ଋଷିଆରେ ଓଡିଆ ପରିବାର ସହ ଦେଖା ହେଲା || ODIA FAMILY IN RUSSIA 🇷🇺

Поделиться
HTML-код
  • Опубликовано: 27 янв 2025

Комментарии • 1,2 тыс.

  • @DipuNaik-zt7iq
    @DipuNaik-zt7iq 8 месяцев назад +261

    ଲବ ଭାଇ actually ରେ ଓଡିଶା ର real Hero .❤

  • @nomadicbharat8618
    @nomadicbharat8618 8 месяцев назад +56

    ମୁଁ ବି ଗଞ୍ଜାମ ରୁ ଗଞ୍ଜାମ ଲୋକ russia 🇷🇺 ଅଛନ୍ତି ଆଉ ଜବ କରୁଛନ୍ତି ଜାଣି ବହୁତ ଖୁସି ଲାଗିଲା, Jay jaganatha 🙏

  • @AbhayapatraAbhayapatra
    @AbhayapatraAbhayapatra 8 месяцев назад +139

    କିଏ କିଏ ଲବ ଭାଇ କୁ ଭଲପାଅ ❤
    କମେଟ କର
    ଲବ ଭାଇ ର ଭିଡିଓ ପୁରା ଅଲଗା
    କିଛି ସିକିବର ଅଛି ସେ ଭିଡିଓ ରେ
    ,ଆଜି ଲବ ଭାଇ ପାଇଁ ଆମେ ପୁରା ଦୁନିଆ ଦେଖୁଚେ ଜୟ ଜଗନ୍ନାଥ ଓଡ଼ିଆ ଭାଇ ଭଉଣୀ❤❤❤❤

  • @amarnathraita717
    @amarnathraita717 8 месяцев назад +96

    ମୁଁ ଗଜପତି ରା.ଉଦୟଗିରି ରୁ, ଗଜପତି ପାରଳାଖେମୁଣ୍ଡି ଲୋକକୁଁ ମିସିଲ great ଭାଇ first time coment କରୁଛି

  • @ramachandranaik1132
    @ramachandranaik1132 8 месяцев назад +46

    ଭାଇ କାହା କଥା ଧରନି ତୁମୋ ଇଛା ଯାହା, ସବୁ ଠିକ ଅଛି god blees you ବ୍ରୋ.

  • @ajayakumarmohanty9582
    @ajayakumarmohanty9582 8 месяцев назад +131

    ଋଷିଆ ରେ ଓଡିଆ ମାନଙ୍କ ସହ ଭେଟ ବହୁତ ଖୁସି ଲାଗିଲା। ଧନ୍ୟବାଦ ।

    • @rabirm2581
      @rabirm2581 8 месяцев назад +1

      Great ❤odia in Russia

  • @msdaraitailoringtech1615
    @msdaraitailoringtech1615 8 месяцев назад +33

    ଓଡ଼ିଆ ପରିବାରଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍ ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ, ଜୟ ଜଗନ୍ନାଥ

  • @chandramanimahanta8332
    @chandramanimahanta8332 8 месяцев назад +31

    ବହୁତ ସୁନ୍ଦର ଲାଗିଲା ଓଡିଆ ଫେମିଲି ଙ୍କୁ ଭେଟକଲ ଛୁଆ ଦୁଇଟି ମଧ୍ୟ କିଉଟ ଅଛନ୍ତି
    ଜୟ ଜଗନ୍ନାଥ ସ୍ବାମୀ

  • @nayakpradeepkumar
    @nayakpradeepkumar 8 месяцев назад +145

    କିଛି କାହାରି କଥା ଶୁଣିବାର ନାହିଁ, ଆପଣ ଆପଣଙ୍କର କାମରେ ଏମିତି ଆଗେଇ ଚାଲନ୍ତୁ, you are the real hero of odisha, India❤️❤️❤️❤️❤️❤️❤️❤️

