Rupa Saagadi Re Suna Kania

Поделиться
HTML-код
  • Опубликовано: 24 янв 2025

Комментарии • 2,8 тыс.

  • @biswajitstudypoint4224
    @biswajitstudypoint4224 2 года назад +862

    ଯୁଗ ଆସିବ ଯୁଗ ପୁଣି ଯିବ କିନ୍ତୁ ବିଜୟ sir ଆପଣ ଆମର ହୃଦୟ ରେ ସବୁବେଳେ ରହିବେ ,

    • @prafulasahu3183
      @prafulasahu3183 2 года назад +17

      Right 🙏🏼

    • @shisira2746
      @shisira2746 2 года назад +15

      😭

    • @pratapkumardash1068
      @pratapkumardash1068 Год назад +6

    • @sumatirout3182
      @sumatirout3182 Год назад +1

      ​@@prafulasahu3183ìiiiiiiiiiiìiiiiiiiii😊😊

    • @sumatirout3182
      @sumatirout3182 Год назад

      ​@@prafulasahu3183iiiiiuuu😊😊😊ii😊😊iiiiiiiiiiiiiiiiiiiiii😊😊uii😊😊iiiuuu😊ùiùiiùiiiiuiiì😊uuùuùuìiuùuùuìuuùuìùiuùiiuuùuìuùuìùuùuuùuìuuùuìùiuùiiuiuuùuìuuùuìùiuùuuùuìuuùuìùiuùiiuuùuìuuùuìùiuùuuùuìuuùuìùiuùiiuiiuuuuiiùùìiuiùuuuùiuuuuuuuiuuuuuiuiuuuuùuuuiìuuuuuuuuuuuuuuuuuuuuuuuuuuuuuuuuu

  • @jinidil3509
    @jinidil3509 2 года назад +296

    ମୁଁ ଓଡ଼ିଆ, ମୁଁ ଗର୍ବିତ, ମୋ ଗୀତ ମୋ ପରମ୍ପରା, ମୋ ଯାନି ମୋ ଯାତରା, ମୋ ପିଲାଦିନ,, ମୋ ଓଡ଼ିଆ ସବୁ ବଢିଆ ।।। ମୁଁ ଗର୍ବିତ ସେଇ ସୁନା ର ସମୟ ରେ ଜନ୍ମ ହୋଇ😍😍

  • @rameshsamal1138
    @rameshsamal1138 5 лет назад +848

    ଆମ ଓଡିଆ ମାନକଂ ପାଇଁ ଏ ଗୀତ ନୁହେଁ ।କୋହେନୂର ହୀରାଠୁ ବି ଅଧିକ ମୂଲ୍ୟବାନ୍ ।

  • @manojmukhi2079
    @manojmukhi2079 3 года назад +195

    ଏଇ ଗୀତ ଶୁଣିଲେ ଆଖିରୁ ଲୁହ ଆସିଯାଉଚି... ଆଜି କା ସମୟରେ ଆଉ ଏମିତି ଓଡ଼ିଆ ଗୀତ ଆସୁନି.. ଏବେକାର ସଙ୍ଗୀତକାର ମାନେ ଓଡ଼ିଆ ସଙ୍ଗୀତ କୁ ମାଟିରେ ମିଶେଇ ସାରିଲେଣି।

  • @aloksahoo1216
    @aloksahoo1216 10 месяцев назад +25

    ଯେତେଦିନ ଯାଏଁ ସିନେମା ରହିବ ସେତେଦିନ ଯାଏଁ....ବିଜୟ ସାର୍ ଆପଣ ସେମିତି ଜୀବନ୍ତ ରହିବେ.....❤

  • @prasantjena2029
    @prasantjena2029 3 года назад +2

    Mote bhai mananka comment padhi bhout khusi laguchi pura kancha odia lekha ..

  • @Sudeepta
    @Sudeepta 3 года назад +444

    ଯୁଗ ଆସିବ ଆଉ ଯୁଗ ଯିବ କିନ୍ତୁ ଏ ଗୀତର ମୂଲ୍ୟ ସେମିତି ହିଁ ରହିବ।ମୋର ଅତିପ୍ରିୟ ଗୀତ। Rip Md Aziz & Rip Bijay Mohanty sir ..

    • @sisirkumarnayak8422
      @sisirkumarnayak8422 2 года назад +2

      ବାସ୍ତବରେ କେତେ ସୁନ୍ଦର ଗୀତଟିଏ। ଶବ୍ଦ ସଂଯୋଜନା ,ଲେଖନୀ ,ସଂଗୀତ ନିର୍ଦ୍ଦେଶନା ଏବଂ ସ୍ୱର ସବୁ ଚିର ସବୁଜ।

    • @radhakrushnapanigrahy1703
      @radhakrushnapanigrahy1703 2 года назад +2

      Hi nayak
      U re correct.
      Voice of md.aziz is super.

