Singer Anama Bhoi Sings Like Bhajan Samrat Bhikari Bala | Sankar Comedy | Nandighosha Diary

Поделиться
HTML-код
  • Опубликовано: 25 окт 2024

Комментарии • 793

  • @collagelifestyleofficial8763
    @collagelifestyleofficial8763 2 года назад +56

    ମୁଁ ଆଶ୍ଚର୍ଯ୍ୟ ଆପଣଙ୍କ କଣ୍ଠ ରୁ ଗୀତ ଶୁଣି... ଯେମିତି ଭିକାରି ସାର ଗାଇଥିଲେ ସେହିପରି ଅଳ୍ପ ନାହିଁ ପୁରା ସ୍ୱର ମିଶିଯାଉଛି... ଏମିତି ଗୀତକାର ମୁଁ ଏବଂ ଆମ ଓଡିଶା ବାସୀ ଚାଁହୁଛୁ 🌹🌹🌹🌹🌹...

  • @ranjeetkumarbehera7914
    @ranjeetkumarbehera7914 2 года назад +43

    ବହୁତ ଖୁସି ଲାଗିଲା...
    ଏପରି ଜଣେ ବ୍ୟକ୍ତିତ୍ୱ ଙ୍କୁ ଶୁଣି।
    ଜୟ ଶ୍ରୀ ଜଗନ୍ନାଥ 🙏

  • @regionalkhabar1345
    @regionalkhabar1345 2 года назад +133

    ବିଶ୍ୱାସ ହେଉନି ଆଉ ଜଣେ ଭୀକାରୀ ବଳ ଆମ ଗହଣ ରେ ଅଛନ୍ତି। ସଂଗୀତ ନିର୍ଦ୍ଦେଶକ ଙ୍କୁ ଅନୁରୋଧ ଏହି ମହାଶୟ ଙ୍କୁ ସୁଯୋଗ ଦିଅନ୍ତୁ ,ବହୁ ସଂଖ୍ୟାରେ ଗୀତ ରେକର୍ଡ କରନ୍ତୁ ହୁଏତ ଆଙ୍କ ପରେ ଆଉ ଜଣେ ଭୀକାରୀ ବଳ ମିଳି ପାରିବେ ନ ପାରିବେ

    • @rakeshparidaparidrakeha8877
      @rakeshparidaparidrakeha8877 2 года назад

      Right

    • @thirdeye9492
      @thirdeye9492 2 года назад +2

      ସୁନ୍ଦର ପ୍ରସ୍ତାବ.. ଅନ୍ତତଃ ପ୍ରତିଭାକୁ ଉଚିତ ସମ୍ମାନ ମିଳୁ 👍👍

    • @thirdeye9492
      @thirdeye9492 2 года назад +2

      ଅନାମ ଭାଇ ଜଣେ ସ୍ୱାଭିମାନୀ ସରଳ ପ୍ରତିଭାଧାରୀ ବ୍ୟକ୍ତିତ୍ବ 🙏💚❤

    • @dusmantabehera8814
      @dusmantabehera8814 2 года назад

      Please give me more chances

    • @pravatkumarpanda9168
      @pravatkumarpanda9168 2 года назад

      Right

  • @bhishmarathisamantaray1611
    @bhishmarathisamantaray1611 2 года назад +66

    ଏ ମଉସାଙ୍କୁ ଗୋଟେ ସୁଜୋଗ ମିଳି ଯାଉ। ଜୟ ଜଗନ୍ନାଥ 🙏🙏🙏

  • @sweetgirlpinkul2612
    @sweetgirlpinkul2612 2 года назад +73

    ଶଙ୍କର ଭାଇ ଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ଆପଣଙ୍କର ଏ ନିଆରା ପ୍ରଚେଷ୍ଟା ପାଇଁ ଏତେ ସୁନ୍ଦର ଗୀତ ଶୁଣିବା କୁ ମିଳିଲା ବାପ ଝିଅ ଙ୍କ କଣ୍ଠସ୍ୱର ଅତ୍ୟନ୍ତ ମନୋମୁଗ୍ଧକର ।

