JOB Opportunity|ମୋହନ ଆଣିବେ ଗଦା ଗଦା ଚାକିରି|JSW and POSCO Join Forces For Mega Steel Plant in Odisha

Поделиться
HTML-код
  • Опубликовано: 22 ноя 2024

Комментарии • 201

  • @stuluachary
    @stuluachary 21 день назад +99

    ମୁଖ୍ୟମନ୍ତ୍ରୀ ହବତ ମୋହନ ଚରଣ ମାଝୀ ସାରଙ୍କ ପରୀ । ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମୋହନ ଚରଣ ମାଝୀ ସାରଙ୍କୁ 🎉🎉🎉

  • @ajitg4314
    @ajitg4314 21 день назад +35

    ମୋହନ ସରକାର କି ଜୟ 🎉🎉🎉🎉🎉🎉🎉🎉🎉🎉

  • @bimalanytv4556
    @bimalanytv4556 18 дней назад +14

    ଚାକିରି ଆଣିବେ ମହନ ମାଝୀ ଚାକିରି କରିବେ ବିହାରୀ ପାଜୀ

  • @SubhendukumarSahani
    @SubhendukumarSahani 21 день назад +19

    ଜୟ ଶ୍ରୀ ରାମ

  • @srimantamunda5458
    @srimantamunda5458 20 дней назад +24

    ସବୁ ବାହାର ଲକ କାମ କରିବେ ❤❤❤❤❤❤❤

    • @CryptoBoy50-20
      @CryptoBoy50-20 20 дней назад +2

      Tama pandu nuha 😂😂

    • @Singh77359
      @Singh77359 15 дней назад

      ବାହାରଲୋକ ଜଦି କାମକରିବେ ତେବେତମେ ବିରୋଧକରିବ

    • @BijaykumarThayal-z7x
      @BijaykumarThayal-z7x 15 дней назад

      Right bro

    • @Gameworld123-z1k
      @Gameworld123-z1k 12 дней назад

      BJD Chamcha B Bahar loko odisha bidha Haba

    • @member_of_RANDMSENA
      @member_of_RANDMSENA 10 дней назад +1

      Tamar ta surat aau tamil nadu achhi aau patha ta nahi au kn kahiba 😂

  • @TBO.THABIRACHHATRIA
    @TBO.THABIRACHHATRIA 16 дней назад +3

    Very very congregations cm mohan majhi sir 🎉🎉very good 🎉bjp 🙏🙏welcome

  • @SubhendukumarSahani
    @SubhendukumarSahani 21 день назад +11

    ଜୟ ଶ୍ରୀ କୃଷ୍ଣ

  • @हम_हिंदू_हैं
    @हम_हिंदू_हैं 20 дней назад +16

    ବିହାରୀ ଏବଂ ଅନ୍ୟ ରାଜ୍ୟରୁ କେତେ ଆସିବେ ।

    • @champiyastarkp6246
      @champiyastarkp6246 20 дней назад +1

      ❤ really bro

    • @Singh77359
      @Singh77359 15 дней назад

      ଜଦିକିଛି ଜାଣିବନି ତେବେ ବହାରଲୋକହିଁ ରହିବେ ଓଡିଆଲୋକ କେବଳ ଦାଦନକାମ ଜାଣନ୍ତି ତେଣୁ ବିଭିନ୍ନକାମସିଖ ରୋଜଗାର କୁ କହାବୋପାବି ଛଡେଇପାରିବନି ଜଦି ଅନ୍ୟରାଜ୍ୟରଲୋକ କମକରିବ ତେବେ ବିରୋଧକର

    • @हम_हिंदू_हैं
      @हम_हिंदू_हैं 15 дней назад

      @@Singh77359 କଥାଟା ତୁମକୁ ବହୁତ କଷ୍ଟ ଦେଲା ଭଳି ଜଣା ପଡ଼ୁଛି । ଦାଦନ କେଉଁ ରାଜ୍ୟର ଲୋକ ଅଧିକ କରୁଛନ୍ତି ତାହା ତୁମକୁ ଭଲ ଭାବେ ଜଣା । ସସ୍ତା ଦାଦନ କେଉଁ ରାଜ୍ୟରେ ବହୁତ ମିଳନ୍ତି ତାହା ବି ତୁମକୁ ଭଲ ଭାବରେ ଜଣା ।

