ଦୁନିଆର ସବୁଠୁ ଅଜବ୍ ଆଉ ବଡ ସହର || unbelievable developed city China Chongqing

Поделиться
HTML-код
  • Опубликовано: 20 июн 2024
  • ଦୁନିଆର ସବୁଠୁ ଅଜବ୍ ଆଉ ବଡ ସହର || unbelievable developed city China Chongqing #mutraveller #labahansda #travel

Комментарии • 1,5 тыс.

  • @biswajitnayak999
    @biswajitnayak999 Месяц назад +72

    ବହୁତ ଦିନ ପରେ ଜଣେ ଓଡ଼ିଆ ଏମିତି ବାହାର ଦେଶରେ ଆମ ପାଇଁ ଭିଡିଓ କରି ଆମକୁ ଦେଶ ବିଦେଶ ବିଷୟରେ ଜଣାଉଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ ଭଲ ପାଇବା❤❤❤

  • @kiranmukhi123
    @kiranmukhi123 Месяц назад +78

    ଏତେ ସାରା ସହର ବୁଲି ଆମକୁ ଭଲ ଭଲ ଜାଗା ଦେଖାଉଛନ୍ତି ଲବ ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🎉

  • @SLF__RAJESH
    @SLF__RAJESH Месяц назад +46

    କେବଳ ଲବ ଭାଇ fans ଲାଇକ୍ କର ଜୟ ଜଗନ୍ନାଥ ❤😊

  • @Dadalmunda8569
    @Dadalmunda8569 Месяц назад +15

    ସବୁଟୁ ଆଜି ଭିୟୁଟା ବହୁତ୍ critical ଥିଲା O my good kiya ବାତ ହେ 100% ଗ୍ୟାରେଣ୍ଟି i miss you laba Bhai thank you

  • @rinamaawithfamilyvlog
    @rinamaawithfamilyvlog Месяц назад +233

    ଧନରେ ବହୁତ ସୁନ୍ଦର ଵିଡୁଓ ଦେଖି ବହୁତ ଖୁସି ଲାଗିଲା ସଵୁ ଆଡେ ଭଲ ଵିଡୁଓ ଆଣୁଛୁ ଦେଖି ମାଆ ର ଆଖିରୁ ଲୁହ ଆସିଲା ଧନ ବହୁତ ଭଲ ଲାଗିଲା ଵିଡୁଓ ଦେଖି ବହୁତ 😢😢😢😮😮😮

  • @pradeepnayak0203
    @pradeepnayak0203 Месяц назад +231

    ମୋ ତରଫରୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସମସ୍ତଙ୍କୁ ଶୁଭେଛା ଓ ଶୁଭକାମନା ଜୟ ଜଗନ୍ନାଥ ⭕‼️⭕

  • @NandakiswarMallick
    @NandakiswarMallick Месяц назад +18

    ଜୟ ଶ୍ରୀ ଜଗନ୍ନାଥ ବିଚିତ୍ର ଦୁନିଆ ବିଚିତ୍ର ସିଟି ଲବ ବେଟାମୁଁ ଅଧିକ କିଛି ଲେଖୁ ନାହିଁ ଭାଷା ବି ପାଉ ନାହିଁ ଟୋଟାଲ ଧନ୍ଯବାଦ ❤❤❤❤❤❤❤

  • @SureiMajhi-kk2un
    @SureiMajhi-kk2un Месяц назад +107

    କିଏ କିଏ ଭଗବାନ୍ ଙ୍କୁ ଭଲ ପାଅ like kara

  • @chumukieating
    @chumukieating Месяц назад +85

    ଓଡ଼ିଶାରେ ନମ୍ବର 1ଟ୍ରାଭେଲ bloger ଲବ ଭାଇ ଦିଲେସେ like ❤️❤️❤️

  • @hemantabahera8047
    @hemantabahera8047 Месяц назад +71

    ଗଜବ ଦେଶରେ ଅଜବ ଦୁନିଆ ଦେଖିବକୁ ମିଳୁଚି ଭାଇ ମାଡ଼ିଚାଲ ଆଗକୁ ଆଗକୁ ଧନ୍ୟବାଦ, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤

