"ସେ ଯେଉଁ ଦାନଵ ଆସିଥିଲା ତାକୁ ମୁଁ ମୋ ଭୁତଙ୍କୁ ମିଆଁମାରକୁ ପଠେଇ ଦେଇଛି " ବିପିନ ,ଭୁତ ସଭାପତି Cyclone Dana

Поделиться
HTML-код
  • Опубликовано: 2 дек 2024

Комментарии • 1,3 тыс.

  • @panditmoharaj2687
    @panditmoharaj2687 Месяц назад +155

    ମୋ ଜୀବନରେ ବହୁତ ପାଗଳ ଦେଖିଛି, ଏଭଳି ପାଗଳ ଦେଖି ନଥିଲି
    ଏଇଟା ଗୋଟେ ବଦ୍ଧ ପାଗଳ

  • @nokiadas-uw3le
    @nokiadas-uw3le Месяц назад +84

    ଶଳା ଗୋଟେ beer ପିଇବି ବୋଲି ଆସିଥିଲି. ଏ ଭିଡ଼ିଓ ଟା ଦେଖି କି ଆଉ 3 ଟା beer ପିଇ ଦେଲି.

  • @TechnoUncle-l6l
    @TechnoUncle-l6l Месяц назад +43

    ଆଜ୍ଞା ମାନେ ୟା ବାପ କୁ କିଏ ମେଣ୍ଟାଲ୍ ହସ୍ପିଟାଲ ର ଠିକଣା ଟା ଦେଇ ଦେଶର କଲ୍ୟାଣ କରନ୍ତୁ । 🙏 😢😢😢

  • @tikisahu40
    @tikisahu40 Месяц назад +153

    Comments padhiki kahaku kahaku hasa laguchi like kara pls....

  • @trilochanprusty.youtube
    @trilochanprusty.youtube Месяц назад +306

    ଏଟା ଭୁତ ସଭାପତି ନୁହେଁ, ଏଟା ଗୋଟେ ପାଗଳ ଙ୍କ ସଭାପତି 😂😂😂

  • @GaneswarNayak-e6j
    @GaneswarNayak-e6j Месяц назад +12

    ପାଗଳ ମଧ୍ୟେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଜୟ ଶ୍ରୀ ଜଗନ୍ନାଥ 🚩🚩🚩🚩 ଚକା ଆଖି ସବୁ ଦେଖୁଛି 💐💐💐🌹🌹

  • @prasannakumarbarik
    @prasannakumarbarik Месяц назад +263

    ବାତ୍ୟା ପୂର୍ବରୁ ୟାକୁ ହେନ୍ତାଳ ବଣରେ ବାନ୍ଧି ଦେବାର ଥିଲା ।

  • @BiranchiBehera-w9x
    @BiranchiBehera-w9x Месяц назад +19

    🙏 ଏ ଭାଇଙ୍କୁ ସୁଭଦ୍ରା ଯୋଜନା ଦିଆଯାଉ

  • @parthasamantaray4811
    @parthasamantaray4811 Месяц назад +85

    ସାର ମୋର ସୁଭଦ୍ରା ରେ ଈ kyc ପେଣ୍ଡିଙ୍ଗ ଅଛି କାହିଁକି ନବ ଦାସ କୁ ଟିକେ ପଚାରିବେ 😂😂😂

  • @mahadevsingh4659
    @mahadevsingh4659 Месяц назад +24

    ଆଜ୍ଞା ବାବା ୪୦ ଲକ୍ଷ ଭୂତରୁ ୨ଟା ଦଉନ୍ ନା ଗୋଟେ ମାଈ ଆଉ ଗୋଟେ ଅଣ୍ଡିରା ନେବି , ଧନ୍ୟବାଦ

  • @RudraprasadPani-w7q
    @RudraprasadPani-w7q Месяц назад +114

    ପାଗଳ ଲୋକଟାକୁ କାହିଁକି ଆଣି ନିଜସମୟନଷ୍ଟ କରୁଛ ସମସ୍ତ ଙ୍କୁ ବିରକ୍ତ କରୁଛ ସଳା ପାଗଳ କୁ ତାଙ୍କ ଘରଲୋକ ତାକୁ ଘରେ ତାକୁ ବାନ୍ଧି ରଖିପାରୁନାହାନ୍ତି

