ଆମ ଗାଁ ମାଇପି କଥା Odia New Comedy Sujit Comedy Comedy Tadka

Поделиться
HTML-код
  • Опубликовано: 2 окт 2024
  • #odiacomedy #natabatacomedy #sujitcomedy #comedytadka #trendingcomedy
    Artist - Sura, gunda, sandhya, pratima and sujit
    child artist - Mayank UPADHYAY
    Dop- sanjay
    edite - sujit snd sanjay
    created by Sujit
    Follows my insta - / sujit.kumar.jena
    Follows my Facebook page-
    www.facebook.c...
    Any buisenes promotion contact -
    8093705466
    Copyright Disclaimer Under Section 107 of the Copyright Act 1976
    ଏହି ଭିଡ଼ିଓ ଟି ସମ୍ପୂର୍ଣ copyright protected ଅଟେ | ତେଣୁ ଏହାକୁ ଡାଉନଲୋଡ଼ କରି ନିଜ ୟୁଟୁବ କିମ୍ବା facbook ରେ upload ଦେଲେ strike 100% ଖାଇବ ଧନ୍ୟବାଦ ||
    For stage program contact 👇👇
    Wp - 7325959230

Комментарии • 488

  • @uttamkubehera9216
    @uttamkubehera9216 Год назад +19

    ହୃଦୟସ୍ପର୍ଶୀ କାହାଣୀ ଟିଏ...
    ମନକୁ ପୁରା ଛୁଇଁଗଲା... ❤️❤️❤️
    ସବୁଠାରୁ ବେଶି ଭଲ ଥିଲା ଦୁଇଭାଇଙ୍କର ପରସ୍ପର ପ୍ରତି ଥିବା ଭଲପାଇବା ❤️...
    ଆଉ ସବୁଠୁ ବେଷ୍ଟ Line ଥିଲା ଯେତେବେଳେ ବଡ ଭାଇ କହିଲା ମୁଁ ମୋ ସାନଭାଇ ସହ ତିରିଶ ବର୍ଷ ହେବ ରହିଆସିଲିଣି ତା ପାଖରୁ ମୁଁ ଅଲଗା ହେଇପାରିବିନି exactly ସେଇ ମୁହୂର୍ତ ରେ ଆଖିରୁ ଲୁହ ଦୁଇଟୋପା 😢😢ଝରିଗଲା...
    ସମାଜ ପାଇଁ ଗୋଟେ ଉତ୍ତମ ବାର୍ତା ଟିଏ ଦେଲ ଭାଇ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏

  • @kabulinayak7212
    @kabulinayak7212 Год назад +60

    କମେଡି ଭିତରେ ବି ବହୁତ୍ ଭଲ ମେସେଜ ଅଛି ।heart touching । ହସ ଲୁହ ର ଭଲ କମ୍ବିନେଶନ ।

  • @sagarikabehera1008
    @sagarikabehera1008 Год назад +18

    ବାପାର ଚା ପିଇବା ଟା ସିନ୍ ଟି ବହୁତ ଭଲ ଲାଗିଲା😂

  • @ramkumarpadhan8729
    @ramkumarpadhan8729 4 месяца назад +1

    ବହୁତ୍ ଭଲ ହେଇଛି ...ଉଦଣ୍ଡି ମାଇକିନିଆ ଗୁଡାକ ସାବଧାନ , ନ ହେଲେ ଏମିତି ବାମ୍ଫ ନେବ ।।

  • @samirsethi9747
    @samirsethi9747 Год назад +12

    ସବୁ ଲୋକ ଏତେ ଭଲ କୋମେଡି କରୁଛ ପୁରା ସୁପର👌👌👌👌👌❤❤❤❤❤ ଜୟ ଜଗନ୍ନାଥ ଭଲରେ ରଖନ୍ତୁ ଏଇ କୋମେଡି ଆହୁରି ଆଗକୁ ଯାଉ

