We really missing those .actings ,storys. screen play, songs ,scripts, of that time ..ebe jou bala film banou chanti ..seriously kukura b dekhi baku jibani
Jay Jagnnath Jay Jagnnath. Old is gold. A golden song. A mind blowing odia bhajan. A heart touching odia bhajan. Voice of Bhikari bal is super.... Remember in early days it was a super hit bhajan. Uttam mohanty is super....
ଏ ହେଉଛି ମୁକୁଟ ବିହୀନ ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ବଳ ଙ୍କ ହୃଦୟସ୍ପର୍ଶୀ ଭଜନ ଅଟେ l ଏବଂ ଓଡ଼ିଆ ମୁଭି ଭକ୍ତ ସାଲବେଗ ରୁ ଉଦ୍ଧୃତ ହୋଇଥିବା ଏକ ଗୀତ l ଉତ୍ତମ ମହାନ୍ତି ଙ୍କ ନିଖୁଣ ଅଭିନୟ ସହିତ ଗୀତଟି ବେଶ ଉଚ୍ଚକୋଟୀର ହୋଇଥିଲା ସେହି ସମୟରେ l ମୋର ଏହି ଗୀତଟି ଅତି ପସନ୍ଦର ଅଟେ l
ଏହି ଭଜନର ରଚୟିତା ନିଜେ ଭକ୍ତ ସାଲବେଗ
I have no words to express
@@mohapatraful Q
Eita salabega janana
Nice composition btw
Bharat Ratna Vajan samrat🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤❤❤❤❤❤
ଭକ୍ତର ଦୁଃଖ ଦେଖି ପ୍ରଭୁ ଜଗନ୍ନାଥ ସହି ପାରନ୍ତି ନାହିଁ
ମହାପ୍ରଭୁଙ୍କ ଇଚ୍ଛା ନଥିଲେ ଏପରି କାଳଜୟୀ ଭଜନ ପ୍ରସ୍ତୁତ ହେବା ଅସମ୍ଭବ🙏🙏🙏
Right 👍👍👍👍 katha 😢😢😢😢
ଏମିତି ଏକ ଜଣାଣ ଯାହା ପ୍ରତ୍ୟେକଟି ଓଡ଼ିଆ ଆତ୍ମାରେ ଘର କରିଛି ଓ କରିଥିବ ବର୍ଷ ବର୍ଷ ଧରି.....ଜୟ ଜଗନ୍ନାଥ
ପଣ୍ଡିତ ଭୁବନେଶ୍ଵର ମିଶ୍ରଙ୍କ ସ୍ଵର ସଞ୍ଜଜନା ବହୁତ ଉଚ୍ଚକୋଟୀର ଏବଂ ତାଙ୍କ ସ୍ଵର ସଞ୍ଜଜନାରେ ଭଜନ ସମ୍ରାଟ ଭିକାରୀ ବଳ ବହୁତ ସୁନ୍ଦର ଗାଇଛନ୍ତି। ସତରେ ବହୁତ ସୁନ୍ଦର।🙏🙏🙏🙏🙏🙏🙏🙏🙏
ଭକ୍ତ ସାଲବେଗଙ୍କର ଏମିତି ଏକ ଭକ୍ତିପୂତ ଭଜନ ଯାହା ମହାପ୍ରଭୁଙ୍କ ହୃଦୟକୁ ଛୁଇଁ ପାରିଥିଲା । ଜୟ ଜଗନ୍ନାଥ ।
Mo mamunka film 👍🙏
Joy Jagannath 🙏🙏🙏
Yas
ତୁମ ମାମୁଁ କିଏ@@padminimohanty6983
JAGABANDHU HEYYYY GOSAHEEEE 🙏🙏🙏🙏🙏🙏🙏🙏🙏🙏🙏🙏🙏
ଗୀତଟି ଯେତେ ହୃଦୟସ୍ପର୍ଷୀ ଗୀତରେ ଅଭିନୟ ଆହୁରି ହୃଦୟ ବିଦ।ରକ।ଜୟଜଗନ୍ନାଥ ଜୟସାଲବେଶ, ଜୟଉତ୍ତମ
