Jagabandhu Hey Gosain | Bhakta Salabega Bhajan | Rabindra Mohapatra | ଜଗବନ୍ଧୁ ହେ ଗୋସାଇଁ | ପୁରାତନ ଭଜନ
HTML-код
- Опубликовано: 17 окт 2024
- ପବିତ୍ର ବାହୁଡା଼ ୨୦୨୨ ରେ ଆସନ୍ତୁ ଶୁଣିବା ପୁରାତନ ଏବଂ ଲୋକପ୍ରିୟ ଭାବ ର ଭଜନ "ଜଗବନ୍ଧୁ ହେ ଗୋସାଇଁ" ର ସମ୍ପୂର୍ଣ ପଦାବଳୀ ଆସନ୍ତୁ ଶୁଣିବା ରବୀନ୍ଦ୍ର ମହାପାତ୍ର ଙ୍କ ଭାବ ପୂର୍ଣ୍ଣ କଣ୍ଠ ରେ ।
Singer: Rabindra Mohapatra
Lyrics: Bhakta Salabega Sinhara (Old collection)
Music Composition : Traditional
Music Arrangement: Chandra Sekhar Mishra
Recording & Mixing : Ama Studio
Video Editing Debi Prasad Ratha
Production: Sri Purushottam
#jagabandhuheygosain
#salabegabhajan
#rabindramohapatra
#bhikaribalbhajan
#odiarathajatrabhajan
#odiaoldbhajan
#oldodiajagannathbhajan
#bahudabhajan
Any unauthorised use of the song is strictly prohibited. Legal Action taken if noticed.
jagabandhu hey gosain,jagabandhu he gosain,jagabandhu he gosain odia bhajan,jagabandhu he gosaain,jagabandhu he gosain song,jagabandhu hey gosaain,jagabandhu he gosain odia bhajan song,jagabandhu,odia bhajan karaoke jagabandhu hey gosain,jagabandhu hey gosain odia devotional song,jagabandhu hey gosain oriya jagannath bhajan
ଆପଣଙ୍କର ସୁନ୍ଦର କଣ୍ଠରେ,ମହାପ୍ରଭୁଙ୍କର ଏହି ସୁନ୍ଦର ଭଜନ ମନ ମୋହିନେଲା ଆପଣ ସର୍ବଦା ଏମିତି ମନଛୁଆଁ ଭଜନ ଗାଉଥାନ୍ତୁ, ମହାପ୍ରଭୂ ଜଗନ୍ନାଥ ଆପଣଙ୍କୁ ଅଜସ୍ର କୃପା କରନ୍ତୁ ଆପଣଙ୍କ ପୁଅ ଦିନେ ଆପଣଙ୍କ ପରି ଭଜନ ଗାଇ ସମସ୍ତଙ୍କ ମନ ଜିଣୁ ଜୟ ଜଗନ୍ନାଥ 🙏
Jay jagannath ❤
ଜଗବନ୍ଧୁ ହେ ଗୋସାଇଁ 🙏🙏🕉️⚔️🗡️⚔️🏹🏹🚩🚩
ଜୟ ଜୟ ଶ୍ରୀ କାଳିଆ ସାମନ୍ତ ଶ୍ରୀ ପୁରୁଷୋତ୍ତମ ଶ୍ରୀ ପତିତପାବନ ମହାପ୍ରଭୁ ମଣିମା ହେ ମହାବାହୁ 🙏🙏🕉️⚔️🗡️⚔️🏹🏹🚩🚩