  • @biranchimallick8692
    @biranchimallick8692 Год назад +9

    ସତରେ ଭାଇ ସମାଜ ପାଇଁ ଏହା ଏକ ସଚେତନତାମୂଳକ ବାର୍ତ୍ତା ଏବଂ ଭାଇ ଭାଇର ସଂପର୍କ ମଲା ଯାଏ ଅତୁଟ ଥାଏ ଧନ୍ଯବାଦ ସବୁ କଳାକାରଙ୍କୁ

  • @pallabipatra8140
    @pallabipatra8140 Год назад +32

    ସମସ୍ତ ଙ୍କ ଅଭିନୟ ବୋହୁତ👍 ଭଲ ବୋହୁତ ଭଲ ଲାଗିଲା କମେଡି 😃😃😃

  • @cool_down-sk
    @cool_down-sk Год назад +25

    ଛୋଟ ଝିଅ ଟି ର ଅଭିନୟ ବହୁତ ସୁନ୍ଦର ଲାଗୁଚି

  • @laxmidharsahoo2431
    @laxmidharsahoo2431 Год назад +5

    ଧନ୍ଯବାଦ ସମସ୍ତ କଳାକାରଙ୍କୁ

  • @ShyamasundarGagarai
    @ShyamasundarGagarai 5 месяцев назад +1

    କଳାକାର ମାନଙ୍କୁ ମୋର ନମସ୍କାର... Sa

  • @shankarsanpatra5980
    @shankarsanpatra5980 Год назад +2

    ହସି ହସି ମୋ ପେଟ ବଥା ହୋଇଗଲା 😂😂😂😂😂😂😂😂😂😂😂

  • @ramkrushnabhatara8326
    @ramkrushnabhatara8326 Год назад +2

    ବୁଡ଼ା ବାପା ଆଗରୁଟିକେ ମାଇଣ୍ଡକରିଥିଲେ ଏହି ଥାଆନ୍ତା ବହୁମାନଙ୍କୁ ଭଲ ଲାଗିଲା ଭିଡିଓ ଓ ଗୀତ

  • @alekhchandrabeja5578
    @alekhchandrabeja5578 5 месяцев назад

    ସୁନ୍ଦର ବାର୍ତ୍ତା

  • @laxmibehera6167
    @laxmibehera6167 Год назад

    Bahut bhalo Lagila vhidio ti👌👍😃😃😃😃😃

  • @manaskumarpanda8759
    @manaskumarpanda8759 Год назад

    ସୁନ୍ଦର ଅଭିନୟ

  • @Ajitsahoo645
    @Ajitsahoo645 Год назад +48

    ଛୋଟ ଝିଅ ଅଭିନୟ ବହୁତ ଭଲ

  • @nigamprasadnayak2035
    @nigamprasadnayak2035 2 месяца назад

    Ati sundara

  • @JagannathCybercafe-k7m
    @JagannathCybercafe-k7m Год назад

    bhai bobal

  • @santoshbehura1131
    @santoshbehura1131 Год назад

    Superb comedy

  • @bikashbehera6684
    @bikashbehera6684 Год назад

    Good massage for socity

  • @anantasamal5654
    @anantasamal5654 Год назад

    Super duper mind blowing super

  • @biswabhusanpradhan47
    @biswabhusanpradhan47 Год назад +50

    ଯାହା କୁହ ମନକୁ ପାଇଗଲା, .... ଏଇଟା ସବୁଠୁ ବହୁତ ବଢିଆ ହେଇଛି.... A great social msg.

  • @atritoka3465
    @atritoka3465 Год назад

    Jhia tira role t bahut badhia

  • @jasmanthabaral6637
    @jasmanthabaral6637 Год назад +1

    ଜାଗା ପାଇ ବୁଢାକୁ ମାରିଦେବେ କଳିଦୁଗ ତୋତେ ଦୂରୁ ଜୁହାର

  • @purnaxchandra
    @purnaxchandra Год назад +1

    ହସ କୁ ରୋକି ହେଉନି......