    • @satyajitswain6994
      @satyajitswain6994 Месяц назад

      Maja laguchhi dekhiba pain entertainment karuchhi se loka nku asubidha kn

  • @Priteshmalla01
    @Priteshmalla01 Месяц назад +9

    ବାଳ ଲୋକଟା ତ ସନ୍ଦେହ ନାହିଁ । କରୋନା ବେଳେ ଯାଇଥିଲା କୁଆଡେ । ମହାବାତ୍ୟାରେ ଯାଇଥିଲା କୁଆଡେ ।
    ମହାପ୍ରଭୁ ଶ୍ରୀ ଜଗନ୍ନାଥ କୃପାରୁ ଏ ସବୁ ଟଳି ଯାଉଛି । ଏଭଳି ବାଳ ଲୋକ ମାନଙ୍କ ପାଖରେ ଠିଆ ହେବା ଅପେକ୍ଷା ମହାପ୍ରଭୁ ଜଗନ୍ନାଥ ଙ୍କ ଉପରେ ଭରସା ଓ ବିଶ୍ବାସ କର ।। ଜୟ ଜଗନ୍ନାଥ 🙏🙏

  • @manojkumarpanigrahi3131
    @manojkumarpanigrahi3131 Месяц назад +113

    ଏଇଟା କେବଳ ପାଗଳ ନୁହେଁ।
    ଏ ବାଜେ ଚ୍ୟାନେଲ ଟା ବି ପାଗଳ

  • @itishreejena3610
    @itishreejena3610 Месяц назад +16

    ଆଛା ବାବା ନବ ଦାସ ଙ୍କୁ ପଚାରୁନ ଟିକେ ତାଙ୍କର ମୃତ୍ୟୁ ପଛର ରହସ୍ୟ କଣ

  • @KesabaBehera-of8kl
    @KesabaBehera-of8kl Месяц назад +55

    ଆଙ୍କୁ ପାକିସ୍ତାନ ବୋଡ଼ର୍ ଛାଡିଥିଲେ ଭଲ ହୁଅନ୍ତା

  • @jaganmohanz
    @jaganmohanz Месяц назад +12

    ହସିଲେ ରୋଗ ବେମାର ଦୂର ହୁଏ ।

  • @manojdikshit1308
    @manojdikshit1308 Месяц назад +93

    ଆପଣଙ୍କ କଥା ବୁଝିବାକୁ ସ୍ଥିର ମସ୍ତିସ୍କ ମନ ଦରକାର୍ ❤

  • @amlandas9058
    @amlandas9058 Месяц назад +3

    ମୁଁ ଏ ନିରୀହ ବ୍ୟକ୍ତି ର ଦୁଃଖ ବୁଝିପରୁଛି।
    ଜେଜେମା ଙ୍କ ଦେହାନ୍ତ ହେଲାପରେ ଏ ବ୍ୟକ୍ତି ଜଣକ ମାନସିକ ଭାରସାମ୍ୟ ହରିଛନ୍ତି। ବହୁତ୍ ଗପ ଶୁଣିବାର କୁପରିଣାମ୍।

  • @ranjanbaral9351
    @ranjanbaral9351 Месяц назад +84

    ମିଡିଆ ବାଲାଙ୍କୁ ବୋଧେ ଆଉ କିଛି ଖବର ମିଳୁନାହିଁ।

  • @RAMACHANDRABINDHANIRCB510
    @RAMACHANDRABINDHANIRCB510 Месяц назад +46

    ଆଜିକାଲିର ଦୁନିଆରେ ଏମିତି ବି ପରମ ପାଗଳ ଅଛନ୍ତି ବୋଲି ଆଜି ଜାଣିଲି😂😂😂

  • @pradeepkumarrout8027
    @pradeepkumarrout8027 Месяц назад +61

    ନବ ଦାସ୍ ଙ୍କ ଠୁ ବହୁତ ପଇସା ପାଇଛି😂

  • @BalaramMallick-d2u
    @BalaramMallick-d2u Месяц назад +8

    ଭୂତ ସଭାପତି❎ବେହିଆ ସଭାପତି✅

  • @DeepakPatel-xn1fp
    @DeepakPatel-xn1fp Месяц назад +4

    2024 first senturi ରେ ବି ଭୁତର କାହାଣୀ ଶୁଣାଉଛି କାହାକୁ ବୋକା ଭାବିଛି

  • @sudarshanbehera9654
    @sudarshanbehera9654 Месяц назад +2

    ଏଇଟା ସବୁଠୁ ବଡ ଗାଲୁଆ ପାଗଳ ଖାଲି ମାଡ଼ ଅଭାବ ହଉଛି..

  • @susantamallick7386
    @susantamallick7386 Месяц назад +63

    ଏ ଶଳା ପାଗଳ ଟା କୁ କିଏ news ଆଗକୁ ଆଣିଲା... ଶଳା ରେ ଯେଉଁ ଚଷମା ଲଗେଇଛି.. ସେଇଟା science ନୁହଁ କି..

