Link for Gyan Tadka - "--------------------------------------------------------------------------- My11Circle App Link : bit.ly/3YScoXn Use my exclusive coupon: MECNEW to get additional 20% extra cash on first deposit"
Gyana Bhai tame gaadi chalaucha na aadi Bhai truck door side re gachha ra dala guda halau chanti 😅😅😅😅 Bhai bhala thila😊 aau tike bhala hei parithanta 😢 tike professional actor bhalia acting kara
Bhai tumaku aau tuma group re thiba samasta "bhai , bhauni " mananku mor bahut dhanyawad 🙏. Because ete dina pare emiti gote episode karithibaru . Thank you Bhai 🎉❤
Thank uhh barabola ghosti apan mane ama samaj ku ate bhala. Katha te janeiba pai Driver bhai mana nka pai ame ate help pauchhe Kahibar sima nai Dhanyavaad driver bhai manaku and barabola ghosti bhai please emti au gote video anibaku ame anoradh karuchu 😊
Mo bapa jane driver i love this vdo but driver mane kete kasta karuchanti seita kehibi janiparunahanti ketebele khaiba pieba thik nahi thik time re ghare rest bi kariparantini mate bapa nku dekhile sabu driver manank katha babiki kasta hue mu bahut garba kare ki mo bapa driver boli ❤❤
Link for Gyan Tadka - "---------------------------------------------------------------------------
My11Circle App Link :
bit.ly/3YScoXn Use my exclusive coupon: MECNEW to get additional 20% extra cash on first deposit"
ଭାଇ ଭିଡିଓ ଟା ବହୁତ ଭଲ ଲାଗିଲା 🎉🎉🎉🎉❤❤❤
💟
Love from ବାରିପଦା ମୟୁରଭଞ୍ଜ... ବହୁତ ଭଲ ଲାଗିଲା.. ଭିଡ଼ିଓ ❤️continue bro.. ଏମିତି daily ନୂଆ ନୂଆ ଭିଡ଼ିଓ ଆଣ
Nice bhai ❤❤ please mate gotea chance dia tama saha video kari ba pai❤
Gyana Bhai tame gaadi chalaucha na aadi Bhai truck door side re gachha ra dala guda halau chanti 😅😅😅😅 Bhai bhala thila😊 aau tike bhala hei parithanta 😢 tike professional actor bhalia acting kara