  • @sampadamallick9871
    @sampadamallick9871 Год назад

    Good good very very

  • @laxmidharmohapatra6906
    @laxmidharmohapatra6906 Год назад +1

    ଏ କମେଡି ନୁହେଁ ସମାଜ ପାଇଁ ଏକ ବାର୍ତ୍ତା, ହୃଦୟକୁ ଛୁଇଁ ଗଲା ଭଳି ଭିଡିଓ।

  • @mamatajethi6431
    @mamatajethi6431 Год назад

    ଦୟାକରୀମମତାଜେଠୀଚାନେଲକୁସସ୍କାବୀକର😂🙏🙏🙏🙏🙏

  • @daitaribehera2161
    @daitaribehera2161 Год назад

    Bahut bhadhiya bhai

  • @devrajpradhan2080
    @devrajpradhan2080 Год назад

    Very good

  • @pratimaojha9864
    @pratimaojha9864 Год назад +1

    ତମ ପ୍ରତିମା ଡାକ ଟା ପୁରା ସୁପର

  • @Ajitsahoo645
    @Ajitsahoo645 Год назад +123

    ଏ ସମାଜ ପାଇଁ ଏଟା ଗୋଟେ ବାତା ଆଉ ଯୋଉ ଭାଇ ମାନେ ଏମିତି ନିଜ ସ୍ତ୍ରୀ କଥା ମାନିକି ବାପା ମା ଭାଇ ଭଉଣୀ ଅଲଗା କରୁଛ ଏମିତି କରିବା ଭଲ ନୁହଁ ଆଉ ଆପଣ ଙ୍କୁ ମୁଁ request କରୁଛି ଆଉ ଯଦି ପାରୁଛ ତମ ସ୍ତ୍ରୀ ଙ୍କୁ ବୁଝା

  • @baghamamu1101
    @baghamamu1101 Год назад

    Bhari bhala kahani

  • @binodmallick6290
    @binodmallick6290 Год назад

    Super bhai

  • @jn_bablu1
    @jn_bablu1 Год назад +5

    Bhai re akhiru luha asigala mind-blowing heart touching 🥰 nice act ageichal god bless you ❤️✌️✌️🙏

  • @sambhunathjena7178
    @sambhunathjena7178 Год назад

    ଜୟ ଜଗନ୍ନାଥ

  • @rinkupandey8236
    @rinkupandey8236 Год назад +1

    Sana Bhai katha Mira manaku paila😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

  • @kamalpatra9913
    @kamalpatra9913 Год назад +2

    Natabata comedy ana

  • @subratkumarnayak9492
    @subratkumarnayak9492 Год назад +1

    ❤️😍❣️

  • @badrinarayandas1620
    @badrinarayandas1620 Год назад

    Comedy ମାଧ୍ୟମରେ ଏଭଳି ଗୋଟେ ଶିକ୍ଷଣୀୟ caten ଯାହା ଦେଖିବାକୁ ବିରଳ
    ନିଜକୁ ବଡ ବଡ଼ ଲେଖକ. ନିର୍ଦେଶକ ବୋଲାଉଥିବା
    ଏବଂ coppy raid ବନାଉଥିବା ପ୍ରଯ଼ୋଜକ ଏଥିରୁ କିଛିଶିଖିବାଦରକାର
    ସତରେ ବହୁତ ବହୁତ ବହୁତ ଭଲ ହୋଇଛି
    Next ଭିଡିଓ ବେଳେ ଅଭିନେତ୍ରୀ ମାନଙ୍କୁ
    ଟିକେ ଧ୍ୟ୍ୟନାଦେବେ କାରଣ ଓଭର ହୋଇଯାଉଛି

