ବେଙ୍ଗ ମାଂସ ବିକୁଛନ୍ତି ସୁନ୍ଦରୀ ଝିଅମାନେ

Поделиться
HTML-код
  • Опубликовано: 21 ноя 2024

Комментарии • 1,6 тыс.

  • @itssangramvlogs952
    @itssangramvlogs952 Год назад +152

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.🩷

  • @borunsmi143
    @borunsmi143 Год назад +15

    ଭାଇ ଆପଣଙ୍କୁ ଦୁର୍ଗନ୍ଧ ହେଉଛି କି ନାହିଁ ।
    ଧନ୍ୟବାଦ ଭାଇ👌👌👌

  • @ajaykumarsingh7524
    @ajaykumarsingh7524 Год назад +191

    ଲବ ଭାଇ ର ହୃଦୟ ଖୋଲା ଆକାଶ ଭଳି... Proud of Adivaasi youth generation

  • @anusuyaswain3664
    @anusuyaswain3664 Год назад +24

    କେତେ ନୂଆ ଜିନିଷ ଦେଖିବା ସହିତ କେତେ ନୂଆ କଥା ଜାଣି ହେଲା, ବହୁତ ଇଣ୍ଟ୍ରେଷ୍ଟିଙ୍ଗ୍ ଲାଗୁଛି । 👌ବଢ଼ଆ

  • @funnyboys5029
    @funnyboys5029 Год назад +89

    2024 ପୃବରୁ ଲବ ଭାଇ ଙ୍କର 1 milion ହେବଦର୍କର

  • @sudhirmpm7488
    @sudhirmpm7488 Год назад +4

    Bhai ବହୁତ୍ ଖୁସି ହେଲି ତମେ ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନାମ ନେଲ ❤❤❤❤❤❤❤❤❤❤❤❤❤❤❤

  • @digarbabucreation
    @digarbabucreation Год назад +265

    ମୟୂରଭଞ୍ଜ କୁସୁମୀ ବ୍ଲକରୁ ଲବ ଭାଇକୁ କେତେ ଜଣ ଭଲ ପାଅ Like କରନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @AnitaKisan-ul9oh
    @AnitaKisan-ul9oh 7 месяцев назад

    ଲବ ଭାଇଙ୍କ ଭିଡିଓ ଦେଖିକି ବହୁତ କିଛି ନୂଆ ଜାଗା ଦେଖିବାକୁ ମିଳିବା ସହିତ ନୂଆ କଥା ଶିଖି ପାରୁଛି। ଧନ୍ୟବାଦ ଲବ ଭାଇ ❤❤❤। ଭଗବାନ ତୁମକୁ ସବୁବେଳେ ଭଲରେ ରଖିଥାନ୍ତୁ।

  • @karabaskeyofficial7034
    @karabaskeyofficial7034 Год назад +151

    ମୟୂରଭଞ୍ଜ ଵିଜାତଳା ବ୍ଲକ ରୁ କେତେ ଜଣ ଲବ ଭାଇ କୁ ଭଲ ପାଅ comment କରି କୁହନ୍ତୁ ଜୟ ଜଗନ୍ନାଥ 🙏

  • @nilakanthahantal231
    @nilakanthahantal231 Год назад +1

    ଲବ ଭାଇ ଓଡ଼ିଶା ପାଇଁ ଏକ ମହାନ୍ ଲୋକ ଆମକୁ ବହୁତ୍ ସୁନ୍ଦର୍ ବଢ଼ିଆ vloger

  • @RAM-KATIA
    @RAM-KATIA Год назад +537

    କିଏ କିଏ ଲବ ଭାଇ ର ଭିଡ଼ିଓ ପ୍ରତ୍ୟକ ଦିନ ଦେଖୁଛ ଏହି କମେଣ୍ଟ୍ ରେ ଗୋଟିଏ ଲାଇକ୍ କରନ୍ତୁ ଧନ୍ୟବାଦ୍

  • @01Bharatiya
    @01Bharatiya Год назад +1

    ସବୁ ଖାଇଯିବେ ଏମାନେ, ବିଲୁଆ ମାଂସ ବି ଥିବ ବୋଧେ ସେଠି
    କରୋନା ହବରେ ଭାଇ ପଳେଇ ଆ ❤

  • @heygagan44
    @heygagan44 Год назад +17

    ଆମିଷ ଛାଡିବାକୁ ହେଲେ, ଏହି market ଯିବା ଦରକାର 👍👍

  • @sweet-ritu
    @sweet-ritu Год назад +7

    Oh my God very stranger jinisa bro 😱🙏, ଦୁନିଆର ସବୁ କୀଟ ପତଙ୍ଗ କୁ ଆଉ ଛାଡ଼ି ନାହାନ୍ତି , ସେଠାରେ ଗଲେ only ନିରାମିଷ ହିଁ ଖାଇବା କଥା 🤣🤣

