Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଭାଈ କନ୍ଦେଇ ଦେଲ 😭😭😭😭ବାପାର ସ୍ଥାନ କେହି ପୁରଣ କରି ପାରିବେନି ଯାହାର ବାପା ଅଛି ସେ ଭାଗ୍ୟବାନ ସତରେ ଭାଈ ତମକୁ ଦିଲ ସେ ସାଲୁଟ
Right answer bro😂😂😂😂
Katha padutie kahila Bhai
Right 👍
💯%thick kahicha bro
ସୋନୁ ଭାଇ ଲାଷ୍ଟ ଗୀତ ଟା ବୋବାଲ୍ ହେଇଚି ❤❤🎉 herat ku ଛୁଇଁ ଗଲା
Bhai 😢😢😢😢 deli re
I love you baba❤❤❤❤
Right ❤😢
ଯୋଉ ଲୋକ comedy କରେ, ଯଦି ସେ ଲୋକେ emotional ହୁଏ,,, ହୁଦୟକୁ ପୁରା ଛୁଇଁଯିବ,,,,,,
ହୃଦୟକୁ ଛୁଇଁଗଲା ଭାଇ। ତୁମେ ହସେଇ ପାରୁଛ କନ୍ଦାଇ ପାରୁଚ। ଏ କଳା ସମସ୍ତଙ୍କ ପାଖରେ ନଥାଏ।ଭଗବାନ ସବୁବେଳେ ଖୁସିରେ ରଖନ୍ତୁ।
ଜୟ ଜଗନ୍ନାଥ🙏🙏🙏❤️❤️❤️
ଜୟ ମହାଦେବ ସାହା ଭରଷା🙏🙏🙏🙏❤️❤️❤️🙏🙏🙏🙏
ଜୟ ମହାଦେବ ସାହା ଭରଷା🙏🙏🙏❤️❤️❤️
କଥାରେ ଅଛି, ମା ଥିଲା ପୁଅ କାହାକୁ ଡରେନା ।ବାପ ଥିଲା ପୁଅ ସଭା ରେ ହାରେନା ।। ଯାହାର ବାପା ନାହାନ୍ତି ସେ ଜାଣିଛି ଜୀବନରେ କଷ୍ଟ କ'ଣ ।ଛାଡ଼ ସେ କଥା, ଭିଡିଓ ଟା ବହୁତ୍ ସୁନ୍ଦର ହେଇଚି, ହୃଦୟକୁ ଛୁଇଁଗଲା ।ଆଶା କରେ ଭବିଷ୍ୟତ ରେ ବହୁତ୍ ଆଗକୁ ଯାଅ। God Bless You🙏🙏ଜୟ ଜଗନ୍ନାଥ🙏🙏
ବହୁତ୍ ସୁନ୍ଦର୍ କାହାଣୀ ଟିଏ ହୃଦୟ କୁ ଛୁଇଁ ଗଲା 😢 ମୁ ବି ଏଇ ଗୋଟେ ବର୍ଷ ହେବ ମୋ ବାପା ଙ୍କୁ ହରେଇଛି ମୁଁ ଜାଣିଛି ବାପା ଙ୍କ ଅନୁପସ୍ଥିତି ରେ କେତେ ଦୁଃଖ ଲାଗେ । ଧନ୍ୟବାଦ୍ ଭାଇ ଏଇ ଭଳି କାହାଣୀ କରିଥିବା ରୁ । ଗୁଲୁଆ ଭାଇ ଭଳି ଗାଳି ଗୁଲଜ କାହାଣୀ ଠୁ ୧୦୦% ଭଲ ଏଇ କାହାଣୀ 😢
ବାପା ମାଆ ଓ ଭଗବାନ କେବଳ ଏହି ସଂସାର ରେ ସତ ଆଉ ସବୁ ନହେଲେ ମିଛ, କେବେବି ନିଜ ବାପା ମାଆ ଙ୍କୁ ଦୁଃଖ ଦିଅନ୍ତୁ ନାହିଁ❤️
ପ୍ରଥମ ତୁ ପାଳନ କରେ ତା ପରେ ଆଉ କାହାକୁ କହିବୁ, ସମସ୍ତେ ବାପା ମା ଙ୍କୁ ଭଲ ପାଆନ୍ତି ଏଇଟା ଏତେ ଜଣେଇବା ଦରକାର୍ ନାହିଁ 😂
ବହୁତ୍ ସୁନ୍ଦର୍ କାହାଣୀ, ଚିତ୍ତାକର୍ଷକ ଅଭିନୟ, ହୃଦୟସ୍ପର୍ଶୀ ସଙ୍ଗୀତ। ଧନ୍ୟବାଦ୍
ପୃଥିବୀରେ ସବୁଠାରୁ ବଡ ଅଳିଆ ଗଦା ହେଉଛି ମଣିଷ ର ମନ , ଏହାକୁ ଟିକିଏ ପରିଷ୍କାର ରଖନ୍ତୁ ପୁରା ଜୀବନ ଟା ସୁନ୍ଦର ରହିବ❤️ ଜୟ ଜଗନ୍ନାଥ 🙏
ସତରେ ଗୀତଟି ହ୍ରୁଦୟ ସ୍ପରିଶୀ ହୋଇଛି
Flim maker ku sonu bhai apana katidebe😊 ... Last seen is the fabulous😢very immotional nd heart touching..