  • @jishnupal4888
    @jishnupal4888 Месяц назад +7

    ଭୂତୁନି ମାନଙ୍କର ସୁଭଦ୍ରା ଆବେଦନ କରିଛି କି ନାଇ ଏ ପାଗଳ

  • @santoshkumarmishra2620
    @santoshkumarmishra2620 Месяц назад +5

    ଦଶହରା ଠାରୁ ଦୀପାବଳି ମଧ୍ଯରେ ବାତ୍ଯା ବନ୍ଯା ହୁଏ.

  • @foryoucreation8591
    @foryoucreation8591 Месяц назад +13

    ସ୍କୁଲ ଏବଂ କଲେଜ ମାନଙ୍କରେ ଏ ଶଳା ର ଉଦାହରଣ ଦେଇ କୁହାଯିବ କି ପାଠ ନ ପଢିଲେ ମଣିଷ କେଉଁଭଳି ମୂର୍ଖ ସମାଜ ସୃଷ୍ଟି କରେ।

  • @silentripu2875
    @silentripu2875 Месяц назад +43

    ବର୍ତ୍ତମାନ୍ କେତେ ଭୂତ ଗର୍ଭ ବତି ଅଛନ୍ତି

  • @dibakarmunda7323
    @dibakarmunda7323 Месяц назад +2

    ଏବେ ଆଉ ଚିନ୍ତା ନାହିଁ, ବାବା ଚାହିଁଲେ ଖରାଦିନେ ମଧ୍ୟ ବର୍ଷା କରାଇ ପାରିବେ । ଦୟା କରି ଫୋନ୍ ନମ୍ୱର୍ ଟି ଦେବେ ।

  • @NilambarNayak-f5w
    @NilambarNayak-f5w Месяц назад +7

    ଯୋର ଗଂଜେଇ ନିସା ହେଇ ଯାଇଚି ତା କଥାକୁ କାହିଁକି ବଜାଉଛି ମିଡିଆ

  • @SsArya-a7n
    @SsArya-a7n Месяц назад +6

    ରିପୋଟର କୁ ଆଜି ଗେହିଁବ ଭୁତ ସଭାପତି

  • @parshuramsethi7439
    @parshuramsethi7439 Месяц назад +4

    ଭାସ୍କର ଚେନାଲ ଆପଣଙ୍କୁ ଖରାପ ଲାଗୁନି ଆପଣ ଚତୁର୍ଥ ସ୍ତମ୍ବ ଏଇଆ କଣ ଏହାର ପ୍ରମାଣ। ଟିକେ ଲୋକଙ୍କ ପାଖରେ ପହିଞ୍ଚଲେ ତାଙ୍କ ଦୁଃଖ ଦୂର ହବ। ଏମାନଙ୍କୁ ଏ ବାଇଟ୍ ସୁଭା ପାଉନି ।ଏ ବିପଦ ରେ ଲୋକଙ୍କ ପାଖରେ ଠିଆ ହୁଅ ଆପଣଙ୍କ ଚେନାଲ୍ ଆଗକୁ ବଢିବ । ଆଉ ଧନ୍ୟ ଆପଣଙ୍କ ବାଇଟ୍ ।

  • @HUMMING.MAFIA2.0
    @HUMMING.MAFIA2.0 Месяц назад +11

    ଏ ମାଘିଆ କୁ ବୁଝାଅ ଆମ ଜଗା ଓଡିଶାକୁ ରକ୍ୟା କରିଛନ୍ତି ❤

  • @BishnucharanMohanty-lq5jc
    @BishnucharanMohanty-lq5jc Месяц назад +3

    ୟା ଙ୍କୁ କମେଟ କରି ବା ପାଈଁ ମୋ ପାଖରେ ଭାଷା ନାହିଁ. ଆପଣ ଙ୍କ ପାଖରେ ଯଦି କିଛି ଅଛି ଆପଣ କମେଟ କରନ୍ତୁ (ଜୟ ଭୁତ ନାଥ )

  • @rudradurga3365
    @rudradurga3365 Месяц назад +26

    କମେଡି ସହ କିନ୍ତୁ ମଞ୍ଜ କଥା ବି ଅଛି।କହିବା ଶୈଳୀ ମନରଞ୍ଜନ କରି ପାରୁଛି।ସେଥିପାଇଁ ଲୋକ ଦେଖୁଛନ୍ତି ।ଲୋକଙ୍କୁ ଭଲ ଏଣ୍ଟରଟେନମେଣ୍ଟ କରି ପାରୁଛ😄😄

  • @saratshaw7513
    @saratshaw7513 Месяц назад +17

    ଆପଣଙ୍କ ନିଉଜ ବଦନାମ ହବ ନିସ୍ଚିତ

  • @jayjagannath8022
    @jayjagannath8022 Месяц назад +4

    This video is better than odia comedy.