  • @RamsinghHaiburu-c6u
    @RamsinghHaiburu-c6u Год назад +62

    ଭଗବାନ ତୁମକୁ ସବୁଦିନ ଭଲରେ ଘଣ୍ଟ ଘୋଡାଇ ରଖିଥାନ୍ତୁ

  • @PujaSwain-po6cg
    @PujaSwain-po6cg Год назад

    Super vlog nice place Jay jagannath🙏🙏🙏

  • @samuelmunda4869
    @samuelmunda4869 Год назад +27

    ଲବ ଭାଇ ବାଗବାନ ତୁମର ଯାତ୍ରା କୁ ମଙ୍ଗଳ କରନ୍ଥୁ ଆଉ ତୁମ ସବୁ ଇଚ୍ଛା ପୂରଣ କରନ୍ହୁ ଜୟ ଜଗନ୍ନାଥ I love you ଦାଦା

  • @reenirini5685
    @reenirini5685 Год назад +17

    God bless you bro take care always be strong love from malkangiri 👍👍🙏🙏👏

  • @ratanlalpurty6199
    @ratanlalpurty6199 Год назад +4

    ଅତି ସୁନ୍ଦର ଭାଇ, ତୁମ ଭିଡ଼ିଓ ଦ୍ୱାରା ଆମେ ସବୁ ଦେଶ ଦେଖି ପାରୁଛୁ, ବହୁତ ବହୁତ ଧନ୍ୟବାଦ ଭାଇ, God Blesse You 🙏❤️🙏❤️🙏❤️🙏

  • @Abhi-panda
    @Abhi-panda Год назад +18

    Thanks to explore the different places, lifestyle, culture of different countries..god bless you bhai

  • @dasharathivlogs710
    @dasharathivlogs710 Год назад +5

    ଆପଣଙ୍କ ଭିଡ଼ିଓ ସବୁଠୁ different ଆଉ ଭଉତ ସୁନ୍ଦର ଭିଡ଼ିଓ କରୁଛନ୍ତି ❤

  • @deepakblock1
    @deepakblock1 Год назад +3

    ଭାଇ ମୁଁ ଆଜି ତମକୁ ଧନ୍ୟବାଦ 🙏🏿🙏🏿🙏🏿🙏🏿

  • @sksidharthofficial3263
    @sksidharthofficial3263 Год назад +1038

    ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚

  • @durgeshpatra4498
    @durgeshpatra4498 7 месяцев назад +3

    ଆମର ଏଠି ବହୁତ ମାନସିକ ଦୁଶ୍ଚିନ୍ତା ସେଥିପାଇଁ ଘରେ ଘରେ ଡାଇବେଟିସ ଅଛି

  • @KeshabVlog27K
    @KeshabVlog27K Год назад +7

    Super vlog nice place 😮😮❤❤❤

  • @kshirodrout1191
    @kshirodrout1191 Год назад

    Ei Sabu video dekhiki bahut kichhi experience gain Kari hauchi..thank you love bhai❤

  • @theanimal3153
    @theanimal3153 Год назад +10

    ଆମେ ନିରାମିଷ❤❤❤❤ love animals ❤❤❤❤❤

  • @ckmeatngfarmer836
    @ckmeatngfarmer836 Год назад +10

    ନୂଆପଡ଼ା ଜିଲ୍ଲା ରୁ କେଉଁ ଭାଇ ଭଉଣୀ ମାନେ ଦେଖୁଛନ୍ତି ଲବ ଭାଇଙ୍କୁ like comment କର

    • @gamer...2
      @gamer...2 Год назад

      Bhai mu nabarangpur dist ru

  • @sugyaniodialifestyle2444
    @sugyaniodialifestyle2444 Год назад +4

    Wow ମଜା ଲାଗୁଚି ତୁମ ଭିଡ଼ିଓ ତୁମ ଭାଗ୍ୟ ଭଲ କେତେ ଆଡେ ବୁଲୁଛ ତୁମ କଥା ଯାକ ଶୁଣିବାକୁ ଆହୁରି ଭଲ ଲାଗୁଚି ମୋ ଭିଡ଼ିଓ କୁ ବି ଟିକେ support କରିବ wow dilouge ଆରେ ଭାଇରେ ଏଇଟା ପୁରା ମସ୍ତ ଅଛି ସବୁ ଭିଡ଼ିଓ ରେ 👍👍👍