ସତରେ ଵହୁତ ସୁନ୍ଦର ଏପିସଡ ❤
କେନ୍ଦୁଝର ଜିଲ୍ଲାରୁ କିଏ କିଏ ଦେଖୁଚ
One like
ଆପଣ କଣ କେନ୍ଧୁଝର ରୁ କି
Mu
ସତ କହିବାକୁ ଗଲେ ମତେ ଜ୍ଞାନ ଙ୍କ ଭିଡିଓ ଜମା ଭଲ ଲାଗେନା ତେଣୁ ମୁ ଦେଖେନି କିନ୍ତୁ କାହିଁକି କେଜାଣି ଏଇ ଭିଡିଓ ଟି ବହୁତ ଭଲ ଲାଗିଲା ଜମା ବି ଓଭର୍ ଆକ୍ଟିଙ୍ଗି ନାହିଁ ପୁରା ସତ କଥା ଉପରେ ଆଧାରିତ ଆଜି କାଲି ଚାକିରି କରିଥିବା ସବୁ ଲୋକ କ ଏଇ ଭଳି ପରିସ୍ଥିତିକୁ ସାମ୍ନା କରନ୍ତି well done keep it up ଖୁବ୍ ସୁନ୍ଦର ସମସ୍ତଙ୍କ ଅଭିନୟ ବହୁତ ଭଲ ଲାଗିଲା ଯାହା ପାଖରେ ଧନ ନଥାଏ ତାର ମନ ବହୁତ ବଡ଼ ହେଇଥାଏ
ଓଡିଶା ଡ୍ରାଇଭର ମହାସଂଘ ଡ୍ରେସ୍ ପିନ୍ଧି ମଦ ପିଇବା ମନା ଭାଇ ଏଇଟା ହିଁ ଭୁଲ୍ ଆଉ ସବୁ ବହୁତ୍ ଭଲ ଲାଗିଲା ଧନ୍ୟବାଦ୍ 👍 ।
ବହୁତ୍ ବହୁତ୍ ଧନ୍ୟବାଦ୍ ବହୁତ୍ ଭଲ ଲାଗିଲା ଭାଇ ମୁଁ ବି ଗୋଟେ ଡ୍ରାଇଭର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ରୁ 🙏 ଜୟ ଜଗନ୍ନାଥ 🙏🚩🪷⭕‼️⭕🪷🚩🙏 ।
ଓଡ଼ିଆ ଫିଲ୍ମ ଠାରୁ ୧୦୦ ଗୁଣ ଭଲ ହେଇଚି comedy video with Social Message
ସତ ଭାଇ
ବହୁତ ଭଲ ହଇଥିଲା ଡ୍ରେସ କୋଟ ରେ ମଦ ସିନ ଟା ଠିକ ନଥିଲା ଆ ଉ ସବୁ ଠିକ ଥିଲା ଜୟ ଜଗନ୍ନାଥ
ମୁଁ ଜଣେ ଡ୍ରାଇଭର କାହାଣୀ ଓ ଗୀତ ପରିବେଷଣ ଭଲ ଲାଗିଲା, କିନ୍ତୁ ଗୋଟେ ଭୁଲୁ କରିଛ ତୁମେ ଡ୍ରେସ୍ ପିନ୍ଧି ମାଲ ପିଲ ଓ ନାଚିଲ ଆଉ କେବେ ଅମିତ୍ ଭୁଲ କରିବ ନାହିଁ ଆଶା କରୁଛି, ଧନ୍ୟବାଦ୍ ଜଣାଉଛୁ ଅମିତ୍ କାହାଣୀ ପାଇଁ,ଜୟ ଜଗନ୍ନାଥ
ଏଇଟା ହଉଚି ଆମ driver କଂର power 💪
ସତରେ ବହୁତ ଭଲ ହେଇଚି ଭିଡିଓ 👍🏻 Weldon 😍👍🏻🎉🥳 #Driver 🎀
ସମସ୍ତ ଡ୍ରାଇଭର ଭାଇ ମାନଙ୍କୁ🙏 ନମସ୍କାର ମୁଁ ଲେଖି ଥିବା ଏହି ଗୀତ ଟୀ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେନି 🙏
💟💖
Nice bro
@@sibanicreation3795 thanks bro💕
Nice bro
Bahut badhia ❤🎉
ପରିଶ୍ରମର ଫଳ ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି🥲
Jay Jagannath 💟🙇🏻♀️🌻
Love from Jagatsinghpur😀
ଜୀବନରେ କେବେ କାହାକୁ ହେୟମନେ କରିବା ଉଚିତ୍ ନୁେହଁ।
𝚃𝚑𝚊𝚗𝚔𝚜 𝚝𝚘 𝚊𝚕𝚕 𝚝𝚎𝚊𝚖 𝚖𝚎𝚖𝚋𝚎𝚛𝚜.. ❤
Driver song 4:25
gai mala mala 27:09
ଜୟ ଜଗନ୍ନାଥ🙏 ଓଡ଼ିଶା ଡ୍ରାଇଭର ମହାସଂଘର ଯୋଉ ଭାଇ ମାନେ ଦେଖୁଚ like ଟିଏ ହଉ ♥️❤
ଭାଇ ବହୁତ୍ ସୁନ୍ଧର ହୋଇଛି ଡ୍ରାଇଭର ଭାଇ ମାନଙ୍କୁ ନମସ୍କାର 🙏🙏🙏 ଓ ଭାଇଙ୍କୁ ଏଇଭି ସମସ୍ତେ ସପଟ କରନ୍ତ I LIKE THIS VIDEO