  • @sipunkumar5632
    @sipunkumar5632 Месяц назад +12

    ସେ ଶଳା ଯଦି 40 lakh ଭୂତ କୁ ରଖିଚି ତା ହେଲେ ତୁ mic 🎤 କଣ ପାଇଁ ଧରିଚୁ ଭୂତ କୁ ଧରା କରା

    • @Mrddbaska7815
      @Mrddbaska7815 Месяц назад

      Se bhi gote bhuta bhaiii 🎤🎤🎤 dharichhi 😅😅😅😅

  • @SriharshakuBal
    @SriharshakuBal Месяц назад +2

    କେଉଁଆଡୁ କେଉଁଆଡୁ ସବୁ ପଳେଇ ଆସୁଛନ୍ତି?ଯଦି ଭୂତ ଏଭଳି ମହାନ କାର୍ଯ୍ୟ କରିପାରୁଛନ୍ତି ତେବେ ଏ ମହାଶୟଙ୍କୁ ଇସ୍ରୋ କୁ ପଠାଇବା ଦରକାର।କାରଣ ଇନ୍ଧନ ଆଦ୍ୟୈ ଖର୍ଚ୍ଚ ହୁଅନ୍ତା ନାହିଁ।ଭୂତ ମାନେ ସିଧା ବିଭିନ୍ନ ଯାନକୁ ନେଇ ବିଭିନ୍ନ ଗ୍ରହରେ ନେଇ ପହଞ୍ଚାଇ ଦିଅନ୍ତେ।

  • @BijayBijaylattanayak-nf3ge
    @BijayBijaylattanayak-nf3ge Месяц назад +4

    ତୁମେ ସଭାପତି ମୁଁ ସୃଷ୍ଟି କର୍ତ୍ତା ଭୁତଙ୍କର (ଶିବ)

  • @snehasishbabulujena9108
    @snehasishbabulujena9108 Месяц назад +8

    ମୋ ପାଖକୁ ଆସ ମୁଁ ବି ବାଇଟି ଦେବି । ସେ ବାତ୍ୟା ଦାନ ନୁହଁ। ସେ ହେଉଛି ମୁଁ ଛାଡ଼ିଥିବା ପବନ

  • @niranjanlic421
    @niranjanlic421 Месяц назад +7

    ତୁରନ୍ତ ଆକୁ ନଙ୍ଗଳା କରି ବିଛୁଆତି ବୋଲ

  • @abhimanyudhal9266
    @abhimanyudhal9266 Месяц назад +2

    ଜଗନ୍ନାଥ ହେଉଛନ୍ତି ସମସ୍ତଙ୍କର ସଭାପତି

  • @pradeeptabiswal7079
    @pradeeptabiswal7079 Месяц назад +11

    କଳି ଯୁଗର ମଣିଷ ବଗବାନ ଙ୍କୁ ବି ବିଶ୍ୱାସ କରି ପାରୁ ନାହିଁ,ପାପ ର ବାପ କିଏ ଜାଣିଛ,ସେ ହେଉଚି ଲୋଭ,ବଗବାନ କୁ ଟିକେ ଡର ରେ,ଇଏ ସତ କହୁଛନ୍ତି,🔱🔱🔱🌺🌺🌺🪷🪷🪷🙏🏾🙏🏾🙏🏾

  • @musicwithsmruti3608
    @musicwithsmruti3608 Месяц назад +1

    ସରକାରୀ ଭୂତ ଆଉ ବେସରକାରୀ ଭୂତ ଙ୍କ ଭିତରେ ପାର୍ଥକ୍ୟ କଣ? ପ୍ରକୃତ ରେ ତାଙ୍କ କାମ କଣ?