    • @Gameworld123-z1k
      @Gameworld123-z1k 12 дней назад

      Bihari Anya Rajya Au BJD Chamcha Nku chakri miliba nahi

    • @member_of_RANDMSENA
      @member_of_RANDMSENA 10 дней назад

      ​@@Singh77359are bhai sata kahila yanka pai ta surat au tamil nadu achhi 😂

  • @madanmohannayak502
    @madanmohannayak502 20 дней назад +3

    Very good tremendous decided by the mohan majhi

  • @mithundehury1979
    @mithundehury1979 21 день назад +15

    ଯାହା ହେଲେ ବି ବାହାର ଜିଲ୍ଲା ଆଉ ରାଜ୍ୟ ର ଲୋକ ଖାଇ ଯିବେ କେବଳ କେନ୍ଦୁଝର ବାସୀ ଅନେଇ ଥାଅ I 😂 ବର୍ତ୍ତମାନ ଯାହା ହଉଛି ଆମ ସହିତ ଆମେ ଜାଣୁଛୁ l 😓 କାମ ପାଇବା ପାଇଁ କିଛି ଭରସା କର ନାହିଁ ରେ 😅😅😅🤣

    • @GourangBehera-v1n
      @GourangBehera-v1n 13 дней назад

      Hmm tame patha padhibani Khali buliba au eithi darakar achhi Tamaku free free re chakiri deidaba bhala au

    • @mithundehury1979
      @mithundehury1979 12 дней назад

      @GourangBehera-v1n ମଘୀଆ ତୁ କେତେ ପାଠ ପଢ଼ିଛୁ ବେ

  • @FAKIRJENA-du2zs
    @FAKIRJENA-du2zs 21 день назад +17

    କିନ୍ତୁ ନାକରେ କୁନ୍ଥେଇ କୁନ୍ଥେଇ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଧରି ନପାରିଲେ ବିଜେପି ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ

  • @prasanti1988
    @prasanti1988 16 дней назад

    ସବୁଠୁ ବଡ example ହେଉଛି dalmia cement company ସେଠି ଓଡ଼ିଆ worker contractor ସମସ୍ତଙ୍କୁ ବହୁତ tourcher କରଯାଉଛି. ମୁଁ ନିଜେ ଭୁକ୍ତଭୋଗୀ.

  • @kirtansahu8840
    @kirtansahu8840 17 дней назад +4

    ସବୁ ବାହାର ଲୋକ ଚାକିରି କରିବେ ଓଡ଼ିଶାର ଲୋକ ଗୁଜୁରା ଯିବେ

  • @riteshkumargouda4700
    @riteshkumargouda4700 19 дней назад +3

    #GANJAM re thiba Suta kala karkhana RESTART Hab darakar,,,Ganjam district ru jou mane belong karuchha LIKE kara

  • @manaskhatua5965
    @manaskhatua5965 20 дней назад +2

    Let it be bless full for odisha

  • @ଜଗବନ୍ଧୁ
    @ଜଗବନ୍ଧୁ 20 дней назад +2

    ଓଡ଼ିଆଙ୍କ ପାଇଁ ❌
    ବିହାରୀ ହିନ୍ଦିଆଙ୍କ ପାଇଁ ✅

  • @prasanti1988
    @prasanti1988 16 дней назад

    ବିହାର ଲୋକ ଆଗରୁ ଅଛନ୍ତି ତାଙ୍କ ପାଇଁ ଆମ ମାନଙ୍କୁ ବହୁତ ସମସ୍ୟା ହେଉଛି.

  • @SudhiraKumarGouda
    @SudhiraKumarGouda 20 дней назад +1

    Congrualtion our cm sir ❤❤❤

  • @RajuRaju-gv6be
    @RajuRaju-gv6be 17 дней назад

    ମହୋନ ସାର ସୁପର

  • @sangramkeshrisethi8991
    @sangramkeshrisethi8991 21 день назад +10

    ଓଡିଶା ପିଲାଙ୍କୁ ମିଳିବ ତୋ.....