ଏମିତି ଫିଲ୍ମ ଦେଖିବା ଭାଗ୍ୟ ରେ ଥିଲେ ମିଳିବ❤🙏
Jay jay jagannath ❤❤❤❤ supura ❤❤❤❤ song.vary.vary.nice❤❤❤❤❤❤
ଭକ୍ତର ମାନ ରଖା ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ, ଭକତ ଭାବରେ ବନ୍ଧା । କୋଟି କୋଟି ଓଡ଼ିଆଙ୍କ ଭାବ ଓ ଭକ୍ତି ର ଦେବତା । ପ୍ରତିଟି ଓଡ଼ିଆ ର ପ୍ରିୟ ଏହି ପୁରାତନ ଅନନ୍ୟ ହୃଦୟସ୍ପର୍ଶୀ ଜଣାଣ । ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏
The ever greatest actor of ollywood industry
ସତରେ ଭକ୍ତ ସାଲବେଗଙ୍କ ର ପ୍ରଭୁଜଗନ୍ନାଥ ଚରଣରେ କି ଆକୁଳ ନିବେଦନ। ।ହୃଦୟସ୍ପର୍ଶୀ ଅଟେ ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠ ଆହୁରି ମର୍ମସ୍ପର୍ଶୀ ଉତ୍ତମ ମହାନ୍ତିଙ୍କ ଅଭିନୟ ମଧ୍ୟ ହୃଦୟସ୍ପର୍ଶୀ। ଜୟ ଜଗନ୍ନାଥ
ଭକ୍ତ କୁ ଭଗବାନଙ୍କ ସହିତ ଲିନ କଲାଭଳି ସଗୀଂତ
ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏
Hai bhagaban geeto au kebe film re dekhi paribuni😢😢😢
ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ସାଙ୍ଗକୁ ଭଜନ ସମ୍ରାଟ ଶ୍ରୀ ଭିକାରି ବଳ ଙ୍କ କଣ୍ଠସ୍ବରରେ ଭକ୍ତ ସାଲବେଗ ଚଳଚ୍ଚିତ୍ରଟି ଅତ୍ୟନ୍ତ ଚମତ୍କାର ହୋଇଛି
Hruday koha laguchhi 💯💯💯 Jay jagannath
Jai shree mahaprabhu jagannath Bhagaban Mangal koruntu bikari sir
2024 re Kia kia sunuchi A Gita Jay jagannath
Jay shree jagarnath swami ki jay,,,❤❤❤
ସଭୁଠୁ ବଡ଼ କଥାହେଲା ସେ ସମୟରେ ମହାପ୍ରଭୁ ବହୁତ ସୁନ୍ଦର ଦିଶୁଥିଲେ ଜୟ ମହାପ୍ରଭୁ ❤❤❤
Mahaprabhu Sabubele Sundara Bhai kintu ajira samayare ama manakara dekhibara bhabadhara badalijaichi...au se bhakta salabega kahanti...??? Kahanti se dasia bauri, bandhu mahanty je bhagaban Semananka pain bichalita hebe..???
Ebe ta samaya emiti Asichi je bhagabanka pain kahara samaya nahi...