Jay shree Jagannath Swami Nayan Patha Gami Bhaba tume
ଧନ୍ୟ ଶ୍ରଧେୟ ରବୀନ୍ଦ୍ର ବାବୁ। ଧନ୍ୟ ତୁମ ପିତା ମାତା। ତୁମର ହୃଦୟସ୍ପର୍ଶୀ ଭଜନ ଶୁଣିଲା ବେଳେ ମୁଁ ଭାବରେ ବୁଡିଯାଏ। ଆଉ ସ୍ବତ ତମକୁ ଏହିଠାରୁ ନମନ କରେ।
ଚକାଡୋଳା ଙ୍କ ଚରଣ ରେ ମୋର କୋଟି କୋଟି ପ୍ରଣାମ ସେ ଆପଣଙ୍କୁ ସଦାସର୍ବଦା ଖୁସି ରେ ରଖନ୍ତୁ ଓ ଦୀର୍ଘାୟୁ କରନ୍ତୁ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🏼🙏🏼
ଇତି ଆପଣଙ୍କର ଶୁଭେଛୁ ସତ୍ୟ ରଞ୍ଜନ ସାହୁ ଜଣେ ବରିଷ୍ଠ ନାଗରିକ🙏🏼🙏🏼🙏🏼
ଧନ୍ୟ ଶ୍ରଧେୟ ରବୀନ୍ଦ୍ର ବାବୁ। ଧନ୍ୟ ତୁମ ପିତା ମାତା। ତୁମର ହୃଦୟସ୍ପର୍ଶୀ ଭଜନ ଶୁଣିଲା ବେଳେ ମୁଁ ଭାବରେ ବୁଡିଯାଏ। ଆଉ ସ୍ବତ ତମକୁ ଏହିଠାରୁ ନମନ କରେ।
ଚକାଡୋଳା ଙ୍କ ଚରଣ ରେ ମୋର କୋଟି କୋଟି ପ୍ରଣାମ ସେ ଆପଣଙ୍କୁ ସଦାସର୍ବଦା ଖୁସି ରେ ରଖନ୍ତୁ ଓ ଦୀର୍ଘାୟୁ କରନ୍ତୁ।
ଇତି ଆପଣଙ୍କର
ଶୁଭେଛୁ ହୃଷୀକେଶ ପ୍ରତାପ
ଜଣେ ବରିଷ୍ଠ ନାଗରିକ
ଜୟ ଜଗନ୍ନାଥ ଆଜ୍ଞା 🙏🙏🙏
ମହାପ୍ରଭୁ ଙ୍କର ଅତ୍ୟନ୍ତ ଭାବପୂର୍ଣ୍ଣ ହୃଦୟସ୍ପର୍ଶୀ ଭଜନ। ସତରେ ଭଜନ ଟିକୁ ଶୁଣିଲା ମାତ୍ରେ ହୃଦୟ ଭାବରେ ହଜି ଯାଉଛି ସେହି ବିଶ୍ଵନିୟନ୍ତାଙ୍କ ଚରଣ କମଳ ତଳେ କୋଟି କୋଟି ପ୍ରଣାମ 🙏🏻🙌🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🙌🙏🏼
ହୃଦୟ ସ୍ପର୍ଶ କରି ଦେଲା.. ସତେ ଜଗା ହୃଦୟ ରେ ଅଛନ୍ତି 🫶
ରବିବାବୁ ମହାପ୍ରଭୁ ତୁମକୁ କୋଟି କୋଟି ଆୟୁଷ ଦିଅନ୍ତୁ (ତୁମେ ଭଜନସମ୍ରାଟ ଭିକାରୀ ବଳଙ୍କର ଦ୍ଵିତୀୟ ଅବତାର କହିଲେ ବି କିଛି କମି ହେବନି
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🌺🌷🙏🏻🙏🏻🙏🏻🌷🌹
ସ୍ଵାନମୋ ଧାରି ଶ୍ରୀ ରବୀନ୍ଦ୍ର ମହାପାତ୍ର ଭଗବାନ ଜଗନ୍ନାଥ ତୁମକୁ ସୁନ୍ଦର ସ୍ୱର୍ ମୋତେ ବିମୋହିତ କରିଛି l ମୁଁ ବହୁତ ଖୁସି ଲାଗୁଛି ଭଜନ। ଶୁଣି
Jay Jagannath Swami Nayana patha gami bhaba tume 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Kete bhabare bhaina aapana gaile aakhiru luha palei aasila.
ବହୁତ ସୁନ୍ଦର, ଭିକାରି ବଳ ଙ୍କ ସହିତ ବହୁତ ମିସି ଯାଉଚି, ଜୟ ଜଗନ୍ନାଥ
ନିର୍ଭୁଲ ଓଡ଼ିଆ ଲେଖିବାର ଆସୁନି ତମେ କି ଓଡ଼ିଆ ?