  • @anupamadas6512
    @anupamadas6512 8 месяцев назад +34

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ରୁଷିଆ ରେ ଅଡିଶା ର ଓଡିଆ ଫେମିଲି ଦେଖି ଭାରି ଖୁସି ଲାଗିଲା । ତୁମେ କାହାର ଖରାପ କମେଣଟ୍ ପଢ ନାହିଁ କାରଣ ଖରାପ ଲୋକ ପଛକୁ ଟାଣିବେ। ଭଗବାନ ତୁମକୁ କୋଟି ପରମାଯୂଂ ଦିଅନ୍ତୁ ବହୁତ ଭଲରେ ରଖନ୍ତୁ ।

  • @RohitVlogs2.0
    @RohitVlogs2.0 8 месяцев назад +36

    Thank you ଲବ ଭାଇ ଆମ ପାରଳାଖେମୁଣ୍ଡି ଗଜପତି ଲୋକ ଙ୍କ ସହ ଦେଖା କରି ଆମକୁ ବହୁତ ଖୁସି ଲାଗିଲା
    କୃଷ୍ଣ ଚନ୍ଦ୍ର ମହାରାଜ କି ଜୟ

  • @jadunathtudu1973
    @jadunathtudu1973 8 месяцев назад +23

    ବହୁତ ଭଲ ଯାହା ବି ହେଉ ଠାକୁରଙ୍କ ନାମ ଭୁଲ ନାହିଁ ସେଜିଏବି ହେଓ ଯେକୌସି ଜାତି ଅଜାତି ହେଓ ହୃଦୟରୁ କୁହ ତୁମର ଚୋଲାପଥ ସୁଗମ ଓ ସରଳ ହେବ ଜୟ ଜଗନ୍ନାଥ

  • @bibhudattabhuyan655
    @bibhudattabhuyan655 8 месяцев назад +17

    ଭାଇ ପାରଳାଖେମୁଣ୍ଡିରୁ ସେଠି ଅଛନ୍ତି ଶୁଣିକି ବହୁତ୍ ଖୁସି ଲାଗିଲା ❤

  • @nirmalkumarbehuria6411
    @nirmalkumarbehuria6411 7 месяцев назад +4

    Owh ସୁନ୍ଦର ଖାଇବା
    ପୁରା ଆମ ଓଡ଼ିଆ ଖାଇବା
    Thanks to odia family 🙏🏽

  • @domanbaskey3137
    @domanbaskey3137 8 месяцев назад +64

    ବୁହୁତ ବହୁତ ଧନ୍ୟବାଦ ସାର ଭାଇ କୁ କିଛିସମୟ ଦେଇଥିବାରୁ ଭଗବାନ ଅପଣଙ୍କୁ ପରିବାରକୁ ସୁଖ ପ୍ରଦନ କରନ୍ତୁ ! Jai jagannath

  • @debrajbhuyan7246
    @debrajbhuyan7246 6 месяцев назад +4

    ଭାଇ ... ଭଲ କାମକରି ଚାଲ... ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ସଦାବେଳେ ଏମିତି ଥାଉ.

  • @phinyalatabhuyan789
    @phinyalatabhuyan789 8 месяцев назад +36

    ବହୁତ ବହୁତ ଧନ୍ୟବାଦ ଲବ ଭାଇ, ଆଉ ମୁ ଗଜପତି ପାରଳାଖେମୁଣ୍ଡିରୁ, ❤ ଏଇ ବିଡିଓ ରେ ଉତ୍ତମ ପରିବାର ସହିତ ସାକ୍ଷାତ କରାଇଥିବାରୁ ବହୁତ ବହୁତ ଧନ୍ୟବାଦ ❤❤