ଅଳ୍ପ ଦିନ ଭିତରେ ଲମ୍ବା ବାଟ ଚାଲିବାର ଉଦାହରଣ ତମ ପ୍ରୟାସ, good 😊 ଷ୍ଟୋରୀ ଲାଇନ୍ with morals and comedy, u r awesome।❤
ଆମ ଆନନ୍ଦପୁର ରେମ୍ଭାଳ ରେ ଏ ଭିଡ଼ିଓ ସୁଟ ହେଇଛି ❤️ ଧନ୍ୟବାଦ ସୋନୁ ଭାଇ .......
@@ratikantasethi6949 Keonjhar District, Anandapur City, Remal Dam - best place for a picnic in the Winter season!
Keonjhar
Bhai Ama_Toka_Comedy😄 very nice ❤ love you bhai💞🥰💞
ବହୁତ୍ ସୁନ୍ଦର୍ ହୋଇଛି Sanu Bhai ❤❤❤❤
ଖାଲି ସୁନ୍ଦର୍ ନୁହେ ବହୁତ୍ ସୁନ୍ଦର୍ ହେଇଚି ଭାଇ ଏମିତି କରିଚାଲ ଧୀରେ ଧୀରେ ମାଡ଼ିଚାଲ
Love from Jagatsinghpur ❤❤❤
ପ୍ରଥମେ ହସେଇ ଶେଷରେ କନ୍ଦେଇ ଦେଲେ ସାନୁମନୁ ଭାଇ.....
Hmm😢😢😢
ପ୍ରଥମେ ହସେଇ ଶେଷରେ କ୍ରନ୍ଦେଇ ଦେଲେ ସାନୁମନୁ ଭାଇ....❤
Right 😢
Han bhai
Bhai satre akhiru luha asigala😭😭
Bahut bhala lagila au last re kandeidela.....Love you bapa..😘❤❤
Starting backround music full heart touching ❤❤
ଶେଷ ରେ ଯୋଉ ବାପାଙ୍କ ନା ଗୀତ ବହୁତ୍ ଭଲ 😢 ଯାହାର ବପା ନାହିଁ ସିଏ ବୁଝିବ କେତେ କଷ୍ଟ 😭
ସତରେ ଭାଇ ଆପଣଙ୍କ ର ଏତେ ଭିଡ଼ିଓ ଦେଖିଛି ହେଲେ ଏ ଭିଡ଼ିଓ ତଳେ ସତରେ ହୃଦୟ କୁ ଛୁଇଁଛି ପୁରା ସୁପର ଜୟ ଜଗନ୍ନାଥ
Bapa nka paii gote like ❤
Last part ବହୁତ୍ ମନ ଛୁଆଁ ହେଇଚି ଭାଇ .... Song was heart touching.... Thanks you ଭାଇ କଣ କହିବି ମୁଁ ଭାଷା ପାଉନି ଲେଖିବାକୁ.....