    • @_mr___rajput
      @_mr___rajput 21 день назад +2

      Skill achhi ta ?😊

    • @ଜଗବନ୍ଧୁ
      @ଜଗବନ୍ଧୁ 20 дней назад

      ​@@_mr___rajput ବିହାରୀଙ୍କର ପ୍ରବଳ skills ଅଛି, ଏବଂ ମାରଓ୍ବାଡ଼ିଙ୍କର ପ୍ରବଳ ବୁଦ୍ଧି 👍 ମାନିବାକୁ ପଡ଼ିବ 😁

    • @_mr___rajput
      @_mr___rajput 20 дней назад +1

      @ଜଗବନ୍ଧୁ bihari nka skill nanhi boli ta odisha sara building karuchhanti odia loka nku odia loka kama dau nanhanti au rahila marhuadi katha odisha kn ind sara Tanka ra suna , mitha , saree bepara chhota bepara tanka ra nuha tanka ghara chhota pila bepara upare jete idea amara bada pebari pakhare nathiba

    • @ଜଗବନ୍ଧୁ
      @ଜଗବନ୍ଧୁ 20 дней назад

      @_mr___rajput ମୁଁ ତ ସେୟା ହିଁ କହୁଛି.., ମୁଁ କୌଣସି ଖରାପ ମନ୍ତବ୍ଯ ତ ଦେଇନି 😆, ଦେଇଛି କି ? actually ତୁମର ପଢ଼ିବା, ବୁଝିବାରେ ବୋଧେ ଭଲ୍ ଅଛି। ସେମାନଙ୍କ ଏତେ ଆଉ ପ୍ରଂଶସା କରନା..ମ, ମୁଁ ଆହୁରି ଜାଣିବାକୁ ଚ଼ାହେଁନା

    • @GourangBehera-v1n
      @GourangBehera-v1n 13 дней назад +1

      Tame patha padhibani Tamaku kampani Magana Magana chakiri deidaba bhabucha

  • @HappyBarnOwl-wq5dd
    @HappyBarnOwl-wq5dd 20 дней назад +2

    ଜୟ ଜଗନ୍ନାଥ

  • @BasantaMajhi-bu6gt
    @BasantaMajhi-bu6gt 4 дня назад

    Wa. Bhai. Wa. Mohana. Kan na. Na. Bhabi. Chhanti. Aapana. Chhota. Chhota. Gaon hasi. Uthile. Odisha. Nishchita hasiba. O. Aaga ku. Badhiba

  • @LaxmanSoren-q9o
    @LaxmanSoren-q9o 15 дней назад

    Keojhor estil palad Pani apono bohut bohut dhonyo bad

  • @Prasarna
    @Prasarna 17 дней назад

    Jai mohan sir

  • @pritigitanjali6098
    @pritigitanjali6098 20 дней назад +1

    Bravo 👌👏🙏

  • @JansonLgl-n4x
    @JansonLgl-n4x 4 дня назад

    Mere khayal Se
    Textile industries
    Odisha me aana chahiye
    Taki Sabhi logon ko kaam mil paye
    Jo kam padhe likhe log hai
    Jada age ke log hai sabhi Ko

  • @Tandikana
    @Tandikana 20 дней назад +1

    ଜୟ ହୋ ମୋହନ ସରକାର

  • @bhabanidas1843
    @bhabanidas1843 19 дней назад

    Wow great 👍👍👍👍

  • @dbdas9171
    @dbdas9171 21 день назад +2

    Bravoo

  • @pabitramohanjena1531
    @pabitramohanjena1531 16 дней назад

    Well work

  • @Tandikana
    @Tandikana 20 дней назад

    Good news and congratulations 👏👏👏❤❤❤❤

  • @DulaMurmu-s2u
    @DulaMurmu-s2u 20 дней назад

    Right 👍 j.s pur hele 😢

  • @DubrajHembram-j4u
    @DubrajHembram-j4u 16 дней назад

    ଜଯନା ସରିଯାଇଥିବ କିଛି କରିପାରିବନି

  • @kalibehera6051
    @kalibehera6051 18 дней назад +2

    ଆଇମା କାହେଣି ଶୁଣନି ଓଡ଼ିଆ ଲୋକକୁ

  • @manojkumarsahoo6402
    @manojkumarsahoo6402 13 часов назад

    ଦାଦନ ପାଇଁ ଓଡ଼ିଶା ପ୍ରସିଦ୍ଧ

  • @karunakarbaskey3733
    @karunakarbaskey3733 17 дней назад +1

    ସବୁ ଯୋଦି ଚାକିରି କରିବେ କାମ କିଏ କରିବ
    ସାନ୍ତାଳି ର କିଛି ନିତି ନିୟମ ଯାଜିନି ଈଏ
    କିଏ ମୁଖ୍ୟ ମନ୍ତ୍ରୀ