ଭଉତ ଭଲ ପ୍ରଦର୍ଶନ କରିଛନ୍ତି ଏଥର ଫୁଲ୍ଲ ବୋବାଲ. ମୁଁ ଜଗନ୍ନାଥ ମହା ପ୍ରଭୁ ଙ୍କ ପାଖରେ ପ୍ରାର୍ଥନା କରୁଛି ବାର ବୁଲା ଗୋଷ୍ଟି ଆହୁରି ଆଗକୁ ଯାଉ.......❤
ଭାଇ ଲୋକ କୁହନ୍ତି ଏ driver ପିଲା ହେଲେ ଆଜି ଏ video ଦେଖି ବୋହୁତ ଖୁସି ଲାଗିଲା।ସତରେ driver is graet । ଭଲ ହେଇଛି video ଟା।
🥰
ଜ୍ଞାନ ଭାଇ ମଦ ପାନ କରି ଆଉ ଡ୍ରାଇଭର ବର୍ଦି ରେ ଥିଲା ବେଳେ ଗାଡି ଚଳାନ୍ତୁ ନାହିଁ🙏 ଡ୍ରାଇଭର ସଂଘର ନିୟମ ବିରୁଦ୍ଧ....ଭାଇ ଭଲ ଲାଗିଲା ବୋଲି କମେଣ୍ଟ କରିଦେଲି ,,,ଦୁନିଆରେ ଘଟୁଥିବା କାହାଣୀ 🎉🎉ବୋବାଲ ଲାଗୁଚି ଭିଡ଼ିଓ ଟା❤❤
ଜ୍ଞାନ ଲାଷ୍ଟ ସିନ ରେ ବହୁତ୍ ବଢିଆ ଥିଲା ଆଖିରୁ ପୁରା ଲୋହ ଆସିଗଲା ❤❤
ଦିଲ୍ ରୁ ଡ଼୍ରାଇଭର ଭାଇମାନଙ୍କ ସମ୍ମାନ ଓ ଭଲପାଇବା ❤
Respect for all drivers 😊aw ama bhai bhauni nku support କରନ୍ତୁ ଭଲ acting କରୁଛନ୍ତି aw ଆଗ କୁ ଯାଆନ୍ତୁ ❤
ବହୁତ୍ ମନଛୁଆଁ vdo ଟି ଭାଇ.... ଆଖିରେ ଲୁହ ଆସିଗଲା 😢😢❤❤...jay jagannath ❤❤
ଏଇ କମେଡି ଭିଡ଼ିଓ ଟି କାହାକୁ ପସନ୍ଦ ଆସିଲା ଲାଇକ୍ କର👍👍
ସବୁ ଯାଗାରେ ଆପଣ😮😮
ଆମ କେଉଁଝର ଭାଷା ମୁଁ ବହୁତ ଗର୍ବ ଅନୁଭବ କରୁଛି very nice ❤
ବହୁତ ସୁନ୍ଦର ହେଇଛି ❤
💟
ଜୟ ଜଗନ୍ନାଥ⭕‼️⭕ବହୁତ ସୁନ୍ଦର ଭିଡିଓ👍🏻ଏହି ଭିଡ଼ିଓ ହୃଦୟକୁ ଛୁଇଁଗଲା🙏🏻
ଭାଇ ଆଖିରୁ ଲୁହ ଆଣିଦେଲା ଜୟ ଜଗନ୍ନାଥ
ବହୁତ ଭଲ ଲାଗିଲା❤❤❤ଅତିସୁନ୍ଦର ଜୟ ଜଗନ୍ନାଥ
ଅତି ସୁନ୍ଦର ପ୍ରୟାସ ଜ୍ଞାନ
Nice Concept👌👌👌👌
#reality
ଅତି ସୁନ୍ଦର ଭାବରେ ଭିଡିଓ ଟି କରିଚ ଜ୍ଞାନ ଭାଇ ଅତି ସୁନ୍ଦର ଲାଗିଲା ଭିଡିଓ ❤❤❤❤
ଡ୍ରାଇଭର song ଆଉ ଡାନ୍ସ ସୁପର
ଶତ କଥା ହେଲା ମୁଁ ବହୁତ ଓଡ଼ିଆ ର କମେଡି ଭିଡ଼ିଓ ଦେଖିଚି sereise ବି ଦେଖିଛି ହେଲେ ଏ ଭିଡ଼ିଓ ଟି ମୋତେ ସବୁଠୁ ଅଧିକ ଭଲ ଲାଗିଲା
Jaha kuha Gyana & entar team' very good 😊 sabu real story upare acting karanti🎉
ବହୁତ ବଢିଆ ହେଇଛି ଭିଡିଓଟା ❤❤❤❤❤❤
Bhai tumaku aau tuma group re thiba samasta "bhai , bhauni " mananku mor bahut dhanyawad 🙏. Because ete dina pare emiti gote episode karithibaru . Thank you Bhai 🎉❤
💟
ବହୁତ୍ ବଢିଆ ଲାଗିଲା ଗୀତ ଟା ଭାଇ 🙏🙏🙏ଡ୍ରାଇଭର ମହାସଂଘ ଜିନ୍ଦାବାଦ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଓଡିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ ❤❤❤❤❤