    • @radhakrushnapanigrahy1703
      @radhakrushnapanigrahy1703 2 года назад

      Hi nayak
      Again thank u.
      Ehi gita bahut madhur
      Voice of mohd aziz is super.
      Good song

    • @radhakrushnapanigrahy1703
      @radhakrushnapanigrahy1703 2 года назад

      @@sisirkumarnayak8422
      Hi nayak
      Bahut sundar git
      Mor favourite gita.
      R.ip..vijay sir
      Gita .....rupas gadore suna kania...
      Middle music gitar bahut sundar..

    • @radhakrushnapanigrahy1703
      @radhakrushnapanigrahy1703 2 года назад

      Hi nayak
      It is my favourite.
      The song remind me my child hood days.
      At that time I was studying in class VIII in ganjam DIST.of Odisha....

  • @SanjayKumar-ul3vk
    @SanjayKumar-ul3vk 5 лет назад +241

    ସତରେ କେତେସୁଦର ଥିଲାଶେପୁରୁଣା ଦିନର ଚାଲିଚଳଣି ଆଉ ପୁରୁଣା ଚଳଚ୍ଚିତ୍ର ର ଗିତ ଏହି ଗିତ ଦେଖିବାପରେ ଆଜିଭି ମନେ ପଡ଼ିଯାଏ ପିଲା ଦିନର ସମୟ

  • @jackdaniel8269
    @jackdaniel8269 5 лет назад +422

    ମୁଁ ଭାଗ୍ୟବାନ କି ମୁଁ ସେଇ ବେଳେ ଜନ୍ମ ପାଇଛି ଯେବେ ଏଇ ଭଳିଆ ସଂଗୀତ ବନୁ ଥିଲା | ସତେ ସେତ ସ୍ବର୍ଣ୍ଣ ଯୁଗ ଥିଲା | 🙏🙏🤸‍♂️

    • @jayaprakashmansingh1689
      @jayaprakashmansingh1689 4 года назад +5

      Hata bhaga je Ame janma neinu 😂😂😂😂

    • @rlpapuff1642
      @rlpapuff1642 3 года назад +1

      Bada na heigala na re

    • @sattwikx99..
      @sattwikx99.. 3 года назад +2

      @@jayaprakashmansingh1689 ହଁ ରେ ଭାଇ...☺️😢😭

    • @PremK_
      @PremK_ 2 года назад +1

      😍

    • @subodhsarkar1002
      @subodhsarkar1002 2 года назад +3

      କେହି ବି ମୋହମ୍ମଦ ଅଜିଜ୍ ଙ୍କ କଥା କହୁ ନାହାନ୍ତି, ତାଙ୍କ ସୁମଧୁର କଣ୍ଠ ବିନା ଏ ଗୀତ କେବେହେଲେ ଏତେ ସୁନ୍ଦର ହେଇ ପାରି ନ ଥାନ୍ତା।

  • @architanayak9535
    @architanayak9535 Месяц назад +1

    Ohh ! What a beautiful song.

  • @rajeev2473
    @rajeev2473 Год назад +14

    କେଡ଼େ ସୁନ୍ଦର ସେ ଶବ୍ଦ ଗୁଡିକ! ବିଜୟ ମହାନ୍ତିଙ୍କ ଅଭିନୟ ଏବଂ ଟିକି ଅପାଙ୍କ ଲାବଣ୍ୟ ଆଉ ଭାଷା ପାଉନି ଲେଖିବାକୁ, ଆଖି ରୁ ସ୍ଵତଃପ୍ରବୃତ୍ତ ଭାବେ ଦୁଇ ଧାର ଲୁହ ଗଡିଯାଏ ସଙ୍ଗୀତ ପାଇଁ ଏବଂ ବିଜୟ ସାର୍ ଙ୍କ ଅବର୍ତ୍ତମାନ ରେ। ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା। ଆଉ ଫେରିପାଇବିନି ସେ ସମୟ; ❤