    • @sushantakumarpatra8697
      @sushantakumarpatra8697 Месяц назад

      ସରକାରୀ ଭୂତ, ନାଇଟୀ ପିନ୍ଧନ୍ତି
      ବେସରକାରୀ ଭୂତ, ଶାଢ଼ୀ ପିନ୍ଧନ୍ତି
      ମୁଁ ବୋହି ରେ ପୋଦ୍ଧିଥିଲି 😮😮😮😮😮😮😮😮😮😮😮😮😮

  • @SadanandaBadhei-r1m
    @SadanandaBadhei-r1m Месяц назад +42

    ମହାମୁର୍ଖ ଦୁଇ ଜଣ । ମେଣ୍ଟାଲ hospital re bharti kara ehi ଦି ଜଣଙ୍କୁ।

  • @2RDSolutions
    @2RDSolutions Месяц назад +8

    ଭୂତ ମାନଙ୍କର ସଭାପତି, ଅନୁଗ୍ରହ କରି କହିବେ କି ଆପଣଙ୍କ department ରେ କେତେଜଣ Regular ଭୂତ ଅଛନ୍ତି? କେତେ ଜଣ Contractual ଭୂତ ଅଛନ୍ତି ଏବଂ ସେମାନଙ୍କୁ ମାସିକ କେତେ ଟଙ୍କା ବେତନ ବାବଦରେ ଦିଆଯାଏ, ଏବାବତରେ ବର୍ଷୱାରି ତଥ୍ୟ ଦେବେ କି? Chineese ଭୂତ ମାନଙ୍କୁ ଓଡିଶା ଆଣିବାରେ ବିମାନ ଭଡା ବାବାଦରେ ଆପଣଙ୍କ department କେତେ ଅର୍ଥ ବ୍ୟୟ କରିଛନ୍ତି? ଭବିଷ୍ୟତରେ କେତେ ଭୂତ ଙ୍କୁ ସରକାରୀ ବ୍ୟବସ୍ଥାରେ ଥଇଥାନ କରିବାକୁ ଲକ୍ଷ୍ୟ ରଖାଯାଇଛି ସବିଶେଷ ତଥ୍ୟ ଦେବେକି?

  • @BijayBijaylattanayak-nf3ge
    @BijayBijaylattanayak-nf3ge Месяц назад +3

    ହେ ବିପିନ୍ ଚାରି ଭୁତଙ୍କୁ ମୋ ପାଖକୁ ଫଠାଅ ମୁଁ ଖଟିଆ ରଖିଛି ମୁଁ ଗାଁ କୁ ଯିବି ବିକ୍ରମାଦିତ୍ୟ ପରି ।

  • @SunyabasiDigital001
    @SunyabasiDigital001 Месяц назад +4

    ଭଲ କଥା, ତା ହେଲେ ଟିକେ ଆତଙ୍କବାଦୀ ଙ୍କ ପାଖକୁ କିଛି ଭୂତ ପଠେଇ ଦିଅ , ସେମାନଙ୍କୁ ଶାସନ କରିବାପାଇଁ..

  • @Chagunu
    @Chagunu Месяц назад +1

    ଏଠି ସବୁ ପାଗଳ. ଜୀଏ ଦେଖୁଛି ସିଏ ପାଗଳ 😂😂😂😂

  • @amarendraojha9324
    @amarendraojha9324 Месяц назад +15

    ଭାସ୍କର ଚେନାଲ ସବୁବେଳେ ମିଛ କାହାଣୀ ଦେଖାଏ

  • @amarmishra7731
    @amarmishra7731 Месяц назад +1

    ଦାୟିତ୍ୱ ବୋଧ ଗଣ ମାଧ୍ୟମ ଭାସ୍କର ନୁହେଁ boycot ଭାସ୍କର

  • @sbcreation371
    @sbcreation371 Месяц назад +11

    ତମ ଯୋତିଷ କହିଥିଲେ ପୁଣି ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ହେବେ , କିନ୍ତୁ ହେଲା ଓଲଟା ସବୁ ମିଛ, ଏଇଟା ଗୋଟେ ଡହରା ।

  • @BijayBijaylattanayak-nf3ge
    @BijayBijaylattanayak-nf3ge Месяц назад +2

    ତୁ ସେ ଭୂତ ଙ୍କୁ କହ କୋଉ ସ୍ତ୍ରୀ ଲୋକଙ୍କ ଦେହରେ ନ ପଶୁ ।

  • @sarojkumarmajhi4803
    @sarojkumarmajhi4803 Месяц назад +5

    ଏ ଶଳା ମସ୍ତବଡ ପାଗଳ ଟା ତାସହିତ ଭାସ୍କର ନିଉଜ ପାଗଳ

  • @DepteeranjanMishra-bb5hp
    @DepteeranjanMishra-bb5hp Месяц назад +1

    ନା ପ୍ରେତ ଭୁତ ଅଛନ୍ତି ସତ କହୁଛି ଅଧିକ କହିଦଉଛି😂😂😂

  • @ITServicesGECBBSR
    @ITServicesGECBBSR Месяц назад +5

    ସରକାରୀ ଭୁତ ?? ବେସରକାରୀ ଭୁତ ?? ଏସବୁ କଣ ଚାଲିଛି ..🙂

  • @PintuBisoi-v4k
    @PintuBisoi-v4k Месяц назад +1

    Madom apan Bhaskar tv ru jauthiki interview pain janti apnka katha au question sabuele bhla lage I like it

