BIDAAI ll ଝିଅ ବିଦା ବେଳ ହେଲା ll କାନ୍ଦ ବୋବାଳି ରେ ଫାଟିଲା ଘର 😭😭😭

Поделиться
HTML-код
  • Опубликовано: 10 сен 2024
  • #Sanjay weds Madhumita
    #beautiful couple 🥰
    #jhia Bida Bela hela🥹
    #sad moment for every girl 😭😭😭
    👉ଅଜବ ଏ ଦୁନିଆ 😧 ଝିଅ ଟିଏ ଜନ୍ମ ହେଲେ🤗 କୋଉ ପରିବାର ଖୁସିରେ ଫାଟି ପଡୁଛି 😀😄😊ତ ଆଉ କୋଉ ପରିବାର ଦୁଃଖ ରେ ମର୍ମାହତ ହୋଇପଡିଛି 🥲।
    👉 ଅଜବ ଏ ଦୁନିଆ ର ନିୟମ 🥹ଝିଅ ଟିକୁ ବାପା ମା ପରିବାର ର ସମସ୍ତେ ବହୁ ଯତ୍ନ ରେ ଆଉ ଅଲିଅଳିରେ ବଡ଼ କରିଥିଲେ ମଧ୍ୟ ଗୋଟେ ଦିନ ଏମିତି ଆସେ ଯୋଉ ଦିନ କି ବାପା ମା ନିଜ ଛାତିରେ ପଥର ରଖି ସେଇ ଝିଅଟିକୁ ପର ଘରକୁ ପଠେଇଦିଅନ୍ତି 😭।
    👉ଆଖିରେ ଆଖିଏ ଲୁହ 🥹ଆଉ ଛାତିରେ ଛାତିଏ କୋହ ଛଡ଼ା ତାଙ୍କ ପାଖରେ ଆଉ କିଛି ନଥାଏ।
    👉କାହିଁକି ଗୋଟେ ଝିଅ କୁ ଅଜଣା ଏକ ଘର ଆଉ ପରିବାର କୁ ପଠେଇ ଦିଆଯାଏ ?
    👉ଝିଅଟି ଜନ୍ମ ହୋଇଥିବା ଗାଁ,ଘର, ଅଗଣା,ବାପା ,ମା,ଭାଇ,ଭଉଣୀ,ସାଙ୍ଗ ସାଥି ସମସ୍ତଙ୍କୁ ଛାଡ଼ି,ତାକୁ ଯିବାକୁ ପଡ଼େ ଗୋଟେ ଅଜଣା ସ୍ଥାନ କୁ ।🤷 ଅଜବ ଏ ଦୁନିଆ ର ନିୟମ 🥹

Комментарии • 4