଠିକ୍ କହିଛ ସିଧା ହାଣି ଦେବା ଦରକାର ସେ ପାପୀଙ୍କୁ ଜାରଜଙ୍କୁ

  • @reenapradhan1721
    @reenapradhan1721 17 дней назад +2

    We want justice...😭🙏

  • @chandannahak333
    @chandannahak333 17 дней назад +4

    Good worcor

  • @priyabratamohanty2787
    @priyabratamohanty2787 16 дней назад +1

    Tik katha

  • @niranjanpradhan1666
    @niranjanpradhan1666 17 дней назад +8

    ଏ ମହନ ସରକାର କଣ କରୁଛ ଓଡ଼ିଶା କୁ

    • @ManmathNarayanSahoo
      @ManmathNarayanSahoo 15 дней назад

      Bhai police sabubele golam heiki thila se mohan sarakar time re hau kii nabin sarakar time re hau

  • @amiyakumarmohanty7518
    @amiyakumarmohanty7518 15 дней назад +1

    ମା ଲୋ powder ବେପାର କଅଣ ଛୋଟିଆ ଲୋକ କରୁଛନ୍ତି. ?

  • @mrutyunjayatripathy4464
    @mrutyunjayatripathy4464 13 дней назад

    Being a police informer is very dangerous.

  • @dailyshorts896
    @dailyshorts896 16 дней назад +1

    Have to strong action

  • @BharatJena-i8b
    @BharatJena-i8b 16 дней назад +2

    ଧିକ୍ ଓଡିଶା ପୋଲିସ୍ ସତ ଧିକ୍ ତମ କର୍ତବ୍ୟ .......

  • @purnachandrasahoo7193
    @purnachandrasahoo7193 17 дней назад +2

    Very good maa

  • @misael-hc9gf
    @misael-hc9gf 15 дней назад +1

    BJP ସରକାର କଣ କରିବ ଏଇଟା ତ ତାଙ୍କରି ଚାଲାଣ

  • @bikramkaluvlogschannel3215
    @bikramkaluvlogschannel3215 12 дней назад

    🙏🙏🙏

  • @KuniSwain-qy8wb
    @KuniSwain-qy8wb 9 дней назад

    ଭୂବନେଶର ର ଡିସିପି କୁ ସସପେଡ କରାଯାଉ

  • @prahalladnaik613
    @prahalladnaik613 16 дней назад +2

    Bahut dukha ra katha😂😂😂

    • @Ashisvlogs14
      @Ashisvlogs14 16 дней назад +1

      Tahle kou bnda ku hasuchu

  • @BijayaSamal-k7i
    @BijayaSamal-k7i 17 дней назад +9

    Bhauni thik kahichhi taku hana police upare bharasha karani ki naaya palika upare bharasha karani

  • @tikchandisari3648
    @tikchandisari3648 15 дней назад +1

    Chi Chi Odisha police lajalagiba Katha PC Kia Odisha police Kia je val kara re Odisha police chi chi chi

  • @debasisbarik3948
    @debasisbarik3948 17 дней назад +1

    Right

  • @jyotimallick9728
    @jyotimallick9728 17 дней назад +2

    You are right my salute to you

  • @cricketking2894
    @cricketking2894 16 дней назад +1

    First time I m very sorry on orissa police

  • @dharmeshkumar7228
    @dharmeshkumar7228 12 дней назад

    ହାଣିବା ଦରକାର

  • @bubulkhora2577
    @bubulkhora2577 17 дней назад +2

    Really bhai hero 😭😭😭🙏🙏

  • @Bishnoi-j7
    @Bishnoi-j7 17 дней назад +4

    Police nka abahela pain amty heichi 😢😢😢😢😢😢 a mg nku suspent kara

  • @tusharmahanta1851
    @tusharmahanta1851 15 дней назад

    DCP should be suspended

  • @sambitsahoo4944
    @sambitsahoo4944 17 дней назад +10

    Hatya kari ku petrol pakai diasil maridaba katha

  • @sushantb8524
    @sushantb8524 13 дней назад

    CM Jogi ...sadan needs for this kind of situation.....

  • @raghunathswain7478
    @raghunathswain7478 15 дней назад

    Jay jagannath🙏🙏 odisha ra kichi habani

  • @AnilKumar-g9w2g
    @AnilKumar-g9w2g 16 дней назад

    Jay Jagannath 🙏🙏🙏🙏

  • @RajeshKutty-t3d
    @RajeshKutty-t3d 15 дней назад

    ଭଉଣୀ 😢 ତୁମ ଆଖୀ ର ଲୁହ ସାତ କହୁ ଚି ସେ ଭାଇ କେତେ ଭଲ 😢

  • @RedChili143
    @RedChili143 16 дней назад +2

    କି କଷ୍ଟ😢...

  • @mr.nobdy3786
    @mr.nobdy3786 17 дней назад +7

    ମେନ ଲୋକ ର white କଲର୍ ବାହାରି ପାରେ !!

  • @hatkekuchalag8769
    @hatkekuchalag8769 16 дней назад +2

    Correct Jadi police ku help karithila police should answer middle of road high way re karuchanti it’s like Bihar

  • @soumendramohapatra3293
    @soumendramohapatra3293 13 дней назад +1

    Police kebala helmet nathiba balanku dhariba😂😂😂

  • @rahasabihari502
    @rahasabihari502 14 дней назад

    Police ସବୁଠୁ ଅଧିକ ହାରାମି

  • @gobindachandrarout2211
    @gobindachandrarout2211 17 дней назад +3

    D C P sir tike sunantu

  • @kedarnathnayak7680
    @kedarnathnayak7680 16 дней назад +1

    ପୋଲିସ ଲାଞ୍ଚ ଖାଉଛି

  • @sukantidash9468
    @sukantidash9468 16 дней назад +1

    Lokankara apari reaction haba swavabik

  • @sukantidash9468
    @sukantidash9468 16 дней назад +1

    A mahila pura thik kahuchhanti

  • @smrutimishra6433
    @smrutimishra6433 16 дней назад

    He prabhu....isssss

  • @appleroy540
    @appleroy540 13 дней назад

    😢😢😢😢😢 odisha police pain emiti aou rajaniti ଖାଇଦେଲା ଓଡ଼ିଶା କୁ

  • @bijaylaxmipanda6402
    @bijaylaxmipanda6402 14 дней назад

    😭😭😭😭🙏🙏

  • @dillipkumarswain5728
    @dillipkumarswain5728 14 дней назад

    😭😭🙏👌

  • @gopinathroutgopi4902
    @gopinathroutgopi4902 9 дней назад

    ଏଭଳୀ ଡିସିପି ଙ୍କୁ ସ୍ ପେଣ୍ଟ୍ କରାଯାଉ ବୋଲି ଆମେ ଦାବି କରୁଛୁ