  • @lalitmahabhoi4291
    @lalitmahabhoi4291 Год назад +1

    ମୁଁ ଏଇ କମେଡି 15 ଥର ଦେଖିଲିଣି ଆହୁରି ଆଗକୁ ଦେଖି ବି

  • @rajkishorbiswal1456
    @rajkishorbiswal1456 Год назад

    Superb 🙏

  • @mr.juanga1781
    @mr.juanga1781 Год назад

    Part 2 please

  • @sarojrout9173
    @sarojrout9173 2 месяца назад +1

    ବହୁତ ସୁନ୍ଦର ଉଦାହରଣ

  • @nrusinghaprasaddash9233
    @nrusinghaprasaddash9233 Год назад

    Hasi hasi Peta daraj 🤣🤣🤣🤣👌👌

  • @majorsaab4059
    @majorsaab4059 Год назад

    Very nice video

  • @manojkumarlipunidnm2447
    @manojkumarlipunidnm2447 Год назад

    🤣🤣🤣🤣🤣 nice video bhai 🙏❣️🥰😍🥰😍 love you bhai

  • @indranilmukherjee35
    @indranilmukherjee35 Месяц назад

    Excellent
    😅
    ବହୁତ୍ ଦିନ ପରେ ଏତେ ହସିଲି।
    ଖାଣ୍ଟି ଏକ ନମ୍ୱର୍ କାହାଣୀ
    ତତୋଧିକ ଉତ୍ତମ ଅଭିନୟ

  • @arpitdandia
    @arpitdandia Год назад +1

    15:28 ଭାଗ୍ୟ ର ବିପଯ୍ୟ ବେଳେ ଚାଁଟି ଚାବି ଦେଲା ପେଳେ ପେଳେ

  • @abhimanyukhilar170
    @abhimanyukhilar170 Год назад +2

    ସୁଜିତ୍ ଭାଇ ଅତି ସୁନ୍ଦର

  • @bishnupriya9250
    @bishnupriya9250 Год назад

    Bhai bahota vala video vala message paibea odisha basi ଆଉରି ଏମିତି ଭିଡିଓ ବାନନ୍ତ୍ ❤❤❤❤

  • @ବିଦ୍ୟାରଣମୁନିଜେ

    ସୁଜିତ ଭାଇ ମୋ ପାଖରେ ବହୁତ ଭଲ କମେଡି ଷ୍ଟୋରୀ ଅଛି କହିବ ଯଦି ମୁ ଆପଣକୁ ଦେବି

  • @kailashpalei9667
    @kailashpalei9667 Год назад +1

    ବହୁତ ସୁନ୍ଦର ହେଇଛି ଭିଡିଓ ଭଲ ଲାଗିଲା ଜୟ ଜଗନ୍ନାଥ

  • @bijayajena1666
    @bijayajena1666 Год назад +1

    ଭାଇ ସମାଜ କୁ ସୁନ୍ଦର ବାର୍ତ୍ତା 👌👌

  • @manojbabu6690
    @manojbabu6690 Год назад +2

    ଖୁବ ସୁନ୍ଦର😄

  • @mr.aditya298
    @mr.aditya298 Год назад +1

    ଆରେ ଭୁଲ ମାଗିଲା ବାପା ଙ୍କ ଗୋଡ଼ ଭଲ ହେଇଗଲା 😂😂😂

  • @sarojsenapati6388
    @sarojsenapati6388 Год назад

    ଭିଡିଓ ଟି ଭଲ ଲାଗିଲା ନାହିଁ । ବହୁତ୍ ବହୁତ୍ ଭଲ ଲାଗିଲା । କମେଡି ଭିତରେ ପାରିବାରିକ ସତ୍ୟ ଘଟଣାବଳୀ । ସ୍ତ୍ରୀ ମାନେ ସାବଧାନ । ଭାଇ ସବୁବେଳେ ଭାଇ।

