'ଖଣି ଲୁଟେରାଙ୍କୁ ଝାରପଡ଼ା ଜେଲ୍ ପଠାଇବା ତ' || CM Mohan Majhi || Keonjhar District || Odisha Reporter

Поделиться
HTML-код
  • Опубликовано: 22 июн 2024
  • ଲୋକଙ୍କୁ ପଚାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ- ଯେଉଁମାନେ କେନ୍ଦୁଝର ଜିଲ୍ଲାକୁ ଲୁଟୁଥିଲେ ସେମାନଙ୍କୁ ଝାରପଡ଼ା ଜେଲ୍ ପଠାଇବା ତ? ଉପସ୍ଥିତ ଲୋକେ କହିଲେ ହଁ...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaReporteronRUclips
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #mohanmajhi #keonjhar #CMOdisha #BJPGovt

Комментарии • 446

  • @gourangacharannaik6514
    @gourangacharannaik6514 Месяц назад +96

    ୨୫ବର୍ଷ ପରେ ଆଜି ମୁଁ ମୋ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ମୁଁହରୁ ଓଡିଆ ଭାଷଣ ଶୁଣି ପାରିଛି |ତେଣୁ ମୁଁ ଆଜି ବହୁତ ଖୁସି |ଜୟ ମା ତାରିଣୀ

  • @Shree_910
    @Shree_910 Месяц назад +253

    ଓଡ଼ିଆ ଭାଷଣ ଶୁଣି କାହାକୁ ଭଲ ଲାଗିଲା ଲାଇକ୍ କର👍🏻

  • @kichakeswarifilms
    @kichakeswarifilms Месяц назад +71

    ସୁନ୍ଦର 👏ଏତେଦିନ ପରେ ଓଡ଼ିଆ ଶୁଣି ଭଲ ଲାଗିଲା 👏ଜୟ ଶ୍ରୀରାମ 👏

  • @crazyyyy-cp5ih
    @crazyyyy-cp5ih Месяц назад +177

    ୨୫ବରଷ ପରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଓଡ଼ିଆ ଶୁଣିବା ପରେ ଭଲଲାଗିଲା

    • @bapisadangi3373
      @bapisadangi3373 Месяц назад +3

      Right 🎉

    • @ashishpatnaik5171
      @ashishpatnaik5171 Месяц назад +1

      Only Odia suniba

    • @sradhamihir5552
      @sradhamihir5552 Месяц назад +1

      English ତ ବୁଝିପାରିବନି କହିବ କଣ ?😂

    • @stcreation8959
      @stcreation8959 Месяц назад +1

      Remote control from delhi😅

    • @user-iw6qu7jy3e
      @user-iw6qu7jy3e Месяц назад +1

      ​@@sradhamihir5552English re kahiba kn nihati darkar..? Mohan babu Nabin nuhe khanti odia Adivasi

  • @sureshchandradash6900
    @sureshchandradash6900 Месяц назад +89

    100% ସମର୍ଥନ, jail ପଠାଇବାପରେ ସ୍ୱାଭିମାନ ଓଡିଶାବାସୀଙ୍କ ଆତ୍ମା ସନ୍ତୁଷ୍ଟ ହେବ, ଅପେକ୍ଷା.

  • @saratbehera3310
    @saratbehera3310 Месяц назад +38

    କେନ୍ଦୁଝର ପିଲାଙ୍କୁ ନିଜ ଅଞ୍ଚଳର ଖଣି କାରଖାନା ମାନଙ୍କରେ ଆଗ କାମ ଦିଅ,, ଅଣଓଡିଆ ଙ୍କୁ ହଟାଅ

  • @user-ud1lp4oh5t
    @user-ud1lp4oh5t Месяц назад +67

    ୨୫ ବର୍ଷ ପରେ ଓଡିଆ ପୁଅ ମୁଖ୍ୟ ମନ୍ତ୍ରୀ ହେଲା ଓଡିଆ ଭାଷା ରେ ଭାଷଣ ଶୁଣି ନିଜକୁ ମାନୁଛୁ ଏବେ ଆମେ ଓଡିଶା ରେ ଅଛୁ

  • @dhamirona8662
    @dhamirona8662 Месяц назад +59

    ଧନ୍ୟବାଦ ସାର୍, ଅତିଶୀଘ୍ର ପଠାଇବା ଜୟ ହୋ ମୋହନ ସରକାର

  • @niharranjannayak7534
    @niharranjannayak7534 Месяц назад +66

    ଓଡିଶା ବାସି କି ସୁନ୍ଦର ଓଡିଆରେ ଭାଷଣକୁ ଶୁଣନ୍ତୁ

    • @jpradhan2140
      @jpradhan2140 Месяц назад

      Peta puri jauchhi odia sunuki
      Bjp chora sarkar i don't like bjp

    • @skshitish
      @skshitish Месяц назад

      Kan ame regular salary paibu

  • @ranathemukhdasinger687
    @ranathemukhdasinger687 Месяц назад +7

    ସୁନ୍ଦର ଅଭିଭାଷଣ ଆମ ପ୍ରିୟ ମୁଖମନ୍ତ୍ରୀ ଙ୍କର ,ଏ ସବୁ କାର୍ଯ୍ୟରେ ପରିଣତ ହେଉ , ମହାଶୟ ଆମେ ହୃଦୟରୁ ସଲାମ୍ କରୁଛୁ ।

