I hope apananka ei kama dwara luchirahithiba kalara pariprakhash ghatiba au jau gariba lokamane tanka kalaku dekhei parunahnanti kahnikina tanka pakhare ete paisa nahni ki semane kau bada manchaku jai tanka kalaku pariprakhash kariparibe semananka pain eita bahut bada suyoga may god Jagannath bless you 🙏🙏🙏🙏
🙏🙏🙏🙏🙏ହେ ଜଗନ୍ନାଥ ମହାପ୍ରଭୁ ସବୁ ତୁମରି ଲୀଳା 🙏🙏 ବହୁତ୍ ସୁନ୍ଦର କଣ୍ଠସ୍ୱର 🙏 ଏ ହୃଦୟ ଭରା ଭଜନ ସଂଗୀତ ଶୁଣି ଖୁସିରେ ଆଖିରୁ ଲୁହ ବାହାରିଗଲା 😭😭
🙏🙏ଆଉ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା 🙏
ଜୟ ଜଗନ୍ନାଥ ମହାପ୍ରଭୁ 🚩🚩🚩🚩🚩
ତୁମେ ହିଁ ଭଗବାନ ତୁମେ ହିଁ ଭକ୍ତ। ଅତି ସୁନ୍ଦର୍ କଣ୍ଠ। ଭଗବାନ ତୁମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ 🙏🙏🙏🙏
ଚମକ୍ତାର ଭକ୍ତିଭାବ ଗିତ ବହୁତ ସୁନ୍ଦର👌👌
God bless you
ଜୟ ଜଗନ୍ନାଥ🙏🙏
କି ସୁନ୍ଦର ମନ ଛୁଆଁ ଗୀତ
ବହୁତ୍ ବଢିଆ କଣ୍ଠ ତ ଲାଜବାବ୍,ଦର୍ଶକ ଙ୍କ ଦୟା ହେଲେ ରାନୁମଣ୍ଡଳଙ୍କ ପରି ହାଇଲାଇଟି୍ ହୋଇ ଯିବେ ଦୟା କରି ତାଙ୍କୁ ସପୋଟ୍ କରନ୍ତୁ,ଧନ୍ୟବାଦ କୀର୍ତ୍ତନ ଓ୍ୱାଲ୍ଡ ର ଅଲେଖ ଭାଇଙ୍କୁ ଜୟ ଜଗନ୍ନାଥ
Sabu apankar Asirbad Sir
Dada app rna kaha to
ତା ପରେ ଗର୍ବ ଅହଙ୍କାର ରେ ବୁଡି ପୁଣି ସେଇ ଅବସ୍ଥା କୁ ଫେରିବେ
ସୁନ୍ଦର ଅତି ସୁନ୍ଦର୍
ବହୁତବଢିୟା ଭଗବାନଙ୍କ ଆଶିର୍ବାଦ
🙏🙏ଜୟେ ଜଗନ୍ନାଥ🙏🙏
ବହୁତ୍ ସୁନ୍ଦର୍ ସୁମଧୁର ସ୍ବର
ଜାଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତ ଏଇ ଭାଇ ଙ୍କ ସବୁ ଦୁଃଖ ଦୂର କରନ୍ତୁ ଏତିକି ମୋର ଭାଗବାନଙ୍କ ନିକଟରେ ପ୍ରାର୍ଥନା........