    • @gurucharanaroutray5955
      @gurucharanaroutray5955 Месяц назад

      ଜୟ ଶ୍ରୀ ଜଗନ୍ନାଥ 🚩🙏sir ♥️🙏

    • @hemantabahera8047
      @hemantabahera8047 Месяц назад

      ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🌹🙏🌹🙏🌹🙏

  • @sumati6297
    @sumati6297 Месяц назад +11

    ଲବ ଭାଇ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🎉🎉

  • @judhisthiranaik2503
    @judhisthiranaik2503 Месяц назад +8

    ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ସୁନ୍ଦର ଭିଉ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ, ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଏହି ସବୁ ଭିଉ ଦେଖିବା ପାଇଁ ଆପଣଙ୍କ ଯୋଗୁ ସମ୍ଭବ ହୋଇ ପାରୁଛି, ପୁଣି ନେକ୍ସଟ ଭିଡ଼ିଓ କୁ ଆପେକ୍ଷ l 🙏ଜୟ ଜଗନ୍ନାଥ 🙏

  • @rajendrakhadia2000
    @rajendrakhadia2000 Месяц назад +24

    ଯାହାହେବ ଦେଖା ଯିବ । ଚାଲ drone ଉଡେଇବା । ଏଇ ସାହସକୁ ମାନିବାକୁ ପଡ଼ିବ ଲବ ଭାଇ salute ତୁମକୁ 👍🙌😎☺️

  • @hrudanandasankhua5824
    @hrudanandasankhua5824 Месяц назад +32

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @user-dq9cf5qu2w
    @user-dq9cf5qu2w Месяц назад +7

    ଲବ ଦାଦା ଆପଣଙ୍କର ଯାତ୍ରା ମଙ୍ଗଳମୟ ହେଉ ,ଜୟ ଜଗନ୍ନାଥ 🙏🙏

  • @pankajvlogs3864
    @pankajvlogs3864 Месяц назад +7

    ଆପଣଙ୍କ china video ଆମ ପାଇଁ ଏକ ଉପହାର । ଆପଣଙ୍କ ପରିଶ୍ରମ ଏବଂ ଚାଇନା ବାସି ଙ୍କ ପରିଶ୍ରମ ଆମକୁ କଠିନ ପରିଶ୍ରମର ଏକ ମାର୍ଗ ଦେଖାଏ ।

  • @vrundabanadham8606
    @vrundabanadham8606 Месяц назад +32

    ମୋ ତରଫରୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସମସ୍ତଙ୍କୁ ଶୁଭେଛା ଓ ଶୁଭକାମନା ଜୟ ଜଗନ୍ନାଥ

  • @LaxmanOfficial8
    @LaxmanOfficial8 Месяц назад +391

    ଲବ ଭାଈ ଙ୍କୁ ଭଲ ପାଉଥିଲେ ଲାଇକ କରିବେ 😊❤🤞👍

    • @gstghost2043
      @gstghost2043 Месяц назад +12

      Comment Box କୁ EVM ବନେଇ ସାରିଲାଣି .....!!!😵‍💫😶🤬🤬

    • @LaxmanOfficial8
      @LaxmanOfficial8 Месяц назад

      @@gstghost2043 ତୁମ ମୁଣ୍ଡ ରୁ ଇଲେକ୍ସନ ଯାଇନି ,,, ଯାଅ ଭୋଟ ଦେଇକି ଆସିବ 😂

    • @LaxmanOfficial8
      @LaxmanOfficial8 Месяц назад +4

      @@KCOCHESTRA ଭାଈ irritate ସେଇଟା ସ୍ପେଲିଂ ଆସୁନି ଯଦି ଲେଖୁଚ କଣ ପାଇଁ,,, କମେଣ୍ଟ ପଢନୀ ଶୋଇପଡ଼ 😂🤗