Hnn bhai
ଉତ୍ତମ ମହାନ୍ତିଙ୍କର ନିଖୁଣ ଅଭିନୟ ଏହି ଭକ୍ତିସଂଗିତକୁ ଆହୁରି ଜୀବନ୍ତ କରିପାରିଛି । ଶ୍ରୀ ମହାନ୍ତିଙ୍କୁ ହୃଦୟରୁ ସଲ୍ୟୁଟ ।
Jay Jagannath Swami Nayana Pathagami Bhaba Tume
ମହାନ ଭକ୍ତ ଶ୍ରୀ ଶାଳବେଗ ଙ୍କୁ କୋଟି କୋଟି ପ୍ରଣାମ
JAYAAAA VINAYAK JAYAAAA SHREE SHREE SHREE JAGANNATH MAA NARAYANI 🙏🙏🙏 KHYAMA KARO SAHA HUOOOOOO 🙏🙏 JAYAAAA SIARAM 🙏🙏 JAYAAAA SIARAM 🙏🙏
One of the best Odia movies, beautiful songs with beautiful acting, Uttam Mohanty's best movie
Jay Jagannath jay vakat salabega ❤❤❤❤❤❤
ସଙ୍ଗୀତ ଉପବନ ର ଶୁ ଶୋଭିତ ପୁଷ୍ପ ଭିକରିବଳ ଙ୍କ ଙ୍କୁ ❤🙏🙏🙏
ସବୁବେଳେ ଶୁଣିବାକୁ ଭାରି ଭଲ ଲାଗେ
All credit to Bhikari bala sir my sir and Uttam Mohanty.. Bahut bhhabaaa ra geeta mo akhire luha asigalaaa chakadola dekhii 😊😨🙌🙏
ମନକୁ ଛୁଇଁଲା ଭଳି ଭଜନ । ପୁରୁଣା ରଚନା ହେଲେବି କି ଆବେଗ!
ଜଗବନ୍ଧୁ ହେ ଗୋସାଇଁ 🙏 ହେ ମହାପ୍ରଭୁ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ମହା ବାହୁ
ସାତଶ ପଂଚାଶ କୋଶ ଚାଲି ନପାରଇ।
ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି।
ପଚାଶକୁ ପଂଚାଶ ଲେଖିଛ ।
ଗୀତଟି ଅତି ସୁନ୍ଦର ଭାବରେ ଲେଖା ହୋଇଚି ଆଉ ଅଭିନୟ ଅତି ଉଚ୍ଚକୋଟୀର ଓଡ଼ିଆ ହେରୋ ଯିଏ ସମସ୍ତଙ୍କ ପସନ୍ଦ ଉତ୍ତମ ମହାନ୍ତି
Aai gita salabega lekhi thile jetebele se bahut dura re thile ratha jatra chali thila se chali chali asu thile tanka pai jagannath nka ratha ataki thila
Super star uttam mohanty
😊😊😊😊😊
ବହୁତ ସୁନ୍ଦର ଗୀତ
🌻Jai Jagannath Swami Jai ho Radhe 🌻 Radhe🙏🏿🙏🏿🙏🏿💅💅💅🌼🌼🌼🌼🌼🌻
Ki prem Prabhu, mote tk ehi prem dia prabhu
ଭାଇ ଆପଣଙ୍କୁ ଅଶେଷ ଧନ୍ୟବାଦ ଏହି ଭଳି ସଂଗୀତ ପୋଷ୍ଟ କରିବାରୁ🙏🙏🙏
Utam vai ki sundar avinaya karichnti
ଅଭିନୟ ର ଚରମ ସୀମାରେ ପହଞ୍ଚିଥିବା ଅଭିନେତା ଆମ ପ୍ରିୟ ଉତ୍ତମ ମହାନ୍ତି ❤️
We really missing those .actings ,storys. screen play, songs ,scripts, of that time ..ebe jou bala film banou chanti ..seriously kukura b dekhi baku jibani
ବହୁତ ସୁନ୍ଦର ଜଗନ୍ନାଥ ଭଜନ
ଅତି ସୁନ୍ଦର ଭାବରେ ଗୀତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନିବେଦନ। ଚମତ୍କାର ଅଭିନୟ ସାଙ୍ଗକୁ ଚମତ୍କାର କଣ୍ଠ ଏବଂ ମହାନ ରଚନା! ଜୟ ଜଗନ୍ନାଥ!!