  • @ajitkumarmohanty5829
    @ajitkumarmohanty5829 2 года назад +5

    ଏମିତି ଜଣେ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିଥିବାରୁ ନନ୍ଦିଘୋଷ ଟିଭି କୁ ଧନ୍ୟବାଦ୍

  • @ssudam8372
    @ssudam8372 2 года назад +16

    ଏମିତି ବଣମଲ୍ଲୀ କୁ ଖୋଜି ବାହାର କରିଥିବା ରୁ ଧନ୍ଯବାଦ।

  • @sujitkumarkanhar5499
    @sujitkumarkanhar5499 2 года назад +50

    ଏମିତି କଳାକାର ଙ୍କୁ ଆମ ଓଡ଼ିଶାର ସଂଗୀତ ନିର୍ଦ୍ଦେଶକ ମାନେ ଦେଖି ପାରୁନାହାନ୍ତି । କିନ୍ତୁ ଫାଲତୁ ଲୋକ ଙ୍କୁ ନେଇ ଗୀତ ତିଆରି ବାରେ ବ୍ୟସ୍ତ । ଜୟ ଜଗନ୍ନାଥ 🙏🙏🙏

  • @ajitdutta3219
    @ajitdutta3219 2 года назад +8

    ହେ ପ୍ରଭୁ ଜଗନ୍ନାଥ ଏ ଭାଇ ଉପରେ ତମ ଆଶ୍ରୀଵାଦ ଥାଉ। ଷ୍ଟୁଡିଓ ରେ ଗାଇବା ପାଇଁ ସୁଯୋଗ ମିଳୁ। ଜୟ ଜଗନାଥ 🙏🙏🙏🙏🙏

  • @Ashok_Creations
    @Ashok_Creations 2 года назад +16

    ଅତି ସୁନ୍ଦର voice 👌 chance ମିଳିବା ଦରକାର

  • @sksantoshvlogs2797
    @sksantoshvlogs2797 2 года назад +2

    ଅତି ସୁନ୍ଦର ଟ୍ୟାଲେଣ୍ଟ ଅଛି ମଉସାଙ୍କର ଆଉ ଝିଅର ଆଙ୍କୁ ସୁଯଗ ଦିଆଯାଉ (ଟୁଗୁରୁ ଭୋଳ ବର୍ଷା ଭୋଳଙ୍କୁ ଦାରିଆଣିକୁ ସୁଯଗ ଦିଆଯାଉଛି dirctarଙ୍କୁ ଆଉ ଲୋକ ମିଳୁ ନାହାନ୍ତି )

  • @amiyakumarpradhan451
    @amiyakumarpradhan451 2 года назад +7

    ବହୁତ ଭଲ ଲାଗୁଛି ଆଉଟିକେ ନ୍ୟୁ କରିଥିଲେ ଭଲ ହାଇଥଟା

  • @mamatadash7625
    @mamatadash7625 2 года назад

    ଏତେ ସୁନ୍ଦର ଗୀତ ଗାଇପାରୁଛନ୍ତି ।ଏକା ଅନେକଙ୍କର
    ପ୍ରତିଭାକୁ ସାଉଁଟି ପାରିଛନ୍ତି ,ଶହେ ସଲାମ ଭାଇ ।
    ଏପରି ବ୍ୟକ୍ତିତ୍ବକୁ ଲୋକଲୋଚନକୁ ଆଣିଥିବା ଶଙ୍କର
    ଭାଇଙ୍କୁ ଧନ୍ୟବାଦ ।

  • @santoshpattnayak2589
    @santoshpattnayak2589 2 года назад +8

    ବହୁତ ବଢିଆ ପ୍ରତିଭା 👌

  • @alekhchandrabeja5578
    @alekhchandrabeja5578 2 года назад +2

    ଭାଇ ଶତ ଶତ ପ୍ରଣାମ । କି ସୁନ୍ଦର୍ ସ୍ୱର । ଆପଣ ଶ୍ମଶାନ ତୁଳସୀ ପାଲଟି ଯାଇଛନ୍ତି ।

  • @radhaprasannamohapatra2338
    @radhaprasannamohapatra2338 Год назад +1

    Such an innocent, simple, sweet vocal person I have ever seen. May God bless you.