  • @ArunaSahu-oq6gj
    @ArunaSahu-oq6gj 2 месяца назад +1

    Bahuta Sundar prayas❤❤❤

  • @deepakjena4729
    @deepakjena4729 Год назад

    Nice video 😊

  • @satyaedits2.081
    @satyaedits2.081 Год назад +7

    Waiting for part-2 🥰🥰🥰🥰

  • @mr-rout
    @mr-rout Год назад

    ପିଲା ଛୁଆ କାଙ୍ଗାଳ ହେଇଯିବେ, ସେଥିପାଇଁ କହୁଛି LIC ଟେ କରିଦେ, ତୁ ସୁରକ୍ଷିତ ରହିବୁ .. 😁😁😁

  • @odiajatrajhalak2229
    @odiajatrajhalak2229 Год назад +1

    Sujit bhai satare tame bahut badhiya karucha ....

  • @chinusklifestyle
    @chinusklifestyle Год назад

    Budha mausa nka acting best

  • @ItsOkguys392
    @ItsOkguys392 5 месяцев назад

    ଆରେ ଭାଇ ଛାଡପତ୍ର ପାଇଁ କିଛି LIC ଅଛି କି ।

  • @ମୁଁତଖାଣ୍ଟିବାଲେଶ୍ବରିଆ

    କୁତ୍ରୁ କୁତିଆ comedy

  • @SubasSenapti
    @SubasSenapti Месяц назад

    କି ସୁନ୍ଦର ଅଭିନୟ ବହୁତ ଭଲ ଲାଗିଲା ❤❤

  • @rabindrakumarmohanty9415
    @rabindrakumarmohanty9415 Год назад

    ଖାଲି ମନେରଞ୍ଜ ନୁହଁ ସମାଜ କୁ ଗୋଟିଏ ଭଲ ବାର୍ତ୍ତା ଦେଉଛି।

  • @ENTERTAINMENTCHENNELS
    @ENTERTAINMENTCHENNELS Год назад

    Sethi pain jea emeti typ ra taku chadana .. 100 100 re pita darkar. Na hele purusa jati ta mikina jati hei jibo

  • @Ganesh_7682
    @Ganesh_7682 Год назад +15

    It's more realistic then a Odia movie

  • @ranjitkumarbehera1445
    @ranjitkumarbehera1445 Год назад +1

    Abhinaya bahut sundar hoichhi ❤❤❤❤❤❤❤❤❤👌👌👌👌👍👍👍👍👍🙏🙏🙏🙏🙏🙏🙏🙏

  • @rajeshpradhan1209
    @rajeshpradhan1209 Год назад

    ସତରେ ଭାଇ ଆପଣଙ୍କ କମେଡ଼ି ବହୁତ ଶିଖିବାକୁ ମିଳୁଛି😢

  • @binodroutbinod2171
    @binodroutbinod2171 Год назад

    ଯୋଉ ଝିଅ ଏମିତି ଖରାପ ହେଇଥିବ ତା କୁ ମାର,,,,,,😂😂😂

  • @deepakkumarpal6558
    @deepakkumarpal6558 Год назад +1

    👌👌👌
    ଉଦ୍ଧତ ମାଇପ ଙ୍କୁ ଏମିତି ଦରକାର

  • @kailashnayak1322
    @kailashnayak1322 Год назад

    Hii❤

  • @jharanagouda8258
    @jharanagouda8258 Год назад

    I can't control my laghing

  • @Kulangaravlogs
    @Kulangaravlogs 7 месяцев назад

    😀😀😀😀ମଉସାଙ୍କ ଅକଟିଂଗ 👍🏼👍🏼👍🏼👍🏼

  • @abcdefgh6841
    @abcdefgh6841 Год назад +1

    ବହୁତ ବହୁତ ଭଲଲାଗିଲା 🤣

  • @dhanurjayamaharana507
    @dhanurjayamaharana507 Год назад

    ପ୍ରଥମ ଥର ଦେଖିଲି କମେଡି ରେ ବି ସମାଜକୁ ଶିକ୍ଷା

  • @rajeshtarai5876
    @rajeshtarai5876 Год назад +6

    Beautiful story ☺️

  • @Nagesh_Bro
    @Nagesh_Bro Год назад

    So pathetic 🥺 but good content 🙂 bajati maikina mananku Khali thia goitha darakara 😠