ରଥ ଚାରି ପାଶେ ଲମ୍ବି ମୁକୁତା ର ଝରା ଧଲ ଧଲ ଦିସୁ ଥାଇ ପ୍ରଭୁ ଚକା ଡୋଳା heart touching line jay Jagannath 🙏
ରାଧେ ରାଧେ ଗୋବିନ୍ଦ
ସତରେ ବହୁ ଉଚ୍ଚ କୋଟି ର ଗୀତ ଏବଂ ଉତ୍ତମ ସାର କଂ ଅଭିନୟ 🌹
👌
Superstar uttam mohanty nka super duper acting
Tumha Sri Charana Binu Anya Gati Nhi, Jagabandhu He Gosain, Jay Jagannath
0
@@lopamudrapati8680 kn 0
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤❤
ଜୟ ମହାପ୍ରଭୁ ରାଜାଧିରାଜ ମହାରାଜ ଶ୍ରୀ ଶ୍ରୀ ଜଗନ୍ନାଥ ମଣିମା ଙ୍କ ଜୟ
ହେଉ❤❤😢😢
ନିଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ
ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନାଥାୟତେ ନମଃ
ସାଲବେଗ ଙ୍କ ଭଜନ ଅତି ଉଚ୍ଚ କୋଟିର ଓ ଏହାର ଦୃଶ୍ୟ ପରିଚାଳନା ଅତୀବ ମନ ରୋମ।ଜୟ ଜଗନ୍ନାଥ।
जय जगन्नाथ 🙏🙏🙏
ଧନ୍ୟବାଦ ଆଜ୍ଞା
ଏ ଫିଲ୍ମ ନଷ୍ଟ ହେଇଯାଇଛି ବୋଧେ। କୋଉଠି ଅଛି ଏ ଫିଲ୍ମ? ଟିଭି ରେ ବି ପ୍ରସାରଣ ହଉନି
ଭଲ ଲାଗିଲା 🙏🏻💞👍
Hrudayasparsi geeta 😭😭👌👌👍👍
Jay Jagannath swami narayan patha gami bhaba tume 🙏🙏🙏
This song and action bring tear in eyes.How can I praise the singer and actor ?They all are great.Jai Jagannath.
ଧନ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ଧନ୍ୟ ତୁମର ଲୀଳା। ଧନ୍ୟ ତୁମର ସେ ଭକ୍ତ ସାଲବେଗ।
ତୁମର ବିନା ପ୍ରେରଣା ରେ ଏ ପ୍ରକାରର ଭକ୍ତି ସଙ୍ଗୀତ ରଚନା ଅସମ୍ଭବ।
ସବୁପରେ ଭଜନ ସମ୍ରାଟ ଭିକାରୀ ବଳ ଙ୍କର ଏ ଅବଦାନ କାଳ କାଳ କୁ ଅମର ହୋଇ ରହିବ। ଅନ୍ୟ କେହି ତାଙ୍କ ସ୍ଥାନ ନେଇପାରିବେ ନାହିଁ।
ସମସ୍ତ ଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୍ କୃପା ବର୍ଷା ହେଉଥାଉ।
ଜୟ ଜଗନ୍ନାଥ।
Search for this devotional film is end atlast, thank uploading the film.
Dhanyavaad sir/mam.....eii sundar geeta to upload karithiba pain
ମୋ ବାପାଙ୍କ ର ପ୍ରିୟ ଭଜନ 🙏
ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବ ତୁମେ
🙏Jai Jagannatha🙏 Uttam Sir is legend.
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ସହ ନିଖୁଣ ଭାବରେ ଅଭିନୟ କରିଛନ୍ତି 👌👌🥰🥰💐💐
ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଠାକୁର୍।
ଖୁବ୍ ହୃଦୟସ୍ପର୍ଶି ଭକ୍ତି ସଂଗୀତ
Bhaktar bhagwan 👌👌👌👌
Jay Jay Jagannath 🙏🙏🙏
Song with acting is praiseworthy.
ଉତ୍ତମ ମହାନ୍ତିଙ୍କର କି ଜୀବନ୍ତ ଅଭିନୟ । ହୃଦୟରୁ ସାଲ୍ୟୁଟ ।
Jayjagannath swami.........