  • @chandank.usamal5729
    @chandank.usamal5729 2 года назад +3

    ଅତି ସୁନ୍ଦର କଣ୍ଠ,ଏମିତି ପ୍ରତିଭା ଆଗକୁ ଆସିବା ଦରକାର।ମୁଁ ଆପଣଙ୍କ କଣ୍ଠ ରେ ଭଜନ ସମ୍ରାଟ ଭିକାରି ବଳଙ୍କୁ ପାଇଲି, ଜୟ ଜଗନ୍ନାଥ 🙏

  • @Manashmallick-t
    @Manashmallick-t 2 года назад +42

    This episode is epic. Thank you Nandighosh TV and Sankar Vai

  • @erjeetrajput8609
    @erjeetrajput8609 Год назад

    ଏଭଳି ଏକ ସୁନ୍ଦର ପ୍ରତିଭାବାନ ବ୍ୟକ୍ତି ବିଶେଷ ମାନଙ୍କୁ ସାକ୍ଷାତ କରି ଲୋକଲୋଚନକୁ ଆଣି ଥିବାରୁ ଆପଣଙ୍କୁ ଧନ୍ୟବାଦ୍ ❤

  • @nishikantabirabar1385
    @nishikantabirabar1385 2 года назад

    ଶଙ୍କର ଭାଇଙ୍କୁ ବହୁତ୍ ବହୁତ ଧନ୍ୟବାଦ୍,ଗାଁ ଭିତରୁ ବଣ ମଲ୍ଲି ଖୋଜି ବାହାର କରିଛନ୍ତି ।ଏଇ ଗୁଡ଼ା ମିଡ଼ିଆ ଭାଇମାନେ ଦେଖିବା କଥା ।ଯେଉଁମାନେ ସେଲିବ୍ରେଟି ହେଇଛନ୍ତି ସେଗୁଡା ଖାଲି ଦେଖେଇବେ,କେତେବେଳେ କିଏ ଖାଇଲା,କେତେବେଳେ ହଗିଲା,କେତେବେଳେ ଚଢ଼ିଲା,ଯାବତୀୟ ବେକାରିଆ କଥା ଦେଖେଇବେ ।

  • @niranjansaw9263
    @niranjansaw9263 2 года назад +50

    The real talent of odisha 🙏

  • @krishnaeducation163
    @krishnaeducation163 2 года назад +7

    The real talent of odisha.
    God bless him always..❤❤❤

  • @jharanapattanayak1506
    @jharanapattanayak1506 Год назад +1

    Thank you nandighosa tv and the entire team for showing us the hidden talents of odisha..Anama sir's singing is very heart touching.

  • @iitphd
    @iitphd 2 года назад +2

    ଶ୍ୟାମ ହେ ଭାବବିନୋଦିଆ ଘନଶ୍ୟାମ ହେ - wah bahut badhia.