  • @Pravatdiamond
    @Pravatdiamond Год назад

    Good good 👍👍👍👌😘😘👌🥰🥰🥰🥰🥰👉👉👉👉👉👉❤️❤️👉👉

  • @rabindrapradhan1436
    @rabindrapradhan1436 Год назад

    ହସି ହସି ପେଟ ଫାଟି ଯିବ ଲୋ ମା

  • @anilkumarbehera2469
    @anilkumarbehera2469 Год назад

    Tuma video ru kichhi sikhi Baku miluchi au language thik achhi sabu
    Bt ee sala gulua comedy re Khali language kharap kariki karuchi pura RUclips ku jhatia Kari sarilani ....emanku thu tike sikha be video kemti kara jae

  • @susantapatra1690
    @susantapatra1690 11 месяцев назад

    ଠିକି

  • @ranjitkumarbehera1445
    @ranjitkumarbehera1445 Год назад

    ❤❤satare sata katha abhinaya re dekhai chhanti satare bhai bhai alaga hele bahut dukha die ❤🙏🙏🙏🙏😭😭😭😭😭😭😭😭😭😭😭😭❤❤❤❤❤❤❤

  • @satyabisoyi3281
    @satyabisoyi3281 Год назад +1

    Eia samaj pain thik achi
    Super comedy

  • @munikisku2939
    @munikisku2939 Год назад +3

    Cute girl action is super 👌👌👌

  • @karmajibi6193
    @karmajibi6193 7 месяцев назад

    ହାସ୍ୟରସ ଭିତରେ ସମାଜ କୁ ବହୁତ ସୁନ୍ଦର ବାର୍ତ୍ତା।

  • @murli4577
    @murli4577 Год назад +14

    Very very good msg for our society,super se bhi upar👏👏👏👏👏👏👏👍👍👍👍👍keep it up bro Dil khus ho gaya

  • @MrGirijaEntertainment
    @MrGirijaEntertainment Год назад

    First Comment Nana♥️💐💐

  • @nirabahera4333
    @nirabahera4333 Год назад

    machha munda manisha khae ghaita munda maipa khae

  • @Freefiregaming-H
    @Freefiregaming-H Год назад

    ଭାଇ ହୋଲି ଭିଡ଼ିଓ ଆସିବ ନାଁ

  • @satrujit70
    @satrujit70 Год назад

    ବହୁତ ଭଲ, LIC ଗୋଟେ କର

  • @bipinbiharisethy8662
    @bipinbiharisethy8662 Год назад

    Vedio ଟି ବହୁତ ଭଲ ହେଇଚି

  • @kalpanapadhi1147
    @kalpanapadhi1147 Месяц назад

    ବହୁତ ଭଲ ହେଇଚି।

  • @ajayaswain3489
    @ajayaswain3489 Год назад +1

    Bhalo. Lagila

  • @anilkumardas1133
    @anilkumardas1133 Год назад

    🔥🔥🔥🔥🔥🔥🔥🔥🔥🔥🔥❤️❤️❤️👍👍👍👍👍👍👍👍👌👌👌👌👌👌👌👌👌👌👌👌👏👏👏👏👏👏👏👏

  • @Freefiregaming-H
    @Freefiregaming-H Год назад

    ଭାଇ ବହୁତ ଦିନ ପରେ ଭିଡିଓ ଆସିଲା

  • @Freefiregaming-H
    @Freefiregaming-H Год назад

    ଆପରେ ହୋଲି ଭିଡ଼ିଓ ଆସିଲେ ଭଲ ହବ

  • @lokanathbehera8577
    @lokanathbehera8577 Год назад +1

    Bahuto badhiya lagila video 😅😅