  • @santoshkumarsahoo8671
    @santoshkumarsahoo8671 Месяц назад +12

    ଏ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବର୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ମଧ୍ୟରେ ଫରକ୍ ❤, ଅପେକ୍ଷା କରନ୍ତୁ ଖୁବଶୀଘ୍ର ଆମ ରାଜ୍ୟ ବିକଶିତ ହେବାକୁ ଯାଉଅଛି, ଜୟ ଜଗନ୍ନାଥ ❤❤

    • @skshitish
      @skshitish Месяц назад +1

      Han. 4 dura kholia pare , abe 2 duara band haba

    • @aryan7799
      @aryan7799 28 дней назад

      Hmmm se kama karu thike a dialogue re hin sabu kichi kari jibe

  • @tusarkantasahu1064
    @tusarkantasahu1064 Месяц назад +15

    କୋଇଡ଼ା, କଳାଟା, ଖଣି ଚୋର ଙ୍କୁ ଧର..
    ଜୟ ଶ୍ରୀରାମ

  • @diptiranjanjena3568
    @diptiranjanjena3568 Месяц назад +28

    Election ସରିଗଲାଣି ଆଉ ବିରୋଧୀ ଅପପ୍ରଚାର ନକରି ଉନତିମୂଳକ କାର୍ଯ୍ୟ କରିଚାଲ, ଲୋକ ଖୁସି ହେବେ

    • @user-yr1hq5ei7d
      @user-yr1hq5ei7d Месяц назад

      Tu. Maghea. Bodha. B. J. D. Chora.

    • @mithundehury1979
      @mithundehury1979 Месяц назад +3

      ତୁ ମୋ ବାଳ ଟା ଜାଣିଛୁ

  • @TapanroseBTR
    @TapanroseBTR Месяц назад +11

    Sure sir
    ଏଇ ଚୋର ମାନଙ୍କୁ ଶୀଘ୍ର ଝାରପଡା ଜେଲରେ ଭରି କରନ୍ତୁ.......
    ଯେତେ ଖାଇଛନ୍ତି ସବୁ ଟଙ୍କା ଓଡିଶା ରାଜକୋଷକୁ ଆଣନ୍ତୁ

  • @PremaLata-pw3dg
    @PremaLata-pw3dg Месяц назад +10

    ବୋହୁତ ସୁନ୍ଦର ସାର 🙏❤🙏

  • @NarayanaPadhy-yc3vm
    @NarayanaPadhy-yc3vm Месяц назад +2

    ଓଡ଼ିଆ ମାଟିର ପ୍ରକୃତ ପୁଅ ଯାହାର ହୃଦୟ କାନ୍ଦି ଉଠୁଛି ଓଡ଼ିଆ ମାଟି ପାଇଁ
    🙏🙏🙏

  • @MANAS-SIR-24
    @MANAS-SIR-24 Месяц назад +5

    ଆଗ ଅପରାଧିଙ୍କୁ ବାନ୍ଧନ୍ତୁ ତାପରେ କୁହନ୍ତୁ । ଆମେ ସେ କ୍ଷମତା ଆପଣଙ୍କୁ ଦେଇଛୁ ।
    ଏବେ କଥା ନୁହେଁ କାମ ଦରକାର

  • @wingsoffire563
    @wingsoffire563 Месяц назад +2

    Sir first police departments ru corruption hatantu

  • @niranjanpanda8574
    @niranjanpanda8574 Месяц назад +1

    ଆଜି ଓଡିଆ ମୁଖ୍ଯମନ୍ତ୍ରୀ ଭାଷଣ ଶୁଣି ନିଜକୁ ଗର୍ବ ଲାଗୁଛି।

  • @deepakacharya3892
    @deepakacharya3892 Месяц назад +19

    ଆବେ ଛୋଟ ମୁଣ୍ଡିଆ ଖଣି ଲୁଟ୍ ପାଇଁ ହିଁ ତତେ ମୁଖ୍ୟମନ୍ତ୍ରୀ କରା ଯାଇଛି। ତୁ ସଖୀ କଣ୍ଢେଇ ବେ, ମୋହନା ଯଦି ତୁ ମଣିଷ ଛୁଆ ତ ତୁରନ୍ତ ଗିରଫ କରି ପ୍ରମାଣିତ କର।

    • @taktome3340
      @taktome3340 Месяц назад

      😂😂😂

    • @Imsrmm
      @Imsrmm Месяц назад

      😂😂 hebo but dheere dheere 😁

    • @user-yr1hq5ei7d
      @user-yr1hq5ei7d Месяц назад +1

      Giraf. Habera. Maghea. Badha. Chua. Thi kya. Dharjya. Dhar.