Gyan ଏବଂ team ଖୁବ୍ ସୁନ୍ଦର ଆଉ ଭଲ ଲାଗିଲା ।। ଗୋଟେ suggest thila ,,je ଗାଡ଼ି ଚଳେଇବା ସମୟରେ ଯେଉଁ ଫୋନ୍ ରେ କଥା ହେଉଥିଲେ ,,ସେଇ ସବୁ ଜିନିଷ ପ୍ରତି tk ଧ୍ୟାନ ଦେବ ,,,ସବୁ ଠିକ୍ ଠାକ୍ comedy way re❤
Mu janini a video ta kahaku kemiti lagila but mate bahut bhala lagila karana video ru bahut kichhi sikhibaku milila😢😊👍👍👍👍
Thank uhh barabola ghosti apan mane ama samaj ku ate bhala. Katha te janeiba pai
Driver bhai mana nka pai ame ate help pauchhe
Kahibar sima nai
Dhanyavaad driver bhai manaku and barabola ghosti bhai please emti au gote video anibaku ame anoradh karuchu 😊
ମନେ ପଡ଼ିଲା ଗଲା ଦଶମ ପରୀକ୍ଷା କଥା ❤❤❤🎉
ଭାଇ ମାନେ ଏ ଭିଡ଼ିଓ କୁ କେହିବି ମିସ କରନ୍ତୁନି, ସବୁଠୁ ବଢିଆ ଭିଡ଼ିଓ, ଦିଲ ଖୁସ ହୋଗ୍ୟା , କଣ ଭିଡ଼ିଓ ମ ଜ୍ଞାନ ଭାଇ 🎉🎉🎉🎉🎉🎉congratulations 🥳🥳🥳
Mo bapa jane driver i love this vdo but driver mane kete kasta karuchanti seita kehibi janiparunahanti ketebele khaiba pieba thik nahi thik time re ghare rest bi kariparantini mate bapa nku dekhile sabu driver manank katha babiki kasta hue mu bahut garba kare ki mo bapa driver boli ❤❤
Hm thik kahila❤
ବହୁତ୍ ବହୁତ୍ ଧନ୍ୟବାଦ ଭାଈ ଆମ ଡ୍ରାଇଭରର ଭାଇ ଙ୍କ ଭିଡିଓ କରିଥିବାରୁ
ମୂ ବିକାଶ ପାଣି ଜଗତସିହପୁର କୁଞ୍ଜଗ ବ୍ଲକ ପାରାଦ୍ଵୀପ NAC
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଲା କିଏ କିଏ ଅଛ like ❤️କର ଗୋଟେ ଗୋଟେ............... 👀💫❤️
Mu harichandan pur Daitari
ଜ୍ଞାନ ଭାଇ ଡ୍ରଇଭର ଉପରେ ଯେଉଁ ଭିଡିଓ କରିଛନ୍ତି ଆପଣ ଙ୍କୁ ମୋ ହୃଦୟ ରୁ ଧନବାଦ୍ ଏମିତି ଭିଡ଼ିଓ କରି ଚାଲ👍🥰❤😘😊
Bhai video ta pura jhakass lagila khass driver Sangha pain
Tha Moral off story - ପଇସା ରେ ସିନା ଗରିବ କିନ୍ତୁ ମନ ରେ ପୁରା ଧନୀ 🤗🫡🤗🫡
ସମସ୍ତେ ଭବଳି ସହର ରେ ଭଲ ରେ ରୁହନ୍ତି କିନ୍ତୁ ଏଇ ଭିଡିଓ ରେ ଜଣ ପଡ଼ିବ କିଏ ଶାନ୍ତି ରେ ରହୁଚି 💞💞💞💞
Grand salut Guyana bhai 💞🫡
Love u bhai from kendrapara
Kendrapara ku jebe asiba sabu daitya amara 🙏🏼
Jau Driver bhai A VDO Dekhucha Jay Jagannath Lekha...