  • @Asishkumarsarangi
    @Asishkumarsarangi Месяц назад +9

    ଆରେ ଆନ୍ତର୍ଜାତିୟ ପାଣିପାଗ ବିଶେଷଜ୍ଞ ଭାସ୍କୋଡି ବେଞ୍ଜାମିନ୍ ଖୋବାଖୋବେ ସେଠିକି କାହିଁକି ଯାଇଛ

  • @Subha_14
    @Subha_14 Месяц назад +1

    କିଛି ଭଲ ଖବର ଦିଅନ୍ତୁ ।
    ଏ ସବୁ ଦେଖିଲେ ଲୋକମାନେ କଣ ଶିଖିବେ ।
    ଏମାନଙ୍କ ଭଳି ଅଯୋଗ୍ୟ ଲୋକଙ୍କ ସହ ଆଲୋଚନା କରିବା ଉଚିତ୍ ନୁହେଁ ।

  • @soumyaprakash1186
    @soumyaprakash1186 Месяц назад +5

    ହେ ପ୍ରଭୁ ଜଗନ୍ନାଥ ପ୍ରଭୁ ସମୟ ଆସିଯାଇଛି କଳ୍କୀ ଅବତାର ଧାରଣ କରିବାର ଆସ ପ୍ରଭୁ ବିନାଶ କର ଏଇ ଭଳି ଅପଦାର୍ଥ ଙ୍କୁ ପ୍ରଭୁ 🙏

  • @DongaraGaming-sk6iq
    @DongaraGaming-sk6iq Месяц назад +2

    ଆଜ୍ଞା ଭୂତ ମାନାଙ୍କୁ ଖାଇବାକୁ କଣ ଦିଅନ୍ତି ? ଜରମା କେତେଦଇଛନ୍ତି

  • @bijayrath4254
    @bijayrath4254 Месяц назад +10

    ଆରେ ଏ ଭାଷ୍କର ତୋର କଣ କିଛି କାମ ନାହିଁ । ଏ ପାଗଳଟାର ବାଇଟ ନେଇ ବଜେଇ ଚାଲିଛୁ ।

  • @baskeytechnical7578
    @baskeytechnical7578 Месяц назад +1

    ଶଳା ଏହିପରି ପାଗଳ ବି ଆମ ଓଡିଶାରେ ଅଛନ୍ତି,

    • @deobaby123
      @deobaby123 Месяц назад

      Janna nathila bt example ta Ea, keta pack marichi kejanni

  • @rajubindhani7954
    @rajubindhani7954 Месяц назад +22

    ଏସଳା ବଧ ପାଗଳ ଏଛତରୀ ମହା ଗଲେଇ

  • @u.a.j8488
    @u.a.j8488 Месяц назад +2

    Bahut bahut dhanyabad. E katha ama c.m sir mohan majhi nku janajau. Madam prabhati parida aau kanak vardhan singhdeo sir nki jana jau . Tanka pratikriya kan niajau.