    • @LaxmanOfficial8
      @LaxmanOfficial8 Месяц назад +1

      @@gstghost2043 ଯାଅ ଭୋଟ ଦେଇକି ଆସିବ 😂🙄

    • @user-gn2sr3ch2s
      @user-gn2sr3ch2s Месяц назад +2

      Tu baha hei pad😂😂😂

  • @baikunthabehera1873
    @baikunthabehera1873 Месяц назад +1

    Thank you bhai ଏତେ ସାରା ଜାଗା ଦେଖେଇଥିବାରୁ ଜୟ ଜଗନ୍ନାଥ 💐❤️❤️❤️

  • @ratanlalpurty3569
    @ratanlalpurty3569 Месяц назад +1

    ବହୁତ ସୁନ୍ଦର, ଅଜବ ସହର ଭଲ ଲାଗିଲା, God Blesse You Brother ❤️🌹❤️🌹❤️🌹

  • @kiranmukhi123
    @kiranmukhi123 Месяц назад +104

    ଜୟ ଜଗନ୍ନାଥ 🙏 କିଏ କିଏ ଚାହୁଁଛନ୍ତି ରଥ ଯାତ୍ରା ଭିତରେ ଲବ ଭାଇ ଙ୍କ 10 lakh subscriber ହେଇ ଯାଉ ବଲି। ❤

  • @kiranmukhi123
    @kiranmukhi123 Месяц назад +93

    ଲବ ଭାଇ ଙ୍କୁ କିଏ ଦିଲ ରୁ supporte କରୁଛନ୍ତି like କରନ୍ତୁ 👍 ଜୟ ଜଗନ୍ନାଥ ❣️

  • @pintuvillagetour
    @pintuvillagetour Месяц назад +5

    ଲବ ଭାଇଙ୍କ ପାଇଁ ବହୁତ ଅଜବ ଜାଗା ଦେଖିବାକୁ ମିଳୁଛି ❤❤❤❤

  • @ajayakumarsemil1335
    @ajayakumarsemil1335 Месяц назад

    ମତେ film ଦେଖିଲା ଭଳି feel ହଉଚି ସୁନ୍ଦର ଉପସ୍ଥାପନ❤

  • @kilogram382
    @kilogram382 Месяц назад +23

    ଲବ ଭାଇ ଙ୍କ ପାଇଁ ସୁନ୍ଦର୍ ସୁନ୍ଦର୍ ଦେଶ ଦେଖୁଛି। କେଉଁମାନେ ଭାବୁଛ 👍ଏଇ ଚିହ୍ନ ଦିଅ।

  • @anupamadas6512
    @anupamadas6512 Месяц назад +24

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । କି ଅଜବ ଅଜବ ଜିନିଷ ଦେଖିବାକୁ ମିଳୁଛି , ଭାରି ଭଲ ଲାଗୁଛି ।

  • @Gopall628
    @Gopall628 Месяц назад +2

    ଏହି ଦୁନିଆରେ ବହୁତ କିଛି ହୋଇଗଲାଣି କିନ୍ତୁ ମୋର ଭାରତର ଲୋକମାନେ ଏବେବି ହିନ୍ଦୁ, ମୁସଲମାନ, ମନ୍ଦିର, ମସଜିଦ କୁ ନେଇ ଲଢୁଛନ୍ତି 🥺😔🙏 I LOVE INDIA