  • @JyotsnaSahoo-w4k
    @JyotsnaSahoo-w4k Год назад

    Bahut sundar ki asyrya katha apnk jogu dekhi paruchu tq bhai benga market dekhi vala lagila

  • @ShaniSingh_01
    @ShaniSingh_01 Год назад +11

    ଲବ ଭାଇ ଜଣେ ବହୁତ୍ ମଜାଳିଆ ଲୋକ, ତାଙ୍କର କଥାବାର୍ତ୍ତା ପୁରା ସାଙ୍ଗ ଭଳିଆ ❤❤❤

  • @RMalik110
    @RMalik110 Год назад

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐👍🙏🙏🙏

  • @sorenbrother5681
    @sorenbrother5681 Год назад +32

    ମୟୂରଭଞ୍ଜ ଉଦଳା ବ୍ଲକ ରୁ କେତେଜଣ ଲବ ଭାଇ ଙ୍କ video dekhucha🎉
    Like kara ❤❤❤

  • @BabuliDehury-e8l
    @BabuliDehury-e8l Год назад

    ଭାଇ ନମସ୍କାର ....ଆଜିର ଏ ଭିଡିଓ ବହୁତ ଭଲ ଲାଗିଲା....ଜୟ ଜଗନ୍ନାଥ

  • @TapanDeuri-on3ex
    @TapanDeuri-on3ex Год назад +9

    BHAI BHAGABAN TUMA KU EMITI BHALARE RAKHANTU JAY JAGANNATH 💝💝💝

  • @sudhirmpm7488
    @sudhirmpm7488 Год назад

    ମାର୍କେଟ ରେ ବହୁତ୍ ନୂଆ ଜିନିଷ ଦେଖିବାକୁ ମିଳିଲା ❤❤❤❤

  • @LittleDanceralisha
    @LittleDanceralisha Год назад +18

    ଲବ ଦାଦା ଆମ ପରିବାର ତରଫରୁ ଶୁଭ ସକାଳ 🙏..ଦାଦା ମୁଁ ଯାହା video ମାଧ୍ୟମରେ ଦେଖିଲି .. Thailand ରେ ସେମାନେ କୀଟ ପତଙ୍ଗ ଠାରୁ ଧରିକି ସବୁ ଖାଉଛନ୍ତି .. ମାନିବାକୁ ପଡ଼ିବ ଭାଇ ... ଆଜି ତୁମ ଭିଡିଓ ରେ ଯାହା ଦେଖିଲି ମୁଁ କେବେ ବି ସ୍ୱପ୍ନରେ ରେ ଭାବି ନଥିଲି ଏମିତି ଭି ଦେଶ ଅଛି 😮.. ଯାହା ହେଉ ଆମ laba ଦାଦାଙ୍କ ପାଇଁ ଅମେ ମାନେ କିଛି ନୂଆ ନୂଆ ଜିନିଷ ସହିତ beautyful place ଦେଖିବାକୁ ପାଉଛନ୍ତି😊.. Jay Jagannath ⭕‼️⭕
    ....plz ଆମେ ମାନେ ସମସ୍ତେ ଏକତ୍ରିତ ହୋଇ.. ଆମ ମାନଙ୍କ ମାଧ୍ୟମରେ ଯେତିକି ସକ୍ଷମ ଆଉ ଟିକେ support କରିବା 🙏🙏🙏...... କଣ କହୁଛନ୍ତି ଆପଣ ମାନେ ....plz👍

