President Visit to rairangpur | ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ଅଧିକ ଶୁଣୁଛନ୍ତି | Droupadi Murmu |Odia News

Поделиться
HTML-код
  • Опубликовано: 20 ноя 2024

Комментарии • 488

  • @balarampangi9514
    @balarampangi9514 Год назад +18

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ହେଉ ଯେହେତୁ ଗୋଟିଏ ନାରୀ ହୋଇ ନିଜ ଦୁଃଖ ଉଠାଇଛନ୍ତି। ଏବଂ ଆଜି ଲୋକ ଙ୍କ ସେବାରେ କାମ କରୁଛନ୍ତି ତେଣୁ କରି ଆପଣଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆର୍ଶୀବାଦ କରନ୍ତୁ ଆମେନ୍

  • @pradeeppradhan1943
    @pradeeppradhan1943 Год назад +70

    ଏଭଳି ଜଣେ ନିରହଂକାରୀ ବ୍ୟକ୍ତିତ୍ୱ ଆମ ଜନ୍ମ ମାଟିର ଗର୍ବ..ପ୍ରଣାମ ଏଇ ମହାନ ମା ଙ୍କୁ

  • @harekrushnapattanayak5331
    @harekrushnapattanayak5331 Год назад +7

    ❤ଆମ ଓଡିଶା ମା ମାଟି ଆଜି ଧନ୍ୟ ହୋଇଛି ମା ଆପଣଙ୍କୁ ପାଈ ।

  • @debendrabhitriya1160
    @debendrabhitriya1160 Год назад +107

    ଓଡ଼ିଶା ମାଟିର ଗର୍ବ ଗୌରବ ମହାମହିମ୍ନ ରାଷ୍ଟ୍ରପତି ଆପଣଙ୍କୁ ଶତ ପ୍ରଣାମ।

    • @HappyAnacondaSnake-mp4uz
      @HappyAnacondaSnake-mp4uz 9 месяцев назад +5

      😊

    • @DhoniMarandi-u9v
      @DhoniMarandi-u9v 5 месяцев назад +1

      ​@@HappyAnacondaSnake-mp4uz❤

    • @OP-Mithun
      @OP-Mithun 5 месяцев назад

      ❤Bb❤sb❤🎉 Jay Jagannath Swami Ganpati gane Jay Shri Ram Jay Shri Krishna Jay Mata pita❤ Rashtrapati mahan Mata Kumar pranam Jay Shri Ram Jay Shri Krishna Jay Radhe Radhe Jay Mata Jay pita❤🎉🎉❤

  • @chaitanyabariki810
    @chaitanyabariki810 Год назад +34

    ଭାଷା କହେ ହୃଦୟର କଥା 🙏
    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏
    ବନ୍ଦେ ଉତ୍କଳଜନନୀ 🙏🙏

  • @lokanathcreation
    @lokanathcreation Год назад +142

    ମହାମହିମ ଙ୍କ ଓଡ଼ିଆ କଥା ଶୁଣି ସତରେ ବହୁତ ଖୁସି ଲାଗିଲା ଏବଂ ମୁଁ ଖୁସି ହୋଇଥାନ୍ତି ଯଦି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏମିତି nonstop ଓଡ଼ିଆ କହିଥାନ୍ତେ।

  • @kirttanpatra1678
    @kirttanpatra1678 9 месяцев назад +2

    Beautiful iodology speach.

  • @bhabagrahi4009
    @bhabagrahi4009 Год назад +31

    ମହାମହିମ ରାଷ୍ଟ୍ରପତି ଙ୍କ ଅଭିଜ୍ଞତା ଏବଂ ମଣିଷ ଭଳି ମଣିଷ ହେବାପାଇଁ ମାର୍ଗ ଅଭିଭାଷଣ କୁ ଭକ୍ତିପୂତ ସମ୍ମାନ,, ଓଡିଶା ବାସୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ,,,