It is impossible for odisha to get second Bhikari Bal.
Uttam Mohanty Sir ❤️🙏
Jai Jagannath swami-----
Sarbe bhabantu sukhinah !
ମଣିମା ହେ କୋଟି କଇବଲ୍ୟ ନାଥ କୋଟି କୋଟି ଓଡ଼ିଆ ଙ୍କ ନାଥ ଏ ଅଧମ ର କୋଟି ପ୍ରଣାମ ମହାବାହୁ ତୁମ ଇଛା ବିନା ଗଛର ପତ୍ର ଟିଏ ବି ହଲେଣି ହେ ଇଛାମୟ ଭକ୍ତ ବତ୍ସଳ ଠାକୁର ହୈ ଓଡ଼ିଆ ବସି ଙ୍କ ଉପରେ କୃପା ଦୃଷ୍ଟି ରଖି ଥାଅ ପ୍ପ୍ରଭୁ ଜୟ ଜଗନ୍ନାଥ 🙏🙏🙏🙏🙏
unmatched bhajan by Bhakta Salabega,beautiful singing by Bhikari Bala and excellent picturisation and acting...all time best
Koti Pranam Manima🌹🌹 🙏🙏
Jay Jagnnath
Jay Jagnnath.
Old is gold.
A golden song.
A mind blowing odia bhajan.
A heart touching odia bhajan.
Voice of Bhikari bal is super....
Remember in early days it was a super hit bhajan.
Uttam mohanty is super....
Jai jagannath
ମୋ ପ୍ରିୟ ଗୀତ
ଫୁଲ୍ ଫିଲିମ୍ଟି ଦେଖିବାକୁ ଚାହୁଁଛି ଆଜ୍ଞା ମୋ ଅନୁରୋଧ ରକ୍ଷାକରି ଫୁଲ୍ ଫିଲିମ୍ଟି ଦେଖାନ୍ତୁ ଆଜ୍ଞା🙏
Many Many thanks for sharing this video in good quality.Jay Jagannath
Jay Jagannath Swami 🙏🙏🙏🙏🙏🙏😭😭😭😭😭😭😭😭😭😭😭😭
Jay Jaganath Radhe Radhe
Original. Music scored by chira namasya Bhubaneswar Mishra. This is what is so called pure sri Jagannath Bhajan. 🙏🙏🙏
Jay jaganath
Jagabandhu He Gosain🙏🏻
🙏🙏🙏.jay.jaganath
Uttam bhai is a Living Legend
Really Legant Song of Sri Jagarnath . Uttam Sir Acting is Excellent.
Jagabandhu hey gosahi.....🙏🙏
First to last evergreen super hit odiya bhajan. Many many thanks to late sri bhikari bal (singer). Also thanks to miusiic director and the writer
Writer is Bhakta salabega himself
Old is gold
Bahut sundar vajan..Jay Jagannath
😢😢🙏🙏🙏 ପ୍ରଂଶସା କରିବା ପାଇଁ କିଛି କହିବା ପାଇଁ ଶବ୍ଦ ପାଉନି। ଖାଲି ଏତିକି କହିବି ଜୟ ଜଗନ୍ନାଥ 🙏🙏🙏🙏🙏🙏
ହୃଦୟ ସ୍ପର୍ଶୀ ଗୀତ
🙏🌹ଜୟ ଶ୍ରୀ ଜଗନ୍ନାଥ 🌹🙏
😘🥰❤️👍❤️👍 jai jagannath 🙏🏻
Satare Uttam sir nka good acting.
Very good Bhajan this bhakta salebega Bhajan good singing Mr utam mohanty sir good acting for this Bhajan writer direction amazing
Excellent acting by uttam mohanty
Like ଦବ ମଟେ 😢😢😢😢🎉❤
Jai jagannath🙏🙏 bhala bhala bajan❤️❤️
Aahe mahapravu 🙏🙏