  • @dulahansda1070
    @dulahansda1070 Год назад

    ମୋତେ ଲାଗିଲା ଆଉଜଣେ ଭିକାରୀ ବଳ ଧନ୍ୟବାଦ୍ ଅନାମ ଭାଇ

  • @tulsanaik8801
    @tulsanaik8801 2 года назад +1

    ବହୁତ ସୁନ୍ଦର ଲାଗୁଛି

  • @tharlover1367
    @tharlover1367 2 года назад +1

    ଓଃ କି ସୁନ୍ଦର ଖାଉଛନ୍ତି ଭିକାରୀ ବଳ ପାଟ କୁ 🙏🙏🙏🙏ଜୟ ଜଗନ୍ନାଥ

    • @subusubu4157
      @subusubu4157 2 года назад

      Super 👌👌👌👌👌👌👌👌👌👌

  • @bhagabanpradhan7500
    @bhagabanpradhan7500 2 года назад

    ଏଭଳି କଳାକାର ଯୋଗୁଁ ଗାଁ ଆଜି ଧନ୍ୟ
    ଶକର ଭାଇଙ୍କ ପ୍ରଚେଷ୍ଟା କୁ ଧନ୍ୟବାଦ

  • @gktoday296
    @gktoday296 2 года назад +4

    No doubt he's a excellent singer his voice is so heart touching

  • @itidas3204
    @itidas3204 2 года назад

    Wah Anam bhoi wah 👏👏👏 superb 👍👍👍Thank u Nandighosh tv 👍👍👍

  • @kunjabiharipradhan9159
    @kunjabiharipradhan9159 2 года назад

    ଏମିତି ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ନନ୍ଦିଘୋଷ ଟିଭି ଓ ଆମ ଓଡ଼ିଆ ମାନଙ୍କ ପାଇଁ ଏକ ଗର୍ବ ର କଥା l ଏହି ପ୍ରୟାସ ଜାରି ରହୁ l ଜୟ ଜଗନ୍ନାଥ...💐💐💐🙏🙏🙏

  • @banasmitadas6195
    @banasmitadas6195 2 года назад +3

    ଏଭଳି ବ୍ୟକ୍ତିଙ୍କୁ ମୋର ପ୍ରଣାମ।।।🙏

  • @amarendraswain2723
    @amarendraswain2723 2 года назад +7

    Exceptional talented singer, should be given adequate opportunity..👏

  • @kalingaranjan2074
    @kalingaranjan2074 Год назад +2

    ଜଣେ ନମ୍ର କୃଷକ, ସରଳ ଗ୍ରାମବାସୀ, ପ୍ରକୃତରେ ଜଣେ ପ୍ରାଣକୃଷ୍ଣ ଗାୟକ କଣ୍ଠଶିଳ୍ପୀ | ଓଡ଼ିଶାର ଅମର ସ୍ୱର

  • @bhupatinayak5086
    @bhupatinayak5086 2 года назад

    bohut Sundar kanthoswara , agoru gito gaiba re sujog miliba darkarthila .....❤️tothapi bohut bohut dhanyabad 🙏🙏🙏

  • @amarendrabehera1302
    @amarendrabehera1302 2 года назад +3

    ବହୁତ ସୁନ୍ଦର କଣ୍ଠସ୍ୱର

  • @hippian5826
    @hippian5826 2 года назад

    Bahut bahut badhia anchoring and programs Thanku

  • @rinaraniroutaray7596
    @rinaraniroutaray7596 2 года назад

    ଏ ଭଗବାନ କ ଅମୂଲ୍ୟ ରତ୍ନ ଦାନ ।
    ଏହାର ସର୍ବାଙ୍ଗ ସୁଯୋଗ ଉଠାନ୍ତୁ ଡାଇରେକ୍ଟର ଭାଇ ମାନେ

  • @BABUBHAIPRODUCTION
    @BABUBHAIPRODUCTION 2 года назад +1

    Wooow Badhia Voice Anama sir

  • @kunaprasad5058
    @kunaprasad5058 2 года назад +1

    Nandighosh tv ku ases dhanyabad ehi bhali gaan ra pratibha mananku samnaku anithibaru.

  • @ANANTDHALVLOGS
    @ANANTDHALVLOGS 2 года назад +3

    best talent ..au gaon loka bi bahut vala jay jagannath🙏

  • @prabhaxseth8848
    @prabhaxseth8848 2 года назад +3

    Such a humble and innocent guy with full of talent....salute

  • @gajendrakumar7023
    @gajendrakumar7023 2 года назад

    ବହୁତ ସୁନ୍ଦର ଲୋକ ଅନାମ ଭାଇ ।
    କଣ୍ଠ ବି ମଧୁର, ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ।ଓଡିଁଶାର ଆଗଧାଡିର ସଙ୍ଗୀତ ନିର୍ଦ୍ଦେଶକ ଅନାମ ଭାଇଙ୍କୁ ଗୀତ ଗାଇବାର ସୁଯୋଗ ଦେବାକୁ ଅନୁରୋଧ ।ଯାହାକି ବିଗତ ଦିନର ସ୍ମୃତି ସବୁକୁ ଆମେ ମନେ ପକେଇ ପାରିବୁ । ଜୟ ଜଗନ୍ନାଥ ।

  • @shreenikashort1363
    @shreenikashort1363 2 года назад

    Really bahut sundar lagila y episode 🙏🙏🙏

  • @achyutanandadas1670
    @achyutanandadas1670 Год назад

    ଅତି ସୁନ୍ଦର ଭାବରେ ଗାଉଛନ୍ତି

  • @kalingatourism8551
    @kalingatourism8551 2 года назад +5

    This is the really talent of singer .🙏 very good singing sir . really very nice ......