ବାନ୍ଧି ଦେଲ ଭାଇ।। ❤❤❤❤❤🥺😘🥰
First ହସେଇ last କନ୍ଦେଇ ଦେଲ ସୋନୁ ଭାଇ 😥😥🥺🥺
ଭଦ୍ରକ ଜିଲ୍ଲାରେ କିଏ କିଏ ଦେଖୁଛନ୍ତି 👍❤️
😂😂 bhai ama toka
ଭଦ୍ରକ ଜିଲ୍ଲା ର ନିକଟବର୍ତ୍ତୀ ଅଞ୍ଚଳ ରୁ ଦେଖୁଛି 😂
ହଁ ଭାଇ ମୁଁ ଦେଖୁଚି
Bhai bhadrak toka😂😂
ଖୁବ ସୁନ୍ଦର ଭିଡ଼ିଓ..... 🙏
ସାନୁମନୁ, ଭାଇ ବୋବାଲ୍, ହେଉଛି ଏବଂ ଏମିତିକା କର୍ କମିଡି୍ 😄😃😀
ବହୁତ ସୁନ୍ଦର ଲାଗିଲା sonumonu ଭାଇଙ୍କ ଅଭିନୟ ❤❤
ବହୁତ ସୁନ୍ଦର ଅଭିନୟ ଆଉ ବହୁତ ସୁନ୍ଦର ଷ୍ଟୋରି 🙏🙏🙏🙏last part satare heart touching 😭😭😭😭
ବାପା ଦୁନିଆର ସବୁଠୁ ବଡ଼ ❤
Last scene bahut emotional thila bhai ..😢
ମୋର ବାପା ମା ଛୋଟ ବଳୁ ନାହାନ୍ତି କେତେ କଷ୍ଟ ମୁ ଜାଣିଚି😢😢 ବହୁତ ଭଲ ଲାଗୁଛି ଭିଡିଓ ଟା ❤
ଭାଇ ସତ କହୁଛି song ପୁରା top level ହୋଇଛି ଆଉ superb ଷ୍ଟୋରୀ
bhai aahuri video karichala ,best comedy with best ending like a movei.
ବହୁତ ଭଲ ହେଉଛି ମନକୁ ଛୁଇଗଲା ..last ଗୀତ ବହୁତ ଭଲ ❤ ...part 2...ଜଲଦି ପୋଷ୍ଟ କରିବ ଭାଇ ..❤
ବହୁତ ଭଲ ହେଇଚି.. ❤️❤️❤️👍🏿👍🏿
❤❤❤ek number....aeimiti chaluthau....good luck bro
ଭିଡିଓ ଶେଷରେ ପୁରା ହୃଦୟ ରେ ବାଜିଲା 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😮😮😮😢😢😮😮😮😮😮😮😮😮😮😮😮😢😢😢
ଅତି ଚମତ୍କାର ଅଭିନୟ ଏହା କେବଳ ହାସ୍ୟ ନାଟକ ନୁହେଁ ଏକ ହୃଦୟ ସ୍ପର୍ଶ ଓ ହୃଦୟକୁ ଛୁଇଁ ଥିବା ବାର୍ତ୍ତା ।
Heart touching video last time❤❤❤ wow so amazing😢😢😢attractive
ଭାଈ ଜୟ ଜଗନ୍ନାଥ, ଅତି ସୁନ୍ଦର ଅଭିନୟ ଭାଈ
Sanu bhai abe market re❤
Bhai Tama bapa role jeun bhai karuchanti..sabuthu best acting tankara sabu video re awsome bro.😂❤,bhai tanku au tik adhika role diya..