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🌹🏵️🌸🌺❤️🌹🏵️❤️🌸🌺🙏🙏🙏
ଜୟ ଜଗନ୍ନାଥ ଶୁଭ ସକାଳ ନମସ୍କାର ଆପଣଙ୍କୁ ମୋ ତରଫରୁ ସମ୍ମାନଜନକ ରହୁଛି ❤❤❤❤❤❤
ପ୍ରଭୁ ଙ୍କ ଗୀତ ଏବଂ ଆପଣଙ୍କ କଣ୍ଠ ଶ୍ୱର ବହୁତ୍ ମଧୁର ।❤❤🙏🙏
ବହୁତ ସୁନ୍ଦର ଗାଉଛନ୍ତି ❤❤❤
ରବିନ୍ଦ୍ର ଭାଇନା ଙ୍କ ଭଜନ ଅତି ସୁନ୍ଦର ଓ ଚମତ୍କାର ହୋଇଛି ଧନ୍ୟବାଦ ଜଣାଉଛି 🙏👌👌👌verynice👍❤️❤️
ଜଣାଣ ମଧ୍ୟ ବହୁତ ସୁନ୍ଦର ହୋଇଛି ❤❤ ଜୟ ଜଗନ୍ନାଥ ❤❤
ଜଗନ୍ନାଥ ଆପଣ ପରିବାର କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ❤❤❤❤❤❤
ଭଜନ ସମ୍ରାଟ ଆପଣଙ୍କ ମଧ୍ୟରେ ଏବେ ବି ଜୀବିତ 🙏🏻
Jagabandhu Hey gosain Pranama Mahaprabhu Kalasrimukha kalabaman Chakanayana Kaliadhana Sansar Sukhi Rakha Mahabahu Jagata Mangal heu manima guhari sunima heu mo jaga kalia 🙏🙏🙏🙏🙏
ଭିକାରୀ ବଳଙ୍କ ଦ୍ୱ୍ୱିତୀୟ ଅବତାର, ଆପଣଙ୍କୁ ଠାକୁରେ ସୁନ୍ଦର କଣ୍ଠ ଦେଇଛନ୍ତି, ଜଗନ୍ନାଥ ତୁମକୁ ଦୀର୍ଘାୟୁ କରନ୍ତୁ... ଜୟ ଜଗନ୍ନାଥ
🙏🌹 Jay shree Jagannath swami 🌹🙏 Jay Jagannath 🙏 Jay Jagannath 🙏 Jay Jagannath 🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Omm niladram shankhamadhye satadalakamale ratnasighasanastam sarbalamkarayuktam nabaghanaruchiram sanjuktam chagrajenam bhadraya bamabhage rathacharanyuktam Brahmarudrenbranyam vedanam saramisham swjana paribrutam brahmadaru smarami Brahmadaru smarami Brahmadaru smarami Brahmadaru smarami 🙏❤️🙏
ଜୟ ଜଗନ୍ନାଥ ଜୟ 🙏
ମଣିରତ୍ନ ଭଜକ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ
Jaya jaganatha ❤
❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୁଏ ଜଗବନ୍ଧୁ ଗୋସ୍ୱାଇ🌺🌺🙏🏻🙏🏻🙏🏻🌺
Jay Jagannath swami nayan pathgami namaste 🙏
Dhanya paribega dhanyabad salabega
🙏🙏🙏Jay Jagannath
Bahut sundar auu unique lagu6i ♥️♥️♥️♥️
❤.. Verigoodsong 2:38 r. Ramchandra. Raut 6:23
...
Jai jagannath Swami Nayan pathagami bhaba tume ❤❤
ଓଁମ ଶାନ୍ତି 🙏🌹🙏🌹🙏🌹ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
Jay Jagannatha Mahaprabhu...🙏🙏🙏
Jaya Jagannath Saha .Rabi babu🎉 Emiti mahaprabhu ka Bhajan Gauthaantu.
jay jagannatha swami nayana patha gami bhaba tume 🙏🙏🙏🕉️🕉️🕉️❤️❤️❤️🥀🥀🥀🌹🌹🌹
ଜୟ ଶ୍ରୀ ହନୁମାନ୍ ଜୟ ଶ୍ରୀ ହନୁମାନ୍ ଜୟ ଶ୍ରୀ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ମହାପର୍ବ ବୁ❤
ହେପଭୁ ପୁଅକୁ ମୋର ଏତେ ଶକ୍ତ କରକାଳିଅଠାକୁରେ ତିନି ବର୍ଷ ଯେମିତି ଭଲଫଳ ପାଇବ ତୁମ କୃପାରୁ ସବୁ ଜୟ କରିବ ଜୟ ଶ୍ରୀ ଜଗନ୍ନାଥ 🌿
ଭଜନସମ୍ରାଟ୍ ଙ୍କ ଦ୍ୱିତୀୟ ଅବତୀର-ରବୀନ୍ଦ୍ର ମହାପାତ୍ର
ରବିଁନ୍ଦ୍ର ମହାପାତ୍ର ଦ୍ଵିତୀୟ ଭିକାରୀ ବଳ
ସତରେ ଭଜନ ସମ୍ରାଟ ଙ୍କର ଶୂନ୍ୟସ୍ଥାନ ପୂରଣ କରି ପାରିଛନ୍ତି ଜଗନ୍ନାଥ ପ୍ରଭୁ
Jaya Jaganath Swami Nayana Pathagami Bhabatume
ଜୟଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏
Jay jagannath swami ⭕❗⭕
ବହୁତ ସୁନ୍ଦର ତୁମର କଣ୍ଠ
ହେ ମହାପ୍ରଭୁ ରକ୍ଷା କର
Bolo anande kabare Hari Hari bol🙏🙏🙏🙏🙏🙏
Jay jagannath rabindra bhai thanku
Ae adhama ra sata koti pranama minima.