ll... ଜୟ ଜଗନ୍ନାଥ ...ll
ବହୁତ ସୁନ୍ଦର କଣ୍ଠ ସ୍ବର 👍👍👍👍
ଖୁବ ସୁନ୍ଦର କଣ୍ଠସ୍ୱର
ଜୟ ଜଗନ୍ନାଥ ବହୁତ ସୁନ୍ଦର ପରିବେଷଣ
ସୁମଧୁର କଣ୍ଠସ୍ଵର ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।
ସୁନ୍ଦର କଣ୍ଠ ସ୍ୱର
ବହୁତ ବଢ଼ିଆ ଆଜ୍ଞା ପୁରା ହୃଦୟ ଛୁଆଁ ଗୀତ,ବାରିକ ଗୁରୁଙ୍କୁ ମୋର ପ୍ରଣାମ ଜୟ ରାଧେ!!!👍👌👌👍👌👌👍
I hope apananka ei kama dwara luchirahithiba kalara pariprakhash ghatiba au jau gariba lokamane tanka kalaku dekhei parunahnanti kahnikina tanka pakhare ete paisa nahni ki semane kau bada manchaku jai tanka kalaku pariprakhash kariparibe semananka pain eita bahut bada suyoga may god Jagannath bless you 🙏🙏🙏🙏
@@rutupravasahoo2137lLLllL
@@rutupravasahoo2137 lllLlllllLLllllLLl
@@rutupravasahoo2137 bahut bada katha kahile Mem, Thank You
@@CAPTAINWORLD tq mote nuhna apananku tq so much apanankar ei kama pain best of luck 👍👍👍👍
ବହୁତ୍ ଖୁସି ଲାଗିଲା ଗୀତ ଶୁଣିକି
ସୁନ୍ଦର ଭଜନ... ଭାବ ପୁର୍ଣ ଭରା.. 🙏🙏🙏ହେ ଜଗନ୍ନାଥ ଏମିତି ସବୁବେଳେ ଭଜନ ଗାଇବାକୁ ତାଙ୍କୁ ସୁନ୍ଦର କଣ୍ଠ ଟିଏ ପ୍ରଦାନ କରନ୍ତୁ.... ଜୟ ଜଗନ୍ନାଥ 🙏🙏🙏🙏🙏🙏
Trahhi achuta 🙏🏻🙏🏻🙏🏻 trahhi jagannath 🙏🏻🙏🏻🙏🏻 Joy gurudev 🙏🏻🙏🏻🙏🏻
Thank you very good 👍👍👍
ଅତି ସୁନ୍ଦର ଅଦଭୁତ ଜୟ ଜଗଦୀଶ ହରେ 🙏🏻🙏🏻🙏🏻🙏🏻🙏🏻
ବହୁତ୍ ସୁନ୍ଦର୍ ଓ natural voice ।
ବହୁତ୍ ଲାଗ୍ଲା କଣ୍ଠ ଆଉ ସ୍ବର mind blowing hart touching song💖💞
ଧନ୍ୟବାଦ
ବହୁତ ସୁନ୍ଦର ଲାଗିଲା
ଜଗନ୍ନାଥସ୍ୱାମୀ ତାଙ୍କରି ସହାୟ ହୁଅନ୍ତୁ
Jay Jagannath 🙏🙏🙏
ବହୁତ ସୁନ୍ଦର ଗାଇଛ ଭଗବାନ ତମକୁ ଭଳରେ ରଖିଥାନ୍ତୁ
O
ବହୁତ ସୁନ୍ଦର ଗୀତଟିଏ ବୋଲିଛନ୍ତି
ଅତି ସୁନ୍ଦର ଭାବରେ ଗାଉଛନ୍ତି ଭାଇ👍ଜୟ ଜଗନ୍ନାଥ 🙏
କଣ୍ଠ ଟି ବହୁତ ସୁନ୍ଦର ଭଲ ଲାଗିଲା ଭଜନ ଟି
ବହୁତ ସୁନ୍ଦର ଗୀତ ଖୁବ ସୁନ୍ଦର କଣ୍ଠ 🌹❤🌹👍👍👍
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇରାଳ୍ କରିଛ
ଅତି ସୁନ୍ଦର । ଏଭଳି ଅନେକ ଭାଇ ବଣମଲୀ ପରି ଝଡି ଯାଉଛନ୍ତି । ସଂଗୀତ କାର ମାନେ ଟିକେ ଦୃଷ୍ଟି ଦେଲେ ତାଙ୍କ ଜୀବନ ବଦଳି ଯାଆନ୍ତା ।
ବହୁତୁ ମସ୍ତ ସର 👍👌
ଭାବ ଭରା କଣ୍ଠ ରେ ମନ ମୁଗ୍ଧକର ଭଜନ୍ ଗିତ
ବହୁତ ବହୁତ ସୁନ୍ଦର ହୋ ଆଗ୍ୟାଂ
କିର୍ତ୍ତନ ଗାଏସ ବାଗିର ଲାଗୁଛେ