We are from Bargarh ( Gaisilat )❤ Aame swami stri daily dekhu tuma vdo..😊😊
Mast thila Bhai 😊 last ku emotional karidela 😢. nice content ❤
Emotional+comedy. Mast video 👌👌👌👌
Part -2 kebey asiba😂
12:10 mint. Tutunayak dialogue+laddu mutiyaa mix😂😂😂
😂😂😂
Bhai tama video asila hari ❤❤❤😊 I'm very happy brother ❤
No1 comedy 👍👍🤣🤣🤣👍👍👍
That's a outstanding performance by everyone ❤❤❤❤
Asome bro really heart' touching
ହୃଦୟସ୍ପର୍ଶୀ !!😢😢😢
Nice heart touching 💓💓
ବିନା ସ୍କିପ୍ ରେ କିଏ କିଏ ସବୁ ଦେଖୁଛ ଲାଇକ୍ କର👍🏻👍🏻
ଅତି ସୁନ୍ଦର ଲାଗିଲା କାହାଣୀ ତାଠାରୁ ଅହୁରି ସୁନ୍ଦର ଲାଗିଲା ଚରିତ୍ର ସତରେ ମନକୁ ଛୁଇଁ ଗଲା କାହାଣୀ ଟି ଧନ୍ୟବାଦ ଭାଇ ତୁମକୁ ❤❤❤
Bhai Kan concept karecha ... beautyful.....Rank dakhile no1 youtubeber☝️👌
So beautiful
First like for Phulbani
Aama ra plb
@@Paburiatoka Plb kuthi
@@Paburiatokamu b rahuchi phulbani re
ଓଡ଼ିଶା ର ସବୁଠୁଁ ପ୍ରସିଦ୍ଧ video dunia ku kichi ବାର୍ତ୍ତା ଦେଲା ty Sonu Bhai amti new new content anuthantu god bless you ❤❤❤❤
Bhai bohot sundar... heichi
Bhai next level story writing...😢
I love my Father ❤❤
ଭାଇ ଫାଷ୍ଟ ଏତେ ହସେଇ ଦେଲ ହେଲେ last ରେ ବହୁତ କନ୍ଦେଇ ଦେଲ😢
Sanu bhai MST
One of the best comedy ❤❤❤video in odia comedy platform jai jagarnath
A constructive comedy video with messages...appreciation must be poured❤
😖😣😥😭🙏👌ଭାଇ ବହୁତ କଷ୍ଟ ଲାଗୁଚି 😖😣🙏ଏମିତି ଦିନ ଭଗବାନ କାହାକୁ ନ ଦେଖାନ୍ତୁ 🙏😣😭
କଉ ମାନେ single ଅଛ ହାତ ଟେକ😢😢😂😂
Mu bhaii
6:53 Sanu monu bhai jaha kuho pache chuti ta kintu jabardast heichi ❤😅
ପ୍ରକୁତରେ ଭିଡ଼ିଓ ଟି ବହୁତ୍ ସୁନ୍ଦର ଲାଗିଲା।
Amazing bro..fast hasili tapare kandili love u bhai mora
ଯା ହେଉ Sanu ଭାଇ ତମେ ଯେଉଁ ଭିଡ଼ିଓ ରେ ଥିବ ସେ ଭିଡ଼ିଓ ରେ ମଜା ଅଲଗା ପ୍ରକାର ହବ...😅😅😅😅😅
ଭାଇ ସବୁ ଠିକ୍ ଅଛି ବାପା ପୁଅ ଚେହେରା ଅଲଗା ହେବା କଥା ନା
Tu gote Bala janichu
ଭାଈ emotional କରିଦେଲ😢😢 heart touching video 😢
Awsome acting Bhai
Awasome content bhai keep it up
ଆମ ଓଡିଆ ପୁରୁଣା ସଙ୍ଗୀତ ର କିଛି କିଛି ଝଲକ ଭାଈ ଭିଡ଼ିଓ ରୁ ମିଳେ ❤❤
Great ❤❤❤ Bapa amara sabukichhi
Ati sundar content...bahut hi badhiya ❤
ଭାଇ ସବୁଠୁ best video aauuu part 2 ku wait karilu........
Last Scene was mind-blowing ❤🥺
Love you Bapa 😍😍One of the greatest song must watch till end.....
Video last ରୁ fast ପ୍ରଯ୍ୟନ୍ତ ବଢିଆ ହେଇଚି
Bahut bhala lagila bhai total speechless
Bhala lagila ❤❤❤
ବହୁତ ସୁନ୍ଦର ଭିଡଓ ଭାଇ 🙏🙏🙏🙏
One of the best….bhai tanaka comedy thu Shari best suit karuchi imotional scene
Bahut Badhia ama JAJPUR comedian ❤❤❤❤
Waw..... ଆଜିର କପି ସିନେମା ଠାରୁ ବେଶ୍ ଉପରେ.....
ସତରେ କଉଠି ନା କଉଠି ଆଖିରେ ଲୁହ ଟୋପେ ଜକେଇ ଆସିଲା😢, Really it's a very heart touching concept made by ama toka team❤🥰.