  • @sidhantbalbantray3002
    @sidhantbalbantray3002 2 года назад

    Ati Chamatkar kantha. Jagannatha karantu sabubele amiti Gita gauthantu. Koti koti pranam abhali bismaya kala bhali pratibha nka pain. Ae mo Odisha.

  • @bichitramalik4162
    @bichitramalik4162 2 года назад

    Anama mousanka jhia bohut bhala gita gauchhanti thank you so much

  • @jayaprakashpatel8933
    @jayaprakashpatel8933 Год назад +1

    Really this type of program conducted by the nandighosh 📺 is very very nice and and the selection of candidate in this program is also nice and all the above many many thanks to the interviwer sir.

  • @gopalpadhi1048
    @gopalpadhi1048 2 года назад +3

    A great talent, A great innovation of Nandighosh Diary .

  • @somethingnew3640
    @somethingnew3640 2 года назад +12

    1st part was great this is our culture....proud to be odia

  • @bipinamallik2803
    @bipinamallik2803 11 месяцев назад

    Jaya Sree Jagannatha Swami Jaya Banamali Banare Fhuti Banare Jharipade Anam Bhai akalapratibha Thai Banare Rahigale Nandighosa TVKU Dhanyabad

  • @sanjaykumarbarik1331
    @sanjaykumarbarik1331 2 года назад

    ଅତି ସୁନ୍ଦର କଣ୍ଠ ଅନାମ ବାବୁ ଈଶ୍ୱର ଙ୍କ ଦୟାରୁ ପାଇଛନ୍ତି

  • @payaldas201
    @payaldas201 2 года назад +12

    I am very proud for Anam bhoi and his talent.

  • @lokanathjena1868
    @lokanathjena1868 2 года назад +2

    ଅନାମ ଭାଇ ଶତାୟୁ ହୁଅ ଏହା ମୋର ଜଣାଣ

  • @prb760
    @prb760 2 года назад +1

    Very nice 👍 voice very nice song heart 💜❤️❤️💜 touching ବଉତ୍ ବଢିଆ ଲାଗୁଛି

  • @kalyanibehera6432
    @kalyanibehera6432 2 года назад

    Thank u anama mousa, hrudaya bhari gala apananka kanthha sangeeta suni. Bhagabaan apananku kusalare rakhantu etiki kamana.

  • @bijuharpal8821
    @bijuharpal8821 2 года назад +35

    The really telent sir Odisha God bless you

  • @banamalibehera8606
    @banamalibehera8606 2 года назад

    Nandighosh tv sahita sankara bhai sabubele thahantu.. Jai jagannath..

  • @amarkumarmallik7819
    @amarkumarmallik7819 2 года назад +3

    Very talented uncle,plz give one chance .God bless you uncle 🙏🙏

  • @BijayaPradhan-ir8wj
    @BijayaPradhan-ir8wj Год назад

    I love you sankar bhai but I like you nandi ghosh channel......jay jagannath.......

  • @kemitikaribeedit7733
    @kemitikaribeedit7733 2 года назад +1

    Bahut bhala Mousha

  • @Helpingtower333
    @Helpingtower333 2 года назад

    Bohut sunder voice👍👍🎰🎰🎰🎰🎰🎰🎰👍👍👍

  • @GourachandraNayak-u5h
    @GourachandraNayak-u5h Месяц назад

    ଵହୁତ ସୁନ୍ଦର ଲାଗିଲା।ଏଵେ ଵି ସୁଯଗ ମିଳୁ।

  • @dr.basantakumarbehera7129
    @dr.basantakumarbehera7129 2 года назад

    Satare kete sarala jibana yehi Anam bhai nka ra. He is so blessed. Beautiful song

  • @ajayakumarbeherabehera1097
    @ajayakumarbeherabehera1097 2 года назад +1

    Mu jaha vabuchi ae bhai jananka world ra no 1 singer

  • @MrBismaya
    @MrBismaya 2 года назад +4

    Hhhh maja aasigala aagya episode dekhi...ki gahali kio..😊by the way fantastic voice.