    • @RabilochanHembram-hm9ri
      @RabilochanHembram-hm9ri 15 дней назад

      ବାବୁ ତମେ ସବୁ ନିୟମ ଜାଣିଛ ତମକୁ ମୁଖ୍ୟମନ୍ତ୍ରୀ କରିବାକି କରୁଣାକର ବାସ୍କେ

  • @prasanti1988
    @prasanti1988 16 дней назад

    ଆମେ ସମସ୍ତେ ମିଶି ଓଡ଼ିଆ ପିଲାଙ୍କ ପାଇଁ ଓଡିଶାରେ pvt ଚାକିରୀ ପାଇଁ reservation demand କରିବା.ଏ ସବୁ ଅଲଗା state ରେ ଆଗରୁ ଅଛି.

  • @pramodkumarmahapatra3746
    @pramodkumarmahapatra3746 15 дней назад

    Nice

  • @sanjaykumarbindhani7573
    @sanjaykumarbindhani7573 20 дней назад +5

    Odisha Loko Khali labour koribe

  • @thegoodbuyer1131
    @thegoodbuyer1131 15 дней назад

    ସବୁ ଠିକ୍ ଯ କିନ୍ତୁ ଆମ ଓଡ଼ିଆ ପିଲା ୮୦% ଚାକିରି ମିଳିବ ତ ସେଇଟା କୁହନ୍ତୁ ।

  • @lovemerahot2536
    @lovemerahot2536 20 дней назад

    Very good

  • @ramcharanbeshra
    @ramcharanbeshra 20 дней назад +2

    Mohan sir mayur bhanjre copani basantu

  • @parichitpatha465
    @parichitpatha465 21 день назад

    Right question

  • @chandanchandan2689
    @chandanchandan2689 20 дней назад +1

    Jay kendujher

  • @chandanchandan2689
    @chandanchandan2689 20 дней назад

    Jay kendujher jay mohon majhi

  • @Muna-o1q
    @Muna-o1q 19 дней назад

    Mohon manji sar ❤❤❤

  • @JansonLgl-n4x
    @JansonLgl-n4x 4 дня назад

    Kuch bhi Nahi Toh
    At least Textile industry
    Odisha me Hona chahiye
    Because Odisha ke Brother & Sisters
    Jo log Aj Bangalore, Tamilnadu
    Gujarat,ke alg lag City me Jarhe Kam Se Kam Unlog ko apne Ghar par kam miljayega
    Bangalore tamilnadu jake
    Vahan hamare odiya bhai bahen log
    Ketne takleef paresani jhel rahe Kam se kam vo kam hojyega

  • @SubhendukumarSahani
    @SubhendukumarSahani 21 день назад +5

    ଜୟ ଶ୍ରୀ ଜଗନ୍ନାଥ

  • @-Sivapratyush143
    @-Sivapratyush143 14 дней назад

    Gajpati gote hele bhala haba🎉

  • @vasundharaofficial
    @vasundharaofficial 16 дней назад

    Thankyou bjp thankyou mohan sir

  • @narayansahoo6088
    @narayansahoo6088 19 дней назад

    Bahu teacher doctor real bibhaga peon clork post engier post bahut vacant achhi taku puran kale rajyaru berojogari . Kamijiba rice 5kg free re debaku padibani

  • @SudarsanNaik-cw7en
    @SudarsanNaik-cw7en 20 дней назад

    Super

  • @BabitaPanda-ez3uj
    @BabitaPanda-ez3uj 17 дней назад

    👍

  • @SrikantaBehura
    @SrikantaBehura 21 день назад

    ଆଦିବାସୀ ସବୁ ଆପଣଙ୍କର

  • @narayansahoo6088
    @narayansahoo6088 19 дней назад

    Mohan Rajya re jeu vacant post fillup karo then new post created kariba Vacant post fillup kalibaku pila shortage habe

  • @CAD_CAM_Machinist
    @CAD_CAM_Machinist 16 дней назад

    Manufacturing industry kebe asiba. Automobile industry kebe asiba.