Very meaningful concept.
Badhia heichi bhai video ta❤
ଯାହା କୁହ ସୋନୁ ଭାଇ ହୃଦୟ ସ୍ପର୍ଶି କାହାଣୀ ବହୁତ ଭଲ ଲାଗିଲା ❤
ଯାହା କୁହ ଭାଈ ଭଉତ୍ ସୁନ୍ଦର ହେଇଛି ❤❤❤
ଭାଇ ସତରେ ବହୁତ ବଢିଆ ଭିଡ଼ିଓ ଟେ କରିଛ
Bahut badhia story ❤❤❤❤bahut bhalaagila 😊
ଭାଈ କନ୍ଦେଇ ଦେଲ 😭😭😭😭ବାପାର ସ୍ଥାନ କେହି ପୁରଣ କରି ପାରିବେନି ଯାହାର ବାପା ଅଛି ସେ ଭାଗ୍ୟବାନ ସତରେ ଭାଈ ତମକୁ ଦିଲ ସେ ସାଲୁଟ
Right answer bro😂😂😂😂
Katha padutie kahila Bhai
Right 👍
💯%thick kahicha bro
ସୋନୁ ଭାଇ ଲାଷ୍ଟ ଗୀତ ଟା ବୋବାଲ୍ ହେଇଚି ❤❤🎉 herat ku ଛୁଇଁ ଗଲା
Right 👍
Bhai 😢😢😢😢 deli re
I love you baba❤❤❤❤
Right ❤😢
ଯୋଉ ଲୋକ comedy କରେ, ଯଦି ସେ ଲୋକେ emotional ହୁଏ,,, ହୁଦୟକୁ ପୁରା ଛୁଇଁଯିବ,,,
,,,
ହୃଦୟକୁ ଛୁଇଁଗଲା ଭାଇ। ତୁମେ ହସେଇ ପାରୁଛ କନ୍ଦାଇ ପାରୁଚ। ଏ କଳା ସମସ୍ତଙ୍କ ପାଖରେ ନଥାଏ।ଭଗବାନ ସବୁବେଳେ ଖୁସିରେ ରଖନ୍ତୁ।
ଜୟ ଜଗନ୍ନାଥ🙏🙏🙏❤️❤️❤️
ଜୟ ମହାଦେବ ସାହା ଭରଷା🙏🙏🙏🙏❤️❤️❤️🙏🙏🙏🙏
ଜୟ ମହାଦେବ ସାହା ଭରଷା🙏🙏🙏❤️❤️❤️
କଥାରେ ଅଛି,
ମା ଥିଲା ପୁଅ କାହାକୁ ଡରେନା ।
ବାପ ଥିଲା ପୁଅ ସଭା ରେ ହାରେନା ।।
ଯାହାର ବାପା ନାହାନ୍ତି ସେ ଜାଣିଛି ଜୀବନରେ କଷ୍ଟ କ'ଣ ।
ଛାଡ଼ ସେ କଥା, ଭିଡିଓ ଟା ବହୁତ୍ ସୁନ୍ଦର ହେଇଚି, ହୃଦୟକୁ ଛୁଇଁଗଲା ।
ଆଶା କରେ ଭବିଷ୍ୟତ ରେ ବହୁତ୍ ଆଗକୁ ଯାଅ। God Bless You🙏🙏
ଜୟ ଜଗନ୍ନାଥ🙏🙏
ବହୁତ୍ ସୁନ୍ଦର୍ କାହାଣୀ ଟିଏ ହୃଦୟ କୁ ଛୁଇଁ ଗଲା 😢 ମୁ ବି ଏଇ ଗୋଟେ ବର୍ଷ ହେବ ମୋ ବାପା ଙ୍କୁ ହରେଇଛି ମୁଁ ଜାଣିଛି ବାପା ଙ୍କ ଅନୁପସ୍ଥିତି ରେ କେତେ ଦୁଃଖ ଲାଗେ । ଧନ୍ୟବାଦ୍ ଭାଇ ଏଇ ଭଳି କାହାଣୀ କରିଥିବା ରୁ । ଗୁଲୁଆ ଭାଇ ଭଳି ଗାଳି ଗୁଲଜ କାହାଣୀ ଠୁ ୧୦୦% ଭଲ ଏଇ କାହାଣୀ 😢
ବାପା ମାଆ ଓ ଭଗବାନ କେବଳ ଏହି ସଂସାର ରେ ସତ ଆଉ ସବୁ ନହେଲେ ମିଛ, କେବେବି ନିଜ ବାପା ମାଆ ଙ୍କୁ ଦୁଃଖ ଦିଅନ୍ତୁ ନାହିଁ❤️
ପ୍ରଥମ ତୁ ପାଳନ କରେ ତା ପରେ ଆଉ କାହାକୁ କହିବୁ, ସମସ୍ତେ ବାପା ମା ଙ୍କୁ ଭଲ ପାଆନ୍ତି ଏଇଟା ଏତେ ଜଣେଇବା ଦରକାର୍ ନାହିଁ 😂
