Lockdown Diary || Sankar || Exclusive Interview With Chandan Biswal || Odia Comedy || NandighoshaTV
HTML-код
- Опубликовано: 2 окт 2024
- #NandighoshaTV #ChandanBiswal #Odiacomedy
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
#Odisha #Covid19 #Sankar #OdiaComedy #ComedyClub
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 728
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219 - Приколы
My best youtuber in odia ଚନ୍ଦନ ବିଶ୍ଵାଳ 😘😘😘
ବେଷ୍ଟ ହିରୋଇନ୍ ଗୋପଳି😘
ରଜ ର ରାଜା ଗୀତ ସୁପର
ଚନ୍ଦନ ଭାଇ ଙ୍କୁ ଓଡ଼ିଆ ଫିଲ୍ମ ରେ କମେଡି କରିବା ପାଇଁ ସୁଯୋଗ ଦିଆଯାଉ।।
ଠିକ କହିଛନ୍ତି
@@stylestar486 Right
I am agree with you..🙋🏻♂️👍📽️
ହଁ ଭାଇ ସୁଯୋଗ ଦିଆଯାଉ
Right
ଅନୁଭବ ପରି ବାଜ୍ୟ ଲୋକ ସହିତ ଆମ ଚନ୍ଦନ ଭାଇ କୁ କେବେ ତୁଳନା କରିବନି ok👍
Right
Yas 😠 bro
Barabar kahichha
ଯାହା କହୁଚ ଭାଇ ଚନ୍ଦନ ଭାଇ ଙ୍କ ମୁଂହ କୁ ଦେଖିଲେ ମତେ ବହୁତ ହସା ଲାଗୁଛି
ବାଳ ହେଇଗଲା କାଳ Super Super hit
ଗୁଲୁଆ ବଣ୍ଟି ରାଜୁ ଦାସ ଆଉ ଆମ ଟୋକା ବିଶ୍ଵାଳ କୁ ଗୋଟେ ଜାଗାରେ କଲେ ରାଣ ଓଡ଼ିଶା କୁ ହଲେଇ ଦେବେ....
Perfect katha kahichha
Bala video
Sata kahila bhai
Aau santu nije ku chhadidela je ..😀😀😀
@@mitumaharana437 hmm hmm ତରକାରୀ ରେ ଲୁଣ ଛାଡ଼ି ଦେଇଛି ଆଉ
ବହୁତ ସୁନ୍ଦର ଉପସ୍ଥାପନା ଏବଂ ଭଦ୍ର ଭାଷା ଲେଖି ସପରିବାର ଦେଖିଲାଭଳି କମେଡି. ବହୁତ ବହୁତ ଧନ୍ୟବାଦ.
ଆମ ଟୋକା ବା love from jagatsinghpur 💕
ଚନ୍ଦନ, ଭାଇ ଆପଣଙ୍କ,କମେଡି, ସୁପର
ଭଗବାନ ତମକୁ ସବୁବେଳେ ଖୁସି ରେ ରଖନ୍ତୁ କେତେଲୋକଙ୍କ ମନ ରେ ତମେ ହସ ଦେଇପାରୁଛ ଆଉ ଆଗକୁ ବି ଏମିତି ହସ ବାଣ୍ଟି ଚାଲ
ଠୀକ କଥା
❤️❤️❤️❤️❤️❤️🥰
@@teachervloggerjunoon5867 wax
@@teachervloggerjunoon5867 hii bhal good night🌃🌃🌃
@@mitudalei454 0dia
ଆମ ଜଗତସିଂହପୁର ର ଗର୍ବ ଆଉ ଗୌରବ ଚନ୍ଦନ ବିଶ୍ଵାଳ 🙏🙏
I missu brother ଚନ୍ଦନ ଭାଇ ଭିଡ଼ିଓ କର ବହୁତ ଭଲ ଲାଗୁଛି ତୁମ ସବୁ ଭିଡ଼ିଓ ଦେଖିବାକୁ ଇଚ୍ଛା ହେଉଛି ପ୍ଲିଜ୍ ଭିଡ଼ିଓ ବନାଅ
ଅତି ସୁନ୍ଦର
Trending comedy of our Odisha Chanda Biswal....