  • @s.beherasb
    @s.beherasb Год назад +1

    ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଭାଇ

  • @murmukola8741
    @murmukola8741 Год назад +11

    ଆଠଗଡ ରୁ କଉଁମାନେ ଦେଖୁଛନ୍ତି 🧐👍👍

  • @odisha_systemmm_
    @odisha_systemmm_ Год назад +1

    Bhai Switzerland mora dream place....plz tk Switzerland buli asa....🥺

  • @DileswarMahantaOdiaVlogs
    @DileswarMahantaOdiaVlogs Год назад +7

    ଜୟ ଜଗନ୍ନାଥ... କେନ୍ଦୁଝର ରୁ ❤❤❤

  • @mamatalifestyle...4252
    @mamatalifestyle...4252 Год назад

    ଆପଣଙ୍କ ଭିଡିଓ ବହୁତ ଭଲ ଲାଗୁଛି ଆମେ ସବୁବେଳେ ଅପେକ୍ଷା କରିଥାଉ ଦେଖିବା ପାଇଁ👌👌

  • @Danguakola370
    @Danguakola370 Год назад +40

    Very nice laba bhai showing all type of living things and amazing looking, attractive, exploring very wow, love u bhai❤🎉🎉❤

  • @pintuvillagetour
    @pintuvillagetour Год назад +2

    ଭାଇ ସେ ସୁନ୍ଦରୀ ବେଙ୍ଗ ବାଲୀକୁ ଓଡ଼ିଶା ନେଇ ଆସ 🤣😂🤣😂❤️❤️❤️❤️

  • @swatisfamilyvlog
    @swatisfamilyvlog Год назад +61

    ଜୟ ଜଗନ୍ନାଥ ❤️👌🙏

  • @bidyabehera1881
    @bidyabehera1881 Год назад

    ଲବ ଭାଇ ଭିଡିଓ ବହୁତ ଭଲଲାଗିଲା ।(ଆରେଭାଇରେ) ଏଇ କଥାଟି ଶୁଣିବାକୁ ଭଲ ଲାଗୁଛି ।

  • @Beautykingvlog
    @Beautykingvlog Год назад +8

    🎉🎉🎉🎉500k🎉🎉🎉🎉🎉coming soon🎉🎉1m🎉🎉🇮🇳❤🙏👌

  • @ashokkumarbehera3341
    @ashokkumarbehera3341 7 месяцев назад +1

    Nice video Bhai,madi chala, Jay Jagannath

  • @papunexpress236
    @papunexpress236 Год назад +26

    ଯାଜପୁର ଭାଇମାନେ ଲବ ଭାଇ ପାଇଁ like କର ଜୟ ଜଗନ୍ନାଥ

  • @chandrasekharnayak9668
    @chandrasekharnayak9668 Год назад +4

    ଭାଇ ହାତରେ ଯାହାବି ଧରୁଛନ୍ତି ପରେ fast sanitising ହାତକୁ କରନ୍ତୁ .. କାହିଁକି ନା ବାହାର ଦେଶ ନିଜକୁ fast carefully ରଖନ୍ତୁ।।

  • @HoGamer7
    @HoGamer7 Год назад +7

    5 laks family complete dada ❤❤ 0:35

  • @blacktigervlogrkl9365
    @blacktigervlogrkl9365 26 дней назад +1

    Johar ge
    Chilka bugin ge

  • @ChhatoVlog
    @ChhatoVlog Год назад +8

    Congestion ଭାଇ 500k subscribe ହେଇଯାଇଛି ଆପଣଙ୍କ ଭିଡ଼ିଓ ଦେଖି ମନ କେ ସୁକୁନ ମିଲୁଛେ

  • @tapaskabat1380
    @tapaskabat1380 Год назад +6

    ଭାଇ ଶ୍ରୀଲଙ୍କା ଯାଅ

  • @MaheshHembram-m8j
    @MaheshHembram-m8j Год назад +4

    Good morning lava bhai you no1 travelar in odisha god bless you and your family members and you ❤❤

  • @sameersamantaray5908
    @sameersamantaray5908 Год назад +7

    Super Preagentation🎉❤love you laba vai

  • @Sanjib435
    @Sanjib435 Год назад +32

    ଯିଏ ଯିଏ ଲୋବ ଭାଇକୁ bholo pao like karo ❤❤

  • @hemantakumarsingh51
    @hemantakumarsingh51 Год назад +1

    Thank you Labo Bhai Mu heuchhi Baripada MBJ shyama khunt block ru

  • @ishakmajhi7786
    @ishakmajhi7786 Год назад +7

    ସବୁ ଦିନ ତମ ଭିଡିଓ ଅପେକ୍ଷା ରହିଛି ଲବ ଭାଇ

  • @niranjanpatra84
    @niranjanpatra84 Год назад +1

    Bhai sabubele tuma video re kichhi new items jaga dekhibaku miluchhi❤ god bless you brother ❤