ବହୁତ୍ ସୁନ୍ଦର୍ କାହାଣୀ, ଚିତ୍ତାକର୍ଷକ ଅଭିନୟ, ହୃଦୟସ୍ପର୍ଶୀ ସଙ୍ଗୀତ। ଧନ୍ୟବାଦ୍
ପୃଥିବୀରେ ସବୁଠାରୁ ବଡ ଅଳିଆ ଗଦା ହେଉଛି ମଣିଷ ର ମନ , ଏହାକୁ ଟିକିଏ ପରିଷ୍କାର ରଖନ୍ତୁ ପୁରା ଜୀବନ ଟା ସୁନ୍ଦର ରହିବ❤️ ଜୟ ଜଗନ୍ନାଥ 🙏
ସତରେ ଗୀତଟି ହ୍ରୁଦୟ ସ୍ପରିଶୀ ହୋଇଛି
Flim maker ku sonu bhai apana katidebe😊 ... Last seen is the fabulous😢very immotional nd heart touching..
ଅଳ୍ପ ଦିନ ଭିତରେ ଲମ୍ବା ବାଟ ଚାଲିବାର ଉଦାହରଣ ତମ ପ୍ରୟାସ, good 😊 ଷ୍ଟୋରୀ ଲାଇନ୍ with morals and comedy, u r awesome।❤
ଆମ ଆନନ୍ଦପୁର ରେମ୍ଭାଳ ରେ ଏ ଭିଡ଼ିଓ ସୁଟ ହେଇଛି ❤️ ଧନ୍ୟବାଦ ସୋନୁ ଭାଇ .......
@@ratikantasethi6949 Keonjhar District, Anandapur City, Remal Dam - best place for a picnic in the Winter season!
Keonjhar
Bhai Ama_Toka_Comedy😄 very nice ❤ love you bhai💞🥰💞
ବହୁତ୍ ସୁନ୍ଦର୍ ହୋଇଛି Sanu Bhai ❤❤❤❤
ଖାଲି ସୁନ୍ଦର୍ ନୁହେ ବହୁତ୍ ସୁନ୍ଦର୍ ହେଇଚି ଭାଇ ଏମିତି କରିଚାଲ ଧୀରେ ଧୀରେ ମାଡ଼ିଚାଲ
Love from Jagatsinghpur ❤❤❤
ପ୍ରଥମେ ହସେଇ ଶେଷରେ କନ୍ଦେଇ ଦେଲେ ସାନୁମନୁ ଭାଇ.....
Hmm😢😢😢
ପ୍ରଥମେ ହସେଇ ଶେଷରେ କ୍ରନ୍ଦେଇ ଦେଲେ ସାନୁମନୁ ଭାଇ....❤
Right 😢
Han bhai
Bhai satre akhiru luha asigala😭😭
Bahut bhala lagila au last re kandeidela.....Love you bapa..😘❤❤
Starting backround music full heart touching ❤❤
ଶେଷ ରେ ଯୋଉ ବାପାଙ୍କ ନା ଗୀତ ବହୁତ୍ ଭଲ 😢 ଯାହାର ବପା ନାହିଁ ସିଏ ବୁଝିବ କେତେ କଷ୍ଟ 😭
ସତରେ ଭାଇ ଆପଣଙ୍କ ର ଏତେ ଭିଡ଼ିଓ ଦେଖିଛି ହେଲେ ଏ ଭିଡ଼ିଓ ତଳେ ସତରେ ହୃଦୟ କୁ ଛୁଇଁଛି ପୁରା ସୁପର ଜୟ ଜଗନ୍ନାଥ
Bapa nka paii gote like ❤
Last part ବହୁତ୍ ମନ ଛୁଆଁ ହେଇଚି ଭାଇ .... Song was heart touching.... Thanks you ଭାଇ କଣ କହିବି ମୁଁ ଭାଷା ପାଉନି ଲେଖିବାକୁ.....