  • @Odiashorts390
    @Odiashorts390 Месяц назад +11

    ପାଟିରୁ ଖାଲି ଏକଥା ବାହାରୁଚି... ଖାଲି କିଛି କହି ପାରୁନି

  • @kailashdash4112
    @kailashdash4112 25 дней назад

    ଶଳା ଏ ଗୋଟେ ଅର୍ଦ୍ଧ ପାଗଳ ମିଡ଼ିଆ ବାଲା ଙ୍କୁ ଲାଜ ନାହି ଏ ଭଳି ଲୋକଠୁ ବାଇଟ ନଉଛନ୍ତି

  • @tapasprusty7152
    @tapasprusty7152 Месяц назад +13

    ଏ ବେଧ କୁ ଲଜ୍ୟା ନାହିଁ

  • @RajkishorNayak-bq1yz
    @RajkishorNayak-bq1yz Месяц назад +1

    ବାବାଜଦିପବନକୁ।।କରିଦେଲେ।।ଛୁ।।ତେବେ।।ଓଡ଼ିଶାରୁ।।ଗରିବଦୁରକରିଦେ।।ତତେଭଗବାନମାନିବୁ

  • @akshayakumarbhol4132
    @akshayakumarbhol4132 Месяц назад +20

    ମୁଁ ଆଉ ହସ ସମ୍ଭାଳି ପାରୁନି , ପେଟ ଦରଜ ହୋଇଗଲାଣି ।

  • @tirundhir7806
    @tirundhir7806 Месяц назад

    ଏ ସଂସାରରେ ଇଏ ଜଣେ ବ୍ୟକ୍ତି ଯାହାଙ୍କ ପଛରେ ପବନ ଯିବା ପାଇଁ ବାଟ ନାହିଁ ତଥାପି ସେ ବଞ୍ଚିଛି

  • @rashmiranjan7660
    @rashmiranjan7660 Месяц назад +5

    ପାଗଳ ଗୀହାକୁ ଜଲଦୀ current ଦରକାର

  • @biswajitmohanty7992
    @biswajitmohanty7992 29 дней назад

    T20 World Cup 2024 ରେ ଇଣ୍ଡିଆ ଜିତିବାର କରଣବି ଭୂତ

  • @nareshdash3796
    @nareshdash3796 Месяц назад +4

    କେତେ ଭୂତ ଥିଲେ ବାବନା ଭୂତ , ଖଣ୍ଡିଆ ଭୂତ , ଖପିସ ଭୂତ ଇତ୍ୟାଦି । ଏବେ ଦିଟା ନୁଆ ଆସିଲେ ସରକାରୀ ଭୂତ ଓ ବେସରକାରୀ ଭୂତ । ବାଃ ଭୂତ ସଭାପତି ।

  • @ShyamPradhan-u4h
    @ShyamPradhan-u4h Месяц назад

    ଇଏ ବାବା ଙ୍କୁ ପଚାରନ୍ତୁ ଭାସ୍କର ଚାନେଲ୍ ର ରିପୋଟର୍ ମାନେ ସେ ଯେଉଁ ଚଷମା ପିନ୍ଧି ଛନ୍ତି ତାହା ଭୁତ ମାନେ ଉଦ୍ବାବନ କରିଥିଲେ କି ନା science କରିଥିଲା,

  • @kbenglishacademy7531
    @kbenglishacademy7531 Месяц назад +12

    ଆରେ ସଲା ତୁ ତ ଆଗରୁ କହିନଥିଲୁ । ସଲା କି ବାଳ ଖବର ଦେଖିବାକୁ ପଡୁଛି ।

  • @Jb-rn4gu
    @Jb-rn4gu Месяц назад +1

    ଓଡ଼ିଶାରେ ଏମିତି ପାଗଳ ବି ଅଛନ୍ତି ! ୟାର କଥା ଶୁଣିଲେ ବହୁତ ହସ ଲାଗୁଛି !

  • @sangeetsingh8659
    @sangeetsingh8659 Месяц назад +7

    ପେଳ ଛାଡୁଛୁ mgh ଆଉ କିଛି news ନାହିଁ

  • @munadalei2690
    @munadalei2690 Месяц назад +1

    Dhanyare bhaskara tamaku

  • @BijayKumar-dn7tu
    @BijayKumar-dn7tu Месяц назад +6

    ୟେ ତ ପାଗଳ ତାକୁ ଯିଏ ପଚାରୁଛି ସେ ମହା ପାଗଳ 😅😅

  • @mithunnayak8862
    @mithunnayak8862 Месяц назад +1

    ମାଡାମ୍ ଟିକେ ଦୁରରେ ବସନ୍ତୁ ଆପଣଙ୍କୁ ବି ଭୁତ ଧରିବ

  • @anilkumarrout6849
    @anilkumarrout6849 Месяц назад +4

    ଏ ପାଗଳ କୁ ଗୋଟିଏ ରାତି ଭିତରକନିକାରେ ଛାଡିଥିଲେ ଭଲ ହୋଇଥାନ୍ତା

  • @nikunjadas7891
    @nikunjadas7891 Месяц назад +1

    ଭୂତ ମାନଙ୍କର ପ୍ରେସିଡେଣ୍ଟ ସାର୍, ଦୟାକରି ଆପଣଙ୍କର ସମସ୍ତ ଭୂତ ମାନଙ୍କୁ ଲଗାଇ ପାକିସ୍ତାନକୁ ଧ୍ବଂସ କରି ପାରିବେ କି????? ଏତେବଡ କାମ ଯଦି ନ କରାଇ ପାରିବେ, ଗୋଟିଏ ଛୋଟିଆ କାମ କରନ୍ତୁ। ଆପଣଙ୍କ ସହରର କୌଣସି ଗୋଟିଏ ଗୁଣ୍ଡାକୁ କବଳିତ କରାଇ ପାରିବେ କି?????????