  • @KCSSAHUvlogs
    @KCSSAHUvlogs Месяц назад +2

    Beautiful city❤ ଜୟ ଜଗନ୍ନାଥ

  • @BhimasinBaske
    @BhimasinBaske Месяц назад +23

    Laba bhai ମୁଁ first comment କରିଛି ମୋର comment ରେ like କର ❤❤❤🎉

  • @stiphenbrother5989
    @stiphenbrother5989 Месяц назад +26

    Video ଟି ବହୁତ୍ ଭଲ ଲାଗିଲା Sir ❤️❤️❤️

  • @complex-ew6pp
    @complex-ew6pp Месяц назад +2

    I admire LABA Bhai bcoz ❤
    1.He never did any promotion for money
    2.He always try to educate odias through vlogs.
    3.He didn't upload regular videos in HINDI which can benefited him with millions of views 😀
    Hats off broo ❤❤

  • @aswinirout3478
    @aswinirout3478 Месяц назад +1

    Wow entresting blog❤

  • @harishvillagecooking
    @harishvillagecooking Месяц назад +37

    आप हिन्दी मे भी विडियो बनाइए बहुत vew जाएगा आपका सब विडियो बहुत अच्छा लगता है ऐसा विडियो कोई भी नहीं बनाता है बहुत सुंदर 🎉❤

    • @itsurbriten8994
      @itsurbriten8994 Месяц назад

      Being an odia ❤....se odisha ku represent karuchhantiii 🎉 that's nice

    • @harishvillagecooking
      @harishvillagecooking Месяц назад +3

      ​@@itsurbriten8994 mera matlab hai agar Hindi me bhi video banate hai to Lobo bhai ko aur saport milta kyonki videsh me rahne Ka kharcha manege ho JATA bas Mera maksaf yhi hai aur Kuch Nahi waise Mai bhi odia hi Hun

  • @SHREYAGURUNG123
    @SHREYAGURUNG123 Месяц назад +29

    Regular viewer and big fan brother watching from nepal🇳🇵

  • @makara.313rana
    @makara.313rana Месяц назад

    Labo bhai ବହୁତ ସୁନ୍ଦର city❤

  • @ARJUN_KUMAR_HANSDAH
    @ARJUN_KUMAR_HANSDAH Месяц назад +1

    Kon Asabu dekhi Baku pauche but Dil de love you laba bhai ❤❤❤

  • @chandramanimahanta8332
    @chandramanimahanta8332 Месяц назад +13

    ଭଲ ଲାଗିଲା ଚଙ୍ଗ୍ ଚିଙ୍ଗ ସହରର ଅଜବଗଜବ ଘର ଦେଖି
    ଜୟ ଜଗନ୍ନାଥ

  • @subhendurana9294
    @subhendurana9294 Месяц назад +8

    Wow ! what a wonderful city 😮😮

  • @MilanSingh-no8vj
    @MilanSingh-no8vj Месяц назад +1

    Super super super video🎥🎥

  • @PramodGuru-el7hp
    @PramodGuru-el7hp Месяц назад +5

    ଲବ ଭାଇ ତମେ ଜଣେ ବହୁତ ଭଲ ମଣିଷ ତମକୁ ଯୋଉ ମାନେ ଫାଲତୁ ରେ ଗାଳି ଦେଉଛନ୍ତି ମତେ ବହୁତ କଷ୍ଟ ଲାଗୁଚି ଲଭ ୟୁ ଲବ ଭାଇ 🥰

  • @chumukieating
    @chumukieating Месяц назад +8

    ଲବ ଭାଇ ପାଇଁ ମୁଁ ଚାଇନା ଦେଖିପାରୁଛି ଧନ୍ୟବାଦ ଲବ ଭାଇ

  • @ashokbag3012
    @ashokbag3012 Месяц назад +6

    Really wonderful
    Superb...Development work amazing

  • @sunilcreation02
    @sunilcreation02 Месяц назад

    ବହୁତ ସୁନ୍ଦର ଲାଗିଲା ସିଟି ଭିଡ଼ିଓ 👌👌

  • @mrpankajkumar2987
    @mrpankajkumar2987 Месяц назад

    ଏ ଦୁନିଆ ରେ ଏତେ ସୁନ୍ଦର ସହର ଅଛି ❤❤❤

  • @Movieplus02
    @Movieplus02 Месяц назад +9

    Jia kahucha laba bhai india ra no-1 vlogor RUclipsr sia ahi comment ku like kara LOVE YOU LEGEND ❤ || JAY JAGANATH 🙏