  • @SurajNayak-ko3sm
    @SurajNayak-ko3sm 13 дней назад

    Pariba risin saman badhi munda upare.. loke baki dhar re thara hara. Subhadra jojna finl hoi parilani. chakiri debe?

  • @narendrabehera1623
    @narendrabehera1623 16 дней назад

    Aagha fectory basu tapare chinta karibe sarakar Bihari balaku miliba na odia balaku hi miliba setala Jana padiba bhai mane

  • @st-hp1hd
    @st-hp1hd 16 дней назад

    Ebe b Keonjhar ru ଦାଦନ ବସ୍ jauchi ବିଭିନ୍ନ ରାଜ୍ୟ ku

  • @ganeswarbehera6597
    @ganeswarbehera6597 15 дней назад

    Jahasabubi haba asabu Nabin sir pain

  • @MantuVloge-Mj
    @MantuVloge-Mj 11 дней назад

    କିଏ କିଏ ଚାହୁଁଛ ଓଡ଼ିଶା କୁ ବଡ଼ Automobile company ashu

  • @JUNE_krisna08
    @JUNE_krisna08 16 дней назад

    Chakiri anicha asubidha nai kintu education system change kara 🙏

  • @Odiarehalchal
    @Odiarehalchal 16 дней назад

    ସାର୍ ଙ୍କ ପାଖରେ କିଛି ଚାକିରି ନାହିଁ କି , ଖାଲି ଆଣିବେ କଉଠୁ

  • @kishorechandrabarla6417
    @kishorechandrabarla6417 19 дней назад

    Company kholiba kintu other state ra Loko Mane kana karibe

  • @pitambarsingh7904
    @pitambarsingh7904 5 дней назад

    ଓଡ଼ିଶା ବୈଷୟିକ ଶିକ୍ଷାରେ ଶିଳ୍ପାୟନର ଭିତ୍ତିଭୂମି ଓଡ଼ିଶା ବାଣିଜ୍ୟ ବିଜ୍ଞାନରେ କଳାରେ ଶିକ୍ଷାର ଶତପ୍ରତିଶତ ହାର ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟୋଗ ପ୍ରତିଷ୍ଠା କରନ୍ତୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରିବ ନାହିଁ

  • @rasmitatete3751
    @rasmitatete3751 20 дней назад

    Sundargarh dirstic achi company bananatu sir

  • @ranjanbehera7945
    @ranjanbehera7945 19 дней назад

    ଏବେକାରେ

  • @SrikantaBehura
    @SrikantaBehura 21 день назад +2

    ଅଯଥା. କଥା କହି ଲାଭ ନାହଁ

  • @ckkunu2572
    @ckkunu2572 10 дней назад

    🎉

  • @pintupintu2646
    @pintupintu2646 20 дней назад

    Immediate ama ku job dia jau

  • @bhagbatpradhan2365
    @bhagbatpradhan2365 21 день назад +1

    ବାରି ର ଫଳ ତ ଚାକିରି ମିଳିଯିବ 😅😂😂 ସବୁ ବାହାର ରାଜ୍ୟ ପିଲା ରହିବେ

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 21 день назад +1

    କୋଉ ଚାକିରି ବାଜା ,ମାଦଳ ,ତୁରି ,ଚାଙ୍ଗୁ ତିଆରି କରିବା ଚାକିରି ଜଣା ପଢୁଛି ,ସେଥିଲାଗି ଦେବାଲି ରେ ମାଦଳ ବଜେଇ ପଚାର କରୁଥିଲେ ବା ବା ବଢିଆ

  • @AshokBirBir
    @AshokBirBir 20 дней назад

    Jay

  • @minaketanmeher9493
    @minaketanmeher9493 19 дней назад

    Mohan majhi ra hatare kichi nahihae misan Shakti 7 mas helane darmanahin

  • @SanjeetPatra-u1n
    @SanjeetPatra-u1n 7 дней назад

    Odisha Mein sabse Jyada 24 aadami Milega

  • @Babuni375
    @Babuni375 20 дней назад

    ହେଲେ କଣ ହବ ଓଡିଶା ପିଲା ପାଇବେତ

  • @teamsantosh1274
    @teamsantosh1274 20 дней назад

    ସବୁ ଚାକିରି ର salary ରହିବା 10000 ରୁ 15000 😆😆

  • @NarendraMajhi-t2g
    @NarendraMajhi-t2g 20 дней назад

    Kandhamal re bi koti koto tankara miesh achhi sethira kola bahatra jauchanti tenu se thi minis kalale asubidha kana utara debeki. Ok

  • @natabaranaik5026
    @natabaranaik5026 21 день назад

    Govt,,,ra,I.T.I.kholi,young,mananku,training,deie,bholo,bholo,post,kama,kori,pariba,O.K.,,thanks.