    • @anandasankarbehera866
      @anandasankarbehera866 Месяц назад +6

      Tu bi jail jibu .... ଭାଷା ଗତ ଜ୍ଞାନ ରଖ,ନହେଲେ ତମ ସବୁ ପାରିବାର ସହ ଜେଲ୍ ଯିବ

    • @user-yr1hq5ei7d
      @user-yr1hq5ei7d Месяц назад

      Sa. Loka. Ta. Kahila. Khani. Lut. Pai. Tata. Mukhya. Mantri. Kara. Jaichi. Au. Mu. Tanku. Comit. Madhyam. Ra. Kahile. Sathira. Tor. Kon. Gala. Tu. Kia. Muta. Ta. Kahine. Mu. Tata. Chinine.

  • @ashishpatnaik5171
    @ashishpatnaik5171 Месяц назад +3

    Neet exam scam bisayare kahuna….

  • @bapisadangi3373
    @bapisadangi3373 Месяц назад +44

    ହାରାମି ନବୀନ ପଟ୍ଟନାୟକ ଧୁଆଁ ଅଳିଆଗଦା ବିଜେଡିଦଳ କୋରନାରୋଗ ଓଡ଼ିଶାରେ ବିନାଶ କରିଛି ବିଜେଡି

    • @user-tc3su2xf2z
      @user-tc3su2xf2z Месяц назад +3

      ନବୀନ ଗେହିଁଲା କି ତୋ ଘରେ

    • @bapisadangi3373
      @bapisadangi3373 Месяц назад

      @@user-tc3su2xf2z ନାଁ ରେ ଓଡ଼ିଆ ବୁଝି ପାରୁ ନୁ, ତୋର ଭଉଣୀ ବୋଉ କୁ ମୁଁ ପେଲୁଚି ପାଣ୍ଡୁ ଦେଖିଦେଲେ ପାଣ୍ଡିଆ କହିଲା ତମେ ବସିକି ପେଲୁଚ, ମୁଁ କହିଲି ତୁ,ଜଦିପେଲିବୁ, ତୋର ମାଁ ଝିଅ ଭଉଣୀ କୁ ନବୀନ ପାଖକୁ ଠେଲି ଦେଇ ଠିକ୍ କଲା,କହିଲୁରେ,ପାଣ୍ଡୁପେଳଚଟା ଭଉଣୀ ଗିହା,ଜଦି, ଚାହୁଁଛୁ ତୋର ଭଉଣୀ, ମାଁ ଝିଅ ପାଟିରେ 👄 ଗାଣ୍ଡିରେ ପୁରାଇବି ମୋର ଲମ୍ବା ମୋଟା ବାଣ୍ଡଟା ଚପେଇ କରି ପୁରା ଇବି ଖୁସି ତ

    • @dishomkumblu2453
      @dishomkumblu2453 Месяц назад +1

      ​@@user-tc3su2xf2z tote heithila bodhe BJD 😂😂😂

    • @ashishpatnaik5171
      @ashishpatnaik5171 Месяц назад

      Beiman….

    • @bapisadangi3373
      @bapisadangi3373 Месяц назад

      @@ashishpatnaik5171 ପାଣ୍ଡୁପେଳଚଟା କିରେ

  • @santoshsamal5069
    @santoshsamal5069 Месяц назад +2

    ମୋର ଅତି ପ୍ରିୟ ଭାଇ ଓ ଓଡିଶା ର ଆମ ପ୍ରିଅ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଉଛନ୍ତି ଆମ ଓଡ଼ିଆ ଙ୍କ ପାଇଁ ବିଶ୍ଵାସର ପତିକ

  • @bagarfarming9632
    @bagarfarming9632 Месяц назад +2

    I am so happy after hearing odia speech.