  • @arjunsahoo1852
    @arjunsahoo1852 Год назад +44

    ଓଡ଼ିଆ ମାଟି ପାଇଁ ଆପଣ ଗର୍ବ ମା ❤

  • @MrOdisha0124
    @MrOdisha0124 Год назад +8

    ଗୁରୁମା ଆପଣଙ୍କ ସହ ସାକ୍ଷାତକାର କରିବାକୁ ମୋ ଭିତରେ ଅନେକ ଅନେକ ଆଗ୍ରହ

  • @Bikramtudu-bf7fr
    @Bikramtudu-bf7fr Год назад +3

    ବହୁତ ବହୁତ ଖୁସି ଲଗୁଛି ଅଭିଭାଷଣ ମହିମା

  • @tusharkantasahoo91
    @tusharkantasahoo91 Год назад +24

    ବହୁତ ଭଲ ଲାଗିଲା ରାଷ୍ଟ୍ରପତି ମୋହାଦୟା ଙ୍କୁ ମୋର ନମସ୍କାର

  • @saratmeher6667
    @saratmeher6667 Год назад +21

    😔ଗୋଟିଏ ସ୍ୱଚ୍ଛ ମନ ର ସ୍ଵଛ କାହାଣୀ...... ତାଙ୍କ ମନର କଥା କୁ ସେ ଖୋଲିକି କହିଦେଇଛନ୍ତି....... ଦ୍ରୌପଦୀ ମୁର୍ମୁ ଗୋଟିଏ ଆଇନା କହିଲେ କମ ହେବନି.... ସେ ଗୋଟେ ଖୋଲା ବହି.... ତାଙ୍କୁ mem ବଦଳରେ ମା କହିବାକୁ ଇଛାହୋଉଛି..... Love you..... Maa😊

    • @sabitanayak4716
      @sabitanayak4716 Год назад +1

      ହଁ ଭାଇ ଠିକ୍ କହିଲେ

  • @sabitanayak4716
    @sabitanayak4716 Год назад +22

    ଆପଣଙ୍କୁ ଦେଖିଲେ ଲାଗୁଛି ଏବେ ବି ସତ୍ଯ ରହିଛି 🙏🙏🙏

  • @dipakdas9517
    @dipakdas9517 Год назад +20

    ଆମ ମତିରୁ ଏକ ରାଷ୍ଟ୍ରପତି ବାଛିବା❤ ମୋଦି ଙ୍କ ଏହି କାମକୁ ଆମେ ଓଡିଶା ବାସି କେବେବି ଭୁଲିପରିବୁନୀ।

  • @lusiapat8139
    @lusiapat8139 Год назад +7

    ସତରେ, ହୃଦୟସ୍ପର୍ଶୀ ❤🥺

  • @krititrushnadas5507
    @krititrushnadas5507 Год назад +41

    ସେ ହେଉଛନ୍ତି ଓଡ଼ିଆ ମାଟିର ଗର୍ବ ଓ ଗୌରବ ର ଉଦାହରଣ ❤

  • @Tarunnayak-xi2gv
    @Tarunnayak-xi2gv Год назад +31

    ମୁ 🙏ଜଣାଇ ଅନୁରୋଧ କରୁଛି ଆମ ଓଡିଶା ମାଟିରେ ମଦ ବିକ୍ରି ବନ୍ଦ କରିପାରିବେ ମୁ ଖୁସି ହେବି ଓଡିଶା ଖୁସିରେ ନାଚିବ

    • @gajarajbabu6771
      @gajarajbabu6771 Год назад +2

      Miliba.
      Besi rate re miliba.
      Bihar ban kari fail maarichhi.