    • @pradeepdeo4023
      @pradeepdeo4023 8 месяцев назад +1

      Hello bhai mu bi paralakhamundi ru

    • @pradeepdeo4023
      @pradeepdeo4023 8 месяцев назад +1

      Hello bhai mu bi paralakhamundi ru dekhuchi

    • @SiluBarik-db3hv
      @SiluBarik-db3hv 8 месяцев назад

      ଜୟ ଜଗନ୍ନାଥ ⭕‼️⭕🙏

  • @Jagathevloggar
    @Jagathevloggar 7 месяцев назад +4

    ଲବଭାଇ ଭଉତ ଭଲ ଲାଗିଲା ଭିଦିଓ ରୋଷିଆ ଭଳି ଜାଗାରେ ଆମ ଓଡ଼ିଶାର ଗଞ୍ଜାମ ଆଉ ଗଜପତି ର ଓଡ଼ିଆ ଲୋକଙ୍କୁ ଦେଖିକି ❤dill se love you loba bhai ❤❤ ଭାଇ ଗଜପତିରୁ ନମସ୍କାର 🙏🙏

  • @hemantabahera8047
    @hemantabahera8047 8 месяцев назад +40

    ଶୁଭ ସକାଳ ଋଷିଆ ରେ ଆମ ଓଡ଼ିଶାର ବ୍ରହ୍ମପୁର ସହର ଲୋକ ସେଟେଲ ମାନିବା କୁ ପଢ଼ିବ ତାଙ୍କୁ ମୋତରଫରୁ ଶୁଭେଚ୍ଛା ବହୁତ୍ ହି ଭଲଲାଗିଲା ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤

  • @sureshmajhi4280
    @sureshmajhi4280 8 месяцев назад +5

    ଆମ ଓଡ଼ିଶାର ଓଡ଼ିଆ ପରିବାର ଯାଇ ଥିବାରୁ ବହୁତ ବହୁତ ଧନ୍ୟବାଦ ସାର , ଲବ ଭାଇ ଆପଣ ଆମକୁ ଦେଖାଇ ଥିବା ରୁ ବହୁତ ଭଲ ଲାଗିଲା ଭିଡିଓ ଦେଖିଲାରୁ ଜୟ ଜଗନ୍ନାଥ ଜୟ ଭାରତ ଏବଂ ଋଷିଆ🎉

  • @Chandrakantigiri
    @Chandrakantigiri 7 месяцев назад +3

    Bahutt badhiya video vai agei chalantu

  • @PrabhuPrasadBarik100
    @PrabhuPrasadBarik100 Месяц назад +1

    ଲବ ଭାଇ ଓଡ଼ିଶା ର ହିରୋ ❤ଲବ ଭାଇ ପାଇଁ 1 ଲାଇକ ପ୍ଲିଜ,

  • @sailabalaofficialvlog9752
    @sailabalaofficialvlog9752 7 месяцев назад +4

    India family Laba Bhai nku ete respect karuchanti dekhiki bahut khusi lagila♥️♥️♥️

  • @bindunayak2980
    @bindunayak2980 8 месяцев назад +12

    ସପରିବାର ଙ୍କୁ ମୋ ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍। 🙏🙏🙏 ସର୍ବଦା ତୁମ ପରିବାର ରେ ସୁଖ ଶାନ୍ତି ଏକତା ବଜାୟ ରହୁ। ପରିବାର ର ସମୃଦ୍ଧି ହେଉ ମୋର ଇଶ୍ଵର ଙ୍କ ପାଖରେ ଏତିକି ପ୍ରାର୍ଥନା।।।।।

  • @PramodSha-e1w
    @PramodSha-e1w 8 месяцев назад +306

    ଭାଇ ମୁଁ ପ୍ରମୋଦ odisha kendujhar Anandapur ଭାଇ ଟିକେ ସପଟ କର ମତେ ❤❤

    • @SADBAYBANTI
      @SADBAYBANTI 8 месяцев назад +17

      Ama be Keonjhar anandapur

    • @bapun3213
      @bapun3213 8 месяцев назад +11

      Tume nija godare chida hua. Ete sasta bata kn pai khujucha

    • @sibilsagaiofficial7481
      @sibilsagaiofficial7481 8 месяцев назад +8

      Ame bi anandapur

    • @bkvlogger24
      @bkvlogger24 8 месяцев назад +1

      Bro madichaliba aagaku success miliba

    • @jagatbhai286
      @jagatbhai286 8 месяцев назад +2

      ପଇସା ଦେ😂😂

  • @prashantpanda6534
    @prashantpanda6534 7 месяцев назад +2

    I am also from odisha i am staying in usa Indian is filing proud..fast odisha utuber visit Russia...good job keep hard work...