  • @yeshsahoo6027
    @yeshsahoo6027 20 дней назад

    ପୁରା ବହାରିୟିଆ କମ୍ପାନୀ ରହିବ

  • @dibyajyotipradhan1821
    @dibyajyotipradhan1821 20 дней назад

    Sabu g maridebe gujurati.odisha ku debe bala

  • @niranjanmallick431
    @niranjanmallick431 20 дней назад +1

    Odisha loka 30 kimba 50 😂😂😂😂😂😂😂

  • @maheshwardas310
    @maheshwardas310 21 день назад +1

    ଚାକିରୀ 15000 lakh ମୋଦି ଦେଲା 15000 lakh ଛି ଛି ଛି

  • @MithunMunda-m8v
    @MithunMunda-m8v 20 дней назад

    patana block re plant karajau

  • @odiacreation.1741
    @odiacreation.1741 15 дней назад

    Bhai IT ana stell plant re pollution haba

  • @ranjanbehera7945
    @ranjanbehera7945 19 дней назад

    କିଛି ଦରମା ନାହି

  • @goldenboyrajesh1068
    @goldenboyrajesh1068 21 день назад +1

    Laja achi au mohan majhi nku

  • @keshav2dusantalivlogs419
    @keshav2dusantalivlogs419 16 дней назад

    AA ga dekha olga stil plant re dekha kete odia job karuchhanti ta ପରେ କହି be sarkar jab anichhanti sabu bahara lokora job

  • @Prasantadhal-w5n
    @Prasantadhal-w5n 21 день назад

    Industr heba vala katha kintu lokal lokanku chakiiri nahni

  • @Munnadurga-y9k
    @Munnadurga-y9k 21 день назад +2

    Paschim odisha re kahiki kichhi bi factory ya company hauni

  • @balarambhoi1185
    @balarambhoi1185 16 дней назад

    Akasha kaiyan ku chilika ra machha.

  • @Anadi.indian
    @Anadi.indian 20 дней назад

    Odisha pruthibi ku nei rahichhi 2004 parjanta tharu Aji 2024. Odisha ra ANADI.bharatara Pradhan mantri Sri Narendra modi ji. Pruthibi ku nei odisha Angul Anadi

  • @ShambhuChinara
    @ShambhuChinara 21 день назад

    A news bala ଲେଖିବା ଶିଖିଛି khali

  • @JhasketanBehera-cj5wv
    @JhasketanBehera-cj5wv 21 день назад

    Hy😊🎉😊❤🎉❤

  • @dillipswain2485
    @dillipswain2485 21 день назад +1

    Odisha re steel company mala mala loke kou gote nua katha je emiti Jindal bhusana essara bedanta Nalco naveen pattanaik bahuta steel plant karichhanti Jay naveen

  • @Mahendrasahuvlogs-x4n
    @Mahendrasahuvlogs-x4n 20 дней назад

    BALANGIR RE BI COMPANY HEBA KATHA

  • @bijaybehera1725
    @bijaybehera1725 18 дней назад

    😂😂😂😂😂 Jay ranga mistri sarkar 😅😅😅😅😅😅

  • @PS_kumar9078
    @PS_kumar9078 20 дней назад

    Katha kahile habani kamare kariki dekhaoo .aji pajyant odisha re plant heini kemiti biswas haba

  • @rasmiranjan6906
    @rasmiranjan6906 21 день назад

    Ev company🚢🚢🚢 and automobile industry ana Odisha ku

  • @sarojvlogs1546
    @sarojvlogs1546 16 дней назад

    ବାଳ ବଢ଼ିଗଲାଣି. ବାଳ ବେପାରୀ ଦେଖିବାକୁ ମିଳୁନି ଆଣନ୍ତୁ....