  • @ashwinisahu6584
    @ashwinisahu6584 Месяц назад +3

    BAHUT SUNDAR ODISHARA CM ODIARE KAHUCHHANTI

  • @kichakeswarifilms
    @kichakeswarifilms Месяц назад +3

    ଜୟ ଶ୍ରୀରାମ

  • @arjundas1868
    @arjundas1868 Месяц назад +2

    Jay shree Ram 🙏 sir 🎉🎉

  • @bhagabanpradhan7500
    @bhagabanpradhan7500 Месяц назад

    Thanks CM sir
    Bhasan Suna Odia bhaimane Aee ta Odia Bhari badia

  • @TapanroseBTR
    @TapanroseBTR Месяц назад +3

    First odia speech of honourable CM in 25 years

  • @socialmassage-rf7og
    @socialmassage-rf7og Месяц назад +7

    ୨୫ ବର୍ଷ ପରେ ଜଣେ ଓଡିଆ ପୁଅ ମୂକ୍ଷ୍ୟ ମନ୍ତ୍ରୀ ଓଡିଆ ଭାଷାରେ ଭାସଣ ଦେବା ଏବେ ଆମ କାନ ସୁଣୁଚ଼ି । ଆଉ ମନ୍ଧ୍ୟ ସାଧାରଣ ଲୋକ ତାଙ୍କ ସହ ମିସି ପାରୁଚ଼ି କଥା ବି ହେଉ ପାରୁଛି ତାଠାରୁ ଗର୍ବ କିଛି ଅଛି ।
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ

    • @sradhamihir5552
      @sradhamihir5552 Месяц назад +1

      ନବୀନ ଥିଲେ ଖାଣ୍ଟି ଓଡ଼ିଆ, ମୋହନ ହେଲେ ଆଦିବାସୀ ଓଡ଼ିଆ 😂

    • @kanhadalai5827
      @kanhadalai5827 Месяц назад

      ତମ ଓଡ଼ିଆ କମେଣ୍ଟ ଟା ଟିକେ ଠିକ୍ ରେ ଦିଅ

    • @user-yr1hq5ei7d
      @user-yr1hq5ei7d Месяц назад

      Mu. Odia. Mu. Bhasha. Odia.

  • @HappyBeagle-br1tb
    @HappyBeagle-br1tb Месяц назад +7

    ଆପଣ ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହେଲା ଭଳି ଭାଇଚାରା ନଷ୍ଟ ନକରିଵା ପରିବର୍ତେ ଓଡ଼ିଶା ଓ ଓଡ଼ିଆ ମାନଙ୍କର ସୁରକ୍ଷା ଵିଷୟରେ ଚିନ୍ତା କଲେ ଭଲ ହୁଅନ୍ତା। ଓଡ଼ିଶାର ଖଣି ଖାଦାନ କେମିତି ଲୁଟ ହେବନି ପୁରା ସିଲ କରିଦିଅନ୍ତୁ

    • @sradhamihir5552
      @sradhamihir5552 Месяц назад +1

      ୧୬,୧୭ ଟା ଖଣିକୁ ନିଲାମ ଡାକରା ହେଇଯିବ ଦେଖ 😂

    • @stcreation8959
      @stcreation8959 Месяц назад

      Bando seal ethoro seigudako sarkar choleibo 😂😂

  • @Ashokamalik-lv2eq
    @Ashokamalik-lv2eq 29 дней назад

    ସାର୍ ଯାଜପୁର ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଯାଜପୁରକୁ ପ୍ରଦୂଷଣ, ମୁକ୍ତ ପ୍ରବାସୀ ଶ୍ରମିକ ଦୁଃଖ ବୁଝନ୍ତୁ, ଜୟ ହିନ୍ଦୀ

  • @bhabanimishra4259
    @bhabanimishra4259 Месяц назад +2

    Dhanya bad sir agei chal parbhu Jagannath ama shanga re achhnti ❤❤❤

  • @user-rt6ft5jt4u
    @user-rt6ft5jt4u Месяц назад +5

    ପୁରାଣ କମ୍ କାମ୍ ବେଶି ନ ହେଲେ ପୁଅ ଯିବୁ ଫସି, ନବୀନ ଆସ୍ଲେ ବାନ୍ଧ୍ ବା ରସି

  • @ODIAMOTIVATIONALSTORIES
    @ODIAMOTIVATIONALSTORIES Месяц назад +2

    କାମ କମ l କଥା ବେଶୀ ହେଇଯାଉଛି l କାହା ବିରୋଧ ରେ ନ ଗପି ଓଡିଶା ର ଉନ୍ନତି କେମିତି ହେବ l ସେ ବିଷୟରେ ଚିନ୍ତା କରନ୍ତୁ l ନହେଲେ 5 ବର୍ଷ ବି କମ୍ପ୍ଲିଟ କରିବା ଭରି କଷ୍ଟ ହେଇଯିବ l