Jay. Jagabandhu.hea.gonsanhi.jay.vikaribala.namha.jay.pujya.rabindra.mahapatra
Rabi bhai speechless jay jagannath
ଜୟ ଜଗନ୍ନାଥ 🙏🏻କାଳଜୟୀ ଜଣାଣ 🙏🏻
A Gita sunile Prabhu nka prati bhala paiba badhijauchhi
Old is gold super bhajan very nice best voice best lyrics thanks from RUKMINI PRODUCTION BijayaKumarMishra GITIKARA senapatibagicha puri jai jagannath jai 🙏
Jai Jai jagannath Jai Jai jagannath Kalia saant charanar binde anant koti pranam
Jai jagannath ji ki 🇮🇳🇮🇳🇮🇳🇮🇳🇮🇳🇮🇳
JayKaliasanta🎉namaste
Dhanyabad Rabindra Bhai
Jay jagannath
ମୋ କାଳିଆ ଶାନ୍ତ 😘😘ଜୟ ଜଗନ୍ନାଥ 🙏
ପ୍ରଭୁ କୃପା ବନ୍ଧୁ କୃପା ହେଉ ମହାପ୍ରଭୁ
Very nice Bhajan 🎉🎉❤❤
Jai jagannath 🙏🙏🌸🙏🌸🙏🌸🙏🌸🌸🌸
Jay Jagannath
ଜୟ ଶ୍ରୀ ହନୁମାନଙ୍କ ଜୟ ଶ୍ରୀ ରାମ, ମୋତେ ଉଦ୍ଧାର କରପଭୁ 🪔🙏🏻🙏🏻🙏🏻🌼
ରବିନ୍ଦ୍ର ଭାଇନା ସଦାସର୍ବଦା ପୂଜ୍ଯ ଭିକାରୀ ବଳଙ୍କ ଦିତୀୟ ଅବତାର
Bhul katha Bhikari bal nka swara bhaba bilkul alga tanka bhalia kehi bhi gai paribe nahi
😍 it 65yh
Llllll
😊
Rabindra Babu please wait for time Jay Jagannath namaskar ❤❤❤❤
আহা,এই গীত ও শুনি মনও ভরি গলা,প্রভু পরম ব্রহ্ম, প্রভু সকলের মঙ্গল করো 🙏🙏
Bbye ucch ucch safer ward l wars in I'm sat will
Rabi Vai 🙏 Jay Jagannath 🙏🙏
Rabi bhaina namaskar.prabhau padmanava tumaku bhalare rakhantu.tume mote nijara sana bhai boli bhabi blessing kara.
ଜୟ ଜଗନ୍ନାଥ, ବହୁତ୍ ଭଲ ଲାଗିଲା
ଅତି ସୁନ୍ଦର
Jagabandhu he Gosani....
Khyama prabhu
Bravo, jay ho.
Omm Sarve bhavantu sukhinoh sarve santu niramaya sarve bhadrani paschantu maaa kaschith dukha bhag bhabeth🌞🌄🛕🪜🪜🎂🎂🔥🏨🏨🌱💯🎉🖤👌🚩🚩🙏🙏🥹🌷😄🌾🪷🌼🪻😂😂🙏🥹🍁😌😌🌷😄🪷🩶🎉👌🏵️🏵️👍🏽🚩🌞🌞🌞🌄🛕🛕🪜🔥😢🏨🏨🌱
ଜଗବନ୍ଧୁ ହେ ଗୋସାଇଁ
🌹ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ 🌹
🙏💐💐🌹🌹🌹🌹🌹🌹💐💐🙏
Rabindra Bhai pranam Jay Jagannath🙏🙏🙏
Jay Jagannath 🙏🙏
Joi joi joi Jagannath 🙏🙏🙏🙏💐❤️💐🙏🙏🙏🙏❤️💐
Jay jagannath jay jagannath
Jai sri Jaganatha Swami Nayana Pathagami Bhabatume Divine soulful voice ❤
ପ୍ରଣାମ
ଜୟ ଶ୍ରୀଜଗନ୍ନାଥସ୍ୱାମୀ 🙏🙏🙏
Jay jagannath 🙏🏻🙏🏻⭕❗⭕
Jay Jagannath swami nayan path ghami
Jai jagannath🌻🌼🏵️🌸👏👏🙏🙏
Jay Jagannath Balaram O Subhadra Maharani ki jay.
Jai shree Jagannath Ji 🌹🌹
Good good many many thanks rabindra babu
Tuma kantha re Sri Jagannath birajaman karichhanti very nice voice Jay Jagannath 🙏
Best bhajan
❤Jagabandhu hay ❤
Rabi Babu your singing is verry .nise.god save you
Jai jagannath pravu