  • @Skweb-bz5vo
    @Skweb-bz5vo 8 месяцев назад +27

    ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଭାଇ ଆମ ପାଇଁ ତମେ ଗର୍ବ I love you bhai jay maa tarini ghatangaon

  • @sagarprasadbehura9797
    @sagarprasadbehura9797 8 месяцев назад +2

    Video bahut intersting hoichi. Thank you Laba

  • @MrSopi.009
    @MrSopi.009 8 месяцев назад +2

    ଯିଏ ଯାହା କହିବା କଥା କୁହନ୍ତୁ ସେ ସବୁକୁ mind ରୁ ବାହାର କରିଦିଅନ୍ତୁ ଲୋକ ମାନେ ଅଲଗା କୁ ଦେଖି ଜଳୁଛନ୍ତି, ଆପଣଙ୍କ କାମ ବଜାୟ ରଖନ୍ତୁ....ଆଗକୁ ବଡ଼ନ୍ତୁ

  • @MamuniDas-hy9ex
    @MamuniDas-hy9ex 7 месяцев назад +2

    Ame jou jagaa dekhi nathilu apan amku dekheile sethi pai apanku anek anek thanks

  • @MunaBhai-sj3pq
    @MunaBhai-sj3pq 8 месяцев назад +21

    ଫାଷ୍ଟ ଲାଇକ ❤

  • @newsforodisha9735
    @newsforodisha9735 3 месяца назад +2

    sir bahut bahut dhanyabad ama odia vhainku bahut support karithibaru

  • @hrudanandasankhua5824
    @hrudanandasankhua5824 8 месяцев назад +10

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @birendranaik8354
    @birendranaik8354 5 месяцев назад +2

    Laba Bhai is real hero

  • @ranjitkumarsbr5759
    @ranjitkumarsbr5759 8 месяцев назад +9

    ଯାହା ହଉ ଋଷିଆ ମସ୍କୋ ରେ ଆମ ଗଜପତି ପାରଳାଖେମୁଣ୍ଡି ଲୋକଙ୍କୁ ଦେଖି ବହୁତ୍ ଖୁସି ଲାଗିଲା

  • @morutisenasocialworker
    @morutisenasocialworker 8 месяцев назад +11

    କିଛି ନାୟ ତୁମେ ଟେନସନ ହୁଅନି, କହିବା ଲୋକ ସବୁ କହିବେ, ତୁମେ ତୁମୋ କାମ କରି ଚାଲ 👌👌👌👌👌🌹🌹🌹🌹

  • @ramachandrakerai7453
    @ramachandrakerai7453 8 месяцев назад +6

    Sir and Madam nku bahut bahut thanks Laba bhaiku apanka lunch re samil kari thibaru.God bless you.

  • @jitendramoharana9943
    @jitendramoharana9943 5 месяцев назад +2

    Vai, bhagaban nka. Duniare jaha jaha jaga achhi sabu buli ki dekhauchhanti , apana nku bahut bahut danyabad, jay Jagannath

  • @ramakantapatra9385
    @ramakantapatra9385 8 месяцев назад +4

    Very much respect n thanks to PRINCIPAL sir, Panda sir and to Madam

  • @kilogram382
    @kilogram382 8 месяцев назад +7

    Sir ମୁଁ ପାରଳାଖେମୁଣ୍ଡି ଗୁମ୍ମା ବ୍ଲକ ରୁ ଆପଣଙ୍କୁ ମୋର ସମସ୍ତଙ୍କୁ ନମସ୍କାର।🤝🤝 ଲବ ଭାଇ ଧନ୍ୟବାଦ।