  • @manaswiniacharya2426
    @manaswiniacharya2426 4 года назад +765

    ମୋର ସବୁଠୁ ପ୍ରିୟ ଗୀତ। ସାନ ବେଳ ଠୁ ଏଇ ଗୀତ ଶୁଣି ଆସିଛି, କିନ୍ତୁ ଆଜି ଏ ଗୀତ ମୋ ହୃଦୟ କୁ ଅନେକ କଷ୍ଟ ଦଉଚି କାରଣ ଏ ଗୀତ ରେ ମୋର ସେଇ ସ୍ମୃତିରେ ଥିବା ଚେହେରା ଆଉ ଚରିତ୍ର ଆଉ ନାହାନ୍ତି । 😭

    • @informationhub649
      @informationhub649 4 года назад +31

      ସିଙ୍ଗର m ajij ବି ନାହାନ୍ତି ଆଉ କଳାକାର ବିଜୟ ସାର୍ ବି ନାହାନ୍ତି 😭😭😭

    • @prabhakarswainswain5810
      @prabhakarswainswain5810 4 года назад +7

      Bhai aou kuhani

    • @kunumishra6208
      @kunumishra6208 4 года назад +5

      Hmmm Tama thick kahila sister mata mo pilabela Khali Mana paduchi.

    • @saunamurmuentertainment3818
      @saunamurmuentertainment3818 3 года назад +9

      Mann to karta hai..kas abhi bhi wahi jamana hota ...kitna acha hota ....miss u child time

    • @deepakbhoi3387
      @deepakbhoi3387 3 года назад +4

      ଭଉଣୀ ତୁମେ ମୋ ଠାରୁ ବୟସ ରେ ବଡ଼ ହେବ କି ସାନ ହେବ ମୁଁ ଜାଣିନି ହେଲେ ଭଉଣୀ କାହିଁକି କହୁଛି ତୁମ ଏ message କୁ ପଢି କି ଏତିକି କହୁଛି ଭଉଣୀ ତୁମ ନୁମ୍ବର କେବେବି କାହାକୁ ଏଥିରେ message କରିବନି ହେଲେ ଲୋକମାନେ କହନ୍ତି ମନକୁ କଷ୍ଟ ଦେଉଥିବା କଥାଟା କାହାକୁ କହିଦେଲେ ମନଟା ଭଲଲାଗେ ସେଥିପାଇଁ ମୁଁ ଆଜି ପର୍ଯ୍ୟନ୍ତ କାହାକୁ ମୋ ନିଜ ସାଙ୍ଗ ସାଥି ମାନଂକୁ ବି କହି ପାରୁନି କିନ୍ତୁ ତୁମର ଏ message କୁ ପଢି ମୁଁ ମୋ number କୁ ଏଥିରେ ଦଉଛି 8658636874, 7008965890 କିନ୍ତୁ ଭଉଣୀ ତୁମେ କେବେବି ତୁମ number ଦବନି କହାକୁ l

  • @swadhinsutar4108
    @swadhinsutar4108 4 года назад +653

    ପିଲା ଦିନର ସ୍ମୃତି ସବୁ ମନେ ପଡିଯାଉଛି, ଆଉ ଥରେ ଫେରି ଆସନ୍ତା କି ସେ ହଜିଲା ଦିନ...😢😢

  • @dibyajyotimandal8808
    @dibyajyotimandal8808 5 лет назад +616

    Luha Roki houni.... Ei gita suni...
    Kete sundar thila ama Pila Dina...
    Se gita,, se film,, se khela,, se amba tota,, se khara chutti..
    Sabu jemiti haji jai chanti ebe

  • @DebasishNanda1998
    @DebasishNanda1998 Год назад +24

    Bijay Mohanty, Mihir Das, hara Pattnaik and many 90s actors and actresses were the diamond of Odia film industry. Despite of being a Morden citizen still I am listening this kind of songs which are really touching my heart ❤️.

  • @jitunag2658
    @jitunag2658 13 дней назад +5

    2025❤...😢😢au emiti ହୃଦୟ ଛୁଇଁ ଗୀତ ଶୁଣିବାର ସାତ ସପନ

  • @DPFacts
    @DPFacts 4 года назад +475

    Old is gold and one of my favourite song. 🎵
    ବିଜୟ ମହାନ୍ତି ଙ୍କ ବିୟୋଗ ପରେ କେଉଁମାନେ ଏଠାରେ ଦେଖୁଛନ୍ତି?

  • @biglosser2350
    @biglosser2350 5 лет назад +466

    ଏ ଗିତ ଦେଖି ପିଲାଦିନ ମନେପଡିଗଲା ମୋ favourite song ....i love old odia movie 😃😃

  • @sarrowzsahoo
    @sarrowzsahoo 4 года назад +16

    ସମୟ କହୁଛି ତୁଟାଇ ମୋହ,
    ବେଳ ଥାଉ ଥାଉ ଲେଉଟି ଜାଅ !
    You did it.
    Miss you sir...!