  • @haladharpurasharam5056
    @haladharpurasharam5056 2 года назад

    ଏପରି ପ୍ରତିଭା ଖୁବ୍ ଶୀଘ୍ର ପ୍ରକାଶ ହେବା ଆବଶ୍ୟକ

  • @sukantakumar8117
    @sukantakumar8117 2 года назад

    A e ta really telent Dil se salute 🙏🙏🙏 gan ra su madhura Gita⚫❗⚫👌👌👌

  • @nikukumar8495
    @nikukumar8495 2 года назад

    Bhaina a sakhyat kar man ku mor chhuing gala apanka r swabhav ati sundar lagila

  • @umakantabarada6650
    @umakantabarada6650 2 года назад

    Mu odishar samasta gitikar mananku anurodh karuchhi Anam mousa bhali pratibhaku sujogdei lokalochanku anantu. Jayajagannath

  • @bijay2191
    @bijay2191 2 года назад

    Thank you very much... Talent of odisha...

  • @sankarsenapati7876
    @sankarsenapati7876 Год назад

    Very nice sweet voice anam sirnkar sujog dia jau

  • @diparanipanigrahi4141
    @diparanipanigrahi4141 2 года назад

    Kan nagaile mausa koti koti pranam🙏🙏🙏 apananku emiti pratibha nku ama gahanare anithibaru bahut dhanyavaad nandighosha channel ku 👏👏

  • @pritiranjandash5077
    @pritiranjandash5077 Год назад

    Bahut sundar voice ❤Jay Jagannath

  • @sujatapasayat5961
    @sujatapasayat5961 Год назад

    Ate sunder boluchanti satare manata bhai bhuligala sabu dukha..Anama bhai nka no tikia dele ama Samvedana program ku dakibu...bhainku Bhagaban sabu bele valare rakhantu..

  • @iamnatlina
    @iamnatlina 2 года назад +1

    ଝୁଲ ରେ କଂହେଇ ଝୁଲ୍ ପରେ ଜଣେ ଜଣେ ଆସି ଯେମିତି ସବୁ ଠାକୁରଙ୍କୁ ଝୁଲାଇ ଚାଲିଲେ, ଭଲ ଲାଗିଲାନି ।।
    କିନ୍ତୁ ଏ ମଉସାଙ୍କ ସ୍ୱର ଉଚ୍ଚ କୋଟୀର

  • @sweetgirlpinkul2612
    @sweetgirlpinkul2612 2 года назад +7

    ଅନାମ ଭୋଇ ଙ୍କ ର ଜୟ ହେଉ ।

  • @subhendusahoo7906
    @subhendusahoo7906 2 года назад +4

    He could be a judge in today's reality show... Love you sir... Great singing🤗

  • @parikshitsamal1025
    @parikshitsamal1025 Год назад

    ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଧନ୍ୟବାଦ |

  • @rajendrakumarbhoi1560
    @rajendrakumarbhoi1560 2 года назад

    Thanks nandighosa tv emiti prativa ku channel re anithibaru

  • @kapileswarnaik7114
    @kapileswarnaik7114 2 года назад

    ସତରେ ଅନାମ ଭାଇ ଆପଣଙ୍କର କଣ୍ଠରେ ଚମକ୍ ଅଛି 💐🙏

  • @saabasahu9895
    @saabasahu9895 2 года назад

    Nandighosa dayari re a gote pabitra apisode thanks bhai

  • @jchoudhury274
    @jchoudhury274 2 года назад

    ANAM BHAI NKU GOTE SUGAJ DIAJAU STUDIO RE GAIBA PAI. BAHUT BHALA GAUCHANTI

  • @prasantakumar6793
    @prasantakumar6793 2 года назад

    ବହୁତ ସୁନ୍ଦର ଭଏସ୍

  • @subhransukumarsahu7168
    @subhransukumarsahu7168 2 года назад

    Shankar Sir... You are great🙏really a great son of Odisha💐💐💐

  • @babunamuduli7662
    @babunamuduli7662 Год назад

    Bhaut puruna Gita ebe supar hit ❤❤❤Dil pura gaden gaden

  • @eshanasfuntime8268
    @eshanasfuntime8268 2 года назад +4

    Thanks Nandi Ghosh to bring, Really talented person. Odia leading music directors should give opportunities.