ବାନ୍ଧି ଦେଲ ଭାଇ।। ❤❤❤❤❤🥺😘🥰
First ହସେଇ last କନ୍ଦେଇ ଦେଲ ସୋନୁ ଭାଇ 😥😥🥺🥺
ଭଦ୍ରକ ଜିଲ୍ଲାରେ କିଏ କିଏ ଦେଖୁଛନ୍ତି 👍❤️
😂😂 bhai ama toka
ଭଦ୍ରକ ଜିଲ୍ଲା ର ନିକଟବର୍ତ୍ତୀ ଅଞ୍ଚଳ ରୁ ଦେଖୁଛି 😂
ହଁ ଭାଇ ମୁଁ ଦେଖୁଚି
Bhai bhadrak toka😂😂
ଖୁବ ସୁନ୍ଦର ଭିଡ଼ିଓ..... 🙏
ସାନୁମନୁ, ଭାଇ ବୋବାଲ୍, ହେଉଛି ଏବଂ ଏମିତିକା କର୍ କମିଡି୍ 😄😃😀
ବହୁତ ସୁନ୍ଦର ଲାଗିଲା sonumonu ଭାଇଙ୍କ ଅଭିନୟ ❤❤
ବହୁତ ସୁନ୍ଦର ଅଭିନୟ ଆଉ ବହୁତ ସୁନ୍ଦର ଷ୍ଟୋରି 🙏🙏🙏🙏last part satare heart touching 😭😭😭😭
ବାପା ଦୁନିଆର ସବୁଠୁ ବଡ଼ ❤
Last scene bahut emotional thila bhai ..😢
ମୋର ବାପା ମା ଛୋଟ ବଳୁ ନାହାନ୍ତି କେତେ କଷ୍ଟ ମୁ ଜାଣିଚି😢😢 ବହୁତ ଭଲ ଲାଗୁଛି ଭିଡିଓ ଟା ❤
ଭାଇ ସତ କହୁଛି song ପୁରା top level ହୋଇଛି ଆଉ superb ଷ୍ଟୋରୀ
bhai aahuri video karichala ,best comedy with best ending like a movei.
ବହୁତ ଭଲ ହେଉଛି ମନକୁ ଛୁଇଗଲା ..last ଗୀତ ବହୁତ ଭଲ ❤ ...part 2...ଜଲଦି ପୋଷ୍ଟ କରିବ ଭାଇ ..❤
ବହୁତ ଭଲ ହେଇଚି.. ❤️❤️❤️👍🏿👍🏿
❤❤❤ek number....aeimiti chaluthau....good luck bro
ଭିଡିଓ ଶେଷରେ ପୁରା ହୃଦୟ ରେ ବାଜିଲା 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😮😮😮😢😢😮😮😮😮😮😮😮😮😮😮😮😢😢😢
ଅତି ଚମତ୍କାର ଅଭିନୟ ଏହା କେବଳ ହାସ୍ୟ ନାଟକ ନୁହେଁ ଏକ ହୃଦୟ ସ୍ପର୍ଶ ଓ ହୃଦୟକୁ ଛୁଇଁ ଥିବା ବାର୍ତ୍ତା ।
Heart touching video last time❤❤❤ wow so amazing😢😢😢attractive
ଭାଈ ଜୟ ଜଗନ୍ନାଥ, ଅତି ସୁନ୍ଦର ଅଭିନୟ ଭାଈ
Sanu bhai abe market re❤
Bhai Tama bapa role jeun bhai karuchanti..sabuthu best acting tankara sabu video re awsome bro.😂❤,bhai tanku au tik adhika role diya..