  • @Sillbehera90
    @Sillbehera90 10 месяцев назад +438

    କିଏ କିଏ ୨୦୨୪ ରେ ଶୁଣୁଛ

  • @karmakumarpatra4085
    @karmakumarpatra4085 Год назад +86

    Kia kia 2024 re dekhucha like kara ❤❤❤

  • @comiccopy4499
    @comiccopy4499 3 года назад +85

    "ସମୟ କହୁଛି ତୁଟାଇ ମୋହ ବେଳ ଥାଉ ଥାଉ ଲେଉଟି ଯାଓ" a line mo ଆଖିରେ ଲୁହ ଆସିଗଲା😭

  • @ipsitaa4725
    @ipsitaa4725 5 лет назад +203

    ଆଜିର ଯୁଗରେ ହେଲେ ଏପରି ଗୀତ ଆହୁରି ବାହାରନ୍ତା......😍😘😘😘

    • @mylifemyworldbaralfamily7803
      @mylifemyworldbaralfamily7803 4 года назад +6

      Impossible yrr

    • @ashutosh9030
      @ashutosh9030 3 года назад +1

      Right bro

    • @subashdalai8893
      @subashdalai8893 3 года назад +4

      Impossible bhai golden Era ra song

    • @manojpatra4659
      @manojpatra4659 3 года назад +4

      Ebe ba nua singer baharile 😂 santu gulua kaka papu amiti anek nua singer ବାହାରିଲେ

    • @sattwikx99..
      @sattwikx99.. 3 года назад +2

      @@manojpatra4659 Human Sagar, Abhijit Majumdar, Prem Anand, Swayam Padhi etc...

  • @nitishbaral
    @nitishbaral 3 года назад +149

    Two legends are no more in this song.What a beautiful smile and expression of Bijaya sir . You will always be in our hearts.Mohd Aziz sir you are irreplaceable & Aparajita Mam you are evergreen❤️

  • @suchismitatripathy2003
    @suchismitatripathy2003 2 года назад +4

    ସତରେ ପୁରୁଣା ଗୀତଗୁଡିକ ମନକୁ ଛୁଇଁ ଯାଉଛି 😌
    ସେ ପୁରୁଣା ଦିନ ଗୁଡାକ ଆଉ ଥରେ ଆସନ୍ତା କି?
    ବହୁତ ସୁନ୍ଦର 😍

  • @lipukumar5607
    @lipukumar5607 3 года назад +3

    1st My favourite song 😘 Old is Gold 😍💓💓💓

  • @mantripragadarao9436
    @mantripragadarao9436 4 года назад +56

    Evergreen song. His action is marvelous. His departure from this world is heavy loss to all. May his soul rest in peace. This song gives immense peace when in sad mood.

  • @namitasahu5112
    @namitasahu5112 4 года назад +64

    Best song of Bijay Mohanty ... We will miss you so much .. #RIP
    Aama mana re sabu bele tame thiba ..😔 tama gita,nataka,raga,rusa sbu kichi sabu smruti hei rahi gala.. 🇮🇳
    Plz samaste pray kara ki tanka atma ku thakura saanti diyantu .. 🙏🙏

  • @gajananadash
    @gajananadash 5 лет назад +71

    ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଛି। ଓଡ଼ିଆ ସିନେମା ଜଗତରେ ତାଙ୍କର ସ୍ଥାନ କେହି ବି ନେଇ ପାରିବେ ନାହିଁ। ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିବା ଚଳଚ୍ଚିତ୍ର ଗୁଡ଼ିକ ହେଲା, " ଜଗା ହାତରେ ପଘା, ସହରୀ ବାଘ, ମମତାର ଡୋରୀ, ଲକ୍ଷ୍ମଣ ରେଖା, କିଏ ପୋଛିବ ମାଆ ଆଖିର ଲୁହ, ଜନନୀ , ସନ୍ତାନ ଓ ଲକ୍ଷ୍ମୀ ପ୍ରତିମା ଇତ୍ୟାଦି।

  • @roshangantayat5003
    @roshangantayat5003 3 года назад +3

    ଏ ଗୀତ ଶୁଣିଲେ ମୋର ପିଲାଦିନର କଥା ମନେ ପଡିଯାଉଛି ( Serously I Heartly Like it this song ) I Miss You Sir (RIP ) 🥺🥺🥺 😭😭😭

  • @sukeshnayak5615
    @sukeshnayak5615 5 лет назад +22

    Awesome...........You guys made our childhood superb.!! Thank you for giving us so many memories to cherish. Love you

  • @lakshmipriya5427
    @lakshmipriya5427 4 года назад +12

    Really yarr ... it's a very heartred news that a good personality is lost from our society...