ପିଲ୍ଜ୍
ସୁପର
ଟ୍ୟାଲେଣ୍ଟେଡ ବୟ ଚନ୍ଦନ ଭାଇ 👍👍👍
Chandan biswal comedy odisha No.1
ମୁଁ ଜାଣିଥିଲି ଦିନେ bro ଆସିବେ tv re
Chandan bhai best comedian ❤️🥰
ଚନ୍ଦନ ଭାଇ ଙ୍କ କମେଡି ଜୋକ୍ ଅତି ପ୍ରିୟ ଅତି ସୁନ୍ଦର୍ ହେଇଛି 👍👍 ଚନ୍ଦନ ଭାଇ ଙ୍କୁ ବାବୁଶାନ୍ ହିରୋ ସହିତ chans ଦିଅନ୍ତୁ ଆହୁରି ହିଟ୍ ହବ 👍👍👍
good idea
Soooo nice emiti sabu bele hasantu
ବହୁତ ଖୁସି ଲାଗିଲା ନନ୍ଦିଘୋଷ ଟିଭିରେ ଚନ୍ଦନ ଭାଇଙ୍କୁ ଦେଖି.. 😊🙋🏻♂️ ବହୁତ ବହୁତ ଧନ୍ୟବାଦ ନନ୍ଦିଘୋଷ ଟିଭି 🙏 ମୋର ସବୁବେଳେ ପ୍ରିୟପାତ୍ର RUclips comedian ଚନ୍ଦନ ଭାଇ ,🥰 ଭାଇ ଏମିତି ଆଗକୁ ସୁନ୍ଦର ସୁନ୍ଦର କମେଡି କରିଚାଲ..👏👍📽️🎬 ଆପଣଙ୍କ ସାଥିରେ ସାରା ଓଡ଼ିଶାବାସୀ ଅଛୁ , କାହିଁକି ନା ଆପଣଙ୍କ "କମେଡି ଭିଡ଼ିଓ" ଲକ୍ଷ ଲକ୍ଷ ଲୋକଙ୍କ ମୁହଁ ରୁ ହସ 😀ଫୁଟେଇ ପାରୁଛ.. ଭାଇ ଯେତେବେଳେ ମୁଁ ମନ 😔ଦୁଃଖରେ ଥାଏ ସେତେବେଳେ ମୁଁ ଆପଣଙ୍କ ଭିଡ଼ିଓ ଦେଖେ ଆଉ ଦିନସାରା ର ଦୁଃଖ ଯନ୍ତ୍ରଣା ତୁମ ଭିଡ଼ିଓ ଦେଖିଦେଲେ କୁଆଡେ ଚାଲି ଯାଏ...😅
Livo
Should include his story of struggle for this success
Love from Jagatsinghpur ❤❤❤❤
Bhauja apna ka ghara kouthi jspur re apna bht cute with Indian saree
Love you to jagatsinghpur
@@drsatya12701 Raghunathpur
@@odialifestyleinodisha4649 ok bhauja
Lwah bete wah
Love u chandan biswal
Multi talented chandan bro n sabita 😂👍
ସବିତା ଭାବି ❤❤❤
ସୁନ୍ଦର ଇଣ୍ଟ୍ରରଭିଉ 🙏🙏
Very Jocks comedy video💯💯💯
He is very good personality.