  • @mbjtoka1437
    @mbjtoka1437 Год назад +24

    ମୟୂରଭଞ୍ଜ ମୋରଡା ବ୍ଲକ ରୁ ଯଉମାନେ ଦେଖୁଛ like କର 🥰

  • @JituBhoi-b3y
    @JituBhoi-b3y 5 месяцев назад

    ଯା ହଉ ଲବ Market ଦେଖେଇଲେ ଧନ୍ୟବାଦ 👍

  • @aswinyadav007
    @aswinyadav007 Год назад +28

    ସୁପର୍ ❤

  • @mohanmurudi2808
    @mohanmurudi2808 Год назад +7

    Puri pila like kara jay Jagannath 🙏❤️❤️

    • @saraswatipradhan5274
      @saraswatipradhan5274 Год назад +1

      ପୁରୀ ପିଲା maalike jay jagannath 🙏⭕‼️⭕🚩🚩🚩

  • @pratimabehera7830
    @pratimabehera7830 Год назад +11

    ଲବ ଭାଇ ସେ ଜିନିଷ ଟି ହେଲା ପଦ୍ମ ଫୁଲର କେଶର ଫୁଲ ସୁଖୀ ଗଲେ ତା ମଞ୍ଜି ଟିକି କେଶର କୁହନ୍ତି ଆମ ପୋଖରୀ ରେ ଏ ସବୁ ମିଳେ

  • @pustammajhi171
    @pustammajhi171 Год назад +8

    Very nice and beautiful ❤️❤️

  • @PurnabasiRaita
    @PurnabasiRaita Год назад +3

    ଦୁନିଆରେ ଯାହା ଅଛି ସବୁ ଖାହାନ୍ତି କିଛି ଛାଡନ୍ତି ନି ବାଦେ😱😱

  • @prakashpatra4471
    @prakashpatra4471 8 месяцев назад +1

    ବହୁତ ଭଲ ଲାଗିଲା ❤

  • @krishnachandralenka5948
    @krishnachandralenka5948 Год назад +6

    ଜୟ ଜଗନ୍ନାଥ ଲବ ଭାଇ 🥰

  • @BabulaNayak-xf5ux
    @BabulaNayak-xf5ux 7 месяцев назад

    ଭାଇ ପୋଛା ମାଂସ ଏମାନେ ଖାଇଉଛନ୍ତି ଏମାନେ ଜାନଵର ମଣିଷ.. 👍

  • @somanathbehera848
    @somanathbehera848 Год назад +8

    ମୁଁ ପ୍ରତିଟି ବ୍ଲଗିଂ ଦେଖେ 🤳🤳🤳

  • @rukunibehera4211
    @rukunibehera4211 Год назад +1

    Desi katha kahuch bhai
    Thenthuli bhai kanya
    There v thanks🙏🙏🙏🙏🙏 vy

  • @NuriBabu-og3go
    @NuriBabu-og3go Год назад +16

    Proud of odisha ❤

  • @puspanjalinaik164
    @puspanjalinaik164 Год назад

    ବହୁତ୍ ଦିନ ହେବ ମୁଁ ଆପଣଙ୍କ video ଦେଖି ପାରିନି, ବର୍ଷା ପାଇଁ network problem ରହୁଛି l ନେଟ୍ ବହୁତ୍ slow 😢 but ମୁଁ ଖୁସି ଅଛି l ଜଗନ୍ନାଥ ଆପଣଙ୍କୁ ବହୁତ ଭଲ ରେ ରଖନ୍ତୁ l ଆପଣ ଙ୍କ ଚଲା ପଥ ରେ ପ୍ରଭୁ ଙ୍କ ଆଶୀର୍ବାଦ ରହୁ l ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ 🙏🙏🙏🙏

  • @BanamaliPanda-jr8fb
    @BanamaliPanda-jr8fb Год назад +47

    You are legend brother ❤

  • @gitanjalijena3299
    @gitanjalijena3299 Год назад

    Laba tume se pocha machha Khao nahin....Laba tuma jogu ame ghare basi sabu dekhi paruchhu... May God bless you beta.... Jay Jagannath 🙏