  • @MRcrazyDEEWANA
    @MRcrazyDEEWANA 3 года назад +7

    ପିଲାଟି ବେଳୁ ଏ ଗୀତ ଶୁଣି ଆସୁଛି। ହେଲେ ବହୁତ ଅଲଗା ସେ ଗୀତ ଆଉ ଏ ଯୁଗର ଗୀତ। ଆଖି ରୁ ଲୁହ ଧାର ଧାର ଦେଇ ଆସୁଛି। 😭😭😭 ସତରେ ବହୁତ ମନେ ପଡୁଚି ପିଲାବେଳ କଥା।

  • @odiapuarakesh4475
    @odiapuarakesh4475 2 года назад +4

    ପିଲାଦିନେ ସ୍କୁଲ ଗଲାବେଳେ ରେଡ଼ିଓ ରେ ବାଜୁଥିଲା ❤️❤️😊😊

  • @sisirmohan7517
    @sisirmohan7517 2 года назад +1

    Dekhare ajira pilamane.se samayare kou bhalia sundar meaning full gita sabu thila.ajikali mana ichha yadu siadu khanji kari gita hauchi.

  • @sibashankarreddy
    @sibashankarreddy 3 года назад +14

    ଏ ମୋ ପାଇଁ ଅଭୁଲା ସ୍ମୃତି ହୋଇ ରହିଯାଇଛି
    ବିଜୟ ମହାନ୍ତି ଙ୍କ ସହ shooting ପାଇଁ ମିଶି ବାର କଥା ଆଜି ମଧ୍ୟ ମୋର ମନେ ଅଛି
    ସ୍ମୃତି ତୁମେ ବିଜୟ 🙏

  • @rashmikantapalai5083
    @rashmikantapalai5083 4 года назад +27

    Bijaya Mohanty is no more . But, no one can fill his acting in Odia industry. He has left lots of memorable for us. May Jagannath rest piece in his soul. We should proud always him. Not only he had done one character, but also every character was fantastic.

  • @saktiprasadswain6546
    @saktiprasadswain6546 4 года назад +79

    Rest in peace Bijya Mohanty...It seems our childhood memories fading away..U will be always in my heart..My favourite hero.. evergreen

    • @gopalkrushnadas2312
      @gopalkrushnadas2312 2 года назад +1

      OUR CHILDHOOD HERO BIJAY MOHANTY SIR....😭

    • @radhakrushnapanigrahy1703
      @radhakrushnapanigrahy1703 2 года назад

      Hi shakti
      It is really my favourite song.
      R.ip...mohd Aziz
      Rip..bijay mohanty sir
      As an odia i m very proud of the song.
      The song remind me my childhood days.....

    • @jowick38760
      @jowick38760 Год назад

      I am looking at many comments. Everyone is saying that it brings back my old memories. Is the old Odia so beautiful. Please tell me. I am a Tamilian and I am curious to know.

  • @d.kcreated8243
    @d.kcreated8243 Год назад +4

    ମହମ୍ମଦ ଆଜିଜ ଙ୍କ ଓଡ଼ିଆ ଗୀତରେ ସ୍ୱତନ୍ତ୍ରତା. ଅଲଗା ଜଗନ୍ନାଥ ଙ୍କ ଭଜନ ହେଉ କିମ୍ବା ସିନେମା ଗୀତ ଆଧୁନିକ ଗୀତ ❤️👌👌👌👌🙏🙏🙏😭😭😭

  • @karishmalifestyle8892
    @karishmalifestyle8892 Год назад +1

    Aieta mo maa ra favourite song jia ki nahanti aie duniya.....mu aie song sunile lage se mo saha Katha haucnti....