ଖୁବ୍ ସୁନ୍ଦର ଆଉ ମନକୁ ଛୁଇଁଲା ଭଳି କଣ୍ଠସ୍ବର,, 👌👌👌👌👍👍👍👍 ଗୋଟେ ସୁଯୋଗ ଦିଆଗଲେ ବହୁତ ନାମ କମେଇବେ ଆମ ଓଡ଼ିଶା ପାଇଁ
ଜୟ ଜଗନ୍ନାଥ ସ୍ବାମୀ🙏🙏🙏🙏🙏
ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏🙏🙏
ଭାରି ସୁନ୍ଦର
Jay jagannath 🙏🙏🙏
Very nice song and vary nice voice 👌👌👌👍👍👍❤️❤️❤️
ୱା..ୱା..ୱା..କି ମନଲେଭା କଣ୍ଠଶ୍ୱର୍ ,ବହୁତ ସୁନ୍ଦର👌👌👌👌
Mmo
ବହୁତ ସୁନ୍ଧର 🌼🌼
ଅତି ସୁନ୍ଦର ଗୀତ ଭାଇ ତୁମ କଣ୍ଠ ରେ ଜଗନ୍ନାଥ ବିଜେ କରନ୍ତୁ ଅାଉ ଏମିତି ଭଜନ ଜଣାଣ ଗାଉଥାଅ
@Shepherd Watsonp
ବହୁତ ସୁନ୍ଦର କଣ୍ଠସ୍ୱର👌👌👌👌😇
1x
1
ବହୁତ୍ ସୁନ୍ଦର ଗାଇ ଛନ୍ତି।ତାଙ୍କୁ ସୁଯୋଗ ମିଳିବା ଦରକାର।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭଵ ଧନ୍ୟବାଦ୍ ଜଣାଉଛୁ
ଧନ୍ୟ ଵାଦ୍ ଆପଣଂକ ଚାନେଲ୍ କୁ ଏଭଳି ଭକ୍ତକୁ ଆଣିଥିଵାରୁ ! ଅତି ସୁନ୍ଦର ଏହି ଭକ୍ତର ଓଠ ର ଜଗନ୍ନାଥ ଭଜନ ଜଣାଣ
ସତରେ ହୃଦୟ କୁ ଛୁଇଁଗଲା ଅତି ସୁନ୍ଦର
Jay Jagannath. Very nice vhayes and heart💕 touching song.
ଅତି ସୁନ୍ଦର ଭାବରେ ଏହି ଭଳି ଭାବରେ ସେ ସମସ୍ତ ଙ୍କ ମନର କଥା ଶୁଣି ଦୁଃଖ ଦୂର କରିବାକୁ
ଅନନ୍ତ କୋଟି ଦୂର କରି ସୁଖଃ ଭରି ଦେଇ ଥାନ୍ତି। ଧନ୍ୟବାଦ୍।
ଜୟ ଜଗନ୍ନାଥ ମଣିମା 🙏
କି ସୁନ୍ଦର କଣ୍ଠ ସ୍ବର କି ସୁନ୍ଦର ଭାବ ଭକ୍ତି
ପ୍ରଭୁ କୋଟି ପ୍ରଣାମ 🙏
ଅତି ସୁନ୍ଦର ଭାବରେ ଖାଉଛନ୍ତି
ବହୁତ ଭଲଲାଗିଲା
ଅତି ସୁନ୍ଦର 👍👏👏👏👏👏👏👏👏👏👏🙏🙏🙏🙏🙏
Jay Jagannath bahut sundar gauchanti 🙏🙏🙏
Waahhh,bilkul adbhut,chamatkar , heart touching pura,..
ବହୁତ ସୁନ୍ଦର ଭାବେ ଗୀତକୁ ଫୋଳ କରିଛନ୍ତି ଭଲ ଲାଗିଲା ,
Jay jagannath 🙏🙏🙏
ଵହୁତ ଭଲ ଲାଗିଲା, ଧନ୍ୟବାଦ।
ବହୁତ ସୁନ୍ଦର ଗାଉଛନ୍ତି ,👍👍👍👍🙏
ଖୁବ ସୁନ୍ଦର
Best of the Best.Dada.Gret Singer.God Bless you
ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ l
ବହୁତ ସୁନ୍ଦର କଣ୍ଠ l
ଵହୁତ ଭଲ ଗିତ
ବହୁତ ଭଲ ଲାଗିଲା ଧନ୍ୟବାଦ
Bahut sundar
Bahut sundar Gita
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଏ ଭାଇଟି କଣ୍ଠରେ ପ୍ରଭୂ ଜରତର ନାଥ ଜଗନ୍ନାଥଙ୍କର ଆର୍ଶିବାଦ ଅଛି ତାଙ୍କୁ ଲୋକପ୍ରିୟ କରିବାକୁ ବଡ଼ ବଡ଼ କଣ୍ଡ ଶିଳ୍ପୀ ମାନଙ୍କୁ ବିନମ୍ର ଅନୁରୋଧ,
Bahut sundar jaganatha bhajan 💝💝💞👌🙏🙏🙏
Outstanding,Om Jay Jagannath
🙏🙏🙏Bahut sundar Gita tie... hrudaya ku sparsha Kala...Pravu Jagannath tumara mangal karantu 🙏🙏🙏
Heart Touching Moment.Radhe Radhe Sir.