  • @user-mz6zy1yu9s
    @user-mz6zy1yu9s 28 дней назад

    Apananka bhasana bahuta bhala lagila sir🙏🙏🙏🙏

  • @Laxmipirya-fy3dz
    @Laxmipirya-fy3dz Месяц назад +1

    ଏହି ବାର୍ତା ମାଗଣା ଖିଆ ଙ୍କୁ ଜମା ପସନ୍ଦ ଲାଗିବନି ଜୟ ଜଗନ୍ନାଥ

  • @himansudash9149
    @himansudash9149 Месяц назад +12

    କମିସନ୍ ଦେଲେ ସବୁ ମାଫ୍। କେତେ ପଠେଇବ ଦେଖିବା। ମୋଦି କହୁଛି ଭାରତ ମାତା କି ଜୟ କିନ୍ତୁ କାମରେ ମା ର ସବୁ ଅଂଗ ବିକି ସାରିଲାଣି। ରେଲ୍ ତେଲ୍ ଭେଲ୍ ସବୁ ବିକି ସାରି ଦେଶଭକ୍ତ।

    • @jstar3093
      @jstar3093 Месяц назад

      Tu kinikuni kana pain

    • @user-yr1hq5ei7d
      @user-yr1hq5ei7d Месяц назад

      Tata. Maghea. Chora. Agha. Mohan. Sar. Jel. Kimba. Fashi. Daba.

    • @kanhadalai5827
      @kanhadalai5827 Месяц назад

      ​@@user-yr1hq5ei7dତତେ ଫାଶୀ ଦେଲେ ହବନି ?

    • @user-yr1hq5ei7d
      @user-yr1hq5ei7d Месяц назад

      Tu. Maghea. Badha. Chua. Jadi. Mo. Samaan. Ra. Thantu. Tata. Mu. Tadapi. Tadapi. Maranti. Tu. Maghea. Hota. Domo. Di. Sapa. Maghea. Keta. Bala. B. J. P. Ku. Takichu. Ta. Keta. Bela. B. J. D. Ku. Keta. Bela. B. J. D. Birodhara. Kauchu. Ta. Keta. Bela. B. J. P. Biradhera. Apua. Odiara. Gota. Katha. Achi. Di. Naba. Ra. Goda. Dai. Gandi. Bata. Prana. Jai.

    • @user-yr1hq5ei7d
      @user-yr1hq5ei7d Месяц назад

      Tu. Maghea. Ghea. Khainu. Bodha. Sathi. Pai. Kauchu. Mo. Samanara. Parantu. Dakhanti. Tora. Mora. Mulkat. Kahara. Keta. Dum.

  • @pratapkumarjena1829
    @pratapkumarjena1829 Месяц назад +10

    ଖାସ୍ କରି ଏଇ ଶଳା ବବି ଦାସ କୁ ହାତରେ ହାତ କଡି ପିନ୍ଧାଇ ବାଟରେ ଚଳାଇ ଚଳାଇ ନେଇ ତାକୁ ଆଜୀବନ ଜେଲ ଦଣ୍ଡ ଯଦି ଦିଆ ଯାଆନ୍ତା ଭାରି ଭଲ ହୁଅନ୍ତା ଆମ ଗରିବ ର ବନ୍ଧୁ ମୋହନ ସରକାର ଜୀ ଆଜି ଆପଣକଂ ପାଖରେ ସାଧାରଣ ଗରିବ ଜନତା ଙ୍କ ର ଅନୁରୋଧ ଏ ଶଳା ବବି ଦାସ ବୋହୁତ ଅନ୍ୟା ଦୃନି ତି କରିଛି ସାଧାରଣ ଲୋକଟିଏ ଯଦି ତା ବିରୋଧରେ ସ୍ୱର୍ ଉଠେଇ ଛି ତାକୁ ସେ ସବୁ ଦିନ ପାଇଁ ଦୁନିଆରୁ ହଜେଇ ଦେଇଛି ଆପଣ ତ ଭଲ ଭାବରେ ତା କଳା କାରନାମା ଜାଣିଛନ୍ତି ଆଜ୍ଞା ଆମେ ଏଇ ଭୋଟ ଆଗରୁ ତା ଘର ପଟେ ଦେଇ ଆସିଛୁ କିଛି ଲୋକଙ୍କ ପାଖରୁ ସୁଣିଛୁ ସେ ଏବେ ଯେହୁ ନୂଆ କରି ବିରାଟ ବଡ ଘର ବାନାଉ ଛି ସେଥିରେ ଯେମିତି ରାମ ମନ୍ଦିର ରେ ଯେମିତି ପଥର ର ମୂର୍ତ୍ତି ଅଙ୍କା ହୋଇ ବନୁଛି ସେମିତି ଆଲିସନ୍ ବଙ୍ଗଳା ବାନାଉ ଥିଲା ଆଗରୁ ତ ତାର ହଜାର ଗାଡ଼ି ମଟର ଘର ଚାରି ଆଡେ଼ ଯାଜପୁର ଜିଲ୍ଲାର ଯେତେ ସବୁ ସରକାରୀ ବାବୁ ମାନେ ତା କଥାରେ ଉଠ ବସ ସବୁଠୁ ତା ପାଖକୁ ପିସ ଆସେ ସେ ବାଲି ହୋଊ କି ସେ ପାଣି ପବନ ତା ପ୍ରତି ନୂଆ ସରକାର ରେ କିଛି ଗୋଟେ ଭଲ କାମ ହୋଊ ଯାହାକି ସାରା ଓଡ଼ିଶା ବାସୀ ଅଧିକ ରୁ ଅଧିକ ଖୁସି ହୋଇ ପାରନ୍ତି ଟାଣି