ବୋହୁତ ସୁନ୍ଦର ହେଇ ଛି ଭିଡିଓ ❤❤ gayan tadka❤❤
Supar broo mu sabu bele Tama video dekhuchii gyana bhai pura real hero 👌
ଡ୍ରାଇବର ଭାଇ ମାନଙ୍କ ର ତ ଶୁଖି ଜୀବନ ❤❤❤❤
ଜୟ ଜଗନ୍ନାଥ ଜୟ ମା ସମଲେଇ 🙏
ଓଡ଼ିଶା ର ଅଗଣିତ #ଡ୍ରାଇଭର ଭାଇମାନଙ୍କୁ #ବଲାଙ୍ଗୀର ଜିଲ୍ଲା ତରଫରୁ ତଥା ମୋର୍ ତରଫରୁ ନମସ୍କାର 🙏 ଖୁସିରେ ରୁହନ୍ତୁ ସୁଖୀ ରୁହନ୍ତୁ...
ଜୟ ଜଗନ୍ନାଥ ଭାଇ ଭଲ ଲାଗିଲା ଜୟ ଜଗନ୍ନାଥ
Driver Gita taa bahutu Sundar heichi bro 😅😅❤❤
ଜୟ ଜଗନ୍ନାଥ ଓଡ଼ିଶା ଡ଼୍ରାଇଭର ମହାସଂଘ ଜିନ୍ଦାବାଦ
ମାଲିକେ ଢ଼ାବା ଟା ଆମର ହୋ, ସ୍ଵର୍ଣ୍ଣଶ୍ରଦ୍ଧା ହୋଟେଲ୍
Must heichi bhai 👌 ଚକା ଗଡିଲେ ପଇସା ଡ଼୍ରାଇଭର ଭାଇ ମାନଙ୍କ ପାଇଁ ବଡ଼ ଗୌରବର କଥା🛻🚜🚛
Last ending pura jabardast thila .. emotional seen thila🥺
ଭାଇ ❤ଭିଡିଓ🎉 ଭଲ ହୋଇଛି,(ଜୟ ଜଗନାଥ) ମୁ ବି ଡ୍ରାଇଭ୍ ❤❤❤❤❤
Keonjhar bhai manoko adu full support 🎉
ଭହୁତ ଭଲ ଭିଡ଼ିଓ ଟେ ବନେଇ ଛ ଭାଇ...
Thanku so much bhai 🙏🙏
ସମୟ କେତେବେଳେ ବି ପରିବତ୍ତିର୍ତନ ହୋଇ ପାରେ, ଜୀବନ ରେ କେବେ ବତମାନକୁ ନେଇ ଭବିଷ୍ଯତ କୁ ତୁଳନା କରାଯାଇ ନପାରେ, ଆଜି ଯିଏ ରାଜା କାଲି ସେ ଭୀକାରି ହୋଇପାରେ।
👍 Nice
.... ❤
ଏହି ମନରଞ୍ଜନର video ମାଧ୍ଯମ ବହୁତ କିଛି କଥା ଶିକ୍ଷା ମିଳିଲା।
.
Jai jagannath ame driver pila Dil ta sabu bele khola ......bahut vhala lagila driver upare story real life re ghatuthiba katha
I love driver maha sanga jay Jagannath video dekhiki vari khusi lagila ❤
Thanks for this wonderful video.. Thanks gyana bhai and team❤❤
jabardast Song ❤
Really it's so realistic.🎉🥳🥳🥳❤❤❤.