  • @bhaktamishra9730
    @bhaktamishra9730 5 лет назад +197

    କେତେ ସୁନ୍ଦର ଥିଲା ସେ ପୁରୁଣା ଦିନର ଚଳଣି ଓ ଚଳଚିତ୍ର ର ଗୀତ ।

  • @pramodpanigrahi3647
    @pramodpanigrahi3647 4 года назад +15

    Every green song, lot of memories of childhood days with Vijay Mahanty air.. A great loss of odisha

  • @sbagar7026
    @sbagar7026 5 лет назад +138

    ପୁରୁଣା ଗୀତ ସରଳ ଜୀବନଜଯାପନ ଭଲ ଳଗେ👌👌👌👌👌👌

  • @odiatokaeating156
    @odiatokaeating156 Год назад +1

    Wow old is gold 😍
    Kaas se dina gudika puni thare asijanta kii 😮😢kete bhala huanta 😢

  • @mithun2433
    @mithun2433 2 года назад +1

    2022 re bii song sunile mana Puri jauchi 🥰🥰🥰🥰❤️ old iss gold ❤️❤️❤️❤️

  • @srikalia5413
    @srikalia5413 3 месяца назад +12

    କିଏ କିଏ ଏ ଘୀତକୁ 2024 ଶୁଣୁଛ

  • @bishnupriyaswain3869
    @bishnupriyaswain3869 3 года назад +8

    This type of old song can explain our emotions,love,care,trust ...we are feel our culture...village pure life

  • @mitaranikathar9827
    @mitaranikathar9827 3 месяца назад +3

    ସମୟ ତ ଚିରସ୍ରୋତା ସ୍ରୋତୋସ୍ୱିନୀ କିନ୍ତୁ ସ୍ମୃତି ଅବିସ୍ମରଣୀୟ..❤

  • @deepakbhoi5395
    @deepakbhoi5395 11 месяцев назад +2

    Evergreen ♥️

  • @tobru858m
    @tobru858m 7 месяцев назад +1

    Though i am from tamil nadu i have been in orissa for more than 30 years and it was Bijoy mohanty's best movies of 1980s. i think it is jaga hathre paga

  • @sumanthkumarjennajenna2729
    @sumanthkumarjennajenna2729 6 лет назад +31

    jaga hatare pagha movie dekhile piladina katha manapaduche bhai thanku super hit movie

  • @bipinbiharibehera368
    @bipinbiharibehera368 6 лет назад +23

    Love this very beautiful song.All praise to the singer& music director.

  • @taps043
    @taps043 3 года назад +3

    This is a very beautiful song....its very sad to see that odia film industry is no more able to create such beautiful songs....

  • @mamatabhuyan9152
    @mamatabhuyan9152 4 месяца назад

    କେଡେ ସୁନ୍ଦର,,ଏହାର ପ୍ରତିଟି ଶବ୍ଦ,ସ୍ବର ସଂଯୋଜନା..ଓଡ଼ିଆ ଅତି ବଢିଆ❤..dukhara ra bisay eita j ebe au esabu miluni😢au amara e ati sundar bhasa ku chhadi loke anya bhasa ra prayog karuchhanti....ବହୁତ ଲଜ୍ଜାଜନକ କଥା😔

  • @chinmayapandab2315
    @chinmayapandab2315 2 года назад +1

    Aakasha bani Cuttack Sangita sunucchanti Rupa sagadire suna kania what a memorable days really i miss it

  • @Basharat_Starmaker123
    @Basharat_Starmaker123 3 года назад +16

    Legendary voice of my favourite singer is always pleasure to listen. Such a beautiful composition. 🦋🍎❤️🌹

  • @sisirkumarnayak8422
    @sisirkumarnayak8422 2 года назад +4

    ବାସ୍ତବରେ କେତେ ସୁନ୍ଦର ଗୀତଟିଏ। ଶବ୍ଦ ସଂଯୋଜନା ,ଲେଖନୀ ,ସଂଗୀତ ନିର୍ଦ୍ଦେଶନା ଏବଂ ସ୍ୱର ସବୁ ଚିର ସବୁଜ।

  • @sheldongallery
    @sheldongallery 4 года назад +16

    What a song.. The legend will always be remembered...

  • @SandeepNayak25
    @SandeepNayak25 7 месяцев назад +1

    e gita amara 😊 mu 2040 re b sunibi and mo chua ku suanibi , no odia song can beat this ❤❤❤

  • @radhakrushnapanigrahy1703
    @radhakrushnapanigrahy1703 2 года назад +1

    Remember in early days it was a super hit song.
    Film was super hit

  • @malayaranjanpani
    @malayaranjanpani 4 года назад +73

    ଓଡ଼ିଆ ସିନେମା ଜଗତର କିମ୍ୱଦନ୍ତୀ ଅଭିନେତା ବିଜୟ ମହାନ୍ତି ଙ୍କ ପରଲୋକ ରେ ସାରା ଓଡ଼ିଆ ସିନେମା ଜଗତ ସ୍ତବ୍ଧ । ତାଙ୍କ ଆତ୍ମାର ସଦଗତି କାମନା କରୁଛି ।

  • @bhaskarpattnaik8098
    @bhaskarpattnaik8098 6 лет назад +70

    one of the best song of md, aziz. its aheart touching song of my life....