    • @Richo047
      @Richo047 Месяц назад

      Thik kahicha Bhai

    • @Richo047
      @Richo047 Месяц назад

      Thik kahicha Bhai

  • @baishakhimahanta6681
    @baishakhimahanta6681 Месяц назад

    Odisha aji dhanya heigola jay Jagannath

  • @ShortWorld-6rt
    @ShortWorld-6rt Месяц назад +15

    ବହୁତ୍ ବହୁତ୍ ଧନ୍ୟବାଦ୍ ଓଡ଼ିଶା ବାସୀ ଆଜି ଆମରି ପାଇଁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ଭାଷା ରେ ଭାଷଣ ଦେଉଛନ୍ତି ଯାହା ୨୪ ବର୍ଷ ହେଲା ଖଣ୍ଡି ଓଡ଼ିଆ ଶୁଣି ଶୁଣି ବିରକ୍ତି ଭାବ ଆସୁଥିବା ସହ ଓଡ଼ିଆ ଭାଷା ପ୍ରତି ସାନ୍ଧେୟ ଲାଗୁଥିଲା... ଜୟ ଜଗନ୍ନାଥ.

  • @harekrishnasahoo9741
    @harekrishnasahoo9741 Месяц назад

    Thank you Guruji CM for indigenous thought n culture of Odisha. We feel that we are free from British/Italian/Tamil rule.

  • @brajakishorepadhi4022
    @brajakishorepadhi4022 Месяц назад +2

    ନିଶ୍ଚିତ।

  • @user-xx8du5op4t
    @user-xx8du5op4t Месяц назад +2

    ବାଳ କଥା କହୁଚୁ କାମ କରିକି ଦେଖା

  • @SardhanjaliVillagekitchen
    @SardhanjaliVillagekitchen Месяц назад +2

    Sir 300unit free electricity kuade gala. Apana aga kuhantu.

    • @Bachan254
      @Bachan254 Месяц назад +1

      ତୋତେ free ରେ ଗୋଟେ ବାଣ୍ଡ ହେଲେ ଦୀୟ ହବ wait କର

    • @ashishpatnaik5171
      @ashishpatnaik5171 Месяц назад

      BJP router dala

    • @stcreation8959
      @stcreation8959 Месяц назад

      Goribo moribo...dhoni nachibo...😂

  • @allworld3740
    @allworld3740 Месяц назад +12

    ଗୋଟେ କାମ କରନ୍ତୁ ସବୁ ବେଳେ କେନ୍ଦୁଝର କେନ୍ଦୁଝର ହଉଛନ୍ତି... ଆପଣ ଖାଲି କେନ୍ଦୁଝର ର ମୁଖ୍ୟମନ୍ତ୍ରୀ ହେଲେ ଭଲ ହୁଅନ୍ତା... ଓଡିଶା ର ନୁହଁ

    • @user-un2vi1sz2r
      @user-un2vi1sz2r Месяц назад +6

      Tame bjd loka jana paduchi

    • @user-yr1hq5ei7d
      @user-yr1hq5ei7d Месяц назад

      Samastankar. Sara. (30). Jilar. Gadha.

    • @kanhadalai5827
      @kanhadalai5827 Месяц назад

      ​@@user-un2vi1sz2rଆଉ ତମେ BJP ଲୋକ

    • @yashhh07
      @yashhh07 Месяц назад

      Auu nabeena bhalia kn bhubaneswar bhubaneswar hobo ki 😂

    • @kanhadalai5827
      @kanhadalai5827 29 дней назад

      @@yashhh07 are bhai tame odisha re rahuchha ki ? kichhi janichha jadi kuha Naveen Pattnaik nka sabu speech re kebala Odisha hin Odisha se Mohan majhi pari ahankari au garbi nuhanti 😂😂

  • @lipsa5949
    @lipsa5949 Месяц назад

    Jay Jagannath 🙏🏻Jay shree ram 🙏🏻 ate din pare odia bhasana suni bahut khushi laguchi 🙏🏻🙏🏻

  • @PrasantaSwain-ol5tz
    @PrasantaSwain-ol5tz 29 дней назад

    Great cm mohan sir,we like you.