    • @PintuKumar-uh8tu
      @PintuKumar-uh8tu 8 месяцев назад

      ​@@gajarajbabu6771😂 hn ki ye shu bhu Chu CT ft ft ft ft ft ft bhu ft cc ft z
      Hu hu😮

  • @anjalipanda1681
    @anjalipanda1681 Год назад +5

    Honest simplicity we are proud

  • @satyabratmohanty7392
    @satyabratmohanty7392 Год назад +8

    ଜୟ ଜଗନ୍ନାଥ 🙏🙏🙏
    ଓଡିଶା ମାଟି ପାଇଁ ଆପଣ ଗୌରବ ଏବଂ ଆଦର୍ଶ ମା

  • @rashmiranjanpalei4729
    @rashmiranjanpalei4729 Год назад +1

    ପ୍ରଣାମ। ପ୍ରଣାମ। ପ୍ରଣାମ। ହୃଦୟସ୍ପର୍ଶୀ ବକ୍ତବ୍ୟ

  • @anjalipanda5867
    @anjalipanda5867 Год назад +4

    Very Impressive 🎉

  • @mithunnayak-kq3dh
    @mithunnayak-kq3dh Год назад +6

    ପ୍ରଣାମ ଜଣାଉଛି 🙏ରାଷ୍ଟ୍ରପତି କୁ

  • @PupunGiri
    @PupunGiri Год назад +3

    I Am Proud Of You, Our President ❤❤❤❤

  • @subashchandramallick7696
    @subashchandramallick7696 Год назад +10

    ମୋ ମା ଙ୍କ ପରୀ ମିଠା ମିଠା କଥା ଯେତେ ଶୁଣିଲେ ବି ବୋହୁତ ସୁନ୍ଦର ଲାଗୁଚି

  • @the_odiagirl09
    @the_odiagirl09 Год назад +10

    ମହାମହିମ ରାଷ୍ଟ୍ରପତିଙ୍କ ଚରଣରେ ଶତ ଶତ ପ୍ରଣାମ।❤️ ଆମେ ଭାରତ ବସୀ ଆପଣଙ୍କୁ ରାଷ୍ଟ୍ରପତି ଭାବରେ ପାଇକି ଗର୍ବ ଅନୁଭବ କରୁଅଛୁ 🙏

  • @jubarajnaik7187
    @jubarajnaik7187 Год назад +5

    ମହାମହିମ ରାଷ୍ଟ୍ରପତି ଙ୍କ ଓଡିଆ ଭାଷା ପ୍ରାଞ୍ଜଳ ଭାବେ ମଣିଷ ପରି ମଣିଷ ହେବା ଅଭିଭାଷଣ ଓଡିଶା ପାଇଁ ଏକ ଉଦାହରଣ କାରଣ -ଆମ ଓଡିଶା ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ମୂଖ ରୂ ଓଡିଆ ଭାଷା ଶୁଣିବାକୁ ଓଡିଶାବାସି ଅପେକ୍ଷା କରି ଦିନ ସରି ସରି ଯା ଉଛି ।ଜୟ ହିନ୍ଦୁ, ଜୟ ଶ୍ରୀ ରାମ

  • @HrushikeshNayak-u8n
    @HrushikeshNayak-u8n Год назад +1

    ଏଇଟା ହେଉଚି ଆମ ଓଡ଼ିଶାର ପର୍ବ ବୀ ଗୌରବ ସମ୍ମାନ ଭାରତୀୟ ଜନତା ପାର୍ଟି ଜିବ୍ରାବାଦ । ପଦ୍ମଫଲଜିବାଦ ଜୟ ଶ୍ରୀରାମ ।

  • @nikunjabihariparida1038
    @nikunjabihariparida1038 Год назад +5

    ଜୟ ହିନ୍ଦ 🙏🇮🇳🙏🌹

  • @prakashtareiurgreatsir5610
    @prakashtareiurgreatsir5610 Год назад +2

    Great Mahiyasi women...🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Sundar madhur binmarata maa🙏🙏🙏🙏🙏🙏🎉