  • @deeptisahoo7557
    @deeptisahoo7557 6 лет назад +11

    It is the beauty of our golden era..

  • @kirankantaparida9460
    @kirankantaparida9460 Год назад +2

    ଶଗଡ, ବଳଦ ମାନେଜଗନ(ବିଜୟ sir) ଏ ଗୀତ ସୁଣିଲେ ଆକ୍ଷୀ ରେ ଲୁହ 😢 ଆସି ଯାଉଛି କାରଣ ସେ ଚେହେରା ଆଉ ନାହିଁ 😭😭😭😭😭love you Bejaya sir... 2024ରେ କିଏ ଦେଖୁଛ

  • @gddut5850
    @gddut5850 Год назад +1

    Bring tears into my eyes for the immortal music and act.
    Odisha is fortunate to have akshaya mohanty .

  • @swagatmishra5574
    @swagatmishra5574 4 года назад +23

    Such a versatile actor he is.Really very sad to know that he is no more.A true gem he is.

  • @arjunsahoo1852
    @arjunsahoo1852 6 лет назад +64

    Sei samaya ku ferijibaku ichha hauchi...satare a song sunile pila bela smriti sabu mane padjae.

    • @rlpapuff1642
      @rlpapuff1642 3 года назад

      Nema 😆😆😆😆😆😆😆😆

  • @biswanath5297
    @biswanath5297 5 лет назад +11

    Great song,rural Odisha is always amazing

  • @sarojsamal5988
    @sarojsamal5988 2 года назад +2

    Mind bloing mast lagu chi oho

  • @jitunayak1760
    @jitunayak1760 5 месяцев назад +1

    I am already listening this song

  • @susantajena1990
    @susantajena1990 4 года назад +14

    The legendary actor of Odisha.
    I am very sad 😢 to know that Bijaya babu is no more .

  • @anshumandash9964
    @anshumandash9964 4 года назад +31

    Will miss you sir..!! RIP legend

  • @nibeditasahoo9518
    @nibeditasahoo9518 3 года назад +12

    This is not only a song but also an emotion 😌😇

  • @sudashransahoo975
    @sudashransahoo975 2 года назад +1

    ଲୋଚି ଲୋଚି ସିନେମା ଦେଖିବା କୁ ଜାଣୁଥିଲି ପାଦରେ ଚାଲି ଚାଲି କେତେ ସୁନ୍ଦର ସମୟ ଥଲା

  • @Bapujinayak350
    @Bapujinayak350 5 дней назад

    Bhout Sundar Gita tie se pila dino kete sundara thila jetebele ei Gita radio re sunuthilu kas sei samaya pachoku pheranta😢

  • @tusharranjanmalla5749
    @tusharranjanmalla5749 4 года назад +18

    ପୁରୁଣା ଗୀତ ଏକ ଅଭୂଲା ସ୍ମୃତି Old is gold 👍

  • @Rishank-jq8iv
    @Rishank-jq8iv Месяц назад +4

    2025 attendance ❤😂

  • @ramsanatan56
    @ramsanatan56 4 года назад +10

    The song, the singer n' the artist... ❤️ Missing Bijay Mohanty Sir 😔

  • @sanjaykumarroutray9217
    @sanjaykumarroutray9217 2 года назад +1

    Yete Sundar lekhaka satare bahut bhala laguchi Gita ta

  • @bapibapi4580
    @bapibapi4580 Год назад +1

    ଗୀତ ଟି ମୋ ପିଲା ବେଳେ ଶୁଣିଥିଲି ସେତେବେଳେ ହୁଏତ ମାନେ ବୁଝିବା ମୋ ପକ୍ଷରେ ସମ୍ଭବ ନ ଥିଲା ହେଲେ ସେଇ ଦିନରୁ ବିଜୟ ସାର ମୋର ପ୍ରିୟ ଅଭିନେତା ପାଲଟିଗଲେ ହେଲେ ଆଜିବି ଏ ଗୀତ ଶୁଣିଲେ ମୋ ଆଖିରୁ ଅଜାଣତରେ ଦୁଇଟୋପା ଲୁହ ଗଡି ଆସେ କାରଣ ମୁ ନିଜେବି ଜାଣେନି

  • @gramingaribokejiwansaili..8502
    @gramingaribokejiwansaili..8502 3 года назад +3

    ସମସ୍ତ ଙ୍କ comment ଆଉ ଗୀତ ଶୁଣି ଆଖିରୁ ଲୁହ ଝରି ଗଲା

    • @sattwikx99..
      @sattwikx99.. 3 года назад +1

      ହଁ ଏମିତିଆ ଗୀତ ଆଉ କେବେ ମିଳିବନି ବୋଧେ ଖାଲି ହିନ୍ଦୀ, ଉର୍ଦ୍ଦୁ ଶବ୍ଦ ସବୁ ଏବେକା ଗୀତରେ ପୁରାଉଛନ୍ତି...