  • @sarbeswarasisa1810
    @sarbeswarasisa1810 8 месяцев назад +25

    ଭାଈ ଯିଏ ତମକୁ ଖରାପ କହୁଛି ସିଏ ତମଟୁ ଜଳୁଛି ❤ from koraput odisha

    • @Ameshpradhan143
      @Ameshpradhan143 8 месяцев назад +1

      ତମେ ଠିକ କହିଛ ଭାଇ

  • @odialifestyleinodisha4649
    @odialifestyleinodisha4649 8 месяцев назад +7

    ବହୁତ ଭଲ ❤❤❤❤ଧନ୍ୟବାଦ 🙏🙏ଆମକୁ ନୁଆଁ ନୁଆଁ କଥା ଜାଗା ବିଷୟରେ ଜଣାଇଥିବାରୁ 🙏🙏ww

  • @ODIA_TOKA_SOMYA
    @ODIA_TOKA_SOMYA 8 месяцев назад +8

    ଭାଇ ତୁମେ ଭଲ ଭିଡ଼ିଓ କରୁଛ ସେଥିପାଇଁ ଧନ୍ୟବାଦ ❤️❤️ ଦୟାକରି ରାଜନୀତି କରନ୍ତୁ ନାହିଁ 🙏🙏

  • @debrajbanra7526
    @debrajbanra7526 8 месяцев назад +1

    Bahut sundar video Bhai . mast laguch..
    ❤❤

  • @nothingelse1521
    @nothingelse1521 8 месяцев назад +16

    ଯିଏ ଯାହା କହୁଛି କହୁ ଢୋ 😂😂😂😂. ତମେ ମାଡି ଚାଲ ମ 😊😊😊😊😊.

  • @User.no.420
    @User.no.420 8 месяцев назад +10

    କିଛି ଭୁଲ ନାହି।ବହୁତ୍ ଭଲ ଭିଡିଓ।୧୦୦% ଭଲ ଶୁଣିବା ଆମ ଦେଶରେ ହେବିନି।ତେଣୁ ସେସବୁ କୁ ignore କର। ଓଡ଼ିଆ ଟୋକା ଲବ❤

  • @judhisthiranaik2503
    @judhisthiranaik2503 8 месяцев назад +5

    ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଓଡ଼ିଆ ଫାମିଲିଙ୍କ ସହିତ ଭେଟ ହୋଇ ରୋଷିୟା ବିଷୟରେ ବହୁତ କିଛି କଥାବାର୍ତ୍ତା ହେଲେ, ବହୁତ ଖୁସି ଲାଗିଲା, କିଏ କଣ କହିଲା ସେ କଥାକୁ ବିଶେଷ ଗୁରୁତ୍ୱ ନ ଦେଇ ଆଗକୁ ବଢ଼ି ଚାଲନ୍ତୁ, ଆପଣ ବାହାର କଣ୍ଟ୍ରିରେ କେତେ ଘଟପ୍ରତିଘାତକୁ ଖାତିର ନ କରି ଆମ ମାନଙ୍କୁ ସୁନ୍ଦର ସୁନ୍ଦର ଭିଡ଼ିଓ ଭେଟି ଦେଉ ଥିବାରୁ ବହୁତ ବହୁତ ଧନ୍ୟବାଦ l ଜୟ ଜଗନ୍ନାଥ l

  • @namitahembram784
    @namitahembram784 7 месяцев назад +3

    😮😮

  • @footballdamotivation4108
    @footballdamotivation4108 8 месяцев назад +6

    Good bless you you all....final laba met odia family. ...thanks laba da...for this..and the odia family to give some time to laba hansdah

  • @nirupamabehera1074
    @nirupamabehera1074 19 дней назад +1

    How brave

  • @SambitKumarVlog
    @SambitKumarVlog 8 месяцев назад +7

    Odisha ru ସମସ୍ତେ like କର Jay Jagannath

  • @gopinathsahu9510
    @gopinathsahu9510 8 месяцев назад +1

    ବହୁତ୍ ସୁନ୍ଦର୍ କଥା ଭାଇ ❤

  • @vivekanandashikshakendra5409
    @vivekanandashikshakendra5409 8 месяцев назад +4