  • @prasantbehera2959
    @prasantbehera2959 Год назад +10

    Heart touching speech ❤️ mam

  • @SuramaJena-w9x
    @SuramaJena-w9x 8 месяцев назад +2

    Beautiful spchi

  • @prativapatra7789
    @prativapatra7789 Год назад +2

    ଆପଣଙ୍କ ଭାଷଣ ହୃଦୟ ସ୍ପର୍ଶି

  • @anusuyaswain5289
    @anusuyaswain5289 Год назад +2

    ମହାମହିମ ରାଷ୍ଟ୍ରପତିଙ୍କ ଉ ଧନ୍ୟବାଦ

  • @manaranjannag5839
    @manaranjannag5839 Год назад +7

    ମହାମହିମ ରାଷ୍ଟ୍ରପତିଙ୍କ ଆପଣା ଜନ୍ମ ମାଟି ର ଆକର୍ଷଣ, ଭାଷା, ଏହି ଅଞ୍ଚଳରେ ବିଗତ ସମୟରେ ଅନେକଙ୍କ ସହ ସ୍ନେହ ଓ ପବିତ୍ର ସମ୍ପର୍କ କୁ ନେଇ ଯେଉଁ ହ୍ରୃଦୟସ୍ପର୍ଶୀ ସମ୍ଭାଷଣ ଉପସ୍ଥାପନ କରି ଛନ୍ତି , ତାହା ପ୍ରକୃତରେ ଭାଷାରେ କିମ୍ବା ଲେଖାରେ ବର୍ଣନା କରିବା ସହଜ ନୁହେଁ । ଏସବୁ ଶୁଣିବା ବେଳେ ମା'ମାଟି ପ୍ରତି ମନରେ ଏକ ନୂତନ ଉନ୍ମାଦନା ଓ ପ୍ରେରଣା ଜାଗ୍ରତ ହେଉଛି । ଆମ ପରି ଏକ ଅବହେଳିତ ଅଞ୍ଚଳରୁ ଜଣେ ମହିଳା ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ଥିବାରୁ ଆମେ ଗର୍ବିତ ।

  • @CharulataMohapatra-k6d
    @CharulataMohapatra-k6d 8 месяцев назад +2

    Maa pranam apana ta ananya apana ama savinkar gourab.apan pujaniya adarniya .🎉🎉🎉🎉🎉
    🙏🙏🙏🙏🙏

  • @indramaninayaj8833
    @indramaninayaj8833 Год назад +6

    Bharatara rastrapati madam apananku koti koti pranam spanankara antarara swora sunile akhiru luha jhari pade aha anubhabi hi kebala hrudayangama karipare spritual speech realy true jay ma sarala jay jagannth

  • @nishakarnaik267
    @nishakarnaik267 8 месяцев назад +1

    Dhanyabad

  • @sagarehs1031
    @sagarehs1031 Год назад +8

    Heart touching Feeling speech by president 🎉🎉

  • @lizarani26
    @lizarani26 Год назад +1

    ଆଦିବାସୀ ମାନଙ୍କ ପ୍ରକୃତ ଚିନ୍ତା ଧାରା ଅଲଗା।

  • @ashokkumarnayak8200
    @ashokkumarnayak8200 Год назад +5

    ମା ଙ୍କୁ ମୋର namaskar🙏🙏

  • @ganeswarbehera-fj6yu
    @ganeswarbehera-fj6yu 2 дня назад

    ପ୍ରଣାମ ପ୍ରୀୟ ରାଷ୍ଟ୍ରପତି ଦ୍ରଉପ୍ରଦୀ ମୁର୍ମୁ ମାଉସୀ ଙ୍କୁ। ଆଦିବାସୀ ଝିଅ ହୋଇ ଆଜି
    ପ୍ରଭୁ ଜଗନ୍ନାଥ ଙ୍କ ଅପାର କରୁଣା ଲାଭ କରିପାରିଛନ୍ତି। ଧନ୍ୟବାଦ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କୁ ପ୍ରଣାମ କରୁଛି।
    ସେ ତଳ ଶ୍ରେଣୀର ମଣିଷ ଙ୍କ ମଣିଷ ଟିକୁ ଭଲଭାବରେ ଚିହ୍ନି ପାରନ୍ତି। ଜୟ ଜଗନ୍ନାଥ।