We are from Bargarh ( Gaisilat )❤
Aame swami stri daily dekhu tuma vdo..😊😊
Mast thila Bhai 😊 last ku emotional karidela 😢. nice content ❤
Emotional+comedy. Mast video 👌👌👌👌
Part -2 kebey asiba😂
12:10 mint. Tutunayak dialogue+laddu mutiyaa mix😂😂😂
😂😂😂
Bhai tama video asila hari ❤❤❤😊 I'm very happy brother ❤
No1 comedy 👍👍🤣🤣🤣👍👍👍
That's a outstanding performance by everyone ❤❤❤❤
Asome bro really heart' touching
ହୃଦୟସ୍ପର୍ଶୀ !!😢😢😢
Nice heart touching 💓💓
ବିନା ସ୍କିପ୍ ରେ କିଏ କିଏ ସବୁ ଦେଖୁଛ ଲାଇକ୍ କର👍🏻👍🏻
ଅତି ସୁନ୍ଦର ଲାଗିଲା କାହାଣୀ ତାଠାରୁ ଅହୁରି ସୁନ୍ଦର ଲାଗିଲା ଚରିତ୍ର ସତରେ ମନକୁ ଛୁଇଁ ଗଲା କାହାଣୀ ଟି ଧନ୍ୟବାଦ ଭାଇ ତୁମକୁ ❤❤❤
Bhai Kan concept karecha ... beautyful.....Rank dakhile no1 youtubeber☝️👌
So beautiful
First like for Phulbani
Aama ra plb
@@Paburiatoka Plb kuthi
@@Paburiatokamu b rahuchi phulbani re
ଓଡ଼ିଶା ର ସବୁଠୁଁ ପ୍ରସିଦ୍ଧ video dunia ku kichi ବାର୍ତ୍ତା ଦେଲା ty Sonu Bhai amti new new content anuthantu god bless you ❤❤❤❤
Bhai bohot sundar... heichi
Bhai next level story writing...😢
I love my Father ❤❤
ଭାଇ ଫାଷ୍ଟ ଏତେ ହସେଇ ଦେଲ ହେଲେ last ରେ ବହୁତ କନ୍ଦେଇ ଦେଲ😢
Sanu bhai MST
One of the best comedy ❤❤❤video in odia comedy platform jai jagarnath
A constructive comedy video with messages...appreciation must be poured❤
😖😣😥😭🙏👌ଭାଇ ବହୁତ କଷ୍ଟ ଲାଗୁଚି 😖😣🙏ଏମିତି ଦିନ ଭଗବାନ କାହାକୁ ନ ଦେଖାନ୍ତୁ 🙏😣😭
କଉ ମାନେ single ଅଛ ହାତ ଟେକ😢😢😂😂
Mu bhaii
6:53 Sanu monu bhai jaha kuho pache chuti ta kintu jabardast heichi ❤😅
ପ୍ରକୁତରେ ଭିଡ଼ିଓ ଟି ବହୁତ୍ ସୁନ୍ଦର ଲାଗିଲା।
Amazing bro..fast hasili tapare kandili love u bhai mora
ଯା ହେଉ Sanu ଭାଇ ତମେ ଯେଉଁ ଭିଡ଼ିଓ ରେ ଥିବ ସେ ଭିଡ଼ିଓ ରେ ମଜା ଅଲଗା ପ୍ରକାର ହବ...😅😅😅😅😅
ଭାଇ ସବୁ ଠିକ୍ ଅଛି ବାପା ପୁଅ ଚେହେରା ଅଲଗା ହେବା କଥା ନା
Tu gote Bala janichu
ଭାଈ emotional କରିଦେଲ😢😢 heart touching video 😢
Awsome acting Bhai
Awasome content bhai keep it up
ଆମ ଓଡିଆ ପୁରୁଣା ସଙ୍ଗୀତ ର କିଛି କିଛି ଝଲକ ଭାଈ ଭିଡ଼ିଓ ରୁ ମିଳେ ❤❤
Great ❤❤❤ Bapa amara sabukichhi
Ati sundar content...bahut hi badhiya ❤
ଭାଇ ସବୁଠୁ best video aauuu part 2 ku wait karilu........
Last Scene was mind-blowing ❤🥺
Love you Bapa 😍😍
One of the greatest song must watch till end.....