    • @rajendrabehera5493
      @rajendrabehera5493 2 месяца назад

      🎉🎉

  • @SulochanaBehera7
    @SulochanaBehera7 4 года назад +5

    Odisha ra atulaniya kalakar..🙏🙏 bhagwan tama atma ku shanti diantuu... you will be remembered

  • @BabuDas-fw4zh
    @BabuDas-fw4zh 4 года назад +19

    Rest in peace!!you are legend.people will remember you till eternity.

  • @bishnupriyaswain3869
    @bishnupriyaswain3869 3 года назад

    Ee song sunila pare ichha hauchi puni se time asantaki puni emiti sundar song sunibaku au dekhibaku milanta
    Realy bahut bhala laguchi atma ku jemiti santi laguchi mana kahuchi ee song emiti chaluthau au mu sunuthae....😍

  • @satyanarayanapatra5854
    @satyanarayanapatra5854 3 года назад +1

    I've No Word Legends are Watching this in 2022

  • @ଦେବୀପ୍ରସାଦ
    @ଦେବୀପ୍ରସାଦ 2 года назад +3

    Where is the joy in this song, I heard a song in childhood, but even today I feel new 🥰🥰🥰❤

  • @mahabirsankirtanmandali990
    @mahabirsankirtanmandali990 6 лет назад +6

    Tribute song by Md azizz ..Salute ...great actor Bijay mahanty ...lv u

  • @Tuv009
    @Tuv009 6 лет назад +5

    Old is gold
    heart touching song...nyc
    Pila dina mane padigala..

  • @mahilalsunani1168
    @mahilalsunani1168 6 месяцев назад +1

    I love this song ❤️❤️❤️❤️

  • @SUNITAPATRO-w2r
    @SUNITAPATRO-w2r 16 дней назад +2

    କିଏ କିଏ 2025 ଶୁଣୁଛ

  • @metflix8613
    @metflix8613 5 лет назад +200

    2020 re kie sunuchi like maro

  • @words_of_soul
    @words_of_soul 2 года назад +1

    One of the best song ever composed and sung in the history of Odia film and who else can forget that smiling face of this cartman.
    #legendsneverdie

  • @radhakrushnapanigrahy1703
    @radhakrushnapanigrahy1703 2 года назад +2

    Old is gold.
    Film......jaga hatare pagha
    Voice...late Mohd aziz
    Film was super hit in early time.
    NOTED BOTH vijay SIR /aparjita re super.
    It is a golden song.
    The song remind me my childhood days.....
    Remember i was in class viii when i first heard the song in my native place in odisha .

  • @aloksamal7794
    @aloksamal7794 4 года назад +4

    The great living legend of ollywood industry,the great Bijay Mohanty,god always blessed him,it is our wishes

  • @somuprusty1126
    @somuprusty1126 2 года назад +12

    2022 ରେ ଏଇ ଗୀତ କିଏ ଶୁଣୁଛ Like kara

  • @sathyanarayann5340
    @sathyanarayann5340 6 лет назад +6

    One of my favorite in Oriya song...who is still watching on Dec 18...!!

  • @basantamalik6244
    @basantamalik6244 Год назад +2

    Love you Bijaya sir for your dedication to our odia industry...

  • @manasranjannayak4035
    @manasranjannayak4035 5 месяцев назад +1

    ରବିବାର ଦିନ ସକାଳ 10:00 ଘଣ୍ଟା ସମୟ ରେ ଏହି ସିନେମା ଦେଖିବାକୁ କିଏ କିଏ ଦେଖୁଥିଲ

  • @gddut5850
    @gddut5850 2 года назад +2

    Just listen to the song it feels fresh as if the song and its composition is made recent ...its the magic off the greatest music legend off all times the akhaya mohanty ..

  • @kishorekumarbhitiria747
    @kishorekumarbhitiria747 5 лет назад +159

    Old is gold... Jete sunilebi.. Sabu.. Bele.. Nua. Nua.. Lage...satare... Lage.. Jemiti... Sei.. Samaya.. Au.. Thare.. Pheri. Asanta... Nahi...👌👌💕💕