  • @saratsenapati2530
    @saratsenapati2530 Год назад

    Ki sundara kantha bhaina apana nksra
    Joy jagannath🙏🙏

  • @arajunmaharana6147
    @arajunmaharana6147 2 года назад

    କାଳିଆ ସାଆନ୍ତ ଆମ
    କରୁଣା କଲେ ମିଳଇ ସୁନାମ.. ବିଶ୍ଵ ତମାମ ଗୋ,
    ଯେସନ ଖ୍ୟାତି ଲଭିଲେ ଭାଇ ଅନାମ ଗୋ।।
    କଣ୍ଠରେ ସଙ୍ଗୀତ ଯାଦୁ
    ଝରୁଛି ସତେକି ଭକ୍ତିର ମଧୁ.. ଅମୃତ ସିନ୍ଧୁ ଗୋ,
    ଶୁଣି ଶୀହରଣ ଜାଗେ ଅନ୍ତର ହୃଦୁ ଗୋ ।।
    ଏଡ଼େ ବଡ଼ ସେ ପ୍ରତିଭା
    ପ୍ରତିକୂଳ ପରିବେଶରେ ଉଭା... ପାଇଲେ ଶୋଭା ଗୋ..
    ମହାପ୍ରଭୁଙ୍କ ଆଶିଷ କି ମନଲୋଭା ଗୋ ।।
    🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @prasantapattanaik862
    @prasantapattanaik862 2 года назад

    ଖୁବ୍ ସୁନ୍ଦର୍ ସାକ୍ଷାତକାର

  • @kunarana9007
    @kunarana9007 2 года назад

    Bahut bhala lagila ,Badhia loka emananku sarkar dekhantu

  • @hemantasahoo1249
    @hemantasahoo1249 2 года назад

    👍🙏
    ଏହି ଭାଇଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଲେ ବହୁତ ଖୁସି ଲାଗିବ। ଧନ୍ୟବାଦ

  • @santoshkumarmajhi2798
    @santoshkumarmajhi2798 2 года назад +2

    Wonderful.. excellent.....mind blowing...this episode and singer

  • @brahmanandakhatua7927
    @brahmanandakhatua7927 2 года назад

    ବହୁତ ବଢିଆ.....

  • @satya2456
    @satya2456 Год назад

    ଖୁବ୍ ସୁନ୍ଦର୍ episode...ଏପରି ପ୍ରତିଭା ଲୁକାୟିତ ହୋଇ ରହିଛନ୍ତି ଦୁଃଖର କଥା। ଅକ୍ଷୟ ମହାନ୍ତି କି ପ୍ରଫୁଲ୍ଲ କରଙ୍କ ଭଲି ସଙ୍ଗୀତ ନିର୍ଦ୍ଦେଶକ ନାହାନ୍ତି..ଥିଲେ ଏମାନେ ନିଶ୍ଚୟ ସୁଯୋଗ ପାଇଥାନ୍ତେ...

  • @Raj-kv3vk
    @Raj-kv3vk 2 года назад +1

    Superb.. talented sir. God bless you...

  • @saubhagyanayak5086
    @saubhagyanayak5086 2 года назад

    You are truly a gem of odisha. Mahaprabhunkara Karuna apananka upare sarbada thau. JAY JAGANNATH 🙏🙏🙏

  • @satyaartcreations8186
    @satyaartcreations8186 2 года назад +9

    I love this program thanks Nandighosh TV

  • @biplabkumardas3893
    @biplabkumardas3893 Год назад

    Really anam babu is a very good singer music industry has to given support