Tamara bhai sabu vedio dekhichi .but aeta best one....😊but mada piba ta thik lagilani😢
ଜୟ ଶ୍ରୀ ଜଗନ୍ନାଥ 🙏🌺🙏🌺🌺
ଜୟ ଜଗନ୍ନାଥ ❤
ଭାଇ ବହୁତ ବଢିଆ ଲାଗିଲା ଗୋଟେ miss ହେଲା ଆଦି ଭାଇ ର ତମର ହୋଟେଲ ରେ ଦେଖା ହବାର ଥିଲା
ଏଇଟା ପୁରା ନିରାଟ ସତ୍ୟ କଥା । ଆଜି କା ଯୁଗ ରେ ଏମିତି ଅସୁବିଧା ର ସମ୍ମୁଖୀନ ହେବା କୁ ପଢୁଛି । ଭିଡିଓ ଟା ହୃଦୟ କୁ ଛୁଇଁଲା । ସତ ରେ ଡ଼୍ରାଇଭର ଭାଇ ମାନ ଙ୍କ ସଂଘ ଏମିତି ସାହାର୍ଯ୍ୟ କରି ଥାଆନ୍ତି । ହେଲେ ଚାକିରିଆ ଲୋକ ଯଦି ଅସୁବିଧା ରେ ପଡ଼େ ତାହାଲେ କିଛି ସାହାଯ୍ୟ ମିଳେନି। ଏଇଟା ମୁ ନିଜେ ମୋ ପରିବାର ରେ ଅନୁଭବ କରିଛି ।😅😅😅
ଜ୍ଞାନ ଭାଇ ବହୁତ୍ badhia haechi ❤
Good job keep it up brother ❤
ବହୁତ ସୁନ୍ଦର ଭିଡିଓ ଭାଇ ଜୟ ଜଗନ୍ନାଥ ଧନ୍ୟବାଦ୍ ଭାଇ 🙏🌹🙏
Nice ❤ satare vhala laguchi.ae video ku dekhibaku bahut dina hela wat karithili.agaku madichalo ama achu sangare 😊god bless you
ଅତିସୁନ୍ଦର ଭିଡିଓ ❤ ଦେଖିକି ବୋହୁତ ମଜା ଲାଗିଲା ଆଉ ଦିଲ୍ ଖୁସ୍ ହୋଇଗଲା ❤
ଅତି ସୁନ୍ଦର ହୋଇଛି ❤❤❤❤
ବହୁତ ଭଲ ଲାଗିଲା ଭାଇ 👍👍👍👍👍👍👍👍
ସତରେ ବହୁତୁ ଭଲ ଭିଡ଼ିଓ ହେଇଚି
ବହୁତ୍ ଭଲ ଭିଡିଓ ତେ ଜ୍ଞାନ ଭାଇ
Song ta kouthi record karuchanti pura mast aagaku aahuri viral haba au pura 1no
ଭିଡ଼ିଓ ବହୁତ ଲଙ୍ଗ ହୋଇଗଲା
କିଏ କିଏ ନୟାଗଡ଼ ଜିଲ୍ଲାରୁ ଦେଖୁଛ ଲାଇକ କର ❤❤
ଜୟ ଜଗନ୍ନାଥ 🙏🙏🙏 ବହୁତ୍ ସୁନ୍ଦର୍ ଲାଗିଲା ଷ୍ଟୋରୀ ❤❤
Bhai bahut sundar video karichu .....agaku amiti madichal♥️🫂
ବହୁତ ସୁନ୍ଦର ହେଇଛି
Keonjhar Ru Kiye Dekhuchha Like Kara ❤🫶🏻
Ok
Jay Jagannath
Bhai video ta bhala heichhi
Amiti video karuthao ame ସବୁ ଡ୍ରାଇଭର ଭାଇ ତୁମ ସହ ଅଛୁ
ବହୁତ ସୁନ୍ଦର video ❤❤❤❤
ଆମର ସମ୍ବଲପୁରୀ ରେ କହିଲ ଜ୍ଞାନ ଭାଇ ବହୁତ୍ ଭଲ ଲାଗିଲା ( ବଲାଙ୍ଗୀର)
ଜୟ ଜଗନ୍ନାଥ ଭାଇ 🙏🙏🙏❤❤
ଜୟ ଜଗନ୍ନାଥ 🙏🥰😍ଜୟ ମା ଲଷ୍ମୀ 😍🥰🙏
Wow ama keonjharia bhasa😅😅
ଭିଡ଼ିଓ ଟା ଭଲ ଲାଗିଲା ହୋ
Bahut bhala heichi Gyan bhai❤
Adi bhai pura jatra pati daelok maru chanti ❤❤
Satare Gyana Bhai sabu video bhitaru aeita best video 😊😊😊 Literally aeita pura heart touching 🤗🤗❤️❤️
ଯାଜପୁରିଆ ପିଲା କିଏ ଦେଖୁଛନ୍ତି like କର
ମୁଁ ଯାଜପୁର ଜିଲ୍ଲା ରୁ ଦେଖୁଛି