  • @AnilKumarsethi-z1y
    @AnilKumarsethi-z1y Месяц назад +4

    ଯାହା ହେଉ ଆଜି ଭାଷ୍କର news ମୋ ଆଖି ଖୋଲିଦେଲା thank u

  • @sushantakumarpatra8697
    @sushantakumarpatra8697 Месяц назад

    Odisha govt ଭୂତ ରଖିବା ଆବଶ୍ୟକ,
    ଆଉ ବାତ୍ୟା ଆସିବ ନାହିଁ 😊😊😊😊😊

  • @bitupurohitcreation5589
    @bitupurohitcreation5589 Месяц назад +7

    One and only word - ନମୁନା 😂

  • @ajaymohanty380
    @ajaymohanty380 Месяц назад

    ଏ ମିତିକା ମଣିଷ ବି ଦୁନିଆରେ ଅଛନ୍ତି, ତାଙ୍କୁ ପଚାର ଯେ ତାଙ୍କ ପିଲା ମାନେ କୋଉଠି ପାଠ ପଢ଼ୁଛନ୍ତି, କଣ ନବ ଦାସ ପଢ଼ାଉଛନ୍ତି ନା କଣ,

  • @BishwoMohan
    @BishwoMohan Месяц назад +5

    ଏ ପାଗଳ କୁ କରେଣ୍ଟ ଦିଅ

  • @KumarBapi-eh7tg
    @KumarBapi-eh7tg Месяц назад +2

    ମୁଁ 10000 ଭୂତ ଫ୍ଲିପ୍ କାର୍ଟ୍ ରେ ଅର୍ଡର୍ କରିଛି କିନ୍ତୁ ଡେଲିଭରି ପ୍ଲେସ୍ ମିଳୁନି କଣ୍ କରିବି ଟିକେ କୁହ

  • @ajayamallick4940
    @ajayamallick4940 Месяц назад +5

    ଭୁତମାନଙ୍କୁ ପାକିସ୍ତାନ ପଠା

  • @sanb475
    @sanb475 Месяц назад +2

    Mo Banda savapati

  • @spmixodia480
    @spmixodia480 Месяц назад +5

    ଭାଇରାଲ ପାଇଁ କିଏ ବି କିଛି କରିପାରେ

  • @miracleayurabedbysangramke8394
    @miracleayurabedbysangramke8394 Месяц назад +1

    ଭାସ୍କର ଚାନେଲ ବାବୁ ବାବୁଆଣି ମାନେ ମୁଁ ମୋର ଜନ୍ମ ତିଥି ନକ୍ଷତ୍ର ସମୟ ଜାଣିନି ଟିକେ ବିପିନ ରାଉତ ବାବୁ ଙ୍କୁ ପଚାରି ବୁଝିବେ ତାଙ୍କ ଭୂତ ମାନଙ୍କୁ ପଚାରି ମୋର ଜାତକ ଟା କରି ଜଣେଇବେ

  • @KalpanaKiDukaan
    @KalpanaKiDukaan Месяц назад +4

    ଭାଇରେ ମଜା ଆସିଗଲା. କି କମେଡି.

  • @banamalinahak6701
    @banamalinahak6701 Месяц назад +1

    first e News bala jhia ku salute e pari loka pakhaku jaichhi😊

  • @trilochanprusty.youtube
    @trilochanprusty.youtube Месяц назад +15

    ଆକୁ Ranchi ପଠା.

  • @RabindraKumar-ez4ex
    @RabindraKumar-ez4ex Месяц назад +1

    ଆପଣ ତ ଭୁତ କୁ 2ଭାଗରେ ବିଭକ୍ତ କଲେ😮, ପୁଣି ରସିଆନ ଭୂତ, ଚାଇନା ଭୂତ, ।ଯେବେ କୋରାନା ହେଲା , ମହାବାତ୍ୟା ବେଳେ ଆପଣ କୋଉଠି ଥିଲେ।
    👉। ଯଦି ବିଜ୍ଞାନ କୁ ବିଶ୍ୱାସ କରୁନାହାନ୍ତି ଚାଷମା କାଇ ପିନ୍ଧୁଛନ୍ତି, ଫୋନ୍ କାଏ uesd କରୁଛନ୍ତି ?
    😂😂😂😂

  • @manasistudio2432
    @manasistudio2432 Месяц назад +4

    ହଁ ଆମ ସାତ୍ର ଥିକି ହେଲେ ଏଇ ଲୋକ ଟା ପାଗଳ