    ଧନ୍ୟବାଦ ଭାଇ, ଆପଣଙ୍କ ପ୍ରତ୍ୟେକ ଦେଶ ବୁଲିବା ହେଉ, ବିଦେଶ ର ଚଳଣି ଓ ସଂସ୍କୃତି ବିଷୟରେ ଅବଗତ କରାଉଛନ୍ତି, ସେଥିପାଇଁ ଆଉ ଥରେ ଧନ୍ୟବାଦ

  • @manasbehera-mr3wi
    @manasbehera-mr3wi 8 месяцев назад +2

    Tamar sabu video mui dekhuchi aau bahut bhala laguchi,

  • @SANTOSH-vlogs-g5n
    @SANTOSH-vlogs-g5n 8 месяцев назад +14

    ବହୁତ୍ ଭଲ ଲାଗିଲା ଭାଇ ।। ❤

  • @bhimamarndi7817
    @bhimamarndi7817 7 месяцев назад +1

    Labo hansdah is energetic hero❤❤❤❤❤❤...real hero

  • @stvillagecookingrahulbabu5755
    @stvillagecookingrahulbabu5755 8 месяцев назад +4

    Odia family dekha Kari thibaru video bahut bhalo lagila

  • @Reenabehera0
    @Reenabehera0 4 дня назад +1

    Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @BaishnabcharanaSwain
    @BaishnabcharanaSwain 8 месяцев назад +4

    Mu traveler bahut badhia idia you are real hero

  • @SharatkumarNanda
    @SharatkumarNanda 27 дней назад

    Many many thanks to u. Being a native of Mayurbhanja u have travelled 40countries & given us much information which is precious for us .

  • @bikashbhuyan2557
    @bikashbhuyan2557 8 месяцев назад +4

    Nice pic I ma very happy 😁😁😊 struggle is the very critical bro enjoy your life and travelling is the best 😮😮😮

  • @Sonubhai45678
    @Sonubhai45678 8 месяцев назад +1

    Jia Jaha kahuchhi Don't mind agaku Madi chalo Laba bhai full support❤❤❤❤❤

  • @namitamandal7225
    @namitamandal7225 8 месяцев назад +9

    ଲଵ ବେଟା ଆମ ଓଡ଼ିଶା ଲୋକ ଙ୍କୁ ଟିକେ
    ଆଳୁ ରୋଗ ଅଛି ଏହା ହେଲା "ଈର୍ଷାଳୁ" ଏହା ଦ୍ବାରା ଆମେ କାହାରି ଉନ୍ନତି ଆଉ ଖୁସି ଦେଖି ସହି ପାରୁନୁ
    ଏ ରୋଗ ଛାଡ଼ିଲେ ନିସ୍ଚୟ ଆମେ ଉନ୍ନତି କରିବୁ
    ବେଟା ମୁଁ କିନ୍ତୁ ତୁମକୁ ଉତ୍ସାହ ତେଉଛି ତୁମେ ଆଗକୁ ବଢ଼ 😊

  • @newinvention9444
    @newinvention9444 2 месяца назад

    ଲବ ଭାଇ ଭଲ କାମ କରୁଛନ୍ତି
    ଧନ୍ୟବାଦ ଭାଇ

  • @sasmitanayak3130
    @sasmitanayak3130 8 месяцев назад +7

    Bhai tame ete ମହାନ କେମିତି ତମକୁ ଥରେ real re ଦେଖିବାକୁ ଇଚ୍ଛା ହେଉଛି ❤❤😊

  • @SIBASANKARMOHANTY5000
    @SIBASANKARMOHANTY5000 8 месяцев назад +2

    Mu first time dekhuchi best video compression to India 😊😊😊😊😊❤❤❤❤❤❤🎉🎉🎉🎉🎉

  • @gajendraprasadsahu703
    @gajendraprasadsahu703 8 месяцев назад +5

    Bahut sundar video.tama video ru bahut kichhi janibaku miluchhi n bhala bhala place bhi dekhibaku miluchhi..chhada Kia kn kahuchhi..kahiba loka bahut achhanti.. thank you labo..❤️❤️❤️🪷🪷🪷