  • @himansudash9149
    @himansudash9149 Месяц назад +2

    ଗପ ବେସୀ କାମ କମ୍

  • @madhusudanbhesra5638
    @madhusudanbhesra5638 Месяц назад +1

    Right sir, all in one ମୁଖ୍ୟମନ୍ତ୍ରୀ

  • @user-hc5ev2mp2u
    @user-hc5ev2mp2u Месяц назад

    🙏💐ଜୟ ଶ୍ରୀରାମ 🙏💐

  • @dolagobindajena6404
    @dolagobindajena6404 Месяц назад +1

    Jay jagannath🌺🙏🌺🚩

  • @user-rh5zt3tz9u
    @user-rh5zt3tz9u Месяц назад +2

    ସାର ଆପଣ ଜାହା କରୁଛନ୍ତି ଠିକ ହେଲେ ଆପଣଙ୍କ ହେଡ ଆପଣଙ୍କୁ ଆଦେଶ ଦେଲେ ତ,ମୁ କହିବାର କାରଣ ଆପଣଙ୍କର ଏଇ କେତେଟା ଅଡର ଫେଲ ହେଇ ଗଲାଣି ଆପଣ ଜୋଉ ଟା ଅଡର ଦେଉଛନ୍ତି ତାହା ଓଲଟା ହେଉଛି

  • @akshyabag9819
    @akshyabag9819 27 дней назад

    🙏🙏

  • @user-hc5ev2mp2u
    @user-hc5ev2mp2u Месяц назад

    ଜୟ ଓଡ଼ିଆ ମୁଖ୍ୟମନ୍ତ୍ରୀ 🙏💐🙏

  • @arunisahu...
    @arunisahu... Месяц назад

    ❤❤

  • @azubizu2534
    @azubizu2534 Месяц назад +1

    🙏🙏🙏No 1 ମୁଖ୍ୟମନ୍ତ୍ରୀ🙏🙏🙏

  • @kanjiaranjitkumar3824
    @kanjiaranjitkumar3824 Месяц назад +1

    Thanks 🙏🙏🙏🙏👍

  • @KaliaBiswal-cf3sp
    @KaliaBiswal-cf3sp 28 дней назад

    ❤❤❤

  • @haimabatimohanta3188
    @haimabatimohanta3188 Месяц назад +1

    We proud of you Sir 🙏🙏🙏🙏

  • @jagabandhunayak280
    @jagabandhunayak280 Месяц назад

    ନମସ୍କାର୍ ସାର, 🙏, ଲୁଟେରାମାନକୁଂ ଉପଯୁକ୍ତ ଦଣ୍ଡ ଦିଆଯାଉ ଶୁରଖ୍ୟା ନିମନ୍ତେ ଏହା ମୋର ଅନୁରୋଧ | ରହିଲି ନମସ୍କାର ସାର୍ 👏

  • @nirakarputa7426
    @nirakarputa7426 Месяц назад +1

    Bahot din pare Odisha cm nkar muharu Odia vasan sunbar ke mil la ❤❤❤

  • @RR-wg4ld
    @RR-wg4ld Месяц назад +1

    Nice speech 👏

  • @gyanaranjannayak7647
    @gyanaranjannayak7647 Месяц назад +1

    I am happy very good decisions i love odisha ❤❤❤

  • @manaranjanmuna
    @manaranjanmuna Месяц назад

    Yes sir🙏

  • @niranjanpanda8574
    @niranjanpanda8574 Месяц назад

    Very good speech.

  • @srustidhardey5817
    @srustidhardey5817 Месяц назад +1

    Good ❤❤❤

  • @user-eu7js1hh7g
    @user-eu7js1hh7g Месяц назад +2

    ଆପଣ କଥାରୁ ଜଣା ପଡୁଚି 😂😂 ବିଜେଡ଼ି ବିଜେପି ଏକ ଜାଣି ଥା ଓଡିଶା ବାସୀ 😂😂

  • @suvendumohanty3887
    @suvendumohanty3887 Месяц назад +1

    Apekhya re rahilu..mohan sir

  • @LusiSwain-ry8nw
    @LusiSwain-ry8nw Месяц назад

    Welcomecmsir

  • @KaliaBiswal-cf3sp
    @KaliaBiswal-cf3sp 28 дней назад

    People CM 🙏🙏🙏

  • @RANJEETSAMAL.
    @RANJEETSAMAL. Месяц назад

    🙏🙏👍❤

  • @user-hc5ev2mp2u
    @user-hc5ev2mp2u Месяц назад

    ଜୟ ଓଡିଶା 🙏💐 ଜୟ ଜଗନ୍ନାଥ 🙏💐

  • @ranjitbehers3715
    @ranjitbehers3715 Месяц назад +7

    କିଛି କରିପାରିବେ ନାହିଁ BJP ଖାଲି ଭୁକିବ । ଆଚ୍ଛା ଦିନ କେବେ ଆସିବା ।

  • @AratiSatpathy-bk6ig
    @AratiSatpathy-bk6ig Месяц назад

    Yes

  • @RohitaDehury-yy8yh
    @RohitaDehury-yy8yh Месяц назад

    Right 🎉❤

  • @sebayat
    @sebayat 29 дней назад +1

    ଖାଲି କେନ୍ଦୁଝର ଆଉ କୋଉ ଜିଲ୍ଲା ଓଡିଶା ରେ ନାହିଁ ବୋଧେ

  • @r_jstatusvideo6918
    @r_jstatusvideo6918 28 дней назад

    Nic❤❤❤

  • @bimalsahoo3038
    @bimalsahoo3038 Месяц назад

    Mohan bhai you are great.