  • @saritascreativeart7043
    @saritascreativeart7043 Месяц назад +6

    Intro
    Vediography
    Music
    ସବୁ କିଛି 👌👌👌👌👍❤
    ଆଉ ଏଇ ମେଘୁଆ, ଅନ୍ଧାରୁଆ ପାଗ କିଛି Hollywood movie ର effect ଦେଉଛି 😊

  • @DBEDITZOFFICIAL
    @DBEDITZOFFICIAL Месяц назад +1

    ବହୁତ ସୁନ୍ଦର ଲବ ଭାଇ ❤

  • @mrutyunjayadashplaylist7159
    @mrutyunjayadashplaylist7159 Месяц назад

    ବହୁତ ବଢିଆ ।

  • @Ajay-sonu-saishivangi
    @Ajay-sonu-saishivangi Месяц назад +6

    Thanks ଏ lot laba bhai ଏତେ ସୁନ୍ଦର ସୁନ୍ଦର place ଦେଖାଉଥିବାରୁ

  • @savetreesavelife4356
    @savetreesavelife4356 Месяц назад +12

    ଜୟ ଜଗନ୍ନାଥ

  • @JustExtraBadsha
    @JustExtraBadsha Месяц назад +1

    Jay Jagannath Bhai 🙏⭕❗⭕🙏

  • @rudrakumar8024
    @rudrakumar8024 Месяц назад

    ଭାଇ ଆଶ୍ଚର୍ଯ୍ୟ ଲାଗୁଚି 😮😱😮
    କିନ୍ତୁ ଏହା ସତ Dil se love you ଲବ ଭାଇ 🥰❣️🥰

  • @mihirlifestyle1992
    @mihirlifestyle1992 Месяц назад +4

    Bhai super video heichi & china very development 👌👌👌👌

  • @chintu_creations_2003
    @chintu_creations_2003 Месяц назад +16

    କିଏ କିଏ ଲବ ଭାଇଙ୍କୁ ଭଲପାଅ ଲାଇକ୍ କର ❤

  • @BiswuBadara
    @BiswuBadara Месяц назад

    ଲବ ଭାଇ ବହୁତ ସୁନ୍ଦର ଚାଇନା city

  • @ASTATUS128
    @ASTATUS128 Месяц назад +1

    Laba bhai tame bahuta aji khusi re achha laguchi ❤❤❤❤

  • @tgr-legend
    @tgr-legend Месяц назад +10

    China is best developed countries in the world ❤

  • @sureshchandradas88
    @sureshchandradas88 Месяц назад +4

    Your videos are always unique and the best 👍 Gd luck ❤️🤞

  • @sethideepak313
    @sethideepak313 Месяц назад +1

    Superb amazing video laba bhai ❤

  • @ranjitkumarnaik271
    @ranjitkumarnaik271 Месяц назад

    ଲବ ଭାଇ ବହୁତ ସୁନ୍ଦର ଭିଡିଓ

  • @theanimal3153
    @theanimal3153 Месяц назад +19

    ରୋବଟ କୁକୁର ଦେଖି ବହୁତ ମଜା ଲାଗିଲା 😂😂😂😂😂ଚାଇନାର ଠାକୁର ଓ ମନ୍ଦିର ଦେଖାଇବେ 🙏🙏🙏❤️❤️❤️❤️❤️❤️❤️