  • @stylishmaahi
    @stylishmaahi 8 месяцев назад

    ବହୁତ ଖୁସି ଲାଗୁଚି ଭାଇ ତମକୁ ଦେଖିଲେ

  • @Art_world99-q7r
    @Art_world99-q7r 8 месяцев назад +11

    Right 👍 କଥା ଭାଇ କହିଛନ୍ତି ଆମ govt ହିଁ ଚାହୁନି ଆମେ devlop କରୁ

  • @ranjanmanuexpress
    @ranjanmanuexpress 8 месяцев назад +1

    welcome labo bhai,grate work

  • @Desiyoutuber174
    @Desiyoutuber174 8 месяцев назад +13

    Love from odisha laba bhai ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ Dhenkanal

  • @Loveofchristchannel
    @Loveofchristchannel 7 месяцев назад

    I'm here to support love hansda bhai

  • @LEO_BLODDYSWEET
    @LEO_BLODDYSWEET 7 месяцев назад +117

    ମୁଁ ବ୍ରହ୍ମପୁର ରୁ ଏଇ ଭିଡିଓ ଦେଖୁଛି | ଗଞ୍ଜାମରୁ କିଏ ଅଛ ❤ ଲାଇକ୍ କର |

  • @taranisenbemal4703
    @taranisenbemal4703 7 месяцев назад

    Thanks, Laba Bhai, Go further with your goals

  • @LovelyBread-mf5xr
    @LovelyBread-mf5xr 7 месяцев назад +3

    ଭାଇ ମୁଁ କ୍ଷୀରସାଗର କଳାହାଣ୍ଡି ରୁ ଏହି ଭିଡ଼ିଓ ଦେଖୁଛି

  • @pramodjhankar9720
    @pramodjhankar9720 7 месяцев назад

    ବହୁତ ସୁନ୍ଦର ହେଇଛି ଲବ ଭାଇ

  • @murmubgmcreation1157
    @murmubgmcreation1157 8 месяцев назад +3

    Jhio pila 2 jon bahut cute laguchhanti

  • @Suyanshi_8351
    @Suyanshi_8351 7 месяцев назад +1

    Korea ❤❤❤❤❤❤

  • @mangulubishoimangulubishoi2
    @mangulubishoimangulubishoi2 8 месяцев назад +53

    75years ହେଲାଣି ବଡଲୋକ ବଡ଼ ହେବ କଳାଧନ ସେମାନେ ଖାଇ ବଡ଼ ଲୋକ କିଛି ବି କରିଲ ଲାଞ୍ଚ ଦରକାର ସେଇଠି ପାଇଁ ଆମେ ମାନେ ପଛର

    • @pinkipradhan6486
      @pinkipradhan6486 8 месяцев назад

      Hn thik kahichanti

    • @aiswaryamohapatra.6710
      @aiswaryamohapatra.6710 2 месяца назад

      Right, every kama pai lanja darkar normal primary school ru arambha Kari medical, ,police Sabu field re negativity full.

  • @RameshRaita-pb3eu
    @RameshRaita-pb3eu 7 месяцев назад

    I from Gajapati dt ...I my dt men meet. I am grateful... good job Laba bhai...I miss you all odisha...m & f

  • @laxmanmurmu3285
    @laxmanmurmu3285 8 месяцев назад +4

    Tume jaha karucha thik achhi vai.loko duniare sabu Loko saman nuhanti so samostanko katha suniba au agoku madichalo tomora mongalo hou.thanks love you ❤

  • @Arjunsabar1
    @Arjunsabar1 8 месяцев назад

    Thank you brother you a great man gajapati District

  • @odishaculture151
    @odishaculture151 8 месяцев назад +35

    ପୁରୀ ଜିଲ୍ଲା ରୁ କିଏ ଦେଖୁଛନ୍ତି ଲାଇକ ହଉ ⭕️‼️⭕️

  • @dhanamatidalai1654
    @dhanamatidalai1654 2 месяца назад

    Bighneswar Patnaik Sir was principal in berhampur Kendriya Vidyalaya before going to Russia 🙏 Sir is also cordial & inviting laba .I m from Gajapati District & I m very happy & proud Tara Prasad ponda Sir is also from Parolakhemundi my District..Stay there happy & May progress & lastly two little angels are so cute God bless u two princess ❤