  • @susantakumarbiswal4797
    @susantakumarbiswal4797 Месяц назад +1

    Yes sir

  • @mrperfectlipu8637
    @mrperfectlipu8637 Месяц назад

    Jay jay jay Jagannath 🙏🙏🙏🙏🙏😘

  • @rcmishra9463
    @rcmishra9463 Месяц назад

    Very good sir

  • @gourishankarmishra8710
    @gourishankarmishra8710 Месяц назад +1

    👍

  • @munakumar6420
    @munakumar6420 Месяц назад

    ସତରେ ଆମ ଭାଷା ଅତି ମଧୁର l ଦୀର୍ଘ ବର୍ଷ ପରେ ଓଡ଼ିଆ ଭାଷା ଭାଷଣ l ❤❤

    • @skshitish
      @skshitish Месяц назад

      Odisha ra ashmita Kan tike kuha ta

  • @rashmiranjanmohanty8526
    @rashmiranjanmohanty8526 Месяц назад

    Sir,Very Nice to listen your Speech.🙏🏻But Sir One Request that Now You are CM of Odisha not only for a District. And Your Speech Should not be political as u r already elected and it should be CM Message to People 🙏🏻

  • @PravatSamantara-ib6dn
    @PravatSamantara-ib6dn Месяц назад

    Thank you manyabar c m odissa

  • @sankirttanmajhi8472
    @sankirttanmajhi8472 Месяц назад +1

    ବର୍ଷ ବର୍ଷ ଧରି ସେମାନେ ଅନିତୀକରିଆଶୁଥିଳେ
    ଏବେଶୁନାରଉଡିଷାବନିଜିବ
    ଜଣାପଡିଗଳା

  • @sssmovicrazy2103
    @sssmovicrazy2103 Месяц назад +1

    Tata aau adani nahel aambani ku tame misiki lutiba

  • @user-vv2ic3ho6m
    @user-vv2ic3ho6m Месяц назад +1

    Bahut bhala odia kahuchanti ama muksya mantri....

  • @user-pf8it2gg1p
    @user-pf8it2gg1p Месяц назад

    ସାର୍ ଆଜି ମୁ ବହୁତ ଖୁସି ୨୫ ବର୍ଷ ଫରେ ଆଫଣ ଓଡ଼ିଆ ରେ କଥା ହେଲେ ଆପଣଙ୍କୁ ଧନ୍ୟବାଦ 🙏🙏🙏 ସାର୍

  • @bhagyabhusanmahapatra2457
    @bhagyabhusanmahapatra2457 Месяц назад +3

    Mu first time odisha ra CM nkara speech odiya bhasha re sunili.

    • @skshitish
      @skshitish Месяц назад

      Au odia re lekhiluni English re lekhuchu

  • @user-premanada
    @user-premanada Месяц назад

    ଜୟ ଶ୍ରୀରାମ
    ମୋହନ ସାର୍ ନମସ୍କାର ❤❤❤

  • @mrperfectlipu8637
    @mrperfectlipu8637 Месяц назад

    Jay jay jay sita 🙏🙏🙏🙏🙏😘🧘🇮🇳😍

  • @santoshbarik
    @santoshbarik Месяц назад

    Developed Odisha soon🙏

  • @radhakanta.JenaJena-bj5xe
    @radhakanta.JenaJena-bj5xe Месяц назад +1

    ❤❤ Best OF CM Odisha congratulations 👏👏👏 mohan Babu jindabaad

  • @KedarJena-ki9el
    @KedarJena-ki9el Месяц назад

    Right

  • @anandasankarbehera866
    @anandasankarbehera866 Месяц назад

    ❤❤❤❤❤❤❤❤❤❤❤❤❤❤❤❤❤❤❤ wonderful

  • @sanatanmahapatra5000
    @sanatanmahapatra5000 Месяц назад

    Yes.apananka sahit ekmat.

  • @srinibassamal604
    @srinibassamal604 Месяц назад

    Yes.

  • @hurshikeshmathan9565
    @hurshikeshmathan9565 29 дней назад

    Bilkul sir amanku sighra bahar karajau.Jou mane corrupt karichahanti jadi action Buldozer re niyantu.