  • @sagarsamalofficial
    @sagarsamalofficial Год назад +37

    କିଏ କିଏ ଲବ ଭାଇ କୁ ଭଲ ପାଉଛ like କର ❤

  • @sasmitapatra2294
    @sasmitapatra2294 Год назад +1

    Rupa pintu khusi Express to bahut bhalo Laba bhai Block❤❤❤

  • @rajunsingh644
    @rajunsingh644 Год назад +10

    ଭାଇ ଆମର ସବୁବେଳେ ପୁରା ଘାଣ୍ଟୁଛି ଫୂଲ ପୃଥିବୀ ❤️❤️

  • @GobindaSahu-y1l
    @GobindaSahu-y1l 9 месяцев назад +1

    Supar videos

  • @jotin_kumar
    @jotin_kumar Год назад +7

    ଜୟ ଜଗନ୍ନାଥ ଭାଇ ❤️🙏🏻

  • @ajunayak2697
    @ajunayak2697 Год назад +1

    Kandhamal asa thare bhai bulibaku

  • @aswinyadav007
    @aswinyadav007 Год назад +17

    ଦାଦା ଜୁହର ❤❤

  • @avilashmohanty9071
    @avilashmohanty9071 Год назад

    Bahut badhia lagila bhai ajira video...
    Super ❤❤❤❤
    🙏🙏Jay Jagannath🙏🙏

  • @ramkrushna9134
    @ramkrushna9134 Год назад +5

    ଭାଇ 🙏 ଭିଡିଓ ଭଲଲାଗିଲା ଏମିତି ସବୁଦିନ ଭଲ ଭଲ ଭିଡିଓ ଆଣିଥିବାରୁ ଧନ୍ୟବାଦ୍ ଭଗବାନ ଆପଣଙ୍କ ପାଖରେ ସବୁବେଳେ ଛାଇ ହଇ ରହିଥାନ୍ତୁ ଆଉ ଆପଣ ଆମପାଇଁ ସବୁବେଳେ ଏମିତି ଭଲ ଭଲ ଭିଡ଼ିଓ ନେଇ ଆସନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏

  • @saathvik1342
    @saathvik1342 Год назад

    Bohut bhalo Lagila Nonveg market vdo taaa

  • @DukhiaHembramMajhiBabu
    @DukhiaHembramMajhiBabu Год назад +5

    Very interesting vlogs Laba Dada 🙏🙏🙏

  • @PLACE--TRAVELLER--750
    @PLACE--TRAVELLER--750 Год назад +1

    ଭାଇ ତମ vedeo editing ବହୁତ ଭଲ ।

  • @sukalhembram6622
    @sukalhembram6622 Год назад +5

    ବହୁତ ଖୁସି ହୋଇଗଲି

  • @sidhuraika2946
    @sidhuraika2946 Год назад

    Very interesting video laba bhai..jou jinisa gudaku ame maridei phopadideu..segudaku..amne khanti.. amazing....so different kind of people..how they survive..? Very interesting..

  • @slstatusking7709
    @slstatusking7709 Год назад +23

    Today food most wonderful ❤️😂

  • @smithk1439
    @smithk1439 Год назад +1

    Bhai apananka video dwara ame bohut kichi sikhibaku paruchu ❤TQ SO MUCH ❤😊laba bhai 🥰🤗❤️💯🔥

  • @realityboyofficial2141
    @realityboyofficial2141 Год назад +12

    Love you laba dada 🎉❤🎉❤🎉❤🎉❤🎉❤🎉❤🎉❤

  • @SipunBarik-i7m
    @SipunBarik-i7m 4 месяца назад +2

    ପଦ୍ମ ପୁଷ୍କର ଲବ ଭାଇ

  • @mohancharanmajhi-x4d
    @mohancharanmajhi-x4d Год назад +29

    So beautiful ❤❤❤❤

  • @LilimaMirdha-iv1ih
    @LilimaMirdha-iv1ih 9 месяцев назад

    ❤❤❤❤❤ ବହୁତ୍ ଭଲ ଲାଗେ ତମର ଭିଡିଓ ।

  • @rajeshhembram9231
    @rajeshhembram9231 Год назад +12

    Amazing experience 🎉🎉

  • @trinathmunda2776
    @trinathmunda2776 Год назад

    Labo Bhai apananka video bahut bhala laguchi ........

  • @ajaykumarmohanty-gv6us
    @ajaykumarmohanty-gv6us Год назад +4

    God bless you with your health sir 🙏

  • @ManojDigal-ts9uq
    @ManojDigal-ts9uq 5 месяцев назад

    Bhai mu sabu video dekhi sarilini ❤❤❤❤❤bahut bhala laguchi. Amiti fell heuchi jemiti ki ame se place re achhu ❤❤