  • @manu796
    @manu796 8 месяцев назад +3

    Good and bad things will happen Lobo brother 👍🏻 keep it up God bless you lots ❤️ love from West Bengal 🇮🇳 we believe God is with you that's why you successful youtuber

  • @MRJMOfficial
    @MRJMOfficial 8 месяцев назад

    ଭାଇ ମୋର ଓଡ଼ିଶା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ମୋହନା ବ୍ଲକ୍ ମୋର ଭାଇ ତମର video ଗୁଡିକ ବହୁତ୍ ଭଲ ଲାଗୁଛି ।❤❤❤👌👌👌

  • @andriyaraita-nk7bb
    @andriyaraita-nk7bb 8 месяцев назад +4

    Love u from parlakhemundi gajapati laba bhai

  • @SrikantaSeri
    @SrikantaSeri 2 месяца назад

    ଆରେ ଭାଇ ମୁଁ ତ ବେଶି ଖୁସି ଆମ ଗଜପତି ପାରଳାଖେୁଣ୍ଡି ପରିବାର ଲୋକେ ଋଷିଆ ରେ🎉

  • @dharmarajnayak8118
    @dharmarajnayak8118 8 месяцев назад +12

    ଭାଇ ପାରଳାଖେମୁଣ୍ଡି ବୋଲି କହୁଛନ୍ତି ଆମର ବି. ଗଜପତି ଭାଇ

  • @padlamkhorra
    @padlamkhorra 7 месяцев назад

    Good Answers sir ଲବ ଭାଇ🙏🙏🙏

  • @pabitrafun1344
    @pabitrafun1344 8 месяцев назад +3

    twins chhua ku dekhi khus lagila 😊😊

  • @harekrushnadas6200
    @harekrushnadas6200 7 месяцев назад

    Well done, go ahead. My support with u.

  • @theChinmayvlogger
    @theChinmayvlogger 8 месяцев назад +5

    Right katha kahichhnti laba bhai

  • @mamatabehera924
    @mamatabehera924 5 месяцев назад

    Laba Bhai mu first gote apananka vdo dekhithili . Ta parathu jebe b free hue only apananka vdo dekhe aau share kare
    Aji first comment karuchi. Mora bahara country bulibaku bahut ichha but mo pakhare se scope nahi. But apananka vdo jogun mu ghare basi pura world buli paruchi .....Thanks thanks for all ur vdos

  • @Mr_Mukund...
    @Mr_Mukund... 8 месяцев назад +5

    Thik kahila Bhai amo govt chauni loko development ହୁଅନ୍ତି ଭଳି

  • @Debarchangoud-um7ug
    @Debarchangoud-um7ug 7 месяцев назад +1

    Jai jagannath

  • @anandsahoo7932
    @anandsahoo7932 8 месяцев назад +3

    ଲବ ଭାଇ gd mrng ଜୟ ଜଗନ୍ନାଥ 🙏🙏🙏

  • @ramakantapatra9385
    @ramakantapatra9385 8 месяцев назад +1

    This hospitality shows LOVE TO ODISHA ,respect to our Mother Land

  • @main_hoon_saikrupa
    @main_hoon_saikrupa 8 месяцев назад +9

    ନୟାଗଡ଼ରୁ କିଏ କିଏ ଦେଖୁଛନ୍ତି ❤️❤️❤️

  • @grgmslifestyle
    @grgmslifestyle 8 месяцев назад +1

    Bhai tome kahar Katha ଶୁଣନି tome continue video ବନାଅ ame waiting re achu ଦେଖିବା ପାଇଁ, ❤dil se ur great Bhai, god bless u