  • @user-li4kd5wi1c
    @user-li4kd5wi1c Месяц назад +12

    ଲଭ ଭାଇ ବହୁତ ସୁନ୍ଦର ସୁନ୍ଦର ଦେଶର ସ୍ଥାନ ଦେଖାଉଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ତୋମକୁ ଈଶ୍ଵର ଆଶିର୍ବାଦ କରନ୍ତୁ 😮😮😊

  • @chunarambehera9454
    @chunarambehera9454 Месяц назад

    ବହୁତ ସୁନ୍ଦର ଲବ ଭାଇ 👍

  • @dineshkumarrout6145
    @dineshkumarrout6145 Месяц назад +1

    ବହୁତ ସୁନ୍ଦର

  • @SubhadraNaik-ms6qf
    @SubhadraNaik-ms6qf Месяц назад +11

    Jay jagannath bhai

  • @rajprakashsingh8315
    @rajprakashsingh8315 Месяц назад +4

    Laba bhai very nice thesh good😮😮😮😮 cantry

  • @user-dg6pj4wf8u
    @user-dg6pj4wf8u Месяц назад

    Super city ଲବ ଭାଇ👍👍

  • @TRSCreation143
    @TRSCreation143 Месяц назад

    ବହୁତ ସୁନ୍ଦର ଲବ ଭାଇ ❤❤️❤️❤️👌👍

  • @Arihant269
    @Arihant269 Месяц назад +9

    ଆମ ଦେଶ ବି ଖାସ୍ ଏମିତି ହୁଅନ୍ତା❤

  • @mahaliofficial647
    @mahaliofficial647 Месяц назад +5

    Laba bhai respect button 👍

  • @binodnayak6401
    @binodnayak6401 Месяц назад

    ଲବ ଭାଇ ତୁମକୁ ବହୁତ ଧନ୍ୟବାଦ ଏ ଭଳି ଭିଡ଼ିଓ ଉପଲୋଡ କରିବା ପାଇଁ

  • @HeneraBeheramajhi
    @HeneraBeheramajhi Месяц назад

    ବହୁତ୍ ଭଲ ଲାଗିଲା ଭାଇ ❤❤❤❤❤

  • @user-ov1ng6jj7q
    @user-ov1ng6jj7q Месяц назад +4

    Laba bhai ku dil se salam❤❤❤🙏🙏🙏🙏🙏

  • @nakuladehuri9718
    @nakuladehuri9718 Месяц назад +3

    ଭାଇ ସବୁଠୁ ଏ ଭିଡିଓ ଭଲ ଲାଗିଲା
    ଭାଇ ସବୁଠୁ ଏ ସିଟି ସବୁଠୁ ବଡ ସିଟି ଭଳିଆ ଲାଗୁଛି ଭାଇ ଏ ଭିଡିଓ ସବୁଠୁ ବେଷ୍ଟ୍ ଲାଗିଲା
    😊

  • @jitendrasahoo3720
    @jitendrasahoo3720 Месяц назад

    Very very thanks loba bhai

  • @anantakumarsahoo5237
    @anantakumarsahoo5237 Месяц назад

    Very nice view❤❤❤, thanks for your information❤❤❤

  • @premalatasabara5000
    @premalatasabara5000 Месяц назад +4

    waw Labo bhai superb bahut khusi lagila aponoko video dekhila pore

  • @jitenkumar6961
    @jitenkumar6961 Месяц назад +3

    ❤❤❤❤❤❤❤ଜୟଜଗନ୍ନାଥ

  • @sarojnaik4
    @sarojnaik4 Месяц назад +2

    Well done Laba babu.. Your videos n presentation style is of next level.. 🎉🎉🎉🎉🎉 Keep it up