ଅତି ସୁନ୍ଦର ଗୀତ ଭାଇ ତୁମ କଣ୍ଠରେ ଜୟ ଜଗନ୍ନାଥ
ବହୁତ ସୁନ୍ଦର କଣ୍ଠ
Bahut badhiya bhai jai jagannath Swami nayana pathagami vaba tume subha 🙏🙏🙏🙏🙏
କଣ୍ଠ ସ୍ଵର ଖୁବ୍ ସୁନ୍ଦର ଯେ, କିନ୍ତୁ ବେଶୀ ହଲୁଛନ୍ତି
ବହୁତ ସୁନ୍ଦର କଣ୍ଠ । ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ । ଜୟ ଜଗନ୍ନାଥ
Bahuta bhala
Very Very Heart'❤️ Touching 👌👌🙏🙏
Bahut badhia voice Maa saraswti tumar kanthe basithaun Madi chhala tuma pain bhagaban achhnti❤❤❤
beautiful devitional voice.Jagannath blessing him
ଜୟ ଜଗନ୍ନାଥ 🙏🙏🙏
ବହୁତ ସୁନ୍ଦର ସ୍ଵର
ବହୁତ ଭଲ ଲାଗିଲା
ପ୍ରକୃତରେ ହୃଦୟ ଛୁଆଁ ଭଜନ । ସୁଯୋଗ ମିଳିଲେ ମହାଶୟ ଦ୍ଵିତୀୟ ଭିକାରି ବଳ ହୋଇ ପାରିବେ । ହେ ପ୍ରଭୁ ଚକାଡୋଳା , ଏ ଭକ୍ତଙ୍କ ନିବେଦନ ଗ୍ରହଣ କର ପ୍ରଭୁ ।
Thik... Katha 👌
ବହୁତ ସୁନ୍ଦର ପ୍ରତିଭା ।
Nice jai jagannath
ଭାଇ ଆମର ବହୁତ ସୁନ୍ଦର ଭାବରେ ଗାଇଛନ୍ତି । ଧନ୍ୟବାଦ ଭାଇ
Jay jagannath🙏🙏, Heart touching voice & song, May God Bless You🎵👌👌👌
Bahut sundar Jay Jagannath prabhu 🙏🙏🙏🙏
ବହୁତ ସୁନ୍ଦର ହୋଇଛି ଦାଦା
ଅତି ସନ୍ଦର୍ ଏହିଛି ମ
ଏମିତି ପ୍ରତିଭା ଙ୍କୁ ଆଗକୁ ଆଣିବାକୁ ସମସ୍ତେ share କରନ୍ତୁ.. 🙏🏻
ଅତି ସୁଦର ଭଜନ 👍👍
Bahut sundar
Real singer bahut sundar kantha
ବହୁତଭଲ
ବହୁତ ମଧୁର ସ୍ୱର,,,👍👍💞💞💞💞ଭାଇଙ୍କୁ ଟିକେ chance ଦେଲେ ବହୁତ ଆଗକୁ ଯାନ୍ତେ ,,
ଅତି ସୁନ୍ଦର 👌👌👌🌹🌹
Really amazing, Nice voice, He should be awarded.
Jabardast. Eak. Jagannath Bhakta
Eha. Manibaku Padib.
ଆହା କି ମନୋ ହୃଦୟେ ପ୍ରକାଶେ ଶ୍ରୀମନ୍ଦିର ରେ ବାଜିଜାଉଛି ମୋନପବିତ୍ର ହେଇଗଲା
Sata kahilaaaa bhaiiii.....achanti
Really heart felling song. Vy nice, jai jaganatha
Excellent singing 👌
ଖୁବ୍ ସୁନ୍ଦର କଣ୍ଠ ସ୍ଵର ,🙏🙏🙏🙏
Excellent performance
ତୁମର କଣ୍ଠସ୍ୱର ଅତି ସୁନ୍ଦର ଭାଇ
I so proud of Odisha
Exellent talent. Bana malli banare futi banare hin mauli jaithithae. Jaya Jagannatha🙏🙏💐
His voice is very sweet.Jai Jagannath