God bless you chandan bhai.
shree jagannatha apanamananku ashree bada karantu sara dunia ra khusi diantu
Toka khande.. chandan babu❤️love from Jatani khordha
Dekhucha tahele bhai.. bhai ame bhi jatani ru
@@knightbatsy2595 vai vai... ❤️.. Madichala
He bhagwan ହସି ହସି ମଣିଷ ମରିଯିବ 🤣🤣🤣🤭🤭🤭 ଭାଇ ଙ୍କ ଚୁଟି କିନ୍ତୁ ମସ୍ତ୍ ହେଇଚି , ଆମ ଝିଅ ଙ୍କ ଚୁଟି ଝଡି ଯାଉଚି ଭାଇ କୋଉ ସାମ୍ପୁ use କରୁଚ 🤔🙂🤣🤣🤭🤭🤭🤭🤭
ଅତି ସୁନ୍ଦର ଅଭିନୟ
Chandan bhaie dill khuss karideanti satare apanknkn vedio comedy sabu comedy thu super duper 🙏🙏🙏
Love You ଚନ୍ଦନ ବିଶ୍ଵାଳ Bhai ❤️
Chandan bro very talented ❤ Se lov from odisha Bishnu of Rayagada
Chandan Biswal is an excellent comedian.i like him❣️❣️❣️❣️💓💓💓💓💓
Really so sweet
ଚନ୍ଦନ ଭାଇ , ସବିତା ଭାବି ସହିତ ଶଙ୍କରା ଭାଇ ❤️👌
Bahut badhia
❤️Love From PuriToka 😎
ମୁଁ ଚାଁହୁଛି ଆପଣ ଙ୍କ ଚାନେଲ ରେ ଅକଟିଂଗ କରିବାକୁ ମୋ ପାଖରେ ସବୁ talent achhi mu odishi dancer jane au acting bi karipare
Best comedian odia industry
Desi Odia Toka... Chandan Biswal Comedy.... Thanks Nandighosa.. Welcome
ଚନ୍ଦନ ଭାଇ ବହୁତ୍ ଆଗକୁ ଯିବେ
Hi
Bahuta bhala lagila chandan bhai
One of my favorite actor.💐💐💐💐💐💐💐
ଗୋପାଳ ତୁମେ ଆଗଧାଡିର ନାଇକା..ଆଉ ସବୁକୁ ପଛରେ ପକେଇ ମାଡ଼ି ଚାଲ
ଚନ୍ଦନ ଙ୍କୁ ଉପରକୁ ନିଆଯାଉ
Comedy king chandan bhai Best comedyan youtuber
Shankar bhai au chandan bhai....
You are God gifted comedian of Odisha..
Hardship might have come in your life but everytime you managed to laugh viewers....
In lockdown, lock down diary is my favorite show.
My favourite ❤
Ama chandan Bhai Pai jagatasinghapuru bahuthu Garba anuvabah karuchi thanks brooo Jay jaganath
👍😃😃khanti Odia pura tume 👌👌
Sankar you are jenius . you find out the real genius comedy actors,script writer also singer😂 chandan biswal deserve that I am so happy to see him as a guest.👍
Mo like 👍mo comment chandana bhai pain my heart bro
Chandan bhai proud of Jagatsinghpur ❤❤❤
Actually mu notice kali otv ra news fuse re sankar bhai anchoring kale super Hana😂
Chandan bhai is a big great and hartly respect to you.