  • @susamamahanta1528
    @susamamahanta1528 Год назад +2

    ହୃଦୟସ୍ପର୍ଶି ।🙏🙏🙏

  • @subashchandramallick7696
    @subashchandramallick7696 Год назад +2

    ❤❤❤❤❤❤❤❤❤❤ ଜୟ ଜଗନ୍ନାଥ

  • @chakradharmohanta8751
    @chakradharmohanta8751 Год назад +5

    ଅଭିଭାଷଣ ଶୁଣି ଆଖିରୁ ଲୁହ ଆସିଗଲା ମହାମ‌ହୀମ ! 🙏

  • @minakshipatra5976
    @minakshipatra5976 Год назад +3

    Congratulations. My schooling at rairangpur girls high school. My mom was Mrs Eesther patra teacher that time. We are staying 10 years. I am proud for u.God bless u n be with you always.

  • @jaymaamahakali7
    @jaymaamahakali7 Год назад +9

    Proud moment for odisha❤

  • @tusarakantabehera4145
    @tusarakantabehera4145 Год назад +5

    The speech is wonderful, 🙏🙏 ବନ୍ଦେ ଉତ୍କଳ ଜନନୀ 🙏🙏

  • @swarnalatasahoo8038
    @swarnalatasahoo8038 Год назад +1

    Odisha matire garv gourav mahamahim Rashtrapati apananku shata pranam ❤🙏🌷⛳🙏

  • @NisharaniSahu-ob9xo
    @NisharaniSahu-ob9xo Год назад +1

    Thank you maa👃👃👃👃

  • @akshaykumarmishra1575
    @akshaykumarmishra1575 Год назад +8

    Bowing my head to president of lndia for her great thinking for the people.Honarable president is an example of Odisha.India

  • @ahalyaranidip6931
    @ahalyaranidip6931 4 дня назад

    🙏Madom,ଆପଣ ବହୁତ୍ ଭଲ।The number one president of India.ଆପଣଙ୍କୁ ଭାରତ ସବୁଦିନ, ସବୁକାଳ ପାଇଁ ମନେରଖିବ ।U r the great🌹🙏।

  • @chakradharmohanta8751
    @chakradharmohanta8751 Год назад +1

    ରାଇରଙ୍ଗପୁର ଜିଲା କରାନ୍ତୁ ମହୋଦୀୟା 🙏

  • @jyothigowda3976
    @jyothigowda3976 8 месяцев назад +1

    You are the great lady maa❤❤❤ .

  • @tapaswinitanty4611
    @tapaswinitanty4611 Год назад +1

    Thank you ratraati maa

  • @RamakrushanaBiswal
    @RamakrushanaBiswal Год назад +1

    very very good

  • @sibasankarnayak4065
    @sibasankarnayak4065 Год назад

    ଭାଷଣ ବହୁତ ଭଲ ଲାଗିଲା । କିନ୍ତୁ ଏ ମୂର୍ଖ ମନ୍ତ୍ରୀ ଗୋଡ଼ ଟେକି ବସିଛି , ଏ କଣ 5T

  • @prativapatra7789
    @prativapatra7789 Год назад +2

    ଆମକୁ ଗର୍ବ ଅନୁଭବ ହେଉଛି ଆପଣ ଙ୍କୁ ଦେଖିଲେ

  • @pknathssvm8213
    @pknathssvm8213 Год назад

    Bahut bahut Sundar abhibhasan.
    Bandeataram

  • @DebarajSahoo-ABlessedDevOffice

    ଆପଣଂକ ଜୀବନରେ ଏତେ ଝଡ଼ ଥାଇ ଆପଣ ପ୍ରତି ଟି ମୁହୂର୍ତ୍ତରେ ହସି ହସି ଦେଇ ଦୁଃଖକୁ କୋଳେଇ ନେଇଛନ୍ତି ଏବଂ ପ୍ରତ୍ୟେକ ଭାରତୀୟ ଙ୍କ ହୃଦୟରେ ଶାନ୍ତି ର ବାର୍ତା ଭରି ଦେଇଛନ୍ତି। ଯାହା ସତରେ ଅବିସ୍ମରଣୀୟ। ସେଥିପାଇଁ ଆପଣଙ୍କୁ କୋଟି କୋଟି ପ୍ରଣାମ।