  • @lalitkumarsahoo9740
    @lalitkumarsahoo9740 Месяц назад

    Superb outstanding and unbelievable 😱😱

  • @dasarathimohapatra618
    @dasarathimohapatra618 Месяц назад +3

    ଅନେକ ଅନେକ ଶୁଭକାମନା, ଜଗନ୍ନାଥ ଙ୍କର କୃପାରୁ ଭଲରେ ରୁହ, ଏମିତି ଅଜବ ଦେଶ ଦୁନିଆ ଦେଖି ଥିବାରୁ, ଅନେକ ଅନେକ ଧନ୍ୟବାଦ୍, ଭିଡିଓ ଟି ବହୁତ ସୁନ୍ଦର ହେଇଛି,ଜୟ ଜଗନ୍ନାଥ,

  • @JadunathTudu...
    @JadunathTudu... Месяц назад +2

    Very nice city😊❤️☺️

  • @jadumanihembram6195
    @jadumanihembram6195 Месяц назад

    We have to accept the real/infrastructure & Technical developments of China. Thank You Laba Bhai for your excellent efforts and videos.

  • @HappyBamboo-kh2pg
    @HappyBamboo-kh2pg Месяц назад

    ଭାଇ ଧନ୍ୟବାଦ ❤❤❤

  • @GurunathOfficial-pc1tp
    @GurunathOfficial-pc1tp Месяц назад +3

    ଲବ ଭାଇ ର video ଦେଖୁଚି ନା.. Move ଦେକୁଛି.. ମୁ ସତରେ ଆଜି ମୁ ଜାଣିଲି କି.. ଏମିତି ସତରେ Bilding ଅଛି....ମୁ ବାବିନତିଲି .. 👍Lab bhai❤️

  • @PrasannadandsenaDandsena
    @PrasannadandsenaDandsena Месяц назад +2

    Your great bhai

  • @bishupurty3384
    @bishupurty3384 Месяц назад

    ଦେଖିବାକୁ ଭଲ ଲାଗୁଚି 🙏🙏🙏🙏🙏👍👍👍

  • @minusingh6506
    @minusingh6506 Месяц назад

    So interesting and beautiful place wow ❤👌 really I enjoyed it

  • @bhagirathimohapatra3604
    @bhagirathimohapatra3604 Месяц назад +2

    ଓଡ଼ିଆ ଜଗତରେ ନମ୍ବର ୱାନ ୟୁଟୁବର ଲବ ହାଁସ୍ତା 👍
    ହୃଦୟରୁ ଅନେକ ଅନେକ ଭଲପାଇବା ❤️

  • @Mrsantosh7878
    @Mrsantosh7878 Месяц назад +3

    I love labha hasadha

  • @MadhusmitaDipa
    @MadhusmitaDipa 7 дней назад

    ଭାଇ ବହୁତ୍ ସୁନ୍ଦର୍ ଭିଡିଓ 🙏🙏🙏❤❤❤

  • @user-mr6ci5fo4x
    @user-mr6ci5fo4x Месяц назад

    Great ଲବଭାଇ ❤

  • @n.rcreation3399
    @n.rcreation3399 Месяц назад +4

    Laba bhai hamara liye itne acha vidio banate he iskeliye to like banta he like thoko sab

  • @rahulsarkar3880
    @rahulsarkar3880 Месяц назад +3

    Congratulations ❤

  • @kunjabiharimohanta4608
    @kunjabiharimohanta4608 Месяц назад

    Vedio ଭଲ ଲାଗିଲା

  • @vivekhembram8805
    @vivekhembram8805 Месяц назад

    ବୋହୁତ ସୁନ୍ଦର

  • @MunnaKumar-Miss
    @MunnaKumar-Miss Месяц назад +3

    Sir video ti Ku Dekhi bahut bal lagila

  • @pujariparalgd
    @pujariparalgd Месяц назад +5

    ଉମରକୋଟ ନବରଙ୍ଗପୁର କିଏ କିଏ ଲାଇକ କର

  • @purnatiria237
    @purnatiria237 Месяц назад

    View bahut sundar dekha jauchhi

  • @goneshmurmu1447
    @goneshmurmu1447 Месяц назад

    Wao
    Bohut bodhiaa laguchhi bhai city👌👌👌