Chandan bhai ତମେ ସବୁବେଳେ ଏମିତି ଖୁସି ରେ ରୁହ❤️ସବୁବେଳେ ତମେ ଲୋକ ମାନଙ୍କ ମନରେ ଏମିତି ହସ ଖୁସି ଭରିଦିଅ🤗ତମେ ଆଉ ନୁଆ ନୁଆ ଭିଡିଓ କରି RUclips ରେ shere kara🥰 please🥺 you Ara a best comady😘😘all the best👍👍👍👍👍
Chandan is a talented person
𝓗𝓲𝓲
Chandan kou district ra pila janichanty ki
@@naturalview1311 na
@@naturalview1311 Jagatsinghpur
ଛୋଟ ବେଳୁ ମୁଁ ବି କାମେତି କୁ ବହୁତ ଭଲ ପାଏ ଆଉ କମେତି କରିବାକୁ ବି ମତେ ବହୁତ ଭଲ ଲାଗେ 🙏🏻ଜୟ କଲା 🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻ବିଶାଳ ଭାଇଙ୍କ କମେତି ଆଉ ତମ କମେଡି ବି ବହତୁ ଭଲ ଲାଗେ
Love from ଜଗତସିଂହପୁର
ଆମ ଓଡ଼ିଶା ରେ ବହୁତ, କଳା ପ୍ରତିଭା ଅଛି, କାହାକୁ ସମୟ ଅଛି ତ କାହା କୁ ନାହିଁ, ଏ ମାଟି ପ୍ରଭୂ ଜଗନ୍ନାଥ ଙ୍କ ମାଟି, କଳା କାହାକୁ ଆଘ କୁ ନଉଚି ତ୍ କାହାକୁ ପଛକୁ,କଣ କରିବା, ଇଛା ଥିଲେ ଏ ଭଗଵାନ ଆସି ଶ୍ରୀ ବାଦ, ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଭଗବାନ
Chandan is a very talented person
Wanna see him on big screen
Yes
Chandan biswal Babu tamaku mun 1st time youtube re dekhili, tame bahut Handsome laguchha, tama hasa v bahut sundar, aau tamara comedy v bahut sandaar lagila
God bless you.
Chandan Biswal ❤️
My best comedian...🌷💞🌷👍🏽🎓💎👑👌🏾🍫🍰🎂🍫🍰🍰💎🎓👑👍🏽🙏🏿🌷💞
Pure talanted person 🙏🙏🙏🙏
Chandan babu is so Best
Thank you Nandighos tv
Jagatsinghpur
Best up luck for your future chandan bhai. U r the real comedian from our Jagatsinghpur.
ସତରେ ଚନ୍ଦନ ଭାଇ ବହୁତ ମଜା ଲାଗୁଛି
Sankara bhai girija panda (kaka) nku dakantu
ଶଙ୍କର ଭାଇ ଚନ୍ଦନ ଭାଇଙ୍କୁ ଅପଣଂକ ସୋରେ ସୁଯୋଗ ଦିଅନ୍ତୁ 🙏🏻🙏🏻❤❤god bless u both 🌹🥰
Love from Jagatsinghpur Chandan Bhai..
❤❤❤❤❤❤❤❤❤❤❤❤
ବହୁତ ଖୁସି ଲାଗିଲା 😛😛😛
ଚନ୍ଦନ ଭାଇ ମାଡ଼ି ଚାଲ ଭାଈ ଓଡ଼ିଆ ବାସିଙ୍କ ଭଲ ପାଇବା ଅଛି
Bhai nka face re hi comedy achhi , dekhile khushi laguchi
ବହୁତ୍ ବଢିଆ ଚନ୍ଦନ gggggggg
Chandan Biswal is one of the best comedy Artists
Jagatsinghpur toka...Chandan biswal 👍
Odia toka
Sanumonu comedy 👍👍👍
Best future comedian in ollywood industry.. Best of chandan bro..
ଚନ୍ଦନ ଭାଇ ଜଗତସିହପୁର ର ଗର୍ବ.....
He deserved silver screen .. hope one day he'll get a chance to act in. God bless you chandan bhai.
Love & support from Mayurbhanj .
Om meditation
Love you all
Number-1 odia actor,, chandan biswal and sabita apa
Chandan Bhai aau Gopal Bhai best actor ❤️❤️
Proud of you Chandan Biswal.
God has given u a precious gift " talent" . just keep it up bro.
Vedio last re tuma smile ati sundar
ସତରେ ତୁମେ ହେଉଛ ପ୍ରକୁତ ଓଡିଶା କମିଡି ହିରୋ
Superb comedian.... Chandan bhai.. Love from jagatsinghpur
Jagatasingpur toka Agala pakarara....🙏🙏👍👍👏😆😆😆
Best comedian 😂
Chandan Biswl
ସବୁଠୁ ଭଲ କମେଡି ଗାଁ ମାଇପ କଥା ଟିକିଏ ବି ପଡିଲାନି ।