  • @indiramishra2038
    @indiramishra2038 Год назад

    Heart touching ,mana chuin gala maam

  • @manoromapujari4542
    @manoromapujari4542 7 месяцев назад +1

    Mu ae dino ku wait karitili mam

  • @BASANTAMAJHI-i3n
    @BASANTAMAJHI-i3n Год назад +3

    Thank you odisha maa mati

  • @sikharanidas4996
    @sikharanidas4996 Год назад +11

    There is no word to say whose nature is so cool

  • @swarnalatabehera-nt6ht
    @swarnalatabehera-nt6ht 7 месяцев назад +1

    🙏 Maa Mu tumaku sat sat pranam karuchi

  • @DinakarSeth
    @DinakarSeth 4 месяца назад

    Jayhindjaybharat

  • @chakradharmaharana2778
    @chakradharmaharana2778 Год назад +1

    ଶ୍ରୀ ରାଧାରାଧା ପରଜନ୍ମରେ ରାଣୀ ଥିଲ

  • @DinakarSeth
    @DinakarSeth 4 месяца назад

    Jayhind

  • @budhan_majhi
    @budhan_majhi 6 месяцев назад +1

    Johar sanamko ❤❤❤❤❤❤❤❤❤❤iam like this world president's

  • @ommjena8676
    @ommjena8676 Год назад +5

    Obviously a unique
    president and unique speech. She deserves the appreciation

  • @sarojinimohapatra1578
    @sarojinimohapatra1578 Год назад +4

    Bahut badhia speech by our respected ND beloved murmuji. Jai hind jai bharat

  • @SoudaminiPattanayak-h2u
    @SoudaminiPattanayak-h2u Год назад +1

    Proud moment for odisha

  • @jyotishreesinghmohapatra2706
    @jyotishreesinghmohapatra2706 Год назад +2

    Seriously heart touching speech, akhiru luha asigala Mam😭😭 🙏 thank you so much, ama odisha ra gouraba ,you're honourable Woman president in India Droupadi mam 🙏🙏🙏

  • @SuramaJena-w9x
    @SuramaJena-w9x 8 месяцев назад +1

    Right

  • @ashwinipanda7989
    @ashwinipanda7989 Год назад +32

    We are proud to be getting this type president. Very simple and open minded.
    And if she try to do some big industries in odisha in her period to give income source to odisha people, then people remember you long years

  • @chhabitadas6608
    @chhabitadas6608 Год назад +18

    Pranam ma'am 🙏 heart'touching words.... Great ma'am 🙏 mahamahim inspire for us..... proud of odisha empowerment 🙏🙏

  • @GhanashyamBhai-si2jq
    @GhanashyamBhai-si2jq 8 месяцев назад +1

    Bharat mamata ki Jay.
    Jayhindi

  • @sashikantanayak4639
    @sashikantanayak4639 Год назад +8

    ଆମ ଚୋର ନେତାମାନେ ଟିକେ ଏ ହୃଦୟର କଥା ଶୁଣନ୍ତୁ.

  • @gouttamnayak3497
    @gouttamnayak3497 Год назад +1

    This vdo deserve 10 billion like👍👍

  • @chakradharmaharana2778
    @chakradharmaharana2778 Год назад

    ଶ୍ରୀ ରାଧାରାଧା ଶ୍ରୀ ରାଧାରାଧା

  • @taranandapattanayak1646
    @taranandapattanayak1646 Год назад +5

    JAI JAGANNATH. With great regards to the Reverend First Lady of our Motherland.Her address to the gathering was very very heart touching.We are all thankful to her for the said address - indeed !

  • @shradhanjalipradhan7625
    @shradhanjalipradhan7625 Год назад +1

    ଶବ୍ଦ ହଜିଗଲା 🙏❤

  • @singraimurmu4103
    @singraimurmu4103 Год назад +2

    🙏💐 Jay Jagannath 💐🙏Koti koti pranam 👏😊👏Om Shanti 🙏

  • @SantoshDash-gd7wx
    @SantoshDash-gd7wx Месяц назад

    " ଶାସନ କୁ ଅପକ୍ଷପାତିତା ଭାବ ରେ ଆଗକୁ ଆଗେଇ ନେବା ମାନ୍ଯବର ରାଷ୍ଟ୍ରପତି ମୁର୍ମ ମହାଶୟା ଙ୍କ ଭୂମିକା ଅତ୍ଯନ୍ତ ଗୁରୁତ୍ବ ପୂର୍ଣ୍ଣ।।ଧନ୍ଯବାଦ।।

  • @prashantakumardash7229
    @prashantakumardash7229 Год назад +3

    ଆମ ଓଡ଼ିଆ ମାଟିର ଗର୍ବି , ପ୍ରତିଭା , ଏବଂ ଗ୍ଉରବ ର କଥା । ମୁଁ ଏଥିପାଇଁ ଗର୍ଇତ ।

  • @meenatoppo4080
    @meenatoppo4080 Год назад +5

    Thank you so much 🙏 mem golden opportunity....i salute you your simply honest humble 💖 speach....thank you so much aur president of india really i salute you

  • @umasankardash6412
    @umasankardash6412 Год назад +27

    A full of feeling speech which we all should realise.

  • @prashantakumardash7229
    @prashantakumardash7229 Год назад +2

    ମାଆ ପରି ମାଆ ଟିଏ , ଦ୍ରୋପଦୀ ମୁର୍ମୁ । ଭାରତ ରେ ରାଷ୍ଟ୍ରପତି ହୋଇ ପାରିଲେ , ଭାରତବାସୀ ବହୁତ ଖୁସି ।ଯାହା ଭାରତର ମାଆ ଓ ମାଇସୀ , ଝିଅ ଓ ଭଊଣୀ ମାନେ ସୁରକ୍ଷିତ ରେ ରହିପାରିବେ ।

  • @prakashbehera6412
    @prakashbehera6412 Год назад +1

    Thanks maa om Santi.....!!

  • @santoshpradhan1571
    @santoshpradhan1571 Год назад +8

    I giving more respect's to the honourble precident of India.God bless to all

  • @bhupenkumarbehera6237
    @bhupenkumarbehera6237 Год назад +7

    Thanks a lot mam for your beautiful spiritual wards in your speech Dhanyabad Jaya Jagannath

  • @suchitrasahu1767
    @suchitrasahu1767 Год назад +1

    बन्दे मातरम्

  • @beejonsahu9922
    @beejonsahu9922 Год назад +1

    President Draupadi Murmu speak like Odisha Maa ❤ lots of love and respect 🙏🙏🙏

  • @Samastha-Loka-Sukhino-Bhavantu
    @Samastha-Loka-Sukhino-Bhavantu Год назад +1

    U are an incredible president respected Draupadi Muru Garu ji🙏🙏💐💐🌼🌼🌹🌹😊😊

  • @Lttilartist143
    @Lttilartist143 Год назад +1

    Good speach

  • @UPSCloverjhansirani517
    @UPSCloverjhansirani517 Год назад +2

    There is no words to express ❤❤

  • @dipfragnant
    @dipfragnant Год назад

    ପ୍ରଣାମ ସେ ମାଆ କୁ, ଏମିତି ହୃଦୟବାନ ମହିଳା କୁ ପାଇ ଓଡ଼ିଶା ତଥା ଭାରତ ଗର୍ବିତ।

  • @mamatadehurymamatadehury2170
    @mamatadehurymamatadehury2170 9 месяцев назад

    ❤❤❤❤❤❤❤❤❤ Draupadi murmu mam💖💖💖💖💖

  • @deepakpanigrahi7395
    @deepakpanigrahi7395 Год назад +1

    Asa prsidant chaaryaa bharat ko

  • @anjalipanda5867
    @anjalipanda5867 Год назад +1

    We R proud of you 🎉